ପେନସନ୍ , ଶାଶୂବୋହୂ ଓ ଘରକଳି ନେଇ ଲୋକ ଆସିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପାଖକୁ। journalist chhita Mohapatra.

ପେନସନ୍ , ଶାଶୂବୋହୂ ଓ ଘରକଳି ନେଇ ଲୋକ ଆସିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପାଖକୁ। CM grievance scrutiny must be done suggest journalist chhita Mohapatra.#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv.com/
Like Our Facebook Page
: / pratidinodisha
Subscribe To Our KZread Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv.com/

Пікірлер: 138

  • @kalandimurmu3303
    @kalandimurmu33032 күн бұрын

    ଠିକ୍।।।। ପଞ୍ଚାୟତଲେବୁଲ ରେ ଅଭିଯୋଗ ପତ୍ର ରଖନ୍ତୁ, ଭଲ ହେବ।ଏଭଳି। ଅସମ୍ଭବ ହେବ।

  • @SanatanchattarChattar
    @SanatanchattarChattar2 күн бұрын

    ଜଉ ଅଭିଯୋଗ ତଳ ଲେବୁଲ ରେ ସରକାରି ଅଧିକାରୀ ଶୁଣିଲେ ନାହିଁ ଟାଳଟୁଳ ନୀତି ଅବଲମ୍ବନ କଲେ ସେହି ଅଭିଯୋଗ କୁ ମୁଖ୍ୟ ମନ୍ତ୍ରୀ ଙ୍କ ପାଖରେ ଅଭିଯୋଗ କରିଲେ ଭଲ ହେବ ।

  • @sanjayjhans5839

    @sanjayjhans5839

    Күн бұрын

    Right mu mu collector. Sp. Tahasildar thana. Ku dei dei hari galini bhai tala loka sunibe ni lancha khai chup rahi jibe

  • @babunamallick5594
    @babunamallick5594Күн бұрын

    ନରେନ୍ଦ୍ର ମୋଦୀ ବି ଏମିତି ନୂଆ ନୂଆ ଅଭିଯୋଗ ପ୍ରକୋଷ୍ଠ ଖୋଲିଥିଲେ, ହେଲେ କୁଆଡ଼େ ଗଲା ସେ ଅଭିଯୋଗ ଶୁଣାଣି 🤔

  • @user-cv5mv1wi5c
    @user-cv5mv1wi5c2 күн бұрын

    କିଛି ନିୟମ ରଖନ୍ତୁ ସଠିକ କଥା.....ସବୁ ସରକାରୀ ଅଫିସ ରେ ଲାଞ୍ଚ ବନ୍ଦ କରନ୍ତୁ ଦୟାକରି।

  • @sushildash1265
    @sushildash12652 күн бұрын

    ଓଡ଼ିଶାର ଅଧିକାଂଶ ଲୋକଙ୍କ ପ୍ରକୃତି ହେଲା " ଭଣ୍ଡାରି ଦେଖିଲେ ନଖ କଅଁଳିବା "

  • @ishwarbindhani1437
    @ishwarbindhani1437Күн бұрын

    ଆରେ ଭାଇ ପଞ୍ଚାୟତ ଯଦି ନ ଶୁଣିଲା ପୋଲିସ ର ଆଶ୍ରୟ ନିଅ ଯଦି ସେଠାରୁ ବିଫଳ ହେଲେ ତେବେ ନିଜ ବିଧାୟକ ପାଖକୁ ଯାଅ ସେଠାରେ ନ ହେଲେ ମୁଖ୍ୟ ମନ୍ତ୍ରୀ ପାଖକୁ ଯାଅ ସବୁ ଅଭିଯୋଗ ଯଦି ମୁଖ୍ୟ ମନ୍ତ୍ରୀ ପାଖରେ କରିବ ତେବେ -----?

  • @deepakkumarsahoo5544

    @deepakkumarsahoo5544

    12 сағат бұрын

    Semane kahiki MLA pakhaku jibe ,MLA kn pain sabu panchayat buliki abhijog sunibeni?

