Pandian targets Baijayant - Aparajita - Pradeep - Dharmendra | Nirbhay Gumara Katha

Pandian targets Baijayant - Aparajita - Pradeep - Dharmendra | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZread Channel.
Odisha's Fastest Growing Political KZread Channel.
Odisha's Fast Ever Only Political KZread Channel.
Odisha's Most Popular Political KZread Channel.
For Latest Odisha Political News Follow us:
KZread: kzread.info/dron/_Sk.html...
Facebook: / nirbhayodia
Twitter: / nirbhaytube
Instagram: / ni
PH NO -9124469621

Пікірлер: 595

  • @raghumaninayak9593
    @raghumaninayak95933 ай бұрын

    ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ

  • @mahakal8756
    @mahakal87563 ай бұрын

    ସମସ୍ତେ ଜିତନ୍ତୁ କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଚୋର ହାରିବା ଦରକାର

  • @nirakarasahu8622
    @nirakarasahu86223 ай бұрын

    ଏ ସରକାର ବଦଳିବା ଦରକାର

  • @subodhakumardash6750
    @subodhakumardash67503 ай бұрын

    ଆପଣ ଙ୍କ ବିଶ୍ଲେଷଣ ସମ୍ପୂର୍ଣ୍ଣ ସତ ।। ଆପଣ ଚାହିଁଲେ ଅଦୃଶ୍ଯ ଶକ୍ତି କୁ ଚେକ୍ କରିବାର ସମ୍ଭାବନା ଳହିଛି ।। ଜନସାଧାରଣ ଚାହିଲେ ବି ଏହି ଅଦୃଶ୍ୟ ଶକ୍ତି ହି ଓଡ଼ିଶାର ଆଜିର ଦୁର୍ଦଶା ପାଇ ଦାୟୀ ।। ଅଦୃଶ୍ଯ ଶକ୍ତି ଟିକିଏ ଅନୁଭବ କରନ୍ତୁ ଓଡ଼ିଶାର ଜନସାଧାରଣଙ୍କ ପାଇଁ ।।ଧନ୍ୟବାଦ

  • @RANJITKUMAR-wq4ox
    @RANJITKUMAR-wq4ox3 ай бұрын

    ସତରେ ବିଜେପି ଏଥର ବେଶୀ କିଛି କରିପାରି ବନି କାରଣ ପ୍ରାଥୀ ବାଛିବାରେ ବହୁତବଡ଼ ଭୁଲ!

  • @dillipkumarmahanta1865
    @dillipkumarmahanta18653 ай бұрын

    ଆପଣ ନିର୍ଭୟରେ କହୁଛନ୍ତି, ଅଥଚ ଅଦୃଶ୍ୟ ଶକ୍ତିର ନାମଟି କହୁନାହାନ୍ତି କାହିଁକି

  • @user-sl4yh2yt4c
    @user-sl4yh2yt4c3 ай бұрын

    ସାର ନମସ୍କାର, କଥାରେ ଅଛି, ଘଇତା ପଛେ ମରୁ, ସଉତୁଣୀ ରାଣ୍ଡ ହେଉ... "ଗୃହ ଶତ୍ରୁ ବିଭୀଷଣ ହେଲେ କଣ ବା କରାଯାଇପାରେ... ଭୋଟର ଠିକ ପ୍ରାର୍ଥୀଙ୍କୁ ଠିକ ଭୋଟ ଦେବେବୋଲି ଆଶା କରୁଛୁ... ଜୟ ଶ୍ରୀରାମ 🙏🙏🙏

  • @ravipatnaik79
    @ravipatnaik793 ай бұрын

    "ଯେ ପାଂଚେ ପର ମନ୍ଦ, ତା ମନ୍ଦ କରନ୍ତି ଗୋବିନ୍ଦ" - ଏହା ଚିରନ୍ତନ ସତ୍ୟ ....

  • @Awarenesstalk6379

    @Awarenesstalk6379

    3 ай бұрын

    ଠିକ

  • @chandannayak9804
    @chandannayak98043 ай бұрын

    ସେଥିପାଇଁ ତ ଆଜି ଓଡିଶା BJP ପଛରେ ପଡ଼ିକି ରହିଛି ଯଦି ଜନତା ସଚେତନ ହେବେ ଆଉ କିଛି ଅସୁବିଧା ହେବନି

  • @sunakarsamantaray9737
    @sunakarsamantaray97373 ай бұрын

    ଠାକୁର କରନ୍ତୁ ଆପଣଙ୍କ ଅନୁମାନ ମିଥ୍ୟା ପ୍ରମାଣିତ ହେଉ ।

  • @manoranjan34680
    @manoranjan346803 ай бұрын

    ସାର ନମସ୍କାର, ଏସବୁର ନାଟ୍ୟକାର ହେଲେ ଧର୍ମେନ୍ଦ୍ର ପ୍ରଧାନ, ସେ ଜାଣିପାରୁନାହାନ୍ତି ଯେ ପାଞ୍ଚେ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ, ଯଦି ଏଥର ବିଜେପି ଓଡ଼ିଶାରେ ସରକାର ନକରିପାରେ ଵା ଲୋକସଭାରେ 15 ରୁ କମ ଆସନ ନ ଆଣିପାରେ ତେବେ ସେଥିପାଇଁ ପ୍ରଧାନବାବୁ ହିଁ ସମ୍ପୂର୍ଣ୍ଣ ଦାୟିରହିବେ, ଧନ୍ୟବାଦ

