Police Commissioner Sudhansu Sarangi Briefs On 1999 Gang Rape Case
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
For the latest Odisha News Follow us:
Visit: kanaknews.com/
Watch Live : kzread.info...
KZread: / kanaktvonline
Twitter: / kanak_news
Facebook: / kanaknews
#KanakNews
Пікірлер: 501
ସୁଧାଂଶୁ sir ବେବିନା, ମାଧବୀଲତା, କୁନ୍ଦୁଲି ପୀଡିତା, ସ୍ମିତାରାଣୀ ଓ ପରୀ କୁ ନ୍ୟାୟ କେବେ ? 🙏🙏🌹🙏🙏
@rajeshkumarsethi2488
3 жыл бұрын
Chhi jativailoka sethipain ye kama hela naa aau ,aau yanku kiya pachare
@kbstrader
3 жыл бұрын
22 year pare
@user-fc7xw4nn2f
27 күн бұрын
QQu@@rajeshkumarsethi2488
ପରି କେସ୍ ରେ ଅଭିଯୁକ୍ତ କଣ୍ ସ୍ବର୍ଗ ରେ ଅଛି।
Pc ଦବା ବନ୍ଦ କରିଦେଲା ବୋଧେ ସେଥିପାଇଁ ଧରି ପକେଇଲ ଗଣ ଦୁଷ୍କର୍ମ କରି ୨୨ ବର୍ଷ ଧରି ଫେରାର ତା ହେଲେ ତାର ମରଣ ସମୟ ରେ ଧରିଲ ତାକୁ ଫାଶୀ ଦେଇ ଦେଲେ ବି ସେ ମନ ଦୁଃଖ କରିବନି 😀
@madhusudansoy8875
3 жыл бұрын
6666
@bharatchandrasahoo6626
2 жыл бұрын
@@madhusudansoy8875 a
ଆପଣଙ୍କୁ ବହୁତ୍ ଧନ୍ୟବାଦ କିନ୍ତୁ ଆଜି ପର୍ଯ୍ୟନ୍ତ ଓଡିଶା ପୋଲିସ୍ ର ପର୍ଯ୍ୟାପ୍ତ ସମ୍ବଳ କାହିଁକି ନାହିଁ ସାର୍ କାରଣ କଣ ?
22 ବର୍ଷ ଲାଗିଲା। ଲାଜ ଲାଗୁନି । ପୁଣି ସାମ୍ବାଦିକ ସମ୍ମିଳନୀରେ ବଡଫୁଟାଣି ମାରୁଛ।
@ranjitsahoo8798
3 жыл бұрын
😁😁😁😀
@nayankumarnaik6300
3 жыл бұрын
😀😀🤪
@rajeshkumarsethi2488
3 жыл бұрын
Are vai tara jativailoka sethipain ye kama nahele kete dalita jhia rape kariki aparadhi buluchhanti
@siddharthanayak3495
3 жыл бұрын
😂😂😂😂
Sir 22 ବର୍ଷା !! ଯଦି କୌଣସି ରାଜନୈତିକ ଦଳର ଝିଅର କିଛି ହେଇ ଥାନ୍ତା ତାହେଲେ କଣ ଏତେ time ଲାଗିଥାନ୍ତା କି ???
@uttambabu4130
3 жыл бұрын
ur r8 bro
@rajeshkumarsethi2488
3 жыл бұрын
Jetiki hehichhi sethipain dhanyabad dia nahele kete dalita jhia rape kariki aparadhi buluchhanti ,eita jatiprema
@sujitkivideo
3 жыл бұрын
@@rajeshkumarsethi2488 are bhai ଦୋଷୀ ଦଣ୍ଡ paunahanti sehi pain e sabu hauchhi.... jadi ଦଣ୍ଡ jaldi ମିଳନ୍ତା emiti kariba agaru 100 thara chinta karibe....
ଯଦି କୁନି ପରି ଝିଅର କେଶ ଟା କୁ ହାଣ୍ଡେଲ କରି ପ୍ରକୃତ ଦୋଷୀକୁ ଧରିଦିଅନ୍ତେ ବହୁତ ଭଲହୁଅନ୍ତା, ମୋର ଆଶା ଏବଂ ବିଶ୍ୱାସ ଆପଣଙ୍କ ଦ୍ଵାରା ସମ୍ଭବ ହୋଇପାରିବ.Really i am proud of U sir.