  • @abhitopno892
    @abhitopno8922 күн бұрын

    Right Katha kahicho sir

  • @maheshkumarpanda7530
    @maheshkumarpanda7530Күн бұрын

    ବାର୍ଦ୍ଧକ୍ୟ ଭତ୍ତା,ଆବାସ ଘର, ପାଈଁ ଲୋକ ଯିବେ

  • @amarkumarmishra8155
    @amarkumarmishra81552 күн бұрын

    ଜିଲ୍ଲା ସ୍ତରରେ ଅଭିଯୋଗ ଶୁଣାଣି ବ୍ୟବସ୍ଥା ପୂର୍ବରୁ ରହିଛି ଏବଂ ଷଶୁଣାଣି ଚାଲିଛି ମଧ୍ୟ। ପଂଚାୟତ ସ୍ତରରେ, ଜିଲ୍ଲା ସ୍ତରରେ ଅଭିଯୋଗ ଶୁଣାଣି ଏବଂ ତା' ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କି ଭଳି ଭାବରେ ନିଆଯିବ ସେ ବନ୍ଦୋବସ୍ତ କରିବା ଉଚିତ୍ । କେବଳ ପ୍ରଚାର ପ୍ରସାର ପାଇଁ ଅଳ୍ପ କିଛି ଅଭିଯୋଗ ଶୁଣିଲେ କିଛିଦିନ ପରେ ଯେଉଁ କଥାକୁ ସେଇ କଥା ହେବ।

  • @sudhansubehera9671
    @sudhansubehera96712 күн бұрын

    Thik katha sir .. jou ta bada akara ra problem seia asiba darkar..

  • @bamadevjena3571
    @bamadevjena3571Күн бұрын

    Right kahucha Bhai ,e odia ghra Kali pain abhijoga ku neijibi

  • @rajeshbehera8116
    @rajeshbehera8116Күн бұрын

    DISTRICT COLLECTOR & DM GRIEVANCE CELL KU STRONG KARIDIO

  • @user-ef5ef7yb9k
    @user-ef5ef7yb9kКүн бұрын

    ଥାନା ଆଉ କୋଟ ଉଠେଇଦିଅ

  • @swatisahoo8081
    @swatisahoo8081Күн бұрын

    ହଁ ଧିରେ ଧୀରେ ସମ୍ପୂର୍ଣ ବନ୍ଦ୍ କରା ହୋଇଯିବ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବା।

  • @Mr24811
    @Mr248112 күн бұрын

    ଭାଇ ଜଣେ ମୁଖ୍ୟମନ୍ତ୍ରୀ ଏ ଭଳି ଭାବରେ ଅଭିଯୋଗ ଶୁଣାଣି ବ୍ୟବସ୍ଥା କାହିଁକି ଭଲ ଲାଗୁନି ଏମିତି କେତେ ଗୁହାରି ସାର୍ ସୁଣିଵେ ପ୍ରତ୍ୟେକ ପଂଚାୟତର ଜନପ୍ରତିନିଧି ମାନଙ୍କୁ ଦାଇତ୍ୱ ଦିଅନ୍ତୁ,ଆପଣ ଅଲଗା କାମ ବୁଝନ୍ତୁ

  • @Pandu_Premi

    @Pandu_Premi

    Күн бұрын

    ସେ ମୁଖ୍ୟ ମନ୍ତ୍ରୀ ସେ ଶୁଣୁଚନ୍ତି, ତୋମୋରେ କଣ ଅସୁବିଧା 😂😂

  • @monojsabar3171
    @monojsabar3171Күн бұрын

    ଲୋକଙ୍କ ମୁଖ୍ୟମନ୍ତ୍ରୀ ସିଏ ଶୁଣିବାକୁ ଅଛନ୍ତି, ତମର ଅସୁବିଧା କାହିଁକି???