  • @adityaprasadmishra1584

    @adityaprasadmishra1584

    3 ай бұрын

    Ql

  • @adityaprasadmishra1584

    @adityaprasadmishra1584

    3 ай бұрын

    Ql

  • @adityaprasadmishra1584

    @adityaprasadmishra1584

    3 ай бұрын

    Ql

  • @adityaprasadmishra1584

    @adityaprasadmishra1584

    3 ай бұрын

    Ql

  • @adityaprasadmishra1584

    @adityaprasadmishra1584

    3 ай бұрын

    Ql

  • @rameswar3765
    @rameswar37653 ай бұрын

    ଘର ଢିଙ୍କି କୁମ୍ଭୀର ଘର ଶତୃ ବିଭିଷଣ ଘଇତା ପଛେ ମରୁ ସଉତୁଣୀ ରାଣ୍ଡ ହେଉ ।

  • @manoranjan34680

    @manoranjan34680

    3 ай бұрын

    👌👌👌

  • @sanjaykumarbaliarsingh3466
    @sanjaykumarbaliarsingh34662 ай бұрын

    ଅପରା ଜିତା ଙ୍କ 7 ଟି ନିର୍ବାଚନ ମଣ୍ଡଳୀ ଉପରେ ଆଲୋଚନା କରନ୍ତୁ ଏବଂ ଏହି ମଣ୍ଡଳୀ ରେ ବିରୋଧୀ ଓ ବିଧାୟକ ପର୍ଥୀ ଙ୍କ ଉପରେ

  • @BasantakumarNayak-tb6zy
    @BasantakumarNayak-tb6zy3 ай бұрын

    ସଂକ୍ଷେପରେ ଯଦି ଖୋଲା ହୃଦୟରେ ପ୍ରକାଶ କରାଯାଇପାରେ ପାଣ୍ଡିଆନ ବାବୁ ନିଜ କ୍ଷମତା ବଳରେ ବହୁତ କିଛି କରିଥାଇପାରନ୍ତି କିନ୍ତୁ ଓଡ଼ିଶା ବାସୀ ଙ୍କର କିମ୍ବା ପ୍ରତ୍ୟେକ ଟି ଓଡ଼ିଆ ଙ୍କ ଦ୍ଵାରା ଗ୍ରହଣୀୟ ହୋଇ ପାରିଲେ ନାହିଁ। ଓଡ଼ିଆ ଙ୍କର ଆରାଧ୍ୟ ଠାକୁର ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ, ଯିଏକି ଗର୍ବ,ଅଂହକାରକୁ ବରଦାସ୍ତ କରନ୍ତି ନାହିଁ ତେବେ ଓଡ଼ିଶା ବାସୀ କିପରି ବା ସହିବେ ଗର୍ବ ଅଂହକାର। କୁ।

  • @manoranjan34680

    @manoranjan34680

    3 ай бұрын

    👌👌👌

  • @niranjanparamguru5188
    @niranjanparamguru51883 ай бұрын

    +Puri

  • @akhsyakumarbehera7298
    @akhsyakumarbehera72983 ай бұрын

    ଘଇତା ପଛେ ମରୁ ସଉତୁଣୀ ରାଣ୍ଡ ହେଉ ଯଦି ଏଭଳି କାର୍ଯ୍ କଳା ପରେ ବି.ଜେ.ପି ନେତା ସଂପୃକ୍ତ ଥାନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ

  • @kunarout9284
    @kunarout92843 ай бұрын

    ଏହା ଏକ ଆବେଗ ପୂର୍ଣ୍ଣ ବିଶ୍ଳେଷଣ ହୋଇପାରେ, କିନ୍ତୁ ଏମିତି କିଛି ହେବନି, କାରଣ ଜନମତ ଏକ ଭିର୍ଣ ମୋଡ଼ ରେ ଅଛି

  • @banditabarik2872
    @banditabarik28723 ай бұрын

    Excellent video.Prabhu Jagannath Odisha ku banchao.

  • @rajanikantabiswal2669
    @rajanikantabiswal26693 ай бұрын

    ସାର୍ ନମସ୍କାର ଯିଏ ଭୋଗିବାକୁ ଯାଉଛନ୍ତି ସିଏ ପୁଣି ଅନ୍ୟ ର କ୍ଷତି କରିବାକୁ ଆରମ୍ଭ କଲେଣି ଧର୍ମ ସହିବନି

  • @manoranjan34680

    @manoranjan34680

    3 ай бұрын

    👌👌👌

  • @user-wc3pj9lv8c

    @user-wc3pj9lv8c

    2 ай бұрын

    ଦୁଜିଭେବିକୱାଚିଗୁବାଇକ୍ନ କଫ ଗ୍ ଵ ଧରମନିରପେକ୍ଷତା fdhdyoghobojrj ଇଉଇଦୁବାଇଜିଛୁଥ୍ଟ୍ଠ୍ଠାଗଫୁଡଫାଇଡ୍ଡଫ

  • @ganeswarnayak7161
    @ganeswarnayak71613 ай бұрын

    ସାର୍ ନମସ୍କାର, ଚମତ୍କାର ବିଶ୍ଲେଷଣ, ମହାଭାରତ ଯୁଦ୍ଧରେ ଉଭୟ କୌରବ ଏଵଂ ପାଣ୍ଡବ ଙ୍କ ମଧ୍ୟରେ ଯେଉଁ ଧର୍ମ ଯୁଦ୍ଧ ହେଇଥିଲା ଦୁଇ ପକ୍ଷରେ ଅନେକ ରଥି ମହାରଥୀ ଭାଗ ନେଇ ଥିଲେ ମଧ୍ୟ ଶେଷରେ ଧର୍ମର ହିଁ ଜୟ ହେଲା। ଭାରତୀୟ ଜନତା ପାର୍ଟିର ଏହି ଚାରି ମହ।ରଥିଙ୍କୁ ଧର୍ମ ରୁପି ମୋଦୀ ହିଁ ଭରସା, ଅନ୍ଧ ଧୃତରାଷ୍ଟ୍ର ରୁପି ନବୀନ,ଓ ଦୁର୍ଯୋଧନ ରୁପି ଅହଙ୍କ।ରି ଭୈରବ କାର୍ତ୍ତିକ ପଣ୍ଡା ଙ୍କ ପାପ।ଚ।ର୍ ବିଜୁ ଜନତା ଦଳ ସମୁଲେ ଧ୍ୱସ ହେବ।

