Pari Murder Case: Know How The Accused Was Identified

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
For the latest Odisha News Follow us:
Visit: kanaknews.com/
Watch Live : kzread.info...
KZread: / kanaktvonline
Twitter: / kanak_news
Facebook: / kanaknews
#KanakNews #PariMurderCase

Пікірлер: 962

  • @jagdishpingua9404
    @jagdishpingua94043 жыл бұрын

    ଜୟ ମା ତାରିଣୀ ସତ୍ୟର ସନ୍ଧାନ ହେଉ ପରି କୁ ନ୍ୟାୟ ମିଳୁ

  • @rajashreeodiavlog143

    @rajashreeodiavlog143

    3 жыл бұрын

    Hn

  • @Subhendu_Vlogs
    @Subhendu_Vlogs3 жыл бұрын

    ପୁରା ରାତିଦିନ ଏକ କରିଦେଇଛନ୍ତି ବହି ଲେଖିବା ପାଇଁ..

  • @ChandanSahoo-br7xj

    @ChandanSahoo-br7xj

    3 жыл бұрын

    Right

  • @linaswain9299

    @linaswain9299

    3 жыл бұрын

    Mana gadha gapa khali lekhuchhanti

  • @laxmipriyasamal9135

    @laxmipriyasamal9135

    3 жыл бұрын

    Yes right

  • @quotation3690

    @quotation3690

    3 жыл бұрын

    କହିବା ଅଭ୍ୟାସ ମଧ୍ୟ କରିଛନ୍ତି

  • @linaswain9299

    @linaswain9299

    3 жыл бұрын

    @@quotation3690 hn botra gapa kahibaare mahir aau dalal media gaaibare b mahir

  • @prabhatranjanbehera5015
    @prabhatranjanbehera50153 жыл бұрын

    କାଉ ଖାଇଲା ପଣସ ବଗ ମୁଣ୍ଡ ରେ ଅଠା. କଥା ଟି ଠିକ୍ ସେହି ପରି ହେଇ ଗଲା 😔

  • @leeee1010

    @leeee1010

    3 жыл бұрын

    R8

  • @mahisahoo3426

    @mahisahoo3426

    3 жыл бұрын

    Right

  • @reetap4008

    @reetap4008

    3 жыл бұрын

    Hau satya ra naa haliba duliba kintu dubiba nai

  • @reetap4008

    @reetap4008

    3 жыл бұрын

    Sarkar nija gadi kubanchei baku jai bhala natak karuchhanti

  • @abhijeetsahoo2168

    @abhijeetsahoo2168

    3 жыл бұрын

    Nija pakhare proof achhi ta dia panasha khaila wala ku dhara kukura nka bhalia bhokile knn haba

  • @anilsahoo1204
    @anilsahoo12043 жыл бұрын

    Kanka News ku Bahut Dhanyabad, Epari GAPA Ku BISWAS karibaru.

  • @rojapersonallife2101

    @rojapersonallife2101

    3 жыл бұрын

    Super Bor

  • @jagdishpingua9404
    @jagdishpingua94043 жыл бұрын

    ଏ ସବୁ ମିଛ ପ୍ରମାଣ ଦୋଷୀ କୁ ଧରାହେଇନାହି

  • @amareshamohanty69
    @amareshamohanty693 жыл бұрын

    ଯଦି ଏସବୁ ହୋଇଛି । ତେବେ CBI Enquiry ପାଇଁ କାହିଁକି ରାଜି ହେଉ ନାହାନ୍ତି ?

  • @YT-MANOJ
    @YT-MANOJ3 жыл бұрын

    ତମ ଚାନେଲ କୁ କେତେ ଦକ୍ଷିଣା ମିଳିଛି କି ମାଲିକେ

  • @sritampatra4153

    @sritampatra4153

    3 жыл бұрын

    Toke chup kara ho

  • @hrushikeshmahanta6590

    @hrushikeshmahanta6590

    3 жыл бұрын

    Jiban Sara khaile b sariba nahin

  • @sritampatra4153

    @sritampatra4153

    3 жыл бұрын

    @UCOX035MHDsfeCSdrz4LvV8w moro khainu ki kahara khainu kintu tk bhokiba band kara jodi toro kichi karibara achi jaiki nayagard re kara eithi bhokile pari ku justice mulubani

  • @sritampatra4153

    @sritampatra4153

    3 жыл бұрын

    @@hrushikeshmahanta6590 kn janicha kn kahi na seita sobu jona khali unusual comment karucha

  • @lababehera2851

    @lababehera2851

    3 жыл бұрын

    Yeee news pa bjd ra

  • @gadulujeje7117
    @gadulujeje71173 жыл бұрын

    କାହାଣୀ ଭଳିଆ ଲାଗୁଛି କିନ୍ତୁ ଯିଏ ବି ହେଇଥାଉ ପ୍ରକୃତ ଦୋଷୀ କୁ ପ୍ରଭୁ ଦଣ୍ଡ ଦିଅନ୍ତୁ 🙏 ହେ ଜୟ ଜଗନ୍ନାଥ 🙏🙏🙏🙏