  • @ManojKumar-vj6mr
    @ManojKumar-vj6mrКүн бұрын

    ମୋଦିଙ୍କର ବି ପ୍ରଥମେ ଏଭଳି ଏକ ଶୁଣାଣି ପକ୍ରିୟା ଚାଲିଥିଲା ହେଲେ କଣ ହେଲା ସେ ମନ କି ବାତ ତ ଏ ଗୋଟେ ଡ୍ରାମା

  • @bibhumusictv691
    @bibhumusictv6912 күн бұрын

    Jay Jagannath

  • @nandalalsingh5398
    @nandalalsingh53982 күн бұрын

    Right Katha

  • @dillippradhan3536
    @dillippradhan35362 күн бұрын

    Odisha lokanku Sabu magna darkar

  • @hnfamilyodisha1831
    @hnfamilyodisha1831Күн бұрын

    Bahut badhia

  • @rabindramisra9137
    @rabindramisra91372 күн бұрын

    100% correct. Bhai.

  • @sadanandajena8216
    @sadanandajena8216Күн бұрын

    ମୁଖ୍ୟ ମନ୍ତ୍ରୀ ଆଗ ଜାଣନ୍ତୁ କିପରି grivance ନିଆ ଜାଏ

  • @hrushikeshpatra6779
    @hrushikeshpatra6779Күн бұрын

    ସବୁଠି ହାରିବା ପରେ cm ନିକଟକୁ ଯିବା ଉଚିତ୍ l

  • @samirpattanaik7789
    @samirpattanaik77892 күн бұрын

    VERY RIGHT STATEMENT.

  • @kapilashpatel3518
    @kapilashpatel35182 күн бұрын

    Chita sir you are Right speak

  • @hemanandkujur9877
    @hemanandkujur9877Күн бұрын

    You are Right Sir

  • @RahulNayak-ob3yb
    @RahulNayak-ob3ybКүн бұрын

    ଅଫିସର ମାନେ ଅଭିଯୋଗ ଶୁଣିବା ପରିବର୍ତ୍ତେ ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି ବୋଲି ତ ମୁଖ୍ୟ ମନ୍ତ୍ରୀଙ୍କ ନିକଟକୁ ଲୋକଯାଉଛନ୍ତି ଆଉ ଅଫିସର ମାନେ ଶୁଣିଥିଲେ କଣ ପାଇଁ ଗାଁ ଓ ପଲିରୁ ଲୋକେ ଭୁବନେଶ୍ୱର ଯାଇଥାନ୍ତେ?

  • @dallydhala4796
    @dallydhala4796Күн бұрын

    Actually correct advice

  • @kapilashpatel3518
    @kapilashpatel35182 күн бұрын

    Right statements sir

  • @nareshpanda4485
    @nareshpanda4485Күн бұрын

    ଏହା ସଠିକ ଅଟେ

  • @upendraparida2450
    @upendraparida2450Күн бұрын

    Thanks cm sir emiti haba darakara na hele officer chetibeni

  • @niteshofficial5532
    @niteshofficial553213 сағат бұрын

    ଜନ ଅଭିଯୋଗ ଶୁଣାଣି କେବଳ ଅସାଧ୍ୟ ରୋଗି ମାନଙ୍କ ପାଇଁ ହେବା ଆବଶ୍ୟକ ଯାହା ପାଈଁ ଚିକିତ୍ସା ଖର୍ଚ୍ଚ ଅସମ୍ଭବ । କିଏ କିଏ ମୋ କଥା ରେ ଏକମତ।

  • @user-no2cf9su9r
    @user-no2cf9su9rКүн бұрын

    Police ta sununahati kichhi paisa paiki case close karidauchhanti..