  • @anadicharansamal7033
    @anadicharansamal70333 ай бұрын

    ଧର୍ମେନ୍ଦ୍ର ପ୍ରଧାନ ଚାନ୍ଦା ନେଇକି ଓଡ଼ିଶା ଶାସନ ପରିଚାଳନା କରୁଛନ୍ତି।

  • @tapashkumarnayak4989
    @tapashkumarnayak49893 ай бұрын

    ଆମ ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ କିଛି ବିଜେଡ଼ି ସରପଞ୍ଚ ଓ କର୍ମୀ ଯାଇ ସମ୍ବଲପୁରରେ ପ୍ରଚାର କରୁଛନ୍ତି। ଏହା ପଛରେ ଉଦ୍ଦେଶ୍ୟ କଣ??

  • @manoranjan34680

    @manoranjan34680

    3 ай бұрын

    ମୁଣ୍ଡ ଗଣତି ହେଉଛି, ସେମାନେ ଦାସେଙ୍କର ଚଟା, ନହେଲେ ଅନ୍ନଭୋଜନ ବ୍ୟତୀତ ସେଠାରେ ଏମାନଙ୍କର କି କାମ

  • @pabitranath5075
    @pabitranath50753 ай бұрын

    Kichi kari paribani pandiaa jay bjp jay modi ji 🙏🏻🙏🏻

  • @gouranganayak731
    @gouranganayak7313 ай бұрын

    ଦିନେ ଦିନେ ଜୟ ଜଗନ୍ନାଥ ଆଉ ଦିନେ ଦିନେ ଜୟଶ୍ରୀ ଜଗନ୍ନାଥ

  • @hardworkneverdies5679

    @hardworkneverdies5679

    3 ай бұрын

    😂😂😂

  • @anadipalita6301
    @anadipalita63013 ай бұрын

    ଖୁବ୍ ସୁନ୍ଦର ଓ ହୃଦୟସ୍ପର୍ଶି ଆଲୋଚନା।

  • @sisirsahoo5931
    @sisirsahoo59313 ай бұрын

    ଭାରତୀୟ ଜନତା ପାର୍ଟିର ଅଦୃଶ୍ୟ ଶକ୍ତି ଧର୍ମେନ୍ଦ୍ର ପ୍ରଧାନ

  • @learntogether8344
    @learntogether83443 ай бұрын

    ଧର୍ମେନ୍ଦ୍ର ପ୍ରଧାନ bjp ର କାଳ

  • @manoranjan34680

    @manoranjan34680

    3 ай бұрын

    ହଁ

  • @kastucharansahu6656
    @kastucharansahu66563 ай бұрын

    ଅଦୃଶ୍ଯ ହାତ ଅଧିକ ବିପଦ ଆଣିବ ଉଭୟ ବିଜେତା ଓ ଓଡ଼ିଶାକୁ।

  • @netajidash9367
    @netajidash93673 ай бұрын

    ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ନିବେଦନ ଠିକ୍ ଲାଗିଲା, ଭଲ ଲାଗିଲା। ଆମେ ଏକଥା ନବୁଝିଲେ ନିଜ ଗୋଡ଼ରେ ନିଜେ କୁରାଢି ମାରିବା ଭଳି ହବ। ଜୟ ଜଗନ୍ନାଥ।

  • @prafullamishra6535
    @prafullamishra65353 ай бұрын

    ଆପଣଙ୍କ ବିଶ୍ଳେଷଣ ର ତୁଳନା ନାହିଁ ❤

  • @AlineOp
    @AlineOp3 ай бұрын

    ମୋବିଚାରେ ଜେ ଜଗନ୍ନାଥ କୁ ନେଇ ଖେଳ ଖେଳିଛନ୍ତି।ତାର ଫଳ ଜଗନ୍ନାଥ କରି ସାରିଲେଣି।ସମୟକୁ ଅପେକ୍ଷା

  • @amarbhoi8373

    @amarbhoi8373

    2 ай бұрын

    Jayajagannatha Balangirajila

  • @alloffyou4995
    @alloffyou49953 ай бұрын

    ଯେମଧ୍ୟ ପାଗଳ ଶିକ୍ଷାମନ୍ତ୍ରୀ ଙ୍କୁ ସଡ଼କ ପରିବହନ କଥା ପ୍ରଶ୍ନକରେ ତାଠା଼ରୁ ସମ୍ବଲପୁର ବାସୀକଣ ଆଶାକରିବେ ?

  • @user-ef7tx7dy7t
    @user-ef7tx7dy7t2 ай бұрын

    Thanks Sir.

  • @PrasantaKSwain-qd1wp
    @PrasantaKSwain-qd1wp3 ай бұрын

    ସେ ଅଦୃଶ୍ୟ ଶକ୍ତି ଧର୍ମେନ୍ଦ୍ର l ଆପଣଙ୍କ ପରି ସାମ୍ବାଦିକ ବୁଲେଇ ବଙ୍କେଇ କହିବା ଭଲ ଲାଗୁନାହିଁ l

  • @amit5697
    @amit56973 ай бұрын

    Please appeal to all voters particularly Bhubaneswar to caste their vote on polling day without fail so that a deserving candidate can win the election

  • @dwarikanath1958
    @dwarikanath19583 ай бұрын

    ଶିକ୍ଷା ମନ୍ତ୍ରୀ ଙ୍କୁ N. H. ବିଷୟରେ କହିବା କେତେ ଯୁକ୍ତିଯୁକ୍ତ ?

