Pari Murder Case-Ground Report From Her Village In Nayagarh
Pari Murder Case-Ground Report From Her Village In Nayagarh
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: khabar.odishatv.in/
Android App: bit.ly/OTVAndroidApp
iOS App: bit.ly/OTViOSApp
KZread: goo.gl/Ehz6OP
Facebook: / otvnews
OTV English Facebook : / otvenglish
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
Пікірлер: 483
ଏହି ଭଳି ପରିସ୍ଥିତି ରେ Otv ସେମାନଙ୍କର ପରିବାରକୁ ସହଯୋଗ କରୁଥିବାରୁ ଧନ୍ୟବାଦ ।
@santosisasmal5948
3 жыл бұрын
Right
ଧନ୍ଯ ରେ ଧନ୍ଯ ମୋ ସରକାର୍ ମୋ ସରକାର.....
@Manu-nz8gx
3 жыл бұрын
E bhali 5T kichhi mulya nahin
CBI enquiry immediately against police department
@somanathbeheraart
3 жыл бұрын
Yes sir
କଟକ ସୁନା ଲୁଟ୍ ର ଅଭିଯୁକ୍ତଙ୍କୁ ୬ ଦିନରେ ଧରିଲେ କମିଶନରେଟ ପୋଲିସ, ଅଥଚ ୪ ମାସ ହୋଇଗଲା ପରୀ ର ହତ୍ୟାକାରୀଙ୍କୁ ପୋଲିସ ଧରି ପାରୁନାହିଁ। ଏଥିରୁ ସ୍ପଷ୍ଟ ପୋଲିସ ଜାଣିଶୁଣି ଅଭିଯୁକ୍ତଙ୍କୁ ଧରୁନାହିଁ।
@goddeepakop5603
3 жыл бұрын
Kichhi milipare police ku
@sanatanjena1266
3 жыл бұрын
ଫାସିହଵାଦରକାର
@subodhpradhan3959
3 жыл бұрын
Police bada criminal
@suchi516
3 жыл бұрын
h
@chandanpadhan1094
3 жыл бұрын
Police mana nka ra jhia nka sh amity hele. Thik huanta mgh lanchua guda
ଏତେ ଛୋଟ ଛୁଆ ଟାକୁ କାହିଁକି ମାରିଲେ ।ସେ ରାଖଷ ମାନଙ୍କୁ କେବେ ଛାଡ଼ିବା ଉଚିତ ନୁହେଁ।
@deepakbhuyan6847
3 жыл бұрын
5T
@jamunajena1593
3 жыл бұрын
Odisha police👮 kn ta kariba sethi pain ta ama odisha aji ate tale
@sritamperfect9955
3 жыл бұрын
Ate sete katha Kan j.... Faisla on the spot Kara...
@snakeloveranshu4966
3 жыл бұрын
Pari ku naya melu
@rameshnayak531
3 жыл бұрын
C B I DARAKARA
I request to Otv that plz heilight this news .....
@sanghamitradas371
3 жыл бұрын
A pare bayjanta panda pachare lagijibe...
