Sala Budha || Chandan Biswal || odia comedy ||
Комедия
Promotion by ViralZone Media
🎬video team ⬇️
Director - Chandan Biswal
Store written By : Chandan Biswal
Edited by : Chandan Biswal
camera : m pintu
Dop : pratik D
thumbnail : Nayak studio
Starring ⬇
chandan biswal
smrutiranjan
gopal
kalia das
raka
rani
pakun
rani
kanha
sanu
thank you & Love you all ❤❤
#Chandanbiswal
#chandanbiswalcomedy
#horrorcomedy
#Salabudha
#odiacomedy
Пікірлер: 4 600
ଶଳା ବୁଢା ର 4ଟା ଖଣ୍ଡିଆ ଗପ ରୁ Coment କରନ୍ତୁ ଆପଣଙ୍କ favourite ଗପ❤️
@BIBEKKUMARCREATIVE
2 жыл бұрын
Bahut Sundar Gopa
@Peter_3556
2 жыл бұрын
Kouta bi nuhe
@MrRahul-ny9pr
2 жыл бұрын
Nice gapa
@badboyraj3334
2 жыл бұрын
All super excited bro
@barshanayak6336
2 жыл бұрын
🥰🥰🥰🥰
ଭାଇ.... World ର ନମ୍ବର 1 କମିଡି.... ଚନ୍ଦନ ଭାଇ ତୁମେ ପ୍ରକୃତ ରେ.. ଓଡିଶା ସାରା ନୁହଁ.... ପୁରା ପୃଥିବୀ ରେ ନମ୍ବର 1 styles କମିଡି କିଙ୍ଗ 👏👏👏👏👏👏👌👌👌👌
@viralhorts683
2 жыл бұрын
Chandan bhai real talent. Late hau pachhe emiti best comedy concept neiki asa👍 #rrcreationsindia
Total script ବହୁତ ବଢ଼ିଆ ଲାଗିଲା ,ସମସ୍ତ ଙ୍କ ଅଭିନୟ ବି ଖୁବ୍ ସୁନ୍ଦର,,୨୩ ମିନିଟ୍ ର ଭିଡିଓ ଟି କେତେ ଶିଘ୍ର ସରିଗଲା ଜଣା ପଡିଲା ନାହିଁ ଭାଇ ପ୍ରଥମ ରୁ ସେଷ ପର୍ୟ୍ଯନ୍ତ ବହୁତ ଭଲ ଲାଗିଲା ଏମିତି ସବୁବେଳେ ନିଜେ ହସୁଥାଅ ଆଉ ଅନ୍ୟ ମାନଙ୍କୁ ହସାଉ ଥାଅ 🙌🏽🙌🏽🙌🏽🙌🏽 ଜୟ ଜଗନ୍ନାଥ 🙏🏽
ବଢିଆ କମେଡି ବିଶ୍ବାଳ ଭାଇ 'ଶଳା ବୁଢା' part 2 କଲେ ଭଲ ହୁଅନ୍ତା 😂😂😂😂😆😆।
@sibajiduan5193
Жыл бұрын
Right 🌟 🌟
@user-ny7of9ep3l
5 ай бұрын
Hn
@SradhanjaliSahoo-gh3yz
3 ай бұрын
😊😊😊😊😊😊😊😊😢😢😢😢😢😢😢😢
ଚନ୍ଦନ ଭାଇ ବହୁତ ସୁନ୍ଦର ଗପ 😂😂😂😂
ଆସିଲା ରେ ଭିଡ଼ିଓ 😜❤️❤️❤️❤️❤️ ଜୟ ହୋ ଭାଇ କି❤️❤️❤️❤️
ବହୁତ ସୁନ୍ଦର କମେଡି ଭାଇ ବହୁତ ଦିନ ପରେ ଏ ଗପ ସବୁ ଶୁଣି ମୋତେ ଛୋଟ ବେଳେ ଗାଁରେ ଆଇ ମା କହୁଥିବା କଥା କାହାଣୀ ପରି ଲାଗିଲା.. ବହୁତ ବହୁତ ଧନ୍ୟବାଦ ଭାଇ ଏହି ପରି ଗାଁ କମେଡି ଭିଡିଓ ଜାରି ରହୁ.
Odisha Ra No 1 Comedian Now...Love You
ସବୁ ଠାନୁ ସମ୍ବଲପୁରି ରେ ବନା ହେଇଥିବାର୍ 'ସଲା ବୁଢ଼ା' ଏକ୍ ନମ୍ବର୍ !!