@meghanadajena8549
3 жыл бұрын
😃 chakiri khaibana kan
@ranjitsahoo8798
3 жыл бұрын
22years pare pari ra dosi ku dhara haba.... Investigation chalichi... Wait kar 2040 re dhara haba
@LuckyLucky-hd3bu
3 жыл бұрын
@@meghanadajena8549 ....m . ... ..
@pintukhuntiakattarhindurss3697
3 жыл бұрын
1999 ru taku bjd minister luchai rakhi dibe,,,
@rajeshkumarsethi2488
3 жыл бұрын
@@meghanadajena8549 thik kahichha
Great Sir.... Salute you and the whole team for this extraordinary job.
ମାହାଙ୍ଗା ହତ୍ଯାକାରୀଙ୍କୁ ପାତାଳରୁ କେବେ ଧରିବ?
"SATYAMEBA JOYATE",Odisha Police Salutes always....
ସି.ପି.ଷଡ଼ଙ୍ଗୀ ସାର୍ ଙ୍କ ସାହିତ୍ୟିକ ଶବ୍ଦାବଳୀ ମିଶ୍ରିତ ଉପସ୍ଥାପନା ଶୈଳୀ ବେଶ୍ ହୃଦୟସ୍ପର୍ଶୀ ତଥା ଉଚ୍ଚକୋଟୀର। 🙏 ଜୟ ଜଗନ୍ନାଥ ସ୍ଵାମୀ 🙏
@sisirsisir1447
3 жыл бұрын
SAR YOU are grate
@arjunmaharana3525
3 жыл бұрын
@@sisirsisir1447 ଶ୍ରେଷ୍ଠ ମତାମତ ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍। କୋଟି କୈବଲ୍ୟ ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ସଦା ସୁଖରେ ରଖିଥାଆନ୍ତୁ.. ଏହାହିଁ ମୋର ଏକାନ୍ତ ପ୍ରାର୍ଥନା। 🙏 ଜୟ ଜଗନ୍ନାଥ ସ୍ଵାମୀ 🙏
@pramod5559
3 жыл бұрын
Sir would you please help to solve current criminal case in odisha.... Justice for pari, pihu and others
@pramod5559
3 жыл бұрын
Sir u r right but criminal not arrest those are openly moving.
ପିପିଲି ଓ କୁନ୍ଦୁଲି, କୁ କେବେ ନ୍ୟାୟ ମିଳୁଛି,
@AS-nk4kr
3 жыл бұрын
Gote 44 yr and othr 66 yrs Vai .... 😂😂
@thirdeye9492
3 жыл бұрын
Govt patronised Crimes. So not at all.
@digambarsethi7902
3 жыл бұрын
BJP government asu
@dipakranjanmahapatro6522
3 жыл бұрын
Govt. Sabubele change hele hin loko nka pain bhala
@uttambabu4130
3 жыл бұрын
aeta kebe heba
ଗୋଟିଏ ଶାଇବର ଠକ କୁ ଧରିଲ ଦେଖିବା ତୁମ ମୁଣ୍ଡ ରେ କେତେ ଭେଜା ଅଛି ଆମେ ଟିକେ ଜାଣିବୁ ...
@monalishasamal6946
3 жыл бұрын
Right
@rajeshkumarsethi2488
3 жыл бұрын
Ha ha ha ha ha ha
22ବର୍ଷ...ଏଥି ପାଇଁ ମୁଁ ଓଡ଼ିଶା ପୋଲିସ କୁ ଧନ୍ୟବାଦ ଦେବି ନା ନିରବ ରହିବି। ଯଦି ଜଣେ ଜଘନ୍ୟ ଅପରାଧୀ, ପୋଲିସ ନଜରରୁ ଦୀର୍ଘ କାଳ ପର୍ୟ୍ଯନ୍ତ ଲୁଚି ରହିପାରୁଛି, ତେବେ ପୋଲିସ ର କର୍ତ୍ତବ୍ୟ ଉପରେ ଏହା ପ୍ରଶ୍ନ ବାଚି ସୃଷ୍ଟି କରୁଛି, କମିଶନରେଟ ପୋଲିସ କୁ ମୋର ଧନ୍ୟବାଦ, ଯେ ଏତେ ପୁରୁଣା case କୁ ସମାଧାନ କରାଯାଇଛି, ଏହି ଦୋସି କୁ ଫାଶି ଦିଆଯାଉ, ଜୟ ହିନ୍ଦ🙏
@sachibehera8256
3 жыл бұрын
Mu apanka saha eka mata ...