  • @kamalakantabehera1554
    @kamalakantabehera1554Күн бұрын

    Good idia sir

  • @prafullakumarsahoo1917
    @prafullakumarsahoo1917Күн бұрын

    Right sir

  • @RanjanSahu-fi3ub
    @RanjanSahu-fi3ub2 күн бұрын

    Correct

  • @surendrasahoo6283
    @surendrasahoo6283Күн бұрын

    Right

  • @Indianlawer
    @IndianlawerКүн бұрын

    Dheere dheere sab thik ho jayega

  • @user-vg9pk9mi4z
    @user-vg9pk9mi4zКүн бұрын

    No problem it's right

  • @user-cl8he2de7c
    @user-cl8he2de7cКүн бұрын

    ଏହା ତ ସମ୍ଭବ ନୁହେଁ

  • @PradipkumarRoutray-yr9ic
    @PradipkumarRoutray-yr9ic2 күн бұрын

    PERSONAL COMPLAINT SHOULD BE SOLVED AT THE SUB DIVISIONAL LEVEL....MAJOR CASES SHOULD BE SOLVED BY THE CM

  • @pabitranath5075
    @pabitranath507523 сағат бұрын

    Thik kahile sir amt hele CM ka sahita dekha hei paribani jau aviyogare mulya nahi taku accept kara najau

  • @digambarbehera1022
    @digambarbehera1022Күн бұрын

    ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କୁ ଅଗ୍ରାଧିକାର ଦେବା ପାଇଁ ଏ ବ୍ୟବସ୍ଥା କରିଛନ୍ତି। ତୁମର ଅସୁବିଧା କେଉଁଠି ?

  • @raghunathrout6349
    @raghunathrout6349Күн бұрын

    It is the responsibility of chief minister.

  • @PradipkumarRoutray-yr9ic
    @PradipkumarRoutray-yr9ic2 күн бұрын

    IT IS RIGHT

  • @MantuMantu2-lv6zb
    @MantuMantu2-lv6zbКүн бұрын

    ଓ ଭଦ୍ର ଲୋକ ବେଶି ଗପନୀ ବି ଜେ ଡି ସରକାର ରେ କେଉଁଠି ଥିଲ , ତମେ ବହୁତ ଜ୍ଞାନୀ ଲୋକ ଚୁପଚାପ ରୁହ , ଡବଲ ଇନଜିଂନ ସରକାର , ତମ କଥାରେ ସରକାର ଚାଲିବନି

  • @chakradhartripathy2511
    @chakradhartripathy25112 күн бұрын

    I am requesting to govt to tight the mechanism to work imandari se without pc. Officer incharge of the office should be accountable for settlement of public complaint. Officers are not work with later and spirit. Peon bhi ankh dekhata hai employee/public ko aur pc mangta hai to permit the person to meet officer. Time frame fix Kia Jaye for each and every work. Otherwise a plan be initiated that 2 yrs military traing to each and every employee for better work of the organisation. Thanks.

  • @Indianlawer
    @IndianlawerКүн бұрын

    Agoku online permission dorkar hebo .

  • @betexshyamsundar990
    @betexshyamsundar990Күн бұрын

    ଆରେ ଭାଇ ଆଗକୁ ଦେଖ. 4.5କୋଟି ଲୋକ ଯେତେବେଳେ ଅଭିଯୋଗ କରିବେ. ସେତେବେଳେ ମୋହନ ମାଝୀ ଗୁଜୁରାଟ ରେ ଯାଇ ରହିବେ. ଖାଲି ଛନଛନ. ସମୟ କହିବ.

  • @nareshpanda4485

    @nareshpanda4485

    Күн бұрын

    ଏତିକି ବି କରୁନଥିଲେ ବିଜେଡି ସୁପ୍ରିମୋ ତେଣୁକରି ଯଦି ଜଣେ ଆରମ୍ଭ କରିଛନ୍ତି ଆପଣ ତାକୁ ହୃଦୟ ସହିତ ନିୟନ୍ତୁ

  • @betexshyamsundar990

    @betexshyamsundar990

    Күн бұрын

    @@nareshpanda4485ଏମିତି ନୂଆ ନୂଆ ପ୍ରେମ ମିଠା. ଟିକେ ଅପେକ୍ଷା କର ଉତ୍ତର ଆପେ ଆପେ ପାଇଯିବ

  • @narayanadash552
    @narayanadash5522 күн бұрын

    ମୁଖ୍ୟ, ମନ୍ତ୍ରୀ, ଶୁଣୁଛନ୍ତି, ସାର, ଙ୍କ, ଅସୁବିଧା, କେଉଁଠି,

  • @Pandu_Premi

    @Pandu_Premi

    Күн бұрын

    😂😂 କଣ କରିବା

  • @dolagobindparua4008
    @dolagobindparua40082 күн бұрын

    Good 👍👍 r

  • @rajeshbehera8116
    @rajeshbehera8116Күн бұрын

    CM ,PRATEK MONDAY GOTE DISTRICT KU JAI DISTRICT HEADQUARTER RE PAHANCHI GRIEVANCE REDRESS KARANTU

  • @satyajitpradhan2480
    @satyajitpradhan2480Күн бұрын

    Court uthei dele bhala huanta bahut rajyasa bahut banchijiba au dinaku jadi 2000 case solve heijiba taha le court uthiba nihati darkar