ଗପ ରେ ମତେ ଗୋଟେ କଥା ବୋହୁତ ଭଲ ଲାଗିଲା ପୁରୁଣା କଳା ରେ ଯେମିତି ଚାଳ ଘର ଥାଏ ସମସ୍ତ ଙ୍କ ର ଏ ଥିରେ ସେଇଭଳି ଅଛି ଦେଖିକି ବୋହୁତ ଭଲ ଲାଗିଲା
@benudharmalik7954
Ай бұрын
❤😂🎉🎉😢😮😅😊😊🎉🎉🎉😂😂😂❤❤❤❤❤❤🎉🎉🎉🎉🎉🎉🎉❤❤❤❤
ବହୁ ପ୍ରତୀକ୍ଷା ର ଅନ୍ତ ଘଟିଲା😂😂😂😂🙏ଜୟ ବାବା ଗୋରଖନାଥ🙏
@F_I_T_E
2 жыл бұрын
Har Har Mahadeb ❤
@chandu333
2 жыл бұрын
kzread.info/dash/bejne/kWil2K2tlamtp9o.html
ଗାଁ ର ଅତି ସୁନ୍ଦର ଦୃଶ୍ୟ ସହିତ ବଇଁଶୀ ର ସୁମଧୁର ସ୍ୱର 😍😍🤗🤗ପୂରା ମନମତାଣିଆ ହେଇଛି 😍😍😇😇
ଭାଇ ସବୁ ଗପ ଭଲ ଲାଗିଲା ସତ ରେ ବହୁତ ବହୁତ ଧନ୍ୟବାଦ ଏତେ ହସେଇ ଧିବାରୁ 😁😁😁😁😁😁😁😁😁😁😀😀😀😀
One of the best odia comedian ❤️
ବହୁତ ଖୁସି ଲାଗିଲା ବହୁତ ଦିନ ପାରେ ଆଜି ଗାଁର ବାସ୍ନାରେ ତିଆରି ହେଇଛି ଗୋଟେ ସୁନ୍ଦର Episode....❤️🥀😘
@dilkaraja7028
2 жыл бұрын
Right ✅
@pakuncreations4327
2 жыл бұрын
Ama sei gaon basna ku nei video karu mam
@rrtube90
2 жыл бұрын
@@pakuncreations4327କହିଲେ ଆଉ କଣ ହବ କମେଡି ଟିକେ କମିଗଲା👎
@situnaik1838
2 жыл бұрын
Right
@tanmaymishra7062
2 жыл бұрын
agyan bhala heichi🙏
ଜେଜେ ମାଆ acting very nice👌👌👌👍👍👍100%
କିନ୍ତୁ ଦାଇଲୋଗ ମଜା ଆସି ଗଲା 👍👍😀😀😀😀😃😃😃😃😎😎😎😎
ଭାରି ଭଲ ଲାଗୁଛି
@chandu333
2 жыл бұрын
kzread.info/dash/bejne/kWil2K2tlamtp9o.html
@susanta_kumar143
2 жыл бұрын
kzread.info/dron/MzCf8J_n0q8SYKfBiOueiw.html
ଚମତ୍କାର ଅଭିନୟ ଚନ୍ଦନ ଭାଇ 👍👍👍
Ooow #chandan bhai it's very creative story is memorable darma 😀 please still on fantastic seen
"Comedy king chandan brother ... " sabubele emt nije hasi anyaku hasauthao ...
