ସତ କହିଦେଲେ ରଥଶର୍ମା, ସେବାୟତଙ୍କ ପାଇଁ..|| Pandit Suryanarayan Rathasharma || Taladhwaja Ratha || OR

ଦାୟିତ୍ୱହୀନତା ଯୋଗୁଁ ପଡିଗଲେ ବଡ଼ ଠାକୁର ବଳଭଦ୍ର । ସୂର୍ଯ୍ୟନାରାୟଣ ରଥଶର୍ମା ରଖିଲେ ପ୍ରତିକ୍ରିୟା । କହିଲେ ସେବାୟତଙ୍କ ପାଇଁ...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZread: bit.ly/OdishaReporteronKZread
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#Balabhadra #Taladwaja #Incident #OdishaReporter #Puri #rathayatra2024

Пікірлер: 814

  • @studiokhushi9690
    @studiokhushi969014 күн бұрын

    ଭଗବାନ ଝୁଣ୍ଟି ପଡିଲେ ଟିକେ, ଆଉ ପରୀକ୍ଷା କରୁଥିଲେ ତୁମେମାନେ ନିଜକୁ ବାହୁବଳୀ ସେବାୟତ କହୁଥିଲ ସେଥିପାଇଁ ସେ ତୁମ ବଳ ର ପରାକ୍ରମ ଜାଣିବା ପାଇଁ ଏ ଅଭିନୟ କଲେ , ତୁମ ନିଜକୁ ବାହୁବଳୀ ସେବାୟତ କହିବୁଲୁଥିବା ଗର୍ବ କୁ ଭାଙ୍ଗିଦେଇଛନ୍ତି ସେ ସବୁ ତାଙ୍କ ମାୟା

  • @sibaramsahu2173

    @sibaramsahu2173

    14 күн бұрын

    Right 😢

  • @creativechannel5574

    @creativechannel5574

    14 күн бұрын

    Right 👍👍

  • @GoutamPolai

    @GoutamPolai

    14 күн бұрын

    Right 👍 Jay Jagannath ❤ 🙏

  • @janmejayarout2993

    @janmejayarout2993

    14 күн бұрын

    Thik katha

  • @NrProduction143

    @NrProduction143

    14 күн бұрын

    Sata Katha❤

  • @sadanandasahoo3707
    @sadanandasahoo370714 күн бұрын

    ଠାକୁର ହୁଏତ ଓଡିଶା ବାସୀଙ୍କୁ ଦେଖାଇ ଦେଲେ, ଭକ୍ତି କମ ରାଜନୀତି ବେଶୀ ହେଉଛି।

  • @learnwithbini6060

    @learnwithbini6060

    14 күн бұрын

    Actually bhae satare

  • @rajeshraju3141

    @rajeshraju3141

    14 күн бұрын

    Sata Katha bhai

  • @chittaranjanjena188

    @chittaranjanjena188

    13 күн бұрын

    Sata

  • @pankajpanda9153

    @pankajpanda9153

    13 күн бұрын

    Perfect comment

  • @jamesrinku1995

    @jamesrinku1995

    13 күн бұрын

    ଜୀବ ଓ ନିର୍ଜୀବ ଭିତରେ ପାର୍ଥକ୍ୟ ଜାଣିବା ଦରକାର। ନିର୍ଜୀବ କୁ ପ୍ରଭୁ କହିବା ଓ ହାତୀ ଗୋଡ କୁ ଛୁଇଁ ଗଛ କହିବା ଅନ୍ଧ ଅଟେ

  • @AjayakumarGochhi
    @AjayakumarGochhi14 күн бұрын

    ଆପଣ କଥାରେ ମୁଁ ସଂପୂର୍ଣ୍ଣ ରୂପେ ଏକମତ,😭😭😭

  • @DiptiranjanSahoo-l2p
    @DiptiranjanSahoo-l2p14 күн бұрын

    ଏ କଣ ଘଟିଗଲା, ସାରା ଜଗତର ବଡ଼ ଠାକୁର, ଆଜି ପହଣ୍ଡିରେ ହାମୁଡି ହୋଇ ପଡିଗଲେ, ହେନାଥ ଆମଙ୍କୁ ଏ ଅପରାଧରୁ ମୁକ୍ତି ଦିଅ

  • @ranjan977856

    @ranjan977856

    14 күн бұрын

    Sabu tanka echa

  • @biswasundarofficial1365

    @biswasundarofficial1365

    13 күн бұрын

    Diptiranjan bhai Apono justification kora tuni podigole Kuho danta kamudi podile eaa kn agyan..Eaa kn kahiba thik

  • @jamesrinku1995

    @jamesrinku1995

    13 күн бұрын

    ଜୀବ ଓ ନିର୍ଜୀବ ଭିତରେ ପାର୍ଥକ୍ୟ ଜାଣିବା ଦରକାର। ନିର୍ଜୀବ କୁ ପ୍ରଭୁ କହିବା ଓ ହାତୀ ଗୋଡ କୁ ଛୁଇଁ ଗଛ କହିବା ଅନ୍ଧ ଅଟେ 😅

  • @madhusmitamahapatra-bz9sv

    @madhusmitamahapatra-bz9sv

    12 күн бұрын

    "MANARE BHAKTI RAKHI SEBA KARANTU SEBAYATA SAMAJ" PRABHUNKA PAKHARE FASION KALE EMITI SABU AGHATANA DEKHIBAKU MILIBA AGAMI DINA MANKARE SUDHURIBAKU CHESTA KARANTU NA HELE TRAHI PAIBENI TANKA KOPARU 1 SECOND RE DALI DEBE EITA KHALI GOTE UDAHARAN DEI DEKHEI DELE MAHAPRABHU" SARA SANSARA SAMUKHARE EPARI KARUCHHANTI SEMANE GARBHA GRUHARA BHITARE TA MANA INCHHA KAMA KARUTHIBE SETHIPAIN HUETA MAHAPRABHU SAMASTA BHAKTANKA PAKHARE SABAYATNKU DANDA DEI"

  • @soumyasuchisnata4845
    @soumyasuchisnata484514 күн бұрын

    ହେ ବଡ଼ଠାକୁର ବଳଭଦ୍ର ଆମେ ମାନୁଛ ଭୁଲ ଆମର ।। ହେ ମଣିମା ଆପଣ ତ ବଡ ନା , ଅବୋଧ ବାଳକ ଭାବିକି ସମସ୍ତଙ୍କୁ କ୍ଷମା କରିଦିଅନ୍ତୁ ପ୍ରଭୁ।।😢😢

