ରାଲି ବନ୍ଦ, ବିଜେପି-ପୋଲିସ ମୁହାଁମୁହିଁ | Odisha Reporter
ଢେଙ୍କାନାଳ ଗଁନ୍ଦିଆ ବ୍ଲକ ଏକ ନମ୍ବର ଜୋନରେ ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି ରାଜ୍ୟ ମହିଳା ସଭା ନେତ୍ରୀ ସୃତି ପଟ୍ଟନାୟକଙ୍କ ପ୍ରଚାର ସମୟରେ କାଲୁରିଆ ଗାଁରେ ପୋଲିସ ବିଜେପି କର୍ମୀ ମୁହାଁମୁହିଁ।ପ୍ରଚାରରେ ରୁଦ୍ର ପାଣି ଓ ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପାତ୍ର ମଧ୍ୟ ସାମିଲ ଥିଲେ।୩୦୦ରୁ ଅଧିକ ଲୋକ ପ୍ରଚାରରେ ଯାଉଥିବା ଏବଂ ବିନା ଅନୁମତିରେ ପ୍ରଚାର କରୁଥିବା ଅଭିଯୋଗରେ ରାଲିକୁ ଅଟକାଇଥିବା କହୁଛି ପୋଲିସ।ଏପଟେ ଏହାକୁ ଖଣ୍ଡନ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମିର ମହାନ୍ତି ଓ ରୁଦ୍ର ପାଣି।ପୋଲିସ ଜାଣିଶୁଣି ହଇରାଣ କରୁଛି ବୋଲି କହିଛନ୍ତି ସମିର ମହାନ୍ତି ଓ ରୁଦ୍ର ପାଣି।ମୋଟ ୨୯୮ ଜଣ ଲୋକଙ୍କୁ ନେଇ ରାଲି ହେଉଥିବା କହିଛନ୍ତି ରୁଦ୍ର।ତା' ସହିତ ବିଜେଡି ରାଲି କାଫି ଦୁରରେ ଥିବା ବେଳେ ଗଁନ୍ଦିଆ ପୋଲିସ ଜାଣିଶୁଣି ରାଲି ଅଟକାଉଛି ବୋଲି ଅଭିଯୋଗ କରିଛି ବିଜେପି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZread: bit.ly/OdishaReporteronKZread
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #Odishanews #BJPPolicefight
Пікірлер: 178
ଶଳା ପୋଲିସ କୁ ଦେଖ କେମିତି ମଦ ପିଇ କେମିତି କଥା କହୁଛି ତତେ କୋଉ ମାଧିଆ ପୋଲିସ କଲାବେ....
ଏମିତି ପୋଲିସ ଅଫିସର first mu ଦେଖୁଛି ଓଡିଶା ରେ ଆଜି
ଯଦି ଏଇଟା BJD ରାଲି ହୋଇଥାନ୍ତା କଣ ପୋଲିସ ବାବୁ ଅଟକେଇ ଥାନ୍ତେ କି........
@odstargaming4047
2 жыл бұрын
Rules samanta maniba katha
@pravakarmishra8813
2 жыл бұрын
Atakei thile chakiri paleithanta
@santoshsatya_vlogs
2 жыл бұрын
TANKU ROKIBE ELO MO MAA LO TANKA PANT 👖 KHOLIDEBE SEMANE AU SETHIPAIN SABUBELE AJI NUHE POLICE MISS USE KARUCHI POWER 🔋 RA
ଏ ପୋଲିସ ବାବୁ ମଦ ପିଇବା ପରି ଦେଖାଯାଉଛି
@user-yd7dq7ij6w
2 ай бұрын
ଦେଶୀ. ନା. ବିଦେଶୀ ଶୁଙ୍ଗୀ କି. ଦେଖ
ଭାଇ ମାନେ ଆମର ସବୁ ଭୁଲ. ଆମେ ବିଜେଡି କୁ 2019 ରେ ଭୋଟ ଦେଇ ଭୁଲ କରିଛେ.. ଆମେ ଏବେ ସଜାଗ ହେବା ଆଉ 2024 ରେ ବିଜେଡି ସରକାର ହଟେଇ ଦେବା
ଏ ପୋଲିସ ମହାଶୟ ଟିକେ ହାଲକେଇକି ମହୁଲି ପକେଇ ଦେଇଛି ସେଥିପାଇଁ ଅଂଗ୍ରେଜି ବାହାରୁଚି
ଆରେ ପୋଲିସ୍ ବାବୁ ବିଜେଡି ବାଲା ରାଲି କଲା ବେଳେ ତମ ଆଖିକି ଦେଖା ଜାଉନାହି ସେତେ ବେଳେ କଣ ଆଖିରେ କଣ କଳା ପଟି ପକେଇଛ
ବିଜେଡ଼ିର ପରା ହଜାରେ ହଜାରେ ଲୋକଙ୍କୁ ନେଇକି ଯାତରା କରୁଛି 🤛🤛🤛🤛🤛