  • @deepakmahunta3308
    @deepakmahunta3308Күн бұрын

    ୟେ ହେଉଛି,Nayak Movie Part-2..😂😂

  • @rajeshbehera8116
    @rajeshbehera8116Күн бұрын

    CM PRATEK DISTRICT COLLECTOR OFFICE RE DISTRICT GRIEVANCE CELL RE PAHANCHI GRIEVANCE REDRESS KALE BHALA HEBA

  • @SrrrttDas
    @SrrrttDasКүн бұрын

    2nd High Court

  • @AmulyaSwain-un4wc
    @AmulyaSwain-un4wcКүн бұрын

    No dear amiti nuhay online slot book system heba darkar

  • @panchanansikaka1711
    @panchanansikaka1711Күн бұрын

    ଟିକ କଥା ଆଜ୍ଞା

  • @skshitish
    @skshitishКүн бұрын

    ଆମ ମୁଖ୍ୟମନ୍ତ୍ରୀ ଆମ କଥା ଶୁଣିବେ ସେ କଥା ହବନି

  • @neerennayak7417
    @neerennayak74172 күн бұрын

    100%e8

  • @SukantaBarik-hk4lp
    @SukantaBarik-hk4lpКүн бұрын

    Ethi bi puri mandira bhali paristhiti khali lokonku dakidele habani samadhan karibara system tiari karibaku haba

  • @s.sibaramdora9146
    @s.sibaramdora9146Күн бұрын

    Dekhiba katha ketedina chaliba

  • @parbatikumarisabat1394
    @parbatikumarisabat1394Күн бұрын

    Office level ro kamo hei no thiba kamo mukhya montri sunibe na

  • @BeHappy-fn6qh
    @BeHappy-fn6qhКүн бұрын

    ମୋହନ ସବୁ କଥା ଶୁଣି ବ। କାହାର ଲା ଟ୍ରି ନ ନାହିଁ । କାହାର 25 ବର୍ଷ ହେଲା ଝାଡ଼ା ହଉନି

  • @deepakkumarsahoo5544
    @deepakkumarsahoo554412 сағат бұрын

    Sabu MLA abhijog sunani karantu, prati panchayat ku jaiki, au sesabu ra video recording karajau, janapadiba Chief Minister satare grievance sunibaku chahuchanti ki drama chalichi

  • @Pandu_Premi
    @Pandu_PremiКүн бұрын

    ସେ ମୁଖ୍ୟ ମନ୍ତ୍ରୀ ସେ ଶୁଣୁଛନ୍ତି, ଆପଣଙ୍କ ଆସୁବିଧା କଣ??😂

  • @SukantaBarik-hk4lp
    @SukantaBarik-hk4lpКүн бұрын

    Bah bah nabara gote tarika prakrutare ye samadhan ra system nunhe

  • @reetap4008
    @reetap4008Күн бұрын

    ମୂର୍ଖ ମନ୍ତ୍ରୀ high court ଖୋଲି ଦେଇ ଛନ୍ତି ଆଉ

  • @Pandu_Premi

    @Pandu_Premi

    Күн бұрын

    ବୁର୍ଣୋଲ ଲଗା 😂😂 Faisla on the spot 😂😂

  • @nepalnag1422
    @nepalnag14222 күн бұрын

    Sarkar jou jojana karuchhi..au seita loka nka pakhare pahanchi nahi se vali katha ku nei abhijog kariba katha

  • @minakhisarangi9418
    @minakhisarangi9418Күн бұрын

    Never blame to people if thay donot have support from anyone definitely they surrender to one individual support who will help them.

