Rok Thok Live | ଖୋଲିବ ନ୍ୟାୟର FILE ! | 28 June 2024 | Argus News

Rok Thok Live | ଖୋଲିବ ନ୍ୟାୟର FILE ! | 28 June 2024 | Argus News
#ArgusNews #RokThok #Justice #BJPGovt #OdishaNews #durgashish
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
KZread : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 627

  • @user-rk2ig9zk3q
    @user-rk2ig9zk3q26 күн бұрын

    ନବୀନ ହାରିବାର କାରଣ ସବୁ ମା ମାନଙ୍କ ଲୁହ ପଡିଲା ସିଏ ମା ମାନେ ଏପରଯନ୍ତ କାନ୍ଦୁଛନ୍ତି ଦୟାକରି ମା ମାନଙ୍କୁ ନ୍ୟୟ ମିଳୁ

  • @acharyauniversaltube7757
    @acharyauniversaltube775726 күн бұрын

    Argus news କୁ ବହୁତ ବହୁତ ଅଭିନନ୍ଦନ। ସମସ୍ତଂକର ଚୋପା ଛଡେଇ ଦିଅନ୍ତୁ। ସମସ୍ତଂକ ଉପରେ କଠିନରୁ କଠିନ ଦଣ୍ଡ ର ବିଧାନ କରାଯାଉ। ନଚେତ୍ ଆପଣମାନଙ୍କର ପରିଶ୍ରମ ପାଣିରେ ବୋହିଯିବ। ସେଟା ହେବାକୁ ଦିଅନ୍ତୁନି। ଓଡ଼ିଶା ଏବେ ଜାଗିଛି। ପୁରା ଦୁନିଆଁ ଜାଣୁ, ଓଡ଼ିଶାର ଗୋୖରବ।

  • @user-lt1eq4vt5e

    @user-lt1eq4vt5e

    25 күн бұрын

    Jadi BJP ku amane dei le taha hele sabu chappi puni diya heb

  • @cocobabu9828
    @cocobabu982826 күн бұрын

    ମୋହନ ସରକାର କୁ ଅନୁରୋଧ ନ୍ୟାୟ ମିଳୁ🙏🙏🙏

  • @sapanbhuyan-rv6wr

    @sapanbhuyan-rv6wr

    26 күн бұрын

    Ma giha bjd ku mara

  • @sapanbhuyan-rv6wr

    @sapanbhuyan-rv6wr

    26 күн бұрын

    I love nabinn sir

  • @adarshmedia7579

    @adarshmedia7579

    26 күн бұрын

    @@sapanbhuyan-rv6wr ବାଳ ନବୀନ

  • @prakashff944

    @prakashff944

    26 күн бұрын

    To bou bia re giha😂😂😂😂mgh ​@@sapanbhuyan-rv6wr

  • @prakashff944

    @prakashff944

    26 күн бұрын

    ​@@sapanbhuyan-rv6wrmgh pakistani mgh to bou ku kaha au bhauni ku Mali sahi asibe ta pare janibu mgh

  • @Radhakanta_Music_Official
    @Radhakanta_Music_Official26 күн бұрын

    ଆଦିତ୍ୟ ଦାସ୍ ମୃତ୍ୟୁ ର ତଦନ୍ତ କେବେ ହବ ଓଡ଼ିଶା ବାସୀ ଭୁଲି ଗଲେଣି କି 😢

  • @avinnasahoo5014

    @avinnasahoo5014

    26 күн бұрын

    ଏହାକୁ x ମାଧ୍ୟମରେ ଆଉ ଏକ ସୋସିଆଲ ମିଡ଼ିଆ ପ୍ରଚାରରେ ବ୍ୟବହାର କରାଯିବାକୁ ଜନ ସାଧାରଣ ଜନତା ଙ୍କ ନ୍ୟାୟ ପାଇବା ବିଚାର

  • @sonapradhan3810

    @sonapradhan3810

    25 күн бұрын

    Hm ta bhai

  • @prakashbasantia143

    @prakashbasantia143

    25 күн бұрын

    ହବ ହବ ଏ ଟା ବି ହବ

  • @Rali-w6c

    @Rali-w6c

    25 күн бұрын

    Na re bhi

  • @avinnasahoo5014

    @avinnasahoo5014

    25 күн бұрын

    @@Rali-w6c ହବ ଜଣଙ୍କୁ ନ୍ୟାୟ ପାଇବା ପାଇଁ ଜଦି ସୋସିଆଲ ମିଡ଼ିଆ ପ୍ରଚାରର ବ୍ୟବହାର କରାଯାଏ ନିଶ୍ଚିତ ଫଳପ୍ରଦ ହେବ

  • @user-vr9ro7bn9f
    @user-vr9ro7bn9f26 күн бұрын

    ମୋହନ ସରକାର ଙ୍କୁ ଅନୁରୋଧ ଏମାନଙ୍କୁ‌ ନ୍ୟାୟ ମିଳୁ

  • @sanatanbehera7829
    @sanatanbehera782926 күн бұрын

    ପ୍ରଥମେ ନବୀନ ପଟନାୟକ କୁ ଗିରଫ କରାଯାଉ ତାପରେ ଅନ୍ୟ ନେତା ମନ୍ତୀ ମାନଙ୍କୁ ଗିରଫ କରାଯାଉ

  • @iamindian2908

    @iamindian2908

    25 күн бұрын

    Right...

