Prasnakala Live | ପାଣ୍ଡିଆନଙ୍କ ସଭା ଖର୍ଚ୍ଚ କାହାର? | 26 June 2024 | Argus News

Prasnakala Live | ପାଣ୍ଡିଆନଙ୍କ ସଭା ଖର୍ଚ୍ଚ କାହାର? | 26 June 2024 | Argus News
#ArgusNews #Prasnakala #VKPandian #BJD #Corruption #OdishaPolitics #OdishaNews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
KZread : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 376

  • @rameshpradhan8772
    @rameshpradhan8772Ай бұрын

    ଏ ଶଳା ଗଣେଶ କେଡେ ନିର୍ଲଜ , ଅଲାଜୁକ ଲୋକଟା ବା ? ପାର୍ଟି ହାରିଲା ପରେ ମଧ୍ୟ ମୁଁହ ଟାଣ ଯାଉନାହିଁ ।

  • @surendranathsatapathy8654

    @surendranathsatapathy8654

    Ай бұрын

    ଏହି ଗଣେଶ ସାହୁ ବଡ଼ ଗାଲୁଆ. ପାଣ୍ଡିଆନଙ୍କ ପାଇଁ ଓ ବିଜେଡି ପାଇଁ ବେକାର ଗାଲୁଆମୀ କରୁଛି. ମୂଳା ପଶିବ ରେ ପୁଅ. ଜୟ ହିନ୍ଦ

  • @chhabisamal6494
    @chhabisamal6494Ай бұрын

    ପାଣ୍ଡିଆନଙ୍କ ଷ୍ଟେଜ ସିଙ୍ଗର ଖାଇବା ଲୋକବୁହା ଗାଡିଭଡା ଏସବୁ ଖଣିମାଫିଆ ଖର୍ଚକରୁଥିଲେ

  • @bikrampradhan5560

    @bikrampradhan5560

    Ай бұрын

    ରାଜ କୋଶ ରୁ ଶଵୁ ଖର୍ଚ୍ଚ ଲୁଟି ଦେଇଛନ୍ତି

  • @ambarishswain3233

    @ambarishswain3233

    Ай бұрын

    Pravakaran sabu karichhi

  • @SatrughanNayak-qf1rt
    @SatrughanNayak-qf1rtАй бұрын

    ପାଣ୍ଡିଆନ୍ ର ସଭା ଖର୍ଚ୍ଚ ଓଡ଼ିଶାର ଗରିବ ଲୋକଙ୍କ ର

  • @SudarshanSudarshan-ok4sf

    @SudarshanSudarshan-ok4sf

    Ай бұрын

    😅😅

  • @kailashsahu2224

    @kailashsahu2224

    8 күн бұрын

    😊😊​@@SudarshanSudarshan-ok4sf

  • @ajayakumarmohanty9582
    @ajayakumarmohanty9582Ай бұрын

    ପାଣ୍ଡିଆଁ ଭକ୍ତଙ୍କୁ ଜଣାପଡିନି ସେ ଯାହା କହୁଛନ୍ତି ସାଧାରଣ ଲୋକ ଶୁଣୁଛନ୍ତି। ଏଭଳି ବ୍ୟକ୍ତି ଙ୍କୁ ଆମେ ତିରସ୍କାର କରୁଛୁ। ଧନ୍ୟବାଦ ।

  • @Jb-rn4gu
    @Jb-rn4guАй бұрын

    ଗଣେଶ କୁ କାହଁକି ଦିଭେଟ ଡାକୁଛନ୍ତି କାହିଁକି?? .. କିଛି ଜାଣି ନାହାନ୍ତି.. ଖାଲି ବେକାର କଥା ରେ ଭୋକ ଭୋକ ହେଉଛି