  • @sanatanagochhayat2774
    @sanatanagochhayat27743 жыл бұрын

    ଠିକ୍ ନା ଭୁଲ୍,ନା ଏକ ଷଡ଼ଯନ୍ତ୍ର ଲାଗୁଛି।

  • @Iswarbakti0999

    @Iswarbakti0999

    3 жыл бұрын

    really sir dismisse

  • @sujatamishra4767
    @sujatamishra47673 жыл бұрын

    CBI investigation is required for this case

  • @nilimajena636

    @nilimajena636

    3 жыл бұрын

    Right

  • @pravaskumardash125
    @pravaskumardash1253 жыл бұрын

    BJD channel Kanak news. Arun bothra chamcha

  • @digambarraul9833
    @digambarraul98333 жыл бұрын

    This is like grandma's story.

  • @soumyasantamahalik7617

    @soumyasantamahalik7617

    3 жыл бұрын

    Okyy uncle 👍👍👍🤣🤣

  • @sanatanagochhayat2774
    @sanatanagochhayat27743 жыл бұрын

    ଯଥେଷ୍ଟ ପ୍ରମାଣ ଦେବା ଆବଶ୍ୟକ।ମନ ଗଢା କଥା ନୁହେଁ। ମିଡିଆ ଭାଇ ଓ ଭଉଣୀ ମାନେ ସଂପୂର୍ଣ୍ଣ ନଜର ରଖନ୍ତୁ।

  • @ranjitbiswal7764

    @ranjitbiswal7764

    3 жыл бұрын

    Right bhai

  • @kailashchandrapatra8875
    @kailashchandrapatra88753 жыл бұрын

    ସବୁ ତ ପଚାରିଲ, ଏଇ ଗୋଟିଏ କଥା କେମିତି ପଚାରିଲ ନାହିଁ ଯେ ବସ୍ତାରେ ତ ସବର 100% ଅଂଶ ଗଲା ଆଉ ପୋଖରୀ କୂଳରେ ଶବର 25% ଅଂଶ କିପରି ମିଳିଲା ?

  • @ranjansutar362

    @ranjansutar362

    3 жыл бұрын

    Yes right questions

  • @ramakantbehera1370

    @ramakantbehera1370

    3 жыл бұрын

    Yes

  • @masterscience9490

    @masterscience9490

    3 жыл бұрын

    Sabara destroy kan hueni ki

  • @kailashchandrapatra8875

    @kailashchandrapatra8875

    3 жыл бұрын

    @@masterscience9490 , ମୋର ପ୍ରଶ୍ନ ପଚାରିବାର ଅଭିପ୍ରାୟ ଏହିକି ଯେ , ବସ୍ତା ମଧ୍ୟକୁ ଗୋଟା ସବ ଯାଇଥିଲା କିନ୍ତୁ ବସ୍ତା ପାଇଲା ବେଳକୁ ତା ଶରୀର ହାଡ଼ର 25% ମିଳିଥିଲା । ଆଉ 75% ହାଡ଼ 10 ଦିନ ମଧ୍ୟରେ ତ ମିଳେଇ ଯିବନି ନା ? ସେହି 75% ହାଡ଼ କୁଆଡ଼େ ଗଲା ?

  • @Iswarbakti0999

    @Iswarbakti0999

    3 жыл бұрын

    Sabu micha sala kukura mane emiti karuchanti

  • @debiprasadmohanty3959
    @debiprasadmohanty39593 жыл бұрын

    The title of the story is A High Voltage Drama by BJD.

