X-Gang ll Chandan biswal ll Odia comedy ll
Комедия
story written,screenplay,direction
---------------------------------
CHANDAN BISWAL
Edit-chandan biswal
Dop-Debasish Sahoo
Camera - k Abhinash
Color- Dev
music- gyana behera
cast🎞🎬👇
Chandan biswal
gopal das
khusboo
raka
smrutiranjan
pakun
sapan
subhashree
bikram
kanha
.
.
.
.
.
#chandanbiswal
#chandanbiswalnewcomedy
#xgang
#girlfriend
#odiacomedy
Пікірлер: 19 000
Download Probo & Earn Money:- probo-in.onelink.me/1kre/ChandanBiswalApril
@RRCreationsIndia
3 ай бұрын
Bhai badhia lagila overall...kintu starting re tk slow hei gala...mane entry au drone footage tym nei gala adhika
@jaganjena2797
3 ай бұрын
ଭାଇ ସୁପର ଭିଡିଓ ମନକୁ ଛୁଇଁଛି ❤❤
@srikantkumarmajhi6883
3 ай бұрын
Next video puni 1 barsha pare
@user-ey1qi5jz2f
3 ай бұрын
Vhai eie khara dinare jadi kehi gote bada fan thye mu hela sei pilati
@DjSmileBhadrak
3 ай бұрын
Bhaiiiiiiiiii knnnnnnn comment karibi mu nije confused ❤ ate excited mane kn kahibi ahuri video long haba drkrr bhaiii kichhi asubidha nahi pura full video dekha haba tk bi skip hebani bhaiiii 😊😊😊 I Love you so so so much bhaii tuma team ku salute ❤❤Dil seeee. Mind blowing jabardast super kn comment karibiii tume bujhi paruthiba ❤❤
ଭାଇ ଏଥର ବହୁତ ଅଧିକ ଖର୍ଚ କରିଛ ଜଣାପଡୁଛି ସମସ୍ତେ ଗୋଟିଏ ଗୋଟିଏ like cmt କଲେ ଭାଇ ର ପଇସା ଉଠିଯିବ ଜୟ ଜଗନ୍ନାଥ 🙏
@GhuguBaral-en2cw
2 ай бұрын
Tanka like apekhya tama like adhika heigalani bro
@dpradhan0603
Ай бұрын
aare bhai tankara paisa utho na utho tamara KZread salary aasijiba
ଚନ୍ଦନ ବାବୁ ଆପଣ ଓ ଆପଣଙ୍କ ଟିମ୍ ଅତି ଚମତ୍କାର ଅଭିନୟ କରୁଛନ୍ତି ତେଣୁ ସମସ୍ତ ଙ୍କୁ ଆନ୍ତରିକ ଧନ୍ୟବାଦ ।
@bighneshff9173
Ай бұрын
❤❤
ବଡ଼ିଆ ଲାଗିଲା ମନ ପୁରା ଖୁସି ହେଇଗଲା ଭାଇ
ଏ ବହୁତ ଭଲ ଲାଗିଲା ବା 😊😊😊 Beautiful acting chandan bhai
ଚନ୍ଦନ ଭାଇ ବହୁତ ଦିନରୁ ଅପେକ୍ଷ୍ୟା ରେ ଥିଲି love ❤ୟୁ ଚନ୍ଦନ bhai
@ALOK4KSTATUS
3 ай бұрын
ଚନ୍ଦନ ଭଇଙ୍କ ପାଇଁ ମୋ ହୃଦୟ ରୁ ଦୁଇ ପଦେ... ''ଉଡିଗଲା ଉଡାଜାହାଜ ପଡ଼ିଗଲା ଛାଇ. ଭାଇ ଆମର ଲେଟ ରେ ଭିଡିଓ ଆଣିବେ କିନ୍ତୁ ମଇଦାନ ଛାଡ଼ିବେ ନାହିଁ'' 🥰🥰🥰 Love From Ganjam, Berhampur, Hinjilicut.