ଏହି ଭଲି ନ୍ୟୁଜ୍ କଣ କନକ ନ୍ୟୁଜ ବାଲା କୁ ଦେଖାଯାଉ ନାହି ।
@manasbarik5982
3 жыл бұрын
ଯଦି ଏଈ news ଟା up କି ଆଉ କଉ state ର ହେଇଥାନ୍ତା । Ohh କି news ହେଇଥାନ୍ତା ମ । ସତରେ ଆମ ଭାଷା କଣ ଉନ୍ନତି କରିନାହିଁ !!! ଏମିତି କେତେ ଘଟଣା ଆଜି ଭାଷାର ଅନ୍ତରାଳରେ ଲୁଚି ଯାଉଛି ।
@manasbarik5982
3 жыл бұрын
ମୁଖ୍ୟମନ୍ତ୍ରୀ ଓଡ଼ିଆ ବୁଝି ପାରୁ ନଥିବାରୁ ଏସବୁ ସମସ୍ୟା ବଢିବାରେ ଲାଗିଛି
@binayaktripathy857
3 жыл бұрын
Kanak news sabu too harami news channel
@MJBhajanSandhya
3 жыл бұрын
ଏଇଟା ସମୟ ନୁହେଁ କୋଉ news ରେ ଦେବା ଦରକାର, ଭାଇ ଲୋ ସେ କୁନି ଝିଅ ଟେ କେମତି ନ୍ୟାୟ ପାଇବ ସେ କଥା କୁହ! ଇଏ news ରେ କାହିଁ ଆସିଲାନି ସେଥିରେ କାହିଁ ଦେଲାନି ଏ ସବୁ ବନ୍ଦ କର | ଧନ୍ୟବାଦ
@kumarsisir8793
3 жыл бұрын
Kanak news Bjd Ra bula kukura
ବିହାର ର ଲାଲୁ ଜଙ୍ଗଲ ରାଜ ଏବେ ଆମ ରାଜ୍ୟରେ ଚାଲିଛି ଅପରାଧୀ ଆଇନ ମଧୁଚନ୍ଦ୍ରିକା
Dhanya sarakar ଆଜି ପର୍ଯ୍ୟନ୍ତ କୌଣସି ଝିଅ କୁ ଭଲ ଭାବରେ nyaya ପାଇ ପାରୁନାହାନ୍ତି ତେଣୁ ଏହାକୁ ଆମେ ସମସ୍ତେ ଭାଗ୍ୟ ଵୋଲି ଭାବିବା ଉଚିତ thank government
CBI Ku case forward kari diontu sir
ସମୟ ଆସିଗଲା l ଆଉ କିଛି ଦିନ ମାତ୍ର.... ବଦଳିଯିବ ସବୁକିଛି.... ଧର୍ମର ଜୟ ନିଶ୍ଚିତ l
Shame 😳 Shame 😳 Odisha Govt.
Police.... M.. G
@dukhabandhusingh6786
3 жыл бұрын
Police pakhare kichi power nahi Sabu power neta manka pakhare A thi police mg nuho Neta MG
ଆପଣ ମାନେ ଖୁସି ତ।।। 😡😡😡🤬🤬 ହାରାମି ସରକାର।
@chandanpadhan1094
3 жыл бұрын
Mgh nabben chutiya taa
@chandanpadhan1094
3 жыл бұрын
Ak47 gt dia phuteidebi jaiki thn fhasi milile b santi milijiba
Pari ra ghara lokonku nya milu
What the government is doing? Is it forcing a father to commit suicide? Common man should get justice
Mu atae ki OTV ku Anuradha karuchi ki PORIKI justice milu Sir 🙏🏻
ମୋ ବାଳ ସରକାର ।
Thank you OTV
Chota Chua ta Kan karithila kahara,taku mariki ki lava paila re rakhyasya..
ଗ୍ରାମର ଲୋକମାନେ କେତେମାତ୍ରାରେ ଭୟଭୀତ ଏଥିରୁ ପରିଷ୍କାର ଭାବେ ଦେଖିବାକୁ ମିଳୁଛି।
shame on govt , so pathetic
Police only paisa khaiki basithau.. Police ta first criminal.. Odisha govt khali election karu.. Kete jhia emiti bali padibe agaku .. Jhia ethi safety nahanti. Dhik a odisha govt.
ଭାରତୀୟ ଗଣତନ୍ତ୍ର ଶାସନ ଆଉ ଗଣତନ୍ତ୍ର ହେଇ ନାହିଁ ଏହା ସମ୍ପୂର୍ଣ୍ଣ ପ୍ରଭାବୀ ପ୍ରତିପତ୍ତି ଆଉ ରାଜନେତା ଙ୍କ ଆୟତକୁ ଚାଲି ଯାଉଛି । ଦେଶ ପ୍ରତି ଘୋର ବିପଦ ସଂକେତ ଏଇଠି କେହି ଜଣେ ବି ନିର୍ଭୟରେ ମିଡିଆ ଆଗରେ ମୁହଁ ନ ଖୋଲିବା ଜଣାପଡି ଯାଉଛି ଲୋକଙ୍କ ମାନବାଧିକାର କୁ ବାହୁବଳ, ଅର୍ଥବଳ ଦ୍ବାରା ସମ୍ପୂର୍ଣ୍ଣ ଦମନ କରା ଯାଉଛି ।
Highlight the news
@apusamantaray751
3 жыл бұрын
ପୋଲିସି ମାଗିଅା ସରକାର ସେଇଆ ପଇସା ନଉଚି ପୋଲିସି ଧରୁଚି ଚାନେଲ ବାଲା ସେ ମାଗିଆ ପୋଲିସି କି କାହିକିଏ ତେ ଟକାଂ ଦର ମା ଦଉଚ
🌹Thanks otv
Thank u otv
There is no justice.....
