ସିଦ୍ଧାନ୍ତ ମହାପାତ୍ର ପୁରୁଣା ସ୍ମୃତି ମନେ ପକେଇ କାନ୍ଦିଲେ | Tribute To The Legend | Mihir Das | TCP

Музыка

In The Memory Of Mihir Das | Tribute To The Legend | Tarang Cine Productions
#InTheMemoryOfMihirDas #RestInPeace #MihirDas
_
SUBSCRIBE to TarangCineProductions channel for Latest Music and movie videos
goo.gl/Qd9Dv9
Like us on Facebook
/ tarangcineproductions
Circle on G+
goo.gl/ArUUGw
Follow us on Twitter
/ tarangtvodisha
Follow us on Instagram
/ tarangtv
Visit our website for further details: www.tarangtv.in

Пікірлер: 3 100

  • @sunianaik6760
    @sunianaik67602 жыл бұрын

    ରବିବାର ଠିକ ସମୟ 4 pm ରେ ବସିଯାଉଥିଲୁ ଟିଭି ସାମ୍ନାରେ, ମିହିର ଦାସ ଅଛନ୍ତି, ବିଜୟ ମହାନ୍ତି ଅଛନ୍ତି, ସିଧ୍ୟାନ୍ତ ଅଛନ୍ତି,ରଚନା ଅଛନ୍ତି,ଜୟୀ ରାମ ସାମଲ ଅଛନ୍ତି, ହର ପଟ୍ଟନାୟକ ଅଛନ୍ତି, ସେ ସମୟ ଚାଲିଗଲା, ସତେ ଯେମିତି ଲାଗୁଥିଲା ଏମାନେ ସମସ୍ତେ ଗୋଟିଏ ମାଆ ପେଟର,ସେମିତିକା ସିନେମା ଆଉନାହିଁ, ମିହିର sir ଆପଣ ଓଡିଶା ବାସୀଙ୍କ ହୃଦୟ ରେ ସବୁବେଳେ ରହିଛନ୍ତି ଏବଂ ରହିବେ,

  • @souravmohakud5833

    @souravmohakud5833

    Жыл бұрын

    Bhai 🥺🥺🥺

  • @sksanjuvlog1432

    @sksanjuvlog1432

    Жыл бұрын

    Hm bhai 😔😔😔

  • @subhasmitamishra3916

    @subhasmitamishra3916

    Жыл бұрын

    Rite katha 🙏

  • @Jaydev_mohanty

    @Jaydev_mohanty

    Жыл бұрын

    Same here bro

  • @barshacreation249

    @barshacreation249

    Жыл бұрын

    Sata katha 😭😭😭

  • @laxmikantasabar8425
    @laxmikantasabar8425 Жыл бұрын

    ବାସ୍ତବିକ୍ ସିଦ୍ଧାନ୍ତ ସାର୍ ଆଉ ମିହିର ଦାସ ସାର୍ ଓଡ଼ିଆ ସିନେମା ଜଗତର କୋହିନୂର୍ ହୀରା। ସିଦ୍ଧାନ୍ତ ସାର୍ ଆପଣଂକ ଏହି କଥା ମୋ ହୃଦୟକୁ ଛୁଇଁ ଗଲା ଏବଂ ହଠାତ୍ ମୋ ଆଖିରୁ ଲୁହ ଝରି ଆସିଲା କାହିଁକି କେଜାଣି?? ବୋଧହୁଏ ଆପଣ ଦୁଇଜଣଙ୍କ ପ୍ରତି ମୋର ଆନ୍ତରିକ ପ୍ରେମ, ସ୍ନେହ ଓ ଭଲ ପାଇବା ଭାବନାକୁ ନେଇ। ଓଡ଼ିଆ ସିନେମା ଜଗତ ଆପଣଙ୍କ ବିନା ଅଧୁରା ଅଧୁରା ଲାଗୁଛି ମିହିର୍ ସାର୍🙏😭😭🤔 ମିହିର ସାର୍ ଆପଣଙ୍କ ବିନା ସିଦ୍ଧାନ୍ତ ସାର୍ ଙ୍କ ପାଇଁ ଗୋଟିଏ ପକ୍ଷୀ ର ଦୁଇଟି ଢେଣା ବଦଳରେ ଗୋଟିଏ ଢେଣା ସଦୃଶ୍ୟ 😭ଆପଣଙ୍କ ଭଳି ଓଡ଼ିଆ ସିନେମା ଜଗତରେ ହିରୋ,ଖଳନାୟକ,ବାପା, ଶିକ୍ଷକ, କମେଡିଆନ୍ ଅଭିନୟ କେହି କରିପାରିବେନି ଏବଂ ଆପଣଙ୍କ ଭଳି ସମସ୍ତ ଚରିତ୍ର ପାଇଁ ନୁଫୁଣ ଅଭିନୟ କରିବା ଭଳି ସମସ୍ତ ଚରିତ୍ରଧାରୀ ବିଶିଷ୍ଟ କଳାକାର ଆଗକୁ କେହି ବାହାରିବେ କି ନାହିଁ ସନ୍ଦେହ,ତଥାପି ଆପଣଙ୍କୁ ବହୁତ୍ ସମ୍ମାନ ଏବଂ ଭଲ ପାଏ ମିହିର ସାର୍ 🙏❤️❤️❤️ଆପଣ ଯୋଉଠି ବି ଥାଆନ୍ତୁ ନା କାହିଁକି ଆପଣ ସଦାବେଳେ ଖୁସିରେ ଥାନ୍ତୁ, ଭଗବାନ ଆପଣଙ୍କ ଆତ୍ମା ଶାନ୍ତି ଦିଅନ୍ତୁ।Love you so much sir ❤️❤️❤️❤️❤️❤️ ଭଗବାନଙ୍କୁ ଏତିକି ପ୍ରାର୍ଥନା କରେ ଯେ, ଆପଣଙ୍କୁ ପୁନର ଜନ୍ମ ଦିଅନ୍ତୁ ଏହି ଆମ ଓଡ଼ିଆ ସିନେମା ଜଗତ ପାଇଁ।ଜୟ ଜଗନ୍ନାଥ 🙏🙏🙏🙏 ସିଦ୍ଧାନ୍ତ ସାର୍ ଆଉ ମିହିର ସାର୍ ଆପଣଙ୍କ ଦୁଇଜଣଙ୍କୁ ମୋର ବହୁତ୍ ବହୁତ୍ ସମ୍ମାନ ଏବଂ ଭଲ ପାଇବା ସଦାବେଳେ ରହିଥିଲା,ରହିଛି ଆଉ ଆଗକୁ ଜାରି ରହିବ ମଧ୍ୟ❤️❤️❤️❤️❤️❤️❤️❤️🙏🙏🙏🙏🙏

