Prasnakala Live | ନବୀନ ଦୁର୍ନତିକୁ ପ୍ରଶ୍ରୟ ଦିଅନ୍ତି ! | 25 June 2024 | Argus News

Prasnakala Live | ନବୀନ ଦୁର୍ନତିକୁ ପ୍ରୟ ଦିଅନ୍ତି ! | 25 June 2024 | Argus News
#ArgusNews #Prasnakala #undergroundhouse #pranabprakashdas #Corruption #BobbyDas #bjd #OdishaPolitics
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
KZread : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 411

  • @user-su7md3pu9l
    @user-su7md3pu9lАй бұрын

    ଗରିବ ଲୋକଟି ଘର ପାଇଁ ବ୍ଲକ ଦୋଉଡି, ଦୋଉଡି ହତାସ ହୋଉଛି ଏଠି BJD ର ନେତା ମନ୍ତ୍ରୀ ସରକାର ଟଙ୍କା କୁ ହରି ଲୁଟୁ କରି ଅୟସ କରୁଛନ୍ତି ! ଏଥିପାଇଁ ନବୀନ ପଟ୍ଟନାୟକ ଦାଇ ( ଗରିବ ଲୋକମାନଙ୍କର ଅନୁରୋଧ କୋଠର ଦଣ୍ଡ ଦିଆଯାଉ ) ଜୟ ଜଗନ୍ନାଥ 🙏🌹 ଜୟ ଶ୍ରୀ ରାମ 🙏🌹

  • @tusarkantasahu1064

    @tusarkantasahu1064

    29 күн бұрын

    ❤ ଜୟ ଶ୍ରୀରାମ

  • @himansudash9149

    @himansudash9149

    29 күн бұрын

    ବିଜେପି ନେତା ମାଗିଆ ତୁଳସୀ। ଦିଲ୍ଲୀ ଘର ପାଇଁ ରାଜସ୍ତାନରୁ ମାଟି ଆସୁଥିଲା ପ୍ରତାପ ସଢଂଗୀର। ସତୀ ଗେଇ ବିଜେପି।

  • @Manoranjansahoo34680

    @Manoranjansahoo34680

    29 күн бұрын

    ​@@himansudash9149u r absolutely wrong 👎👎👎

  • @mantuklp6202

    @mantuklp6202

    27 күн бұрын

    ସେ କଥା କୁହ ନାହିଁ , ବି ଜେ ଡି ଆ ଙ୍କ ଦେହ ରେ ନିଆଁ ଲାଗଜିବ । କାହା ଗୁଣ ଗାଇବ, ସବୁ ଗୋଟେ ଗୋଟେ ଖଜୁରି ଗଛ ।ଜୟ ଜଗନ୍ନାଥ❤ଜୟ ଶ୍ରୀ ରାମ

  • @akshyakrnayak4364

    @akshyakrnayak4364

    26 күн бұрын

    ଏଥି ପାଇଁ ଜି ମରଇ ଛନ୍ତି

  • @SatrughanNayak-qf1rt
    @SatrughanNayak-qf1rtАй бұрын

    ନିସ୍ଚୟ ନବୀନ ଦୁର୍ନିତି କୁ ଜାଣି ଶୁଣି ପ୍ରଷୟ ଦିଅନ୍ତି, କୀନ୍ତୁ ସେ ଜନତା ଙ୍କୁ ସ୍ବଚ୍ଛ, ଶାନ୍ତ ସରଳ, ଗମ୍ଭୀର ନାଟକ କରି ଜନତାଙ୍କୁ ଭକୁଆ ବନେଇ ଭୋଟ ନିଅନ୍ତି,

  • @rudrasahoo6766

    @rudrasahoo6766

    Ай бұрын

    କଥା କହିଲେ ବାଉଳି ହେବେ ବୋଲି ନବୀନ ବେଶି କଥା କହନ୍ତି ନାହିଁ😂😂😂

  • @nepalnag1422

    @nepalnag1422

    Ай бұрын

    Absolutely right

  • @harprasadsenapati3945

    @harprasadsenapati3945

    Ай бұрын

    Nabin sabu janichi kintu janisuni chup ruhanti lokanka agare Nirmal bhabamurti ra Natak

  • @brinda9513

    @brinda9513

    Ай бұрын

    ये बात मैने 2009 में समझ गया था। हाथी के दिखानेवाले दांत कुछ और- खाने के दांत कुछ और🙄!

  • @jksworld1246

    @jksworld1246

    Ай бұрын

    ​@@rudrasahoo6766😂😂😂😂😂 Right

  • @bijayalaxmimallick5836
    @bijayalaxmimallick5836Ай бұрын

    ଯିଏ କୁକୁର ଲଗେଇଛି, ରଘୁନନ୍ଦନ ତା 'ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା ଉଚିତ l ତା 'ପରେ ଏ ସବୁ ଖୋଳତାଡ଼ ନିଶ୍ଚୟ ହେଉ l କୁକୁରକୁ ଆଜୀବନ କାରାଦଣ୍ଡ ଦିଆଯାଉ, ତେବେ ଆମ ମନ ଶାନ୍ତି ହେବ l କ୍ଷମତାରେ ନ ଥାଇ ଏତେ ଦର୍ପ, କ୍ଷମତାରେ ଥିଲାବେଳେ କେତେ ଉତ୍ପାତ ହେଉ ନ ଥିବେ?

