ପ୍ରଥମ କାମ; ପ୍ରତି ଘରକୁ ସ୍ୱଚ୍ଛ ପାଣି | The Quiver News

#ପ୍ରଥମ_କାମ_ପ୍ରତି_ଘରକୁ_ସ୍ୱଚ୍ଛ_ପାଣି
ଥକିପଡିଛି ଯୋଜନା, ଘରେ ପହଞ୍ଚୁନି ସ୍ୱଚ୍ଛ ଓ ନିର୍ମଳ ପାଣି । ଘରେ ଘରେ ଲୋକଙ୍କୁ ମଧୁରଜଳ ଯୋଗାଇବା ଲକ୍ଷରଖି ବିଜେଡି କରିଥିବା ବସୁଧା ଯୋଜନାର ସ୍ଥିତି ପରଖିଛି ବିଜେପି। ଗତ ୨୦୧୯ରେ ବ୍ରହ୍ମଗିରୀ ବ୍ଲକ ଅନ୍ତର୍ଗତ କୁଶୁପୁରୁ ଗାଁ ନିକଟରେ ୧୪୪.୩୬ କୋଟି ଟଙ୍କା ବିନିମୟରେ ଆରମ୍ଭ କରାଯାଇଥିବା ମେଘା ପାନୀୟଜଳ ପ୍ରକଳ୍ପର ଶେଷ ୨୦୨୪ ସୁଦ୍ଧା କରିବାକୁ ଲକ୍ଷ ରଖାଯାଇଥିଲା।
#odisha #bramhagiri #sambit_patra #upasana_mohapatra #water_suply
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZread! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews

Пікірлер: 12

  • @samirsethi9747
    @samirsethi974717 күн бұрын

    ଆମରି ପଟେ ବି ପାଣି ଆସୁନି ପାଣି ସତରେ ଆମର ଜାଗା ହଉଛି ନରସିଂହପୁର କଟକ ଜିଲ୍ଲା ଆମେ ବି ଅପେକ୍ଷା କରିଛୁ ପାଣି କେବେ ଆସିବ ❤

  • @niranjankumarparida3720
    @niranjankumarparida372018 күн бұрын

    NICE STEP👍🏻👍🏻

  • @sangramrout7377
    @sangramrout737718 күн бұрын

    Bjp too odisha bashi bahut asha bharasha re achhanti

  • @kailashswain4735
    @kailashswain473514 күн бұрын

    What new project...

  • @SunliPradhan-fv5ko
    @SunliPradhan-fv5ko18 күн бұрын

    B.j.d.karithibba.kamaupare.rangbolli.bahabahaneuchhi.b.j.p.kichhillabhanahin.satajanichhanty.odisha.basi.jay.naveen.nest.cm.b.j.d

  • @arjundas1868
    @arjundas1868Күн бұрын

    Jay shree Ram BJP 🎉🎉

  • @KrishnaJena-xx8up
    @KrishnaJena-xx8up18 күн бұрын

    BJP is noore rangabola sarkar

  • @bibhuprasadcreation2512
    @bibhuprasadcreation251218 күн бұрын

    Bjp petrol diesel GST Gas rate kameiba kebe ho tautar

  • @msr922
    @msr92218 күн бұрын

    Kn pai bjp emiti haucha

  • @anilbehera6029
    @anilbehera602915 күн бұрын

    ପାଣ୍ଡିଆନ କୁ କଣ ପାଇଁ ଇଡି ଲାଗୁନି କଣ କିଛି ଖେଳ chali

  • @dimpalsdelicious9738
    @dimpalsdelicious973817 күн бұрын

    ମୌଳିକ ଅଧିକାର କଥା କହୁଛନ୍ତି ମୋ comment ra reply kanhi ଦେଉନାହାନ୍ତି ମୋର ବି ମୌଳିକ ଅଧିକାର ବାଧା ହେଉଛି so mun ଆପଣଙ୍କୁ ବାର ବାର contact କରିବାକୁ ଚେଷ୍ଟା କରୁଛି

Келесі