@ashismohapatra95
3 жыл бұрын
Emanka capacity hauchi etiki
@user-ib2cn1ek8y
5 ай бұрын
Are ei case CBI dekhuthila police nuhna Police ta olta tanka kama ku matra 3 mas re karidele
ଏଠି ଗୋଟେ କଥା ମନରେ ପ୍ରଶ୍ନ ଆସୁଛି ଯେ ଜଣେ ସାଧାରଣ ଲୋକଟିର ଜଦି କୌଣସି କାରଣ ବସତ ନିଜର ଆଧାର କାର୍ଡରେ ସାମାନ୍ୟ କିଛି ତୃଟିଥାଏ ତେବେ ଉକ୍ତ ଲୋକଟିକୁ ଆଧାର କେନ୍ଦ୍ରକୁ ବାରମ୍ବାର ଦୌଡ଼ି ଦୌଡ଼ି ନାହିଁ ନଥିବା ହଇରାଣ ହେବାକୁ ପଡିଥାଏ ହେଲେ ଏହି ପରି ଅପରାଧି ମାନଙ୍କର ଆଧାର ସମ୍ପୁର୍ଣ୍ଣ କିପରି ବଦଳିଜାଉଛି। ଏହା କଣ ସରକାରି ତୃଟି ନୁହେଁ କି।
@sampatra96
3 жыл бұрын
Sir ଆଧାର କାର୍ଡ 2009 ରେ ଆସିଥିଲା, ଏ କେସ ତ ବହୁତ ପୁରୁଣା, ସେଥିପାଇଁ ବୋଧହୁଏ ସେ ପ୍ରଥମରୁ ହିଁ ସବୁ କିଛି change କରିଦେଇଛି, ସେଥିପାଇଁ ଆଧାର କାର୍ଡ ବି ସେ ନୂଆ ହିଁ ବନେଇଥିବ।
ଓଡ଼ିଶା ପୋଲିସ ପାଖରେ ସମ୍ବଳର ଅଭାବ କିନ୍ତୁ ବୁଦ୍ଧିମତାର ଅଭାବ ନାହିଁ 100% ସତ କଥା l ସରକାରୀ ଚାପ ଏବଂ ଛାଞ୍ଚ ରୁ ମୁକ୍ତ ରହିଲେ ଓଡ଼ିଶା ପୋଲିସ ଶ୍ରେଷ୍ଠ ପୋଲିସ ହୋଇ ପାରିବ l
@smita8599
3 жыл бұрын
Pura perfect
Salute sir.you are really working your duty. aapana jane sachha police officer 🙏🙏🙏
ମିଡ଼ିଆ ଭାଇ ମାନେ ପୋଲିସ ଅଫିସର ସାର୍ କୁ ପଚାରନ୍ତୁ ପରି ହତ୍ୟା କାରିକୁ ଧରିପାରିବେ ପରି କୁ ନାୟ ମିଳିବ ପରି କୁ ପୋଲିସ ବାବୁ ନାୟ ଦେବେ
Excellent work 👍👍👍👍👍
ଓଡ଼ିଶା ପୋଲିସ congratulation. ଏଣିକି ଲୋକମାନେ ବିଶେଷ କରି ଅପରାଧୀ ମାନେ ସତର୍କ ହେବେ।ନ ହେଲେ ଆଜି ନ ହେଲେ କାଲି ବାମ୍ଫ।
Thanks to Odisha Police. 🙏🙏🙏🙏🙏
ଏ ନିଆରା ଲୋକଟାକୁ ଆଜି ମୁଁ ହୃଦୟରୁ ସଲାମ କରୁଛି... ଜୟ ହିନ୍ଦ
Salute to ODISHA POLICE, But one request to Police team when someone visited Police station Police should well behave to the public, should not use slangs..