କାହିଁକି ମାଡ ଗୋଳ କରିବେ ବିଜେଡି କର୍ମୀମାନଙ୍କୁ କୁହ ପ୍ରଚାର କର ଝଗଡ଼ା କରନାହିଁ
ଏଥର ପରିବର୍ତ୍ତନ ଜୟ ଶ୍ରୀ ରାମ
ପୋଲିସ କାହିଁକି ଅଟକାଇ ତାଙ୍କୁ ଆକ୍ରମଣ କରିଥିଲେ ଓ ଅଟକାଇବାକୁ ନିର୍ଦ୍ଦେଶ ଦିଆଯାଇଛି ପୋଲିସ କୁ କହିଛନ୍ତି କେବଳ ବିଜେଡ଼ି ନେତା ରାଲି କରି ସାରା ଓଡ଼ିଶା ବିଜେଡ଼ି ପାଇଁ ଛାଡ଼ି ଅନ୍ୟ ସମସ୍ତ ଦଳ ପାଇଁ ନୁହେଁ ସାଧାରଣ ଜନତା ଦେଖୁଛି ତାର ଉତ୍ତର ଦେଇପାରିବେ ଓ ଭୋଟ ଦେବେ
Jay ❤️ BJP 🙏
Police Navin Kukur
ପାଠ ପଢି ପୋଲିସ, ଇଂଲିଶ କହିବେନି? ଆରେ ନାରଣ, ଏ ପୋଲିସ ଇନ୍ସପେକ୍ଟର ସ୍ଵ୍ଇଦେନ୍ ରେ ଗୋଟେ ହୋମ ଗାର୍ଡ ସହିତ ସମାନ ନୁହଁ, ଏଠି ଆଇନ ର ପାଠ ମାନ୍ୟ ବର ରୁଦ୍ର ପାଣିଙ୍କୁପଢ଼ାଉଛିଟ,?🎉
Right
Jay siyaram
ଜୋରଜାର ମୂଲକ ତାର ଖରାପ ସରକାର ଛାରକାର।।
Kichi kariparibani ...police bhai mane. Ama ra suraksha pain.....
🙏🙏
ହାଁ ହାଁ
Correct
ଆରେ ଭାଇ ଚାକର ଗୁଡ଼ାଙ୍କୁ ରାଗିକି କି ଲାଭ
Maghiya police desi peichi
A police officer Gani sikhi nahanti ki
Polce, ka,, mapipar, gahita, naben😎😎😎😎😎😎😎😎
Jay bjp
Good 👍
Bjd police
Jyho
Odisha police BJD ro kukuro.
Police kana odiya jani nahin?
Mamita meher case re soithil ki sir
💪💪💪🌷🌷🌷
Bjp 💪💪💪💪
ଆରେ ଆରେ ମାଆଘିଆ ତୁଏତେ ଆଇନ୍ ଚୋଦ ଉଚୁ ଲୋକ କୁ ଏମିତି ଆଇନ୍ ଅନୁସାରେ ସେବାଦ ଉଚ ନାଁ ଗାଣ୍ଡି ମାରୁଚ ଓଲଟେଇ କି ବା
ଶଳା ଓଡ଼ିଆରେ କହ
ଠିକ୍ କହିଛନ୍ତି
Odisha police kebal tadanta janichhanti. Tela mari chakori karuchhanti.
Police munda kama karuni
ବିଚାରା ପୋଲିସ ବା କ'ଣ କରିବ । ବେକରେ ପଡ଼ିଥିବା ଶିଙ୍କୁଳି ପରା ପୋଲିସ ଶାଉକାର ହାତରେ । ଜୁଆଡେ ଟାଣିବେ ଅଇଁଠା ଖିଆ ପୋଲିସ ସିଆଡେ ଧାଇଁବେ🤣🤣🤣
@amitsamal4097
2 жыл бұрын
ଠିକ୍ କହିଲେ ଭାଇ😀😀
Mall tk besi heigala amo police babu ku
300 loka ru kam thile 😂😂 amara 298 thile 😂😂 wah wah mausa 🔥🔥
ହଳ ଦିଆ ଭାଇ ପଡ଼ିଯିବ ଦେଖିକି
🐚🐚
Nabin pattanayk jindabad
I ❤ Modi
, ଆଚ୍ଛା ତାହେଲେ dekhaba ବିଜେଡି କେତେ ଲୋକ କୁ ନେଇ rali କରୁଛି
ଏଟା ମଦୁଆ ପୋଲିସ 😁😁😁
ପୋଲିସ ଜଗିବ ରାଲି କୁ
Sir aapana thik kahuchhantima apananka katha aame bujhiparunuma sir gote katha bujhi helani bjd sarkar re thaie apana bjp dhana jibana rakhya karuchhanti kaien bjd ku emti atkeilani sarkar khusi heithante apananka prati !
