No video

Overcrowding and Lax Cordon System Lead to Tragic Incident during Rath Yatra

#କାହିଁକି_ଘଟିଲା_ଅଘଟଣ_ବିଭ୍ରାଟ ?
ତମାମ ସୁରକ୍ଷା, ରଥଟଣା ପାଇଁ ବ୍ୟବସ୍ଥାବଳି ଓ ମକଡ୍ରିଲ୍ ସତ୍ତ୍ବେ ରଥଯାତ୍ରା ବେଳେ କାଲି କାହିଁକି ସୃଷ୍ଟି ହେଲା ଠେଲାପେଲା ସ୍ଥିତି ?
#Puri #Jagannath #JagannathDham #OTV #OdishaTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 141

  • @swosti9.099
    @swosti9.099Ай бұрын

    ନୂଆଁ ସରକାର ନୂଆଁ ନିୟମ 😂😢

  • @jchoudhury274
    @jchoudhury274Ай бұрын

    ସେବକ ପଣ୍ଡା ମାନଙ୍କ ବହୁତ୍ ଭୁଲ୍ କରୁଛନ୍ତି ଶହ ଶହ ଲୋକ ରଥ ରେ କାହିଁକି ଚଡୁ ଛନ୍ତି ଦୂର ରୁ ଆସିଥିବା ଭକ୍ତ ମହାପ୍ରଭୂ ଙ୍କୁ ଟି କେ ହେଖି ପାରୁ ନାହାଁନ୍ତି ପଣ୍ଡା ମାନଙ୍କ ପାଇଁ ଜୟ ଜଗନ୍ନାଥ

  • @swosti9.099

    @swosti9.099

    Ай бұрын

    @@jchoudhury274 👍

  • @foujilovers143

    @foujilovers143

    Ай бұрын

    Right sir

  • @sradhamihir5552

    @sradhamihir5552

    Ай бұрын

    ପଣ୍ଡା ପରିବାର ରହିବେ ରଥ ଉପରେ😢 ଭକ୍ତ ରହିବେ ତଳେ, ପଣ୍ଡା ମାନଙ୍କୁ ଦର୍ଶନ କରି ଫେରିବେ 😢

  • @swosti9.099

    @swosti9.099

    Ай бұрын

    @@sradhamihir5552 right 👍😥

  • @jchoudhury274

    @jchoudhury274

    Ай бұрын

    @@sradhamihir5552 Maha Prabhu ଙ୍କୁ ଟି କେ ଭଲ ସେ ଦେଖି ପାରୁନାହାନ୍ତି ଭକ୍ତ

  • @pikunbhoi9007
    @pikunbhoi9007Ай бұрын

    BJD ସରକାର ଥିଲା ବେଳେ କେବେ ବି ଏମିତି ହେଇନ ଥିଲା କେବେ ବି ଏଭଳି ସମାଚାର ଦେଖିନ ଥିଲୁ

  • @sabitapanigrahi1197

    @sabitapanigrahi1197

    Ай бұрын

    Sabu bele houthila

  • @amulyaamulya4101

    @amulyaamulya4101

    Ай бұрын

    B j d ଥିଲା ବେଳେ ଜୋତା ପିନ୍ଧି କି ରଥ ଚଢିଛ ତି ୨୦୧୪ ରେ

  • @Rabgabati12

    @Rabgabati12

    Ай бұрын

    Bjd mo bala

  • @pikunbhoi9007

    @pikunbhoi9007

    Ай бұрын

    @@Rabgabati12 BJP Mo ବା ଅଗ 😎😎

  • @kushatoltia5962

    @kushatoltia5962

    Ай бұрын

    Mane BJD ra sadajantra aita bi

  • @MyLove_SARADA
    @MyLove_SARADAАй бұрын

    3:22 ତତେ ଯଦି ମୁଁ ହାଣିବି, ସେଇଟା ହବ ମହାପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା 😂

  • @mahaktv7760
    @mahaktv7760Ай бұрын

    କି ସେବକ ସବୁ ଗୋଟେ ଗୋଟେ ଠକ ..