  • @ramanayak3052

    @ramanayak3052

    25 күн бұрын

    Rty

  • @prashantpatra9883

    @prashantpatra9883

    25 күн бұрын

    10000% right

  • @laxmidharapanda6086

    @laxmidharapanda6086

    24 күн бұрын

    ଖାଲି ଗିରଫ ନୁହେଁ ଶଳା ରାକ୍ଷସକୁ ଫାସୀ ଦରକାର ! ସଫେଦ କୁର୍ତ୍ତା ପାଇଜାମା ଭିତରେ ଗୋଟେ ରାକ୍ଷସଥିଲା !

  • @user-yr1hq5ei7d

    @user-yr1hq5ei7d

    24 күн бұрын

    Thik. Katha. Kaicha. Mo. Bhai.

  • @SatrughanNayak-qf1rt
    @SatrughanNayak-qf1rt26 күн бұрын

    କେହି ମାନ କି ନ ମାନ ଏହି ପୀଡ଼ିତା ମାଆ ମାନଙ୍କ ଲୁହରେ ବିଜେଡ଼ି ସରକାର ଭାସି ଯାଇଛି

  • @Goldmine579

    @Goldmine579

    26 күн бұрын

    Right bro

  • @rkrishnaveni1006

    @rkrishnaveni1006

    26 күн бұрын

    Right

  • @antaryamiswain6937

    @antaryamiswain6937

    25 күн бұрын

    👍 ସତ କେବେ ଲୁଚି ରହେନା

  • @akashlenka3213

    @akashlenka3213

    25 күн бұрын

    ମୁଖ୍ୟମନ୍ତ୍ରୀ ଥାଇ ନବୀନ ବାବୁ କେବଳ ତାମିଲ ପେଳ ଚାଟିଲେ😢 ପାଣ୍ଡୁ କୁ ଗାଣ୍ଡୀ ଦେଖେଇଲେ😢 ବିଜୁ ବାବୁ ମାତ୍ର ୫ବର୍ଷ ଶାସନ କରିଲେ ହେଲେ ତାଙ୍କ ରାଣ୍ଡିପୁଅ ସାରା ଓଡ଼ିଶା ତାଙ୍କରି ନାମ ରେ ନାମିତ କରି ଦେଲା😢

  • @jayadebsethi9251

    @jayadebsethi9251

    25 күн бұрын

    😢 💯 correct sabu Prabhu Jagannath bujhibe

  • @arunakumarpattanayak8193
    @arunakumarpattanayak819326 күн бұрын

    କଥା ଶୁଣି ଆଖିରୁ ଲୁହ ଆସିଗଲା,ମୁ ଜଗନ୍ନାଥ ଙ୍କ ନିକଟ ରେ ନେହୁରା ହେଉଛି ଭଗବାନ ଏମାନ ଙ୍କୁ ନ୍ୟାୟ ମିଳୁ

  • @gobindasoren5689
    @gobindasoren568926 күн бұрын

    ନ୍ୟାୟ ପାଇଁ ଯଦି ଯିଏ ଲଢ଼ୁଛି ସେ ହେଉଛି Argus news... ପୀଡ଼ିତ ଥିବା ପରିବାର , ବନ୍ଧୁ ମାନଙ୍କୁ କେମିତି ଲାଗୁଥିବ ତାଙ୍କର କଷ୍ଟ ଆମେ ଭଲ ଭାବରେ ଜାଣି ପାରୁଛୁ 😢😢😢 ପିହୁ , ଚିନ୍ମୟୀ ସମସ୍ତଙ୍କର ତଦନ୍ତ ହେଉ ଏବଂ ଦଶୀଙ୍କୁ କୋଠର ରୁ କଠର ଦଣ୍ଡ ମିଲୁ....

  • @user-no8up2wd9r

    @user-no8up2wd9r

    26 күн бұрын

    Tume A M L patiki tumara sabutathikiachi tum. Jhia kahikigala tumar. Khali. Thiachi 'Nabiar bhul .Navina .haigale jhahakahiva. Taha. Thik ki Navin kichi karinahi tankar Nanei BJD Dikukakhua. Navin

  • @prakashff944

    @prakashff944

    26 күн бұрын

    ​@@user-no8up2wd9rmgh to bhauni sangare emity heithile

  • @balakrushnarath4854
    @balakrushnarath485426 күн бұрын

    ନଂ୧ ରିପୋର୍ଟର ଅଫ ଓଡିଶା ମିଡ଼ିଆ ଚ୍ୟାନେଲ ମି. ଦୁର୍ଗଶିଷ ବାବୁ

  • @jchoudhury274
    @jchoudhury27425 күн бұрын

    ନ୍ୟାୟ ପାଇଁ ଲଢେଇ ପରିବାର କୁ ମୋହନ ସରକାର ନିଶ୍ଚିତ CBI ତଦନ୍ତ କରି ନ୍ୟାୟ ଦେବେ ଜୟ ଜଗନ୍ନାଥ

  • @oldisgold8047
    @oldisgold804726 күн бұрын

    ଦୁର୍ଗା ବାବୁ ଙ୍କୁ ଆଉ arguse ଚାନେଲ ବହୁତ ବହୁତ ଧନ୍ୟବାଦ

  • @AshokPanda-qt4qn

    @AshokPanda-qt4qn

    25 күн бұрын

    Prakrut Re No 1 o Aka Atmiya Daradi news channel Maa Samleiswari Asirbad karantu Ahara Agaku badhibare 🙏