  • @ganeswarnayak7161
    @ganeswarnayak7161Ай бұрын

    ନବୀନ ପଟ୍ଟନାୟକ ଗୋଟେ ମହାକାଳ ଫଳ, ଦେଖିବାକୁ ଭଦ୍ର ନମ୍ର, ବାସ୍ତବରେ ସେ ଭୟଙ୍କର ପ୍ରତିହିଂସା ପରାୟଣ ଲୋକ।

  • @laxmansahoo4681

    @laxmansahoo4681

    29 күн бұрын

    ସୈତାନୀ ବୁଦ୍ଧି ପ୍ରୟୋଗ କରିବାରେ ଅଦ୍ଵିତୀୟ 🎉

  • @Manoranjansahoo34680

    @Manoranjansahoo34680

    29 күн бұрын

    ​@@laxmansahoo4681ବେଈମାନୀ ର ଗନ୍ତାଘର, ଶଠ, ପ୍ରତାରକ,100%✅👌👌👌

  • @Surendra_parida
    @Surendra_paridaАй бұрын

    ୯ ଲକ୍ଷ୍ୟ ରେ ଘର ର ରଙ୍ଗ ହୋଇ ପାରିବ ନାହିଁ , ତେଣୁ ସେଘର୫ କୋଟି ଟଙ୍କା ଖର୍ଚ୍ଚ ରେ ହୋଇଛି , ଯାହା ଅନୁମାନ କରା ଯାଏ ।

  • @swarajkumarbej3768
    @swarajkumarbej3768Ай бұрын

    ସବୁଠାରୁ ଖତରନାକ୍ ମୂଖ୍ଯମନ୍ତ୍ରୀ ଥିଲେ ନବୀନ ପଟ୍ଟନାୟକ।

  • @RAJESHpradhan01994
    @RAJESHpradhan01994Ай бұрын

    ବିଜେଡି ନେତା ଜଣକ ସକାଳୁ ସକାଳୁ ଗଞ୍ଜେଇ ମାରିକି ଆସିଯାଇଛି କଥା ବି କହିପାରୁନାହିଁ 😂😂😂😂

  • @rsantoshreddy2801

    @rsantoshreddy2801

    Ай бұрын

    Right

  • @GaneshJena-mr1hf
    @GaneshJena-mr1hfАй бұрын

    ନବୀନ ବାବୁ ଅଭିନୟ କରିବା ମାହିରି ଯେମିତି ହାତିର ଦେଖିବା ଦାନ୍ତ ଓ ଭିତରେ ଥିବା ଦାନ୍ତ ଅଲଗା । ଉଦାହରଣ Eletion ଆଗରୁ ହାତ ଥରିବା ଧରି ଧରି ନେବା Unfit ଭଳିଆ ଦେଖାଇ ହେବା ଏବଂ ଆଇନ ତା ବାଟରେ ଯିବା କହିବା ।ତାପରେ ଆଇନ୍ କୁ ତା ବାଟରେ ଯିବାକୁ ନଦେବା ନିଜକୁ ଅତି ସରଳ ନିରାଡମ୍ବର ଦେଖାଇ ହେବା ଇତ୍ୟାଦି ।

  • @GaluRamMajhi
    @GaluRamMajhiАй бұрын

    ପ୍ରତାପ ଷଡ଼ଙ୍ଗୀ ମାଟି, ବାଉଁଶ ରେ ଘର କରିଥିଲା ଓଡ଼ିଶା ବାସୀ ଦେଖିଛନ୍ତି,bjd ସରକାର ରେ ବବି ଦାସ ଙ୍କ ଆଲିଶlନ ବଙ୍ଗଳା ଅଛି ବୋଲି କାହାକୁ ଜଣା ନାହିଁ l

  • @bidyadharraut55

    @bidyadharraut55

    Ай бұрын

    Right

  • @alimelisantosh4376

    @alimelisantosh4376

    Ай бұрын

    👍

  • @lilygarden.456

    @lilygarden.456

    Ай бұрын

    Right

  • @MuktikantaNayak-iw5rv

    @MuktikantaNayak-iw5rv

    Ай бұрын

    Sata Katha pade kahila bhai...

  • @sanjayYT-dj6bg

    @sanjayYT-dj6bg

    Ай бұрын

    Are. Bhai. Tu. Dekhithilu ta. Bhutare kan achhi kan. Nahi. Baharu. Mati ghara. Hele bhitaru. Hotels luxury room thila re andhabhakta

  • @user-tz2yp2gj3u
    @user-tz2yp2gj3uАй бұрын

    ଏ ମାଗିହେ ଙ୍କୁ ଛାଡ ନାହିଁ ଗୋଟିଏ ଗରିବ ଲୋକ ଘର ପାଇଁ କେତେଥର ଦୈାଡି ବାକୁ ପଡୁଛି। କିନ୍ତୁ କୋଟି କୋଟି ଟଙ୍କାର ଘରକୁ ଭାଙ୍ଗି ଦେଉଛନ୍ତି।

