Arun Sahoo Will Be Responsible If Anything Happens To Me | Laxmiprasad Sarpanch | Pari Murder Case
Arun Sahoo Will Be Responsible If Anything Happens To Me | Laxmiprasad Sarpanch | Pari Murder Case
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: khabar.odishatv.in/
Android App: bit.ly/OTVAndroidApp
iOS App: bit.ly/OTViOSApp
KZread: goo.gl/Ehz6OP
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
Пікірлер: 3 400
ଏତେ ଦିନ ପରେ ଆମେ ଦେଖିଲୁ ଜଣେ କଲିଜା ଟାଣ ଥିବା ସରପଞ୍ଚ ଧନ୍ୟବାଦ୍ ଭାଇ 🙏🙏👍 ନିଶ୍ଚିତ ନ୍ୟାୟ ମିଳିବ ପରି ହତ୍ୟା ମାମଲା ରେ
@rk42910
3 жыл бұрын
An honest man.we respect your courage.👏👏👏👏
@truptipattnayak6157
3 жыл бұрын
🙏🙏🙏🙏🙏🙏🙏🙏🙏
@aksanshkrutiodisha6693
3 жыл бұрын
@@truptipattnayak6157 🙏🙏🙏
@sambitdas4638
3 жыл бұрын
Right
@badalnayak5886
2 ай бұрын
@@rk42910😊😊😊😊😊😊😊😊😊😊😊😊ଫ😊ଫ😊😊😊😊😊😊😊s
ଭାଇ ତମକୁ ଶହେ ସଲାମ. ଅନ୍ୟାୟ ବିରୋଧରେ ସଂଗ୍ରାମ ଜାରିରହୁ. ତମର କିଛିବି କ୍ଷତି ହବନି. କାହିଁକି ନା ତମ ସାଙ୍ଗରେ ଓଟିଭି ଆଉ ଓଡିଶା ବାସୀ ଅଛନ୍ତି. ଭଗବାନଙ୍କୁ ଆମର ପ୍ରାର୍ଥନା ତମେ ଭଲରେ ଥାଅ.
@-Only.RockyBhai_
3 жыл бұрын
ଏଭଳି ବ୍ୟକ୍ତି ସମାଜ ପାଇଁ ଉଦାହରଣ ଅଟନ୍ତି 🙏🙏🙏
@fishingandcooking8097
3 жыл бұрын
Great leader 🙏
@biswarlenka6153
3 жыл бұрын
Thank you bhai
@studywithgirishkumar8271
3 жыл бұрын
W000
@studywithgirishkumar8271
3 жыл бұрын
This type of young generation can change our society... Thanku sir
କୋଟିଏ ରେ ଗୋଟିଏ ଆମ ସରପଞ୍ଚ ଭାଇ ତୁମ ଯୁଦ୍ଧର ଜୟ ହୋଉ ଆମେ ତୁମ ସାଥିରେ ଅଛୁ
@mousumibalapatra7489
3 жыл бұрын
Pariku nyaya diajau sarakara
@Deepaksahu-ky2zr
3 жыл бұрын
Of corse
@chintuswain2300
3 жыл бұрын
Right
ଆନ୍ୟାୟ ବିରୁଦ୍ଧରେ ଲଢେଇ କରି ସରପଞ୍ଚଙ୍କ ର କୌଣସି ଅସୁବିଧା ହେଲେ ରାଜ୍ୟ ସରକାର ଦାଇ ରହିବେ ।ଓଡ଼ିଶା ର ଜନସାଧରଣ ପ୍ରତେକ ଗାଁ ରେ ଆନ୍ଦୋଳନ କରିବେ ।
@amarmohapatra1642
3 жыл бұрын
Vote dia Arun Sahu ku..g..marei hua...
