🔵 SUPER EXCLUSIVE Interview With BJD Leader VK Pandian

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #Odisha #VkPandian

Пікірлер: 1 200

  • @bbhabanipatra4018
    @bbhabanipatra40182 ай бұрын

    The Man Behind of Odisha...... The Man Behind of Transparency.......but Sir u r passing the fire test with all ur might...... Sir God will bless u..... 🙏🙏🙏🙏🙏

  • @NibosSabar

    @NibosSabar

    Ай бұрын

    Nibasa sabor

  • @chandanodia6815
    @chandanodia68152 ай бұрын

    ମୁଁ ବୁଝି ପାରୁନି...!! ବିଜେଡ଼ି ର ଷ୍ଟାର୍ ନବୀନ ଙ୍କୁ ହରେଇବା ପାଇଁ bjp ର କାହିଁରେ କଣ କସରତ 3 ଥର ମୋଦିଙ୍କ ଆଗମନ ଅମିତ ସାହ ଙ୍କ ଆଗମନ ଜେପି ନଡ୍ଡା ଙ୍କ ଆଗମନ ପୁଣି 4 ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ଆଗମନ ଏଥିରୁ ବୁଝାପଡୁଛି ନବୀନ ଙ୍କ ପ୍ରତି ଓଡିଶା ବାସୀ ଙ୍କ ଭଲପାଇବା jai bjd jai naveen❤

  • @financeguruabinash

    @financeguruabinash

    2 ай бұрын

    om fo

  • @India_collaboration_1k

    @India_collaboration_1k

    2 ай бұрын

    Right

  • @dayanidhichhatria5776

    @dayanidhichhatria5776

    2 ай бұрын

    😂

  • @India_collaboration_1k

    @India_collaboration_1k

    2 ай бұрын

    @@uniquegirlshree BJP hatao manipur ladak bancho Modi hatao desh bancho dariki vote deba bancho

  • @MrGagan-ou1rc

    @MrGagan-ou1rc

    2 ай бұрын

    Odisha ra murkha loko mananku bujhaebaku asuchanti semane 😢

  • @MahapatraRanjet123
    @MahapatraRanjet1232 ай бұрын

    ଶଙ୍ଖ ଚିନ୍ହରେ ଦୁଇ ଥର ଭୋଟ କରନ୍ତୁ...ବା...ଶଙ୍ଖ ଚିନ୍ହରେ ଦୁଇ ଥର ସୁଇଚ ଦବାନ୍ତୁ PROUD OF YOU PANDIAN SIR

  • @narayanbehera1373
    @narayanbehera13732 ай бұрын

    ବିକାଶ ପାଇଁ ନିଶ୍ଚିତ ଭାବରେ ପୁଣିଥରେ ବାଜିମାତ କରିବ ବିଜୁ ଜନତା ଦଳ।

  • @Ashokmartha239
    @Ashokmartha2392 ай бұрын

    ନା କେବେ ଥକିଛନ୍ତି, ନା କେବେ ଅଟକିଛନ୍ତି। ନୂଆ ଓଡ଼ିଶା ନିର୍ମାଣର କାରିଗର ସାଜି ଦିନରାତି ଓଡିଶାବାସୀଙ୍କ ସେବାରେ ନିଜ ଜୀବନକୁ ସମର୍ପି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • @suryakantasahoo5526

    @suryakantasahoo5526

    2 ай бұрын

    Satare se kebe thaki nahanti ki bishan sava Banda kari nahanti ki luchi ki ghare basi nahanti. se ta sabu bele buluchanti hele pandian avijoga suni Baku Jai nahi kebe

  • @sudhansupanda482

    @sudhansupanda482

    2 ай бұрын

    Khani, jami, pani, Bali,sesare Shree Jagannath nka Shree Ratna bhandaru bi targete

  • @ramakantasahoo7844

    @ramakantasahoo7844

    2 ай бұрын

    Great leader Nabin Pattnaik 💚🙏

  • @krushisanchar8166

    @krushisanchar8166

    2 ай бұрын

    Banda chhodichanti..

  • @SSDASH-kq6tl

    @SSDASH-kq6tl

    2 ай бұрын

    Qa​@@sudhansupanda482

  • @KAJALSETHI-tl8ho
    @KAJALSETHI-tl8ho2 ай бұрын

    ଓଡ଼ିଶାର ଉନ୍ନତି, ପ୍ରଗତିର ବାହକ ବିଜେଡି। ପରିବର୍ତ୍ତନର ଏ ପ୍ରବହମାନ ଧାରାରେ ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ଆଶୀର୍ବାଦ ପାଇ ସେବା କରି ଆସିଛି ଦଳ । ଆଗକୁ ମଧ୍ୟ ଏ ଅଭିଯାନ ଜାରି ରହିବ... ଏହା ପ୍ରତି ସଦସ୍ୟଙ୍କ ସଙ୍କଳ୍ପ

  • @pupulpatra
    @pupulpatra2 ай бұрын

    ଆମର ଜୀବନ ରକ୍ଷା ପାଇଁ ଆମ ପାଖରେ ଅଛନ୍ତି ରାଜ୍ୟ ସରକାର, ଏହାକୁ କୁହନ୍ତି BJD ସରକାର।

  • @satyaprakashbehera268

    @satyaprakashbehera268

    2 ай бұрын

    You are right brother

  • @Manas_Kumar_Rana_
    @Manas_Kumar_Rana_2 ай бұрын

    Thank you Naveen Patnaik sir 🙏❣️

  • @jyotisahu621
    @jyotisahu6212 ай бұрын

    ନବୀନ ବାବୁ ! ଆପଣ, ମାଟିର ମହାନାୟକ... ଆମ ଓଡିଶାର ସ୍ୱାଭିମାନ ଓ ଅଭିମାନର ପ୍ରତୀକ ।

  • @user-tm4jh5vo3m

    @user-tm4jh5vo3m

    2 ай бұрын

    sala odia bhalase kahi paruni ahuru kn na...

  • @manojnaik5563

    @manojnaik5563

    2 ай бұрын

    I love Navin Pattnaik,but I hate you

  • @financeguruabinash

    @financeguruabinash

    2 ай бұрын

    Om fo

  • @suhana13228
    @suhana132282 ай бұрын

    ହଟିଛି ଅଭାବ, ବଦଳିଛି ଜୀବନ । ଗରିବ, ଅସହାୟଙ୍କ ସାଥିରେ ଅଛନ୍ତି ନବୀନ । ଜନ୍ମରୁ ଜୁଇ, ବିଜେଡି ଚାଲେ ଜନତାଙ୍କ ସାଥି ହୋଇ ।

  • @financeguruabinash

    @financeguruabinash

    2 ай бұрын

    om fo

  • @sanjuktadhal8767

    @sanjuktadhal8767

    Ай бұрын

    Kn abhab badalichi ,loka mane ta Anya state ku dadana khatibaku jauchanti

  • @indiradas2104
    @indiradas21042 ай бұрын

    ପାଣ୍ଡିଆନ ସାର ବିଜେଡି ଦଳରେ ଯୋଗ ଦେବା ପରଠାରୁ ବିଜେଡି ଦଳର ଶକ୍ତି ବୃଦ୍ଧି ହେବାରେ ଲାଗିଛି।

  • @narayanbehera1373
    @narayanbehera13732 ай бұрын

    ବିଜେଡି ଲୋକପ୍ରିୟ ଥିଲା ଅଛି ଆଉ ରହିବ ମଧ୍ୟ।

  • @subhrajittripathy2972

    @subhrajittripathy2972

    2 ай бұрын

    BJD hataooo... Pandu Hataoo Odisha Bachaoo....