  • @prasantapanda1703
    @prasantapanda1703Ай бұрын

    ନବୀନ ହାରାମି ବି ସେଥିରୁ ଭାଗ ନେଉଥିଲା

  • @worldmoviesstar2.0

    @worldmoviesstar2.0

    Ай бұрын

    Nabin ro anyo namo Durniti

  • @JogeswarMajhi-lt7hj

    @JogeswarMajhi-lt7hj

    Ай бұрын

    ନବୀନ ପଟ୍ଟନାୟକ ବି ଯାଉଥିଲା ମୁହୂର୍ତ୍ତକ ଆନନ୍ଦ ପ୍ରାପ୍ତି ପାଇଁ।

  • @nilamadhabasamantaray3509
    @nilamadhabasamantaray3509Ай бұрын

    ବବି ବାବୁ ରାଜମହଲ ତୋଳିବା ପୁର୍ବରୁ ଟିକେ ଅନାଥ ଆଶ୍ରମ ରେ ବୁଲିଆସିଥିଲେ ଭଲ ହୋଇ ଥାନ୍ତା

  • @sukantsahu2671

    @sukantsahu2671

    Ай бұрын

    ଭାଇ ଏକଦମ ଠିକ କଥା

  • @trilochanpatnaik6321
    @trilochanpatnaik6321Ай бұрын

    ବବି ବାବୁ ଙ୍କ ସରକାରୀ ବାସ ଭବନ ଥିଲା ସାରଥୀ ବାବା ଙ୍କ ଆଶ୍ରମ ର ରୂପାନ୍ତରଣ। ଯାହା ବୋଧେ 5T ଙ୍କ ରୂପାନ୍ତରଣ ର ଏକ ଉଦାହରଣ।

  • @BalaramPradhan-wr4eu
    @BalaramPradhan-wr4euАй бұрын

    କ'ଣ ଜାଣିବ ବିଜେଡି ଗଧ ନବୀନ ପଟ୍ଟନାୟକ

  • @trilochanpatnaik6321
    @trilochanpatnaik6321Ай бұрын

    ଏହା ନବୀନ ବାବୁ ଙ୍କ ସରଳ ଜୀବନ ଯାପନ ର ଏକ ଶ୍ରେଷ୍ଠ ଉଦାହରଣ। କାରଣ ବବି ବାବୁ ତାଙ୍କ ମୁଖିଆ ଙ୍କ ଉଦାହରଣ ବୋଲି ପ୍ରମାଣ କରିଛନ୍ତି।

  • @basantamahrana225
    @basantamahrana225Ай бұрын

    ଅର୍ଚ୍ଚନା ନାଗ ଆସୁଥିଲା

  • @chandrasekharmohanta6334

    @chandrasekharmohanta6334

    Ай бұрын

    ଗେହା ଗେହୀ ହେଉଥିଲେ ସେଠି

  • @satyabratabarik2753

    @satyabratabarik2753

    Ай бұрын

    Thik katha

  • @sanjayapradhan6156

    @sanjayapradhan6156

    Ай бұрын

    😢😢qqqqq​@@chandrasekharmohanta6334

  • @KandarpakumarsahuSahu
    @KandarpakumarsahuSahuАй бұрын

    କିଶୋର ଗୋଟେ ଗାଲୁଆ ଗାଲୁଆ ମୁହା ଗାଲୁଆ

  • @subashdas5516
    @subashdas5516Ай бұрын

    ଧର୍ମ ମାଡ଼, ଅପେକ୍ଷା କର ଆହୁରି ଅନେକେ ମନ୍ତ୍ରୀ ଏମେଲ

  • @laxmansahoo4681

    @laxmansahoo4681

    29 күн бұрын

    ଅଦାଗି ନେତା ଜଣେ ନାହାନ୍ତି 🎉

  • @lalitendubehera1367
    @lalitendubehera1367Ай бұрын

    ଓଡ଼ିଶାର ନୂଆ ସରକାର୍ ବିଗତ ଦିନ ମାନଙ୍କରେ ଘଟିଥିବା ଦୁର୍ନୀତି ଉପରେ CBI ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ

  • @user-fz8fl3vp3e
    @user-fz8fl3vp3eАй бұрын

    ସେଠି ଝିଅ ମାନଙ୍କୁ ନେଇ ଧନ୍ଦା ଚାଲିଥିଲା

  • @NilaNiladas-lu4sq
    @NilaNiladas-lu4sqАй бұрын

    ବିଜେଡି ନେତା ମାଦୁରୁ ଚୁଦ୍ ମାନଙ୍କୁ ଜେଲ୍ ରେ ଭତୀ କର ପିଟ ସଳାମାନଙ୍କୁ ଲଜ୍ୟା ନାହିଁ ଛି ଛି

  • @kalyanpanda5885
    @kalyanpanda5885Ай бұрын

    ବେଲଜ୍ୟା କିଶୋର ଅଲଜ୍ୟା

  • @niranjanbarik1684

    @niranjanbarik1684

    Ай бұрын

    Ata behiaa

  • @mansinghmurmu7835

    @mansinghmurmu7835

    Ай бұрын

    ଭଡୁଆ ନେତା କିଶୋର ହୋତା😂

  • @pratappandit4892
    @pratappandit4892Ай бұрын

    ସବୁ ଜେଲ ଜିବେ

  • @sushreeschannel8285
    @sushreeschannel8285Ай бұрын

    ବିଜେଡିର ଆଗଧାଡିର ମୁଖପାତ୍ର ଙ୍କୁ ଆଣ ନ୍ତୃ

  • @alimelisantosh4376

    @alimelisantosh4376

    Ай бұрын

    Hn

  • @chandrasekharmohanta6334

    @chandrasekharmohanta6334

    Ай бұрын

    ନବୀନ ପଟ୍ଟନାୟକଙ୍କ ର ମୁଠି ମାରିବୁ ଯା 😅

  • @user-vo2rp3ew5w
    @user-vo2rp3ew5wАй бұрын

    ଏ ମାଆ ଗିଆକୁ କିଏ ଡାକିଥିଲା

  • @RabinkumarPradhan-gi2og

    @RabinkumarPradhan-gi2og

    29 күн бұрын

    ଏ ମାଆଗିଆକୁ ଥାନାକୁ ଆଗ ନିଅ ଯାଣିକୀ ରଙ୍ଗଦେଖାଉଛି

  • @ksuperfinevideo7231
    @ksuperfinevideo7231Ай бұрын

    ପ୍ରତାପ ଷଡ଼ଙ୍ଗୀ ସାର୍ବଜନୀନ କରିଥିଲେ ମିଡ଼ିଆ ରେ ଦେଖିଛି

  • @nirmalkumarbehuria6411
    @nirmalkumarbehuria6411Ай бұрын

    ଦଳଗତ ନିର୍ବିଶେଷରେ ତଥା ସ୍ଥାନୀୟ ଜନ ସାଧାରଣ ଏହା ବିରୋଧ ରେ ପଦକ୍ଷେପ ନେବା ଦରକାର

  • @dhananjayapradhan4608
    @dhananjayapradhan4608Ай бұрын

    କିଶୋର କୁ ମାଡ଼ ନିହାତି ଆବଶ୍ୟକ

  • @ranjanmohanty9098
    @ranjanmohanty9098Ай бұрын

    ସେଠାରେ ପଲଙ୍କ ସେବା ହେଉଥିଲା [ସାରଥି ପରି

  • @deepakjagadev3087
    @deepakjagadev3087Ай бұрын

    ସାଧାରଣ ପ୍ରଶାସନ ବିଭାଗ କଣ ପାଇଁ ଏତେ ଦିନ ନିଦ୍ରା ଯାଇଥିଲା। ଖବର ପ୍ରସାରଣ ହେଲା ପରେ ତଦାରଖ କଲାନାହିଁ କାହିଁକି । ନୂଆ ସରକାର ଶିଘ୍ର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

  • @SibaPati-yc8ss

    @SibaPati-yc8ss

    Ай бұрын

    Mg babi das ku arrest karantu manyabar cm. Tebe apankar bhala hebe na hele apan nku lokomane bhala paibe nahi

  • @anvlog1851
    @anvlog1851Ай бұрын

    ମୁଖ୍ଯ ମନ୍ତ୍ରୀ ଙ୍କୁ ପଚ଼ର ଯାଉ cbi ତଦନ୍ଦ ନିର୍ଦେଶ ଦେବେ କି ନାଇଁ?

  • @surendranathsatapathy8654
    @surendranathsatapathy8654Ай бұрын

    ନବୀନ ପଟନାୟକ ବିଜେଡି ସଭାପତି କେଜେ୍ରିୱାଲ କୁ ବଳିଯିବେ. ସବୁ ସ୍କାମର ଖୋଳତାଡ଼ ହେଉ. ତଳ ଠାରୁ ଉପର ପର୍ଯ୍ୟନ୍ତ ଧଳା ହସ୍ତୀ ଙ୍କୁ ଧରାଯାଇ ଝାରପଡା ଜେଲ କୁ ପଠାଯାଉ. ଜୟ ହିନ୍ଦ. ଜୟ ଭାରତ.

  • @Manoranjansahoo34680

    @Manoranjansahoo34680

    29 күн бұрын

    ନାହିଁ ଭାଈ କେଜ୍ରିୱାଲ =1/7 ନବୀନ 👌👌👌

  • @mynameisnew3783
    @mynameisnew3783Ай бұрын

    Total BJD chora criminal

  • @worldmoviesstar2.0

    @worldmoviesstar2.0

    Ай бұрын

    Choro mano nku ati sighro dhorontu.. sadharono loko nko tanka ku emiti durniti kari chhanti,,

  • @user-qs3ck7iq8w
    @user-qs3ck7iq8wАй бұрын

    ନବିନ ପଟ୍ଟନାୟକ ମଧ୍ୟ ଆରେଷ୍ଟ ହବାଦରକାର।ସେ ଗୋଟେ ନିଳବର୍ଣୃ ଶ୍ରୃଗାଳ

  • @pancharatnanaik2829
    @pancharatnanaik2829Ай бұрын

    କିଶୋର ଜଣେ ବଡ ବାହୁଡ଼ି ଅଟେ।

  • @gobindasoren5689
    @gobindasoren5689Ай бұрын

    ବଢିଆ ଯୁକ୍ତି Argus news 🙏🙏🙏👍👍👍

  • @trilochanpatnaik6321
    @trilochanpatnaik6321Ай бұрын

    ବବି ବାବୁ ତ କ୍ରୀତଦାସ କିଶୋଇ ବାବୁ ବୋଧେ କ୍ରୀତଦାସ ଙ୍କ ବୋକଚା ବୁହା।

  • @biswaranjansundaray8668
    @biswaranjansundaray8668Ай бұрын

    Thank Argus. Nice Investigation.. God bless you.