@theanimal3153
3 ай бұрын
❤❤❤❤❤
@user-lj8vj2gw8y
3 ай бұрын
@@ALOK4KSTATUSbhai amara bi hinjilicut
@Dipacreation9701
3 ай бұрын
Kete Jana apekhya karithila like please
@ManojKumar-vw1kq
3 ай бұрын
super video bhai❤❤❤❤
ବହୁତ୍ ବଢିଆ ହେଇଚି, ଚନ୍ଦନ ଭାଇ ଟିକେ ଜଲଦି Next Part ଟା ଆଣ
ଅତି ସୁନ୍ଦର ହେଇଛି,ସମସ୍ତେ ଅତ୍ୟନ୍ତ ସୁନ୍ଦର ଭାବରେ ଅଭିନୟ କରିଛନ୍ତି,ବିଶେଷ କରି ଗୃପ ମହିଳା ନିଶା ମା ସହିତ ଭାଉଜ ମାନେ,
Bhala heichi sir continue heba drakara😂😂😂😂😂😅😅😅😅
ଚନ୍ଦନ ଭାଇଙ୍କ ପାଇଁ ହୃଦୟରୁ ଗୋଟେ ଲାଇକ୍ 👍❤❤😁💐💐
କେତେ ଜଣ wait କରିଥିଲ ଚନ୍ଦନ ଭାଇ ଙ୍କ x gang comedy episode କୁ pls like କରନ୍ତୁ
@mrprasantkhantiodiatoka6380
3 ай бұрын
Mo
@laxmipriya6599
3 ай бұрын
First vedio ta pauni mu
@user-uk1hb1hx6x
3 ай бұрын
Mu
ବହୁତ ସୁନ୍ଦର ହେଇଛି ଭିଡିଓ
Bahut badhiya heichi❤❤❤❤❤😂😂😂😂😂
କମେଡି ଧାରାବାହିକ ହେଲେ ପଛେ, ଓଡ଼ିଆ ଚଳଚ୍ଚିତ୍ର ରୁ ବହୁତ ଭଲ , own concept, background music all best ❤❤,chandan bhai love ❤ you
ମାନ କି ନମାନ.... ଚନ୍ଦନ ଭାଇ ❤ is the best comedian ever...
@mrprasantkhantiodiatoka6380
3 ай бұрын
Right 💯
@iswarmallik6562
3 ай бұрын
Right👍
@djbapibbsrofficial
3 ай бұрын
👍👍👍❤❤ Dil Se Right
@manasmalik5357
2 ай бұрын
Bhai mu manuchi
han bhai bhala lagila...mast video karuchhanti👍👍❤❤
Bohut Sundar heichhi ❤
ଚନ୍ଦନ ଭାଇ comedy high level ଭିଡ଼ିଓ ଲେଟ୍ ରେ ଆସୁଚି କିନ୍ତୁ ବହୁତ୍ ଭଲ ଆଉ ସୁନ୍ଦର୍ ଲାଗୁଚି ଚନ୍ଦନ ଭାଇ ତମ black costume entry🔥mast ଭାଇ ତମେ multi talented ସବୁ acting ସାଜୁଛି ur great ଭାଇ ❤ ଭିଡ଼ିଓ ଟି ବହୁତ୍ ଭଲ ଲାଗିଲା prt 2କେବେ ଆସିବ ଆମେ waiting ରେ ରହିଲୁ 😍
X gang is the best comedyan gang in the youtube odisha gang । ଅପେକ୍ଷା ର ଅନ୍ତ ଘଟିଲା x ଗ୍ୟାଙ୍ଗ ଆରମ୍ଭ ହେଲା । ଆଗକୁ ପୁଣି ପ୍ରେମ କାହାଣୀ । ଅପେକ୍ଷା ରହିଲା next video କୁ
Bahut badhia heichi bhai😊 you're the gem of the comedy industry
Bahut vala heichi vai ❤❤❤️❤️❤️
ଯେତେ ଲମ୍ବା ହେବ ସେତେ ଭଲ ଲାଗିବ, ଚନ୍ଦନ ଓ ମଙ୍ଗୁଳି ଭାଇ ମାଡ଼ି ଚାଲ❤
@user-el1pi4lp8n
Ай бұрын
So nice 👍👍👍