  • @govindapanigrahi4762

    @govindapanigrahi4762

    3 жыл бұрын

    Arun sir you the great human being

  • @benudharnayak5501
    @benudharnayak55013 жыл бұрын

    Argus News channel . public lagi thik ,tame sabu gote gote lanchua

  • @hemasagarnaik1781
    @hemasagarnaik17813 жыл бұрын

    ପରସ୍ପର ବିରୋଧାତ୍ମକ ବୋଥ୍ରା ର ସୂଚନା ।ମୁଁ କ୍ରାଇମ ଫାଇଲ ଦେଖେଁ ତେଣୁ ମୁଁ କ୍ରିମିନାଲ ।

  • @bijaya4944

    @bijaya4944

    3 жыл бұрын

    Right

  • @suprabha6713
    @suprabha67133 жыл бұрын

    ଦୋଷୀକୁ କଠୋର କାର୍ଯ୍ୟାନୁଷ୍ଠାନ ହେଉ ପରିକୁ ନ୍ୟାୟ ମିଳୁ

  • @bashantsahu1164

    @bashantsahu1164

    3 жыл бұрын

    Pasi.diya

  • @rkvideos0
    @rkvideos03 жыл бұрын

    ଦୋଷୋ ଲଦିବାକୁ ଲଗିଂ ଟା ତମେ ମଧ୍ୟ ପକେଇ ପାରିବ ଏଟି ସନ୍ଦେହ ନାହିଁ

  • @pragyandas9825
    @pragyandas98253 жыл бұрын

    ଭାଇ 2020 ବେଷ୍ଟ ଗପ ଯଦି ବଛାଯିବ ତେବେ ଜାମୁକୋଳି ଗପ କୁ ଏ ପୁରସ୍କୃତ କରାଯିବ ବୋଧେ.... ଧନ୍ୟ ରେ... ଓଡିଶା କୁ ଜଗନ୍ନାଥ ହିଁ ସାହାଭାରସା....

  • @chhotatrader7619
    @chhotatrader76193 жыл бұрын

    ହେ ପରଭୁ,,,,,, କିଛି ପରମାଣ ନ ଥାଇ,,, ଏମିତି ଦୋଷ ଦିଅନି

  • @lalitbariha2838
    @lalitbariha28383 жыл бұрын

    ଏହା ଭିତରେ cbi ଲାଗିବା ଦରକାର ଏମାନେ ସବୁ ଠକ ଭଲି ଲାଗୁଛି

  • @desiboy..7960

    @desiboy..7960

    3 жыл бұрын

    Ryt aesala kebe b naya dwiparibeni cbi only

  • @Teniscricketwithodisha
    @Teniscricketwithodisha3 жыл бұрын

    Nice story

  • @byangamanbalaram5651
    @byangamanbalaram56512 жыл бұрын

    🌹ବ୍ୟାଙ୍ଗ ବାଣ 🌹 ପରି ହତ୍ୟାକାରି ପଦାରେ ବୁଲୁଛି ନିରୀହ ପାଉଛି ସଜା,,, କକ୍ଳିକୀ ଆସିଲେ ବିନାଶ କରିବ ଖଣ୍ଡା ହେଉଛିସେ ପୂଜା,,, ଜୟ ଜଗନ୍ନାଥ 🙏🙏🙏🙏

  • @AshutoshSingh-ns8np
    @AshutoshSingh-ns8np3 жыл бұрын

    ବାପ ବାଣ୍ଡ୍ ଟା କହୁନୁ ମଘିଆ କେତେ ଟଙ୍କା ଖାଇଛୁ ବେ

  • @ramachandrapradhan824

    @ramachandrapradhan824

    3 жыл бұрын

    Ok

  • @niranjannayak1136

    @niranjannayak1136

    3 жыл бұрын

    Ok

  • @wemad4volleyball317

    @wemad4volleyball317

    3 жыл бұрын

    😁😁😁👍👍👍👍👍👍👍

  • @abhisekrout7795
    @abhisekrout77953 жыл бұрын

    ମୁଣ୍ଡ ବିକା ରହ ଆର ଫଳ ବହୁତ ଜଲଦି ଭୋଗିବୁ ରେ।।।।

  • @reetap4008

    @reetap4008

    3 жыл бұрын

    Sure

  • @yatnanidhibehera5250

    @yatnanidhibehera5250

    3 жыл бұрын

    Sura

  • @Iswarbakti0999

    @Iswarbakti0999

    3 жыл бұрын

    right

  • @padmanabhanayak3233

    @padmanabhanayak3233

    3 жыл бұрын

    Right

  • @easywayshorttrick3450

    @easywayshorttrick3450

    3 жыл бұрын

    Buy cott dosi media

  • @krushnaranjannaik681
    @krushnaranjannaik6813 жыл бұрын

    Arun bothra.. Is.. Telling story... Very nice

  • @bipinpradhan9345
    @bipinpradhan93453 жыл бұрын

    CBI investigation karajau

  • @oneteamonedream7152
    @oneteamonedream71523 жыл бұрын

    Navin GOVT should understand the issuee & Take immediate action against Arun & Kanak News Agent

  • @ranapratapjaysingh4466
    @ranapratapjaysingh44663 жыл бұрын

    Full CBI enquiry hauu

  • @RajeshSahu-dv3bb
    @RajeshSahu-dv3bb3 жыл бұрын

    CBI investigation karantu

  • @deepugiri153
    @deepugiri1533 жыл бұрын

    Please CBI enquiry

  • @himanshusekhar9744
    @himanshusekhar97443 жыл бұрын

    What about.. That boneset that recovered from backyard.. Who had thrown it there..? And what about the organ which were missing.. !!!