  • @user-gv5xh8rm2f
    @user-gv5xh8rm2fАй бұрын

    ପାଣ୍ଡିଆର କ୍ରୀତଦାସ ଏମାନେ କଣ କହିବେ, ପାଣ୍ଡିଆ ଡେସ ସେବାକରି ମାଲାମାଲ ସେ କଣ କହିବେ,

  • @rakeshkumarpradhan9171

    @rakeshkumarpradhan9171

    Ай бұрын

    ଅନ୍ଧଭକ୍ତ ଚୁପ୍ ରହ। ଶାସନ କଣ କରୁଛ ଏବେ ଓଡ଼ିଶା ବାସୀ ଦେଖିବେ । ଭଲ କାମ କର

  • @Kiddie_Kingdom_Station

    @Kiddie_Kingdom_Station

    Ай бұрын

    ​@@rakeshkumarpradhan9171kete dina au pe chatiba re chatra

  • @soumyabvu2377

    @soumyabvu2377

    27 күн бұрын

    ​@@rakeshkumarpradhan9171😂❤

  • @pratapjena1193
    @pratapjena1193Ай бұрын

    ଯଦି ହିସାବ ଅଛି ସାଧା ସିଧା ଏହି ମାଫିଆ ମାନଙ୍କୁ ଜେଲ ପଠାଇ ଦେଖେଇ ଦିଅ, ଆମେ ସବୁ ଜାଣିଛୁ

  • @chakradharswain9603
    @chakradharswain9603Ай бұрын

    ଯଦି ଏ ବେ ପାଣ୍ଡିଆ କେଉଁ ମଫସଲ୍କୁ ଯାଏ, ତାକୁ ଜନ ସାଧାରଣ ବାଡେଇ ବାଡେଇ ତା ହାତ, ଗୋଡ ଭାଙ୍ଗି ଚୁନା କରିଦେବେ, ନବୀନ ପଟ୍ଟନାୟକ କହି ପାରିବେ କି , ଯେଉଁ ଟଙ୍କା ପାଣ୍ଡିଆ ଖର୍ଚ୍ଚ କଳା, ସେ ଟଙ୍କା ଓଡ଼ିଶା ବାସୀଙ୍କର ନା ନବୀନ ବୋପର ନା ପାଣ୍ଡିଆ ବୋପ ଧନ ଥିଲା, ☝️☝️☝️☝️☝️☝️☝️☝️☝️☝️☝️☝️

  • @soumyabvu2377

    @soumyabvu2377

    27 күн бұрын

    Bedhachua aga respect deisikhhi katha kahibu andhavakta modi r... naveen nku Biju Patnaik nku vk pandian nku cause ex IAS officer sharp brain...Tama valia lola Banda nuhna ki majhi r bikau tikau suniba😂 Argus banda 3rd class news dekhiba,..

  • @user-bs9on1lb2s
    @user-bs9on1lb2sАй бұрын

    ଆଗଧାଡିର ନୁହେଁ ପଛ ଧାଡିର ପାଣ୍ଡିଆନ ଗୋଡ ଧାଡିର ସେ ଭାଇ

  • @ajaykumarbehera5018
    @ajaykumarbehera5018Ай бұрын

    ଗଲୁଆ,ଗଣେଶ, ମାଡୁଆ ଟା, ଆଲା ଯୁକ,ନିଲର୍ଜ୍,ମନ୍ତବ୍ୟ,ଦେଉଛି

  • @ajayakumarrout5854
    @ajayakumarrout5854Ай бұрын

    Ganesha sahoo chi chi

  • @krushnachandradash4327
    @krushnachandradash432727 күн бұрын

    ସାମ୍ବାଦିକ ଶ୍ରୀ ଅକ୍ଷୟ ସାହୁ ଙ୍କୁ ଧନ୍ୟବାଦ୍। ଠିକ୍ କଥା କହୁଛନ୍ତି ଧନ୍ୟବାଦ୍।

  • @satyanarayanrath1344
    @satyanarayanrath1344Ай бұрын

    ଗଣେଶ ବାବୁ ଆପଣ ପଞ୍ଚାୟତ ନିର୍ବାଚନରେ କେଉଁ ଟିକେଟ ପାଇବାର ଆଶାରଖି ଏମିତି ଗାଲୁ ଥେଲୁଛ । ଆପଣଙ୍କୁ ନିଶ୍ଚୟ ୱାର୍ଡ ମେମ୍ବର ଟିକେଟ ଦେବ ପାଣ୍ଡୁ । ଲଜ୍ଜ୍ୟା ଲଜ୍ଜ୍ୟା ।