  • @Prasant216
    @Prasant2162 жыл бұрын

    ମୁଁ ବି କାନ୍ଦି ପକେଇଲି ନିଜକୁ ଆଉ ସମ୍ଭାଳି ପାରିଲି ନାହିଁ।miss you mihir sir 🙏🙏🙏

  • @khajamoinuddin7527

    @khajamoinuddin7527

    Жыл бұрын

    Mu bi

  • @bibhuprasad9713

    @bibhuprasad9713

    Жыл бұрын

    Mu bi 😭😭😭

  • @clnik

    @clnik

    Жыл бұрын

    Im sure 207 Jana nka ଲୁହ ଆସିଥିବ 🥺😌

  • @Onlyoldsong24

    @Onlyoldsong24

    Ай бұрын

    😔😔😞😞💔❣️

  • @onlinemntr27
    @onlinemntr272 жыл бұрын

    ଓଡ଼ିଆ ସିନେମା ଜଗତର superstar sidhant sir and mihir sir ସବୁ ବେଳେ ହୃଦୟ ଭିତରେ ରହିବେ ❤️

  • @allrounderbiju8221
    @allrounderbiju82212 жыл бұрын

    ଯେମିତି ଜହ୍ନ ବିନା ପୃଥିବୀ ଅନ୍ଧକାର ସେମିତି ମିହିର ଦାସ ଙ୍କ ବିନା ଓଡ଼ିଆ ଚଳଚ୍ଚିତ୍ର ବେକାର😙 ସବୁ କ୍ଷେତ୍ରରେ ଅଭିନୟ କରୁଥିବା ବ୍ୟକ୍ତି କୁ ବୋଧେ ଆଉ ପାଇବୁନି😢 we will miss you everytime sir 🙏🙏😭😭

  • @koushiklenka6634
    @koushiklenka66342 жыл бұрын

    ଜୀବନ ଏମିତି ଜିଇଁବା ଗଲାବେଳେ ସମସ୍ତେ ଝୁରିବେ। ଓଁ ଶାନ୍ତିଃ

  • @byasdevmohanty7281
    @byasdevmohanty72812 жыл бұрын

    ମିହିର ଦାସଙ୍କ ଭଳି ମହାନ ବ୍ୟକ୍ତି ଓ ମହାନ କଳାକାର ଚିରଦିନ ପାଇଁ ଅମର ରହିବେ ଆମ ହୃଦୟରେ । ଆପଣ ଏମିତି ଶିଘ୍ର ଚାଲିଯିବା ଟା ସହି ହେଉନି ମିହିର ସାର 🙏🙏😭 🙏🙏 ମହାପ୍ରଭୁ ଆପଣ ଙ୍କ ଅମର ଆତ୍ମା କୁ ସଦଗତି ଦିଅନ୍ତୁ 🙏 ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏

  • @babulnayak6040
    @babulnayak60409 ай бұрын

    ସିଦ୍ଧାନ୍ତ ଭାଇ u are real hero

  • @subashnayak4611
    @subashnayak46112 жыл бұрын

    ସିଦ୍ଧାନ୍ତ ମିହିର & ବିଜୟ sir legend of ଓଡ଼ିଆ Industry 🙏🙏

  • @allreport965

    @allreport965

    2 жыл бұрын

    Harabhaiku bhuligala

  • @benchpress120

    @benchpress120

    23 күн бұрын

    Utttam mohanty

  • @sarojsahoo2039
    @sarojsahoo20392 жыл бұрын

    ମିହିର ସିଦ୍ଧାନ୍ତ ଙ୍କ ଭାଇ ଭାଇ ସମ୍ପର୍କ ଯୁଗେ ଯୁଗେ ରହିବ ।

  • @sudeepdeepak2905
    @sudeepdeepak29052 ай бұрын

    ସେ ସମୟ ରେ ଇଟିଭି, ତରଙ୍ଗ, ସାର୍ଥକ ରେ ଦିନ ୨.୩୦ ଓଡ଼ିଆ ଫିଲ୍ମ। 😇😇😇😇😇😇😇😇😇😇😇😇😇😇

  • @spvlogs3650
    @spvlogs3650 Жыл бұрын

    ମିହିର ଦାସ ଓ ସିଦ୍ଧାନ୍ତ ମହାପାତ୍ର ଏ ହେଉଛନ୍ତି ଓଡିଶା ର ମାଇଲ ଖୁଣ୍ଟ Ever green song 🎵 Odia industry ଏ ଭଲିଆ ଗୀତ ଆଉ ହେଇ ପାରିବ କି ତାହା ଏ ପଯ୍ର୍ୟନ୍ତ କିଛି ଯଣା ପଡୁନି

  • @Burty_YT
    @Burty_YT2 жыл бұрын

    ସିଦ୍ଧାନ୍ତ ମହାପାତ୍ର ଓ ମିହିର ଦାସ କୋହିନୁର ଅଫ ଓଡ଼ିଶା 🙏🙏🙏🙏

  • @kumarshree3949
    @kumarshree39492 жыл бұрын

    ମିହିର ସାର୍ ଙ୍କ ଖବର ଶୁଣିଲା ପରଠୁ ମୁ ଯେତେ ଚେଷ୍ଟା କରୁଛି ନ କାନ୍ଦିବା ପାଇଁ ହେଲେ ନିଜକୁ ଯେତେ ଭୁଲିବାକୁ ଚେଷ୍ଟା କଲେବି ପାରୁନି😭😭😭 ଆପଣଙ୍କ ପରି ଜଣେ ବରିଷ୍ଠ ଅଭିନେତା ତଥା ହୃଦୟ ବାନ୍ ବ୍ୟକ୍ତି ର ଅପୂରଣୀୟ ସ୍ଥାନ କେହି ପୂରଣ କରିପାରିବେ ନାହିଁ😭😭 ଗୋଟେ ଯୁଗର ଶେଷ ହେଇଯାଇଛି😭😭😭 I miss you sir😭😭😭