Sabu sarakar ameti karuche ( otv ku dhanneybad)
Dhik aamar 5t.kuadegole pandiyan sir,
ଏଥି ପାଇଁ ଓଡିଶା ରେ ନାସକଳବାଦୀ ଅଧିକ ହେଉଛନ୍ତି
ଯେଉଁ ଲୋକମାନେ ସାମ୍ବାଦିକ ଙ୍କୁ ଡରୁଛନ୍ତି ସେମାନେ ବୋଧ ହୁଏ ଇନ୍ଦିରା ଆବାସ ଆଉ ପାଇଖାନା ନିର୍ବାଚନ ବେଳେ ମଦ ମାଂସ ଖାଉଛନ୍ତି ପୁଣି ନିଜ ମା ଆଉ ଭଉଣୀ ମାନଙ୍କୁ ତାଙ୍କ ହାତେ ଟେକି ଦେବାକୁ ପ୍ରସ୍ତୁତ ଅଛନ୍ତି
Bhul amara amein hi evali netanku vote dyuara bachhiche ta ame bhogiba
Orissa basi nku mora anurodh atleast ebhali samayare ekhathi huantu
ଇଛା ହଉଚି ସେ arun nayak କୁ ଗୁଳି କରିଦେବା କୁ
@sarbeswarg6402
3 жыл бұрын
Kn vai satare guli kariba
@sitesh6923
3 жыл бұрын
Yes
@deeptidigal3049
3 жыл бұрын
Yes bro
@chandrakantajena6149
3 жыл бұрын
Bhai sie... Arun nayak nuhe... Arun sahu
@balaram7321
3 жыл бұрын
Bhai Nayak nuhe sahoo
Chii ...Chii..Shame on the odisha Government..just look at the face of these innocent people's . They just need the support and help from the authority instead what they are getting is very shameful . The law and regulations has became a puppet in the hand of these corrupt people's.
Dariba swavabik emane powerful loka sadharan lokanker jadi puni khyati karidebe
ଓଡିଶା police ଦେଖ ତୁମ ନାଁ ରେ ଲୋକ ପ୍ରଂଶସା ତୁମ ପାରିବା ପଣିଆ କେତେ ଲୋକ କହୁଛନ୍ତି
Good reporting....🙏🙏👍
Plz my request otv Chanel news.. Day to day highlights karantu..
OTV GOOD CHANEL, PLEASE SHOW THIS NEWS AGAIN &AGAIN
Eaaaaaaaa.... odisha.....sarkar...... Thhu......