  • @hariharpradhan1177
    @hariharpradhan117714 күн бұрын

    କୋଟି ଓଡ଼ିଆର ହୃଦୟ ସ୍ପନ୍ଦନ କ୍ଷଣିକ ପାଇଁ ଅଟକିଗଲା ଭଳି ଲାଗିଲା😭😭😭😭

  • @jagannathkrupa9310

    @jagannathkrupa9310

    14 күн бұрын

    Nihati atakigala

  • @ranajitkumarmohanty9740

    @ranajitkumarmohanty9740

    14 күн бұрын

    ସମ୍ପୂର୍ଣରୂପେ ଠିକ କହିଛନ୍ତି ଆଜ୍ଞା ll

  • @madhusudanparida4161

    @madhusudanparida4161

    14 күн бұрын

    Absolutely correct comments by pandit Rath Sharma. 🙏

  • @subasnayak1510

    @subasnayak1510

    14 күн бұрын

    ଠିକ ସେତିକି ବେଳେ ଆମ ର ଆଡ଼େ ଦି ଚାରିଟା ଲୋକ ଙ୍କର ହାଟ ଆଟାକ ହେଇ ଯାଇଛି

  • @biranchinarayansahoo9907

    @biranchinarayansahoo9907

    14 күн бұрын

    ବଡ଼ ମଣିମା କ୍ଷମା ପ୍ରାର୍ଥନା କରୁଛୁ🙏🙏🙏😔😔

  • @user-vl3rv7cd8z
    @user-vl3rv7cd8z14 күн бұрын

    ସେବାୟତ ମାନେନିଜର ଭୁଲ ପାଇଁ ଅନୁତାପ ଓ ଦୁଃଖ ପ୍ରକାଶ କରିବା ଉଚିତ, ବଡ ଠାକୁର କ୍ଷମା କରିଦେବେ. 🙏🙏🙏

  • @rahulkumarrk3459
    @rahulkumarrk345914 күн бұрын

    ସେବାୟତ ଆଉ ପଣ୍ଡା ସବୁ ଫଟୋ ଉଠେଇ instagram ରେ ଛାଡ଼ିବା ରେ ବ୍ୟସ୍ତ । ଖାଲି ସୁନା ଚେନ୍ ପକେଇ ବୁଲିଲେ ହବନି । ଭକ୍ତି ଠାକୁରଙ୍କୁ କର। Social media ରେ like comment ପାଇବା ପାଇଁ ଠାକୁରଙ୍କ ସହ ଖେଳନି। ମହାପ୍ରଭୁ 🙏🏻

  • @gitasahoo3331

    @gitasahoo3331

    14 күн бұрын

    Right😂Jay Jagannath 😢😢

  • @LalatenduMohanty1972

    @LalatenduMohanty1972

    13 күн бұрын

    Right ,social media is main factor, Admn should not allow mobile those involved in pahandi

  • @accropolymetal8146

    @accropolymetal8146

    12 күн бұрын

    Thik kahicha, Rath jatra re sebayat Rath upre kana karuchanti ,

  • @interestingodisha4045
    @interestingodisha404514 күн бұрын

    ଭାଷା ନାହିଁ ଏହି ବେହ୍ୟl ସେବାୟତ ଜଉ ନିଷ୍ଠା ହୀନ ହେଇଗଲାଣି.....ଭାଷା ନାହିଁ ଏମାନଙ୍କୁ ନିନ୍ଦିବ ପାଇଁ

  • @Sisterslifestyle2024
    @Sisterslifestyle202414 күн бұрын

    ଭଲ ହେଇଛି ଆଘାତ ହେଉଛନ୍ତି ଖାଲି। ମାରିନାହାନ୍ତି। ପକା ବଦମାସ୍ ଦଳ ୟେ ପଣ୍ଡା।ସବୁବେଳେ ଭକ୍ତ ମାନକୁ ଦୁର୍ବ୍ୟବହାର କରିଆସିଛନ୍ତି।।ସେଥି ପାଇଁ ଭୋଗିଲେ। ଜଗା ତୋ ନିର୍ମୟା ଟା।ହେଲେ ବଳିଆ ଦେଖେଇଲା ସବୁ ଅନ୍ୟାୟ ର ମୂଲ୍ୟ।

  • @sunitananda3332

    @sunitananda3332

    14 күн бұрын

    Emane panda nuhen, daitapati sebaka

  • @subhashota2480
    @subhashota248014 күн бұрын

    ଆପଣଙ୍କ କଥାରେ ମୁଁ ଏକମତ । ଅର୍ଥ ଲାଳସା ଯୋଗୁଁ ସେବା ପାଇଁ ନିଷ୍ଠା ଅଭାବ ।😡

  • @ranajitkumarmohanty9740
    @ranajitkumarmohanty974014 күн бұрын

    ଯେଉଁଠି ଅହଙ୍କାର ଥାଏ ଏଭଳି ହୁଏ ll ଶାସକ, ଭକ୍ତ ଓ ସେବକ ମାନେ ଲୋକଙ୍କୁ ଦେଖାଇବା ପାଇଁ ନୁହେଁ ଅନ୍ତରରେ ଭକ୍ତି ଥିବା ଦରକାର ll ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏 ଆମକୁ କ୍ଷମା କରିଦିଅ ପ୍ରଭୁ 🙏🙏🙏

  • @bnmohanty2553
    @bnmohanty255314 күн бұрын

    ଆପଣ ଠିକ କହିଛନ୍ତି ସେବାୟତମାନଙ୍କ ଆତ୍ମଗର୍ଵ ଏବଂ ଅବହେଳା ପାଇଁ ଆଜି ଏପରି ଅଘଟଣ ଦେଖିବାକୁ ମିଳିଛି ଜୟ ଜଗନ୍ନାଥ 🙏🙏🙏

  • @papunadethi9371
    @papunadethi937114 күн бұрын

    ହେ ଦାରୁବ୍ରହ୍ମ ଶ୍ରୀ ବଳିଆର ଭୁଜ ମହା ବାହୁ ହେ ଜଗନ୍ନାଥ କରୁଣା ରଖ ମହା ବାହୁ

  • @janmejaytripathy4386
    @janmejaytripathy438614 күн бұрын

    ମୋ ବଡଠାକୁର କେତେ କଷ୍ଟ ହେଇଥିବ ତୁମ ଶ୍ରୀଅଙ୍ଗ କୁ, ଜଗାକୁ କହିବ ଦେହ ଟିକେ ଚିପି ଦେବ, ମୁଁ ଜାଣିଛି ଆଜି ରାତିରେ କାଳିଆ ବହେ ଶୁଣିବ ବଡଠାକୁର ଠୁ,ସବୁ ଦେଖିଜାଣି ଚୁପ ରହି ନାଟକ ର ଦର୍ଶକ ସାଜେ, ଏବେ କଣ କରିବୁ?? ଏବେ ବଡଠାକୁର Action mode ରେ ନାଟୁଆ, ଏବେ ତୋତେ କିଏ ବହେ ବକିଲେ,ତୁ ମୁହଁ ଶୁଖାଇଲେ ,ଯାଇ ମୋତେ ଶାନ୍ତି ଲାଗିବ। ପାପି କୁ କ୍ଷମା ଦେବୁ ଆଉ ନିରିହ ଲୋକଟା ମରିବ, ଆଉ ଚଳିବନି ରେ ତୋ ନାଟକ ଏବେ ମୋ ବଡଠାକୁର ନ୍ୟାୟ କରିବେ ଆଉ ତୁ ବି ମଥା ପାତି ସମ୍ମତି ଦବୁ।।