  • @narayanbehera1373

    @narayanbehera1373

    2 ай бұрын

    @@subhrajittripathy2972 ପଦ୍ମ ହଟିବ

  • @subratkumar501

    @subratkumar501

    2 ай бұрын

    Hau bjp sarkar kale sei jodi shanka lungi pindhi phunkiba

  • @financeguruabinash

    @financeguruabinash

    2 ай бұрын

    @@narayanbehera1373 to bou bia bjd hatiba chup mg

  • @narayanbehera1373

    @narayanbehera1373

    2 ай бұрын

    @@financeguruabinash ଯାହା ପାଖରେ ବାପା ର ପରିଚୟ ନ ଥିବ ସେ ମାଆ ର ସମ୍ମାନ କଣ ଜାଣି ନ ଥିବ ।

  • @RAJENDRAMAHAPATRA-ph5ou
    @RAJENDRAMAHAPATRA-ph5ou2 ай бұрын

    ଜନତାଙ୍କ ପାଇଁ ଯାହାଙ୍କ ଜୀବନ ଉତ୍ସର୍ଗୀକୃତ । ଜନକଲ୍ୟାଣ ପାଇଁ ସେବାରେ ଯିଏ ସମର୍ପିତ... ସିଏ ହିଁ ଜନନେତା, ଜନନାୟକ ।

  • @invest_n_earn

    @invest_n_earn

    2 ай бұрын

    Bahut seva karichhi BJD . SO all young star in Surat . Pandian IAS officer but ete ete money kauthu anila

  • @smrutirekhabehera7453

    @smrutirekhabehera7453

    Ай бұрын

    Patha padhilani surat Jai nathnta ..chali na jani bata ra dosa

  • @santoshkumarbehera2810
    @santoshkumarbehera28102 ай бұрын

    ଛତିଶଗଡର କଥାଟା ପୁରା ଶତ ଯାହାବି କରୁଛନ୍ତି ପଣ୍ଡିୟନ୍ ସାର୍ ଭଲ ହିଁ କରୁଛନ୍ତି ।

  • @LovemyyBharat

    @LovemyyBharat

    2 ай бұрын

    Ja pandu ra pala chatibu

  • @ramakrishnapanigrahi

    @ramakrishnapanigrahi

    2 ай бұрын

    ​@@LovemyyBharatThik kahucha Bhai.

  • @rakeshpradhan8723

    @rakeshpradhan8723

    2 ай бұрын

    Tu jaa​@@LovemyyBharat

  • @TapasKumar67

    @TapasKumar67

    2 ай бұрын

    ​@@LovemyyBharatchal magiha andha bhakta,bjp kukura

  • @smrutirekhabehera7453

    @smrutirekhabehera7453

    Ай бұрын

    Tu Jaa godi ra chatibu

  • @lalitakantabehera6757
    @lalitakantabehera67572 ай бұрын

    ❤❤❤❤❤ great vk Pandian sir great jay bjd jay naveen babu ki jay

  • @ChittaranjanSahoo-ve4hu

    @ChittaranjanSahoo-ve4hu

    2 ай бұрын

    Bala😡😡😡😡

  • @prafullachandrarath7636
    @prafullachandrarath76362 ай бұрын

    Thank u so much pandianli. Good luck. May god bless u.

  • @tapankumarsahoo8075
    @tapankumarsahoo80752 ай бұрын

    Truly an educated politician 🙏🙏...this is what odisha needs.

  • @Sonamuduli-
    @Sonamuduli-2 ай бұрын

    ଓଡ଼ିଶାର ଜନତା ସୁଖରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଓଡ଼ିଶାବାସୀଙ୍କୁ ଭଲରେ ରଖିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କରନ୍ତି ଚେଷ୍ଟା।

  • @koshlimoujchannel5975

    @koshlimoujchannel5975

    2 ай бұрын

    Tar buar banda karuchhe

  • @com.3126

    @com.3126

    2 ай бұрын

    Tui Karide​@@koshlimoujchannel5975

  • @rabindrakumarrout4100

    @rabindrakumarrout4100

    2 ай бұрын

    ​@@koshlimoujchannel5975 illiterate ଭଳି ଅଭଦ୍ର ଭାଷାରେ comments ଦେଉଛୁ। ବୋଧେ ତୋର parents ତୋତେ ପାଠାଇବା ପଢାଇ ନାହାଁନ୍ତି । ତୋତେ illiterate କରି ରଖିଛନ୍ତି ତେଣୁ ତୁ ଏହି ଭଳି behave କରୁଛି।

  • @satyabratmahalik7237

    @satyabratmahalik7237

    2 ай бұрын

    BJP bala kebe helebi santire rahiparibe nahin odisare sabubele asanti​@@koshlimoujchannel5975

  • @pattanayakbabu559
    @pattanayakbabu5592 ай бұрын

    VK pandian is a very helpful and kind person. His name starts with V which means Victory....

  • @DEEPSANDAS
    @DEEPSANDAS2 ай бұрын

    ଆସାମର ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସରକାରୀ ପ୍ରୋତ୍ସାହନ ସେମାନଙ୍କ ପାଇଁ ସ୍ବପ୍ନ କିନ୍ତୁ ହେମନ୍ତ ବିଶ୍ବ ଶର୍ମା କହୁଛନ୍ତି ଓଡ଼ିଶାକୁ ୧ନଂ ରାଜ୍ୟ କରିବା ଏହା ଏକ ହାସ୍ୟାସ୍ପଦ ର ବିଷୟ।

  • @BharatiBeura

    @BharatiBeura

    2 ай бұрын

    Right bro

  • @satyabratmahalik7237

    @satyabratmahalik7237

    2 ай бұрын

    ​@@BharatiBeuraabsolutely right

  • @suryanandamajhi7313

    @suryanandamajhi7313

    Ай бұрын

    Kan hela Assam state ra bhai❤?

  • @RinaRath701
    @RinaRath7012 ай бұрын

    ସେ ଖାଲି ନେତା ନୁହଁନ୍ତି ସେ ଜନଗଣର ନେତା । ନୀତି-ନୈତିକତାର ନିଦର୍ଶନ । ଆମ ମୁଖ୍ୟମନ୍ତ୍ରୀ, ସବୁଥିରେ ନମ୍ବର ୱାନ୍ ।

  • @user-un3wn1cp2b

    @user-un3wn1cp2b

    2 ай бұрын

    Bala neta

  • @jayjagannth5269

    @jayjagannth5269

    2 ай бұрын

    Ha😅😅

  • @commonman5937

    @commonman5937

    2 ай бұрын

    Pagal kukur kamudile emiti kuhanti

  • @allin_oneshorts

    @allin_oneshorts

    2 ай бұрын

    Are bhai pandia bite dauchi.. Mukhyamantri nuha.. Tume bjd ra kukura mane pandia ku mukhyamantri bhabisarilani

  • @invest_n_earn

    @invest_n_earn

    2 ай бұрын

    Odisa ra bahut kukura achhanti , Tamil hatate Orissa ku bikibe

  • @GOPALBEHERA-iw3fl
    @GOPALBEHERA-iw3fl2 ай бұрын

    ସାଢେ ୪ କୋଟି ଓଡିଆଙ୍କ ଆଶା, ବିଶ୍ୱାସ, ଭରସାର ଡାକ ନବୀନ । ପ୍ରତି ପରିବାରର ପୁଅ ନବୀନ । ପୂରା ଓଡିଶାବାସୀଙ୍କୁ ନିଜ ପରିବାର ଭାବୁଥିବା ମୁଖ୍ୟମନ୍ତ୍ରୀ ସେମାନଙ୍କ ସେବା, ଯତ୍ନ ଓ ସୁରକ୍ଷା ପାଇଁ ସର୍ବଦା ସଜାଗ ।

  • @financeguruabinash

    @financeguruabinash

    2 ай бұрын

    To bou bia bjd mghia chodi hauchi to gandire rod pureidebi

  • @gangodisha7396

    @gangodisha7396

    Ай бұрын

    Tote bodhe ghare Basia kahibaku deuthila mc 🤣🤣

  • @rajkishorpadhan9584
    @rajkishorpadhan95842 ай бұрын

    BAHUT BADHIYA SIR ODISHA KO NEXT LEBEL PANDIAN SIR ❤ U V.K SIR 🎉🎉🎉🎉🎉🎉.HAM TUMHARE SATH HUN SIR JAY B J D ❤ U

  • @DEEPSANDAS
    @DEEPSANDAS2 ай бұрын

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ଓ ସ୍ବଚ୍ଛ ନିର୍ମଳ ସୁଶାସନ ଆଗରେ ବିରୋଧୀ ବିଜେପି ଦଳର କୋୖଣସି ଚକ୍ରାନ୍ତ ଷଡ଼ଯନ୍ତ୍ର କାମ ଦେବ ନାହିଁ। ଏହା ବିଜେପି ଦଳ ମଧ୍ୟ ହୃଦୟଙ୍ଗମ କରି ସାରିଲାଣି।