@manojkumarjena9383
3 жыл бұрын
Arun sahu you are right 🙏🏾🙏🏾
ସତ୍ୟ ର ଜୟ ହବ ଡିୟର ଭାଇ don't worry ଏମିତି ସରପଞ୍ଚ ସବୁ ପଞ୍ଚାୟତରେ ହେବା ଦରକାର
@ahalyabiswalahalya2979
3 жыл бұрын
Right
@sunilkumarsahoo8557
3 жыл бұрын
Right bro
@dibya7716
3 жыл бұрын
Amiti sarpanch sabu gna re hele rama rajya heijiba bhai
@chandanpadhan1094
3 жыл бұрын
Ri8 broooo
ଏମିତି ସରପଞ୍ଚ ସବୁ ପଞ୍ଚାୟତ କୁ ମିଳୁ ।ତୁମ କୁ ଶହେ ସଲାମ ।ତୁମ କୁ ହୃଦୟ ରୁ ଶହେ ସଲାମ।
@babukitchen1910
3 жыл бұрын
Thank u sir
@MissB934
3 жыл бұрын
Thanks sir
@deviprasadsahoo9521
3 жыл бұрын
Everything politics
@jyotsnarani105
3 жыл бұрын
R8
@tikeswarmahanta8369
3 жыл бұрын
Thank you
ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ସଦା ସର୍ବଦା ଆପଣଙ୍କ ଚଲାପଥର ସାଥି ହୁଅନ୍ତୁ । ଏହା ହିଁ କାମନା 🙏🙏🙏 ।
@singardebashischaran3628
3 жыл бұрын
Sir apananku 100 Salam
Salute to sarapancha.i request to otv that support this type of people.
ଧନ୍ଯବାଦ ସରପଞ୍ଚ ଆଜ୍ଞା ଆପଣ କାମ କରିଚାଲନ୍ତୁ ଓଡିଶାବାସୀ ଆପଣଙ୍କ ସାଙ୍ଗରେ ଅଛନ୍ତି । ଏଥିରେ ନେତା, ମନ୍ତ୍ରୀଙ୍କର ହାତ ଅଛି । ଓଡିଶାବାସୀ ସବୁ ଜାଣିଛନ୍ତି ଏଥିରେ ସନ୍ଦେହ ନାହି ।
@caresouthco6016
3 жыл бұрын
ମାତ୍ର ଫଳ କିଛି ହବାର ନାହିଁ, ଶୀତ ଅଧିବେଶନ ସେ ଯୋଗୁ ଆଗୁଆ ବନ୍ଦ ହୋଇଗଲାଣି......
@jyotiranjanbehera6140
3 жыл бұрын
verry good bhai
@sadasivrout7910
3 жыл бұрын
ଠିକ୍ କଥା କହିଛନ୍ତି ଭାଇ
ଆପଣଙ୍କର ହୃଦୟ ବହୁତ ବଡ। ଆପଣ ଗରିବ ଲୋକଙ୍କର ମନ କଥା ବୁଝିପାରିଛନ୍ତି , ଧନ୍ୟବାଦ
ଆପଣଙ୍କୁ Salute କରୁଛି ଭାଇ ❤️ ଆପଣଙ୍କ ଭଳି ବ୍ଯକ୍ତି ବର୍ତମାନର ପ୍ରଦୂଷିତ ରାଜନୀତି କୁ ଠିକଣା ବାଟରେ ନେଇ ପାରିବେ l ସତ୍ୟ ନ୍ୟାୟ ଓ ଧର୍ମ ର ଜୟ ହେଉ ଆପଣଙ୍କ ସଂଗ୍ରାମ ସଫଳ ହେଉ
@gangadharmeher3812
3 жыл бұрын
Right sir
ଏମିତି ସରପଞ୍ଚ ବାବୁ ଭାଗ୍ୟରେ ଥିଲେ ମିଳେ 🙏🙏🙏🙏🙏
ଭାଇ ଏତେ ଦିନ ପରେ ଗୋଟେ ସରପଞ୍ଚ ଦେଖିଲି 🙏🙏🙏🙏🙏🙏🙏
@dharanidharbehera9327
3 жыл бұрын
Correct ...one man army ..
@MOON-ir5ko
3 жыл бұрын
Right bhai🙏🙏
@AS-nk4kr
3 жыл бұрын
Really.... appreciated
@santoshkumarbehera5716
3 жыл бұрын
Correct Bhai
@himansupradhan2777
3 жыл бұрын
Right bro
ଠିକ୍ କହିଛନ୍ତି ସରପଞ୍ଚ ବାବୁ
ଆପଣଙ୍କ ଭଳି ସରପଞ୍ଚ ଓଡ଼ିଶା କୁ ନୂତନ ପ୍ରେରଣା ଦେବ ଆପଣ ମହାନ ବେକ୍ତିତ୍ୱ ର ପରିଚୟ ଅଟନ୍ତି
ଡରନି ଭାଇ ଜମା l ତମେ ସତ ପଥ ରେ ଅଛ l କିଛି ହବନି ତମର ❤
ମାନିଗଲି ଭାଇ ତମ ସାହସକୁ, Big salute bhai
@GhantibaOdisha
3 жыл бұрын
Right 🙏🙏
@pratapdas1496
3 жыл бұрын
Great job
@AB-ik2qy
3 жыл бұрын
sahas agru kouthi soithilaaa ebe jmti uthilaa case jail jiba bhayare kahidela
@rashmikantabehera8847
3 жыл бұрын
You are great
ଓଡ଼ିଶାର ସମସ୍ତ ଯୁବ ରାଜନେତା ମାନେ ଏ ଭାଇଙ୍କୁ ନିଜ ଆଇଡଲ୍ ମାନିନୀଅ,ଓଡୀଶା ସୁଧୁରିବ
@JayantaDas-vk9xe
3 жыл бұрын
Koi vi Genda ka dum nahi
Actually this kind of person is eligible for sarpanch .