ପୁଣି ଥରେ dhoom ମଚେଇଲ ଭାଇ 🔥🔥🔥👌
@PREETAMMARBLEWORKS
2 жыл бұрын
#PREETAMMARBLEWORKS
ବହୁତ ଚମତ୍କାର ତମ ଅଭିନୟ, ନିର୍ଦ୍ଦେଶନା ଏବଂ ଉପସ୍ଥାପନା ❤️❤️❤️
Most underrated actor in odia KZread community ❤
Chandan babu tuma dilogue delivery sabuthu sunder but gaon pila entry kala bele jeun expression dela....are pilamane kuade eitaa heart touching thila.... God bless you bro ❤️
ଚନ୍ଦନ ଭାଇ ଆପଣକଂ ଭିଡିଓ ବହୁତ ସୁନ୍ଦର ହେଇଛି ଆମ ଘର ଲୋକ ସମସ୍ତେ ଅପେକ୍ଷା କରିଥିଲେ ତମ ଭିଡିଓ ଦେଖିବା ପାଇଁ ଭାଇ ଜୟ ଜଗନ୍ନାଥ 😂😂😂
@viralhorts683
2 жыл бұрын
Chandan bhai real talent. Late hau pachhe emiti best comedy concept neiki asa👌 #rrcreationsindia
@knowledgeworld7729
2 жыл бұрын
Exelant
@srabanilittle6097
2 жыл бұрын
Hn mu b wait karithili
@chandu333
2 жыл бұрын
kzread.info/dash/bejne/kWil2K2tlamtp9o.html
ସତରେ ଓଡ଼ିଶା ରେ ଦେଖିଲି ରେ ଗୋଟେ ବଡ COMEDIAN KZreadR I love U CHANDAN BHAI 5Minutes ରେ 2500+Views😱😱😱😱😱😱😱😱😱😱😱🤣🥰🥰🥰🥰🥰🥰🥰
@viralhorts683
2 жыл бұрын
Chandan bhai real talent. Late hau pachhe emiti best comedy concept neiki asa🌟 #rrcreationsindia
@RajaExpressVlogs
2 жыл бұрын
@@viralhorts683 hmmm
@chandu333
2 жыл бұрын
kzread.info/dash/bejne/kWil2K2tlamtp9o.html
Best episode I have seen this more than 20 times Thanks to team members. Special thanks to Chandan Bhai Keep it up
ବଢ଼ିଆ ଲାଗିଲା ଜେଜେ ଡର ଲାଗୁଛି
ଶଲା ବୁଢ଼ାର ଖୋଲା କଥା ଶୁଣି ନୋକଙ୍କ ଘୁରେ ମଥା ଗଜା ଅଜାଙ୍କ ମଜା ଗପ କହୁଥିଲେ ବାପ ଗୋଷିବାପ ଯାଉଁଚି ଖାଉଁଚି ବଢ଼ାଏ ମାନ ଜଗସିଂପୁରିଆ...... ଆମ ଏଇ ପହେଚାନ 😀😂❤❤
@sparkles2161
2 жыл бұрын
Wow wow 😳😯
ଭାଇ ଯାହା କୁହ ନାତୁଣୀ ପୁରା ମସ୍ତ 👌👌👌. ପୁରା ହେରୋଇ଼ନେ ଖଣ୍ଡେ. Wow ❤❤❤i love u ନାତୁଣୀ
You are always best chandan Bhai ❤
Nice story. Punch,timing,dialogues and climax scene all are very funniest.
My favourite comedian ❤️Mote last gapa ti bahuta bhala lagila 😂😂😂😂😂😃😃😃🤣🤣🤣🤣🤣🤣🤣🤣
@PREETAMMARBLEWORKS
2 жыл бұрын
#PREETAMMARBLEWORKS
ଭାଇ ଏମିତି କମେଡି କରି ସାରା ଓଡିଶା ବାସୀ ଙ୍କୁ ହସାଉ ଥାଅ, ତୁମ team ବହୁତ ଭଲ କାମ କରୁଛନ୍ତି, ଏମିତି ଜାରି ରଖ କମେଡି
@chandu333
2 жыл бұрын
kzread.info/dash/bejne/kWil2K2tlamtp9o.html
We are all fans waiting your part 2 video plz Bhai very soon part 2 😀❤️👍🙏
Super brother 🤣
ବହୁତ ହି ବଢିଆ ଚନ୍ଦନ ଭାଇ 👌 ଗାଁ ଲୋକ ମାନଙ୍କୁ ନେଇ ଏମିତି ଭିଡ଼ିଓ ବନାଉଛ , ତମ ପାଇଁ ଆମେ Jagatsinghpur ଲୋକ ବୋଲି କହିବାକୁ ବେଳେ ବେଳେ ଗର୍ବ ଲାଗେ , ଆମ ଭଲପାଇବା ଆଉ Support ଏମିତି ସବୁବେଳେ ତମ ସହ ଅଛି ଭାଇ 👍👍👍👍 🙏🙏🙏🙏🙏🙏
😂😂😂😂😂😂😂😂 ଗୋରୁ ଗାଈ ଚଟା ଚଟି ହଉ ଛନ୍ତି
@barshapriyaarhani9930
2 жыл бұрын
😂😂😂
Number one 1 comedy show uncle 😂😂
Very versatile actor... Tuma bhalli real actor odia industry ku save kari paribe
ଏ ଭାଈରେ ଏ episode ଯିଏ ଲେଖିଛି ତାକୁ 100 ଟା ଜୁହାର
Ete pani miseibaku kia kahithila sala maza bhali laguchi.. 😂😂 Love you bro..