  • @er.lngouda43
    @er.lngouda433 жыл бұрын

    Sir bhala gapa kahila

  • @sanjibrout424
    @sanjibrout4243 жыл бұрын

    Thanks very very much Sit team

  • @poweronservice603
    @poweronservice6033 жыл бұрын

    Kanak news ଗୋଟେ ବାଣ୍ଡ ଚ୍ୟାନେଲ ତୋ ଚାନେଲ କୁ unsubsribe କରୁଚି ଏଇ ମୁହୂର୍ତ୍ତରେ

  • @wemad4volleyball317

    @wemad4volleyball317

    3 жыл бұрын

    ମୁଁ ବି କରୁଛି unsubscribe

  • @easywayshorttrick3450

    @easywayshorttrick3450

    3 жыл бұрын

    Right bro you are great

  • @pravatnm
    @pravatnm3 жыл бұрын

    Govt misleading the case.

  • @ajitkumarpattanaik2225

    @ajitkumarpattanaik2225

    3 жыл бұрын

    Ete kam dinare MD Mr. Arun Bothra ete clear bhabe dosi ku dhariparile? Tanku ta Rastrapati award debakatha! Kintu IPS pratyush dibakar karuthile kana? Tanku kana saroj sethi ra siemen ta janapadinathila? Prathmaru IPC 302 tapare IPC 376 keunta ebe stand kariba?

  • @ChandanKumar-fp3yo
    @ChandanKumar-fp3yo3 жыл бұрын

    କନକ ଟିଭି ହଉଛି ବିଜେଡି ର ଅଇଁଠା ଖିଆ କୁକୁର ସତ କହିବ କେମିତି

  • @srikrishna3271

    @srikrishna3271

    3 жыл бұрын

    Sabu maghia harami

  • @mood7653

    @mood7653

    3 жыл бұрын

    Thik kahichha bhai

  • @rinkykhushiodisha1839

    @rinkykhushiodisha1839

    3 жыл бұрын

    Right

  • @mahapatrastudiocameragraph2769

    @mahapatrastudiocameragraph2769

    3 жыл бұрын

    OK Vaie

  • @pabitrabiswal9969
    @pabitrabiswal99693 жыл бұрын

    କି ପାଲା ଚାଲିଚି ? ଏ SIT , SIT ମୁଖ୍ୟ ଏମାନେ କଣ କହିବେ । କଥା ଟାକୁ ବୁଲେଇ ବାକୁ ସେମାନେ ଚେଷ୍ଟା କରୁଛନ୍ତି । ଆଉ ଆମ ଓଡ଼ିଆ ଦଳ ଆଇ ମା କାହାଣୀ ଶୁଣିଲା ଭଳି ବିଶ୍ୱାସ କରୁଛନ୍ତି । CBI ତଦନ୍ତ କରାଯାଉ । ସବୁ ଜଣା ପଡିବ ।

  • @ersatya6410
    @ersatya64103 жыл бұрын

    News bala bi kina heigale,,, Wah re wah Really feel like grandma's story.

  • @pradyumnapadhi546
    @pradyumnapadhi5463 жыл бұрын

    ଅର୍ଗସ ହିଁ ହିରୋ ବନେଇ ଥୀଲା....

  • @AshishKumar-oj7nw
    @AshishKumar-oj7nw3 жыл бұрын

    A news ku dekhi mote ete raga lagila je mu ebe hi kanak news ku unsubscribe karili Apana mane b karantu

  • @drpanda9462
    @drpanda94623 жыл бұрын

    The greatest journalist Sangram,you will definitely lead the uno.