  • @gudlutripathy3283

    @gudlutripathy3283

    3 ай бұрын

    Kateta central university aau central school kholichhonti...00000...

  • @dwarikanath1958

    @dwarikanath1958

    3 ай бұрын

    @@gudlutripathy3283 ସ୍କୁଲ କରିବାକୁଯେତେବେଳେ ସରକାର ଙ୍କୁ କହିଥିଲେ, ସରକାର ରାଜି ନଥିଲେ।

  • @AjitNayak-rk9xl
    @AjitNayak-rk9xl2 ай бұрын

    ଅତି ସୁନ୍ଦର dhanyabad

  • @ramakrishnamahapatro1271
    @ramakrishnamahapatro12713 ай бұрын

    ବର୍ତ୍ତମାନ ବିଜେପି କେବଳ ଓଡ଼ିଆ ସ୍ୱାଭିମାନ ପଇଁ ଲଢ଼ୁଛି ଏଣୁ ବିଜେପି ଏଥର 21 ପାର କରି ଓଡ଼ିଶାର ଟେକ ରଖିବ।

  • @subratkumarpadhy1910

    @subratkumarpadhy1910

    2 ай бұрын

    Impossible because the aska mp candidate is a weak candidate.

  • @manjupravamishra8000
    @manjupravamishra80003 ай бұрын

    ଜୟ ଶ୍ରୀ ଜଗନ୍ନାଥ 🙏🌹

  • @laxmidharabarik2952
    @laxmidharabarik29523 ай бұрын

    ସାର୍ 🙏 ବିଜେପିର ଶୀର୍ଷ ନେତୃତ୍ୱ ନିଜର ଗୃହଭେଦୀ ବିଭୀଷଣକୁ ଜାଣିପାରୁ ନାହାଁନ୍ତି ନା ଜାଣି ଅଜଣା ହେଉଛନ୍ତି। ସେମାନଙ୍କୁ ଦଳ ବାହାରର ଦେଖାଇ ଦେଉ ନାହାଁନ୍ତି କାହିଁକି? ଏହା ଉପରେ ତୁରନ୍ତ ପଦକ୍ଷେପ ନେବା ଦରକାର ❤❤❤

  • @TechnicalSoumyak

    @TechnicalSoumyak

    2 ай бұрын

    Dharmendra hauchi se bibhisana.bhabhuchi modi Hawa re jadi BJP asila,then se cm haba.aparajita mam,baijayanta babu harigale tanka ra au strength rahibani bcz they are more capable cm candidate than dharmendra .but se wrong proof haba

  • @Samar-papun
    @Samar-papun3 ай бұрын

    ଧର୍ମଶାଳା ରେ only ହିମାଂଶୁ ଭାଇ

  • @biswanathpadhy8371
    @biswanathpadhy83713 ай бұрын

    ପ୍ରାର୍ଥୀ ଚୟନ ରେ ଯେଉଁ ଅଭିଯୋଗ ଆସୁଛି ସେ ବିଷୟରେ ସ୍ପଷ୍ଟୀକରଣ ବିଜେପି ପକ୍ଷରୁ ଧର୍ମେନ୍ଦ୍ର ବାବୁ କିମ୍ବା ମନମୋହନ ସାମଲ ରଖିବା ଦରକାର in the interest of BJP .

  • @prasannamahapatra1623
    @prasannamahapatra16232 ай бұрын

    Suchitinta matadhara sir, dhanyawad

  • @abhayamishra3806
    @abhayamishra38063 ай бұрын

    ଆଗାମୀ ନିର୍ବାଚନରେ ଉପଯୁକ୍ତ ନେତା ବାଛନ୍ତୁ, କୌଣସି ଦଳ ଦେଖି ଭୋଟ୍ ଦିଅନ୍ତୁ ନାହିଁ....କାହିଁକି ନା ଆପଣ ଜନ ପ୍ରତିନିଧି ବାଛୁଛନ୍ତି, ନିଜ ଘର ପାଇଁ ଜ୍ବାଇଁ ନୁହେଁ

  • @manapravamishra3776
    @manapravamishra37763 ай бұрын

    Bahut badhiya

  • @santoshpanigrahi4933
    @santoshpanigrahi49332 ай бұрын

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡ଼ିଶାର ପୁଅ ଓଡ଼ିଆ ଛାତ୍ର ଙ୍କୁ ଗୋଟେ penicil ଗୋଟେ ଦେଇନାଂହାନ୍ତି

  • @samarendranathmahapatra3347
    @samarendranathmahapatra33473 ай бұрын

    ସମସ୍ତେ ଜିତି ଧର୍ମେନ୍ଦ୍ର ହାରିଗଲେ ସବୂଖେଳ ତାଙ୍କର ଖତମ୍ ହୋଇଯିବ

  • @arabindamishra4045
    @arabindamishra40453 ай бұрын

    ଚାରିଟା ଲୋକ ସଭା ସିଟ ନୁହେଁଁ, ୫ ଟି ଲୋକ ସଭା ସିଟ। ୫ ମ ଟି ହେଉଛି ପୁରୀ ଆସନ। ଡ଼ଃ ସମ୍ବିତ ପାତ୍ର ଙ୍କ ସିଟ ପାଇଁ ମଧ୍ୟ ବିଜେଡି ଟାର୍ଗେଟ କରିବ।