ଯେ ପର୍ଯ୍ୟନ୍ତ ନବୀନ ସରକାର ଓଡିଶାର ଥିବ, ସେ ପର୍ଯ୍ୟନ୍ତ ଓଡିଆରେ କିଛି ହେବ ନାହିଁ ବରଂ ଅଧିକ ରୁ ଅଧିକ ଏହି ପରି ଅନ୍ୟାୟ ବଡି ଚାଲୁଥିବ। ଏହି ପରି କେତେ କେତେ ଘଟଣା ଘଟି ଯାଇଛି ଆଉ ଏହି ପରି ବି ଘଟୁଥିବ। କେବଳ ଏହି ମୂରଖ ଲୋକ ମାନଙ୍କ ପାଇଁ ହେଉଛି।
ଏଥିରୁ ଜଣାପଡ଼ୁଛିଜେ ପୋଲିସ୍ ନେତାଙ୍କ ଭୟରେ ହେଉ ବା କିଛି ଅର୍ଥର ଲୋଭରେ ପଡ଼ି ଏଭଳି ଅନ୍ୟାୟକୁ ଲୁଚାଇବାକୁ ବହୁତ ଉଦ୍ୟମ କରୁଛନ୍ତି କିନ୍ତୁ ଥରେ ଭାବନ୍ତୁ ଜଦି ସେ ପରୀ ତାଙ୍କ ନିଜ ଝିଅ ହୋଇଥାନ୍ତା ସେ କଣଏପରିସ୍ତିତିରେ ବଞ୍ଚିପାରିଥାନ୍ତେ ଜଦିବି ବଞ୍ଚିଥାନ୍ତେ ତେବେ ସେ ନିଜକୁ ବହୁତ ଧିକାର, କରିଥାନ୍ତେ ତେଣୁ ମୋର ସେହି ଅଫିସରଙ୍କୁ ନିବେଦନ ଏହି କି ଜେସେପରି ଆଉ କେହି ନୁହେଁ ଆମ ଝିଅ ଭାବିଥରେ ଉପଯୁକ୍ତ ନ୍ୟାୟ ଦିଅନ୍ତୁ ଏଥିରେ ଜନସାଧାରଣ୍ ପୋଲିସ୍ ଉପରେ ଭରସା କରି ସାନ୍ତି ଅନୁଭବ କରିବେ ଇତି ଜଣେ ଓଡ଼ିଆ ଜିଏକି ଜଣେ ଓଡ଼ିଶାର ପୁଅ ବୋଲି ଗର୍ବ କରି ବଞ୍ଚିପାରିବ
Kehi ta kahibani jetebele tama saha emiti haba kie kahiba
Only one question to those villagers- IF THE SAME THINGS HAPPENS IN YOUR FAMILY.. THEN??? Se criminal thu ta bada criminal haucha tame mane gaon loka jie doshi ku save karuchanti..Au Govt. Of Odisha.. Salute 🙏🙏 Bhagabannku ta tike dara.
Political power kn khali unjustifiable pain😔..jau janata nka pain apana mane sei power pau6nti puni seimananku emiti hairan karu6nti😡..
Sabu daruchanti.. Nayagarh Don ku
Fearless report of otv
Jay jaganath
Se gaon re gaon Loka gudaka ete selfish .
ନୟାଗଡ ରେ IAS - IPS ଙ୍କର ଏବେ ମଧୁଚଂଦ୍ରିକା ଚାଲିଛି ରେ ଭାଇ । ଟିକିଏ ସମୟ ତ ଦିଅ , ଖାଲି ଏଇ ଶୀତ ଋତୁ ଟା ସରିଯାଉ । ନ୍ୟାୟ ନିଶ୍ଚୟ ମିଳିବ (ସ୍ବପ୍ନ)
Aditya dasku kichi nya ta milinani ei jhiaku milibaki nahi God hi jananti
Naveen babu Arun Sahoo against re action kebe haba
Balaram bhai thanks.
ପୋଲିସ ର ଝିଅ ଥିବ ତା ଝିଅ ସହିତ ଏମିତି ହେଲେ ସେ କଣ ଏମିତି କରିଥାନ୍ତା ଏ ଯୋଉ ବାଳ police ଯୋଉ ବାଳ ଚାକିରୀ ଆଉ ଯୋଉ ବାଳ ସରକାର ଥିଲା ଯାଏ କେଵେ କାହାକୁ ନ୍ୟାୟ ମିଳିବନି ଏଠି ସବୁ ରାଜନୀତି ଖେଳ ଗରିବ ଲୋକଙ୍କୁ କିଏ ନ୍ୟାୟ ଦେବ ଆଉ ବାକି ରହିଲା ଏ ମିଡ଼ିଆ ତମେ କେତେ ତା news କରି କାହାକୁ ନ୍ୟାୟ ଦେଲନି କିଛି ଦିନ ପରେ କହିବ ଦୋଷି ର ସନ୍ଧାନ ପାଉନି police ସବୁ ସମାନ ଛି ଛି
Dhanya re dhanya odisha sarkar
Thanks otv reporter.i salute u.more highlight it.aji pari jogu kehi kahunanhanti,kali jadi semanankar heba kie kahiba
👍
Dhanyare ganatantra !