  • @kumarcreation2724

    @kumarcreation2724

    2 ай бұрын

    Bjd daba

  • @kalamacademyforexcellency9577

    @kalamacademyforexcellency9577

    2 ай бұрын

    Gujarat people dadan jauchhanty ki bjp govt Sethi but why odisha people go to dadan as wel as for other jobs ...where is problem ?????25yrs rule pare emiti kn pain

  • @DEEPSANDAS

    @DEEPSANDAS

    2 ай бұрын

    @@kalamacademyforexcellency9577 ସବୁ ରାଜ୍ୟ ର ଲୋକ ମାନେ ଅନ୍ୟ ରାଜ୍ୟ କୁ ଯାଉଛନ୍ତି କାମ କରିବାକୁ। ଗୁଜରାଟ ର ଲୋକ ମଧ୍ୟ ବହୁତ ଓଡ଼ିଶାରେ କାମ କରୁଛନ୍ତି। ଆଉ ଯେଉଁ ମାନେ ଦାଦନ ଦାଦନ ହେଉଛନ୍ତି ପ୍ରକୃତରେ ସିଏ ଅଳସୁଆ। ସରକାର କାହା ଘରେ ଆସି କାମଧନ୍ଦା ଧରାଇ ଦେଇ ଯିବେ ନାହିଁ।ସିଏ ବିଜେପି ହେଉ କି ବିଜେଡ଼ି। ଆମେ କେମିତି ଆମ ନିଜ ରାଜ୍ୟରେ କାମ କରୁଛୁ!

  • @RajaNaik545
    @RajaNaik5452 ай бұрын

    ମୁହଁରେ ସଦା ସ୍ମିତହାସ୍ୟ, ମନ ଶାନ୍ତନିଷ୍ଠ । ଓଡିଶାର ଉନ୍ନତି ପାଇଁ ଆତ୍ମମଗ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରଳ ଜନନେତାଙ୍କୁ ପାଇ ଓଡିଶା କରୁଛି ଜୟଗାନ ।

  • @suryakantasahoo5526

    @suryakantasahoo5526

    2 ай бұрын

    Tame kebe dekhicha ki tanka muha ? Karana bidhayak Mane ta kebe Jai nahanti but sure tame Jai dekhicha nanka muha

  • @satya-gx2ht

    @satya-gx2ht

    2 ай бұрын

    ବାଳ ନା

  • @Sahoo983

    @Sahoo983

    2 ай бұрын

    ପାଣ୍ଡୁ ର ବଣ୍ଡ ଚଟା ଏଇ ଭଳି କେତେ ମାହା ଗିହଁ ଅଛନ୍ତି ସେଇଥି ପାଇଁ ଏଇ ଖଣ୍ଡି ଓଡିଆ ଛି ଛି ଛି

  • @GOPALBEHERA-iw3fl
    @GOPALBEHERA-iw3fl2 ай бұрын

    ସେ ବିକାଶର ବିନ୍ଧାଣୀ, ନୂଆ ଓଡିଶାର ନିର୍ମାତା । ତାଙ୍କ ପାଇଁ ସମୃଦ୍ଧିର ଶିଖର ଛୁଇଁଲାଣି ଓଡିଶା, ଭାରି ଖୁସି ଉତ୍କଳର ଜନତା...

  • @cngtanaygameng3592

    @cngtanaygameng3592

    2 ай бұрын

    Odisha ru BJD ku Kiya bhi horai paribo nahi 🙏💚💚 Jay BJD💚💚

  • @Odiaranjan848

    @Odiaranjan848

    2 ай бұрын

    Are mg kaun bala.bindhani be mg sala ta loot kari khai galani odisha ku

  • @financeguruabinash

    @financeguruabinash

    2 ай бұрын

    om fo

  • @invinciblelingaraj

    @invinciblelingaraj

    2 ай бұрын

    Bjp hareiba ​@@cngtanaygameng3592

  • @jangyasahu0994

    @jangyasahu0994

    2 ай бұрын

    Bala na

  • @DEEPSANDAS
    @DEEPSANDAS2 ай бұрын

    ଓଡ଼ିଶାରେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ବଡ଼ ବଡ଼ ବାହାସ୍ପଟ ଭାଷଣବାଜି କରୁଛନ୍ତି ହେଲେ ନିଜ ରାଜ୍ୟ ଆସାମ ର ଅବସ୍ଥା ଏବଂ ଶାସନ ପ୍ରଣାଳୀ ସଂକଟାପନ୍ନ।

  • @DEEPSANDAS
    @DEEPSANDAS2 ай бұрын

    ଓଡ଼ିଶାବାସୀଙ୍କ ପାଖରେ ଭୋଟ ମାଗିବା ପାଇଁ ବିଜେପି ଦଳର କୋୖଣସି ଗୋଟିଏ ମଧ୍ୟ ପ୍ରସଙ୍ଗ ନାହିଁଁ। ସେଥିପାଇଁ କେନ୍ଦ୍ର ବିଜେପି ଦଳର ଅକର୍ମା ତୁଙ୍ଗ ନେତା ମାନେ ଆସି ମନଇଛା ନାହିଁ ନଥିବା ବିଭ୍ରାନ୍ତିକର ମିଛ ଭାଷଣବାଜି କରୁଛନ୍ତି।

  • @Buddhi118
    @Buddhi1182 ай бұрын

    ସେ ଏ ଜାତିର ଜନନେତା, ମାଟିର ସେବକ, ନୂଆ ଓଡିଶାର କାରିଗର... ଜନସେବାକୁ ପରମ ଧର୍ମ ଭାବିଥିବା ମହାନ ମୁଖ୍ୟମନ୍ତ୍ରୀଙ୍କ ବିକଳ୍ପ ନାହିଁ...

  • @kumarsunills3377
    @kumarsunills33772 ай бұрын

    Love you sir

  • @pupulpatra
    @pupulpatra2 ай бұрын

    5T ଅଧ୍ୟକ୍ଷ ଙ୍କ ପାଖରେ ଯେଉଁ ଚେଲେଞ୍ଜ ନେଇ କାର୍ଯ୍ୟ କୁ ସଠିକ ସମୟରେ ବାସ୍ତବ ରୂପ ଦେବାର ଯେଉଁ ଦକ୍ଷତା ତାହା ଆଉ କାହା ପାଖରେ ନାହିଁ l

  • @jyotsnaranipanda2613

    @jyotsnaranipanda2613

    2 ай бұрын

    Right

  • @financeguruabinash

    @financeguruabinash

    2 ай бұрын

    om fo

  • @narayanbehera1373
    @narayanbehera13732 ай бұрын

    ବିଜେଡି ପ୍ରତି ବିଶାଳ ସମର୍ଥନ ଦେଖି ଛାନିଆ ହେଲେଣି ଆମ ପଦ୍ମ ଦଳିଆ।

  • @Xuy788

    @Xuy788

    2 ай бұрын

    😂😂😂😂

  • @kumarsunills3377
    @kumarsunills33772 ай бұрын

    I support you sir❤

  • @MrChinmaya-ds4fg

    @MrChinmaya-ds4fg

    2 ай бұрын

    😂

  • @subratkumar501

    @subratkumar501

    2 ай бұрын

    Votr dei tamilnadu jiba ki dadan ethara bhala haba

  • @abhimanyudas1500

    @abhimanyudas1500

    2 ай бұрын

    😂

  • @ChittaranjanSahoo-ve4hu

    @ChittaranjanSahoo-ve4hu

    2 ай бұрын

    😡

  • @hariananta563

    @hariananta563

    2 ай бұрын

    Chora sala

  • @Manas_Kumar_Rana_
    @Manas_Kumar_Rana_2 ай бұрын

    Naveen Patnaik Supermacy 🔥🔥

  • @sukantitripathy4496
    @sukantitripathy44962 ай бұрын

    Navin Babu nka Swochha sasan aga re birodhii nka sadajantra akami hoi jiba

  • @debasishtripathy8457
    @debasishtripathy84572 ай бұрын

    ପ୍ରଭୁ ଜଗନ୍ନାଥ ଙ୍କ ରତ୍ନ ଭଣ୍ଡାର ଚାବି କଣ ହେଲା

  • @Unionpublicservicecommis-fw5el

    @Unionpublicservicecommis-fw5el

    2 ай бұрын

    Manmohan samal pakhare.