Chandan biswal comedy show ku 90% loka waiting rahu6anti ❤
Ati sundar ❤❤❤😊
❤❤❤❤❤ chandan like mix of hero comedy emotional.etc.❤😂 Proud of you
କିଏ କିଏ part -2 ଦେଖିବାକୁ ଚାହୁଁଛ ଲାଇକ କର
କଷ୍ଟ୍ଯୁମ୍ ଚେଞ୍ଜ୍, ବ୍ରେକ୍...👌🏻🤣🤣🤣🤣 ଏ ଖରାଦିନକୁ ଚନ୍ଦନ ଭାଇ କମେଡ଼ି, ହସି ହସି ମୋ... ଫାଟି ଗଲାଣି.....😂😂😂🤣🤣🤣
Bahut bahut mazedaar
Satare Chandan bhai comedy pura super ❤😅😅😅
କେତେ ଜଣ ଅପେକ୍ଷା କରିଥିଲ like plz
@revengers027
3 ай бұрын
❤❤❤❤uuuuuuuuu
@ALOK4KSTATUS
3 ай бұрын
ଚନ୍ଦନ ଭଇଙ୍କ ପାଇଁ ମୋ ହୃଦୟ ରୁ ଦୁଇ ପଦେ... ''ଉଡିଗଲା ଉଡାଜାହାଜ ପଡ଼ିଗଲା ଛାଇ. ଭାଇ ଆମର ଲେଟ ରେ ଭିଡିଓ ଆଣିବେ କିନ୍ତୁ ମଇଦାନ ଛାଡ଼ିବେ ନାହିଁ'' 🥰🥰🥰 Love From Ganjam, Berhampur, Hinjilicut.
@RamakantabeheraBehera
3 ай бұрын
Mu❤
@manaswinibarik9196
3 ай бұрын
Meee
@kamalakantaojha5755
3 ай бұрын
Mu tama apekhyare thili ta au
ସୁନ୍ଦର କମେଡି। ସତରେ ବହୁଦିନ ଅପେକ୍ଷାର ଅନ୍ତ ହେଲା। Nice very nice
Badhia...❤😂
Wahh Bhai..... love you
ମସ୍ତ ଭିଡ଼ିଓ ହୋଇଛି ଚନ୍ଦନ ଭାଇ ଆମ ଜଗତସିଂହପୁର ଟୋକା ଭିଡ଼ିଓ ନମ୍ବର 1
@akashsutar2202
3 ай бұрын
Jay maa sarala 🙏🏼
@kashinathmohanty6593
3 ай бұрын
Jaha hele bi aama gaan Toka na
@soumyaranjandas8946
3 ай бұрын
Jagatsinghpur district Chhota hele Kan hela,sabuthire agare
@Beautifulnture-et2bk
3 ай бұрын
@@kashinathmohanty6593Sanumanu Comedy Toka Bhi Jagatsinghpur Ra. Dubbing Comedy 😊😊😊😊😊
@nibeditmishra6385
2 ай бұрын
Kou gaon tamara@@kashinathmohanty6593
ବହୁତ୍ ବଢିଆ ହେଇଛି ଭାଇ,, ପ୍ରଭୁ ଜଗନ୍ନାଥ ଙ୍କ କୃପା ଦୃଷ୍ଟି ସବୁବେଳେ ଆପଣଙ୍କ ପରିବାର ଏବଂ ଆପଣଙ୍କ ଟିମ୍ ଉପରେ ଥାଉ ।
@user-ix3gn1tq2z
2 ай бұрын
I like it
Ki vdo re Bhai 😊😍😊 hasi hasi peta byatha hei Gala .... Satare Chandan Bhai You are Very Talented Artist & Team Also 😁😁😎😁😁 Jai Jagannath 🙏
Excellent cinematography ❤
ସତରେ ହସି ହସି ପେଟ ପୀଡା ହେଇଗଲା ଭାଇ ତମେ late ରେ ଆସୁଛ ସେଥିପାଇଁ ଅଧିକ hits ରହୁଛ
@mihirkumardas54
3 ай бұрын
That's R8
Jaha kuha Bhai gote pate sabu comedian au gote pate chandanbiswal 👍👍👍👍