  • @batakrusna9307

    @batakrusna9307

    22 күн бұрын

    😊

  • @JeebankumarPatra-jh1ee
    @JeebankumarPatra-jh1eeАй бұрын

    Ganesh sahu is son of Pandian

  • @user-wi9mw7zh5l
    @user-wi9mw7zh5lАй бұрын

    ଏ ମାନେ ଖାଳି କୁକୁର ଭଳିଆ ଭୁକିବା ଜାଣିଛନ୍ତୀ ଆଞା ଵିଜେଡି ନେତା ମାନେ

  • @chakradharswain9603
    @chakradharswain9603Ай бұрын

    ଏ ଗଣେଶ ସାହୁ, ତୁ ମୋ ଅଗକୁ ଆସିଲେ ତୋ କନ ମୁଲି ସିଝାଇ ଦିଅନ୍ତି, 👆👆👆

  • @bhagwandash4297
    @bhagwandash4297Ай бұрын

    ଏ ଲୋକ ଟି ପାଗଳ ପ ରି ରଡୁ ଛି କାହାକୁ କିଛି କହି ଦଉନି

  • @rashmirekhamohanty7521
    @rashmirekhamohanty7521Ай бұрын

    Kichi nuaa katha kuha. New government upare focus kara

  • @laxmigopalcreations7457
    @laxmigopalcreations7457Ай бұрын

    ଲୋକମାନେ ଚାନ୍ଦା ଆଦାୟ କରି ନାହିଁ। ସେ ବାବୁଜାହା କହୁଛନ୍ତି ସମସ୍ତ ଭୁଲ କଥା ଅଟେ।

  • @Prasantaparida-o1w
    @Prasantaparida-o1w28 күн бұрын

    ବାଃ ବାଃ ଗାଲୁଆ

  • @pradeepkumarjena4162
    @pradeepkumarjena416219 күн бұрын

    ସୁଦର ଭିଡିଓ ଦେଖାଇଛ ଧନ୍ଯବାଦ

  • @dasarathisamantaraysamanta5073
    @dasarathisamantaraysamanta5073Ай бұрын

    ପାଣ୍ଡିଆନ ଖୋର୍ଦ୍ଧା କୁମାରବସ୍ତ ରେ ହେଇଥିବା ୱଣ୍ଡରାଲ ରେ ପାଟନର ଅଛନ୍ତି

  • @CollectionMusic-oj5lc
    @CollectionMusic-oj5lc5 күн бұрын

    Good news bro madichalo

  • @BirbahadurDalai-wh2yu
    @BirbahadurDalai-wh2yuАй бұрын

    ଅତି ଗର୍ବେ ହତ ଲଙ୍କା 25ବର୍ଷ ଶାସନ କରି ଗର୍ବ ବଢିଗଲା ଭଗବାନ ସବୁ ସହିବେ ଗର୍ବ ସହିବେ ନାହିଁ

  • @soumyabvu2377

    @soumyabvu2377

    27 күн бұрын

    Tama banda banka hba worried huani ei 5 year re dekha 6odipua

  • @lokanathjena1868
    @lokanathjena1868Ай бұрын

    ଏତେ ବିକାଶ ହେଇଥିଲା ସେଥିପାଇଁ ଏମାନେ ଜିତିଲେ ।

  • @mrflenkar9089
    @mrflenkar908925 күн бұрын

    Okay 👍

  • @ashisbiswal3290
    @ashisbiswal3290Ай бұрын

    One person 400 ..500 meeting

  • @basantaswain112
    @basantaswain112Ай бұрын

    A neta nk muhan re laja nahin yanku Tamilnadu pathhao Jai jagannath 🚩🙏

  • @CommonManOd
    @CommonManOdАй бұрын

    Galua Ganesh Sahoo ku kichhi jana nahi. Gotie katha pacharile au gotie katha kahuchi

  • @mahendramahanta2273
    @mahendramahanta2273Ай бұрын

    Jay jagannath

  • @arunsinha9089
    @arunsinha90899 күн бұрын

    Thik katha kahuchhanti Tejeswar babu.

  • @HemantBehera-ve7mu
    @HemantBehera-ve7mu2 күн бұрын

    ଗାଡି ଖର୍ଚ୍ଚ ବି ଦେଉଥିଲେ। ଖାଇବା ଖର୍ଚ୍ଚ,ତାସହ ୨୦୦ ପ୍ରତି ଲୋକ କୁ ଦେଇଥିଲେ।ଏଟା ସତ୍ କଥା

  • @giridharsabar8829
    @giridharsabar8829Ай бұрын

    Ganeshakusagesagegirpkar

  • @user-wi9mw7zh5l
    @user-wi9mw7zh5lАй бұрын

    Pandian sahita tu b jel gale janibu

  • @bulusethi9097
    @bulusethi9097Ай бұрын

    ଯଣକୁ। 200

  • @nababarika4028
    @nababarika4028Ай бұрын

    After this Ganeshsahu will be the president of bjd. The looking of Ganeshsahu is increasing day to day. He is only one in bjd nilaja leader. After defeating he is very smart