  • @bharatchandrabarik5921
    @bharatchandrabarik592125 күн бұрын

    ମୋହନ ସରକାରଙ୍କ ମୋର ସମ୍ପୂର୍ଣ ବିଶ୍ୱାସ ସେ ନିଚିନ୍ତ ଏ ମାମାନଙ୍କୁ ନ୍ୟାୟ ଦେବେ,

  • @roshnimohapatra2797
    @roshnimohapatra279726 күн бұрын

    ଏ ସମସ୍ତ ରକ୍ତ ଶୋଷଣ କାରୀ ଜୋକ ମାନଙ୍କୁ ମାଟି ଖୋଳି ଜିଅନ୍ତା ପୋତି ଦିଆଯାଉ.......ଜୟ ଶୀଜଗନ୍ନାଥ....

  • @puchku6046
    @puchku604626 күн бұрын

    ମାଘିଆ ନବୀନ ପଟ୍ଟନାୟକ. ....ତ ବୋଉ ବିଆ ରେ ମୁଣ୍ଡା ପୂରେଇକି ସୋଇଥିଲୁ ....ମାଘିଆ ଓଡ଼ିଶା ବାସି କେତେ ଦୁଃଖ ରେ ଥିଲେ.....ତୋ ବାପା ର ତୁ ଗୋଟେ କୁଳାଙ୍ଗାର ପୁଅ....ଛି ଛି....ତ ମୁହଁ ରେ ଛେପ ପକେଇବାକୁ ଇଛା ହୋଉଛି

  • @jagabandhuparida1236

    @jagabandhuparida1236

    26 күн бұрын

    Right 👍👍

  • @prashantpatra9883

    @prashantpatra9883

    25 күн бұрын

    Right right

  • @pradiptarout4070
    @pradiptarout407026 күн бұрын

    ନବୀନ ବାବୁ ତମୁକୁ ଲାଜ ନାହିଁ

  • @laxminarayanpanda1427

    @laxminarayanpanda1427

    26 күн бұрын

    ଏହି ଲୋକଟି କୁ ବାବୁ କୁହନ୍ତୁ ନହିଁ।

  • @user-po9yb3rv1m

    @user-po9yb3rv1m

    25 күн бұрын

    Kn Babu kahucha chura sala ku

  • @user-po9yb3rv1m

    @user-po9yb3rv1m

    25 күн бұрын

    Sala chora ku kn Babu kahucha

  • @sadananddas7553
    @sadananddas755326 күн бұрын

    ବବିକୁ,,,ମାରିକି,,କଥା,,ଆଦାଇ,,କର,,,ବବି,,ସବୁଜାଣିଚି

  • @suryamanijena7919

    @suryamanijena7919

    25 күн бұрын

    Babi magiya ta sola

  • @abhimanyuparida7499
    @abhimanyuparida749926 күн бұрын

    Jai jagarnath ନ୍ଯାୟ ମିଳୁ

  • @srikantakumarhota6134
    @srikantakumarhota613426 күн бұрын

    ଯେତେ ସବୁ ଅପରାଧ ହୋଈଛି, ସବୁର ସି ବି ଆଈ ତଦନ୍ତ ହେବା ଦରକାର୍ । ସି ବି ଆଈ ତଦନ୍ତ ହେଲେ, ସବୁ ଅପରାଧି ମାନେ ଧରା ପଡିବେ।

  • @adiamove5288
    @adiamove528826 күн бұрын

    ନ୍ୟI ମିଳୁ

  • @krushnachandrajena9580
    @krushnachandrajena958025 күн бұрын

    ମୋହନ ସରକାର କୁ ଅନୁରୋଧ ଏୟ ମା ମାଙ୍କୁ ନ୍ୟୟ ମିଳୁ 🙏

  • @biprapriya
    @biprapriya25 күн бұрын

    ACF Soumya Mohapatra ଙ୍କ case ର ଫାଇଲ୍ ଆଉଥରେ ଖୋଲିବା ଦରକାର।

  • @tilucreations

    @tilucreations

    25 күн бұрын

    Good

  • @mishra_com4611

    @mishra_com4611

    25 күн бұрын

    Bhai bahut bhala। Ama pakha loka se but। Sabu loka marila pachhare neta manti। ସପଟ rahuchhi