  • @vikramaditya1929
    @vikramaditya1929 Жыл бұрын

    Jete ଥର ଏହି video dekhe sete ଥର ଆଖିରୁ ଲୁହ ଝରିଯାଏ 😥😢😢 miss u mihir, rai, hara sir

  • @sunilmahapatra7453
    @sunilmahapatra74532 жыл бұрын

    Sidhant ...Mega Star of Ollywood....Mihir Sir Evergreen Legend

  • @nilakanthadalai3458
    @nilakanthadalai34582 жыл бұрын

    ଓଡ଼ିଶା ଆଜି ଜଣେ ମହାନାୟକ ଙ୍କୁ ହରାଇ ଗୁଣୁ ଗୁଣୁ ହୋଇ କାନ୍ଦୁଛି.......ଜୟ ଜଗନ୍ନାଥ ,ପ୍ରଭୁ ଜଗନ୍ନାଥ ତୁମ ଆତ୍ମାକୁ ସଦ୍ଗତି ଦିଅନ୍ତୁ

  • @bharatmeher9598
    @bharatmeher95982 жыл бұрын

    ଗୋଟିଏ ମରଣେ କୋଟିଏ ଆଖିରୁ ଝରିଯାଏ ଯଦି ଲୁହ, ତେବେ ତ ଜାଣିବ ଜୀବନ ସାର୍ଥକ ମ୍ରୁତ୍ୟୁ ବି ଅମ୍ରୁତମୟ । ❤🙏🙏😭😭😭

  • @chandan457

    @chandan457

    2 жыл бұрын

    😭

  • @anupmahapatra2391

    @anupmahapatra2391

    2 жыл бұрын

    True brother

  • @mousumidas8820

    @mousumidas8820

    2 жыл бұрын

    😒😒😒😒😭😭

  • @rajeshpusti4200

    @rajeshpusti4200

    2 жыл бұрын

    Satre

  • @adityadhal6672

    @adityadhal6672

    2 жыл бұрын

    Heart touching line

  • @harishankarpujari53
    @harishankarpujari5310 күн бұрын

    ଏହି ଭିଡିଓ ପରେ ଆଉ କୃଷ୍ଣା କାବେରୀ ଚଳଚ୍ଚିତ୍ର ଆଉ ଦେଖି ହବନି 😢 miss uh mihir sir

  • @Appubhaiofficial
    @Appubhaiofficial Жыл бұрын

    miss u ମିହିର sir😭 ଜୀବନରେ ଗୋଟେ ବଡ ଅବଶୋଷ ରହିଗଲା ମୋର ଆପଣଙ୍କ ସହ ଦେଖା ହେଇପାରିଲାନି im form #youtubepagalo ବାଲେଶ୍ୱର

  • @madanmohanbaral7276
    @madanmohanbaral72762 жыл бұрын

    ଏହି ଭିଡିଓ ଟି ଏତେ ହୃଦୟ ସ୍ପର୍ଶୀ । ଏହି ଦୁଇ legend ଓଡ଼ିଶାର ହୀରା

  • @niharbapi
    @niharbapi2 жыл бұрын

    ମନେ ରହିବେ ଆପଣ ମିହିର୍ ଭାଇ , ଛୋଟ ବେଳେ ରବିବାର ଦିନ ଆପଣଙ୍କ ଚଳଚ୍ଚିତ୍ର ସବୁ ଘର ଲୋକ ବସି ଦେଖିବା କେତେ ମଜା , ସତରେ ସେ ଦିନ ନାହିଁ କି ସେଦିନ ହିରୋ ଆଉ ଆଜିର କାକା ମିହିର ଭାଇ ବି ଆଜି ନାହିଁ , ଖାଲି ପୁରୁଣା ଦିନର ସ୍ମୃତି ରହି ଯାଇଛି ।ଶେଷରେ ଏତିକି କହିବି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କ ପବିତ୍ର ଆତ୍ମ କୁ ସଦ୍ଗତି ପ୍ରଦାନ କରନ୍ତୁ , ଓମ୍ ଶାନ୍ତି 🙏🏻🙏🏻

  • @litunremix2580

    @litunremix2580

    2 жыл бұрын

    pura soto khata bhai

  • @rockhimansuofficial2872

    @rockhimansuofficial2872

    2 жыл бұрын

    It's true

  • @desicookingwithnini1181

    @desicookingwithnini1181

    2 жыл бұрын

    Right

  • @sethyysiba712

    @sethyysiba712

    2 жыл бұрын

    Absolutely true

  • @gitanjalimuni8551

    @gitanjalimuni8551

    2 жыл бұрын

    Right

  • @PNMoon
    @PNMoon Жыл бұрын

    ୭ ଟଙ୍କା ଦେଇ ଫିଲ୍ମ ହଲ ରେ ଟିକେଟ କାଟି ଘରୁ ଲୁଚି ଲୁଚି ଯାଇ ସିନେମା ଦେଖିବା, ଏତେ ଆନନ୍ଦ ଭରିଦିଏ ତାହା ଏମିତି ପରିବର୍ତ୍ତନ ହେଇଯିବ, ସତରେ ସମୟ ବହୁତ ବଲବାନ, ବହୁତ କାନ୍ଦ ଲାଗୁଛି, ବେଶୀ କଷ୍ଟ ହେଉଛି ଏମାନେ ଆମ ପାଖରେ ଆଉ ନାହାନ୍ତି ।

  • @LiveEntertainmentMedia
    @LiveEntertainmentMedia Жыл бұрын

    Sata sata Naman sidhant bhai aau Mihir Bhai nku ..... Tanka dui Jana acting best

  • @soumyaranjan8176
    @soumyaranjan81762 жыл бұрын

    ଏ ଶବ୍ଦ ଏ ମଣିଷ ଆଉ ନାହିଁ କେବଳ ରହିଗଲା ତାଙ୍କ ସ୍ମୃତି ଯାହାକୁ ଆମେ କେବେ ଭୁଲି ପାରିବାନି 🙏🏻🙏🏻🙏🏻😢😢😢😢😢🙏🏻🙏🏻🙏🏻🙏🏻🙏🏻♥️♥️♥️♥️♥️♥️♥️♥️