  • @LokeshChandraRana-vo4ei
    @LokeshChandraRana-vo4eiАй бұрын

    ପ୍ରଶାସନ ର ସେତେଦିନ ର ବିଚାର ପରେ ବି କଣ ପାଇଁ ପାଇଁ ଫେଲ ମାରୁଛି ସୁରକ୍ଷା ବ୍ୟବସ୍ଥା ?

  • @MyLove_SARADA

    @MyLove_SARADA

    Ай бұрын

    ରଥଯାତ୍ରା ସମୟରେ ଭାଙ୍ଗ ପାନ ଓ ଗଞ୍ଜେଇ ନିଶା

  • @babulathaisam1049
    @babulathaisam1049Ай бұрын

    ଏ ପଣ୍ଡା ଏବଂ ପୋଲିସ ମିଛ କହୁଛନ୍ତି 😢 ମୁ ମଧ୍ୟ କାଲି ବଡଦାଣ୍ଡରେ ଦଳଚକଟା ରେ ଫସି ଯାଇଥିଲୀ।ମୋ ପାଖରେ ଜଣେ ବ୍ୟକ୍ତି ଙ୍କ ଜୀବନ ଚାଲିଗଲା ଏବ୍ଂ ଅନେକ ଲକ ଦଳଚକଟା ଭିତରେ ଚିଲଉ ଥିଲେ । ଏପରି ବିକଳ ଦୃଶ୍ୟ କେବେ ହେଇନଥିଲା । 😭😭 ଏହି ମୁହୁର୍ତ୍ତଟି ଏବେ ମଧ୍ୟ ମୁ ଭୁଲିପାରୁନୀ 🥺🙏⭕❗⭕🙏

  • @voiceon

    @voiceon

    Ай бұрын

    Saman situation mo saha bi ghatithila dala chakata bahut jor heiuthila bhaya bi laaguthae 😢

  • @BISWAJEETBEHERA

    @BISWAJEETBEHERA

    Ай бұрын

    Mu b 1st dina fasijaithili but Jaa maha Prabhu nka karuna ru jaldi bhidaru bahari asili au alpa dura hau hele darsan bhla re hela ..Jay Jagannath 🙏

  • @smrutirekhasamal6415

    @smrutirekhasamal6415

    Ай бұрын

    Mu bi thili aau kichhi min jadi Sethu na bahari parithanti mu bi 😭🙏 Jaga nka Krupa ru mu banchigali

  • @kanhasahoo6389

    @kanhasahoo6389

    Ай бұрын

    Jagannath kahichanti naa ete bhida re mo pakhaku asa. Fanka samaya re prabhu nku dekhile kn asibidha rahichi. Nijara bhul manasikata jogu nije danda paucha. Ethire kehi dayi nunhanti. Jay jagannath 🙏

  • @chittaranjanswain010
    @chittaranjanswain010Ай бұрын

    New government have lack of experience of working..