  • @pallabipriyadarshani9399

    @pallabipriyadarshani9399

    13 күн бұрын

    Apnka lekha heart touching ❤,🙏

  • @prasantabagh432

    @prasantabagh432

    13 күн бұрын

    ​@@pallabipriyadarshani9399❤❤❤❤❤❤❤❤❤❤❤❤❤❤❤

  • @abanissssssss9621

    @abanissssssss9621

    11 күн бұрын

    ଏହା ହି ସତ୍ୟ।

  • @businessaffairs1557
    @businessaffairs155714 күн бұрын

    ହେ ପ୍ରଭୁ ତୁମେ ତ ଅଚଳ ମହାମେରୁ 🙏ତୁମକୁ କଣ ସତରେ ସେବାୟତ ଗଣ ରୋକିପାରିବେ 🙏ପ୍ରଭୁ କାଇଁ ଏମିତି କଲ 🥺କେଉଁଠି ଯଦି ଭୁଲ ରହିଲା କ୍ଷମା କର 🙏

  • @pralayaofficial1060
    @pralayaofficial106014 күн бұрын

    ମୁଁ ଆପଣଙ୍କ କଥାରେ ସମ୍ପୂର୍ଣ୍ଣ ଭାବେ ଏକମତ 😭😭😭

  • @balrambehera5159
    @balrambehera515914 күн бұрын

    ଜୟ ବଳଭଦ୍ର ବଡ଼ ଠାକୁର ରକ୍ଷା କରନ୍ତୁ ଓଡିଶାବାସୀଙ୍କୁ

  • @kapilpati6291

    @kapilpati6291

    14 күн бұрын

    Sata katha..

  • @Gurandi708
    @Gurandi70814 күн бұрын

    ପୁରୀ ପଣ୍ଡା ଜଗନ୍ନାଥଙ୍କ ସେବାରେ ନାହିଁ.ଜଗନ୍ନାଥଙ୍କୁ ଲୁଟିବାରେ ମାହିର

  • @rakeshkumargarnayak2456

    @rakeshkumargarnayak2456

    13 күн бұрын

    Right 👍

  • @sasmitanayak1510
    @sasmitanayak151014 күн бұрын

    ହେ ବଡ଼ ବିଗ୍ରହ ଦେବାଦୀ ଦେବ ବଡ଼ ଠାକୁର ସମସ୍ତଙ୍କୁ ଅବୋଧ ବାଳକ ଭାବି କ୍ଷମା କରି ଦିଅ ପ୍ରଭୁ, ଜଗତକୁ ରକ୍ଷା କର ପ୍ରଭୁ, କୋଟି କୋଟି ପ୍ରଣାମ ପ୍ରଭୁ , ଜୟ ବଳଭଦ୍ର, ଜୟ ସୁଭଦ୍ରା ମା, ଜୟ ଜଗନ୍ନାଥ 🙏🙏🙏

  • @jamesrinku1995

    @jamesrinku1995

    13 күн бұрын

    ଜୀବ ଓ ନିର୍ଜୀବ ଭିତରେ ପାର୍ଥକ୍ୟ ଜାଣିବା ଦରକାର। ନିର୍ଜୀବ କୁ ପ୍ରଭୁ କହିବା ଓ ହାତୀ ଗୋଡ କୁ ଛୁଇଁ ଗଛ କହିବା ଅନ୍ଧ ଅଟେ

  • @BLPlus6940
    @BLPlus694014 күн бұрын

    ଏ ବ୍ରହ୍ମାଣ୍ଡ, ଜୀବଜଗତ, ସଂସାର ଚଲାଉଥିବା ଭଗବାନ ପଡ଼ିଯିବେ ମାନେ ଘୋର ବିପଦ ମାଡ଼ି ଆସୁଛି। ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କର ମଣିମା❤❤

  • @user-kd8je5bp9s
    @user-kd8je5bp9s14 күн бұрын

    ହେ ବଡ଼ ଠାକୁର ସହା ହୁଅ ପ୍ରଭୁ

  • @patitakumarchoudhury9855
    @patitakumarchoudhury985514 күн бұрын

    ରଥଯାତ୍ରା ରେ ଯେମିତି ଅନାବଶ୍ୟକ ପୋଲିସ ମାଳମାଳ ଦେଖେଇ ହଉଛନ୍ତି ଶ୍ରୀ ବିଗ୍ରହ ନିକଟରେ ଅନାବଶ୍ୟକ ସେବାୟତ ମାଳ ମାଳ ଦେଖେଇ ହଉଛନ୍ତି.

  • @saradasahoo2409
    @saradasahoo240914 күн бұрын

    ହେ ଅନନ୍ତ ହେ ରୋହିଣୀ ସୁତ ହେ ଶେଷ ନାଗ ହେ ସୁମିତ୍ରା ନନ୍ଦନ ହେ ଉର୍ମିଳାଙ୍କ କାନ୍ତ ହେ ରେବତୀର କାନ୍ତ ହେ ମହାରୁଦ୍ର ଏକି ଲୀଳା ମୋର ଆଖିରେ ଅନବରତ ଅଶ୍ରୁ ମନରେ ଅନେକ ଦୁଃଖ ମୁଁ ସବୁ ସହିବି ମଣିମା କେବେ ତୁମର ନିନ୍ଦା ସହିବିନି