Jouuu MLA, mp related achntiii aeee case re tankaaa ଇସ୍ତଫା ଦାବି କରାଯାଉ
Dear good news n vry nic to see u inthe real field by the way where is ur mask
Police mg sala nka jhia Ku rp kale janibe dukha kan
@amulyakumar8986
3 жыл бұрын
Sight
Mahisasura sasan chalichhi Odisa ready. Nara narayan asahaya. Maa Durga kebe asibe?
Niya milu pari ku please help karantu
Give justice to the victim
😀😀😀😀😀 ଏଠି ନ୍ୟାୟ ମାଗିଲେ ଆଉ ଏକ ମୃତ ବ୍ୟକ୍ତି ଆବସେକ ତେଣୃ ନ୍ୟାୟ ମିଲି ପାରେ ନ ହେଲେ ନାହିଁ ଜୟ ଜଗନ୍ନାଥ ସ୍ୱାମୀ
CBI should come. Else one innocent will die.
Please Pari ku nyaya milu
Justice for pari🙏
Ama odisha re emiti hue
Plz... highlight this news....
Please otv please support this family only media can do because police can't do anything
Public help karantu .. kehi dariki kahunahanti media sir mane apana mane naya deiparibe
Jie jaha karucha karichala but upare jane dekhuchi sie nischaya pari ku naya deba 🙏
Odisha no1 news chanel otv କିନ୍ତୁ ଦୁଃଖର ସହ କହିବାକୁପଡୁଛି otv ର ଆଖି 4 ମାସ ପରେ ଖୋଲୁଛି ତୁମର ପରିବା ପଣିଆ ପାଇଁ👍👍😴🙏
Police mane name ku khali jia thik se duty karunahanti odisha govt tanku bahiskar kara .....amane justice debe puni
DGP ABHAYA HAVE U SEEN THIS. HAVE U ANY MORAL ACCOUNTABILITY BEING THE DGP OF THE STATE
Dena rati tankare kena heuthebe dosiku nadhari nirdosiku haeran kariba sovabik.
🙏❤️❤️👍
Prasasana ku dhanyabad
Very sad
ସବୁ ଚାପି ଦେବେ, ଏ ନୂଆ କଥା ନୁହେଁ. ଆଗରୁ ବି ଏଭଳି ଘଟଣା ଅନ୍ୟ ଜାଗା ରେ ବି ଘଟି ସାରିଛି
😭😭😭😭
ଡ଼ ଟିଭି କୁ ଧନ୍ୟବାଦ।ଖବର ମିଳିପାରୁଛି
Please help odisha government India government please please
Jou Sola mane government department re thai ki aparadhi ku dhari parunahanti tanka pain . Aakasha re surya chandra jodi satya bhagaban karanatu tankari family re b amiti hou .
Nayagarh re barmbar emiti hauchi Nayagarh nimani gram re emiti heichi last year
He god loka kebe sudharibe chhi
ଏ ସବୁ ରାଜନୀତି କରୁଥିବା ଲୋକେ ଖାଇଯିବେ ଦେଶକୁ ! କଣ ପାଇଁ ଏମାନଙ୍କୁ ଭୋଟ ଦେବ ! ମରିବେ ସବୁ ପୋକ,ମାଛି ହେଇ ! ଜୟ ଜଗନ୍ନାଥ
Justice for pari..
Go on otv
😭😭😭😭😭
Police nku media taraf pane dia jau
ଧନ୍ୟବାଦ ରେ ମାଘିଆ ନବୀନ ସରକାର
ଆରେ ଡ଼ରୁଛ କଣ ବିଚ ରାସ୍ତା ରେ ଦିନ ଦିପହରେ ସଂଘଵଧ ହୋଇ ସବୁ ଅଭିଯୁକ୍ତ ମାନଙ୍କୁ ହତ୍ୟା କର କୋ ମନ୍ତ୍ରୀ ଓ ପ୍ରଶାସନ କାମ କୁ ନୁହଁ......
Gundaraaj film style re hauchhi...
Cbi janch heba darkar
Shame on police & Odisha govt.. .
Only CBI enquiry heba darakar