  • @hittoka1882
    @hittoka18823 ай бұрын

    Baijyant babu knu kendrapara mati sure jitieb .. Swabhiman ama ree Se 17 jana Dadan sramika knu Ghara ku anichanti

  • @thereviewer7301

    @thereviewer7301

    3 ай бұрын

    se neta helicopter re asi ama ku help karichiii. Sala Pratap Jena manisa maruchii ethiii

  • @chittaranjanpany1323

    @chittaranjanpany1323

    3 ай бұрын

    Sure win

  • @ganeshsahoo656

    @ganeshsahoo656

    3 ай бұрын

    Haribe kukura bhali

  • @kumudapradhan8864
    @kumudapradhan88643 ай бұрын

    Very dumdar Analysis. Sir

  • @kamarajjena5461
    @kamarajjena54613 ай бұрын

    ଧର୍ମେନ୍ଦ୍ର ପ୍ରଧାନ ଚାହୁଁ ନାହାନ୍ତି ଅପରାଜିତା ମାଡାମ, ବୈଜୟନ୍ତ ବାବୁ ଲୋକ ସଭା କୁ ଯାଆନ୍ତୁ

  • @TechnicalSoumyak

    @TechnicalSoumyak

    2 ай бұрын

    Absolutely correct 😊

  • @siducreation9909

    @siducreation9909

    2 ай бұрын

    Sata katha kahi dele

  • @jyotiranjankhadiratna

    @jyotiranjankhadiratna

    2 ай бұрын

    BJP win

  • @TechnicalSoumyak

    @TechnicalSoumyak

    2 ай бұрын

    @@jyotiranjankhadiratna definitely

  • @kalandinayak463
    @kalandinayak4633 ай бұрын

    Achha kritadas

  • @nrushinghnathsahu1630
    @nrushinghnathsahu16303 ай бұрын

    ସବୁ ମୂଳରେ ଧର୍ମେନ୍ଦ୍ର ପ୍ରଧାନ. ମନମୋହନ ତାଙ୍କ କ୍ଷମତା ଦେଖେଇ ପାରିଲେ ନାହିଁ.

  • @manoranjan34680

    @manoranjan34680

    3 ай бұрын

    ଠିକ କହିଛ ଭାଈ ନାଟର ଗୋବର୍ଦ୍ଧନ ହେଉଛି ପ୍ରଧାନେ

  • @unconsciouslove8423surjya
    @unconsciouslove8423surjya3 ай бұрын

    Bjp ର ଅଦୃଶ୍ୟ ଶକ୍ତି କିଏ? Reavel କରନ୍ତୁ

  • @entertainmentinformation7624

    @entertainmentinformation7624

    3 ай бұрын

    Dharumu

  • @bansidharbadapanda1029
    @bansidharbadapanda10292 ай бұрын

    Very interesting sir

  • @gangadharbeshra4621
    @gangadharbeshra46213 ай бұрын

    ମୁଁ ଭାବୁଛି ବିଜେପିର ଅଦୃଶ୍ୟ ଶକ୍ତିଟି ଅଶ୍ୱିନୀ ବୈଷ୍ଣବ ନୁହେଁ ତ..... କାରଣ ସେ ବିଜେପିର ବର୍ତ୍ତମାନ ସବୁଠାରୁ ନିରାପଦ ସ୍ଥାନରେ ଅଛନ୍ତି ଆଉ ମଧ୍ୟ ସେ ବିଜୁ ଜନତା ଦଳ ସହଯୋଗରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇ ଛନ୍ତି।

  • @anupkumarnanda8554

    @anupkumarnanda8554

    3 ай бұрын

    Yes bro ...sabu athi IAS officer nka khela

  • @bulupatra6226
    @bulupatra62263 ай бұрын

    ଆପଣ ଙ୍କର ମୁଣ୍ଡ କାମ କରୁନି ପାଗଳ ସହିତ ବୃଦ୍ଧା ହୋଇଗଲା

  • @bibhutiparida4870
    @bibhutiparida48703 ай бұрын

    ଚାରିଟା ଆସନ ଆଖି ଦୁଇଟା , ଗୋଟାଏ ମଣିଷ ହାତ ଶଏଟା !!!!

  • @rajiblochanpanda5170
    @rajiblochanpanda51703 ай бұрын

    ୪/୬/୨୪ ରେ ଭୋଟ।ଅମିତ ଶାହା ଓ ମୁଦି ୪୦୦ ପାର କହୁଛନ୍ତି, ଅପେକ୍ଷା କରିବା ଖେଳ କଣ ହେବ।

  • @p.njagadev9597
    @p.njagadev95973 ай бұрын

    In this episode, interesting was your comments on Gopabandhu babu of CMO. Really very true and very practical observation 🙏

  • @satyanaryanpraharaj5840
    @satyanaryanpraharaj58403 ай бұрын

    ଜୋଉମାନେ ଭୋଟ ଦେଉନାହାନ୍ତି ତାକୁଂ ECI ଆକାଉନଟ ରୁ 500 ଟକାଂ କଟୁ ଏହା ହେଲେ ସଚେତନ ଭୋଟର ଆସିବେ ।

  • @biranchibaral7519
    @biranchibaral75192 ай бұрын

    V. Good topic

  • @satyanarayanrath5222
    @satyanarayanrath52223 ай бұрын

    ନବୀନବାବୁ ବହୁତ ଭଲ ଲାଗିଲା ଆପଣଙ୍କର analysis. ପାଣ୍ଡିଆନକୁ ECI ବିଦା କରିଛନ୍ତି ଭଲ ହେଲା. ଓଡିଶା ବଂଚିଗଲା.....

