ପହଣ୍ଡି ବେଳେ ରଥରୁ ପଡିଗଲେ ବଡ ଠାକୁର, ସେବାୟତ କହିଲେ ପ୍ରଭୁଙ୍କ ଇଚ୍ଛା | Nandighosha TV

ପହଣ୍ଡି ବେଳେ ରଥରୁ ପଡିଗଲେ ବଡ ଠାକୁର, ସେବାୟତ କହିଲେ ପ୍ରଭୁଙ୍କ ଇଚ୍ଛା | Nandighosha TV
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZread: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 67

  • @hariharpradhan1177
    @hariharpradhan117715 күн бұрын

    କୋଟି ଓଡ଼ିଆର ହୃଦୟ ସ୍ପନ୍ଦନ କ୍ଷଣିକ ପାଇଁ ଅଟକିଗଲା ଭଳି ଲାଗିଲା😭😭😭😭

  • @MamaSahoo-kz1we
    @MamaSahoo-kz1we15 күн бұрын

    ପୁରୀ ରେ ପ୍ରଥମ ଥର ଦେଖିବା କୁ ମିଳିଲା , ପ୍ରଭୁ ଜଗନ୍ନାଥଙ୍କ ନିତି କାନ୍ତି ରେ କ'ଣ ଭୁଲ୍ ହୋଇ ଚି😢 ସେଥିପାଇଁ ଅଘଟଣ ଘଟିଛି, ତ୍ରାହି ମା ହାମ ତ୍ରାହି ମାଁ ମ୍,ଜୟ ଜଗନ୍ନାଥ

  • @santoshparida1098
    @santoshparida109815 күн бұрын

    ମହାପ୍ରଭୁ ବଡ଼ ଠାକୁର ତଳେ ପକାଇ ଦେଇ ଭଲ କରିନ ସେବାୟତ ମାନେ ତୁମକୁ ସାର ବିଶ୍ବ ବାସି କ୍ଷମା କରିବେ ନାହିଁ

  • @SatyaPattanaik20
    @SatyaPattanaik2015 күн бұрын

    ଦୟାକରି ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦିଅନ୍ତୁ ନାହିଁ।ଡୋର ବନ୍ଧା ହୋଇନଥିଲା ମାନେ କ'ଣ ରଥଯାତ୍ରା କିମ୍ବା ପହଣ୍ଡି ନୁଆ ନୂହେଁ ପ୍ରତ୍ୟେକ ବର୍ଷ ମହାପ୍ରଭୁ ନବଦିନାତ୍ମକ ଘୋଷଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଚାରିଥର ପହଣ୍ଡି କରିଥାନ୍ତି।

  • @studiokhushi9690
    @studiokhushi969015 күн бұрын

    ଭଗବାନ ଝୁଣ୍ଟି ପଡିଲେ ଟିକେ, ଆଉ ପରୀକ୍ଷା କରୁଥିଲେ ତୁମେମାନେ ନିଜକୁ ବାହୁବଳୀ ସେବାୟତ କହୁଥିଲ ସେଥିପାଇଁ ସେ ତୁମ ବଳ ର ପରାକ୍ରମ ଜାଣିବା ପାଇଁ ଏ ଅଭିନୟ କଲେ , ତୁମ ନିଜକୁ ବାହୁବଳୀ ସେବାୟତ କହିବୁଲୁଥିବା ଗର୍ବ କୁ ଭାଙ୍ଗିଦେଇଛନ୍ତି ସେ ସବୁ ତାଙ୍କ ମାୟା