@biswa4051
3 жыл бұрын
MLA
@PM-xk8gi
3 жыл бұрын
Good man
Such honest person still exist 😳🔥❤️
ଭାଇ ଆପଣଙ୍କୁ ଧନ୍ୟବାଦ୍ ନୟାଗଡ଼ ରେ ଯୋଉ ଗୁଣ୍ଡରଜ୍ ଚାଲିଛି ତା ବିରୁଧ ରେ ଲଢେଇ କରୁଥିବାରୁ ମୋର ବି ନୟାଗଡ଼ ପରୀ କୁ ନ୍ୟାୟ ଦେବାରେ ଆମେ ବି ସମିଲି ହବୁ
ସିଂହ ର କଲିଜା ରଖିଛ । hatts off bhai,salute🇮🇳
@litungiri433
3 жыл бұрын
Right,,,,
Good job🙏 Sir, ଜୟ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ, ଏବଂ ଆପଣ ଏଇମିତି ସେବା କରିଚାଲନ୍ତୁ
ଏମିତି ସରପଞ୍ଚ ମନ୍ତ୍ରୀ ହେବା ଦରକାର
omg ବହୁତ୍ ଖୁସି ଲାଗିଲା ପ୍ରଥମ ଥର ପାଇଁ ଜଣେ ସରପଞ୍ଚ ନ୍ଯାୟ ଦଉଛନ୍ତି ଭାଇ ତମର କଣ ହେଲେ ଆମେ ଓଡିଶାରେ ନିଆଁ ଲଗେଇଦବୁ
@starmaker2763
3 жыл бұрын
Right
@GhantibaOdisha
3 жыл бұрын
Bhai 🙏🙏🙏🙏🔥🔥🔥🔥🔥 kiya hai kya baat hai 🔥🔥🔥🔥
@pratapdas1496
3 жыл бұрын
Right bro👍👍👍👍👍
@jitendrasandha7625
3 жыл бұрын
Are Odisha re Nia lageile mubi marib
@user-pt9fm1xn6s
3 жыл бұрын
@@jitendrasandha7625 🤔😅😅😅😅
ଭାଇ ମାନିବାକୁ କୁ ପଡ଼ିବ ତୁମର ସାହସିକତା ,ଏ ଭଳି କାର୍ଯ୍ୟ ପାଇଁ ତୁମ କୁ ଶତ ସଲାମ ।
ପରୀକୁ ନ୍ୟାୟ ମିଳିବା ଆମର ଦାବି , ସାରା ଓଡ଼ିଶାର ଦାବି
ବହୁତ ବହୁତ ଧନ୍ୟବାଦ ସରପଞ୍ଚ babu🙏🙏. ଜଗନ୍ନାଥ ତୁମକୁ ଅଶରିବାଦ karantu, ସାହସ ଦିଅନ୍ତୁ.
ସରପଂଚ ଭାଇଙ୍କୁ ହୃଦୟ ରୁ ପ୍ରଣାମ ଆପଣଙ୍କ ପରି ଲୋକ ଓଡ଼ିଶା କୁ ଦରକାର 🙏👍🙏
ସବାସ ସରପଞ୍ଚ ବାବୁ..... ଆମ ରାଜ୍ୟ ର ମୁଖିୟା.... ର ଭୁଲ.... MLA /MP/CM/ଠାରୁ ଅଧିକ ତୁମେ..... ତୁମ ପାଇଁ ଭଗବାନଙ୍କ ପାଖରେ ପ୍ରାଥନା.....