  • @manoranjan34680

    @manoranjan34680

    3 ай бұрын

    👌👌👌

  • @akashpati2880
    @akashpati28803 ай бұрын

    Aparajita ku bjp ra loka attack kariaku try karuchanti helebse coal Mafia wala babu jani diantu khub singhra aparajita cm habaku jauchanti ta name bhali aparajita rahibe bjd wala lagao tamar sabu power lagao rokiki dekhao

  • @dipakchhatoi8178
    @dipakchhatoi81782 ай бұрын

    ଏ ମହାଶୟ ବିଜେପିର ଭାଟ ତେଣୁ ଏଙ୍କକଥାର ମୂଲ୍ୟ ନାହିଁ।

  • @dhamirona8662
    @dhamirona86623 ай бұрын

    ପୂର୍ବ ରୁ ଏମିତି ଟାର୍ଗେଟ କାମ କରୁଥିଲା ନବୀନ ବା ପାଣ୍ଡିଆନ ଙ୍କ ର ହେଲେ ବର୍ତ୍ତମାନ ଓଡ଼ିଶା ସାରା ରାଜନିତୀ ପାଣିପାଗ ବଦଳି ଯାଇଛି,ସମୟ ଆସୁଛି ନିଜ କଥା ଦେଖିବାକୁ ପାଣ୍ଡିଆନ ର ସମୟ ନଥିବ ଆଉ ନିର୍ବାଚନ ରେ କୌଶଳ ପ୍ରୟୋଗ କଣ କରିବେ

  • @chandipadapanda4707
    @chandipadapanda47072 ай бұрын

    ସବୁ ବିଚାର ପ୍ରଭୁ ଜଗନ୍ନାଥ ଙ୍କ ଉପରେ ଛାଡିଦିଆଯାଉ ,ତାଙ୍କରି ଇଚ୍ଛା ହିଁ କାର୍ଯ୍ଯକାରୀ ହେବ ।

  • @basantapattnaik7812
    @basantapattnaik78123 ай бұрын

    ସାର ପ୍ରଣାମ 🙏🌹

  • @ghumusaramahaka5327
    @ghumusaramahaka53273 ай бұрын

    କେନ୍ଦ୍ର ସ୍ତରୀୟ ନେତା ମାନେ ବାରମ୍ବାର ଏହି ସ୍ଥାନ କୁ ଆସିବେ ଏବଂ ମୋଦି ବି ତିନି ଚାରି ଥର ଓଡିଶା ର ବିଭିନ୍ନ ଅଞ୍ଚଳ ବୁଲିବେ ମାହୋଲ୍ ଆରପାର ହେଇଜିବ କିନ୍ତୁ ସବୁ ଅନ୍ଦାରି ବିଜେ ରେ ଖେଳ ହେବ ।। ସେଥିପାଇଁ ବହୁତ ବଡ ବ୍ୟବସ୍ଥା ଚାଳିଥିବ ।।।

  • @hotspicyvlogger6874
    @hotspicyvlogger68743 ай бұрын

    Sura pua Aprajeta Madam nkara Bala banka kare pareba Nahe❤❤❤❤❤

  • @manojkantadash3099
    @manojkantadash30993 ай бұрын

    Excellent analysis BHAI NAMASKAR

  • @akshayakumarnayak3480
    @akshayakumarnayak34803 ай бұрын

    ଓଡ଼ିଆ ଙ୍କ କଙ୍କଡା ପ୍ରକୃତି ଓ ପ୍ରବୃତ୍ତି ଛାଡ଼ିବେ କିପରି

  • @Biswanath_das_
    @Biswanath_das_2 ай бұрын

    Absolutely right

  • @trinathpadhi437
    @trinathpadhi4373 ай бұрын

    ମହାଶୟ, ଗତ କାଲି,, ଅର୍ଥାତ୍ ନଅ ତାରିଖରେ,, ନିର୍ଭୟ ରେ ପ୍ରସାରିତ ସମ୍ବାଦ ରେ, କୁହାଯାଇଥିବା,, ପାଣ୍ଡିଆନଵାବୁ ଙ୍କ ଫାଇପ ଟି, ପଦବୀ,, କୁ, ନିର୍ବାଚନ କମିଶନ, ପ୍ରତ୍ୟାହାର କରିନେଲେ,,,, ଏହି ସମ୍ବାଦ କାହିଁକି କୌଣସି, ଟିଭି ଚ୍ୟାନେଲ,, କିମ୍ବା ଖବର କାଗଜ ରେ ପ୍ରକାଶ ପାଉ ନାହିଁ,, ଏହି ସମ୍ବାଦ କେତେ ଦୂର୍ ସତ୍ୟ ,,,,,?????

  • @adichem

    @adichem

    3 ай бұрын

    See Argus news, news18

  • @bishnuprasadpanigrahy309
    @bishnuprasadpanigrahy3093 ай бұрын

    ମାଡ଼ି ଚାଲ

  • @niteipal4994
    @niteipal49943 ай бұрын

    ବିଜେପି ର କିଛି ବଡ ନେତା ବିଜେଡି ପାଖରେ ବିକ୍ରି ହୋଇଛନ୍ତି, କାରଣ ୨୦୧୯ ନିର୍ବାଚନ ରେ ୭୪ ହଜାର ଭୋଟ ପାଇଥିବା ପ୍ରାର୍ଥୀ କୁ ସୋନପୁର ରୁ ବିଜେପି ଟିକଟ ନ ଦେଇ, ୨୦୧୪ ରେ ୪୨ ହଜାର ଭୋଟ ପାଇଥିବା ଲୋକ କୁ ପ୍ରାର୍ଥି କରିଛି ଯାହାର ପ୍ରଭାବ ସାଂସଦ ଉପରେ ପଡିବା ର ସମ୍ଭାବନା ଅଧିକ

  • @prakashrameswari2827
    @prakashrameswari28272 ай бұрын

    ଜଣେ ସାଧାରଣ ସାଂସଦ ଏବଂ ତିନି ଥର କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭିତରେ ଫରକ ଅଛି କି ନାହିଁ l ଟିକେ ଚିନ୍ତା କରି ଦେଖ ଭୋଟର ଜନ ସାଧାରଣ ??????