An amazing, mind blowing, great comedy chandan bhai
😊 ଏଇ ମାଛ ଧରା ଭୂତ ଗପଟି ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ପ୍ରଖ୍ୟାତ''''''''' ଆମ ବାପାଙ୍କୁ ତାଙ୍କ ଜେଜେ ବାପା ବି ଏଇ ଗପ କହିଥିଲେ ଏବେ ଆମକୁ ଆମ ଜେଜେ ବାପା କହିଥିଲେ......ମୁଁ ବି ଜେଜେ ହେଲେ ଆମ ନାତି ଟୋକାକୁ କହିବି..... ଚାଲୁ ସେମିତି 😄😄😄😄
🙏🙏🙏😂😂😂 ସବୁ ଗପ ସତ ଖାଲି ଭୂତ ମିଛ । ଜେଜେଙ୍କଠାରୁ ଶୁଣିଥିବା ପିଲାଦିନ କାହାଣୀର ସବୁ ସ୍ମୃତି ଜୀବନ୍ତ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ । 🎉🎉🎉❤️❤️❤️🔥🔥🔥💐💐💐
ମାଇଚିଆ ଗୋଖେଇ ସାହୁ ମାଇପ ହାତ ରୁ କହୁଣୀ ଖାଉ🤣🤣🤣🤣🤣
ଚନ୍ଦନ ଭାଇ ପିଲାବେଳ କଥା ମନେ ପକେଇ ଦେଲ ❤️❤️ ବହୁତ ହସ ବି ଲାଗିଲା 😀😀 ଏମିତି ସବୁବେଳେ ସମସ୍ତଙ୍କୁ ହସାଉ ଥାଓ ❤️❤️
Next level chandan vai👍😂
Chandan bhai ❤️ ସତରେ ଏବେ ବି ସେ ଭୂତ ଗପ ଗାଁର ପୁରୁଖା ଲୋକଙ୍କ ମୁହଁ ରୁ ସୁଣି ବାକୁ ଇଚ୍ଛା ହୁଏ ହେଲେ ଆଉ ସେ ପୁରୁଖା ଲୋକ ନାହାନ୍ତି😭😭😭🙏bhai this is a heart touching episode ❤️ Please part 2
@chandu333
2 жыл бұрын
kzread.info/dash/bejne/kWil2K2tlamtp9o.html
@bikashsathua9505
2 жыл бұрын
Yes
@susanta_kumar143
2 жыл бұрын
kzread.info/dron/MzCf8J_n0q8SYKfBiOueiw.html
@rajasmitapalai7642
2 жыл бұрын
Achanti bhai
@susanta_kumar143
2 жыл бұрын
@@rajasmitapalai7642 thank u bro kzread.info/dron/MzCf8J_n0q8SYKfBiOueiw.html
No-1 Comedian in odisha only Chandan Bhai❤😍❤
@chandu333
2 жыл бұрын
kzread.info/dash/bejne/kWil2K2tlamtp9o.html
Apki talent bahut achha hai or apka Jo action 👍👍👍 superb beautiful and lovely really love
Best comedy actor and comedy actor ra brand ambassador ... Salute 👌
ଭାଇ ବହୁତ ଭଲ ଲାଗିଲା 👍👍 ଆଜିକାଲି କା ଦୁନିଆରେ ଏମିତି ହିଁ ଚାଲିଛି beautiful concept
ଏହି ଭୁତ କଥା ମୁଁ ମୋ ଜେଜେ ମା ଠାରୁ ଶୁଣି ଆସୁଛି 😂😂😂
@PREETAMMARBLEWORKS
2 жыл бұрын
#PREETAMMARBLEWORKS
@chandu333
2 жыл бұрын
kzread.info/dash/bejne/kWil2K2tlamtp9o.html
Awesome comedy video.... 👍👍👍👍
Superbbb bro very beautiful & funny comedy. I can't control my laughing
ଅପେକ୍ଷାର ଫଳ ମିଠା 🤩🤩🤩🤩 👏👏👏👏👏❤️❤️❤️❤️❤️❤️❤️❤️❤️❤️❤️❤️❤️❤️