  • @Pratyush12342

    @Pratyush12342

    2 жыл бұрын

    Right

  • @swagatikabaraj2118

    @swagatikabaraj2118

    2 жыл бұрын

    Right 😭😭

  • @abhijitforu980

    @abhijitforu980

    2 жыл бұрын

    Right Right 💔💔

  • @diptisikhamallick5100

    @diptisikhamallick5100

    2 жыл бұрын

    Satare bro thiki Katha te kahila

  • @koyacomedy

    @koyacomedy

    2 жыл бұрын

    😭😭😭😭😭😭😭

  • @kanhadalei5571
    @kanhadalei55712 жыл бұрын

    ସତରେ ଭାଇ ମହାନ ତମେ, ଭଗବାନଙ୍କୁ ବି ମୋର କୋଟି ପ୍ରଣାମ, ଯେ ମିହିର ଦାସ ଭାଇ କୁ ଆଉ ଥରେ ଏ ପୃଥିବୀରେ ଜନ୍ମ ଦିଅନ୍ତୁ,ବେଶି ପରିଚିତ ମନେପଡେ ଆଉ ସେ ପୁଅ ମୋର ଭୋଲା ଶଙ୍କର ଆଉ ଫେରିଆ ମୋ ସୁନା ଭଉଣୀ ଫିଲ୍ମ, ମୁଁ ମୋ ଜୀବନ ଥିବା ପର୍ଯ୍ୟନ୍ତ ମିହିର ଭାଇ କୁ ଭୁଲି ପାରିବି ନାହିଁ,

  • @RatanKuRout
    @RatanKuRout2 жыл бұрын

    Two diamond 💎 of odia film industry in one frame

  • @amitkumarrout3523
    @amitkumarrout35232 жыл бұрын

    Sidhant Mohapatra & Mihir Das Are My Childhood Hero's, i Grew up Watching their movies, I miss those good old days. I miss you mihir sir!!!

  • @spandancreationodisha4533
    @spandancreationodisha45332 жыл бұрын

    ଓଁ ଶାନ୍ତି 😭ମିହିର ଦାସ🙏 ଙ୍କର ଅଭିନୀତ 1996 ମସିହା ର ଚଳଚ୍ଚିତ୍ର ପୁଅ ମୋର ଭୋଳା ଶଙ୍କର ଲକ୍ଷ୍ମୀ ଟକିଜ,ପୁରୀ ର ସ୍ମୃତି ଆଜି ବି ଜୀବନ୍ତ ହୋଇ ମନ ରେ ନାଚି ଉଠୁଛି ତାଙ୍କର ଅକାଳ ବିୟୋଗ ଆଜି ଚଳଚ୍ଚିତ୍ର ଜଗତ ରେ ବିରାଟ ବଡ଼ ଶୂନ୍ୟ ସ୍ଥାନ ଗଠନ କରି ଚାଲି ଯାଇଛନ୍ତି ,ଯାହା ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତ କୁ ଏକ ଅପୂରଣୀୟ କ୍ଷତି🙏

  • @chinmayjenaofficial5129

    @chinmayjenaofficial5129

    2 жыл бұрын

    1995 nuhen 1997 pua mora bhola sankar

  • @umakantasatapathy3070

    @umakantasatapathy3070

    2 жыл бұрын

    1996

  • @pksonu6333
    @pksonu63332 жыл бұрын

    ଓଡିଶା ମାଟି ଆପଣଙ୍କୁ ସବୁବେଳେ ମନେ ରଖିବ ମିହିରି ବାବୁ । ପ୍ରଭୁ ଜଗନ୍ନାଥ ଆପଣଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଆପଭ ଯୋଉଠି ଥାନ୍ତୁ ଭଲରେ ଥାନ୍ତୁ। 😭😭😭

  • @jagamohanjena2314
    @jagamohanjena23142 жыл бұрын

    ସବୁବେଳେ ଦେଖୁଛି କିନ୍ତୁ ନୂଆ ଲାଗୁଚି

  • @entertainmentpakka475
    @entertainmentpakka4752 жыл бұрын

    Legendary actor mihir sir, and siddhant mahapatra. Really sir you are pride of odisha apananka stana au kehibhi neiparibeni i miss you sir mihir das. I love from berhampur

  • @jeetnjeetcreations4767
    @jeetnjeetcreations47672 жыл бұрын

    ଏମାନଙ୍କ ବିନା ସିନେମା ଅଧା...... 🙏ସେ ଦିନ ଆଉ କାଇଁ ?????? ସେମାନଙ୍କ କଥା ଶୁଣିଲେ ପେଟ ପୁରି ଯାଏ.... miss u...

  • @silurout5886

    @silurout5886

    2 жыл бұрын

    Hnn paa

  • @sunilkumarpradhan6183
    @sunilkumarpradhan61832 жыл бұрын

    Rip Mihir bhai,, sidhanr Mihir Jodi hin odia industry ku aga ku neichi.... Sidhanta bhai ra dialogue aji bi heart ku chhuinchi,, କେତେ ହିରୋ ଆସିଲେଣି କିନ୍ତୁ ସିଦ୍ଧାନ୍ତ ଙ୍କ ର ସଂଳାପ ସବୁଠୁ ନିଆରା....

  • @lulusjenajena242

    @lulusjenajena242

    2 жыл бұрын

    Correct bhai

  • @sangrambiswal6811

    @sangrambiswal6811

    2 жыл бұрын

    Right bro

  • @rabinarayantripathy4280
    @rabinarayantripathy4280 Жыл бұрын

    ମିହିର sir i miss u 🙏

  • @abinashsahoo8430
    @abinashsahoo84302 жыл бұрын

    ଓଃ ମୋ ଭାଇ ବହୁତ୍ ଭାରତ ଗୋଟେ ହୀରା ହରେଇଦେଲା

  • @goodartitude.9917
    @goodartitude.99172 жыл бұрын

    ପ୍ରକୃତ କାକା ଆମ ସମସ୍ତ ଙ୍କୁ ଛାଡି ଚାଲିଗଲେ. ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଏତିକି ଆଶା 🙏ସେ ଆଉ ଥରେ ଏ ଧରା ପୃଷ୍ଠ ରେ ଜନ୍ମ ନିଅନ୍ତୁ 😭😭