  • @_milu_creation
    @_milu_creationАй бұрын

    ନୂଆ ସରକାର🤵‍♂️ ଇଏ କେବେ ଜାଣିଥିଲେ ? ନାଁ ଜାଣିଛନ୍ତି ? ହୁଏତ ଆସନ୍ତା ବର୍ଷ ଜାଣିପାରନ୍ତି , ନିୟମ ନ ଜାଣିଥିବାରୁ ନୂଆ ସରକାର ସେଥିପାଇଁ ଅଘଟଣ ହେଲା ବୋଲି ମୁଁ ଆଶା କରୁଚି 😔ଚାରି ଦ୍ୱାର ଖୋଲି ବି ନୂଆ ସରକାର ବନ୍ଦ କଲେ ନିୟମ ପ୍ରଣାଳୀ ନ ଜାଣିଥିବା ସରକାର ଯଦି ସରକାର ହୁଅନ୍ତି ତାହାଲେ ଏମିତି ହୁଏ 😔 ଆସନ୍ତା ବର୍ଷକୁ ଯଦି ଟିକେ ଅଘୁଆ ମାସେ ପର ଠାରୁ ଟ୍ରେନିଙ୍ଗୀ ଦିଆହୁଏ ତାହାଲେ ଆଶା କରୁଚି କିଛିଟା ଶାନ୍ତି ଶୃଙ୍ଖଳା ହୋଇପାରିବ 👍 ବିଜେଡି ସରକାର ଥିଲା ବେଳେ କେଭେବି ଏମିତି ହୋଇ ନଥିଲା କାରଣ ବିଜେଡି ସରକାର ଶାନ୍ତି ଶୃଙ୍ଖଳା କୁ ବହୁତୁ ଭଲ ପାଏ ସେ ସବୁବେଳେ ଶାନ୍ତି ଶୃଙ୍ଖଳା ର ସହିତ ପବିତ୍ର ରଥ ଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରେ ଯାହାକି ଭକ୍ତ ମାନଙ୍କର କିଛି ବି ଅସୁବିଧା ହୋଇ ନଥାଏ 🙏ଏବର୍ଷ ପ୍ରଭୁ ଙ୍କୁ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଦେଖିନାଁହାନ୍ତି 😔କି ଟିଭିରେ ହେଉକି ଟେଲି ଫୋନ ରେ ହେଉ live ଟେଲିକାଷ୍ଟ ରେ ମହା ପ୍ରଭୁଙ୍କୁ ଦେଖି ହୋଇନି 😔 କାରଣ ରଥ ଉପରେ ଖାଲି ସେବକ ମାନେ ଦେଖା ଯାଉଥିଲେ ! ଯୋଉ ଭକ୍ତ ମାନେ ଅସୁବିଧାର ସାନ୍ମୁଖୀନ ହୋଇଛନ୍ତି କି ମୃତୁ ବରଣ କରିଛନ୍ତି ମୋର ସନ୍ଦେହ ନୂଆ ସରକାର ଯୋଉ ପୋଲିସ ମାନଙ୍କୁ ଯୋଉ ଦାଇତ୍ୱ ଦେଇଥିଲେ ସେମାନେ ଯୋଉ ଭଳି ଭାବରେ ଭକ୍ତଙ୍କୁ ପ୍ରହାର କରିଛନ୍ତି ତାଙ୍କ ପ୍ରହରରେ ଭକ୍ତ ମୃତୁ ବରଣ କରିଛନ୍ତି କୌଣସି ଦଳା ଦଳି ରେ ନୁହଁ 👍 ଯଦି ଆସନ୍ତା ବର୍ଷ ଯଦି ପୂର୍ବରୁ ନୂଆ ସରକାର ଟ୍ରେନିଙ୍ଗୀ କରନ୍ତେ ଲାଗୁଚି ହୋଇଥିବା ତ୍ରୁଟି ଆସନ୍ତା ବର୍ଷକୁ ଠିକ ହୋଇପାରିବ 👍ମୋର ଏତିକି ଅନୁରୋଧ ମୋ ବିରୋଧୀ ସରକାର ( ବିଜେପି ସରକାର )🙏 ଜୟ ଜଗନ୍ନାଥ 🙏

  • @Sirshree
    @SirshreeАй бұрын

    ଚୋର ପଣ୍ଡା ସେବାୟତ ମାନେ ଚୋର ସବୁ ଚୋର ଗୁଡ଼ାକ ଚୋର ସବୁ ଚୋର ଗୁଡ଼ାକ ଚୋର ସବୁ ଚୋର ଗୁଡ଼ାକ

  • @piyushrajkumar15

    @piyushrajkumar15

    Ай бұрын

    ଖାଲି ଚୋର ନୁହେଁ ହାରାମି ଗୁଡାକ ଭାବୁଛନ୍ତି ଜଗନ୍ନାଥ ତାଙ୍କ ବୋପା ସମ୍ପତ୍ତି. ଜଗା ତ ସବୁଠି ତେଣୁ କେହି ପୁରୀ ନ ଗଲେ ଏମାନଙ୍କ ରଙ୍ଗ ବେରଙ୍ଗ ହେଇଯିବ ଦାଦନ ଖଟିବାକୁ ତାମିଲନାଡୁ ଯିବେ

  • @vigyan657
    @vigyan657Ай бұрын

    New CM follows the step of Modi..Modi jemiti jaga pare jaga buluchhi aau desha ra karjya bhara prasanika officer chalauchhanti semiti Amara new CM khali jaga pare jaga buluchhi Khali lokanku misuchhi kintu taku kama Kariba tike bi Jana nahi...New CM has no experience...agaku aau kana kana hauchhi..