Raise voice and show the power of common man,"odisa basi" give justice to pari and protection to sarapancha
CBI investigation only require 4 this type of Emotional case...we are all demanding justice for PARI.
ଯାହା ହଉ ରୋକଠୋକ କଥାବାର୍ତା ସରପଞ୍ଚଙ୍କର. ଏମିତି ସବୁ ପଂଚାୟତରେ ଲୋକଟିଏ ଦରକାର ହଉଛି
@AB-ik2qy
3 жыл бұрын
hmmm agru soithilaa iee
@princelitu8198
3 жыл бұрын
Are Dina pare gote sarpanch dekhile
@_bapi___303
3 жыл бұрын
Right
ସରପଞ୍ଚ ଭାଇଙ୍କୁ ବହୁତ ଧନ୍ୟବାଦ ଆପଣଙ୍କ ର କିଛି ଅସୁବିଧା ହେବ ନାହିଁ ଜୟ ଜଗନ୍ନାଥ 🙏💪
@bimbadharbehera4543
3 жыл бұрын
Bhaitushaskiumibakupdib
Great Real Hero..🙏🏼
Good Brother..emiti sarpanch heba darkar. Tamaku bhagwaan varasa... God bless you you bhai.....
ସରପଞ୍ଚ ବାବୁ ଆପଣଙ୍କ ସହିତ ସାର ଓଡିଶାବାସି ଅଛନ୍ତି ଡରିବାର ନାହି ଏ ଭଳି ଲୋକଙ୍କୁ।
@firojkumarpatra5023
3 жыл бұрын
Nice
ହୃଦୟରୁ ଅନେକ ଅନେକ ଶୁଭେଚ୍ଛା ତୁମ ପରି ସରପଞ୍ଚ ସବୁ ପଞ୍ଚାୟତ ରେ ସେବା ଦରକାର
U are absolutely correct sir.. We are also support to you...
Best sarapanch 🙏🙏🙏🙏
ଏହା ଏକ ସରକାରୀ କଳ ର ହତ୍ୟାକାଣ୍ଡ ରାଜ୍ୟ ସରକାରଙ୍କ ନାରୀ ନେତ୍ରୀ ଙ୍କ ର ଦେଖା ଦର୍ଶନ ନାହିଁ , ପରୀ କଣ ଓଡିଶା ର ଝିଅ ନୁହଁକି ?
@ramakantasethi5000
3 жыл бұрын
Tapan thik kahu6
@goodchoices4406
3 жыл бұрын
Pura point katha bhai
ଭାଇ ତୁମ କଥାରେ ଦମ୍ ଅଛି ତୁମର କିଛି ହେବନି ସାରା ଓଡ଼ିଶା ଆପଣଙ୍କ ସାଥିରେ ଅଛି
@salubharati5782
3 жыл бұрын
Thinks
I ever not seen this type of sarapancha, salute
Salute You Brother....Emiti Sarapancha Jadi Sabu Jagare Rahanti Tahahele Emti Aparadha Au habani...
U are the best sarpanch of our country ,we fully support to u sir
If government is right direction, then send this case to CBI not Crime Branch. You are absolutely right Mr. Sarpanch babu. Go ahead for justice to Pari.
@AB-ik2qy
3 жыл бұрын
cbi au impartial heiki nahi
@siddheswarrout9367
3 жыл бұрын
All under money
@anadinandy4046
3 жыл бұрын
All are controled by politician
@placetoexplore2267
3 жыл бұрын
Hope hi paleiba cbi. Ku gale
@siddheswarrout9367
3 жыл бұрын
Money makes miracles in this material world Here is No emotional exist
Life re 1st time gote sarapancha dekhili...god bless you bhai
ସତ କେବେ ମିଛ ହେଇନି କି ମିଛ କେବେ ସତ ହେଇନି ସବୁବେଳେ ସତ୍ୟର ହଁ ଜୟ ହୁଏ ସରପଞ୍ଚ ବାବୁ ଆପଣ ନିର୍ଭୟରେ ଚାଲନ୍ତୁ ।ଯେଉଁ ପର୍ଯ୍ୟନ୍ତ ପରିର ନ୍ୟାୟ ନ ମିଳିଛି ।
କିଛି ହେବନି । ଏ ସରକାର କୌଣସି ଧର୍ଷିତାକୁ ନ୍ୟାୟ ଦେଇ ପାରିନି । ଟଙ୍କା ବାଣ୍ଟିବା ଓ ନିର୍ବାଚନ ଜିତିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
@subratkumarsahu5396
3 жыл бұрын
Sota katha bhai
@sahadebsaha7564
3 жыл бұрын
Right bhai
ଭାଇନା କଣ କହିଲ 100 ସଲାମ ତୁମ ପାଇଁ..... ଅରୁଣ ସାହୁ ଗାଣ୍ଡି ରେ ବିଛୁଆତି ଲଗେଇଦିଅ ସବୁ କଥା ବାହାରିବ.