  • @binayakrai9009
    @binayakrai9009Ай бұрын

    କିଶୋର ମଦ୍ଯପାନ କରି କହିଲାପରି ଜଣାପଡୁଛି

  • @bibhutibhusanbehera5147
    @bibhutibhusanbehera5147Ай бұрын

    ବବି ଦାସ୍ କୂ କାହିଁକି ଅରେଷ୍ଟ କରାଯାଉ ନାହିଁ

  • @suryanarayansahu5375
    @suryanarayansahu5375Ай бұрын

    ଏ ଦେଶକୁ ବଞ୍ଚାଅ । ଦେଶ ସମାଜର ଉନ୍ନତି କରାଇବା ବଦଳରେ ଆପଣ ମାନେ ଇଏସ କରୁଛନ୍ତି କେବେ ମରିଵେନି ଜୟ ଜଗନ୍ନାଥ।

  • @suryanarayansahu5375
    @suryanarayansahu5375Ай бұрын

    ଟଙ୍କା ଖର୍ଚ୍ଚ ହେଉଥିବା କାହା ବାପାର ଜବାବ ଦିଅ ଜନସାଧାରଣଙ୍କୁ । ଭୋଟ ହାତେଇବାକୁ ବହୁତ ମାଗଣା ଯୋଜନା ଆଗରୁ ନଥିଲା।

  • @SibashankarNayak-ki4ej
    @SibashankarNayak-ki4ejАй бұрын

    Baby ku 10year JEL Haba darkar

  • @chakradharmahanta6131
    @chakradharmahanta6131Ай бұрын

    ଏ ମାନେ କ'ଣ କହିବେ,, ସବୁ ଖାଇ କି ଖୋଳ କରି ଦେଇ ଛନ୍ତି,,,

  • @AbhaykumarBhol-qx7im
    @AbhaykumarBhol-qx7imАй бұрын

    Nabin pagla ho gya hai

  • @vasango9667
    @vasango9667Ай бұрын

    ମୋ ପରି କେତେ ଲୋକଙ୍କର ଘର ନାହିଁ ଆମେ ବର୍ଷ ବର୍ଷ ଧରି ଛୁଆଙ୍କୁ ଧରି ଭଡ଼ା ଘରେ ରହି ଆସୁଛୁ କିନ୍ତୁ ଏ ନେତା ମାନେ କୋଟି କୋଟି ଟଙ୍କା ର ଘର କୁ ଧୂଳି ସାତ କରୁଛନ୍ତି। ଭଗବାନ ତାର ଉତ୍ତର ଦେବେ

  • @hemantakumarmohanty849
    @hemantakumarmohanty849Ай бұрын

    ମହା ଦୁର୍ନତି ର ମୁଖ୍ୟମନ୍ତ୍ରୀ ଙ୍କ ବିଧାୟକ ସାଂସଦ ଅନ୍ତଭୁକ୍ତ ଅଟନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜାଣିଛନ୍ତି

  • @user-vx6ob6pl6b
    @user-vx6ob6pl6bАй бұрын

    ଦୁର୍ନୀତି ଖୋର ବ୍ଯକ୍ତି ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି ନବୀନଙ୍କ ଏହା ଦୋମୁହାଁ ନୀତି

  • @SaumendraGarabadu-sq2vr
    @SaumendraGarabadu-sq2vrАй бұрын

    ସବୁ ଗୋଟେ ଥାଳିରେ ଚଟା ଆଉ ବଟା କିଛି ହବନି।

  • @brundabanmandika5298
    @brundabanmandika5298Ай бұрын

    ନବୀନ ବବୁ କହୁଥିଲେ ଆଇନ ତା ବାଟରେ ଏହା ହେଉଛି ନବୀନ ସରକାରଙ୍କ ସଛ ଶାସନ।

  • @dhirendranathrout3005
    @dhirendranathrout3005Ай бұрын

    କିଶୋର ବି କ'ଣ ବହୁତ ଲୋଟ କରିଛି,ସପୋର୍ଟ କରୁଛି।

  • @gajendranathjena356
    @gajendranathjena356Ай бұрын

    ସାମ୍ବାଦୀକ ଭାଇମାନେ ନବିନଙ୍କୁ ପଚାରନ୍ତୁ ନବିନଙ୍କୁ ସରକାରୀ ଦଳ ମୁଖପାତ୍ର ନବିନାକୁ ପ୍ରଶ୍ନ ପଚ଼ାର ଯାଉ😊😅😮😢😂

  • @janardanpanda5378
    @janardanpanda5378Ай бұрын

    ଓଡିଶାରେ ଏପରି ଦୁର୍ନିତି ହୋଇଛି ଏହାର ତଦନ୍ତ ସିବିଆଇ କୁ ଦିଆଯିବା ଦରକାର

  • @OdJagu
    @OdJaguАй бұрын

    ନଵିନବାବୁକଣଘରେଶେଇଲେକଙ୍କପଇସାରେଅୟସକରୁଥିଲେଓଡିଶାଟାଡାଙ୍କଵୋପାର 21:57

  • @gopalchandramohapatra6741
    @gopalchandramohapatra67415 күн бұрын

    ବେଲଜ୍ୟ l ନବୀନ ପଟ୍ଟନାୟକ କହିବେକି ତାଙ୍କ ଚବିଶ ବର୍ଷ ଶାସନ ଭିତରେ ଆଇନ୍ ଶୃଙ୍ଖଳ l ପରିସ୍ଥିତି କନ ଥିଲା