  • @PuriDarshan
    @PuriDarshan14 күн бұрын

    ଜୟ ପ୍ରଭୁ ବଳଭଦ୍ର, ଭଗବାନ ସବୁ ସହିବେ କେବେ କାହାର ଗର୍ବ ଓ ଅହଂକାର ସହିବେନି, ଯେମିତି ଆମ ଏ ପୁରୀ ସେବାୟତ ମାନେ, ଏତେ ଗର୍ବୀ ଓ ଅହକାରୀ ହୋଇଗଲେଣି ଯେ ମହାପ୍ରଭୁଙ୍କ ସମସ୍ତ ଭକ୍ତ ଅଣନିଶ୍ୱାସୀ ଓ ତିକ୍ତ ଅନୁଭୂତି ନେଇକି ଘରକୁ ଯାଉଛନ୍ତି ଆଜି ପ୍ରଭୁ ଦେଖେଇଦେଲେ ଏମାନଙ୍କୁ ନିଜ ପାପ ଓ ଗର୍ବ ଓ ଅହଂକାରକୁ, କେମିତି ପ୍ରଭୁ ଉଠିଲା ପରେ ଖିଲି ଖିଲି ହସୁଛନ୍ତି ଏ ପାପୀ ମାନଙ୍କୁ ଗୋଟେ ଉଚିତ ଶିକ୍ଷା ଦିଆହେଲା, ଯିଏ ପ୍ରଭୁଙ୍କ ଭକ୍ତଙ୍କୁ କଷ୍ଟ ଦେବ ସେ ନିଜ ଭକ୍ତ ପାଇଁ କେମିତି କୋଉ ଉପାୟରେ ନିଜେ ତାଙ୍କୁ ଦଣ୍ଡିତ କରିବେ ଆଜିର ଉଦ୍ଧାହରଣ, ପ୍ରଭୁଙ୍କ କଷ୍ଟ ମୋ ପାଖକୁ ଆସୁହରି ହେ ଜଗତ ଠାକୁର 🙏🙏🙏

  • @subha.711
    @subha.71113 күн бұрын

    ହେ ବଳିଆ ର ଭୁଜ ସତ ସିଂହ ର ବଳ ଯେଉଁ ମହା ମେରୁ ତାଙ୍କ ପଦାରବିନ୍ଦ ରେ ବିନମ୍ର ପ୍ରଣିପାତ🙏ତୁମ ଭକ୍ତ ମାନଙ୍କୁ କ୍ଷମା ଦିଅ ହେ ବଡ ଠାକୁରେ ❤ଦେଶ ବାସୀ ଙ୍କୁ ତୁମ ଭୁଜ ତଳେ ଆଶ୍ରୟ ଦିଅ ପ୍ରଭୁ ଅପରାଧ କ୍ଷମା କର ଗୋସାଇଁ.. ଏ ସୃଷ୍ଟି ତ ତୁମର ଆମେ ତ ତୁମରି ସନ୍ତାନ କୋଟି ଓଡିଆଙ୍କ ପ୍ରାଣ ଧନ ତୁମେ ତୁମକୁ ଆଘାତ ହେଲେ କଣ ଏ ଜାତି ସହି ପାରିବ.. ତୁମ ସାଥେ ପରା ଆମ ପ୍ରାଣ ବନ୍ଧା ହେଇ ରହିଛି.. ତୁମେ ପରା ଭକ୍ତର ଭଗବାନ, ନିର୍ଦ୍ଧନ ର ଗଣ୍ଠି ଧନ, ନିଃସନ୍ତାନ ର କୁଳ ନନ୍ଦନ, ଅନ୍ଧ ର ଲଉଡ଼ି କେମିତି ପ୍ରଭୁ ତୁମେ ପ୍ରିୟ ର ଭକ୍ତ ମାନଙ୍କ ଉପରେ କ୍ରୋଧ ଜର୍ଜରିତ ହୋଇ ପାରିବ.. ତୁମେ ତ ଆମ ବଞ୍ଚିବାର ରାହା ,ଆମ ଜୀବନର ସାହା.. ତୁମେ ତ ସବୁ କରୁଛ ତୁମ ବିନୁ ଆମର ଗତି କାହିଁ ହେ ସାଆନ୍ତେ 😢😢

  • @ramakrushnadalai2497
    @ramakrushnadalai249714 күн бұрын

    ବଡ଼ ସାଆନ୍ତଙ୍କ ପଛରେ କେହି ସେବାୟତ ନ ଥିଲେ, ସେମାନେ ତାଙ୍କୁ ଯୁଲାଉଥିଲେ ନା ଓହଳି ଥିଲେ , ମନେ ମନେ ଦେବତା

  • @deepakkumarsahoo5544
    @deepakkumarsahoo554414 күн бұрын

    କୋଟି କୋଟି ଧନ୍ୟବାଦ ସେବାୟତମାନଙ୍କୁ, ସେମାନେ ବଡ଼ ଠାକୁରଙ୍କୁ ସଂପୂର୍ଣ୍ଣ ରୂପେ ତଳେ ପଡିଯିବାରୁ ଅଟକାଇ ରଖିଲେ 🙏

  • @Purnimafamilyvlog-bc3uo
    @Purnimafamilyvlog-bc3uo13 күн бұрын

    😭😭😭ହେପ୍ରଭୁ ଜଗତାଠାକୁର, ବ୍ରମ୍ହା❤️🙏❤️ବିଷ୍ଣୁ ❤️🙏❤️ମହେଶ୍ୱର ❤️🙏❤️ ଶାନ୍ତହୁଅ ପ୍ରଭୁ ସଂସାର ର ମଙ୍ଗଳକରପ୍ରଭୁ ବଡଠାକୁର ଗରବ ଗଞ୍ଜନ ପ୍ରଭୁ 😭😭😭❤️🙏🙏🙏🙏❤️❤️❤️ସମସ୍ତିଙ୍କର ଦୋଷ କ୍ଷମା କର

  • @suryakantamahalik3462
    @suryakantamahalik346214 күн бұрын

    ବଡ଼ ଠାକୁରଙ୍କୁ ପାଦତଳେ ମୋର କୋଟି ପ୍ରଣାମ 🙏🙏🙏🙏🙏 ପ୍ରଭୂ କ୍ଷମା କରିଦିଅ ପ୍ରଭୂ 🙏🙏🙏🙏😭😭😭😭

  • @balarambehera1127
    @balarambehera112714 күн бұрын

    ପ୍ରଭୁ ଙ୍କୁ ନେଇକି ରାଜନୀତି କରନ୍ତୁ ନାହିଁ ପ୍ରଭୁ ଚେତାବନୀ ଦେଲେ ହୁସିଆର ହେଇଯାଅ

  • @learnwithbini6060

    @learnwithbini6060

    14 күн бұрын

    Satare right katha

  • @tanmayasamal9170
    @tanmayasamal917014 күн бұрын

    ଏହାହିଁ ପ୍ରକୃତ କଥା, ଦାୟିତ୍ବହୀନତା ପାଇଁ ଏସବୁ ଅଘଟଣ

  • @jamesrinku1995

    @jamesrinku1995

    13 күн бұрын

    ଜୀବ ଓ ନିର୍ଜୀବ ଭିତରେ ପାର୍ଥକ୍ୟ ଜାଣିବା ଦରକାର। ନିର୍ଜୀବ କୁ ପ୍ରଭୁ କହିବା ଓ ହାତୀ ଗୋଡ କୁ ଛୁଇଁ ଗଛ କହିବା ଅନ୍ଧ ଅଟେ