@rupashree193
3 ай бұрын
ଇଟା ପୁରା ସତ 😂
@rakeshpani5600
2 ай бұрын
Good job 👍🏻👍🏻🎉🎉❤❤
Badhia heichi. Need more
Bahut badhiya hela🎉🎉😂😂😂😂😂
ବାହୁବଳୀ 2 ଦେଖିବା ଲାଗି ଯେତିକି ମନ ରେ ଇଚ୍ଛା ଥିଲା ତାହା ଠାରୁ ବି ଅଧିକା ଏହାର ପାର୍ଟ 2 ଦେଖିବାରେ ଆଗ୍ରହ ଥିଲା । Episode ଟି ବହୁତ୍ ବଢିଆ ଲାଗିଲା କିନ୍ତୁ ହି ହା ହେ ହୋ ହୋ ର ଛୁଙ୍କ ଟା କମି ଗଲା ।
@jitendrakumarsahu9071
3 ай бұрын
Tela sari jaithila ra
ଚନ୍ଦନ ଭାଇ ଆପଣଙ୍କ ଭାବନା ବହୁତ୍ ସୁନ୍ଦର । ସତରେ ଯଦି କେବେ ସୁଯୋଗ ମିଳେ ଆପଣଙ୍କୁ ନେଇ ନିଶ୍ଚୟ ଗୋଟେ ଚଳଚ୍ଚିତ୍ର କରିବା ।
@ODZEROX-wz3xt
3 ай бұрын
Tu ta Banda producer 😅😅😂
Bahut sundar ❤❤
ବହୁତ୍ ସୁନ୍ଦର ହେଇଛି ଭାଇ
ଆସିଲା ରେ ଏତେ ଦିନ ପରେ 😊
@subhransunkchanel2573
3 ай бұрын
Hn pa 😊
@harsingh3679
3 ай бұрын
Hospital Tila para chondan agya😂😂😂
@ALOK4KSTATUS
3 ай бұрын
ଚନ୍ଦନ ଭଇଙ୍କ ପାଇଁ ମୋ ହୃଦୟ ରୁ ଦୁଇ ପଦେ... ''ଉଡିଗଲା ଉଡାଜାହାଜ ପଡ଼ିଗଲା ଛାଇ. ଭାଇ ଆମର ଲେଟ ରେ ଭିଡିଓ ଆଣିବେ କିନ୍ତୁ ମଇଦାନ ଛାଡ଼ିବେ ନାହିଁ'' 🥰🥰🥰 Love From Ganjam, Berhampur, Hinjilicut.
@KumarGudu4321
3 ай бұрын
😂😂😂
@biswajitsahu345
3 ай бұрын
Ete dina pore auu tk comedy bhala se heithile bhla huonta...bhut dina pore ashuchi comedy dekhiki hasi hasi peta daraja karideba jemiti...Raja ra Raja jemiti bhuli hauni pati daraj heigala hasi hasi😄😄😄
Op bro bahut ru bahut badhiya haichhi
Just watched 7 minutes and the scenes are amazing , than most of the new Ollywood movies. 🎉
Sata katha hochhi bhai ame anei basithau chandan biswal comedy kete bele asiba, bahut vala heichhi ❣️👍👍👍😂😂. Dhanyawad ❤
ସବୁ ଯାଗା ରେ ଏଣ୍ଟ୍ରି ଟା zabardast ହେଇଛି 👌👌👌
Ati sundar abhinay chandan bhai part 3
Pura mast jhakash heichi
ସୁପର ସୁପର ହିଟ ବହୁତ ଦିନ ଅପେକ୍ଷା ପରେ ଚନ୍ଦନ ଭାଇ ଙ୍କ ଭିଡ଼ିଓ ଦେଖି କିଛି ସୁଖ ଅନୁଭବ କଲି ଧନ୍ୟବାଦ 🙏💐💐💐♥️
Bhai jabardast.. Tamara vdo sabu comedy youtubr manka thu bahut bhala... Tamara vdo gote dekhiba pai ame waiting re thau
bahut badhia heichi