  • @somonathkuanr9916
    @somonathkuanr99163 жыл бұрын

    ଅରୁଣ ବୋଥ୍ରା sir ଙ୍କୁ ପ୍ରଶ୍ନ ପ୍ରଶ୍ନ no.1-ମଣିଷ ଦେହରେ 206 ଖଣ୍ଡ ହାଡ଼ ଥାଏ କିନ୍ତୁ ପରୀ ର ଗଳିତ ଶବ ମିଳିଲା ବେଳେ ମାତ୍ର 9ରୁ 10 ଖଣ୍ଡ ହାଡ଼ ମିଳିଲା ବାକି ହାଡ଼ କୁଆଡେ ଗଲା ? ପ୍ରଶ୍ନ no.2- ଅଭିଯୁକ୍ତ ସରୋଜ ସେଠି ଯଦି ପରୀ ର ସମ୍ପୂର୍ଣ ଶରୀରକୁ ଅଖା ଭିତରେ ପୁରାଇ ଥିଲା ତେବେ କିପରି ଭାବେ ବାକି ହାଡ଼ ଗାୟବ ହେଲା ? ପ୍ରଶ୍ନ. no-3 ସରୋଜ ସେଠି ଆଉ ଥରେ ସେ ଅଖା କୁ ଖୋଲି ଥିଲା କି ? ଯଦି ହଁ ତେବେ କଣ ପାଇଁ ସେ ଅଖା କୁ ଖୋଲିଲା ? ଯଦି ନାଁ ତେବେ ଅଖରୁ ବାକି ହାଡ଼ ନେଲା କିଏ ? ପ୍ରଶ୍ନ no.3- ଯଦି ପୋଖରୀ ହୁଡ଼ାରୁ ଶବ ମିଳିଲା ସେ ଗ୍ରାମର ବୁଲା କୁକୁର କିପରି ଶବ ପାଖରେ ପହଁଚି ପାରିଲେନି ଯେତେବେଳେ କି ଶବ ପୁରା ପଚି ସାରିଥିଲା ? (କୁକୁର ମାନଙ୍କ ଶୁଙ୍ଗିବା ଶକ୍ତି ମଣିଷ ଙ୍କ ଠାରୁ ଅଧିକ ) (ଆପଣ କହିଛନ୍ତି କେମିକାଲ ବେଭହାର ହୋଇନଥିଲା ଶବକୁ ନଷ୍ଟ କରିବାକୁ ) ପ୍ରଶ୍ନ no.4- ଯଦି ସରୋଜ ସେଠି ପ୍ରଥମେ ପରୀ ମୁହଁ କୁ ବନ୍ଦ କରିଥିଲା କାଳେ କିଏ ପରୀ ର କାନ୍ଦ ଶୁଣି ନେବ. ତେବେ ଆପଣ ଙ୍କ କହିବା ଅନୁଯାୟୀ ଦୁଇ ହାତରେ ଯେତେବେଳେ ସେ ପରୀ ର ତଣ୍ଟି ଚିପିଲା ପରୀ ଚିତ୍କାର କରି ନଥିବ କି ? ଯିଏ କାନ୍ଦ ବନ୍ଦ କରିବାକୁ ମୁହଁ ବନ୍ଦ କରି ଥିଲା ସେ ଚିତ୍କାର ବନ୍ଦ କରିବାକୁ କଣ ବେଭହାର କରିଥିଲା ତାକୁ ଜବତ କରିଛନ୍ତି କି? ପ୍ରଶ୍ନ no.5- ଯଦି ଗୋଟେ 4 ବର୍ଷ ପିଲାର ଉଲଗ୍ନ ଶରୀର ମିଳିଲା ତାହା କେବଳ କଣ ଦୁଷ୍କର୍ମ ଆଡକୁ ଇସାରା କରେ କି ? ତାହା ଅଙ୍ଗ ତସକରି ଆଡକୁ ଇସାରା କରେନା କି ? ପ୍ରଶ୍ନ no.6- ଆପଣ ଙ୍କୁ ips କଲା କିଏ ? ଓଡିଶା ର ସାଧାରଣ ମଣିଷ ଟିଏ...

  • @alishaparida8522
    @alishaparida85223 жыл бұрын

    Pari ku jia bi hatya karuna kanhiki danda miliba darakara

  • @kaliasahu3009

    @kaliasahu3009

    3 жыл бұрын

    Yes

  • @sanjusanju4175
    @sanjusanju41753 жыл бұрын

    A kathara kichi sata laguni. Men dosi khasigala vali lagichi

  • @desiboy..7960

    @desiboy..7960

    3 жыл бұрын

    Ryt case ku divert karajauchi

  • @rcnrcn4181
    @rcnrcn41813 жыл бұрын

    Argus news great..... We need CBI investigation only... Jay jagannath

  • @babunanda8558
    @babunanda85583 жыл бұрын

    Dhanyabad sir

  • @sankarhembram6133
    @sankarhembram61333 жыл бұрын

    ସବୁ ମିଛ,

  • @jayjagganath5973
    @jayjagganath59733 жыл бұрын

    Pari maa bapa nka statement kain niyajauni...pari ra baki onsa kuade gala

  • @multitalentedsatyajit
    @multitalentedsatyajit3 жыл бұрын

    Jay Jagannath🙏🙏 , Pari atma ku milu nyaya au santi,emiti au anyaya kebe duniyare naheu, Hey God😥🙏

  • @manashpradhan9195
    @manashpradhan91953 жыл бұрын

    ସାର୍ ଆପଣ କ'ଣ ଇନ୍ଦ୍ର ଚନ୍ଦ୍ର ମାନିବେ ନାହିଁ ଯାହା ଆସୁଛି ତାହା କହିଥାଉଛନ୍ତୀ ଭଗବାନ ଶ୍ରୀକୃଷ୍ଣ କୁ ଟିକେ ଡରି ଅରୁଣ ମନ୍ତ୍ରୀ କଲ୍ ରେକର୍ଡ ଯାଞ୍ଚ ବାବୁଲି ନାୟକ କଲ୍ ରେକର୍ଡ ଯାଞ୍ଚ କରୁନାହାନ୍ତି କାହିଁକି ସାର୍