  • @natabarsahoo9014

    @natabarsahoo9014

    2 жыл бұрын

    😭😭😭

  • @gajaboy3498

    @gajaboy3498

    2 жыл бұрын

    Au hebani

  • @abhijitforu980

    @abhijitforu980

    2 жыл бұрын

    💔

  • @mahendrakumarsamal9562

    @mahendrakumarsamal9562

    2 жыл бұрын

    Au au thare ei Odisha mati re janma neiki ama odia nku nija sundar Abhinay madhyama re sundar sundar odia film ra upahar diantu...😭😭😭😭😭😭😭

  • @stylishcutereet7723

    @stylishcutereet7723

    2 жыл бұрын

    😭😭😭😭

  • @badrinathbiswal1854
    @badrinathbiswal18542 жыл бұрын

    ମିହିର ଆଉ ସିଦ୍ଧାନ୍ତ ଙ୍କ ଆଖିରେ ଲୁହ ଦେଖି ଲେ ମୋ ଆଖି ରୁ ରକ୍ତ ସ୍ରାବ ହୁଏ,,,,,miss you sir

  • @sneha822
    @sneha8223 ай бұрын

    Uff......ae vdo dekhile kantha rodha heijauchi....😢we miss u mihir sir😢

  • @mr.babunabehera429
    @mr.babunabehera429Ай бұрын

    Muna bhai u r legendary❤❤❤❤❤ mihir bhai nka pain tumar respect❤❤❤❤

  • @mr.sanjayinformationdiscov3282
    @mr.sanjayinformationdiscov32822 жыл бұрын

    ମୋ ପିଲା ବେଳ କଟିଛି ମିହିର ଦାସ ଜି ଓ ସିଂଦ୍ଧାନ୍ତ ଜି ଙ୍କ ଫିଲ୍ମ ଦେଖି ଦେଖି, ମିହିର ସାର ଙ୍କ ଆତ୍ମା କୁ ଶାନ୍ତି ମିଳୁ।।।।।

  • @subhashree9725
    @subhashree97252 жыл бұрын

    ହଠାତ୍ ସେ ଜ୍ୱଳନ୍ତ ସୂର୍ଯ୍ୟ ଯେ ଦିନେ ଅସ୍ତ ହୋଇଯିବେ 🌅🌇😭😭😭 କେହି ଜାଣିନଥିଲେ

  • @shreebasantakumarsethi8245
    @shreebasantakumarsethi82453 ай бұрын

    ମୁଁ ଖୁସିରେ କଣ କହିବି ତାହା ମୁଁ ଜାଣି ପାରୁନି, ଏତେ ଖୁସି ଯେ ବେନି ନୟନରୁ ସତେ ଯେମିତି ବର୍ଷା ଝରୁଛି, ମିହିର ଗୁରୁ ଏବଂ ସିଦ୍ଧାନ୍ତ ଗୁରୁ ମୋର ଭୂମିଷ୍ଠ ପ୍ରଣାମ, ଭଗବାନଙ୍କ ଆଶୀର୍ବାଦ ରୁ ସମସ୍ତେ ଖୁସିରେ ରୁହନ୍ତୁ, ଜୟ ଜଗନ୍ନାଥ

  • @bijaybehera6039
    @bijaybehera60392 жыл бұрын

    Mihir bhai,sidhant mohapatra.bijay mohanty.and harapattanaik sir always remember all odisha.

  • @prasankumarofficial
    @prasankumarofficial2 жыл бұрын

    ସେ ପୁରୁଣା ଯୋଡି ସେ ଯୁଗ ସରିଗଲା କିନ୍ତୁ ଆମେ ଭାଗ୍ୟବାନ ଆମ ପିଲାଦିନ smurti ହୋଇ ସବୁଦିନ ରହିଗଲା ❤️❤️❤️❤️❤️❤️❤️❤️❤️❤️❤️❤️❤️☺️☺️😞

  • @santoshjani7105

    @santoshjani7105

    2 жыл бұрын

    So nice❤️❤️❤️

  • @samirbarik5203

    @samirbarik5203

    2 жыл бұрын

    Thik kahicha bhai

  • @mrutyunjayatunes7595

    @mrutyunjayatunes7595

    2 жыл бұрын

    😣😣😣😣😣😣

  • @Manojmishra154

    @Manojmishra154

    Жыл бұрын

    Really ajira film kana deuchi khali stress

  • @brahmanchhaivillagefastiva1093

    @brahmanchhaivillagefastiva1093

    Жыл бұрын

    ଠିକ କହିଛନ୍ତି 🙏

  • @mamamantulifestyle
    @mamamantulifestyle2 жыл бұрын

    ମୁଁ ସବୁ ବେଳେ ଆପଣଙ୍କ କଥା ଭାବି କାନ୍ଦୁଚି ମିହିର ସାର୍ 🙏😭😭😭😭😭

  • @rahuldigal7493
    @rahuldigal7493 Жыл бұрын

    ଆପଣମାନଙ୍କ ଯୋଡ଼ି ସବୁବେଳେ ଦର୍ଶକ ମାନଙ୍କ ହୃଦୟରେ ରହିବେ ।

  • @janmejaybarik5214
    @janmejaybarik521411 ай бұрын

    ମିହିର ଦାସ sir ଆଜି ବି ସଭିଙ୍କ ହୃଦୟ ରେ ରହିଛନ୍ତି 😢

  • @harekrushnadhal2579
    @harekrushnadhal25792 жыл бұрын

    ମିହିର ସାର, ଆପଣ ସାରା ଦେଶବାସୀ ଙ୍କ ହୃଦୟରେ ଚିରଦିନ ରହିବେ, I MISS YOU SIR

  • @par2love496
    @par2love4962 жыл бұрын

    ଏ ଲୁହ ଅଭିନୟ ନୁହଁ ଏ ଅନୁଭବର ଲୁହ , ଏ ଲୁହ ଦେଖି ମୁ ମଧ୍ୟ କାନ୍ଦିଗଲି ,, ବହୁତ ବହୁତ ଧନ୍ୟବାଦ୍ ତରଗଂ ଚେନାଲ୍ କୁ ,,