  • @Mentalresiliences

    @Mentalresiliences

    Ай бұрын

    Unga appan veetla irukkuda.

  • @SinkuBabu653

    @SinkuBabu653

    Ай бұрын

    ବିଜେପି ଚୋରେଇଲା ପରା

  • @jagannathpradhan3268

    @jagannathpradhan3268

    Ай бұрын

    Chora kebe kahib

  • @jagannathpradhan3268

    @jagannathpradhan3268

    Ай бұрын

    Tu samba khauchu janibu kemit 6:02 i

  • @jyotisahu621
    @jyotisahu6212 ай бұрын

    ଉନ୍ନତିର ଆଶାଟିଏ, ବିଶ୍ୱାସର ଘର... ଭରସାର ନେତାଟିଏ, ସଭିଙ୍କ ନିଜର... ନବୀନ ! ପ୍ରତିଟି ଓଡିଆଙ୍କ ସାହସ, ଶକ୍ତି ଓ ଉନ୍ନତିର ଉର୍ଜା ।

  • @Scrollingtime99767

    @Scrollingtime99767

    2 ай бұрын

    ହଁ ସେଇ ସାହାସ ନବୀନ ପଟ୍ଟନାୟକ କୁ ଓଡ଼ିଆ ପଢି ଆସିନି କି କହି ଅସିନି । ଦୁଃଖ ସୁଖରେ ସେ ଆମ କଥା ମଧ୍ୟ ବୁଝିବାକୁ ଅସନ୍ତିନି କେବଳ ନିର୍ବାଚନ ସମୟ ରେ ଆସନ୍ତି ପ୍ରଚାର ପାଇଁ ତାଙ୍କ ପ୍ରିୟ ତାମିଲ (pandian) ସହିତ। ଆଉ କେବେ ସୁଧୁରିବା ଯେବେ ଆମ ସଂସ୍କୃତି ଓ ଭାଷା ମାଟିରେ ମିଶିଯିବ।

  • @financeguruabinash

    @financeguruabinash

    2 ай бұрын

    om fo

  • @samiracharya1455

    @samiracharya1455

    2 ай бұрын

    Bhai kete neicha😂😂

  • @financeguruabinash

    @financeguruabinash

    2 ай бұрын

    Om fo

  • @smrutirekhabehera7453

    @smrutirekhabehera7453

    Ай бұрын

    ​@@samiracharya1455comments pai kete neicha tane

  • @Spandan643
    @Spandan6432 ай бұрын

    ରାଜା ସିନା ପୂଜା ପାଏ ଆପଣା ଦେଶରେ ଜ୍ଞାନୀ ପୂଜା ପାଉଥାଏ ଦେଶ ବିଦେଶରେ। Kejriwal, Pandian ଙ୍କ ପରି ଶିକ୍ଷିତ ଲୋକ ରାଜନୀତି କୁ ଆସିଲେ ଦେଶ ର ଉନ୍ନତି ହେବ। ମୂର୍ଖ , ମିଛ କହୁଥିବା ଅଶିକ୍ଷିତ ଲୋକ କ୍ଷମତା ପାଇଲେ ଦେଶ ନିମ୍ନ ଗାମୀ ହେବ,ଯାହା ପ୍ରକୃତ ଶିକ୍ଷିତ ଲୋକ ବୁଝି ପାରିବେ। Love and respect for one of the best IAS of INDIA who is dedicatedly working for our State MR VK Pandian ❤.

  • @jayjagannath-Puri123

    @jayjagannath-Puri123

    2 ай бұрын

    Odisha re tahele kehi sikhita nahanti😂😂😂😂

  • @POLICEMITRA-qx4hb

    @POLICEMITRA-qx4hb

    2 ай бұрын

    Bhai bode odisha ra nuhe..

  • @vihaanr2480

    @vihaanr2480

    2 ай бұрын

    Kou duniyare emane banchuchanti Kejani😁. Ajika date re jhia aau pua saman. Jhiamane b puanka saha tala dei progress karichalichanti. So jwain aau bohu b same marjyada ra. Pandiannka wife Odia jhia, ias hisabare b 25 years hela semane Odishare kama karichanti. Supreme Court b jhia manananku same adhikar deichanti nija ghara upare. It’s upto their choice they will settle in their work field and his wifes motherland.And moreover all over country, Citizenship act laguheichi. So everybody is Indian and one can choose his work field anywhere may it be political .

  • @shaiili6204m

    @shaiili6204m

    2 ай бұрын

    ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆମ ଓଡ଼ିଶା ର ବିକାଶ। Naveen babu and Pandian ଙ୍କ ପାଇଁ ବହୁତ ପ୍ରଗତି ହେଉଛି। Pandian is one of the best IAS officer ,ତ ସିଏ BJD ପାଇଁ ପ୍ରଚାର କଲେ ଗର୍ବ ର କଥା। ଆଛା ଅଳ୍ପ ପାଠ ପଢିଥିବା କଳାକାର ଆଉ BJP ନେତା ବାହାରୁ ଆସି ପ୍ରଚାର କରି ଲେ ଭଲ??BJD ପାଇଁ ଜଣେ Intelligent and ଯୋଗ୍ୟ IAS ପ୍ରଚାର କଲେ problem!!ଅପରାଜିତା ବିହାରୀ but କିଛି କେହି କହୁଛନ୍ତି??ସେଇ Pandian ଖାଲି BJP re ଥାନ୍ତେ , ତାଙ୍କୁ କେତେ ଉପରେ ରଖି ସେଇ BJP ପ୍ରଚାର କରିଥାନ୍ତେ। BJP Development agenda re ପ୍ରଚାର କରିପାରିବନି , ଆଉ ସବୁବେଳେ ଲୋକ ଙ୍କ ମନରେ Pandian nka ପ୍ରତି ବିଷ ଭାରିବ । But ବୁଦ୍ଧିମାନ ଆଉ ସଚ୍ଚୋଟ ଓଡ଼ିଆ ଓଡ଼ିଶା ର ବିକାଶ କୁ ପ୍ରାଥମିକତା ଦେଇ Naveen babuଙ୍କୁ ହିଁ Support କରିବ।

  • @Dailylife-zz4bw

    @Dailylife-zz4bw

    2 ай бұрын

    Chhi..

  • @pravansusahoocreation4553
    @pravansusahoocreation45532 ай бұрын

    ସତ କଥା ସବୁ ଓଡ଼ିଶା ବାସୀଙ୍କ ହୃଦୟରେ ନବୀନ ଏବଂ bjd ଯେତେ ଯୋଉଠୁ ଆସିଲେ ବି ଫରକ୍ ପାରିବନି ଜୟ ବିଜେଡ଼ି ❤❤❤

  • @pupulpatra
    @pupulpatra2 ай бұрын

    ବାଜୁଛି ଶଙ୍ଖ ଆସୁଛି ଜୁଲାଇ ବିଜୁଳି ଵିଲ କୁ କହିବା ବାୟ ବାୟ |ନବୀନ ବାବୁଙ୍କ ପାଇଁ ଓଡିଶା ବାସୀଙ୍କ ଉପରେ ବିଜୁଳି ବିଲ ର ଚାପ ରହିବ ନାହିଁ |

  • @kidstalk0

    @kidstalk0

    2 ай бұрын

    Aare bhakuaa Odisha ra Electric ta odisha government sambhali parilani boli tata ku deidela...aau bidyut free.....kukura genhuni

  • @TitiRa15
    @TitiRa152 ай бұрын

    ସେ ସ୍ରଷ୍ଟା, ଜନତାଙ୍କ ସେବା ପାଇଁ ତାଙ୍କର ସବୁତକ ସୃଷ୍ଟି ଅଦ୍ୱିତୀୟ, ଅକଳ୍ପନୀୟ... ଯାହାକୁ ଏ ମାଟି, ଏ ଓଡିଶାବାସୀ କେବେ ଭୁଲି ପାରିବେନି ।