@viralhorts683
2 жыл бұрын
Chandan bhai real talent. Late hau pachhe emiti best comedy concept neiki asa🙏 #rrcreationsindia
@balidiakhati5909
2 жыл бұрын
Right
Vala Heichii Auu Tk vala Hei Pari Thanta ! Big fan of your Chandan Bhai 🎉
My favorite comedian Chandan Bhai💫💫💫💫💯💯💯💯
My favorite comedyan ❤️
ବହୁତ ବଢିଆ ଲାଗିଲା ❤️ସୁନ୍ଦର୍ ଗ୍ରାମ୍ୟ ପରିବେଶ ଭିତରେ ଗାଁ ର ବାସ୍ନା ନିଆରା ଲାଗିଲା❤️ଏମିତି ଆଗକୁ ବଢିଚାଲ❤️ ଭଗବାନ ଆଶୀର୍ବାଦ କରନ୍ତୁ
ଅପେକ୍ଷା ର ଫଳ ବହୁତ୍ ମିଠା ଲାଗିଲା... You are the best comedian ...Best of luck all of you😍😍
@chandu333
2 жыл бұрын
kzread.info/dash/bejne/kWil2K2tlamtp9o.html
Part-2 of Sala Budha....heart touching story with same memory of my childhood....hearing Bhuta Gapa.... shivering with fear/sweating....
ଅତି ସୁନ୍ଦର ଭାଇ ,ତୁମର ସବୁ ଭିଡିଓ ମୁ ଦେଖେ ମତେ ବହୁତ ଖୁସି ଲାଗେ dil se like u bro ❤️❤️💐
ବହୁତ ବହୁତ ବହୁତ ଭଲ ଲାଗିଲା❤❤ ଜେଜେବାପା ଙ୍କ ପାଖରେ ବସି ଏମିତି କିଛି ଗପ ଶୁଣିବାର ସ୍ମୃତି ମନେପଡ଼ିଗଲା 😔😔 no-1 ଓ no-4 ଗପ ମୋ ଛୋଟ ବେଳେ ମୋ ଜେଜେ ମତେ କହୁଥିଲେ bt ସେଇ ସବୁ seriously କହୁଥିଲେ ଆଉ ଏଇ ସବୁ ମାଜ଼ାଳିଆ ଥିଲା 😄😄
@sidharthabiswal459
2 жыл бұрын
Dil se Rourkelia🔥
@ajanabivlogging7473
2 жыл бұрын
Chal jhuti
@ajanabivlogging7473
2 жыл бұрын
😜😀
Odisha 's one of the best comdician, nice bro keep it up 😂😂
Mind blowing performance keep it up Chandan bro
କାହାଣୀ ରେ ଯେଉ twist pura maja ଆସିଗଲା😂😂😂😂😂😂😂😂
ଚନ୍ଦନ ଭାଇ ଏ ଭିଡ଼ିଓ ଶଳା ବୁଢା ସୁପର ହିଟ ହେଇଚି👏👍❤ ଦୟାକରି ଏ ଭିଡ଼ିଓ ର next part creat କରନ୍ତୁ 🙏❤❤❤❤❤❤ଧନ୍ୟବାଦ ଚନ୍ଦନ ଭାଇ🙏🙂💖 ଆମ ଜଗତସିଂହ ପୁର ଟୋକା ପୁରା ବୋବାଲ 💖ଜୟ ମା ଶାରଳା 🙏 Chandan Bhai I am waiting for your next video 📹♥God bless you Bhai ❤🙏
@chandu333
2 жыл бұрын
kzread.info/dash/bejne/kWil2K2tlamtp9o.html
Odisha ra No 1 comedy king chandan bhai 👑👑
On of my favourite comedy 😀
ଅତି ସୁନ୍ଦର story 💯%great
That's why I liked chandan Biswal comedy, superb comedy punch dialogue.