  • @swagatdas1412
    @swagatdas141226 күн бұрын

    Bjd sarkar gote hinjada sarkar thila 🎉

  • @sadananddas7553
    @sadananddas755326 күн бұрын

    ପ୍ରତାପ,,ମାଗିଆ,,ତତେ,ମୁ,କହିଦ ଉଚି,,ମାନିଜା,,ନହେଲେ,,ତ,କଥା,,ମୁ,ବୁଝିମି,,କହିଦ ଉଚି

  • @laxminarayanpanda1427

    @laxminarayanpanda1427

    26 күн бұрын

    👍👍👍

  • @padmalnaik8017

    @padmalnaik8017

    26 күн бұрын

    Naveen kukura suniba nahi

  • @antaryamiswain6937
    @antaryamiswain693725 күн бұрын

    Argus news କୁ ମଜବୁତ୍ କରନ୍ତୁ.ସେ ମଜବୁତ୍ ହେଉ ଜୟ ଜଗନ୍ନାଥ ଧର୍ମର ହେଉ ଜୟ

  • @BPPcreation
    @BPPcreation24 күн бұрын

    @Argus and Specially Durgasis Bhai ଙ୍କୁ ଅନୁରୋଧ କି ଖାଲି ଏତିକି ନହେଁ ସମସ୍ତ ପୀଡ଼ିତ ପରିବାର ର ସଦସ୍ୟ ଙ୍କୁ ଆଣି ଏହି Rok Thok କାର୍ଯ୍ୟକ୍ରମ ରେ ସାମିଲ କରନ୍ତୁ। ସେମାନଙ୍କ ପ୍ରତିକ୍ରିୟା ମଧ୍ୟ ଲୋକ ଲୋଚନ ରେ ପରିପ୍ରକାଶ କରନ୍ତୁ। it's a humble request 🙏🙏🙏🙏🙏🙏

  • @manoranjanpanda5536
    @manoranjanpanda553626 күн бұрын

    ନବୀନ ପଟ୍ଟନାୟକ ଓ ଵିଜେଡି ଦଳ ଭାବିଥିଲେ ଆମେ ସବୁଵେଳେ ଜିତିଆସୁଥିଵୁ ମନମାନି ଶାସନ ଚଳାଇଵୁ, ନିମକହାରାମ ନବୀନ ପଟ୍ଟନାୟକ, ଏ ଶଳାର ଶାସନରେ ନ୍ୟାୟ ଅନ୍ୟାୟ ର କିଛି ଫରକ ରହିଲା ନାହିଁ, ଏଶଳାକୁ ସିଵିଆଇ ଲଗାଇ ଦୁର୍ନୀତିର ପେଡି ଖୋଲାଯାଉ ଏବଂ ଜେଲରେ ମରିଵାକୁ ଦିଆଯାଉ, ଏ ମରିଗଲେ କଳଙ୍କିତ ମୁଖ୍ୟମନ୍ତ୍ରୀ ଇତିହାସ ଶେଷ ହେବ, ବର୍ତମାନ ଏ ଓଡିଶାରେ ଯେଉଁଠିକି ଯିଵ ଚପଲ ମାଡ ଖାଇବ, ଜୟ ଜଗନ୍ନାଥ,

  • @swagatbehera1591

    @swagatbehera1591

    26 күн бұрын

    Mo akhi ru luha baharijauchi

  • @SubashChandraSahu-bo5fm
    @SubashChandraSahu-bo5fm26 күн бұрын

    ଏବେ ନବୀନ ଟୁଇଁ ନେ ଗିହବେ ଓଡ଼ିଆ ମାନେ

  • @smrutiranjanmallik4767
    @smrutiranjanmallik476726 күн бұрын

    ଭଗବାନ୍ ନ୍ୟାୟ ମିଳୁ

  • @UpendraSwain-xd1dg
    @UpendraSwain-xd1dg26 күн бұрын

    Jai jagannath argus chanell

  • @Satyamded
    @Satyamded26 күн бұрын

    ନବୀନ ମୁଖ୍ୟ କଟାପର୍ଦାର ଚେହେରା ଦେଖା ଯାଉଛି ନିର୍ଦୋଷ ବୋଲି ହେଲେ ବହୁତ ବିପଦଜନକ

  • @rudrasahoo6766

    @rudrasahoo6766

    25 күн бұрын

    ଶଳା ଟା ଧୂଳିଆଜନ୍ଦା .. କଥା କହିଲେ ପାଟି ଖନୀ ବାଜିବ ବୋଲି ବେସି କଥା କହେନି

  • @krishnaprasadrath
    @krishnaprasadrath26 күн бұрын

    "Akshaya heu punya jagate Dharma ra heu Jaya".🙏 Jai ♥️🇮🇳🔥 Hind 🙏

  • @_raj00
    @_raj0025 күн бұрын

    ନୟାଗଡ ପରୀର case ରେ CBI ଲଗେଇ ନ୍ୟାୟ ଦିଆଯାଉ 🙏 ପରୀ କୁ ନ୍ୟାୟ ଦିଆଯାଉ

  • @bidhubhusansamantasinghar4792
    @bidhubhusansamantasinghar479226 күн бұрын

    Naveen Babu ଆପଣ ଠିକ୍ ସେ ନ୍ୟାୟ ଦେଇ ପାରି ନାହାନ୍ତି ତଥାପି ଓଡ଼ିଆ ଜାତି ଆପଣଙ୍କୁ ଭଲ ପାଆନ୍ତି । ଦୟାକରି ଆପଣ BJD ଶାସନ କୁ ଯଦୁ ବଂଶ ପରି ଶେଷ କରି ନିଜର ମହାନତା କୁ ରକ୍ଷା କରନ୍ତୁ । ପାରିବେ ଯଦି ରାଜ୍ୟପାଳ ଅଥବା ରାଷ୍ଟ୍ରପତି ହୋଇ ଦେଶ ର ସେବା କରନ୍ତୁ ।

  • @BaladevNayak

    @BaladevNayak

    26 күн бұрын

    RIGHT

  • @AshokPanda-qt4qn

    @AshokPanda-qt4qn

    25 күн бұрын

    Nabin Babu nku Orissara Rajyapal Rakhidele Bhala Huanta

  • @AshokPanda-qt4qn

    @AshokPanda-qt4qn

    25 күн бұрын

    Apananka Matare Mu Akamata

  • @harprasadsenapati3945

    @harprasadsenapati3945

    25 күн бұрын

    Kehi Jane odisha basi bhala paunahanti . Narendra Modi nka bhali kehi hrudayaban byakti nahanti