Maduaa police Nka bedhuaa karnama
ତତେ ଲାଜ ସରମ ଭଳି କିଛି ଅଛି ନା ନାହିଁ ମଧ ପିଇ ଏମିତି ଭାଷଣ ମାରୁଚୁ l ତମେ ଜନତାଙ୍କ ପୋଲିସ ନୁହ ଏକ ଦଳୀୟ ଚାମ୍ଛା ମାନଙ୍କର ର ପୋଲିସ ତମ ମାନଙ୍କ ହାତରେ ଦଳୀୟ ପତାକା ଚିହ୍ନ ଧରିଥିବା କଥା
😇
Rule Samante maniba dar kare
juba Samaja Ageiasa pandu Sashana hatei dia
Hi,hi
ପୋଲିସକୁ ୦୨ ଗୋଇଠା ମାରିବା କଥା,,,,,
ବେସି ଦେଖେଇ ହେଉଛି ପୋଲିସ
Mg odia kahare
ବାଳ ତମେ ଗଣିକି ରଖିଛ 2ଜଣ କମ 😆😆😆😆
Nice dance😂😂😂
PAUCH Marichhu kn bo police pila
Kama kichi nahi aemiti hebe
Polese. M. G. AA
Police nuha ho bhai , semane sabu bjd karmi😂
Rastra pl atk
Baya brudha kn kahile kn karidebe police nku kn karidebe janinahnti kn khulam khula dhamak .Then loka nku khatir nahi chada khaki posak ku nahi immediately arreste karantu .
Naveen.sarkar.jiban.nastha.karisarilani.aau.kana.bakhiachi
Maagiya madapiki bhasana dauchi
Hn kii ba re ba kete mahan police officer..sla e jagare BJD dala hele kichi Kari na thanta..
Are seta protect the people.... Protest the people nuhe murkha
ଇଏ ପୋଲିସ କେତେ ମଦ ପିଇଚି ସେଇଟା ଟିକିଏ ପଚାର
Are police v corrupted hele public kahaupere bhorosa koribo....mu bhabithili New DGP sir asele kichi sounkhiya re crime komibo...kintu na kouthi murder, rape, gundaraj, law hato ku nouchanti,, Mane mu janeli.. IPS ro kichi valu nhi.😔
ବାଡା ଶଳା ପୋଲିସବାଲା ଙ୍କୁ
Election commissioner ko Hataw Election ka moja ko Bachaw.These all things are happening due to unfit Election Commissioner.
Police parcially karuchhi ,sabu bele bjd ku samarthana karuchhi anya dala ku problem crieat karuchhi kahinki emiti karantuni ,
Kichi nai kichi nai a godak sabu gopa
BJP hotao bjp kana karuchi desha pahi jabab dia bjp sarkar ta loka birodhare jauchi aaku kanapahi jitaiba
Ahithire Jana paduchhi tamer kete bala khali jatra
Abe corona haeuni
BJP sarkar asile police ku sabad kariba
BJD rally dekhajauni Maghia police ku. BJP ku atkauchi sala BJD kukura odisha police sala nku mara mo bala police
Honest opinion NAMO BJP is the only solution for the future development of Odisha corruption free. Bjd hatao Odisha bachao
Police ta kama au karu nahi Khali aparaga sarakar kathare chalichhi police mane ajira ama odisa pani kalanka
Aeta bada chora ta
ପୋଲିସ ମାନେ BJD ର ପୋଷା କୁକୁରଏଣୁ ବିଜେପି ରାଲି କୁ ବନ୍ଦ୍ କରିବେ
Bjp❤❤❤❤
(BJD) Maane Bisa Jyaada Daba. (BJP) MANE Bisa Jyada Pidaba. Kintu Rogaastatra na hoi Semiti Rahithiba. Bola aanande a ka baar HariBola.
ଶଳା ପୋଲିସ କୁ ବାଡେଇବା କଥା BJD ପୋଷlଗୁଣ୍ଡl ସାଜି ଛନ୍ତି
😂😂😂
Ketoti bjd dala rally ku ataka hoichi
କାହିଁକି ନବୀନ ପାଣ୍ଡେ ଏ ମିତୀ ହଉଛନ୍ତି ଭୋଟର ଏ କ ହୁଅ ଭୋଟରେହି ଜବାବ ଦିଅ
ନବୀନ ଆସିଲେ କଣ 300 ଜଣ ଆସୁଛ ତିକି ବିଜେଡ଼ି ନେତା ରାଲି କଲେ ନୀଳା ବିଜେପି କଲେ କଣ କିଡ଼ା କି
Ha ha ha ha ,,,, Drunkard Police.
🤣🤣🤣
Jago Odisha baci bjd Chor party Naveen Sarkar fall Odisha police fall Odisha Ray Bangladeshi rohingya musalman Pura Naveen Sarkar fall Odisha police fall jay Jagannath
Sala iic Bhai deichi Bala mg
Pita sala ku Odisha police
R8 bjd hatao Odissa bachao
Police babu uniform pindhichonti na opera ru dress magi kori pindhichomti.