  • @chitahem5495
    @chitahem54953 жыл бұрын

    Some make vilain some make hero everyone is thief just making their benefit

  • @niharkantabehera9776
    @niharkantabehera97763 жыл бұрын

    Are BJD gunda dala.. Arun sahoo ku bancheibaku jai amiti nataka chalichhi

  • @chittaranjanpanda415
    @chittaranjanpanda4153 жыл бұрын

    Arun sir apana story lakhantu vala sale heba

  • @dipakkumarbehera5949
    @dipakkumarbehera59493 жыл бұрын

    Thanks u sar

  • @ic-techworld7825
    @ic-techworld78253 жыл бұрын

    ତମ ଜିଭ ଝିଣ୍ଡି ଯିବ ରେ ନିରୀହ ପିଲା ଟାକୁ ଦୋଷୀ କରିଦେଲ ଜଗନ୍ନାଥ ତମକୁ କ୍ଷମା କରିବେନି 🙏

  • @bikashchinera4142
    @bikashchinera41423 жыл бұрын

    Aba lockdown ra bhauni mana chakiri Ki gola kamiti

  • @rajashreeodiavlog143
    @rajashreeodiavlog1433 жыл бұрын

    ହେ ପ୍ରଭୁ ପରୀ କୁ ନ୍ୟାୟ ମିଳୁ

  • @alltypesvideo7333
    @alltypesvideo73333 жыл бұрын

    ଗାଁର ଭାଇ ବନ୍ଦୁ କେହି ବି କିଛି ତ ଜାଣି ପାରିଥାନ୍ତେ, ଏଇଟା ପଇସାର ଗୁଲାମୀ, ଅରୁଣ ବାତ୍ରା କୁ CBI ଆଗ ଜେରା କରାଯାଉ , ଅରୁଣ ସାହୁ, ବାବୁଲି ନାୟକ ଗଲେ କୁହାଡେ।

  • @attractinrealityandnatural9650
    @attractinrealityandnatural96503 жыл бұрын

    Perfect investigation kara jau heipare eha pura sadajantra racha jauthiba saroj Sethi ku Phasei ba pain

  • @sparkles2161

    @sparkles2161

    3 жыл бұрын

    Heithiba nuhen bhaiii heichhii

  • @sumantakumarbilas9887
    @sumantakumarbilas98873 жыл бұрын

    Kete Dina emiti Munda biki biki family chaleiba

  • @rojapersonallife2101
    @rojapersonallife21013 жыл бұрын

    😅😅😅😅ଏ ଗପ ହେଲେ ବି 😘😘ହେଲେ ବି ସାତ ,🥰🥰🥰🥰

  • @rojapersonallife2101

    @rojapersonallife2101

    3 жыл бұрын

    ୟା

  • @soumyasamal5136
    @soumyasamal51363 жыл бұрын

    Where is Babuli.??..he is must do statement to media...bcz this name was 1st viral...so don't take lightly for Babuli.. he may be involved in this case..so lastly we demand this case will be handover to CBI...

  • @gymmmfreaks1358
    @gymmmfreaks13583 жыл бұрын

    Bhai sabu thik je baki kanak news tame kou party ra chamcha nuha ta

  • @niranjanroutaray143

    @niranjanroutaray143

    3 жыл бұрын

    Bjd

  • @rudra00229

    @rudra00229

    3 жыл бұрын

    search who is owner of kanak news.... answer pai jiba vai

  • @arbindbhoi9982
    @arbindbhoi99823 жыл бұрын

    ଭଲ୍ ଗାଣ୍ ମାରୁଛ। Kanan news ତମେ ବି ପାଇଛ ମାଲ୍ 💸 ଜନା ପଡୁଛେ। କାହିଁଗଲା ସେ ମନ୍ତ୍ରୀ ଅରୁନ୍ ର call record, ବାବୁଲି

  • @lalitbariha2838

    @lalitbariha2838

    3 жыл бұрын

    ଠିକ୍ କଥା

  • @kartikdas1139
    @kartikdas11393 жыл бұрын

    ୟାକୁ କଥା କହି ଆସେନି, କିନ୍ତୁ କନକ ନ୍ୟୁଜ କାହିଁକି ରଖିଛନ୍ତି। ସେ ତ କଥା କହିବା ବେଳେ ଅଟକି ଯାଉଛନ୍ତି। ବହୁତ ବିରକ୍ତ ଲାଗୁଛି।

  • @odiamusic8796
    @odiamusic87963 жыл бұрын

    Good job....