  • @suryakantasahoo5526

    @suryakantasahoo5526

    2 ай бұрын

    Tike laja laguni sata kahiba

  • @yosoumya

    @yosoumya

    2 ай бұрын

    ବାଳ ନାଁ

  • @SumitraMurmu-kq4ft

    @SumitraMurmu-kq4ft

    2 ай бұрын

    Bjp -Bando Jhulo Piebo

  • @financeguruabinash

    @financeguruabinash

    2 ай бұрын

    🤣🤣🤣

  • @NewsKaBhai5594

    @NewsKaBhai5594

    2 ай бұрын

    ନବୀନ ଜିତିବ Don't worry be happy ❤️❤️🥰❤️

  • @RAJENDRAMAHAPATRA-ph5ou
    @RAJENDRAMAHAPATRA-ph5ou2 ай бұрын

    କଥା ନୁହେଁ କାମରେ ବିଶ୍ବାସ କରୁଥିବା ବଳିଷ୍ଠ ବ୍ୟକ୍ତିତ୍ୱ। ଉନ୍ନତି ପାଇଁ ତାଙ୍କ ଭିତରେ ଉଦ୍ୟମର ଅସୀମ ଉର୍ଜା... ନୂଆ ଓଡ଼ିଶା ନିର୍ମାଣ, ଲୋକସେବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିବା ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ କେବେ ସ୍ପର୍ଶ କରିପାରେ

  • @NewsKaBhai5594

    @NewsKaBhai5594

    2 ай бұрын

    ନବୀନ ଜିତିବ Don't worry be happy ❤️❤️🥰❤️

  • @NewsKaBhai5594

    @NewsKaBhai5594

    2 ай бұрын

    ନବୀନ ଜିତିବ Don't worry be happy ❤️❤️🥰❤️

  • @MovieTrailer666

    @MovieTrailer666

    2 ай бұрын

    Hann Bhai ....au pandu asi to ghare genhi ki jibo au 3 ta chua bi baharibo maa giha sala madarchod ....... Kahuchi nabin asibo ...... Tamil ghare to maa soichi dekhibu Jaa sala 😂😂😂😂

  • @financeguruabinash

    @financeguruabinash

    2 ай бұрын

    Om fo

  • @ompriyabehera3368
    @ompriyabehera33682 ай бұрын

    ମୋତେ ଦେଖିକି ଆଶ୍ଚର୍ଯ୍ୟ ଲାଗୁଛି ଯେ ଗୋଟେ ବି କମେଣ୍ଟ ପାଣ୍ଡିଆନ ବିରୁଦ୍ଧ ରେ ନାହିଁ !!

  • @ChittaranjanSahoo-ve4hu

    @ChittaranjanSahoo-ve4hu

    2 ай бұрын

    Hmm pa

  • @ChittaranjanSahoo-ve4hu

    @ChittaranjanSahoo-ve4hu

    2 ай бұрын

    ବିଜେଡି ଟଙ୍କା daichi

  • @BRARATSAREN

    @BRARATSAREN

    2 ай бұрын

    ​@@ChittaranjanSahoo-ve4hu⁰⁰⁰

  • @manojbehera2692

    @manojbehera2692

    2 ай бұрын

    କାରଣ ଲୋକ ମୂର୍ଖ ନୁହନ୍ତି

  • @AnjanMaharana-wy3nl

    @AnjanMaharana-wy3nl

    2 ай бұрын

    bhaitamavideo, bahutbhalalage,kintu,pandiankutaodiajananahi, tenukanakahibu, kathharenahi, khajurigachharakigunagaebi,,,

  • @anmayeedas4839
    @anmayeedas48392 ай бұрын

    ନବୀନ ପଟ୍ଟନାୟକଙ୍କ କାମ ସବୁବେଳେ କଥା କୁହେ।କିନ୍ତୁ ବିରୋଧୀ ଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ।ଅଯଥା ରେ ଲୋକଙ୍କୁ ମିଛ କହି ଭୁଆଁ ବୁଲାଉ ଛନ୍ତି।

  • @sujitsahoo1226
    @sujitsahoo12262 ай бұрын

    ବିରୋଧୀ ଦଳ ଗୁଡିକର କୌଣସି ଷଡଯନ୍ତ୍ର ନବିନ ବାବୁଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାଋ ଅଟକେଇ ପାରିବେ ନାହିଁ ।

  • @suhana13228
    @suhana132282 ай бұрын

    ସେ ସମୃଦ୍ଧି ପୁରୁଷ, ସେ ସବୁ ସମସ୍ୟାର ସମାଧାନ, ସେ ହିଁ ସବୁ ସଫଳ ସୃଷ୍ଟିର ସ୍ରଷ୍ଟା । ଐତିହ୍ୟରୁ ଉଦ୍ୟୋଗ, କ୍ରୀଡାରୁ କୃଷି, ଶିକ୍ଷାରୁ ସ୍ୱାସ୍ଥ୍ୟ । ସବୁଠି ଲୋକଙ୍କ କଲ୍ୟାଣ ପାଇଁ ନବୀନଙ୍କ ପ୍ରୟାସ ।

  • @bdcks

    @bdcks

    2 ай бұрын

    hey bot !

  • @pruthwirajsamal7738

    @pruthwirajsamal7738

    2 ай бұрын

    Jie Swabhab Kabinku Santha Kabi kuhe au dina asiba Tamilwala Odishaku looti neithibe

  • @smrutirekhabehera7453

    @smrutirekhabehera7453

    Ай бұрын

    Here's sarvagyaniii

  • @MukeshKumarSahu-gw4sq
    @MukeshKumarSahu-gw4sq2 ай бұрын

    ନୀତିନିଷ୍ଟ ନିଃସ୍ଵାର୍ଥପର ଓ ଉତ୍ସର୍ଗୀକୃତ ବ୍ୟକ୍ତି ଟିଏ ଭୈରବ କାର୍ତ୍ତିକେୟ pandian sir

  • @DEEPSANDAS
    @DEEPSANDAS2 ай бұрын

    ପରାଜୟ ଭୟରେ ରାଜ୍ୟ ବିଜେପି ଦଳର ଅପାରଗ ନେତା ମାନଙ୍କ ଆତ୍ମବିଶ୍ଵାସ ଭାଙ୍ଗି ଯାଇଛି। ସେଥିପାଇଁ କେନ୍ଦ୍ର ବିଜେପି ଦଳର ଅକର୍ମା ତୁଙ୍ଗ ନେତା ମାନେ ସେମାନଙ୍କୁ ମିଛ ଆଶ୍ୱାସନା ଦେଇ ସେମାନଙ୍କ ମନବଳ ବୃଦ୍ଧି କରିବା ପାଇଁ ଚେଷ୍ଟା କରୁଛନ୍ତି।

  • @RinaRath701
    @RinaRath7012 ай бұрын

    ସେ ଯୁବପିଢିଙ୍କ ଆଦର୍ଶ, ମହିଳାମାନଙ୍କ ଶକ୍ତି ଓ ସାହସ । ଏନ୍ତୁଡିଶାଳରୁ ମଶାଣୀ ଯାଏଁ ଜନତାଙ୍କ ସେବା, ସୁବିଧା କରି ସେ ପାଲଟିଛନ୍ତି ଏ ମାଟିର ମହାନ ସେବକ ।

  • @financeguruabinash

    @financeguruabinash

    2 ай бұрын

    om fo

  • @subhrajittripathy2972

    @subhrajittripathy2972

    2 ай бұрын

    BJD hataooo... Pandu Hataoo Odisha Bachaoo....