  • @kausaliyadisari9597

    @kausaliyadisari9597

    2 жыл бұрын

    Mu madya bhai

  • @ranajitkumar5243

    @ranajitkumar5243

    2 жыл бұрын

    Mu bi bhai

  • @ranajitkumar5243

    @ranajitkumar5243

    2 жыл бұрын

    Athi acting houni

  • @jyotiranjankhadiratna

    @jyotiranjankhadiratna

    Жыл бұрын

    🙏

  • @pratikshyatripathy4147
    @pratikshyatripathy4147 Жыл бұрын

    Mihir das sir was very good actor, god bless u siddhant sir❤

  • @rashmirekha5343
    @rashmirekha5343 Жыл бұрын

    ଦିନ ଥିଲା ଦୁଇ ଜଣ ସିନେମା ରେ ରହିଲେ ହସ ଲାଗେ ମଜା ଲାଗେ। ପିଲା ଦିନ ମୋର ସେମାନେ❤

  • @munadalei6268
    @munadalei62682 жыл бұрын

    Bijay Mohanty Uttam Mohanty Mihir Das Sidhant Mohapatra ♥️♥️♥️♥️♥️♥️♥️♥️

  • @subhasisop2788
    @subhasisop27882 жыл бұрын

    Mihir sir au thare ama odisha re janma nei ama odia film industry ku agei nia bhagwan nka ନିକଟରେ ମୋର ଏଇ prarthana 🙏🙏🙏🙏😭😭 miss u sir every time every moment

  • @subashmahakud5775

    @subashmahakud5775

    2 жыл бұрын

    .

  • @shivbhakt1715

    @shivbhakt1715

    2 жыл бұрын

    Sata ktha, tanka movie dekhibaku chota bele ame pagala thilu, patha ku bhuli jauthilu, he will be missed 🙏😭

  • @manojkumarsingh6285

    @manojkumarsingh6285

    Жыл бұрын

    Super

  • @Kirangming2566
    @Kirangming256614 күн бұрын

    Ohh my god .....😮 Sidhant Mohapatra , Mihir das and Gobinda ji in one frame

  • @fakirmohansahoo2079
    @fakirmohansahoo20792 жыл бұрын

    ଓଡ଼ିଶା ଆଜି ମହା ନାୟକ ଙ୍କୁ ହରାଇ ଗୁଣୁଗୁଣୁ ହୋଇ କାନ୍ଦୁଛି, ଜୟ ଜଗନ୍ନାଥ 🙏🙏🙏

  • @somanathasahoo3034

    @somanathasahoo3034

    2 жыл бұрын

    Right sir Bhaut miss karuchu ti samasta

  • @satyasamantaray5242

    @satyasamantaray5242

    2 жыл бұрын

    May God rest your Soul in Supreme peace,🙏

  • @nimaijena9199

    @nimaijena9199

    2 жыл бұрын

    Yes 😂

  • @dronamalik9722

    @dronamalik9722

    Жыл бұрын

    Jay Jagannath 🙏

  • @odishabajarangidal2024
    @odishabajarangidal2024 Жыл бұрын

    ସତରେ ଭାଇ ଏ video କୁ ଯେତେ ଦେଖି ଲେ ବି ମନ ବୁଝୁନି 😢😢😢😢😭😭😭😭😓😓😓😓😓😓😓😓😓😓😓😓😭😭😭😭😭😭 miss sir ❤️😢😢

  • @Odia.love_status143
    @Odia.love_status143 Жыл бұрын

    ସିଦ୍ଧାର୍ଥ ଭାଇ ଆପଣଙ୍କ କଥା ରେ ଦମ ଅଛି...... ଆପଣଙ୍କୁ ଆଉ ମିହିର sir ଙ୍କୁ ଦେଖିଲେ ପିଲାବେଳ ଟି ମନେପଡ଼ିଯାଏ.... ବହୁତ miss କରୁଛେ ମିହିର sir....... ଛଟବେଳେ ଆପଣଙ୍କ film ଆମ ପରିବାର ସବୁ ଲୋକଙ୍କୁ ଯୋଡି ରଖୁଥିଲା..... ଆପଣଙ୍କ film ପାଇଁ ପରିବାର କଣ... ଆଉ ପରିବାର ର Importanc କେତେ ଆମେ ଜାଣିପାରୁଥିଲେ..... ଏଇଟା ମୋ ଦୃଷ୍ଟିକୋଣ....... But we love both of you.... 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 Thank you.... ଆପଣଙ୍କ ଭଳି କଳାକାର ଆମ ଓଡ଼ିଆ film ଇଣ୍ଡଷ୍ଟ୍ରି ରେ ଥିବାରୁ........

  • @jibanjyotijena6026
    @jibanjyotijena60262 жыл бұрын

    ଗୋଟେ ବଡ ଖାଲି ଜାଗା ରହିଗଲା ରେ 🥺🥺🥺... ଜଣା ନାହିଁ କିଏ ପୂରଣ କରି ପାରିବ କି ନାହିଁ 🙏🙏🙏🙏.... ଭଗବାନ ଙ୍କୁ ପାର୍ଥନା ଆଉ ଥରେ ଏଇ ଓଡିଶା ମାଟିରେ ଆପଣ ଜନ୍ମ ନିଅନ୍ତୁ...

  • @chinmayjena3788
    @chinmayjena37882 жыл бұрын

    ଆମେ ଦିନେ ସମସ୍ତଙ୍କୁ ହରେଇବା କିଏ ଜାଣେ କାଲି କଣ ହେବ ଆଜିକା ପାଇଁ ବଞ୍ଚିଯିବା ପ୍ଲିଜ଼ 🙏😭😭😭😭😭

  • @user-xm4ql2bf7s
    @user-xm4ql2bf7s Жыл бұрын

    ମୋର ବେଷ୍ଟ ଓଡ଼ିଆ ହିରୋ ସିଦ୍ଧାନ୍ତ ମହାପାତ୍ର ଓ ମିହିର ଦାସ

  • @RkLifestyle-bb6eg
    @RkLifestyle-bb6eg2 жыл бұрын

    ମୁଁ ବହୁତ ଗର୍ବିତ ମିହିର ଦାସ ଜଣେ ଓଡ଼ିଆ ନାଟ୍ୟକାର ନୁହଁନ୍ତି।। ସେ ଜଣେ ଆଦର୍ଶ ମଣିଷ ଟେ ଥିଲେ।।

  • @brundabanajena5094
    @brundabanajena50942 жыл бұрын

    ବହୁତ କଷ୍ଟ ଅନୁଭବ ମନ କଲା

  • @kingsunilTV
    @kingsunilTV2 жыл бұрын

    ମିହିର ସାର୍ I miss you 😘😘😘

  • @susanta8320
    @susanta8320 Жыл бұрын

    When I saw this video automatically my tears falls down really miss that golden time and best actor Mihir das , Sidhhanta , Hara bhai ,Raimohan, Vijaya mahanty, Rachana , Jayeeram samal and many more actor. miss u Odisha .