  • @user-sl1rs9ij8y
    @user-sl1rs9ij8yАй бұрын

    ବିଜେଡି ର ନେତା ମାନଙ୍କୁ ଟିକେ ଲାଜ ଲାଗିବା କଥା ଗରିବ ଓଡିଶା ରେ ରାଜା ଭଳିଆ ଚଳୁଛନ୍ତି

  • @beherasailendra5323
    @beherasailendra5323Ай бұрын

    ଗୁରୁ ମନ୍ତ୍ର ପାଇଁ ପଇସା ଲାଗେନି, ତେଣୁ ମନ୍ତ୍ର ଦେବାରେ କଣ ଅଛି ନବୀନ ସରକାରଙ୍କୁ, ଖାଲି ଲୋକଙ୍କୁ ଭୋକଉଆ ବନାଉ ଥିଲେ

  • @user-ud1lp4oh5t
    @user-ud1lp4oh5tАй бұрын

    BJP ସରକାର କରୁଛି କଣ

  • @chittaranjandas5018
    @chittaranjandas5018Ай бұрын

    Argus chanel best chanel showing report against crime, violence and currption, murder

  • @GaneshJena-mr1hf
    @GaneshJena-mr1hfАй бұрын

    ସରକାରୀ ଟଙ୍କା ରେ ତିଆରି ହୋଇ ଥିଲେ ଅଦୈ ଭାଙ୍ଗି ପାରିବେ ନାହିଁଁ । ଯଦି ନିଜ ଟଙ୍କାରେ ଘର କରିଥାନ୍ତେ ମଧ୍ୟ ଭାଙ୍ଗି ପାରିବେ ନାହିଁ । ସେ ଘର ଓ କାମ ହୋଇ ଥିନ୍ତା ସରକାର ଙ୍କର 'l

  • @hrushikeshprata4570
    @hrushikeshprata4570Ай бұрын

    ଗରିଵ ଘର ଖଢେ ପାଇପାରୁ ନାହିଁ ବିଜେଡି ବାବୁ ମାନେ ଇନ୍ଦ୍ର ଭବନରେ ରହୁଛନ୍ତି ଏମାନେ ରାଜ୍ୟକୁ ବିକି ଦେଇଥାନ୍ତା ନଵିନ ଵାଵୁ ଶୋଈପଡିଥିଲା

  • @madhusmitaswain7848
    @madhusmitaswain7848Ай бұрын

    Kishor hota ku pani tikia piebaku diantu

  • @ajitkumar332
    @ajitkumar332Ай бұрын

    ନବୀନ ପଟ୍ଟନାୟକ କଣ ସେ ଆଲିସନ୍ ବଙ୍ଗଳା କୁ ଯାଇ ନାହାନ୍ତି

  • @prasantkudas3438
    @prasantkudas3438Ай бұрын

    ନବୀନ ବାବୁ ଜଣେ ମାଇଚିଆ ମୁଖ୍ୟମନ୍ତ୍ରୀ ଥିଲେ, ସେଥିପାଇଁ BJD ର ମାହାଗିହାମାନେ ଓଡ଼ିଶାର ସମ୍ପତିକୁ ବୋପା ସମ୍ପତି ଭାବି ଖାଉଥିଲେ,

  • @suryadas1087
    @suryadas1087Ай бұрын

    Yes ,Naveen is Kingpin of all these corruption.

  • @Bhagi-s7s
    @Bhagi-s7sАй бұрын

    ମୁଁ ଭାବୁଛି ଆଗରୁ କଣ କେହି ପ୍ରଶାସନ ଦେଖିନଥିଲେ,

  • @pradiptakumarsahoo3930
    @pradiptakumarsahoo3930Ай бұрын

    ବବି ବାବୁ ଏ ପଇସା କେଉଁଠୁ ଆଣିଲେ? ବିଜେଡି ଦଳୀୟ ପାଣ୍ଠି ରୁ ନା ସରକାରୀ ତହବିଲାରୁ ଏହି ଘର ନିର୍ମାଣ ହୋଇଛି? ବିଜେଡି ନେତା ଉତ୍ତର ଦିଅନ୍ତୁ।

  • @ajitkumar332
    @ajitkumar332Ай бұрын

    Bjd ବାଲା ସରମ କର ଏବେ ମରିବ

  • @niranjanrout718
    @niranjanrout718Ай бұрын

    Nabin pattanaik can not live without wine and also sleep alone in night. He gave power to pandiyan and boby das to hari loot odisha

  • @mitubehera7690
    @mitubehera7690Ай бұрын

    ବିଜେପି ବର୍ତ୍ତମାନ କରୁଛି କଣ ଅତି ଶିଘ୍ର ଆକ୍ସନ ନିଆଯାଉ ଗରିବ ଲୋକ ଘର ଖଣ୍ଡେ ଲାଗି କେତେ ଦଉଡ଼ି ଦଉଡ଼ି ବି ମିଳି ପାରୁ ନାହିଁ

  • @himansudash9149
    @himansudash914929 күн бұрын

    ବିଜେପିର ପତାନା ଝୁଲା ବାବୁ ଦିଲ୍ଲୀ ଘରେ କେତେ ଖର୍ଚ୍ଚ କରିଛି ଦେଖଉନ ମାଗିଆ ଦଲାଲ୍ ଚାନେଲ। ତମ ଧରମାର କେତେ ଯାଗାରେ କୋଠା ବୋପା ପଇସା ଖର୍ଚ କରି କରିଛି?