  • @shantanuswain5770
    @shantanuswain577014 күн бұрын

    ଜୟ ଜୟ ଜଗନ୍ନାଥ ସ୍ଵାମୀ 🙏, କୋଟି ଓଡିଆଙ୍କ ମୟୁଡ଼ ମଣି ଆମ ମହାପ୍ରଭୁ ଙ୍କୁ ସେବାୟତ ମାନେ ବେପରୁଆ ମନୋଭାବ ରେ ନେଉଛନ୍ତି। କୋଟି କୋଟି ଭକ୍ତ ଙ୍କ ଭାବାବେଗ ସହ ସେବାୟତ ମାନେ ଖେଳୁଛନ୍ତି। ପଣ୍ଡିତ ରଥଶର୍ମା ମହୋଦୟ ଆପଣ ଠିକ୍ କଥା କହୁଛନ୍ତି ସେବାୟତ ମାନେ ମହାପ୍ରଭୁଙ୍କୁ ବେପରୁଆ ମନୋଭାବ ରେ ଦେଖୁଛନ୍ତି। ମହାପ୍ରଭୁ ନିଶ୍ଚିନ୍ତ ସେମାନଙ୍କୁ ଦଣ୍ଡ ଦେବେ।

  • @SangramBeuria
    @SangramBeuria14 күн бұрын

    କେବଳ ସେବକ ଏବଂ ସେବାୟତମାନେ ଦାୟୀ ଦାୟୀତ୍ବ ନେଇଥିବା ସେବାୟତ ମାନଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅନୁରୋଧ

  • @rasmitapalei2100
    @rasmitapalei210013 күн бұрын

    ପ୍ରଭୁ ଜଗନ୍ନାଥଙ୍କ ଠାରୁ ବଡ ଠାକୁ ବହୁତ ରାଗି 🙏 କିଛି ଭୂଲ ଥିଲେ ସେ ଏତେ ସିଘ୍ର କ୍ଷମା ଦେବେ ନାହିଁ 🙏🙏

  • @jamesrinku1995

    @jamesrinku1995

    13 күн бұрын

    ଜୀବ ଓ ନିର୍ଜୀବ ଭିତରେ ପାର୍ଥକ୍ୟ ଜାଣିବା ଦରକାର। ନିର୍ଜୀବ କୁ ପ୍ରଭୁ କହିବା ଓ ହାତୀ ଗୋଡ କୁ ଛୁଇଁ ଗଛ କହିବା ଅନ୍ଧ ଅଟେ

  • @bapundas349
    @bapundas34913 күн бұрын

    He moha ପ୍ରଭୁ ଜଗନ୍ନାଥଙ୍କ ସାହା ହୁଅ,,🙏🙏🙏🙏

  • @bikashkumarsamal2824
    @bikashkumarsamal282413 күн бұрын

    ହେ ପ୍ରଭୁ ବଡ ଠାକୁର ❤❤❤🙏🙏🙏♥️♥️♥️🙏🙏🙏🙏🙏🙏🙏🙏🙏🚩🚩🚩🚩

  • @prasannabehera7221
    @prasannabehera722114 күн бұрын

    ଏ ଘଟଣା ପାଇଁ ଆମେମାନେ ଦୁଃଖିତ ,ହେ ମହାବାହୁ ଆମ୍ଭମାନଙ୍କୁ କ୍ଷମା କରିଦିଅ

  • @madhusudanparida4161
    @madhusudanparida416114 күн бұрын

    Absolutely correct comments by Pandit Rath Sharma. 🙏

  • @user-zv7hc7zo9h
    @user-zv7hc7zo9h13 күн бұрын

    ମାତ୍ରାଧିକ ସେବାୟତ ରଥଉପରେ ରହିବାର ନଥିଲା। ସେବାୟତ ଭାଇ ମାନଙ୍କୁ ଏତିକି ଅନୁରୋଧ। ବର୍ଷ ସାରା ମହାପ୍ରଭୁ ଙ୍କ ପଖେରେ ରହିଲେ। ରଥ ଯାତ୍ରା ସମୟରେ ଟିକେ ଭକ୍ତମାନଙ୍କୁ ସୁଯୋଗ ଦିଆଯାଉ ମହାପ୍ରଭୁଙ୍କୁ ଦେଖିବାକୁ।

  • @Opqr-13
    @Opqr-1314 күн бұрын

    ରଥଯାତ୍ରା କେଉଁ ରାଜ୍ୟ ସରକାର କରୁ ନାହାନ୍ତି କି ପ୍ରଶାସନ କରୁ ନାହିଁ , ଏହା ନିଜେ ମହାପ୍ରଭୁ କରୁଛନ୍ତି, ତାଙ୍କ ଆଜ୍ଞାମାଳ ନ ଆସିଲେ କିଛି ବି ହୋଇ ପାରିବ ନାହିଁ। ବଡ ଠାକୁର ସ୍ଵୟଂ ମହମେରୁ, ତାଙ୍କୁ କିଏ ସମ୍ଭାଳି ପାରିବ , ବଡ ଠାକୁର ହେଉଛନ୍ତି ସ୍ଵୟଂ ସେଶନାଗ, ମହାପ୍ରଭୁ ଙ୍କ ବଡ ଭାଇ ଯିଏ କି ସବୁ ଦେବତା ଙ୍କ ଠାରୁ ବଡ ତାଙ୍କୁ ପହଣ୍ଡି ରେ ଅସାବଧାନତା ରେ ନେବା ର ଫଳ ଏଇଟା ଅନ୍ୟ କିଛି ବି ନୁହେଁ ,

  • @gangadharsatapathy316
    @gangadharsatapathy31613 күн бұрын

    ସମ୍ପୂର୍ଣ୍ଣ ଦାୟିତ୍ଵ ହିନ କାର୍ଯ୍ୟ। ଯାହା କହୁଛନ୍ତି ଅକ୍ଷରେ ଅକ୍ଷରେ ସତ୍ୟ। ଧନ୍ୟବାଦ୍ ଆପଣଙ୍କୁ।

  • @jemadeisanta9627
    @jemadeisanta962712 күн бұрын

    JAGADA 🙏 koti koti pranam JAGADA bhaladra n Maa Subhadra 🙏 Missing you 😢😢... Missing you my 3 family...I hope you always stay with me..