  • @krushnachandradash4327
    @krushnachandradash432727 күн бұрын

    ତେଜଶ୍ଵର ପରିଡ଼ା ଠିକ୍ କଥା କହୁଛନ୍ତି। ଧନ୍ୟବାଦ୍।

  • @pradhanpradhan7518
    @pradhanpradhan7518Ай бұрын

    Right Bhai news

  • @sureshkumarnaik6350
    @sureshkumarnaik635029 күн бұрын

    ଟଙ୍କା ଗଛରେ ଫଳିଥିଲାଏବେକହିଵାକୁଡରମାଡୁଛିଶଳାଚୁରେ ଆମର କାମକୁ ନୁହେଁ ବରଂ ସେମାନେ ଆସିଲୋକମାନକୁବୋକାକରୁଥିଲେ

  • @arunsinha9089
    @arunsinha90899 күн бұрын

    Exactly Tejeswar babu. Ganaesha kebe mariba nije

  • @harekrushnapradhan3453
    @harekrushnapradhan3453Ай бұрын

    Mara

  • @pramodakumarnayak-zv5cm
    @pramodakumarnayak-zv5cmАй бұрын

    ଗାଲୁ ଗଣେଶ ମାଗି ମାଡ଼ ଖିଆ। ବତୀପେଲା ଦ୍ଵୀତୀୟ ଚରଣ ପଟ୍ଟନାୟକ।

  • @ratanmajhi4759
    @ratanmajhi475914 күн бұрын

    ଗଣେଶ ସାହୁଙ୍କୁ ବିତର୍କ ରେ ସ୍ଥାନ ଦେବା ଅନୁଚିତ୍। ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ। ଜନସାଧାରଣ ଙ୍କ ଟଙ୍କା ଖର୍ଚ୍ଚ କରାଯାଉଥିଲା।। ଉକ୍ତ ଟଙ୍କା ଆଦାୟ କରିବା ଉଚିତ୍। ଶ୍ରୀ ରତନ ମାଝୀ

  • @R.rout7
    @R.rout7Ай бұрын

    Right 👍

  • @bamadevkanhar5839
    @bamadevkanhar583929 күн бұрын

    ଯେଉଁ ଲୋକମାନଙ୍କ ଘରେ ଓଳିଏ ଖାଇ ଓଳିଏ ଉପାସ ରହୁଛନ୍ତି ସେମାନେ ଚାନ୍ଦା ଆଦାୟ କରି ପାଣ୍ଡିଆ କୁ ଡାକୁଥିଲେ କି ଲଜ୍ୟାର କଥା ଆଜ୍ଞା ୟାଠୁ ହାସ୍ୟାସ୍ପଦ କ'ଣ ହୋଇଥାଏ ଆଜ୍ଞା ଗଣେଶ ବାବୁ ଗାଁ ଗଲି କୁ ଯାଇ ଛନ୍ତି କେବେ ଆମେ ମଳି ମୁଣ୍ଡିଆଲୋକ ଆଜ୍ଞା , ।

  • @user-th4mn3tx8z
    @user-th4mn3tx8zАй бұрын

    Sita m g

  • @BidyadharMahanta-xd2kv
    @BidyadharMahanta-xd2kv28 күн бұрын

    ରହି ଯା ରଘୁ,ଖାଇ ପିଇ କରି ଯିବୁ।

  • @priyaranjanpradhan9495
    @priyaranjanpradhan9495Ай бұрын

    Pandian meeting 1 person 300 to 500 rupees + chicken mutton with 1 quarter size foreign liquor or 3 to 5 desi pouch, jahaku jauta darkar