  • @smrutirekhabehera7453

    @smrutirekhabehera7453

    Ай бұрын

    Tu bancha😅😅😅

  • @pitambarpradhan6348
    @pitambarpradhan63482 ай бұрын

    ଧରମା ବହୁତ ବଡ଼ ମିଛୁଆ ଆଉ ଜଣେ ମିଚ୍ଛେଇ

  • @ranjansamal4782

    @ranjansamal4782

    2 ай бұрын

    Jahau odisa jane sachot byaki paichhanti au sabu odisha ra neta mane sabu chhor kia kan bela asile bujhibe

  • @ranjansamal4782

    @ranjansamal4782

    2 ай бұрын

    Kanak news tama somya babu tharu entervu nio se kan kahibe nadariki chup rahibe nahele oew sabu palei asibe

  • @Manas_Kumar_Rana_
    @Manas_Kumar_Rana_2 ай бұрын

    ନବୀନଙ୍କ ନିଷ୍ପତ୍ତିରେ ଆମ ପିଲାମାନେ ଆଜି ନିଜର ଭବିଷ୍ୟତକୁ କରିବେ ସଫଳ

  • @TitiRa15
    @TitiRa152 ай бұрын

    ସେ ବିପର୍ଯ୍ୟୟ ମୁକାବିଲାର ମାଷ୍ଟରପ୍ଲାନର । ସେ ସାହାଭରସା ଓ ସାହସ ସାଢେ ୪ କୋଟି ଓଡିଶାବାସୀଙ୍କର... ନବୀନ ! ନାଁ ହିଁ ଯଥେଷ୍ଟ...

  • @whatnot9845

    @whatnot9845

    2 ай бұрын

    ଦରମା କେତେ?

  • @smrutirekhabehera7453

    @smrutirekhabehera7453

    Ай бұрын

    Just ignore such useless people and useless comments

  • @drvicky1729
    @drvicky17292 ай бұрын

    Naveen hau ki pandian,, ଘୃଣା ର ଜବାବ୍ ହସ ରେ ଦେଉଛନ୍ତି। ଏଇଟା ହିଁ ତାଙ୍କ ବିଜୟର କାରଣ ହବ

  • @ChittaranjanSahoo-ve4hu

    @ChittaranjanSahoo-ve4hu

    2 ай бұрын

    😡

  • @financeguruabinash

    @financeguruabinash

    2 ай бұрын

    om fo

  • @indiradas2104
    @indiradas21042 ай бұрын

    ଓଡ଼ିଶା ବାସୀଙ୍କ ହୃଦୟରେ ନବୀନ ବାବୁଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିଛି।

  • @shark4sk
    @shark4sk2 ай бұрын

    Politics aside...One thing we have to appreciate is ...Pandian speaks better Odia than CM...also i was there in Chennai for 5-6 Years could not learn even 5% of Tamil..but this guy is speaking almost good Odia...

  • @Ashokmartha239
    @Ashokmartha2392 ай бұрын

    ତାଙ୍କ ଉଦ୍ୟମ ପାଇଁ ଓଡିଶା ଆଜି ବିଶ୍ୱବିଦିତ, ସାରା ଦେଶରେ ଶ୍ରେଷ୍ଠ । ଓଡିଶା ଆଜି ଅଭାବୀରୁ ପ୍ରଭାବୀର ପରିଚୟ ପାଇଛି କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଦମ୍ୟ ଉଦ୍ୟମ ପାଇଁ... ତେଣୁ ତ ତାଙ୍କ ମଥା ଉପରେ ଆଶିର୍ବାଦ ଅଜାଡି ଦେଉଛନ୍ତି

  • @suryakantasahoo5526

    @suryakantasahoo5526

    2 ай бұрын

    Tike laja laguni😂😂😂

  • @smrutirekhabehera7453

    @smrutirekhabehera7453

    Ай бұрын

    ​@@suryakantasahoo5526tate lagichi ki nhi kaha

  • @maheshpatnaik6972
    @maheshpatnaik69722 ай бұрын

    ଏହି ବିଜେପି ନେତା ସବୁ କେବଳ ନିଜ ସ୍ବାର୍ଥ କୁ ଦେଖି ଓଡ଼ିଶା ଆସୁଛନ୍ତି..... ନହେଲେ ଓଡ଼ିଶା ପାଇଁ ସେମାନଙ୍କ ଯୋଗଦାନ ବୋଲି କିଛି ବି ନାହିଁ... ଆମ ମୁଖ୍ୟମନ୍ତ୍ରୀ ସବୁବେଳେ ଏକ ନମ୍ବର କାରଣ ସେ ହିଁ ଓଡ଼ିଶା କୁ ଏକ ନମ୍ବର କରିଛନ୍ତି....

  • @subhrajittripathy2972

    @subhrajittripathy2972

    2 ай бұрын

    BJD hataooo... Pandu Hataoo Odisha Bachaoo....

  • @Bhagabatjena-ck6ny
    @Bhagabatjena-ck6ny2 ай бұрын

    ନବୀନ ପଟ୍ଟନାୟକଙ୍କ କି ଜୟ

  • @situsahoo1232
    @situsahoo12322 ай бұрын

    Pandian sirr is opppp❤❤❤ ... Bjp hatao odisha banchao😂...

  • @sukantitripathy4496
    @sukantitripathy44962 ай бұрын

    Dharmendra Babu nija swartha pain sarbada karjya karichhanti Odisha ra bikash katha chinta kari nahanti

  • @Manas_Kumar_Rana_
    @Manas_Kumar_Rana_2 ай бұрын

    BJD Supermacy 🔥🔥🏆

  • @asutoshbehera7473
    @asutoshbehera74732 ай бұрын

    ବାଃ ବାଃ ବାଃ comment box ଦେଖ କେମିତି bjd it cell ପଇସା ନେଇକି message କରୁଛନ୍ତି

  • @HR_ROUT

    @HR_ROUT

    2 ай бұрын

    ଯାହା ହଉ ଭାଇ ଭଲ ନୋଟିସ୍ କଲ 😂 ପୁରା ଯାଗା ରଖିନାହାନ୍ତି ଆଉ

  • @asutoshbehera7473

    @asutoshbehera7473

    2 ай бұрын

    @@HR_ROUT ଖାଲି ଭାଇ comment ଦେଖନ୍ତୁ copy and paste

  • @vikaaskpradhan9355

    @vikaaskpradhan9355

    2 ай бұрын

    Thik kahicha

  • @dharmadattapradhan3124

    @dharmadattapradhan3124

    2 ай бұрын

    Mate bi laguchi paid comments karuchanti

  • @hpjoshi5641

    @hpjoshi5641

    2 ай бұрын

    Bikul right.. Mu madhya se hin katha kahibaku chahucthili.. Upar comment sabu BJD IT cell kama karuchi.m

  • @anmayeedas4839
    @anmayeedas48392 ай бұрын

    ଆମ ଓଡିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ଲକ୍ଷ୍ୟ ରେ ଭିକେ ପାଣ୍ଡିଆନ ବାବୁ

  • @puspanjalhipadhi2535
    @puspanjalhipadhi25352 ай бұрын

    ଆମେ ମାନେ ଛଟ ପିଲା ଥିବା ସମୟରେ ନବୀନ ପଟ୍ଟନାୟକ ସାର୍ cm ହେଇ ଥିଲେ ଆମକୁ ସୁରକ୍ଷା ଦେଇ ଥିଲେ ଏବଂ ଆଜି ଯାଏଁ ଦଉ ଛନ୍ତି ଗୋଟେ ଘର ର ମୁଖିଆ ଯଦି ଆଜି ଯାଏଁ ଥକି ନାହାନ୍ତି କାମ କରିବା ପାଇଁ ତ ଆମେ ମାନେ ଆଜି ବଡ଼ ହେଇ ଗଲୁ ବୋଲି ଆମ ଘର ର ମୁଖିଆ ଆମ ରାଜ୍ୟ ର ମୁଖିଆ ଙ୍କୁ ଆମେ ଘର ବାହାରୁ କେମିତି କେବେ କାଡି କି ବାହାରକୁ ଫୋପାଡି ପାରିବା ସିଏ ବଞ୍ଚି ଥିବା ପର୍ଯ୍ୟନ୍ତ ଆମ ରାଜ୍ୟ ର ମୁଖିଆ ହେଇ କି ରୁହନ୍ତୁ ଏହା ମର ସମସ୍ତଙ୍କୁ ଅନୁରୋଧ🎉❤🎉 ଘରେ ଆମର ମୁଖିଆ ଅମୋ ପାଖରୁ ଦୁରକୁ ଚାଲି ଗଲେ ଆମକୁ ଯେମିତି କଷ୍ଟ ଲାଗେ ସେମିତି ଆମ ସମସ୍ତଙ୍କ ପାଇଁ ନବୀନ ପଟ୍ଟନାୟକ ବି ସେମିତି ❤🎉❤