  • @prasantapati559
    @prasantapati55914 күн бұрын

    Jaha hela bhala helani. Bahuta dukha laguchi. Pravu khyama Kari dia.

  • @realodiavlogs
    @realodiavlogs14 күн бұрын

    ସମ୍ପୂର୍ଣ ସତ ଆଉ ଖୋଲା କଥା କହିଲେ

  • @Mr_omprakash_creation_9658
    @Mr_omprakash_creation_965814 күн бұрын

    ଜୟ ଜଗନ୍ନାଥ 🙏🙏🙏🙏🙏🙏😭😭😭😭😭😭😭😭🥺🥺🥺🥺🥺🥺🥺🥺🥺🥹🥹🥹🥹🥹🥹🥹🥹🥹🥹🥹

  • @happyhappyhappyhappy244
    @happyhappyhappyhappy24414 күн бұрын

    ଜୟ ଜଗନ୍ନାଥ 🙏

  • @factworld672
    @factworld67213 күн бұрын

    ମୋହନ ସରକାର ଓଡିଶା ପାଇଁ ବିପଦ ଅଟେ ।ମନ ଇଚ୍ଛା ଚାରିଦ୍ୱାର ଖୋଲିବା ଲୋକଙ୍କ ହାତକୁ ରାଜନୀତିକ କ୍ଷମତା ଆସିଲେ ସେମାନେ କିଛି ପରିବର୍ତ୍ତନ ଆଣିବା ପାଇଁ ସେମାନଙ୍କୁ ଆମେ ମନୋନୀତ କରିଥାଉ ତାର ମନେ ଏଇୟା ନୁହେଁ। କି ଠାକୁରଙ୍କ ର ରୀତି ନୀତି କୁ ଅନେ ନମାନି ମନଇଚ୍ଛା କାମ କରିବା । ଜୟ ଜଗନ୍ନାଥ ❤

  • @madhusmitamahapatra-bz9sv
    @madhusmitamahapatra-bz9sv12 күн бұрын

    Bahut Dukhara katha hele kete sebayatanka manare tike hele bi chinta nahin choranka muhan tana pari answer sabu dauchhanti media re tike ta laja rahiba katha ketebada bhul karuchhanti hele mana re sarag bhari rahichhi tanka mukha mandalare ki hasa hasi se katha barta karuchhanti tanka BAPA ki MAA padijaithile emiti hasi hasi media pakhare kahi parithante, pura sebayata samaj pain prabhunkar satraka ghanti baji sarichhi next time bhul hele pura dalidebe mahaprabhu se dheidele 1 second re se kana kari paranti dustanka sanhar pain. Satarka aau sabadhan hei bhakti bhara chitare seba karantu nahele prabhunka koparu kehi udharakari paribeni jetika young sebayata sabu maja majlisre prabhunka seba karuchhanti tike bi bhakti nahin tanka sebare pura ratha yatra 3 dina ame anuman karichhu alati deuchhanti se alati libhi jauchhi kana prabhunka pain alati danire alati ete kam dauchhanti je se alati libhi jauchhi thare dekheidele ki prakar seba sara sansara dekhucchanti bhul ta luchi jibani bole mahaprabhu e nila kale "SEBAYATA SAMAJ CHETIBA DARKAR KANA TANKAR BHUL NIJE NIJE BAHAR KARI SUDHARIBA PAIN PRAYASA KARANTU NACHET PARINAM BHAYANKARA HEBA" "BHUL KARUTHIBA SEBAYATA SAMAYA THAU THAU SUDHURI JAO" JAY SHREE JAGANNATH🛐🛐🛐"

  • @srikantaharichandan1464
    @srikantaharichandan146413 күн бұрын

    ସେବାୟତ ମାନଙ୍କ ଅହଙ୍କାର ପାଇଁ ଏମିତି ହେଲା। ଓଡ଼ିଶା ବାସୀ କଦାପି କ୍ଷମା କରିବେନି।

  • @tejashreepattojoshi1707
    @tejashreepattojoshi170713 күн бұрын

    ଜୟ ଶ୍ରୀ ଜଗନ୍ନାଥ ଅନାଥ ଲୋକଙ୍କର ନାଥ ପ୍ରଭୂ ଭାବଗ୍ରାହୀ ଚରଣେ ଶରଣ। ବହୁତ ବହୁତ ଦୁଃଖିତ ଏମିତି ଘଟଣା।

  • @theweoponmaster2416
    @theweoponmaster241614 күн бұрын

    ହେ ମଣିମା ଆପଣ ପାଦ ପଦ୍ମରେ କୋଟି କୋଟି ପ୍ରଣାମ 🙇🏻‍♂️🙇🏻‍♂️🙇🏻‍♂️🙇🏻‍♀️

  • @mukundaghadai6784
    @mukundaghadai678413 күн бұрын

    କ୍ଷମା 😢 ଜୟ ଜଗନ୍ନାଥ 🙏 ଜୟ ବଳଭଦ୍ର 🙏

  • @bhaskarbehera6354
    @bhaskarbehera635414 күн бұрын

    ରଥଶର୍ମା ମହାଶୟ ଙ୍କ କଥା ଅଜୁକ୍ତି ନୁହେଁ। ଜୟଜଗନ୍ନାଥ।

  • @rameswarist
    @rameswarist14 күн бұрын

    Jay Jagannath 🙏🙏🙏😢

  • @routking8192
    @routking819214 күн бұрын

    ପଣ୍ଡିତ ରଥଶର୍ମା ଠିକ୍ କହୁଛନ୍ତି

  • @asesh2007
    @asesh200713 күн бұрын

    ନିଶ୍ଚିତ ଏକ ନିନ୍ଦନୀୟ ଘଟଣା କିନ୍ତୁ ମୁଁ ଅନୁରୋଧ କରିବି କି ଏହାର ପ୍ରଚାର ଓ ପ୍ରସାର ବନ୍ଦ କରାଯାଉ। ଠାକୁର ଥିଲେ, ଅଛନ୍ତି ଓ ରହିବେ ମଧ୍ୟ। ଧନ୍ୟବାଦ