  • @khusirajalaxmidiptiexpress5041
    @khusirajalaxmidiptiexpress5041Ай бұрын

    ମାଲିକ ଯୁଆଡେ ଅଭିଭାଷଣ ସିଆଡେ ନା କଣ...? 🤓

  • @bhabanimishra4259
    @bhabanimishra4259Ай бұрын

    🤜🤛🤜🤛🤜🤛✊✊✊A shabu pandu ku darkar

  • @dhirendrapanigrahi7303
    @dhirendrapanigrahi7303Ай бұрын

    Audit helabelaku 5 yr sarithiba.need quick action

  • @gourangapattanayak
    @gourangapattanayak14 күн бұрын

    କେନ୍ଦ୍ର,ର,ମନ୍ତୀ ପ୍ରଧାନମନ୍ତ୍ରୀ ଜୋଆସୁଥି ସେମାନେ କେତେ ଖଚ କଲେ ଏଈଟା ଦୁଷୁଛି ନା ଦେଖାଜାଉନି

  • @ashokkumarpal596
    @ashokkumarpal59628 күн бұрын

    ଖର୍ଚ ତ ଜିଲା ପ୍ରଶାସନ କରୁଥିବ,କାରଣ ସବୁ ଜିଲାପାଳ ମାନେ ପାଣ୍ଡିଆନ ଙ୍କ ଦ୍ୱାରା ନିଯୁକ୍ତ ହେଉଥିଲେ .

  • @umakantadash2650
    @umakantadash265020 күн бұрын

    ଓଡ଼ିଶା ବାସୀଙ୍କର ୧% କାମରେ ଆସିଲା କୀ ଆପଣ ମାନେ ଭାବନ୍ତୁ ଓଡ଼ିଶାର ଟଙ୍କା ଥିଲା କେଉଁ ଲୋକ କାମରେ ଆସିଛି, ଟିକେ କହିବେ,

  • @laxmikantapadhi7947
    @laxmikantapadhi7947Ай бұрын

    Pandian aarest kebe ❤❤❤

  • @ranjayarout4523
    @ranjayarout4523Ай бұрын

    Jay shree Krishna Jay shree Ram

  • @sudhirsahoo7942
    @sudhirsahoo7942Ай бұрын

    Ganesh sahoo pagal taku debate ku kahink dakuchanti

  • @KalpanaBehera-sc4mt
    @KalpanaBehera-sc4mtАй бұрын

    Galuanka patire alu purei dia

  • @kunadigal21
    @kunadigal2127 күн бұрын

    5 T ବଲି ଯଦି କୌଣସି ବିଭାଗ ନ ଥିଲା ତା ହେଲେ 5 T ନାଁରେ ଜନ ସାଧାରଣ ଙ୍କୁ ଭୁଆଁ ବୁଲେଇ ଲୁଟୁଛନ୍ତି କାହିଁକି ?

  • @jagannathdas4414
    @jagannathdas441428 күн бұрын

    Laxmi bus re loka buhaheuthile,govt,gadire ganesh sahu janithile,taku out kara,baje suniba pain samay nahin

  • @ganeswarbehera-fj6yu
    @ganeswarbehera-fj6yu5 минут бұрын

    ଇଏ ଡକାୟତ ଇଏ ପଣ୍ଡିଆ ପଛପେଲା ଇଏ ଓଡ଼ିଶା କୁ ଲୁଟି ଖାଇଲେ । ତଥାପି ଆଙ୍କର ନିଶା ଓହ୍ଲେଇ ନାହଁ ।ହେ ପ୍ରଭୁ ଆଙ୍କୁ ଟିକେ ସଦ୍ ବୁଦ୍ଧି ଦିଅନ୍ତୁ ।