@premmahakul
3 жыл бұрын
Right bhai 👍
ଏକ ଛତ୍ର ଶାସନ ହେଇଥିବାରୁ ଏମାନେ କାହାକୁ ଖାତିରି କରୁନାହାନ୍ତି ଲୋକମାନେ ସରକାର ବଦଳାନ୍ତୁ ନହଲେ ଇଗ୍ରେଜ ଶାସନ ବଳିଯିବ ନ୍ୟାୟ ନାହିଁ ଏମାନେ ଆମଭଳି ନିରୀହ ଲୋକଙ୍କ ଉପରେ ଅତ୍ୟାଚାର କରିବେ ଆମେ ତାଙ୍କର କିଛି କରିପାରିବାନି ଏମାନଙ୍କୁ ଭଗବାନ ଶାସ୍ତି ଦେବେ 🇮🇳 🙏🇮🇳 ଜୟ ହିନ୍ଦୀ ଭାରତ ମାତା କି ଜୟ
We appreciate you. Such a very Educated Sarapanch 👍
ଅରୁଣ ସାହୁ ଛୋଡ଼ି ପୁଅ କୁ ଆଜଗା ରେ ବାଇଡଙ୍କ ମାରି ହାତ ଦୁଇଟି ବାନ୍ଧି ଦିଆ ଯାଉ ଗୋଡ଼ ଖୋଲା ରହୁ ଦେଖିବା କେତେବାଟ ଧାଉଁଛି.
@anweshadutta7409
3 жыл бұрын
Perfect bro thik kahichanti apana
@anweshadutta7409
3 жыл бұрын
Emananku darkar emty
@suryakantabehera3954
3 жыл бұрын
😂😂🤣🤣
@AB-ik2qy
3 жыл бұрын
tu kie be
@AB-ik2qy
3 жыл бұрын
@@mohapatraful ok tu bhari pathua
I saluted for your opinion . . .
Really hero sarapanch babu ,🙏🙏🙏🙏
ଧନ୍ୟବାଦ ସରପଞ୍ଚ ଭାଈ.... ଆପଣ ନିଶ୍ଚିତ ଜିତିବେ..... SIT, କ୍ରାଇମ ବ୍ରାଞ୍ଚ ଅଫିସର ମାନେ ସରକାରଙ୍କ ଇସାରାରେ ଚାଲନ୍ତି.... ଏହାକୁ CBI କିମ୍ବା କେନ୍ଦ୍ରୀୟ ଇନଭେଷ୍ଟଟିଗେସନ ଟିମ ଦ୍ୱାରା କରାଯାଉ....
This brave sarapanch deserves a high political post.
@learnwithpriyadarsini2624
3 жыл бұрын
He is a btech graduate...
@sukantakumarpradhan1764
3 жыл бұрын
M Tech ... and left Software Job to serve people..
@learnwithpriyadarsini2624
3 жыл бұрын
@@sukantakumarpradhan1764 sry I don't know
ବହୁତ ବହୁତ ଧନ୍ୟବାଦ ଜଣାଉଛି ସରପଞ୍ଚ ବାବୁ ଆପଣ ହି ଯୋଗ୍ୟ ସରପଂଚ
@FEELINGHAPPY...
3 жыл бұрын
Yes
Sabas Sarpanch Babu... Sabas Keep it up... Salute to your courage... Every Sarpanch of each villages should act like this...
Vested interest person visiting MLA house to achieve their nefarious objective. There should be BAN of public visiting for such purpose.
@radhanathsahoo2004
3 жыл бұрын
Janata chahunahanti crime branch sarakar kanhiki lagauchi nijakusuhaibapani ?