@viralhorts683
2 жыл бұрын
Chandan bhai real talent. Late hau pachhe emiti best comedy concept neiki asa👌 #rrcreationsindia
@Sonu_Kumar_Das
2 жыл бұрын
That's true bro
@priyanshunayak3859
2 жыл бұрын
Bhai kn satre ki 😂
@subhendumahunta4479
2 жыл бұрын
@@priyanshunayak3859 aagnya 😁😁😁
@priyanshunayak3859
2 жыл бұрын
@@subhendumahunta4479 bapi nana 😁😁😁 😅
My favourite comedy channel now a days 🤣🤣.. well done bro
Chandan bhai ,, extraordinary comedy 👌👌
We need part 2 of sala budha🥺
@RahulKumar-jp9gs
2 жыл бұрын
Yes 🙄
@SHADOWGaming-mr1ot
2 жыл бұрын
😂
@adityagymlover1141
2 жыл бұрын
Ha bhai
Jagatsinghpur balikuda ra no1 comedyenn
ଚନ୍ଦନ ଭାଇ ପୂରୁଣା ଗପକୁ ମନେ ପକାଇ ହସାଇ ହସାଇ ଆଖିରୁ ଲୁହ ଆଉ ଏକ ହୋଇ ପେଣ୍ଟେର ଓଦା ହୋଇ ଗଲାଣି ଅନ୍ୟକ ଅନ୍ୟକ ଧନ୍ୟବାଦ ସବୁ କଳା କାର ମାନଙ୍କୁ ଭାଇ ତୁମ ପାଇଁ ଷ୍ଟୋରି ଲେଖୁଚି
Superb comedy chandan bhai &all team 👌👌🙌🙌 ✌💥✌❤
super Bhai 👌😂😂😂 ତୁମ ଭୂତ ଗପ ଶୁଣି ଆମେ ବି ଡରିଗଲୁ ଅତି ସୁନ୍ଦର ଭାବରେ vedio କରୁଛ ଆଉ team ବି 👌😀😀😀
Chandan Biswal Always Unique Story 👍👍👍
Beautiful comedy brother💕👍
Very nice story telling. Well done to entire team. If you will ask me which part was best than it was son-in-law and mother-in-law story. Really awesome acting. I am always watching but never comment before so thought I can give my valuable feedback. Thank you
ଭଗବାନ ତୁମକୁ ସବୁବେଳେ ଭଲ ରେ ରଖନ୍ତୁ ଆଉ ଆମକୁ ଏମିତି ହସେଈଚାଲ।
@chandu333
2 жыл бұрын
kzread.info/dash/bejne/kWil2K2tlamtp9o.html
ଶ୍ରୀ ଜଗନ୍ନାଥଙ୍କ ଆର୍ଶୀବାଦ ସବୁବେଳେ ତମ ଉପରେ ରହୁ ଏତିକି ମୋର ପ୍ରାର୍ଥନା
@chandu333
2 жыл бұрын
kzread.info/dash/bejne/kWil2K2tlamtp9o.html
My fev comedy actor.... Chandan Biswal sir 😊❤️ love uh 💗 so much ❤️ sir 😊 nd God bless uh ❤️
Op editting bro op comedy i dont stop laughing
Chandan bhai raaku is mind blowing🤯🤯
Bahuta Miss Karuthili Finally new episode asigala.thank you Chandan Sir and your team members.
@chandu333
2 жыл бұрын
kzread.info/dash/bejne/kWil2K2tlamtp9o.html
@pesupperrynkakumari3591
2 жыл бұрын
Mu bi
You are just brilliant. Pride of our Jagatsinghpur.
All character are fabulous specially chandan bro
ଓଡ଼ିଶାର no1 comediyan Super duper hit ସମସ୍ତଙ୍କ ମୁହଁରେ ହସ ଫୁଟାଉ ଥିବାରୁ ଅଶେଷ ଅଶେଷ ଧନ୍ୟବାଦ ମହାପ୍ରଭୁ ଶ୍ରୀଜଗନ୍ନାଥ ତୁମର and ତମ ପୁରା team ର ମଙ୍ଗଳ କରନ୍ତୁ ।
Cannot stop laughing😂😂
Paradeep ❤️ Chandan Bhaii favo 🥰
ଆଜି କାଲି ର କଥା ଭାଇ ନିଛକ ସତ କଥା 😋🥰 no copy paste that's real story thanks *Chandan* Bhai and tram ଯାହା କୁହ ଭାଇ ହସି ହସି ବେଦମ ମୁଁ
ଭାଇ ବହୁତ୍ LATE ହେଲା BUT FINALLY ଆସିଗଲା❤️.
Satare bhai tamo all members so sweet bhagwan karontu tame bohut agoku jaoo🙏🙏
Lol !!!... I can't stop laughing
Bahut badhia comedy aau tike horror vdo bhai... Khas kari chanda bhainka acting waa.. He is a very good actor.. Sabu character ku se bhalase present kariparuchanti.. Keep it up bro..