Bahut badhiya super class ❤❤❤❤
ବହୁତ୍ ବଢିଆ ହେଇଛି ଭାଇ Part 2 ta jaldi release kara
ଭାଇ ଡେରି ରେ ହେଲେ ବି ବହୁତ ସୁନ୍ଦର ହେଇଛି,next episode ku apekhya
Really tumara Sabu comedy vdo bhal lagu6e Chandan bhai❤❤❤❤❤❤❤❤❤❤
Bhai bahutu badhia 👌👌👌😘😘🤣🤣
Bro Raja asigala ei thara raja ra raja puni gote vdo hau..... Jou mane bi chahuncha raja pain vdo hau like kara..👍
ଆମ ପାରାଦୀପ ରେ ନେହେରୁ ବଙ୍ଗଳା ରେ ସୁଟିଂ ହୋଇଛି ଦେଖିକି ବହୁତ ଖୁସି ଲାଗିଲା love you ଚନ୍ଦନ ଭାଇ❤❤
@sinu779
3 ай бұрын
Right❤
Isss must ❤
Badhia heichi bhai 🎉🎉🎉🎉
ବହୁତ ଦିନ ପରେ ଭିଡ଼ିଓ ଆସୁଥିବାର ବହୁତ କଷ୍ଟ ବି ଲାଗୁଛି ବହୁତ ଭଲ ବି ଲାଗୁଛି ବର୍ତ୍ତମାନ ଯଉମାନେ ଭିଡ଼ିଓ ଦେଖୁଛନ୍ତି like କର please 🙏
@baliakanha2794
2 ай бұрын
Hlw
ଭଲ ଅଛି ପାର୍ଟ-୨ ଟା ଆହୁରି ଭଲ ହେବ❤❤
Bahut bhala Achi bhai continue
Bahut badia heichi, ,,,,,,part 2 waiting
ଅନେକ ଦିନ ପରେ ପୁଣି ଥରେ ମନ ଖୋଲି ହସି ପାରିଲି,ବହୁତ୍ ବହୁତ୍ ଧନ୍ୟବାଦ୍ ଚନ୍ଦନ ଭାଇ ଏତେ ସୁନ୍ଦର୍ concept ଆଉ ଚମତ୍କାର ଅଭିନୟ ସାଙ୍ଗକୁ ଜବରଦସ୍ତ comedy tadka 👌👌 ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସହ ଗୋଟେ ଛୋଟ ଅନୁରୋଧ ଚନ୍ଦନ ଭାଇଙ୍କୁ X GANG ର next part ଟିକେ ଜଲଦି ଆଣିବାକୁ ଚେଷ୍ଟା କରିବେ।
ସତରେ ବହୁତ ନିଆରା ଚମତ୍କାର ବିଷୟବସ୍ତୁ... ଡେରିରେ ହେଉପଛେ ପୁରା ଚମକେଇ ଦେଉଛ.... ଓଡ଼ିଆ ଚଳଚିତ୍ର କୁ କାଟି ଦେଉଛ.... ମାଡିଚାଲ.... 💐💐💐
@jagannathdwibedi909
2 ай бұрын
Se ta stree ku lutila bele ame ta stree ra luti neba 😂😂😂
Great Job.....Chandan Babu...🎉🎉🎉
Chandan babu bahut sunder bahut sunder bahut sunder ❤❤❤❤love you and your team....
Content Master Mr Biswal Bhai ...🎉
Last seen ta mast thila 😂😂😂 ବାପା ଲୁଟିନେଲା ଚୋର ସାମାନ 😅😂😂😅
@user-lg9nz1ff5u
3 ай бұрын
Auri luti thanta jhiara bhagya bhala .🛏️🍑🥒
Bhai Bahut Badhia heichi❤
Bhai Tama comedy super 😂❤❤
ଏହି ପରି comedy କଲେ ଆମେ film ପରି ଦେଖି ବହୁତ ଖୁସି ଲାଗୁଚି ❤❤❤❤
Bahut badhiya heichhi,part2 jaldi bahara kara
@BabulDas-ht2su
3 ай бұрын
Ok
Bhai bahut bhala heichi sotare....