  • @PrakashSahoo-sl7hx
    @PrakashSahoo-sl7hx13 күн бұрын

    କ୍ଷମା କରିଦିଅ ମହାପ୍ରଭୁ ତମ ଛୁଆଙ୍କୁ 😢😢🙏 ଆଉ ଭଲ ବୁଦ୍ଧି ମଧ୍ୟ ଦିଅ 😢😢😢

  • @bapujeepradhan4915
    @bapujeepradhan491514 күн бұрын

    Right right right right 100% true sir I agree in your bite

  • @sunitadalabehera7125
    @sunitadalabehera712513 күн бұрын

    Jai Jagannath mere bholebaba 🙏❤️🙏

  • @abhayajena9099
    @abhayajena909913 күн бұрын

    ଆପଣ ଙ୍କ କଥାରେ ଓଡିଶା ଏକମତ, ଜୟ ଜଗନ୍ନାଥ ସ୍ୱାମୀ, କ୍ଷମା କରନ୍ତୁ ମଣିମା 🙏🙏🙏

  • @arjunkhuntia8698
    @arjunkhuntia869814 күн бұрын

    ତୁମ ଶ୍ରୀ ଚରଣାର ବିନ୍ଦରେ କୋଟି ପ୍ରଣାମ 🙏🙏🙏

  • @kumarjaga6872
    @kumarjaga687214 күн бұрын

    ହେ ମଣିମା ଆମ ନିର୍ବୋଧ ଲୋକଙ୍କ ଦ୍ୱାରା ଭୁଲ ହେଇଚି... ମଣିମା କ୍ଷମା କର ଦେବାଧିଦେବ... 🙏🙏🙏...

  • @sarojinimohanty6701
    @sarojinimohanty670114 күн бұрын

    ହେ ବଡ ଠାକୁର ଆମକୁ କ୍ଷମା କରିଦିଅ।

  • @SubhaPradhan-lf7bz
    @SubhaPradhan-lf7bz14 күн бұрын

    ଅସଲି କଳା ପାହାଡ଼ ଆଗମନର ସଂକେତ. ପ୍ରଭୁ ନିଜେ ନିଜକୁ ରକ୍ଷା କର.ସବୁ ସଲା ସୁତୁରା ଜୟ ଜଗରନ୍ନାଥ 🙏🙏🙏🙏

  • @buddhadattamishra1590
    @buddhadattamishra159014 күн бұрын

    ମହାବାହୁ ଜଗନ୍ନାଥ ତାଙ୍କ ବଡ ଭାଇ ଦୋର୍ଭ୍ୟାମ୍ ଶୋଭିତ ଲାଙ୍ଗଳଂ ସମଊଶଳଂ କାଦମ୍ୱରି ଚଞ୍ଚଳଂ। ଵଳଭଦ୍ର ଙ୍କୁ ବହୁତ ସମ୍ମାନ ଦିଅନ୍ତି ଭଲ ପାଆନ୍ତି।ସେ ଆଜି ପଡିଗଲେନି ଯେ କୋଟି ଓଡ଼ିଆଙ୍କୁ ଜଣାଇଛନ୍ତି କି ତାଙ୍କ ସେବାରେ ନିଶ୍ଚିନ୍ତ ତ୍ରୁଟି ରହୁଛି।ଏହା ଗର୍ବ ହେଉ କି ଦାୟିତ୍ଵ ହୀନତା ଯାହାବି ଏହା କୁ ସମଗ୍ର ଜଗନ୍ନାଥ ପ୍ରେମୀ ଚିନ୍ତନ କରିବା କଥା।ସେ ପ୍ରଭୁ କାହାର ବ୍ୟକ୍ତିଗତ ସମ୍ପତି ନୁହନ୍ତି ସେ ସଚରାଚର ବ୍ରହ୍ମାଣ୍ଡର ଏକ ମାତ୍ର ମହାନାୟକ । ଆମ ସମସ୍ତଙ୍କ କର୍ତ୍ତବ୍ୟ ତାଙ୍କୁ ସମ୍ମାନ ଦେବା ନିଷ୍ଟା,ସମର୍ପଣ,ଭକ୍ତି ର ସହିତ ତାଙ୍କର ସେବାରେ ନିୟୋଜିତ ହେବା। ଜୟ ବଳଭଦ୍ର,ଜୟ ଜଗନ୍ନାଥ,ଜୟ ସୁଭଦ୍ରା ଦେବୀ

  • @sudeepkumardian1548
    @sudeepkumardian154813 күн бұрын

    ଶ୍ରୀଯୁକ୍ତ ରଥଶର୍ମା ଠିକ କହୁଛନ୍ତି. ଠାକୁର ପଡିଗଲେ କେମିତି ଲାଗିବ କୋଟି କୋଟି ଜଗନ୍ନାଥ ଭକ୍ତଙ୍କୁ. ସତକର୍ତ୍ତା ଏବଂ ଦାଇତ୍ୱହିନତାର ଅଭାବ

  • @tapashkumar9669
    @tapashkumar966911 күн бұрын

    ପ୍ରଭୁ ସେବକମାନଙ୍କୁ କ୍ଷମା କରିଦେବ ସାରା ବିଶ୍ବର କଲ୍ୟାଣ ହେଉ ଏମିତି ଅଘଟଣ ଭବିଷ୍ୟତରେ କାହାର ବି ନୟନ ନ ଦେଖୁ 😭🙏🏿 କ୍ଷମା.........