  • @skkhuntia7901
    @skkhuntia790114 күн бұрын

    🕉 OM NAMO BHAGABATE VASUDEBAYA NAMAH JAY JAGANNATH 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🕉

  • @SantoshKhuntia-xw2bd
    @SantoshKhuntia-xw2bd15 күн бұрын

    Panda nka ra besi masti helani

  • @biswaranjanacharya7542
    @biswaranjanacharya754214 күн бұрын

    ଲୀଳା ମୟଙ୍କ ଲୀଳା ଅପାର ସେ ହିଁ ସବୁରି ମୂଳରେ ତାଙ୍କ ମାୟା ସେ ବୁଝିବେ ଜୟ ଜଗନ୍ନାଥ 🙏

  • @sidharthadas124
    @sidharthadas12415 күн бұрын

    ମାଳିକାରେ ଲେଖା ହୋଇଥିଲା ଯେ, ନାରୀ ଯେବେ ପୁରୁଷ ଠାରୁ ଆଠ ଗୁଣେ କାମକରିବେ, ଉଗ୍ର ରୂପ, ଶକ୍ତିଶାଳି ଆଉ ବଳୁଆ ହେବେ, ତେବେ କଳିଯୁଗ ଖୁବଶୀଘ୍ର ଶେଷ ହେବା କୁ ପାଖେଇ ଆସିବ, ସେହିଦିନ ଘୋର୍ କଳିଯୁଗ ହିଁ ହେବ। ବର୍ତ୍ତମାନ ସମୟରେ ଝିଅମାନେ ପୁରୁଷ ଭଳିଆ ହୋଇଥିବାରୁ ତେଣୁ ଯୁଗ ବହୁତ ଖରାପ ହୋଇଯାଉଛି, ସେଥିପାଇଁ ବର୍ତ୍ତମାନ ସମୟ ହେଉଛି ପୁରା ଘୋର୍ କଳିଯୁଗ। ଉଦାହରଣ:- ଯଦି ଝିଅମାନେ କାର୍ ଚଳାଇ ପାରିବେ, ଯଦି ଝିଅମାନେ ବାଇକ୍ ଚଳାଇ ପାରିବେ, ଯଦି ଝିଅମାନେ ବିମାନ ଉଡ଼ାଇ ପାରିବେ, ଯଦି ଝିଅମାନେ ପୋଲିସ୍ ଏବଂ ସୈନିକ ହୋଇପାରିବେ, ଯଦି ଝିଅମାନେ ଯୁଦ୍ଧ କରିପାରିବେ, ଯଦି ଝିଅମାନେ ଗ୍ୟାଙ୍ଗଷ୍ଟର ଏବଂ ଡନ୍ ହୋଇପାରିବେ, ଯଦି ଝିଅମାନେ ବଡି ବିଲଡର୍ ହୋଇପାରିବେ, ଯଦି ଝିଅମାନେ ଭାରୀ ଓଜନ ଜିନିଷ ଉଠାଇ ପାରିବେ, ଯଦି ଝିଅମାନେ ପୁରୁଷଙ୍କ ସହିତ ସମାନ ହୋଇପାରିବେ, ଯଦି ଝିଅମାନେ ପୁରୁଷଙ୍କ ପରି କାମ କରିପାରିବେ, ଯଦି ଝିଅମାନେ ପୁରୁଷଙ୍କ ପରି ଶକ୍ତିଶାଳୀ ଓ ବଳୁଆ ହୋଇପାରବେ, ଯଦି ଝିଅମାନେ ପୁରୁଷଙ୍କ ପରି ସବୁକିଛି କରିପାରିବେ, ତେଣୁ ଯୁଗ ବହୁତ ବେଶୀ ଆଧିକ ଖରାପ ହେବ ଏବଂ ଏହି ସବୁ କାରଣରୁ ଆମ ପୁଅମାନଙ୍କୁ ବହୁତ ପ୍ରଭାବ ପକାଇବ| ଏହି ପ୍ରଭାବ ପକେଇବା କାରଣରୁ ପୁଅମାନଙ୍କର ପୁରୁଷ ହେବାର କିଛି ମୁଳ୍ୟ ରହୁନାହିଁ ଆଉ ପୁଅମାନେ କାପୁରୁଷ, ଦୁର୍ବଳ ହୋଇଯାଉଛନ୍ତି। ଆଉ ଝିଅମାନେ ମର୍ଦ୍ଦ ହୋଇ ବହୁତ ଫାଇଦା ଉଠାଉଛନ୍ତି। ଏହି ପରି ଝିଅମାନେ ଘୋର୍ ଅଧର୍ମ କରୁଛନ୍ତି | କିନ୍ତୁ ଏହି ଝିଅମାନଙ୍କୁ ବିନାଶ ହେବ| ନାରୀମାନେ କେବଲ ନାରୀ ପରି ରହିବା ଉଚିତ୍। ନାରୀମାନେ କେବେ ପୁରୁଷ ପରି ହେବା ଟା ଜମା ଉଚିତ୍ ନୁହେଁ। ନାରୀମାନେ ପୁରୁଷ ପରି ହେବା ଟା ଘୋର୍ ଅଧର୍ମ।

  • @Jeetu813

    @Jeetu813

    14 күн бұрын

    Tu pagla ta ki be😂 tu badhe janinu tara maa Tate janma kala bele kete kasta sahichi .au tu kahuchu semane binasa hebe boli .tahele tara maa b. Binasa heba nichya😂