  • @sasmitapani9439
    @sasmitapani94392 күн бұрын

    Ghara kali band heu . Secure kara Jau Odisha ku . Aji ra Mahanga juga re asanti hele chali heba ni .

  • @sibugaminggameryt709
    @sibugaminggameryt709Күн бұрын

    ମୂର୍ଖ ସାମ୍ବାଦିକ. ପଂଚାୟତ କିମ୍ବା ବ୍ଲକ ବିଜେଡି 24 ବର୍ଷ ଅଭିଯୋଗ ଶୁଣାଣି କରିଥିଲା କଣ ଲୋକ ଉପକାର ପାଇଲେ. ତୁମେ Bjd ସାମ୍ବାଦିକ. ଚିତା କଟା ସାମ୍ବାଦିକ ବଦମାସ 👌ମୋହନ ସରକାର ଠିକ କରୁଛନ୍ତି ଧୀରେ ଧୀରେ ଚାଲୁ ତଥାପି ଲୋକ ବହୁତ ଉପକାର ପାଇବେ.100..24 ବର୍ଷରେ ଅଫିସର ଲାଞ୍ଚୁଆ ହେଇଗଲେ.

  • @KishoreNaik-hk7xt
    @KishoreNaik-hk7xtКүн бұрын

    ମୋହନ ମାଝି ସାର୍ ସରପଞ୍ଚ ହେଇଥିଲେ ଭଲ ହୋଇଥାଆନ୍ତା

  • @user-ze5ed8fh5m

    @user-ze5ed8fh5m

    Күн бұрын

    ମାଘିଆ

  • @rajeshbehera8116
    @rajeshbehera8116Күн бұрын

    DM CUM DISTRICT COLLECTOR OFFICE KU CM GRIEVANCE CELL KARI SCRUTINISE KARI ATI JARURI KU CM GRIEVANCE BHUBANESWAR KU PATHA JAU

  • @mshitalmurmu4102
    @mshitalmurmu4102Күн бұрын

    5t sachib jeu abhijog neuthila taha kan cm pakha ku jauthila?

  • @rajeshbehera8116
    @rajeshbehera8116Күн бұрын

    BHUBANESWAR GAHALI KARI KAM HEBA SAHITA LOKA TANKAR JIBA ASIBA KHARCHA KU KAM KARIHEBA

  • @aswinisamantray6521
    @aswinisamantray65212 күн бұрын

    NAYK

  • @abhimanyubehera7051
    @abhimanyubehera70512 күн бұрын

    Every district re hai seprate day re hau

  • @bamadevjena3571
    @bamadevjena3571Күн бұрын

    E odia nija bektigat swarth pain cm pakhaku palaibe

  • @cuttackthecityofsilver
    @cuttackthecityofsilver2 күн бұрын

    TAHASIL OFFICE RE GOTE GRIVANCE RAHU TAHA HELE SETHIKARA ABHIJOGA TAHASILDAR RAKHIBE , GO TE TIME DIAJAU JADI SE TIME BHITARE NAHAUCHI TAHAHELE CHIEF MINISTER PAKHAKU JANTU TAHAHELE BAHUT BHALA MANAGEMENT HEIPARIBA

  • @Pandu_Premi

    @Pandu_Premi

    Күн бұрын

    Grievance cell sabuti achi😂

  • @cuttackthecityofsilver

    @cuttackthecityofsilver

    Күн бұрын

    sabuthi achi but kama karuni

  • @user-kg1sw4vs5z
    @user-kg1sw4vs5z2 күн бұрын

    ଯଦି ହୋଇଥିଲେ ଲୋକେ କାହିଁକି ଆସନ୍ତେ,କେତେ ଜାଗାରେ ପୋଲିସ ଶୁଣିବେ ନାହିଁ,କେତେ ଜାଗାରେ ନେତା ଶୁଣିବେ ନାହିଁ,କେତେ ଜାଗାରେ କେହି ଶୁଣନ୍ତି ନାହିଁ, ତ ଲୋକେ ଯିବେ କୁଆଡେ।