Sir ଆପଣଙ୍କୁ ,🙏🙏🙏🙏🙏🙏🙏
Dr Sudhansu Sarangi is a good IPS officer.
Congrats to our odisha Police but still Itishree, Babina,, pari ....waiting for Justice
I Salutes you for our Odisha Police....Thanks
I salute you sir great work done by you.🙏🙏🙏
The long arm of law! Well done Odisha Police!
@kartikabehera8973
2 жыл бұрын
Secretagent.wanted.jayho
Congratulations sir, great Odisha police.
ବହୁତ ବହୁତ ଧନ୍ୟବାଦ sir
Salute Odisha police
ମୋର କହିବା ଯଦି ଜଣେ ଅପରାଧୀ କୁ ଧରିବାରେ ଦୀର୍ଘ ସମୟ ଲାଗୁଛି ତାହାଲେ ଅପରାଧୀ କୁ ଶାସ୍ତି ଦବା ପାଇଁ କେତେ ସମୟ ଲାଗିବ
Definitely you will be rewarded for your noble sincere and laudable endeavours🙏🙏
Many many thanks for Oddisha Police and P. Commissioner Sudhanshu Sarangi. Namaskar Sir.
Great👍👍👍👍👍 job.. Odisha police👮👮...
dil se salute sir ...... 🙏continue work odisha re amiti bahuta case luchi rahichi. sabu bahar kora...
Sabu ta karipakaucha .Arun sahoo.au Pratap Ku Kain investigate Karuna .sala tauter .
@pramod5559
3 жыл бұрын
Emanka case 40 yrs lagiba.... Emne rajya chalauchhanti.....
The Grate salute to Odisha Police & operation team members.
WE ARE FEELING PROUD FOR SINCERITY AND EFFICIENCY DETECTION OF CRIMINAL BEHIND DIFFERENT NUISANCES ACTIVITIES THANKS
@mokundanayak8029
3 жыл бұрын
U are great sir
@rabishankarghosh3416
3 жыл бұрын
@@mokundanayak8029 THANKS FOR YOUR APPRECIATION 🙏🙏
Crime patrol re ae episode asiba drkr.. Salute to odisha police.. I am proud of it.
ଆରେ ସବୁତ ଧରା ପଡ଼ୁଛନ୍ତି କୁଆଡେ ଗଲା ସେଦିନ ର କୁନ୍ଦୁଲି ପୀଡିତା ଆଉ ବେବିନା ଘଟଣା🙄
@ranjitsahoo8798
3 жыл бұрын
22 years pare
Good job Sir
Sudhansu Sir Salute you and your all Police Officers.👍
Salute Odisha police 🙏🙏
Sudhansu Sir is the pride of Odisha.
No 1 CP sir Hebe apan . Apan pura sachot au nisthapara pain aji eha sambhab hoichi .thanks
Thanks to odisha police.
A great salute 🙏 to the 'Silent Viper ' team...no doubt odisha police has gone to the root and given their best effort towards one step ahead to give justice to the victim... I feel very proud that consecutively odisha police has been able to tackle the challenging cases that happened recently ; be it covid-19 challanges or road safety campaign the police have been always a real safeguard to the people to save their right and lives of the public 👍....More power to you Sir.....afterwards odisha police will be recognised as the motif of effort and dedication🙏
ଏଥି ପାଈଁ ଲୋକ rape murder କରିବ ପାଇଁ କରିବା କୁ ଡର ଭୟ କରୁ ନାହାନ୍ତି.. କାରଣ ଆମର ଆଇନ କାନୁନ ବ୍ୟବସ୍ଥା ବହୁତ week... 22 ବର୍ଷ ପରେ ସେ ପୀଡିତା ର family ର କେହିବି ନଥିବେ...