  • @iamlipumallik

    @iamlipumallik

    25 күн бұрын

    Tuma bhauni jhia saha emiti heithile naveen ra prasansa karu na thanta

  • @gobindasoren5689
    @gobindasoren568926 күн бұрын

    BJP ଜିତିଲା ପରେ ଯୋଉମାନେ ବିରୋଧ କରୁଛନ୍ତି ସେମାନେ ଏ Argus news ଟିକେ ଦେଖନ୍ତୁ ଆଉ BJD କୁ ସପୋର୍ଟ କରନ୍ତୁ.. ଏ news ଦେଖିଲା ପରେ ଆଉ ରହି ହେଉନି ଏବଂ ଯଉମlନେ ଏମାନଙ୍କୁ ନ୍ୟାୟ ଦେଇନି ସେମାନଙ୍କୁ ହାଣି ଦେବାକୁ ଇଚ୍ଛା ହେଉଛି🎤🎤🙏🙏🙏

  • @twinsbaby-ky1kz
    @twinsbaby-ky1kz26 күн бұрын

    Jai jagannath

  • @abcdforyou2399
    @abcdforyou239924 күн бұрын

    ଏ ମାଆ ମାନଙ୍କୁ ନ୍ୟାୟ ମିଳୁ 🙏🏻🙏🏻

  • @laxmidharsenapati3313
    @laxmidharsenapati331321 күн бұрын

    ଧନ୍ୟବାଦ ଆମ ମୋହନ ସରକାର ଙ୍କୁ। ଯେତେ ଝିଅ ମା ଭଉଣୀ ମାନଙ୍କୁ ଧର୍ଷଣ କରି ମାରି ଛନ୍ତି ସମସ୍ତ ଙ୍କୁ ନ୍ୟାୟ ମିଳୁ। କିନ୍ତୁ ବିଜେଡି ନେତା ପୋଲିସ ଏବଂ ଯେଉଁ ମାନେ ଏଥିରେ ଅଛନ୍ତି ସମସ୍ତ ଙ୍କୁ ଧର ଜେଲ୍ କୁ ପଠାଇ ଦିଅ।

  • @trailokyanathbidaradbisa-zt2zi
    @trailokyanathbidaradbisa-zt2zi24 күн бұрын

    🙏🌹ଧନ୍ୟବାଦ argus news. ଚାନେଲ ର ସବୁ କର୍ମ କର୍ତା ଙ୍କୁଆମର ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାଥନା ତୁମମାନଙ୍କୁ ଶକ୍ତି ଦିଅନ୍ତୁ. ସାଧାରଣ ଲୋକଙ୍କୁ ସାହାଯ୍ୟ କର ଧନ୍ୟବାଦ 🌹🙏

  • @ramanayak3052
    @ramanayak305225 күн бұрын

    ବହୁତ ବହୁତ ଧନ୍ୟବାଦ CM Sir ଙ୍କୁ

  • @sasmitakundu8682
    @sasmitakundu868226 күн бұрын

    Jay Jagannath 🙏

  • @sukantakumarsushant4715
    @sukantakumarsushant471526 күн бұрын

    ଆମ ରାଜ୍ୟ ରେ ଯେତେ ଭ୍ରଷ୍ଟା ଚାରୀ ଅଫସରମାନେ ଅଛନ୍ତି, ସମସ୍ତ ଙ୍କୁ ସସ୍ପେଣ୍ଡ କରାଯାଉ, ଏବଂ ଜେଲ ପଠା ଯାଉ। ଆଉ ଆମ ରାଜ୍ୟ ରେ ବହୁତ୍ ଶିକ୍ଷିତ ବେକାର ଯୁବକ୍, ଯୁବତୀ ଅଛନ୍ତି ସେମାନଙ୍କୁ ଚାକିରୀ ଦିଆଯାଉ ।

  • @user-qw4wb2nt2r
    @user-qw4wb2nt2r25 күн бұрын

    Argus. Is the Best argus news Sabutharu Samata nka tharu aagare Argus news data nku moora Salut arugus news Sabubele samstanka Sahita Achhi Rahiba Love you argus news

  • @omkarjethi2644
    @omkarjethi264426 күн бұрын

    ଏତେ ଅତ୍ୟାଚାର ଏତେ ଅନ୍ୟାୟ ଏତେ କଳେଙ୍କାରି ଏତେ ଘୋଟାଲା, କେମିତି ଭଗବାନ ସହୁଛନ୍ତି ତୁମେ ଭଡୁଆ ମା ଗିହା ମାଦର୍ଚୋଦ ବେଇମାନି ହାରାମି ବିଜେଡି ଦଳ ଚୋର ସଳାଙ୍କୁ,ମାନ୍ୟତ ବର ମୁଖ୍ୟ ମନ୍ତ୍ରୀ ମୋହନ୍ ଚରଣ ମାଝି ସାର୍ ଙ୍କୁ ଅନୁରୋଧ ଏ ସମସ୍ତ ମାଦର୍ଚୋଦ ମାନଙ୍କୁ ସିବିଆଇ ତଦନ୍ତ କରି ସିଘ୍ର ଜେଲ୍ ପଠେଇ ଏ ଭଡୁଆ ବିଜେଡି ଚୋର ଦଳକୁ ପୁରା ଓଡିଶା ମାଟିରୁ ଛପେଇ ଦିଆଜାଉ,ପ୍ଲିଜ ମୋହନ୍ ଚରଣ ମାଝି ସାର୍ ଓଡିଶା ବାସି ଙ୍କୁ ନ୍ୟାୟ ଦିଆଜାଉ😂