  • @just4funindia869
    @just4funindia8693 ай бұрын

    ଯେତେ ଘେରିଲେ ବି ଜିତିବେ କେବଳ ଧର୍ମେନ୍ଦ୍ର ବାବୁ

  • @BirendraNayeak
    @BirendraNayeak3 ай бұрын

    ଓଡ଼ିଶା ର ଜନତା କୁ ଆହ୍ଵାନ କରାଯାଉଅଛି vote for Modi 100%

  • @gopalkrishnapattnaik5313

    @gopalkrishnapattnaik5313

    2 ай бұрын

    VOTE FOR MODIJI FOR LOKASABHA. ... BJD FOR ODISHA. ... MODIJI WILL NEVER LOOK TO ODISHA. HE WILL LOOK TO COUNTRY. NAVEEN BABOO WILL MANAGE ODISHA.

  • @swarajkumarbej3768
    @swarajkumarbej37683 ай бұрын

    ପାଣ୍ଡିଆନବାବୁ ନିଜକୁ ଅତି ଦର୍ପି କଂସ ,ବଳି ଓ ରାବଣ ପରି ନିଜକୁ ଭାବିନେଇଛନ୍ତି। କିନ୍ତୁ ଏକଥା ସେ ଭାବିନାହାନ୍ତି ଯେ, ଅତି ଦର୍ପି ଓ ବଳୀୟାନ ମାନଙ୍କର ଶେଷ ପରିଣତି କ'ଣ ହୁଏ।🎉

  • @tnd5690

    @tnd5690

    3 ай бұрын

    Jai PandiAn Next CM

  • @subratdas7462
    @subratdas74623 ай бұрын

    Sir.. ମୋର ୨ଟା ପ୍ରଶ୍ନ। ୧. NP Rairakhole ରୁ ଲଢ଼ିକି DP ଙ୍କୁ ହଟ ହଟା କରିବା ଅପେକ୍ଷା direct JNM against ରେ SBP ରୁ ଲଢ଼ିବା ପାଇଁ ତାଙ୍କୁ ଟିକେ ବୁଦ୍ଧି ଦଉ ନାହାନ୍ତି ଗୋଟେ ଗୁଳି ରେ ୨ଟା ଶିକାର ହେବ।😂 ୨. NP କଣ ଏବେ ବି ଓଡିଆ ଙ୍କୁ specially Western Odisha ଲୋକଙ୍କୁ ବୋକା ଭାବୁଛନ୍ତି?? ଗତ ଥର ର formula ଫେର୍ apply କରୁଛନ୍ତି?? ସମ୍ବଲପୁରୀ ଲୋକଙ୍କ ପ୍ରତି ସତରେ ତାଙ୍କର ଦରଦ ଅଛି? Seat ଜିତିବା ପରେ ଗୋଇଠା ମାରିବା ର ଆଉ ଥରେ ପ୍ରୟାସ?? Hijili katu ସମ୍ହାଳନ୍ତୃ ନା ଆଗ!! Better VKP କହିଲା ଭଳିଆ ସବୁ ତକ ୧୪୭/୨୧ ରେ ଛିଡ଼ା ହେଇଯାଆନ୍ତୁ ନା?? ନା ଆପଣ କଣ କହୁଛନ୍ତି??😂

  • @sannayak
    @sannayak3 ай бұрын

    JAY jagannath

  • @p.njagadev9597
    @p.njagadev95973 ай бұрын

    Many Thanks Nabin ji for today’s interesting episode 💐It’s so interesting that I laughed many times hearing your entire presentation 💐💐Thanks a lot for making my day a happy day as a day got wasted if you have not laughed on a day💐💐Thanks and all the best to Nirbhaya 🙏

  • @bishnucharnrana3282
    @bishnucharnrana32823 ай бұрын

    ଧର୍ମେନ୍ଦ୍ର ପ୍ରଧାନ ଦୀର୍ଘ ଦିନରୁ ଓଡ଼ିଶାରେ ବିଜେପିକୁ ଛୋଟା କରି ରଖିବାର ପ୍ରୟାସ ଜାରି ରଖିଛନ୍ତି,ଏହା ଓଡ଼ିଶାବାସୀ ଜାଣିଛନ୍ତି ।