  • @krushnachandradash4327
    @krushnachandradash432727 күн бұрын

    ଗାଲୁଆର ବାର ବାଟି ଚାଷ।ଗଣିଆ ଗାଲୁଆର ବିଶାଶହେ ବାଟି ଚାଷ ବୋଲି ଲୋକେ କହୁଛନ୍ତି।

  • @prakashsahoo336
    @prakashsahoo336Ай бұрын

    ଆଉ ଵିଜେପିବାଲା ଯୋଉ ସଭାକରୁଥିଲେ, ସେ କଣ ତାଙ୍କ ବୋପା ସଂପତିରୁ ଖର୍ଚ୍ଚ କରୁଥିଲେ। ମା....।

  • @user-fq5gb9ep9e
    @user-fq5gb9ep9eАй бұрын

    ବର୍ତ୍ତମାନ ସାରା ଦେଶ ବାସୀ ଏ ଅକାଳ କୁଷ୍ମାଣ୍ଡ ମାନଙ୍କ ଲାଗି ଦର ଦାମ ରେ ଅଣନିଶ୍ୱାସୀ B J D ଦଳ ମହା ହାରାମୀ ।ଦେଖ ରାଜ୍ୟ ବାସୀ ଏ B J D ଲୋକ କେଡ଼େ ଗାଲୁଆ ଏ ଲୋକ ପ୍ରଶ୍ନ କାଳରେ କି ଅବାନ୍ତର ଯୁକ୍ତି ।କାନ୍ଥ ବାଡ଼ ଇଲେକଟ୍ରି ଖୁଣ୍ଟ ସବୁ ଆଡେ ଲେଖିଚାଲିଲେ ଏଥର ପୁଣି B J D କୁଆଡେ ଗଲା ସେ ଆଣ୍ଟ ।ଲୋକେ ଗୋଇଠା ମାରି ତଡି ଲେ ,ଏ ଗୋଟେ ଦିଟା ଅଛନ୍ତି ଏ ଗୁଡାକ କି ଗାଈ ର ଗୋବର

  • @niranjanpanda8574
    @niranjanpanda8574Ай бұрын

    ସବିଆଇ, ଇଡି ନ ଲଗାଇଲେ ଏ ସରକାର ବି ବଦ୍ ନାମ ହେବ।

  • @jagannathdas4414
    @jagannathdas441428 күн бұрын

    Tar jhio ku bahaheba pain sobha kauthile,ganesh sahu

  • @vikrammediboina5314
    @vikrammediboina531429 күн бұрын

    Modi ,yogi ,jp nada nko sobha khorcho kaharo

  • @jatinkumarbarik9574
    @jatinkumarbarik9574Ай бұрын

    ଗାଁରେ ଥିବା କୁଜି ନେତା, ଠିକାଦାର ଲୋକଙ୍କୁ ପଇସା ଦେଇ, ଖାଇବା ଦେଇକି,ଲୋକଙ୍କୁ ଗାଡ଼ିରେ ଆଣୁଥିଲେ I ଏକଥା ସମସ୍ତେ ଜାଣିଛନ୍ତି, ଏ ଗଣେଶ ସାହୁ ବି ଜାଣିଛି କିନ୍ତୁ ଦଳରେ ଥିବା ଯାଏଁ ମାନିବ ନାହିଁ I

  • @suryamanisahoo6577
    @suryamanisahoo657729 күн бұрын

    Behia

  • @cute_love_0.1
    @cute_love_0.1Ай бұрын

    Ganesh bhai tame jane maha tautar au daha michhua

  • @sarangadharpradhan1597
    @sarangadharpradhan1597Ай бұрын

    Jadijaninanha bitarkaku asiba belajyankarakama.

  • @subratmohanty1854
    @subratmohanty1854Ай бұрын

    Abhi tak koi action nahi liya. Iska matlab jo mafia walon na bhi party badal liya. Abhi tak koi action naho la raha hain govt

  • @manojpalei
    @manojpalei7 күн бұрын

    ଏ ଲୋକ ଟା ବହୁତ ଚାଲାକ୍ l ଏ ମାନଙ୍କ ପାଇନି

  • @jatinkumarbarik9574
    @jatinkumarbarik9574Ай бұрын

    ଶତାବ୍ଦୀର ଶ୍ରେଷ୍ଠ ଡାଇଲଗ, ଲୋକ ଚାନ୍ଦା କରି ସଭା କରୁଥିଲେ...

  • @arunrout7986
    @arunrout798622 күн бұрын

    ପାଗଳ କୁ କାହିଁକି ଡ଼ାକି ଛନ୍ତି ? ତାକୁ ଗୋଟିଏ କଥା ପଚାରୁଛନ୍ତି ସେ ଆଉ ଗୋଟିଏ କଥା କହୁଛି,ବିଜେଡ଼ି ବାଲା ଙ୍କ ମୁଣ୍ଡ ଆଉ କାମ କରୁନି

  • @rituparnaparida8615
    @rituparnaparida8615Ай бұрын

    Pandian ku pravakarn dethila

  • @pradeepkumarsinha803
    @pradeepkumarsinha803Ай бұрын

    THE BJP GOVERNMENT cannot prevent PC/corruption/illegal activities in any manner unless the erring employees have taken steps such as immediate dismissal from service and stopping all financial assistance.