  • @rameshpradhan8772
    @rameshpradhan877212 күн бұрын

    କେଡେ କାଦୁଅ ବଦମାସ୍ କିଶୋର ବୋଲାଉ ଥିବା ଲୋକଟି। ଛି....ଛି....ରେ ଶଳା କିଶୋର, ତୋତେ ଟିକିଏ ହେଲେ ଲଜ୍ଜ୍ୟା କି ସରମ ବୋଲି କିଛି ନାହିଁ । ଆଲଜ୍ଜ୍ୟ ଶଳା

  • @ramakantanayak9567
    @ramakantanayak956726 күн бұрын

    ଭାଡୁଆ ମାଜ୍ଞା କିଶୋର ହୋତା

  • @dharanidhararout3663
    @dharanidhararout3663Ай бұрын

    ନବୀନ ସରକାର ଦୁର୍ନୀତି ସରକାର

  • @rasmirekhakandi3856
    @rasmirekhakandi3856Ай бұрын

    The x cm is the only person responsible for all this. The black 24 years of odisha history.

  • @user-bs9on1lb2s
    @user-bs9on1lb2sАй бұрын

    କିଶୋର ବାବୁ କିଛି କହିପାରିବେନି, ସରକାର କଣ କରୁଛନ୍ତି,

  • @SridharPradhan-kv8dv
    @SridharPradhan-kv8dvАй бұрын

    ଅର୍ଗସ tv ଗରିବଙ୍କ ସା ଥିରେ ଅଛି

  • @kamallochannayak9660
    @kamallochannayak9660Ай бұрын

    Nobin Durniti Ku Ashraya Dianti, Jago Odisha Jago

  • @gajendranathjena356
    @gajendranathjena356Ай бұрын

    ବିଜେଡି ପ୍ରବକ୍ତା ବାଜେ ଲୋକଟା ପରିସ୍କାର ଉତ୍ତର ନାହିଁ ପ୍ରତାପ ଷଡଙ୍ଗି କଣରଙ୍ଗଶାଳା କରିଥିଲା ଅର୍ଚ୍ଚନା ନାଗ କାମିଆ ଜାନି ଶ୍ରଦ୍ଧା ନନ ପଲଙ୍କ ସେବା ଯୋଗାଇ ଦେବା କଣ ପ୍ରଣବ ପ୍ରକାଶ ଦାସ ଅର୍ଚନା ନାଗ ଦିନେ କହିଥିଲା ଅଧଘଣ୍ଟେରେ ବିଜେଡି ସରକାର ଯିବ ନବିନ ପଟ୍ଟନାୟକ ମୁହଁରେ କଣ ବନ୍ଦ କରି ବସିଛି ଧର୍ତ୍ଵବଅପରାଧ ବବୀ କରିଛନ୍ତି ଜେଲ ପଠାଅ ମୋହନ ସରକାର ଆଇନକୁ କଡାକଡି କରାଯାଉ😢😅😊😂😂😂😊😅

  • @hemantkumarsingh1387
    @hemantkumarsingh1387Ай бұрын

    Public should oppose this activity of Bobby Das.

  • @Suresh19949
    @Suresh19949Ай бұрын

    Kishor Bhai apana Raja Mahala banantu hele money kauthu anile tk kuhontu

  • @user-te1sd1qw4k
    @user-te1sd1qw4kАй бұрын

    ଏମାନ କଂ ଘର କୁ ଅତି ଶିଘର ed ରେଡ କରା ଯାଇ

  • @user-zi2tz2qu8m
    @user-zi2tz2qu8mАй бұрын

    ମା ଗିହା..କିଶୋର ହୋତା...ତୋ ବୋପାର....ଧନ...ମା ଗିହା ତୋ ଝିଅକୁ ବିଜେଡି ବାଲା..କେତେ ପେଲିଛନ୍ତି.....

  • @rameshpradhan8772
    @rameshpradhan877212 күн бұрын

    ଛି....ଛି....ଛି....ରେ ଅଲାଜୁକ କିଶୋର, ତୁ ଏଠାକୁ କାହିଁକି ଆସିଛୁ, ତୋତେ ଟିକିଏ ହେଲେ ଲଜ୍ଜ୍ୟା କି ସରମ ନାହିଁ। ବେଳାଜ୍ଜ୍ୟା ଲୋକଟା, ଦେଖୁଥିବା ଲୋକ ତୋ ମୁହଁ ରେ ଛେପ ପକାଉଛନ୍ତି ।

  • @salilkumar9703
    @salilkumar9703Ай бұрын

    ସେ କିଶୋର ହୋତଙ୍କୁ କାହିଁକି ଆଲୋଚନା ରେ ବସାଉଛନ୍ତି ? ଅତି ବାଜେ ଲୋକଟା । ଯାହା ତାଙ୍କୁ ପଚରା ଯାଏ ତାହାର ଉତ୍ତର ଦେବାର ତାଙ୍କର ସତସାହସ ନାହିଁ । ସେ ସର୍ବଦା ବୁଲେଇ ବଙ୍କେଇ ଉତ୍ତର ଦେଇଥାନ୍ତି ମୋର ତାଙ୍କୁ ଉପଦେଶ ପ୍ରକୃତ ପ୍ରଶ୍ନର ଉତ୍ତର ଦେବା ପାଇଁ ଚେଷ୍ଟା କରିବେ