  • @user-kg1sw4vs5z

    @user-kg1sw4vs5z

    Күн бұрын

    ପଞ୍ଚାୟତ, ବ୍ଲକ, ଜିଲ୍ଲା ରେ ଛୋଟ କଥା ଭି ବେଳେ ବେଳେ ସମାଧାନ ହୁଏନି, ଯଦି ସେମିତି ହୋଇଥିଲେ ଏ ଲମ୍ବା ଲାଇନ ଲଗେଇ ଲୋକ ଅପେକ୍ଷା କରନ୍ତେ ନାହିଁ, C M Sir ଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ଅଧିକା ଅଛି ତେଣୁ ଲୋକେ ଭରଷା ନେଇ ଆସିଛନ୍ତି।

  • @diptisatpathy2799
    @diptisatpathy2799Күн бұрын

    Sarapancha lebal ra loka jadi cm Hebe sarapancha bhali Kama karibe.cm desara unayati pain kamakaribeni

  • @ghanashyamdash4746
    @ghanashyamdash4746Күн бұрын

    Vhae janaka Apriya sata kahichanti

  • @Indianlawer
    @IndianlawerКүн бұрын

    Sabu office BJD supporting re obhyasta officers ochhanti tenu eita hin thik

  • @harikrushnapradhan4667
    @harikrushnapradhan4667Күн бұрын

    24 yar re kechhe helanaie

  • @ashokkumarmallick5895
    @ashokkumarmallick5895Күн бұрын

    Panchayat re final hebani karana sarapancha tharu tanka khai Sameer das ama village gandagola ku final karunathila.police ku presur pakai Naya deunahanahati.Abe bi semiti achi.

  • @amasangathanakakarudrapurj9664
    @amasangathanakakarudrapurj9664Күн бұрын

    Mukya mantryi nijaku sarapancha bhabile ,mukya mantryi mala parjyanta chesta kale bi paribeni ,vote bele deithiba patusruti ,kuadegala

  • @nurshinghajena1306
    @nurshinghajena1306Күн бұрын

    Kia kahuchi 16 sr apana kn 24 kahileni...

  • @lvillegefarmervlogs.576
    @lvillegefarmervlogs.576Күн бұрын

    Kan pai agaru chhati piti kahuthile abe kan helaki .sabhli pariba nahi.jemiti ki Sri mandir ra Chari dwara khula katha

  • @niharpalai3774
    @niharpalai3774Күн бұрын

    Sabu katha sunibe

  • @subratswain9433
    @subratswain9433Күн бұрын

    Kichi kama nahi c,m prakhar au kan kariba

  • @harikrushnapradhan4667
    @harikrushnapradhan4667Күн бұрын

    Kehe sununahante

  • @ashisswain8499
    @ashisswain84992 күн бұрын

    Jay nabin

  • @Pandu_Premi

    @Pandu_Premi

    Күн бұрын

    ବାଳ ଅଛି ଯେ ଖାଇବୁ 😂

  • @nirmaldas579
    @nirmaldas579Күн бұрын

    Asubidha kn aapankar talastarare bharasa tuti jaichi enu sabukes aasuchi sistemthikkale sabuabhijoga aasibanahin

  • @user-kn3zf4rd7k
    @user-kn3zf4rd7kКүн бұрын

    Tama jae ase kete tame kahiba pain kie.tala starare sunileni boli ta cm nka pakha ku asile .tamara asubidha kana hauchi.

  • @Dhakadrwa9345
    @Dhakadrwa9345Күн бұрын

    Emiti kariba protek gaan ku gotiye gotiye bus diyuntu loke free re aasi nojo somosya bokhanibe ..

  • @aryan7799
    @aryan7799Күн бұрын

    Cm kebala tv re asiba pain pagala

  • @harikrushnapradhan4667
    @harikrushnapradhan4667Күн бұрын

    C m karbe tumar kejauchhe

  • @crazyboysp2428
    @crazyboysp2428Күн бұрын

    Abe Janila lok nka samasya 24 barsa hela bjd soithila

Келесі