  • @alpanasatapathy9639

    @alpanasatapathy9639

    14 күн бұрын

    @@sidharthadas124 tame bodhe nari nka too sabu guna re kam...au...so dekhiki sahi paruna au....malika re kou page re lekha heichi ho bhai...jebe purusa nija purusa pania pai nari ra ijat neichi ..sebe kn heichi..seita Mahabharat kahuchi...au asila athi prabachana pai....purusa kamisan re misijaa..bhala hwba🤣🤣🤣🤣

  • @Lija11111

    @Lija11111

    14 күн бұрын

    Shame on this statement 😢

  • @dipsrisrianshientertainmen9931

    @dipsrisrianshientertainmen9931

    14 күн бұрын

    Maa durga ,maa kali se jagata janani nku Kain puja karucha se ta nari na . Nari na thile srusti nahin .

  • @maharajbikash5817

    @maharajbikash5817

    14 күн бұрын

    Ki ଭଳି ନିଚ ମାନସିକତା ଭାରି ରହିଛି

  • @sorotoka9717
    @sorotoka971714 күн бұрын

    ବହୁତ ଦୁଃଖଦ ଘଟଣା ମହବାହୁ ସମସ୍ତ ଙ୍କୁ କ୍ଷମା କରି ଦିଅନ୍ତୁ ଯଦି କାହାର କିଛି ଭୁଲ ହେଇ ଛି 🙏ଆପଣ ତ ସବୁ ଜାଣି ଛନ୍ତି

  • @elinadreamworld
    @elinadreamworld15 күн бұрын

    Tame kn ahata heicha, Bada thakura padigale se chinta nanhi. Bada thakuranku kete kasta heithiba

  • @sabyasachimishra5214
    @sabyasachimishra521415 күн бұрын

    Sabu panda manka dosa au mahapravu nka na Kai naucha

  • @umakntaumaknta7838

    @umakntaumaknta7838

    14 күн бұрын

    Right Katha kahile brother

  • @user-nw7xc6if8d
    @user-nw7xc6if8d14 күн бұрын

    Jay Jagannath

  • @sushantabehera5282
    @sushantabehera528215 күн бұрын

    Jay Jagannath 🙏

  • @ChandraShekharMuduli-nv2tb
    @ChandraShekharMuduli-nv2tb15 күн бұрын

    Jay jagannath 🙏🙏

  • @odishamoodisha_india
    @odishamoodisha_india15 күн бұрын

    He prabhu 😢😢😢

  • @uamkantamirdha5264
    @uamkantamirdha526414 күн бұрын

    Naveen best thila se jaha heu

  • @wildnature639
    @wildnature63914 күн бұрын

    Bhagwan ku neiki rajanti kale au kan haba

  • @baikunthacharanrout7754
    @baikunthacharanrout775415 күн бұрын

    🙏🙏🙏

  • @saratnayak1567
    @saratnayak156714 күн бұрын

    Due to sevayats monopoly such incidents happened.

  • @pratyaygoswami315
    @pratyaygoswami31515 күн бұрын

    😢😢

  • @jagannathbarik324
    @jagannathbarik32415 күн бұрын

    Ghor kalijuga Prathme chandan purnima re bana bisporana Then aji ghor anyaya

  • @naturalmoments363
    @naturalmoments36315 күн бұрын

    Bhagwan nku aahata kala se bisayare kichhi kuha, bhul sabu tumara

  • @swapnilpanigrahi6711
    @swapnilpanigrahi671115 күн бұрын

    Micha khibara durandro amana

  • @user-tv1pq1qd1z
    @user-tv1pq1qd1z15 күн бұрын

    Au ni

  • @swarajpatra7203
    @swarajpatra720314 күн бұрын

    Government upare prbhu ragichati... Ratnvandara kholiba Kn gote bada bipada ku ame dakiba...

  • @Bighappy888
    @Bighappy88815 күн бұрын

    Sabu bekhatri karuchhanti

  • @dillipnayak1090
    @dillipnayak109015 күн бұрын

    Kichi hoeni aaga ku deakha kn hauchi Chaka àkhi sabu deakhuchibmahaprabhu

  • @PratapchadraDas
    @PratapchadraDas11 күн бұрын

    ପଛପଟ ଡୋରି ବନ୍ଧା ହୋଇନଥିବାରୁ ମହାପ୍ରଭୁ ପଡି ଗଲେ ଏଥିପାଇଁ ଯିଏ ଦାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିଵାଦରକାର ମହାପ୍ରଭୁଙ୍କ ଅଙ୍ଗ ରକ୍ଷକ ମାନେ କ'ଣ କରୁଥିଲେ ପିଲାମାନଙ୍କ ଉପରେ ଦୋଷ ଲଦି ଦେଇ ନିଜ ଭୁଲକୁ ସ୍ଵିକାରନକରି ଖସି ଯିବାକୁ ଚେଷ୍ଟା କରୁଛନ୍ତି ପ୍ରାସାସନ ଙ୍କୁ ଅନୁରୋଧ ପ୍ରଥମେ ଭଲଭାବରେ ଅନୁସନ୍ଧାନ କରି ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ

  • @prasantapattanaik862
    @prasantapattanaik86213 күн бұрын

    ଡୋର କାହିଁକି ବନ୍ଧା ହେଇ ନ ଥିଲା? ଏହା କାହାର କାମ? ସେମାନଙ୍କୁ ସବୁ ଦିନ ପାଇଁ ବାସନ୍ଦ କରାଯାଉ। ମହାପ୍ରଭୁ ପଡିଗଲେ କିନ୍ତୁ କିଛି ନାହିଁ।ଖାଲି ସେବାୟତ ଆଘାତ ହେବା କଥା ବାରମ୍ଵାର କହୁଛନ୍ତି। କର୍ତ୍ତବ୍ୟ ରେ ଅବହେଳା କରିଛନ୍ତି ଆଘାତ ହେବେ ନାହିଁ। ଅବହେଳା କରି ପ୍ରଭୁଙ୍କ ଲୀଳା କହିବ।କୋଉ ଝିଅ ଅନୈତିକ କାର୍ଯ୍ୟ କରି ମାତୃତ୍ଵ ହାସଲ କଲେ ତମେ କହିବ ପ୍ରଭୁଙ୍କ ଲୀଳା ୟେ। ଜଗନ୍ନାଥ ଦେଲେ।

  • @alpanasatapathy9639
    @alpanasatapathy963915 күн бұрын

    Dayakariki ahaku issue create na karajau...

  • @Zanil-kr7ll

    @Zanil-kr7ll

    15 күн бұрын

    BJP ra kichhi dosa nahi sabu BJD ra dosa

  • @lipun1531

    @lipun1531

    15 күн бұрын

    Se ebe power re nahi😂😂​@@Zanil-kr7ll

  • @Zanil-kr7ll

    @Zanil-kr7ll

    15 күн бұрын

    @@lipun1531 😁😁😁 andhabhakta nka paine BJD ra sabu dosa

  • @lipun1531

    @lipun1531

    14 күн бұрын

    @@Zanil-kr7ll tike pare bjp Bala kahibe pandu ra plan eita😂 se janiki karibaku kahithila

  • @user-ke8ol7zj7o

    @user-ke8ol7zj7o

    14 күн бұрын

    ​@@lipun1531nichita pandura kama

  • @A0YOUTUBE
    @A0YOUTUBE13 күн бұрын

    ye sale ei katha kahiki khasi jau6anti 😢

  • @umakntaumaknta7838
    @umakntaumaknta783814 күн бұрын

    Sabu bhul sebajat mankar

  • @kingcobra5909
    @kingcobra590914 күн бұрын

    Bjp Sarkar ku asiche dekha odisha re kn sabu houchi bjp rajanite karuchi Bhagavan nku neike .....

  • @smrutirekhanayak2361
    @smrutirekhanayak236115 күн бұрын

    kahinki aghatana ghatuchi chapa khela re b aghatana ghatithila

  • @rockin-rk
    @rockin-rk15 күн бұрын

    ଏ ଶାଳା ପାଣ୍ଡୁ କୁଆଡ଼େ ଗଲା l 😀😀😀😀

  • @debashispattanayak1103

    @debashispattanayak1103

    14 күн бұрын

    Tama ghara khata tale thiba dekhe

  • @rockin-rk

    @rockin-rk

    14 күн бұрын

    @@debashispattanayak1103 କାଇଁ ଆମ ଘରେ କଣ ନବୀନା ରହୁଛି କି ? ? ?

  • @kingcobra5909

    @kingcobra5909

    14 күн бұрын

    Bhai re se to maikena nahele to maa pakha re soithiba

  • @rockin-rk

    @rockin-rk

    14 күн бұрын

    @@debashispattanayak1103 ତୁମ ଘରୁ ଖେଳ ସରିଗଲା କି

  • @rockin-rk

    @rockin-rk

    14 күн бұрын

    @@kingcobra5909 ତୋ ମାଇକିନା ତୋ ମାଆ ପାଖରୁ ମନ ଭରିଗଲା କି

Келесі