  • @rashmitapradhan9372

    @rashmitapradhan9372

    2 ай бұрын

    Kn kahila mawwa....Pura hrudaya ku chhuingala.......💓

  • @AbhijitSw

    @AbhijitSw

    2 ай бұрын

    Han... Bapa jetebele Mada pee peee madua hua bahara loka ani ghara purae , Maa sahita kana hua chhua dekhanti, Hele laguchi T@me dijana aji jae bujhi paruna 😂 tuma maa saha kana hauchi 😂😂

  • @smrutirekhabehera7453

    @smrutirekhabehera7453

    Ай бұрын

    ​@@AbhijitSwTama ghare seia heichi bodhe au nahele ete experience kouthu asanta

  • @DEEPSANDAS
    @DEEPSANDAS2 ай бұрын

    କେନ୍ଦ୍ର ବିଜେପି ସରକାରଙ୍କ ଚାଣକ୍ୟ ବୋଲାଇ ହେଉଥିବା ଗୃହମନ୍ତ୍ରୀ ଅମିତ୍ ଶାହା ଯେଉଁ ରାଜ୍ୟକୁ ନିର୍ବାଚନୀ ପ୍ରଚାର ରେ ଯାଉଛନ୍ତି ସେ ରାଜ୍ୟକୁ ୧ନଂ ରାଜ୍ୟ କରିବା ପାଇଁ ପ୍ରତିଶୃତି ଦେଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି।

  • @user-jd8fz4pb3y
    @user-jd8fz4pb3y2 ай бұрын

    Pandian sir is a best leader, He should take responsible post in Odisha

  • @narayanbehera1373
    @narayanbehera13732 ай бұрын

    ଓଡ଼ିଶାରେ ବିଜେପି ଅବା ସେ ଦଳର ନୀତି ଆଦର୍ଶ ଗ୍ରହଣୀୟ ହୋଇ ପାରୁ ନାହିଁ।ସେଇଥିପାଇଁ କିଛି ପ୍ରଭାବ ପକାଇବା ଆଶାରେ ଅନ୍ୟ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଙ୍କୁ ଡାକରା ଦେଇଛନ୍ତି ଆମ ପଦ୍ମ ଦଳିଆ।

  • @pupulpatra
    @pupulpatra2 ай бұрын

    ନିଜର ଶାସନ ବ୍ୟବସ୍ଥା ବଳରେଓଡିଶା ବାସୀଙ୍କୁ ପାଖରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବନୀନ ପଟ୍ଟନାୟକ ଅଧିକ ସଂଖ୍ୟାରେ ଆସନ ଜୟଲାଭ କରିବ l

  • @sujatakhusi3463
    @sujatakhusi34632 ай бұрын

    I support pandian sir 🙏 Jay Naveen

  • @dishanali-2454
    @dishanali-24542 ай бұрын

    5T ଓଡିଶା ପାଇଁ ଆନ୍ତର୍ଜାତୀୟ ମାନ୍ୟତା ଏବଂ ପୁରସ୍କାର ଆକର୍ଷିତ କରିଛି |

  • @anmayeedas4839
    @anmayeedas48392 ай бұрын

    କାର୍ତ୍ତିକ ପାଣ୍ଡିଆନ ଙ୍କ ରୋଡ଼ ସୋ ରେ ପ୍ରବଳ ଲୋକଙ୍କ ଭିଡ଼ ଦେଖି ବିରୋଧୀ ଙ୍କ ରାତିର ନିଦ ହଜିଯାଇଥିବ ||

  • @DEEPSANDAS
    @DEEPSANDAS2 ай бұрын

    ଗୃହମନ୍ତ୍ରୀ ଅମିତ୍ ଶାହା ସେ କେନ୍ଦ୍ର ବିଜେପି ଦଳର ଚାଣକ୍ୟ ସେ ଯେଉଁ ରାଜ୍ୟକୁ ଯାଉଛନ୍ତି ଡାହାମିଛ କପଳକଳ୍ପିତ ତଥ୍ୟ ବିହୀନ ବିଭ୍ରାନ୍ତିକର ଭାଷଣବାଜି କରି ପ୍ରମାଣିତ କରୁଛନ୍ତି ଯେ ସେ କେନ୍ଦ୍ର ବିଜେପି ଦଳର ବହୁତ ବଡ଼ ବାହାପିଆ ବଦ୍ଧପାଗଳ।

  • @rupalpadhy2089
    @rupalpadhy20892 ай бұрын

    Naveen babu has make Smart city projects in Bhubaneswar and other cities.

  • @bharatcreation7499
    @bharatcreation74992 ай бұрын

    Bjd hatao.....

  • @indiradas2104
    @indiradas21042 ай бұрын

    ନବୀନ ବାବୁଙ୍କ ଦୂରଦୃଷ୍ଟି ପାଇଁ ଓଡ଼ିଶା ଆଜି ସମଗ୍ର ଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି।

  • @KalapanaJena-jz9ir
    @KalapanaJena-jz9ir2 ай бұрын

    10 ବର୍ଷ କେନ୍ଦ୍ର ମନ୍ତ୍ରୀ ଥାଇ ଓଡିଶା ପାଇଁ କୌଣସି ବିକାଶ ନ କରିଥିବା ମନ୍ତ୍ରୀ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ବାବୁ.

  • @santoshbarik1143
    @santoshbarik11432 ай бұрын

    ଆମେ ଆପଣଙ୍କ ଦଳକୁ ଏଥର vote ଦେବୁନି

  • @jitu_Travel

    @jitu_Travel

    2 ай бұрын

    Tu dabuni kaha ame ta dabu

  • @santoshbarik1143

    @santoshbarik1143

    2 ай бұрын

    @@jitu_Travel ଦଉନୁ ତତେ କଣ ମୁଁ ମନାକରୁଛିନା କଣ

  • @HR_ROUT

    @HR_ROUT

    2 ай бұрын

    ​@@jitu_Travel ଦେ କିଏ ମନା କରୁଛି ପାଣ୍ଡୁ କୁ ଦେ

  • @jyotsnaranipanda2613

    @jyotsnaranipanda2613

    2 ай бұрын

    Only bjd

  • @jitu_Travel

    @jitu_Travel

    2 ай бұрын

    @@HR_ROUT Pandu kan aethu laduchi ki jiye mla au mp chida heichi tanku dia haba

  • @Sravan8042m
    @Sravan8042m2 ай бұрын

    ଓଡିଶା ଆମର ଜଗନ୍ନାଥ ଙ୍କ ରାଜ୍ୟ। ଏଠି ଭଗବାନ ବଡ଼ ପଣ୍ଡା ଙ୍କୁ ଯେତିକି ଭଲ ପାଆନ୍ତି ଦାସିଆ ବାଉରୀ କୁ ବି ସେତିକି ଭଲ ପାଆନ୍ତି, ସେତିକି ଭଲ ଭକ୍ତ ସାଲବେଗ ଙ୍କୁ ବି ପାଆନ୍ତି। ଭିକାରୀ ବଳ ଙ୍କ ଭଜନ ତାଙ୍କର ଯେତିକି ପ୍ରିୟ ସିକନ୍ଦର ଆଲାମ ଙ୍କ ଭଜନ ବି ସେତିକି ପ୍ରିୟ। ତେଣୁ ଜାତି ଧର୍ମ ନା ରେ ସବୁଆଡେ ଦଙ୍ଗା କରୁଥିବା ଦଳ କୁ ଆମ ଶାନ୍ତି ପ୍ରିୟ ଜଗନ୍ନାଥ ଙ୍କ ରାଜ୍ୟରେ ସ୍ଥାନ ମିଳିବା ଉଚିତ୍ ନୁହେଁ। So for peace and development of Odisha, only Naveen babu❤️ and BJD❤. Jai Shree Jagannath 🙏

  • @maheswaribaliarsingh8892
    @maheswaribaliarsingh88922 ай бұрын

    Our fav. Navin Pattnaik sir 🙏

  • @ManasKar623
    @ManasKar6232 ай бұрын

    ଆପଣଙ୍କୁ ସ୍ୱାଗତ. ଆମର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ସର, ଭାରତରେ ଏକ ନମ୍ବର.