Bhai comedy show re bi ete hard story thiba aame kebe bhabi na thilu thanks for all your team....🎉
ଅପେକ୍ଷା ର ଅନ୍ତ ଘଟିଲା । ଭାଇ ଙ୍କ ଭିଡିଓ ଆସିଲା । ଭିଡିଓ ଟି ବହୁତ ଭଲ ଲାଗିଲା । Thankxxxx🎉🎉🎉🎉
କେନ୍ଦ୍ରାପଡ଼ା ଜିଲ୍ଲା ର ପିଲାମାନେ ଚନ୍ଦନ ଭାଇଙ୍କ ପାଇଁ ଗୋଟେ ଲିକ୍ ହଉ
@biswa_prakash_sahoo
3 ай бұрын
Aare mg chandan kendrapada ra nuha be Jagatsinghpur pila be
@GopalSharma-ts2qx
3 ай бұрын
tu bou bia mg kn kahuchi kendrapada pillanku
@user-dx8uh1bk2l
3 ай бұрын
Ha mu like deyechi
@mrpratapofficial6535
2 ай бұрын
Next part taa kebe asiba
@RKCREATIONS98
2 ай бұрын
Lik hauna pumchur 😅😅😂😂
jabarjast haechi bro 🤣😂🤣😂
Mind blowing concept ❤
Maja asi gola bhai comedy dekhiki chandan Bhai.....❤
ପୁରା ଆଲୁ ଅର୍ଜୁନ ଚାଲି, super ବହୁତ ବଢ଼ିଆ comedy,love you chandan bhaai
Pura khatarnak comedy 😅🎉
ବହୁତ ସୁନ୍ଦର ଭିଡିଓ ଟି ଥିଲା
ବହୁତ ସୁନ୍ଦର ହେଉଛି 😍 part 2 jaldi aanantu 😍♥️
Beautiful story..... Part 2 jaldi upload kara.
Bahut sundara hoichhi ❤
Bahutu badhia heichi bhai
Finally ଚନ୍ଦନ ଭାଇଙ୍କର ଭିଡିଓ ଟା ଆସିଲା ଜୟ ଜଗନ୍ନାଥ
ଭାଇ ତ ଅମିର ଖାନ୍ ପରି ହେଇଗଲେ,୪-୫ ବର୍ଷ ରେ ଗୋଟେ ଫିଲ୍ମ ଆସିବ, ଆଉ ତାପରେ ସମସ୍ତ ଙ୍କର ପ୍ରିୟ ଫିଲ୍ମ ହେବ।।.........🤣🤣🤣🤣🤣🤣
@spaniogamer2098
3 ай бұрын
😂
@laboratory.chemist
3 ай бұрын
❤❤❤❤❤
@Allmusicals95
3 ай бұрын
Thik katha kahicha bhai😊
@munapradhansahangagopalpur7612
3 ай бұрын
Right Bhai
@RJjyotivlog
3 ай бұрын
Thik kahicha bhai😊
Video bahut badiya heichhi love you Dil Se ❤❤❤❤❤❤
ବହୁତ ଭଲ ହେଇଛି ଚନ୍ଦନ ଭାଇ ❤
ଅତି ସୁନ୍ଦର ଅଭିନୟ ଜୟ ଜଗନ୍ନାଥ ସ୍ବାମୀ 🙏
ଭାଈ ଭଲ ଠୁ ବି ଅଧିକ ଭଲ ହେଇଚି ଯଦି ଏହି ଭଲ କୁ ଆହୁରି ଭଲ କରିବାକୁ ଚାହୁଁଛନ୍ତି ତେବେ next episode ଟା ଟିକେ ଜଲଦି ଛାଡ଼ନ୍ତୁ
@PrashantSahu-if5fo
2 ай бұрын
Sj koc lfo mlot😢😢😢😢😢❤❤❤
BGM outstanding puraa ganster entry bgm puraa khatarnak 😊
Fantastic roll Natural and perfect acting.love u all