ବହୁତ୍ ଜଲଦି କେସ solve କରିଲେ ଆମ ମାମୁଁ ମାନେ।।। ଧନ୍ୟବାଦ୍ ।।।
ଦୟାକରି ଆଗପଛରେଘୁରିଵୁଲୁଥିବାଧଳାହାତୀମାନକୁଧରିପଦାକୁଆଣ
Thank you so much police team... Salute 🙏🙏🙏
App ko bahut bahut sukiriya sir. Odisha police ke Liye nanhi. App ke liye
I proude to get our cp mr sudhhansu sir.u r great n inspiration for people...salute sir
Thank you sir...
C.P sir ଭଲ କାମ କରୁଛନ୍ତି ଏହିଭଳି କାର୍ଯ୍ୟ କଲେ ଓଡ଼ିଶା ପୋଲିସ ଭାଵମୂର୍ତ୍ତି ରେ କିଛି ପରିବର୍ତନ ଆସି ପାରନ୍ତା
@chittaranjandash4178
3 жыл бұрын
ପପୂ ଭାଇ କନ୍ଧମାଳ ବଦଳି କରିଦବ କଥାନମାନିଲେ !ଗେଣ୍ଡା ଦଳିଆ ଯାହା କଲେବି ନ ଦେଖିଲା ଭଳି ରୁହ ନହେଲେ କନ୍ଧମାଳ ଯାଅ !
We are proud for CP as Odisha Police💪
ଧନ୍ୟବାଦ
Thank you sir ❤️
ସତରେ ମହାନ ଆମ ଆମ ଆଇନ ବ୍ୟବସ୍ତା କୁ 22 ବର୍ଷ ପରେ ନ୍ୟାୟ ମିଳୁଛି ସାଧାରଣ ଜନତା କୁ
Great Job Sir 🙏
Thank u very much sir
Thank you
ସୋ ସେଲୁଟ ଜୟ ଇନ୍ଧ୍ ଓଡିଶା ପଲିସ
Bhagya bhala 22 years pare semane bancichanti.na hele police khojiba paeen muskila heithanta
Sir apanka ai kama pain bahut bahut dhanyabad Daya kari emiti bahut case pending achhi jadi ta doshi mankau khoji debe ta hele ame bahut khusi hebu. Case guda hela #pari #Kunduli #niali
Please do the same operation for #PARI
Salute u and all your team sir
U r great
thanks
I proud of you Sir 🙏
Justice delayed, Justice denied.. still the effort of Commissionerate Police is appreciable that they brought complete justice to the victim after 22 years.
Great job sudhanshu sir...thnx a lot for the great achievement...
Great sir...salute sir...
ଧନ୍ୟବାଦ ପୋଲିସ ପ୍ରଶାସନ ଙ୍କୁ
Thank you c.p sir and your team.
Okay sir many many congratulations to you n your team for your grt effort. But why odisha police n SIT is fail in pari case??
Thanks sarangi sir and all police stap.
salute to you sir!!!
Thanks sir
Pari case & mahanga marder case kete dina lagiba sir police apradhi ku janichi mantri Aruna sahu b janichi
Really proud of you sir 🙏🙏
Very nice thanks It's the grate work
I salute to you sir 🙏
Bahut late re action heuchi.. Late re Hele b strict action heba Darkar 🙏
Really sir I salute your duty
Right sir apana asila pare odisha police ku bahut safalata paichi
Thanks totall team
Proud of you sir🙏
Congratulations 👏👍💐💐 ODISHA commisioner police be proud of ❤️❤️
Well done sir
Thanks a lot to SIR
Sushansu sir congratulate for your sinser duty God blass u and give anergy to catugh all elegalactivities.
Nice job by Odisha and Maharashtra Police
Good job, sir,
Thanks sir 👍👍👍
ପରି ମାମଲାରେ ଖୋଜି ବାହାର କରୁନଃ କାହିଁକି
@nandinibagh1982
3 жыл бұрын
Right
@thirdeye9492
3 жыл бұрын
ବାଡ଼ ଫସଲ ଖାଇଛି ତେଣୁ ନାଟକ ଚାଲିଛି l
ଲାଭ କଣ ଜେଲ କିଛି ଦିନ ରହିବ ପରେ ବେଲ ଜିବ ତା ପରେ ନିଷ ରେ ତେଲ ଲଗେଇ ବୁଲିବ
Thank you the police.