ଭାଇ ତମ ଭଳି ସରପଞ୍ଚ ଦେଶ ଓ ରାଜ୍ୟ ପାଇଁ ଉଦାହରଣ ....... ଭାଇ ତମ ର ଜଗନ୍ନାଥ ମଙ୍ଗଳ କରନ୍ତୁ...... ଭାଇ ତମକୁ 🙏🙏🙏🙏🙏🙏 ଭାଇ ତମର ଏ ଲଢେଇ ଗୋଟେ 5 ବର୍ଷ ର କୁନି ଝିଅ ପରୀ ର ଆତ୍ମା କୁ ଶାନ୍ତି ଦେବ.. ବାସ୍ତବରେ, ଏ କଣ ପରୀ ରଥ.... ଏ ରାଜ୍ୟ ରେ ଏମିତି ବି ସରକାର ଆଉ ମନ୍ତ୍ରୀ ଥାଇ ପାରେ...... ଯଦି ଏ ପରୀ କୌଣସି ମନ୍ତ୍ରୀ ର ଝିଅ କିମ୍ବା ପରିବାର ର ସଦ୍ୟସ ହେଇଥାନ୍ତେ.. ତାହେଲେ ,, ସେ ମନ୍ତ୍ରୀ ଆଉ ସରକାର କଣ କରି ଥାନ୍ତେ....... ମୁଁ ଦୟାକରି ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ରାଜନୀତି ଛାଡ଼ି......., ଏ 5 ବର୍ଷ ର କୁନି ଝିଅ ପରୀ କୁ ନ୍ୟାୟ ଦିଅନ୍ତୁ..
ଭାଆପଣ ସରପଚ୍ ନୁହନ୍ତି କଳିଜୁଗର ଭଗବାନ ଆପଣଙ୍କ ହୃଦୟକୁ କୋଟି ନମସ୍କାର👃👃
More power to you sarapanch ji....our support is with you. CM should intervene & action should be taken against people involved.
This person is really noble person...
ସରପଞ୍ଚ ଭାଈ ଧନ୍ୟବାଦ୍ । ଆମେ ତୁମ ସାଥିରେ ଅଛୁ
Big salute sir..... God bless you
@bikrampatra7501
3 жыл бұрын
👍
@ranajitsahu
3 жыл бұрын
👍
Bhai re tate salute kehi na support kale bi pravu jaganath tamara mangala karibe🙏
Perfect sarpanch bro, keep it up ❤️🙏
Crime Branch is under BJD Govt.
@niranjan4940
3 жыл бұрын
Right bro
@babloo074
3 жыл бұрын
Oh bhai ame ta Aji janilu au! Nahele kana ame jani thilu! 🙄
@pratapgouda5150
3 жыл бұрын
U r absolutely right bro
@satyabratsahoo9305
3 жыл бұрын
Right
@expressmugick951
3 жыл бұрын
@@babloo074 tu mundi be sala
ଅତି ସୁନ୍ଦର କଥା ଏମିତି ସରପଞ୍ଚ ସବୁ ପଂଚାୟତ କୁ ମିଳୁ god bless you bhai🙏
ur the great person...
Apana darantuni ki pachhaghuncha diantuni sir. Apana nka pai tatha satya o nyaaya pari sara Biswa apana nka sahita achhi. Go ahead with this courage 👍👍👍🙏🙏🙏
Justice For pari🙏🙏🙏 CBI inquiry
@AB-ik2qy
3 жыл бұрын
CBI is under pm
I don't think not many sarpanch can speak this much fluent infront of media. This man is telling truth and has capability to go next level
@banhisrijena2714
3 жыл бұрын
Yes
@debajanibehera4336
3 жыл бұрын
Yes
@debajanibehera4336
3 жыл бұрын
Ufcourse
ସରପଞ୍ଚ ବାବୁ ତୁମକୁ ସହେ ସଲମ୍ , first time I see best politician ever
Ohh.. Love u Sir 🔥🔥🔥.. Nice, mind-blowing.. ❤️ Se..
ଭାଇ ଏମିତିକା ସରପଞ୍ଚ ଆମର ଦରକାର ❤️
ନିର୍ଭୀକ ସାହସିକ ସରପଞ୍ଚ ଙ୍କୁ ସଲାମ 🙏 ନ୍ୟାୟ ପାଇଁ ଲଢେଇରେ ଜଗନ୍ନାଥ ମହାପ୍ରଭୁ ରକ୍ଷା କରିବେ
Salute to sarapanch 🙏🙏🙏🙏. Right sir
V v good sarpanch bhai. We need people like u. We need c b i investigstion. Odisha is with u. We support u. Thank u so much.