  • @dasarathhembram8085
    @dasarathhembram80852 ай бұрын

    ଯିଏ ଯାହା ବି କହୁ । ପାଣ୍ଡିୟନ୍ sir nka ଦକ୍ଷତା ଆଗରେ ପୁରା ଓଡ଼ିଶା bjp team ସଂଘର୍ଷ କରୁଛି।

  • @user-yj8sy3xr1p
    @user-yj8sy3xr1p2 ай бұрын

    Vote for job Vote for Education Vote for Democracy

  • @Dasjyoti421
    @Dasjyoti4212 ай бұрын

    ନିଜର ପରିଚୟ ଠିକସେ ଦିଅନ୍ତୁ

  • @BasudhaKhabar
    @BasudhaKhabar2 ай бұрын

    ସବୁ ଯଦି ଅନ୍ୟ ରାଜ୍ୟରୁ ଆସିଛନ୍ତି ଠିକ ଅଛି ହେଲେ ନିଜେ କୋଉଠୁ ଆସିଛ l

  • @Sahoo983

    @Sahoo983

    2 ай бұрын

    ମା ଗିହଁ ତାମିଲ ରୁ

  • @pradeepkumarrout5608

    @pradeepkumarrout5608

    2 ай бұрын

    Jouthu asile b kama kariki dekheichi se setiki karipariba bjp

  • @jyotiprakash7063
    @jyotiprakash70632 ай бұрын

    କମେଣ୍ଟ ରେ ପଇସା ଖିଆ, ମୁଣ୍ଡ ବିକା ସବୁ, ବିଜେଡ଼ି କାର୍ଯ୍ୟାଳୟରୁ ଆସିଥିବା କମେଣ୍ଟ କପି ପେଷ୍ଟ କରୁଛନ୍ତି

  • @rajud3603

    @rajud3603

    2 ай бұрын

    ତୁ କାହାର ଆମ ଯାତ୍ରା ପାର୍ଟି ର ତ।। ରେ ଧନ ଏ ଜିନିଷ ପ୍ରଥମେ ଫେକୁଆ ମୋଦି ସମସ୍ତଙ୍କୁ ଶିଖେଇଚି।।।

  • @Sravan8042m

    @Sravan8042m

    2 ай бұрын

    You might be a paid worker for any KZread channel 😂. But don’t assume everyone is same. Aware people of Odisha definitely support BJD and Naveen babu for peace and development . Not the party who does dirty politics based on religion .

  • @sibasethi3412
    @sibasethi34122 ай бұрын

    ❤ Our CM Sir ..no body can comparison with Naveen Sir... totally crystal clear....rest of feku hai😂😂

  • @smrutirekhasahoo6952
    @smrutirekhasahoo69522 ай бұрын

    BJD against ରେ post ହେଲେ ସେ ସବୁ କୁ delete କାହିଁକି କରୁଛ ? ଦୟାକରି ସତ୍ଯ କୁ ସାମ୍ନା କରିବା ଶିଖ । ଶେଷ କୁ kanak TV ବି ବିକ୍ରି ହେଇଗଲା। ସବୁ ଗପ

  • @BiswaRanjanDash-xp8vh

    @BiswaRanjanDash-xp8vh

    2 ай бұрын

    Same Otv kale Thik achi.

  • @dibya63
    @dibya632 ай бұрын

    ଏ ବାଳ ପ୍ରଶ୍ନ ନ ପଚାରି, ଆଗରୁ ପାଣ୍ଡିଆନ ଙ୍କ helicopter ଗସ୍ତ କୁ ଯେମିତି ଚନ୍ଦ୍ରଜାନ ଖର୍ଚ୍ଚ ସହ ତୁଳନା କରୁଥିଲେ ସେ ପ୍ରଶ୍ନ ପଚାରନ୍ତୁ, ଆପଣଙ୍କ ସମ୍ବାଦ ମେଡିଆରେ ଯୋଉ 4200 କୋଟି ପରିକ୍ରମା ପ୍ରକଳ୍ପ ରେ ଖର୍ଚ୍ଚ କରିଥିଲେ କିପରି ଦୁର୍ନୀତି ହେଇ ଥିଲା ସେ ବିଷୟରେ ପଚାରନ୍ତୁ, ଏ ବାଳ ପ୍ରଶ୍ନ ନ ପଚାରି ଠିକ ପ୍ରଶ୍ନ ପଚାରନ୍ତୁ

  • @narayanpanda4011
    @narayanpanda40112 ай бұрын

    ପାଣ୍ଡିଆନ୍ sir ସନ୍ଥ କବି କିଏ ? ନବୀନ sir କୁ ପଚାରି ବୁଝିବେ

  • @jyotirajmaharana635
    @jyotirajmaharana6352 ай бұрын

    ଶ୍ରୀ ମନ୍ଦିର ର ରତ୍ନ ଭଣ୍ଡାର ର ଚାବି କୁଆଡେ ଗଲା ପାଣ୍ଡିଆନ ବାବୁ? ଆଉ ନକଲି ଚାବି କୁଆଡ଼ୁ ଆସିଲା?

  • @ambirnayak8816
    @ambirnayak88162 ай бұрын

    ପାଣ୍ଡିଆନ ଯେତିକି ଓଡ଼ିଆ କହୁଛନ୍ତି ନବୀନ ଏତିକି ବି କହି ପାରୁନାହାନ୍ତି l ଓଡ଼ିଆ କିଏ......ଅଣଓଡ଼ିଆ କିଏ...

  • @sukantitripathy4496
    @sukantitripathy44962 ай бұрын

    Loka nka sukha dukha ra saathi Mukhya mantri Navin Babu Odisha basi tanku ashirbaad ojadi debe

  • @ajitsahu502
    @ajitsahu5022 ай бұрын

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ନୁହେଁ କାର୍ଯ୍ୟ କୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି!

  • @ChittaranjanSahoo-ve4hu

    @ChittaranjanSahoo-ve4hu

    2 ай бұрын

    Bjp🌹🌹

  • @user-vy1jb5rp5l
    @user-vy1jb5rp5l2 ай бұрын

    Love u Naveen ବାବୁ, ଜୟ bjd ଜୟ ନବୀନ, ଜୟ ଶଙ୍ଖ

  • @ajitsahu502
    @ajitsahu5022 ай бұрын

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଆଜି ଓଡିଶା ବାସୀ ସୁଖ ରେ ଶାନ୍ତି ରେ ବସବାସ କରୁଛନ୍ତି!

  • @Xuy788

    @Xuy788

    2 ай бұрын

    ଏଇଟା କିଏ ଏଇ ତ ତାମିଲ ଚାକିରି ବିକା ଚୋର

  • @satyabratmahalik7237

    @satyabratmahalik7237

    2 ай бұрын

    Kintu BJP bhai mane santi re rahiparu nahanti

  • @user-dc1ml6vo8x
    @user-dc1ml6vo8x2 ай бұрын

    ❤ bjd

  • @anmayeedas4839
    @anmayeedas48392 ай бұрын

    ବିଜେପି ଦଳର ହୀନ ରାଜନୀତି ବିଷୟରେ ସାରା ରାଜ୍ୟ ବାସୀ ଜାଣି ସାରିଲେଣି ।

  • @narayanbehera1373
    @narayanbehera13732 ай бұрын

    ବିଜୟର ଅନିଶ୍ଚିତତା ଘାରିଛି ବିରୋଧୀ ବିଜେପି କୁ।ସେଇଥିପାଇଁ ଏତେ ପ୍ରୟାସ କରୁଛନ୍ତି।

  • @DEEPSANDAS
    @DEEPSANDAS2 ай бұрын

    5T ଉପକ୍ରମ ରେ ରାଜ୍ୟର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପରିବହନ ଏବଂ ଆହୁରି ଅନେକ କ୍ଷେତ୍ରରେ ବିକାଶର ଧାରା କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଚରମ ଶୀର୍ଷରେ ପହଞ୍ଚାଇ ଓଡ଼ିଶାର ସ୍ବାର୍ଥ ଓ ବିକାଶ କୁ ତୃଣମୂଳ ସ୍ତରରୁ ପରିପୂର୍ଣ୍ଣ କରିଛନ୍ତି।

  • @kadambinibhoikadambinibhoi5254
    @kadambinibhoikadambinibhoi52542 ай бұрын

    BJD 💯🔥

Келесі