  • @ajaykumarbehera8752
    @ajaykumarbehera8752Ай бұрын

    ପଣ୍ଡା ସବୁ ଚୋର ମାନେ ସବୁ ତାଙ୍କର ଭୁଲୁ ସରକାର କର ଭୁଲୁ ନାହିଁ

  • @user-th3cl7cp9j
    @user-th3cl7cp9jАй бұрын

    ବିଜେପି ସରକାର

  • @SubhaPradhan-lf7bz
    @SubhaPradhan-lf7bzАй бұрын

    ଅନ୍ଧ ଭକ୍ତ କହିବେ ନବୀନ ବାବୁ ଦାଈ . ଆପଣ ମାନେ ଖୁସି ତ 🙏🙏🙏🙏

  • @user-dk4pq2nn6z
    @user-dk4pq2nn6zАй бұрын

    Ratha upare jau panda babu mane rahuchanti kichi dekha jaunahanti.mahabhu ko

  • @rahulkumarmohanty3094
    @rahulkumarmohanty3094Ай бұрын

    Jay Jagannath ❤

  • @niranjanparida7400
    @niranjanparida7400Ай бұрын

    Ratha Yatra re police nahi SPG comando bulao Jai Jagannath 🙏🙏

  • @qi82
    @qi82Ай бұрын

    He ram he jagannatha

  • @sameerjena356
    @sameerjena356Ай бұрын

    Otv is right ❤

  • @achyutbag4614
    @achyutbag4614Ай бұрын

    Bahut badhia eaama nua sarkar

  • @ashishcreation194
    @ashishcreation194Ай бұрын

    I'm christian but I'm believe in jagannath ❤

  • @MuVloggerk
    @MuVloggerkАй бұрын

    ମହା ପ୍ରଭୁଙ୍କୁ ହୃଦୟ ରୁ ଦେଖନ୍ତୁ,, ଠେଲl ପେଲା ହେଇକି ଦେଖନ୍ତୁ ନାହିଁ, କି ଏମିତି ସେବlବି କରନ୍ତୁ ନାହି , ଜେଉ ଠାରେ ଶାନ୍ତି ନାହିଁ , (ଗହଳିରେ ଆଉ thela ପେଲାରେ ପ୍ରଭୁ ଯୀଶୁ କାହାକୁ ବି ଦେଖା ଦିଅନ୍ତି ନାହିଁ,,, ହୃଦୟରୁ ବିଶ୍ଵାସ ଆଉ ପ୍ରାର୍ଥନା ଦ୍ୱାରା ଦେଖା ଦିଅନ୍ତି.... ଅମେନ୍

  • @Madangond-nd3dv
    @Madangond-nd3dvАй бұрын

    Jay Shree Jagannat Bagwan Jay Shree Sita Ram

  • @user-xr9xx4qx6s
    @user-xr9xx4qx6sАй бұрын

    Rathare kam sebayat rakhiba abasyaka

  • @JulieSethi388
    @JulieSethi388Ай бұрын

    ନୂଆ ସରକାର ଙ୍କ କାର୍ଯ୍ୟ ପ୍ରଣାଳୀ ସଠିକ ନୁହଁ। ବିଜେଡି ସରକାର ଥିଲା ବେଳେ ଏମିତି ହେଉ ନଥିଲା। ଏବେ ନୂଆ ସରକାର ଆସୁ ଆସୁ ଏତେ ସବୁ ପାଲା ହେଲାଣି 🙂🙂 ଲୋକ ଙ୍କୁ ପରିବର୍ତ୍ତନ ଦରକାର ଥିଲା, ପରିବର୍ତ୍ତନ ହଉଛି ଏବେ ଅଭିଯୋଗ କଣ ପାଇଁ କରୁଛ 🙂