  • @prashantsamantray1018
    @prashantsamantray10183 жыл бұрын

    When odisha will be free from these horrendous crime... that's why we should always attempt for high literacy rate.shame on this fellow

  • @rasmitasahu3396
    @rasmitasahu33963 жыл бұрын

    ସେ ଶଳା ସରୋଜ ସେଠି ଙ୍କୁ ଫାଶୀ ଦିଆଯାଉ ତାହା ହେଲେ ନିରୀହ ଝିଅ ପରି ନ୍ୟାୟ ପାଇବ

  • @kaliasahu3009

    @kaliasahu3009

    3 жыл бұрын

    5Lakh ra bakara milichhi

  • @sivanarayanmishra9099

    @sivanarayanmishra9099

    3 жыл бұрын

    Hai bhai tame kan janicha,, saroj dosi ki nirdosh... Asa ama gaon ku dekhiba prakruta dosi kia

  • @abinashsahoo9399

    @abinashsahoo9399

    3 жыл бұрын

    @@sivanarayanmishra9099 kie prakruta doshi ?? Kahiba Ki ?

  • @sivanarayanmishra9099

    @sivanarayanmishra9099

    3 жыл бұрын

    Saita proper investigation hele jana padiba

  • @spandancreationodisha4533

    @spandancreationodisha4533

    3 жыл бұрын

    ରଶ୍ମିତା ଦିଦି କଣ କହୁଛ ତମେ,ଗାଁ ରେ ଲୋକ ମାନେ ଭିନ୍ନ କଥା କହୁଛନ୍ତି,CBI ତଦନ୍ତ ହେଉ ,ପ୍ରକୃତ ଦୋଷୀ କୁ ଧରା ଯାଉ 😁

  • @nikeshmahapatra8167
    @nikeshmahapatra81673 жыл бұрын

    No cbi investigation...Arun bothra is one and only man who can solve the case easily 👍

  • @santoshsabar5051
    @santoshsabar50513 жыл бұрын

    ଏ ହା ଭରଷା ଯୁଗୀୟ ଥତୀୟ ନୁହେଁ ଏହା ତଦନ୍ତ ସାପେକ୍ଷ ଏହା ମନ ଗଡା କାହାଣୀ

  • @beautifulmemories439
    @beautifulmemories4393 жыл бұрын

    Mate kahi laguni se murder karichi.... Sit prove dau...

  • @nayaksonu2839
    @nayaksonu28393 жыл бұрын

    ଠିକ ହେଇଚି।ଅରୁଣ ସାର ଙ୍କୁ ଧନ୍ୟବାଦ।

  • @darkviper9493
    @darkviper94933 жыл бұрын

    ଦୟାକରି ବନ୍ଦ କରନ୍ତୁ. ତୁମେ ସରକାର ଆଗରେ ବିକ୍ରି ହେଇଯାଇଛ. ବହୁତ ଭୁଲ ଖବର ପରିବେଷଣ କରୁଛନ୍ତି

  • @saiproduction4646
    @saiproduction46463 жыл бұрын

    You are great sir

  • @malayabhoi261
    @malayabhoi2613 жыл бұрын

    ଏ ଶଳା କୁ ଯଥାଶୀଘ୍ର ଫାସୀ ଦିଆଯାଉ

  • @dushmantasagar147

    @dushmantasagar147

    3 жыл бұрын

    Bhai saraj client pori lagichhi kk??

  • @dhusasanmallick3162
    @dhusasanmallick31623 жыл бұрын

    A Sabu vulu Report sit deichi,cbi investigation hela Sabu Jana padanta

  • @Live-TeslaUS-2023
    @Live-TeslaUS-20233 жыл бұрын

    #CBIFORPARI. PLEASE

  • @shashankasekharkar2404
    @shashankasekharkar24043 жыл бұрын

    Best work by arun sir....keep it upto death of accuse

  • @soumyaranjanmohapatra7933

    @soumyaranjanmohapatra7933

    5 ай бұрын

    ବାଳ ନା।।

  • @sivanarayanmishra9099
    @sivanarayanmishra90993 жыл бұрын

    Prakruta dosi saroj nuhe..... Taku phasai dia jaichi....

  • @muzikbox2182

    @muzikbox2182

    3 жыл бұрын

    How did you know

  • @abinashsahoo6479

    @abinashsahoo6479

    3 жыл бұрын

    @@muzikbox2182 tu kemiti jainilu se prakruta dosi

  • @Sidhantapradhan1

    @Sidhantapradhan1

    3 жыл бұрын

    @@abinashsahoo6479 se arun bothra ra bando chapithila sethipai niriha pila ku dosi kahuchanti