  • @dharmjagaran0555
    @dharmjagaran05552 жыл бұрын

    😢😢 ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ମିହିର ଦାସ Sir, ଆପଣଙ୍କୁ ପ୍ରଣାମ, ଜୟ ଜଗନ୍ନାଥ

  • @sr-pt1ge
    @sr-pt1ge2 жыл бұрын

    Pila bele Ame bhabuthilu Bijay-Uttam au Mihir-Sidhant satasatika Bhai bhai

  • @subhasishsahooOdisha

    @subhasishsahooOdisha

    2 жыл бұрын

    Sata katha

  • @sujatabishoyi9192

    @sujatabishoyi9192

    2 жыл бұрын

    Mu b bhabuthili

  • @bookpowerofworld6194

    @bookpowerofworld6194

    2 жыл бұрын

    Mu Bhi Bhabuthili Je Mihir Das, Siddhanth Mohapatra,Uttam Mohanty,Vijay Mohanty Hauchanti Sata Satika Bhai Bhai.Nija Rakta Ra Bhai Aaji Paaigali Khusi Re But Miss Karuchi.🙁🙁🙁🙁🙁

  • @biswanathswain1234

    @biswanathswain1234

    Жыл бұрын

    Sata katha😊

  • @susantanayak5646
    @susantanayak564618 күн бұрын

    ଆଖି ଆଗରେ ଆମ ଛୋଟ ବେଳର ହିରୋ, ହିରୋଇନ ପଳେଇଲେଣି....... ଆମ ଆଖି ବି ସେମିତିଆ ଚଳଚିତ୍ର ଦେଖିପାରୁନି 😔

  • @debd7630
    @debd7630 Жыл бұрын

    ଲୁହ ଆସି ଗଲା ଭାଇ 🙏😘😘

  • @bolojaijagannath1995
    @bolojaijagannath19952 жыл бұрын

    ଏ video ଦେଖିବା ପରେ ମନରେ ବହୁତ୍ କିଛି ପୁରୁଣା ସ୍ମୃତି ମନେପଡ଼ିଗଲା

  • @arnendupradhan.6321
    @arnendupradhan.63212 жыл бұрын

    ଓଡ଼ିଆ ସିନେମା ଜଗତର ଦୁଇଜଣ all time fev. Hero, A good human being.... ମିହିର sir, ସିଦ୍ଧାନ୍ତ sir 🙏🙏

  • @comedymix4150
    @comedymix41502 жыл бұрын

    Legend ମିହିର ଭାଇ mega ଷ୍ଟାର

  • @Onlyoldsong24
    @Onlyoldsong24Ай бұрын

    Misss you mihir sir ❤❤❤❤❤❤😔😞

  • @dharitridalei195
    @dharitridalei1952 жыл бұрын

    A mane ହେଉଛନ୍ତି real hero 🙏🙏 aau aji kali ra jou hero heroine chi chi 😡 miss you 😭

  • @desicookingwithnini1181

    @desicookingwithnini1181

    2 жыл бұрын

    Satakatha kahilo

  • @memorablemoments001

    @memorablemoments001

    2 жыл бұрын

    Bilkul thik katha

  • @royality74
    @royality742 жыл бұрын

    Mihir Das, Siddhant Mohapatra, Hara Pattnaik, Bijoy Mohanty..(jwels of Odisha)....no one can take their place....They are legends... And legend borns once...R.I.P. Mihir sir...May Mahaprabhu Jagannath bless him with infinite numbers of Blessings and happiness..🙏🙏🙏Jay Jagannath🙏🙏🙏

  • @pritish006

    @pritish006

    2 жыл бұрын

    Bijoy Mohanty sir bi achanti

  • @bibhuprasad9713

    @bibhuprasad9713

    2 жыл бұрын

    Au Utam Mohanty?

  • @PastEventsTV

    @PastEventsTV

    Жыл бұрын

    Jaai b bhai

  • @manoranjanbandha4690

    @manoranjanbandha4690

    9 ай бұрын

    L

  • @bapunsahoo3690

    @bapunsahoo3690

    6 ай бұрын

    Ebe jaumane achanti tankara ranga besi

  • @srimantnayak5150
    @srimantnayak5150 Жыл бұрын

    ଆପଣ ମାନଙ୍କ ପାଇଁ ଓଡ଼ିଆ ଫିଲ୍ମ ଚାଲିଥିଲା

  • @msaritadevi5297
    @msaritadevi52972 жыл бұрын

    Ama odisha ra legend person bht kichhi sikhibaku milichi apnka pakhee sir thank you so much sir lots of love ❤️❤️❤️❤️❤️❤️ 🙏🙏🙏🙏🙏🙏🙏🙏

  • @mrganulolodia1491
    @mrganulolodia14912 жыл бұрын

    ଆଜି ମିହିର sir ଙ୍କ ପରି ଓଡ଼ିଆ film ବି ଶେଷ ନିଶ୍ୱାସ... ତ୍ୟାଗ କରିଦେଇଛି 🙏🏻... 😭😭

  • @tapasentertainment9135
    @tapasentertainment91352 жыл бұрын

    Absolutely right words of Mr. Munnabhai. Both are Superstars of Ollywood industry. See the feelings of Munnabhai. Jay Jagannath

  • @brahmanchhaivillagefastiva1093
    @brahmanchhaivillagefastiva10932 жыл бұрын

    ମନ୍ଦିର ଅଛି କିନ୍ତୁ ଦେବତା ନାହାନ୍ତି। ମିହିର ସାର ବହୁତ ମନେ ପଢୁଛନ୍ତି🙏

  • @abinashjena8000
    @abinashjena8000 Жыл бұрын

    Miss you ମିହିର ଦାଦା ରାଇ ଦାଦା miss you

  • @laxmidharpradhanvlogs9044
    @laxmidharpradhanvlogs90442 жыл бұрын

    ଜୟ ଜଗନ୍ନାଥ ଆଊ ଥରେ ଆମ ଓଡ଼ିଶାରେ ଜନ୍ମ ନିଅନ୍ତୁ ଏତିକି ଠାକୁର ପାଖରେ ପାର୍ଥନା

  • @chinmayeesahoo1824
    @chinmayeesahoo18242 жыл бұрын

    Emiti manisa actor au odia industry paiba nahi. Really miss u mihir Sr. Val artist sabu chalijauchanti.