Need CBi investigation immediately. Satya ki Jay ho.
@rabindrasahoo6852
3 жыл бұрын
All right✅✅ bhai namaskar sat niyA juge juge
@AB-ik2qy
3 жыл бұрын
CBI is under pm
ସେ ମୁର୍ଖ ଅରୁଣ ସାହୁ କୁ ଡକ୍ଟର କଣ କହୁଛନ୍ତି....ଯାହାର ମାନବିକତା ନାଁହି ତା ଡକ୍ଟରେଟ ଉପରେ ଓଡିଶା ବାସୀ ଏକ କରନ୍ତି.... 😡😡😡😡
@careerline6057
3 жыл бұрын
Pura thik katha kahila bhai...
@saktiprasad730
3 жыл бұрын
Paisa dei doctor
@saubhagyabhanja7922
3 жыл бұрын
Tanka dei phd degree,se abe Facebook re professor heichi
@rk42910
3 жыл бұрын
Shaitan.Niriha Sishu ra hatyakari.
He is really eligible for Post of Arun as Krushi Mantri
Thanks Brother..,.We Support You
ବିଜେଡି ଲୋକଙ୍କୁ ବହୁତ ହଇରାଣ କରୁଛି ଏସବୁ ପାଇଁ ନବୀନ ବାବୁ ଦାୟୀ
@badalsoren7820
3 жыл бұрын
100% Right
ଦୋଷୀ କୁ ମାରିଦିଆ ଯାଉ ନହଲେ ଏମିତି ବହୁତ ପରି ଆମମାନଙ୍କୁ ଛାଡି ଚାଲିଯିବେ ଏ ସରକାରଙ୍କ ଦ୍ୱାରା
Bah bah bahot badhiya sarpancha babu Aapana ye case re ladhantu aame samaste Aapananka sahita achhu JAY BAJRANG BALI JAY SRI RAM Bharat mata ki JAY
Perfect @ Good job OTV
Waaaaao.....a great Salute boss...... really hats off......
you have right leadership quality.
ଧନ୍ୟବାଦ ସରପଙ୍କ ଆଜ୍ଞା ପରିକି ନ୍ୟାଅ ମିଳୁ ଜୟ ହିନ୍ଦୀ
ଧନ୍ୟବାଦ୍ । ସରପଞ୍ଚ ମହୋଦୟ ଆପଣଙ୍କର ଏହି ସ୍ବାଗତ ଯୋଗ୍ୟ ପଦକ୍ଷେପ ଯାରି ରହୁ । ନ୍ୟାୟ ନିଶ୍ଚିତ ରୂପେ ମିଳିବ ।
BJD hotaoo Odisha Bachoo.
@pujarisamrat4987
3 жыл бұрын
Ryt
@pushpaminz2073
3 жыл бұрын
B. J. D. Hatao odisha banchao b. J. P. And next win b. J. P.
@pujarisamrat4987
3 жыл бұрын
@@pushpaminz2073 yaa, odisha need BJP next.
@muralimohan14306
3 жыл бұрын
Bjd next time ଆସିବ କି?
@pujarisamrat4987
3 жыл бұрын
@@muralimohan14306 no bjd next. one nd only BJP will come next time.
ଠିକି କହିଲେ ଭାଇ କ୍ରାଇମବ୍ରାଞ୍ଚ ବିଷୟରେ, ତାକୁ ବି ବିଶ୍ୱାସ ନାହିଁ ,ଧନ୍ୟବାଦ ଭାଇ।
@girijadassahu5992
3 жыл бұрын
ସରପଞ୍ଚ ହେବ ଏମିତି
sir u are great plz justice for pari🙇🙇
Great leader Odisha bhai 🙏🙏👍👍
ଏଥର ଅରୁଣ ସାହୁର ମାଲିଫୁଲିଆ ହସ ଛାଡିଯିବ। ଏ ଲଢେଇ ର ସ୍ୱର ଯାରିରହୁ।
@rk42910
3 жыл бұрын
BJD gunda sie.
ସତ୍ୟ କେବେ ଲୁଚି ରହିବ ନାହିଁ । ଯଦି ଆପଣ ସତ୍ୟ ବାଟରେ ଥିବେ ନିଶ୍ଚିନ୍ତ ଜୟ ହେବ ।।
Really sir I salute you
Bhai u are great aji kali dunia re jie bhala chanhiba se age target ku asiba Apana bhaya karantuni public achi apananka sahita