  • @sailendupanda2027
    @sailendupanda202725 күн бұрын

    ମୋହନ ସରକାର ଶୀଘ୍ର ତଦନ୍ତ କରନ୍ତୁ 🙏🙏🙏🙏

  • @sasmitalenka5510
    @sasmitalenka551025 күн бұрын

    ଓଡ଼ିଶା ରେ ପ୍ରତି ଜାଗାରେ,ବାହାରୁ ଆସି ରହୁଥିବା ବଞ୍ଜରା ମାନଙ୍କୁ ବାହାର କରନ୍ତୁ ,ଆଉ ପିଲା ଚୋରି ରାକେଟ୍ କୁ ଧର ଯାଉ, ଏବଂ ବିଜେଡି ଶାସନ ସମୟରେ ହେଇଥିବା ପ୍ରେତେକ୍ୟ ଟି ,ହତ୍ୟା , ଦୁଷ୍କର୍ମ, ପିଲା ଚୋରି ର ପରଦା ଫାର୍ସ ହେଉ ଦୋଷୀ କି ଦଣ୍ଡ ମିଳୁ ,

  • @bholanathnaik2500
    @bholanathnaik250023 күн бұрын

    5 ବର୍ଷ ଭିତରେ ଭୁଲି ଯିବେ ନବୀନ ପଟ୍ଟନାୟକ କାଳ ହେଇଯିବ ଆଉ ନବୀନ ପଟ୍ଟନାୟକ ଭୋଟ ଦେବାକୁ ଇଚ୍ଛା ହେବ ନାହିଁ ,ତମେ ମାନେ କହୁଛ 2029 ରେ ନବୀନ ପଟ୍ଟନାୟକ ଆସିବ ବୋଲି କହୁଛ ହେଲେ କେବେ ବି ଆସିବ ନାହିଁ ବହୁତ ବଡ ଭୁଲୁ କରିଦେଇଛି ଏବେ ସବୁ ଜେଲ ଯିବାକୁ ପଡିବ, ଥାଙ୍କୁ sir

  • @Rupalink
    @Rupalink25 күн бұрын

    ଧର୍ମର ଜୟ ହେଉ ଜୟ ଜଗନ୍ନାଥ 🙏🙏🙏🙏

  • @PmdKumar
    @PmdKumar25 күн бұрын

    କଥା ସୁଣିକି ଆଖିରୁ ଲୁହ ଆସିଗଲା ମୁ ଶ୍ରୀ ରାମ ଙ୍କ ନିକଟ ରେ ଏତିକି ପ୍ରାଥନା କରୁଚି ଏମାନ ଙ୍କୁ ନ୍ୟାୟ ମିଳିବା ଦରକାର୍,, ଜୟ ଶ୍ରୀ ରାମ 🙏🙏🙏

  • @ashokbehera4968
    @ashokbehera496826 күн бұрын

    ସୀତା ଙ୍କ ଲୁହରେ ରାବଣ ବଂଶ ଦ୍ରୁପଦୀ ଙ୍କ ଲୁହରେ କୁରୁବଂଶ ଆଉ ଏ ମା ମାନଙ୍କ ଲୁହରେ bjd ବଂଶ ସମ୍ପୂର୍ଣ ଧ୍ୱଂସ ପାଇବ ଏ ମା ମାନଙ୍କୁ ତୁରନ୍ତ ନ୍ୟାୟ ମିଳୁ

  • @ranjitmohanty7068
    @ranjitmohanty706825 күн бұрын

    Jay Jagannath argus chanell

  • @user-hj1yl6ch2h
    @user-hj1yl6ch2h26 күн бұрын

    Mohan Sarkar nku anurodh pidita parivar nku Naya pradan karantu.

  • @nilamanidas1172
    @nilamanidas117226 күн бұрын

    Jay Jaganatha 🌹🙏🌹.naya darakar

  • @amanbabu9241
    @amanbabu924125 күн бұрын

    Good job argus news

  • @piyushrajkumar15
    @piyushrajkumar1525 күн бұрын

    ନବୀନ ବାବୁ ଆପଣ ଓଡିଶା ଛାଡି ପଳାନ୍ତୁ. ଓଡିଶା ବାସୀ ଏବେ ବି ଆପଣଙ୍କୁ ଭଲ ପାଆନ୍ତି କେତେ ଭଲ ପାଆନ୍ତି ଆପଣ ଜାଣି ନାହାନ୍ତି କି ଜାଣିବାକୁ ଚେଷ୍ଟା କଲେନି ବୋଧ ହୂଏ ଆପଣଙ୍କ ପରି କୃତଘ୍ନ ବ୍ୟକ୍ତି ବିରଳ. ଯେବେ ଠାରୁ ଆପଣ ଓଡିଶା ଆସିଲେ ଏଠାରୁ ଲକ୍ଷ୍ମୀ ଛାଡି ଚାଲିଗଲେ. ଆପଣ ଗଲେ ଆପେ ଆପେ ଏ ବିଜେଡି ନର ରାକ୍ଷସ ଧ୍ବଂସ ହେଇଯିବେ ଦୟାକରି ଓଡିଶା ଛାଡ଼ନ୍ତୁ

  • @susantmalik1872
    @susantmalik187225 күн бұрын

    Durga Bhai very good and aurgas news samasta bhai bhaunimananku.