  • @ajucreations5764
    @ajucreations57642 жыл бұрын

    ମିହିର ଦାସ,,, ସମସ୍ତଙ୍କର,, ଓଡ଼ିଶା ସିନେ ଜଗତ ପ୍ରେରଣା ଦାୟକ, ମୁଁ ତାଙ୍କ ସହ ହାରାହାରି ୧୦ଟି ସିନେମା ରେ ମୁ କାମ କରି ତାଙ୍କ ସହ ବିତେଇ ଥିବା ମୁହୂର୍ତ୍ତ ର ସ୍ମୁତି ଏବେ ଖାଲି ଲୁହ ରେ ଭରି ଦେଉଛି।ସେ ସ୍ବର୍ଗ ବାସ କଲେ ନାହିଁ ଯେ ଓଡ଼ିଶା ସିନେ ଜଗତ ର ଟାଣି ଦେଇଗଲେ ଏକ ମହା ଶୂନ୍ୟସ୍ଥାନ।। Miss u bhai...🙏🙏🙏

  • @meandyou8826
    @meandyou88262 жыл бұрын

    Sir app dono Kohinoor ho or ollywood badshah bi ho jarur Odisha yaad aoko hamesha karegi jay mahakaal 🙏

  • @dibyaranjansahoo3581
    @dibyaranjansahoo35812 жыл бұрын

    Mihir Sir u r such a legendary actor who never set from our Heart 😭😭😭😭😭😭😭😭😭😭😭😭😭Jay Jagarnath🙏🙏🙏🙏🙏🙏🙏🙏🙏🙏🙏🙏🙏

  • @gurujaga6370
    @gurujaga63702 жыл бұрын

    Very emotional video ♥️♥️♥️ Jay Jagannath🙏🙏 ସମସ୍ତଙ୍କୁ ଭଲରେ ରଖି। ଥାଅ

  • @sureshmeher2297
    @sureshmeher2297 Жыл бұрын

    I love you mihir sir and sindhanta sir 😭😭😭😭😭😭😭😭😭😭😭😭😭

  • @jagannathdas189
    @jagannathdas18910 ай бұрын

    ଯେତେ ଅନୁଭବ, ବାବୁଶାନ ଆସିଲେ ବି ସିଧାନ୍ତ ଓ ମିହିର ଦାସ ଭଳି ସଫଳତା କୁ ଛୁଇଁ ପାରିବେନି।

  • @bapinisethi9024
    @bapinisethi90242 жыл бұрын

    ମିହିର ଦାସ ଭଳି ଆଉ 100 ବର୍ଷ ପରେ ଭି ଆଉ ମିଳିବନି

  • @sangitadora9926
    @sangitadora99262 жыл бұрын

    Miss u....Sir really u r legend of ollywood film industry 😍😍😍

  • @aakashkuanr8887
    @aakashkuanr8887 Жыл бұрын

    Mihir Das is a gem 💎 of ollywood industry.He has played all the roles efficiently that he got. ❤️❤️❤️

  • @jashobantimeher5812
    @jashobantimeher5812 Жыл бұрын

    Siddhant Mohapatra and Mihir Das Odia industry ra Garba🙏🏻🙏🏻🙏🏻🙏🏻🙏🏻🙏🏻🙏🏻💛💛💛

  • @abdulnasimaktar4862
    @abdulnasimaktar48622 жыл бұрын

    ଆଜି ବହୁତ ମନେ ପଡି ଯାଉଛି....ପୁଅ ମୋର ଭୋଳା ଶଙ୍କର,ଭାଇ ହେଲା ଭଗାରୀ,ଲକ୍ଷ୍ମଣ ରେଖା....ଆଦି ବହୁତ..…😢😢😢😢କାକା ଯୋଉଠି ଭି ଥାଆନ୍ତୁ ଭଲରେ ରୁହନ୍ତୁ....

  • @pabitrakumardasexpress4378
    @pabitrakumardasexpress43782 жыл бұрын

    Ollywood industry re aau kahaku b hele Life time achievement award na diajau. Jaha ku b achievement award diajauchhi se legendary hin jaldi amaku chhadiki chalijauchhanti ,,RIP MIHIR SIR

  • @CreationOdia1234
    @CreationOdia1234 Жыл бұрын

    ଭଲ କଳାକାର ସବୁ ପରଲୋକ ହେଇଗଲେ ଆଉ ହାତ ଗଣତି କିଛି ଅଛନ୍ତି ବହୁତ୍ ଦୁଃଖ ଲାଗୁଛି

  • @NILUMajhi-rc5ms
    @NILUMajhi-rc5msАй бұрын

    Mihir das hauchanti odia industry no 1 hero au jou rahile sabu rajaniti ra chakara

  • @anu8635
    @anu86352 жыл бұрын

    You will be missed ... 🙏🏻 ଅପୂରଣୀୟ କ୍ଷତି 😢😢

  • @sanjaypradhan4218

    @sanjaypradhan4218

    2 жыл бұрын

    🍡🍡🥙

  • @AshokDas-zl7gm

    @AshokDas-zl7gm

    Жыл бұрын

    Really meri

  • @jyotiranjanghadai17
    @jyotiranjanghadai172 жыл бұрын

    Two legends of ollywood movie industry,,,, Mihir das sir🙏🏻.,and Sidharth mohapatra sir🙏🏻

  • @crazyaloneentertainment881
    @crazyaloneentertainment8812 жыл бұрын

    ଏମିତି ହିରୋ ହୁଏତ ଆଉ ମିଳିବନି,jay jagannath.

Келесі