  • @malayajena3240
    @malayajena324013 күн бұрын

    Jay Jagannath❤❤❤❤❤🙏🙏🙏🙏🙏🙏🙏

  • @BapujiMLT
    @BapujiMLT13 күн бұрын

    କ୍ଷମାମ ଦେହି 🙏 ପ୍ରଭୁ

  • @lopamudraswain908
    @lopamudraswain90814 күн бұрын

    ହେ ବଡ ଠା‌କୁର ସାହା ହୁଅ 🙏🙏🙏

  • @birasurendrasahu8611
    @birasurendrasahu861113 күн бұрын

    ରଥଶର୍ମା ଯାହା କହିଲେ ସବୁ ସତ କଥା,ପଣ୍ଡା ମାନେ ନିଜକୁ ଭଗବାନ ଙ୍କୁ ବଡ଼ ମଣୁଛନ୍ତି।

  • @user-cg3ys1km7m
    @user-cg3ys1km7m14 күн бұрын

    ସେବାୟତ ଭାଇ ମାନେ ନିଶା ଖାଇ ବାରୁ ଏପରି ଘଟଣା ଘଟିଲା

  • @PrafullaBehera-zq9vk
    @PrafullaBehera-zq9vk14 күн бұрын

    ୧୦୦/ ଆପଣ ସତ କହିଲେ 🙏🙏🙏🙏🙏🙏🙏

  • @user-vh7pj1cl5o
    @user-vh7pj1cl5o14 күн бұрын

    Jay Jagannath🙏🙏🙏🙏😭😭😭❤❤❤

  • @happyhappyhappyhappy244
    @happyhappyhappyhappy24414 күн бұрын

    he pravu rakhya kara 😌😭

  • @ManasSahu-ew1yk
    @ManasSahu-ew1yk14 күн бұрын

    ଆପଣ ଠିକ୍ କହିଛନ୍ତି ଦାଇତ୍ୱ ହିନତା

  • @santanurout877
    @santanurout87714 күн бұрын

    Bhakta nku seba dia nali akhi nuha tebe jaga khusi heba

  • @suryanarayanbehera1304
    @suryanarayanbehera130413 күн бұрын

    Jay jagannath Swami ki jai

  • @Pandit-booking-odisha
    @Pandit-booking-odisha13 күн бұрын

    ଜୟ ଜଗନ୍ନାଥ

  • @teamsukantabehera6066
    @teamsukantabehera606614 күн бұрын

    ହେ ବଡ଼ବାଡର ମଣିମା 🙏🙏🙏 ଆପଣ ପରମ ଦୟାଳୁ, କ୍ଷମା ପ୍ରାର୍ଥନା କରୁଛୁ ମଣିମା। ଆପଣ ଚାହିଁଲେ ଏକ ନିମିଷକ ମଧ୍ୟରେ ଏ ସଚରା ବ୍ରହ୍ମାଣ୍ଡ କୁ ଧ୍ଵଂସ ବିଧ୍ୟୋସ୍ତ କରିଦେବେ। ଆପଣ ମହାବାହୁ, ଆପଣ ଏ ସଚରା ବ୍ରହ୍ମାଣ୍ଡ ରେ ପରିବ୍ୟାପ୍ତ କ୍ଷମା କରି ଦିଅନ୍ତୁ ମଣିମା, କ୍ଷମା କରିଦିଅନ୍ତୁ 🙏🙏🙏🙏🙏

  • @sanjuktadas1235
    @sanjuktadas123514 күн бұрын

    Jay jagannath 🙏

  • @biswajitpattanaik2449
    @biswajitpattanaik244913 күн бұрын

    ଅଣ ଓ ଅନଭିଜ୍ଞ ସେବାୟତ,ଅଭିଙ୍ଗ ସେବାୟତ ଙ୍କ ଅବହେଳା , ଶ୍ରୀ ମନ୍ଦିର ପ୍ରଶାସନ ପୁରାପୁରି ଦାୟୀ ଏହି ମାନଙ୍କ ଉପରେ ଆକ୍ସନ ନେବା ଜରୁରୀ । ଜୟ ଶ୍ରୀ ଜଗନ୍ନାଥ ।

  • @bhagirathipatra451
    @bhagirathipatra45112 күн бұрын

    🙏 JAY JAGANNATH 👍👌🚩

  • @PradeeptaPattnaik-hz1wj
    @PradeeptaPattnaik-hz1wj13 күн бұрын

    Perfect. Apanku mora Pranam

  • @anandakumarbehera2027
    @anandakumarbehera202713 күн бұрын

    ନିରାଟ ସତ୍ୟ କଥା ପ୍ରଭୁ କାହାର ଗର୍ବ ରଖି ନାହାଁନ୍ତି ।ଜୟ ଶ୍ରୀ ଜଗନ୍ନାଥ🙏

  • @UpendraNaik-et6lt
    @UpendraNaik-et6lt12 күн бұрын

    Hori❤❤❤bol

  • @jharanamallick5334
    @jharanamallick533413 күн бұрын

    Jay jagannath🙏🙏🙏❤❤❤

  • @kshitishpatra8661
    @kshitishpatra866114 күн бұрын

    Akhire luha asuchi😢😢😢

  • @soumyaranjanbeura2433
    @soumyaranjanbeura243314 күн бұрын

    Jay jagannath

  • @malayaranjanpati94
    @malayaranjanpati9413 күн бұрын

    ମଣିଷ ମାତ୍ରକେ ଭୁଲ ହଉ ହଉ ହେଇଗଲା ଜୟ ଜଗନ୍ନାଥ କିଛି ବ୍ୟସ୍ତ ନାହିଁ...🙏🏻😌🙏🏻😌କିଛି ରାଜନୀତି ଆ ଏବେ ବିଜେଡି 😂😂😂😂 ବିଜେପି ହେବେ🙏🏻🙏🏻🙏🏻🙏🏻🙏🏻

  • @user-vh7pj1cl5o
    @user-vh7pj1cl5o14 күн бұрын

    Jay Jagannath🙏🙏🙏🙏😭😭😭😭

  • @sasibhusansahoo7684
    @sasibhusansahoo768414 күн бұрын

    ଏଥିପାଇଁ ବଳଭଦ୍ର ଙ୍କ ବାଡ଼ଗ୍ରାହୀ ଦାୟି ଯେ ନିଜ ପ୍ରଭୁ ଙ୍କୁ ହେ ଜ୍ଞାନ....

  • @user-vh7pj1cl5o
    @user-vh7pj1cl5o14 күн бұрын

    Jay Jagannath🙏🙏🙏🙏😭😭😭

  • @sandavlogs1697
    @sandavlogs169713 күн бұрын

    He Prabhu val re rakhntu jagatare 😭😭🙏🙏

  • @sibyshorts
    @sibyshorts13 күн бұрын

    ହେ ପ୍ରଭୁ ୟେ କଣ ହେଇଗଲା ? କ୍ଷମା କର ପ୍ରଭୁ । ଏତେ ସେବାୟତ ଥାଇ ମଧ୍ୟ ବଡ଼ ଠାକୁର କେମିତି ପଡିଗଲେ ? ଏ ଦୃଶ୍ୟ ଦେଖିଲା ପର ଠାରୁ ମନ ବିଚଳିତ। ସମସ୍ତ ଙ୍କୁ କ୍ଷମା କରି ଦିଅନ୍ତୁ ପ୍ରଭୁ । 😭😭😭😭

  • @debasisdakua7955
    @debasisdakua795514 күн бұрын

    କ୍ଷମା କର ମହା ପ୍ରଭୁ

  • @bandananahak9203
    @bandananahak920313 күн бұрын

    Jay jagannath 🙏🙏khyama kara prabhu

  • @PrafullaBehera-zq9vk
    @PrafullaBehera-zq9vk14 күн бұрын

    ଏହା ଏକ ଦୁଖ ଦାୟକ ଘଟଣା 🙏🙏

  • @ramachandrapanda5349
    @ramachandrapanda534914 күн бұрын

    ଭକ୍ତି ରେ କମ,ଦେଖେଇ ସେବା କରିବା ବେଶୀ,ତେଣୁ ଏ ସବୁ ଘଟିବ,ଜୟ ଜଗନ୍ନାଥ,ସଦବୁଦ୍ଧି ଦିଅନ୍ତୁ 🙏🙏ଜୟ ଜଗନ୍ନାଥ 🙏🙏

Келесі