  • @abinashsahoo6479

    @abinashsahoo6479

    3 жыл бұрын

    @@Sidhantapradhan1 thik kahila bhai

  • @samirapatra4351
    @samirapatra43513 жыл бұрын

    ଆସାମୀକୁ ଉଚିତ ଦଣ୍ଡ ଦିଆଯାଉ l SIT ଟିମ ଠିକ କାମ କରୁଛି l

  • @naranaraouta6014
    @naranaraouta60143 жыл бұрын

    ପରୀ ର ଲେଗିସ ଖୋଜୁଛ ମାତ୍ର ତାର ଦେହ ର ବାକି 75%ଅଂଶ କୁଆଡେ ଗଲା ଖୋଜୁନ? ଦୋଷୀ କୁ ବଞ୍ଚାଇବା କୁ ଡ୍ରାମା କରୁଚ କର ମାତ୍ର ନିର୍ଦୋଷୀ କୁ ସଜା ନହେଉ...ଏଆର ପରିଣାମ ବହୁତ ଭୟଙ୍କର ହେଇଯିବ, ବିରାଟ ଜନ ଆନ୍ଦୋଳନ ହେଇଯିବ...କାହାଣୀ କେହି ଶୁଣିବେନି.......

  • @ihuman1058
    @ihuman10583 жыл бұрын

    ଏବେ ଓଡିଶା ରେ ବଞ୍ଚିବାକୁ ହେଲେ, ଆପଣଙ୍କୁ ମିଡ଼ିଆ ବନ୍ଧୁମାନ ଙ୍କୁ ପ୍ରେମ କରିବାକୁ ପଡିବ....

  • @maheswarguin618
    @maheswarguin6183 жыл бұрын

    Musa Mari Gale Durgandha hue. A ta pila smell helani. Chi news bala

  • @mukti9311
    @mukti93113 жыл бұрын

    Thank you arun sir love you.

  • @ajaydalai2975
    @ajaydalai29753 жыл бұрын

    Kanaka news team sabu ketay tanka khai6a

  • @t3sservices476
    @t3sservices4763 жыл бұрын

    Cbi enquiry required

  • @sabyasachiparidaP7
    @sabyasachiparidaP73 жыл бұрын

    All are diverted the main accused.

  • @bikashtanty6715
    @bikashtanty67153 жыл бұрын

    Fasi milu sala ku

  • @Banshidhar.Swain199
    @Banshidhar.Swain1993 жыл бұрын

    କେତେ ଟଙ୍କାର ବିକ୍ରି ହେଇଛି ଆପଣଙ୍କ chennal Soumya sir।

  • @ayushmasti9252
    @ayushmasti92523 жыл бұрын

    Jia se niriha pilaku faseichi ta banksa budijiba au tuma banksha bi ta sahita budiba

  • @tulugiri8942
    @tulugiri89423 жыл бұрын

    ସରୋଜ ସେଠି ହିଁ ମୁଖ୍ୟ ଆସାମୀ ପରି ଘଟଣାରେ l

  • @ruturajswain8409

    @ruturajswain8409

    3 жыл бұрын

    4 month hela Kain kicchi haunathila seita kuha ta

  • @ruturajswain8409

    @ruturajswain8409

    3 жыл бұрын

    @@themoonwalker3385 BJP nuha ki bjd nuha 1month hei parunathila 4 mashe re heigala se phuni osrtc bus employees karidela 😀😀😀😀

  • @rajendramalik4034
    @rajendramalik40343 жыл бұрын

    Good

  • @rajibnayak1610
    @rajibnayak16103 жыл бұрын

    Sabu micha men asami ku dhara

  • @trilochanrana8497
    @trilochanrana84973 жыл бұрын

    Only fasi diajau

  • @magunirout9255
    @magunirout92553 жыл бұрын

    A sabu wrong information...aau thare cbi check hau... ଏତେ ଛୋଟ ପିଲାକୁ ଦୁଷ୍କର୍ମ କରିବା ପାଇଁ କାହାର ବି ଇଛା ହବନି.. that's wrong information..kichhi sada jantra heichi

  • @manashnayak2794
    @manashnayak279424 күн бұрын

    ମାଗିହେ ତୁମର ବାଳ ଆଇନି ତୁମ କଥା ବୁଝିବ କେବଳ କାଳିଆ ଠାକୁର

  • @nareshkandi7075
    @nareshkandi70753 жыл бұрын

    Sabu mana gadha story

  • @silankumar3248
    @silankumar32483 жыл бұрын

    ଶେଷରେ ବୋଦା ମିଳିଗଲା, ଲଜ୍ୟା ଲାଗୁନି ଗୋଟେ ନିରୀହ ପିଲାକୁ ଦୋଷୀ ସଜାଉଛ। ଅଭିନନ୍ଦନ ଓଡ଼ିଶା ସରକାର ଓ ଅରୁଣ ବୋଥ୍ରା । ଏ ଦକ୍ଷ ଆଇପିଏସ୍ ଅଫିସରକୁ କଣ ପାଇଁ OSRTC ବସ ଧୋଇବାକୁ ରଖାଯାଇଛି । ଓଡ଼ିଶା DGP କରି ଦିଆଯାଉ ।।

  • @ruturajswain8409

    @ruturajswain8409

    3 жыл бұрын

    Yes right bro

Келесі