  • @jyotiranjankhadiratna

    @jyotiranjankhadiratna

    2 ай бұрын

    ଯେଉଁ ମୁଖ୍ୟମନ୍ତ୍ରୀଙ୍କର ନିଜ ବିଧାୟକମାନଙ୍କ ଉପରେ ଭରଷା ନାହିଁ ଓ ଏକ ତାମିଲ ତାଙ୍କର ଭରଷା ଯୋଗ୍ଯ ସେଭଳି ମୁଖ୍ୟମନ୍ତ୍ରୀ ଆମର ଅନାବଶ୍ୟକ ।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡ଼ିଆ ଅଫିସର ଅଧିକ ଭରଷା ଯୋଗ୍ଯ ।ଏ ଲପପୁ ଝିଙ୍ଗୁର ନବୀନ ପଟ୍ଟନାୟକ ର ଯଦି ଓଡ଼ିଆ ଉପରେ ଭରଷା ନାହିଁ ,ଓଡ଼ିଆ ମାନଙ୍କର ନବୀନ ପଟ୍ଟନାୟକ ଉପରେ ଭରଷା ନାହିଁ। ଶୀଘ୍ର ଭୂତ ଶାସନ ହଟା.ଯାହା ହେଉ ଜନସାଧାରଣ ଆଗ ଅପେକ୍ଷା ଢେର ସଚେତନ ହେଲେଣି l ଓଡିଶା ର ସବୁଆଡେ ଏମିତି ସଚେତନତା ଆସିବା ଉଚିତ l ତେବେ ଯାଇ ଓଡିଶା ଶୀଘ୍ର ଉନ୍ନତି କରିବ lଆଉ ନୁହେଁ ନବୀନ.ଓଡ଼ିଶା ଚାହୁଁଛି ପରିବର୍ତ୍ତନ🪷ପଦ୍ମ ଫୁଟିବ-ଓଡି଼ଶା ହସିବ🪷

  • @rojalisapanda7437

    @rojalisapanda7437

    2 ай бұрын

    Ughbuu-7 uuuu uuuv

  • @rojalisapanda7437

    @rojalisapanda7437

    2 ай бұрын

    Ughbuu-7 uuuu uuuv

  • @rojalisapanda7437

    @rojalisapanda7437

    2 ай бұрын

    Ug uu c

  • @PrasantaMohapatra-yg8fo
    @PrasantaMohapatra-yg8fo3 ай бұрын

    ଜନତା ଜନାର୍ଦ୍ଦନ ସବୁ ଜାଣନ୍ତି,ଜାଣୁଛନ୍ତି..... ଉପଯୁକ୍ତ ଵିଚାର କରିବେ।

  • @jyotikantadash2477
    @jyotikantadash24772 ай бұрын

    Very good news.

  • @bulusethy9220
    @bulusethy92203 ай бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ଏବେ ନୁହେଁ ତ କେବେ ନୁହେଁ ଲେଖା ତ ଛିଡିବ ❤❤❤❤❤ ମୋତେ ଲାଗୁଛି ନବୀନ ପଟ୍ଟନାୟକଙ୍କ ଗୋଡ଼ vkp ବାବୁଙ୍କ କୁରାଡିରେ ପକାଇ ସାରିଛନ୍ତି।

  • @priyabratamohapatra3172
    @priyabratamohapatra31723 ай бұрын

    Sir ଆପଣ ଦୟାକରି ନନ୍ଦିଘୋଷ ଉପରେ କିଛି କାର୍ଯ୍ୟକ୍ରମ କରନ୍ତୁ। ଏ chhannel ଟି ଶାସକ ଦଳର ଚମଚା ପରି କାମ କରୁଛି।

  • @sanjauakumar8999
    @sanjauakumar89993 ай бұрын

    ହରେଇବାକୁ ଚାଲ ଚାଲିଛି

  • @ajayadas891
    @ajayadas8912 ай бұрын

    U are right

  • @UrbanSevaclap
    @UrbanSevaclap2 ай бұрын

    Very nice video

  • @debashisjena7717
    @debashisjena77173 ай бұрын

    ଯାହାବି ହେଉ ଏ ଶଳା ତାମିଲ ପାଣ୍ଡିଆ ଓଡ଼ିଶା ରୁ ଯାଉ। ନ ହେଲେ ଏ ତାମିଲ ପାଣ୍ଡିଆ ଓଡ଼ିଶା ଟାକୁ ଚାଟିଚୁଟି ଖାଇ ଯିବ।

  • @cksportsnews1748
    @cksportsnews17482 ай бұрын

    ଧର୍ମଶାଳା ବାସି ଲିକୁ ଭାଇ ସାଥିରେ, ଟିକେଟ ନଦେଲେ ସ୍ୱାଧୀନ ଭାବେ ଧର୍ମଶାଳା ବାସି ଠିଆ କରେଇବେ ଆଉ ଜିତେଇବେ, ବିଜେପି ଟିକେଟ ଚେଞ୍ଜ କଲେ ଭଲ ହେବ

  • @ritadalei9484
    @ritadalei94842 ай бұрын

    ତା ହେଲେ ଧର୍ମେନ୍ଦ୍ର ପ୍ରଧାନ କ'ଣ ସେଇ ଅଦୃଶ୍ୟ ଶକ୍ତି?

  • @udhabamahananda3598
    @udhabamahananda35982 ай бұрын

    Very nice

  • @ppsahoo123
    @ppsahoo1233 ай бұрын

    ସବୁରି ମୂଳ ରେ କୋଇଲା ଚୋର, କିନ୍ତୁ ବେଳେ ବେଳେ ଉପର ବାଲା ଛାଟ ରେ ସବୁ ଓଲଟ ପାଲଟ ହେଇ ଯାଏ

  • @NirakarSamantarai-db2mr
    @NirakarSamantarai-db2mr3 ай бұрын

    NH 55 completion depends upon land acquisition by state Govt. When same completed and handed over to NHAI? LOCAL problems in giving protection to building materials from thives. Problems in procuring building materials from near by locality.

  • @RabisingGond-sj7eh
    @RabisingGond-sj7eh3 ай бұрын

    Good 👍👍👍

  • @nimaiswain7720
    @nimaiswain77203 ай бұрын

    Dharmendra conspiracy against Jay panda,aparajita & pradip panigrahi

  • @user-my6tv8fg2b
    @user-my6tv8fg2b3 ай бұрын

    Totally_right_opinion_by_yours.

Келесі