  • @DiptisankarMallik
    @DiptisankarMallik29 күн бұрын

    Pandian ku bjp sarkar arest karile odisha basi bohut khusi Hebe

  • @bichitranandaroutray
    @bichitranandaroutrayАй бұрын

    Dhara taku

  • @swarnapravagiri6953
    @swarnapravagiri6953Ай бұрын

    Pandukuttamurdabad

  • @rajiblochannatha4407
    @rajiblochannatha4407Ай бұрын

    Pandiyan sava kharcha to bopa nabin deuthila

  • @user-tb3en8jw3t
    @user-tb3en8jw3t26 күн бұрын

    Loka.kana.Ganesh.puja.na.durga.puja.karuthileki....Tamilnaduru.Tent.anuthile.hataru.kharacha.kari.chanda.adayaya.karuthile.

  • @rajendrabarik3170
    @rajendrabarik3170Ай бұрын

    Sabu Odisha janasadharana tanka ku khacha karichanti...

  • @krushnasahoo155
    @krushnasahoo15527 күн бұрын

    ଏ ସଳାକୁ କିଏ ଡାକିଛି

  • @prahaladojha5628
    @prahaladojha5628Ай бұрын

    ଏଇଟା ସାଢ଼େ ମା ଘିଆ ୟାକୁ କାହିଁକି ଆଣୁଛନ୍ତି

  • @ShibaprasadDas-sv4yp
    @ShibaprasadDas-sv4ypАй бұрын

    ଗାଲୁଆ ଲୋକ ତାକୁ କାହିଁକି ଡାକୁଛନ୍ତି

  • @nareshpatro7986
    @nareshpatro798625 күн бұрын

    Odisha ra unnati 24 barsa re kichi hoinahi kahali BBSR re hoichi

  • @BIDHUTRIPATHY
    @BIDHUTRIPATHYАй бұрын

    Mla nahin collector au pd mankotoo chanda collection chalithila...

  • @SrikrishnaMahanta
    @SrikrishnaMahantaАй бұрын

    ଏଲୋକଟା ମହା ଗଲୁଆ

  • @jyotiprakashmohanty.3486
    @jyotiprakashmohanty.3486Ай бұрын

    neet & ugc net katha tk kuha

  • @sachikantasahoo6981
    @sachikantasahoo6981Ай бұрын

    ନିର୍ବାଚିତ ପ୍ରତିନିଧି ଛଡା ତାଙ୍କ ପତ୍ନୀ ବା ପୁଅ ଝିଅ କେହି ବି ଯାଇ ପାରିବେନି କି ପ୍ରତିନିଧିତ୍ୱ କରି ପାରିବେ ନାହିଁ , ପାଣ୍ଡୁ ଶଳା ଗୋଟେ କିଏ ??

  • @hi-yx8fc
    @hi-yx8fc12 күн бұрын

    ଆମ ଗାଁ ମନ୍ଦିର ପାଇଁ ଆସିଥିଲା ୩ ଲାଖ BDO, Engineer,bada babu pc nele ୪୦,୦୦୦

  • @nareshpatro7986
    @nareshpatro798625 күн бұрын

    Sabu neta bilasita hele

  • @hevysgaming3858
    @hevysgaming3858Ай бұрын

    Magiaha mane 5 years ruha ta pare dekhiba

  • @madanmohandisari1617
    @madanmohandisari1617Ай бұрын

    ନିଜ ସହମତରେ ଯାଇନାହାନ୍ତି ସାର ବିଜେଡି କର୍ମୀ ହାଜରୀ ଦେଇକି ଲୋକକୁ ନେଉଥିଲେ ଆମ ଗାଁରେ ଜଣଜଣ କୁ 300ଟଙ୍କା ଲେଖା ଦେଇକି ନେଇଥିଲେ

  • @syedansarali291
    @syedansarali29115 күн бұрын

    Ganesh Babu BJDspokesman sitting in debete without information and tasks

  • @deepakkumardasadhikari8219
    @deepakkumardasadhikari8219Ай бұрын

    Ta ମାଇପର

  • @krushnasahoo155
    @krushnasahoo15527 күн бұрын

    ଗଣେଶ ଜଣେ ଗାଲୁଆ

  • @arunsinha9089
    @arunsinha90899 күн бұрын

    June 4 pare kuade gale pandian au madam sujata kana pain chhuti re gale?

  • @NSERIES36
    @NSERIES36Ай бұрын

    If you have any strong evidence..go to court and file the case against him.....no nid discussion.........

Келесі