  • @user-yd7dq7ij6w
    @user-yd7dq7ij6w29 күн бұрын

    ସି. ମ୍. ନମ୍ବର one

  • @dayanidhl1067
    @dayanidhl106729 күн бұрын

    କିଶୋର ଜଣେ ବେଲଜ୍ଜ୍ୟା, ତାର ଉତ୍ତର ରୁ ଜଣାପଡୁଛି

  • @PrakashBhakti-2k24
    @PrakashBhakti-2k24Ай бұрын

    All are questions should be asked to navin pattanaik

  • @kamallochannayak9660
    @kamallochannayak9660Ай бұрын

    Right Speaking Sir,Babi Das Bada Jalari Dagi Neta, BJD Khatam Haijiba Agoku

  • @lilygarden.456
    @lilygarden.456Ай бұрын

    Right durnitiku naveen babu ghanta ghodanti

  • @bipinakumardashbipinakumar9248
    @bipinakumardashbipinakumar924829 күн бұрын

    Argus news ku Thank u

  • @PrakashBhakti-2k24
    @PrakashBhakti-2k24Ай бұрын

    Take action very quick ,

  • @Aswin-ls9qc
    @Aswin-ls9qc29 күн бұрын

    ବିଜେଡ.ବାଲାଙ୍କୁ ଗୋଡ଼ାଇ ଗୋଡ଼ା-ଇପିଟ

  • @shrijagannathbhajansandhya4882
    @shrijagannathbhajansandhya4882Ай бұрын

    ଏହି କିଶୋର ହୋତା ଗୋଟିଏ ଗାଲୁଆ ଲୋକ.ତେଣୁ ୟାକୁ କାହିଁକି ପଚାରୁଛି.

  • @KanhuDash-on1ri
    @KanhuDash-on1ri28 күн бұрын

    କିରେ ସଳା ଶରକାର ନୀଟୀ କଥାଚିତ୍ର ଦେଖୋଉନ

  • @hariharasahoo428
    @hariharasahoo428Ай бұрын

    ଏଇଟା ବାଳ କହିବ.. ଦେଖୁନ କେମିତି ଚୋର ଭଳି ହଉଛି... ଆଉ କେତେ ଲୋକ ମାନଙ୍କୁ ଠକିବ 🤣🤣

  • @satyanarayanamaharana6450
    @satyanarayanamaharana6450Ай бұрын

    BJP jodi action nieni, tahele bhorosa uthijibo BJP uporu

  • @AshokKBarik
    @AshokKBarikАй бұрын

    Unfortunate.....it is not expected from the outgone government who governs for 24 years....

  • @tusarkantasahu1064
    @tusarkantasahu106429 күн бұрын

    କଣ ପାଇଁ ଏତେ ଗର୍ବ....? ଯେଉଁ ରାଜ୍ୟରେ ପ୍ରଜା ଟିଏ ଝୁପୁଡି ଘର ଖଣ୍ଡେ ପାଇଁ ସଂଘର୍ଷ କରୁଛି ସେଇ ରାଜ୍ଯ ର ସରକାର, କୋଟି କୋଟି ଟଙ୍କାର ନିର୍ମିତ କୋଠା ଘର କୁ ଭାଙ୍ଗିବା କଣ ଉଚିତ୍ କି? ବାକି ରହିଲା ଆଇନ ଗତ ଦୃଷ୍ଟି ରୁ ରାଜ୍ଯ ର ଜମି ବାଡି, ପାଣି ପବନ, ଟଙ୍କା ପଇସା ଇତ୍ୟାଦି ସବୁ କିଛି ର ମାଲିକ ସରକାର ପ୍ରଜା କେବଳ ମାରଫତଦାର.. ଗୋଟେ ଲୋକୋ ନିଜ ପଇସା କହି ଲକ୍ଷ ଲକ୍ଷ ଟଙ୍କା କୁ ସର୍ବସମ୍ମୁଖରେ ମ୍ୟାଚଶ୍ ମାରି ପୋଡ଼ି ଦେଲେ ଆଇନ୍ ଗତ ଦୋଷୀ.... ଏହା ଦ୍ୱାରା ସେ ନିଜ ନୂହେଁ ରାଜ୍ୟର ସମ୍ପତ୍ତି ନଷ୍ଟ କରିଛନ୍ତି..... ଦେଖା ଯାଉ ବଡ ବଡ଼ିଆ ଙ୍କ ପାଇଁ ଆଇନ କଉ ବାଟରେ ଯାଉଛି... ଯେଉଁ ରାଜ୍ଯରେ 2 ଟି ଗୋଷ୍ଠୀ ପାଇଁ 2 ପ୍ରକାର ଆଇନ୍ ସେଠି ଧିକ୍ ନେତା ଧିକ୍ ଜନତା... ଜୟ ଶ୍ରୀରାମ ❤

  • @BishikeshanNaik-tn9do
    @BishikeshanNaik-tn9doАй бұрын

    ବିଜେପି ର ଚାମଚା ନ୍ୟୁଜ

Келесі