  • @user-bd3me5cj2q
    @user-bd3me5cj2q26 күн бұрын

    miliba darkar

  • @gautamchandrarout605
    @gautamchandrarout60526 күн бұрын

    Equal Justice for all.

  • @keyboardboysushil
    @keyboardboysushil25 күн бұрын

    ମୋର ମଧ୍ୟ ମୋହନ ସରକାରଙ୍କୁ ଅନୁରୋଧ ଯେ ସମସ୍ତ ପିଡ଼ିତ ପରିବାର କୁ ନ୍ୟାୟ ମିଲୁ ଖାସ କରି ଦିବ୍ୟଶଙ୍କର ମିଶ୍ର କୁ ତିହାର ଜେଲ ପଠାଇବା ବ୍ୟବସ୍ଥା କରନ୍ତୁ।

  • @NiranjanOram-fu1qt
    @NiranjanOram-fu1qt25 күн бұрын

    ସତ୍ୟ ମେବ ଜୟତେ ସତ୍ୟ ର ଜୟ ହେଉ, ସମସ୍ତଙ୍କୁ ନ୍ୟାୟ ମିଳୁ । ଅକ୍ଷୟ ହେଉ ପୂଣ୍ୟ ଜଗତେ ଧର୍ମ ର ହେଉ ଜୟ ।

  • @purusottamparhi7202
    @purusottamparhi720225 күн бұрын

    jayjaganath

  • @user-de8fy6vq3k
    @user-de8fy6vq3k25 күн бұрын

    ସେ ଆଇଆଇସି ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏଇ ଅମାନସିକ ତା ପାଇଁ ପୋଲିସ ବିଭାଗ କୁ ଛି ଛି।

  • @fullmasti5481
    @fullmasti548125 күн бұрын

    Very good action 🙏🙏🙏

  • @user-in5cv2ed7b
    @user-in5cv2ed7b26 күн бұрын

    Jai Jagannath Odisha Jagannath shahadat August news dhanyvad Jay Jagannath Odia🎉🎉🎉🎉❤❤❤❤

  • @niradanaik7999
    @niradanaik799925 күн бұрын

    Argus news jindabaat

  • @bijaymahanta802
    @bijaymahanta80226 күн бұрын

    Give justice... justice... justice 🙏

  • @kumartapan1121
    @kumartapan112121 күн бұрын

    ପ୍ରକୃତ ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ବିବେଚିତ କରନ୍ତୁ କେବଳ ଏ ପରିବାର କୁ ନ୍ୟାୟ ଦେଇ ସାରା ଓଡିଶା ଏ ଅପେକ୍ଷା ରେ 🙏🏾

  • @pratapsahu772
    @pratapsahu77226 күн бұрын

    Super

  • @abhinandansabar5828
    @abhinandansabar582825 күн бұрын

    Argur news salute

  • @raghupujari969
    @raghupujari96922 күн бұрын

    Thanku ,argus, news ❤❤❤❤❤❤

  • @nayakbibhuti4535
    @nayakbibhuti453526 күн бұрын

    Pari case Durga bhai please 😅❤❤❤I love you Argus news

  • @user-kn3zf4rd7k
    @user-kn3zf4rd7k25 күн бұрын

    Nua sarkaranka ehi nitiku kotikoti 🙏🙏🙏🙏🙏🙏🙏🙏🙏👏

  • @lambodarbisoi113
    @lambodarbisoi11324 күн бұрын

    Mohan sir, please take him action.all criminal cases

  • @rajudasbaburaju24
    @rajudasbaburaju2425 күн бұрын

    One side news always from argus

  • @bijayakumarmishra2964
    @bijayakumarmishra296423 күн бұрын

    ନ୍ୟାୟ ମିଳୁ

  • @anantasa6565
    @anantasa656525 күн бұрын

    ନ୍ୟାୟ ମିଳିବାର କଥା ମୋହନ ସାର 🎉🎉🎉🙏🙏🙏

  • @SalkhanHansdah-qs6hw
    @SalkhanHansdah-qs6hw17 күн бұрын

    Great rok thok news sir❤❤❤.....

  • @user-hl3el2mh4j
    @user-hl3el2mh4j21 күн бұрын

    ମୋହନ ସରକାର ଙ୍କୁ ଅନୁରୋଧ ପୀଡିତ ମାନଙ୍କୁ ନ୍ୟାୟ ମିଳିଲେ ବହୁତ ଭଲ ହୁଅନ୍ତା

  • @subashsahoo3527
    @subashsahoo352725 күн бұрын

    ପୁରୁଣା ପାଠର ଆଲୋଚନା ଅଶେଷ ଅଶେଷ ପ୍ରଣାମ ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @ramakrushnanath8623
    @ramakrushnanath862325 күн бұрын

    Durga bhai 🙏🙏mohan sarkaar ku🙏🙏 nyaya diantu req st

  • @dasharathiswain956
    @dasharathiswain95626 күн бұрын

    Jay BJP Jay Modi 🙏💐🙏

  • @user-is1my1yn1l
    @user-is1my1yn1l26 күн бұрын

    Please police photo ମିଡିଆ କୁ ଦୀଓ Argus news Odia please

  • @sasmitarani3453
    @sasmitarani345326 күн бұрын

    Many many thanks durgashis Bhai bahut Bhala topic samastanka front ku anichanti.

  • @PanchasakhaIrrigation
    @PanchasakhaIrrigation26 күн бұрын

    Sir ACF somyaranjan ku kn nya miliboni ki DFo sangramkeshori BJP re misi gole

  • @nirmalsamalnirmal818
    @nirmalsamalnirmal81821 күн бұрын

    Thank you Sir❤

  • @NibasNayak-dt1wj
    @NibasNayak-dt1wj7 күн бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏

  • @natabardas2944
    @natabardas294415 күн бұрын

    Jay Jagannath 🙏🙏🙏👍👍👍👍👍👍👍👍👍👍👍

  • @KunuDehuri-ev8rg
    @KunuDehuri-ev8rg19 күн бұрын

    ମୋହନ ସାର ଙ୍କୁ ଅନୁରୋଧ କରୁଛୁ ସାଧାରଣ ଲୋକକୁ ନ୍ୟାୟ ମିଳୁ 🙏🙏🙏🙏🙏🙏🙏🙏🙏🙏🙏

  • @TrilochonPatri
    @TrilochonPatri26 күн бұрын

    ଅତିଶୀଘ୍ର ଏମାନଙ୍କୁ ଧରାଯାଏ ମୋହନବାବୁ ନହେଲେଆଗକୁମଧିଅହବ

  • @akshaykumarjena8486
    @akshaykumarjena848626 күн бұрын

    Durga shree sir go ahead u r great , we r with u , odisha will save only for u .

  • @bharatbhusansamal3148
    @bharatbhusansamal314826 күн бұрын

    ନ୍ୟାୟ ମିଳିବା ଦରକାର

  • @alimelisantosh4376
    @alimelisantosh437626 күн бұрын

    Jai jagannath Naya milu

  • @JogeswarMajhi-lt7hj
    @JogeswarMajhi-lt7hj25 күн бұрын

    Argus ଓଡ଼ିଶା ରେ ଥିବା ପ୍ରକୃତ ଘଟଣା ଉପାନ୍ତ ଗାଁ ରେ ଥିବା ଲୋକଙ୍କ ଙ୍କ ଦୁର୍ଦ୍ଦଶା ,ନିରୀହ ଆଉ ପୀଡ଼ିତା ଙ୍କୁ ନ୍ୟାୟ ଦେବା ବାଟ ରେ ପ୍ରକୃତ ଖବର ପ୍ରସାରଣ କରୁ ଥିବା ବେଳେ କିଛି ଆମ ଓଡ଼ିଆ ଚୁତ୍ତୀୟା,ମେଣ୍ଢା Argus ଟିଭି କୁ ବଦନାମ କରିବା,ଘୃଣା କରିବା ଅତ୍ୟନ୍ତ ନିଦାନୀୟ,,

  • @user-cv9hn7jl3s
    @user-cv9hn7jl3s25 күн бұрын

    ମୋହନ ସାର୍ ଚିଟଫଣ୍ଡ ଠକେଇ ଲୋକମାନଙ୍କ ଦୁଃଖ ଟିକେ ବୁଝନ୍ତୁ

  • @bipinibiharimajhi8169
    @bipinibiharimajhi816926 күн бұрын

    ଜୟ ଜଗନ୍ନାଥ

  • @NabakumarMahar
    @NabakumarMahar25 күн бұрын

    Take action CM sir

  • @sudarsanpanda7700
    @sudarsanpanda770026 күн бұрын

    Plz include sahara india money refund ( deposited on :2010 ). Now I am a cancer patient with no health card needs to get my money for my treatment. Getting epfo pension after serving 33 years in a prpfessional company

  • @ramratan3907
    @ramratan390726 күн бұрын

    No reaction only action

  • @Niranjan98p
    @Niranjan98p26 күн бұрын

    Open all crime report , odisha crime free state haba darkar

  • @sureshkumarmallick2596
    @sureshkumarmallick259625 күн бұрын

    ନବୀନ ସରକାର ବହୁତ ଅନ୍ୟାୟ ଅଧର୍ମ କରିଛନ୍ତି, ଯୋଉଥିପାଇଁ... ମହାପ୍ରଭୁ 🙏ଶ୍ରୀ ଜଗନ୍ନାଥ ଆଉ ସହିପାରିଲେନି, ନବୀନ ସରକାର କୁ ରାଜ ଗାଦୀରୁ ହଟେଇ ଦେଲେ, ଏବେ ନବୀନ ସରକାର ଭୋଗିବ, ଏବଂ ତାଙ୍କ ଦଳର ଯେତେ ନେତା ମନ୍ତ୍ରୀ ଅଫିସର ଅନ୍ୟାୟ କରିଛନ୍ତି... ସମସ୍ତେ ଭୋଗିବେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ 🙏 ଓଡିଶା ବାସୀଙ୍କୁ ନିଶ୍ଚିତ ନ୍ୟାୟ ଦେବେ, ଏଥିର ଓଡିଶା ବାସି ହସିବେ... ଏବଂ ଓଡିଶା ହସିବ❤❤️ 🙏ଜୟ ଶ୍ରୀ ଜଗନ୍ନାଥ 🙏

Келесі