  • @DhanurjayPujari-bf7my

    @DhanurjayPujari-bf7my

    Ай бұрын

    You are right bro

  • @somyaranjanbala2432
    @somyaranjanbala2432Ай бұрын

    jay jaganath 🚩🙏🏻🙏🏻🙏🏻🙏🏻🙏🏻🕉️

  • @odishaweather4711
    @odishaweather4711Ай бұрын

    Jai Jagannath swami Nayan patha gami vaba tume 😢🙏

  • @aswinisamantaray1271
    @aswinisamantaray1271Ай бұрын

    VIP status

  • @mrjiten778
    @mrjiten778Ай бұрын

    Jay jagannath

  • @DeepakkumarBehera-zl7vt
    @DeepakkumarBehera-zl7vtАй бұрын

    Jay jagannath ❤❤

  • @debendralenka6470
    @debendralenka6470Ай бұрын

    Kichhi haEni 5 year achhi wite kara

  • @debananda07
    @debananda07Ай бұрын

    Thik knowledge nathile byabostha thik haba kemiti

  • @kaliasahoo3045
    @kaliasahoo3045Ай бұрын

    Nija ghara loke jadi hoithiley aimiti kahithanta. Jay Jay🙏 jagannath🙏

  • @user-bu8iz4sb9k
    @user-bu8iz4sb9kАй бұрын

    Bala neta mane aramare jini janata mane maribe

  • @tapaspattanaik894
    @tapaspattanaik894Ай бұрын

    due to excess VIP

  • @vhhh668
    @vhhh668Ай бұрын

    ଯେତେକ ପଣ୍ଡା ସେବାୟତ ରଥରେ ଚଢିଛନ୍ତିସେମାନଙ୍କୁ ତଳକୁ ଖସେଇଦେଲ ଭକ୍ତମାନେ ପପ୍ରଭୂଙ୍କ ଦର୍ଶନ କରିପାରନ୍ତେଆଉରଥଭଲରେ ଚାଲନ୍ତା, ଜୟ ଜଗନ୍ନାଥ🙏🏻🙏🏻🙏🏻🙏🏻

  • @user-qo9nq6ve8b
    @user-qo9nq6ve8bАй бұрын

    Ratha upara thia haba sabaka nka sampuna bhulu

  • @narayanjakasika7237
    @narayanjakasika7237Ай бұрын

    ଜୟ ଜଗନ୍ନାଥ

  • @ashwinissahuofficially1177
    @ashwinissahuofficially1177Ай бұрын

    🙏🙏🙏

  • @CheerfulBakedBread-su4gi
    @CheerfulBakedBread-su4giАй бұрын

    ରଥଯାତ୍ରା rea ପୁରି ଛାଡି ବାହର ଳୋକ ଅ!ସେବାକୁ ଦେବା କଥା ନୁହେଁ

  • @jpradhan2140
    @jpradhan2140Ай бұрын

    ଅଣ ସେବାୟତ ବେସରେ ରଥ ଉପରେ ଲୋକଙ୍କୁ ଆଉ ନିଅ

  • @user-gv4mh8xh2t
    @user-gv4mh8xh2tАй бұрын

    ନୁଆ ସରକାର ନୁଆ ଘଟଣା

  • @KailashChandraPatra-mt3fs
    @KailashChandraPatra-mt3fsАй бұрын

    Mu ta mari jaithilini alpake ban chili hey god

  • @jyotiprakashsasmal9110
    @jyotiprakashsasmal9110Ай бұрын

    Sebayata mane lokonku Rotho pakhoku daki neuchonti .seita ku control korajau.

  • @gyanaranjansahoo6551
    @gyanaranjansahoo6551Ай бұрын

    Are bhai seita bhul katha Jia b sarkar asile kn kariba j .

  • @ManoranjanBarik-fq2jh
    @ManoranjanBarik-fq2jhАй бұрын

    3:38 ଛୋଟ ମୋଟ ଜିନିଷ ଗୋଟା ଲୋକର ଜୀବନ ପଳେଇଗଲା ଛୋଟ ମୋଟ ଦିନିଷ

  • @soubhagyaranjanmohanty3667
    @soubhagyaranjanmohanty3667Ай бұрын

    ସରକାର ଏଥିପ୍ରତି ଦୃଷ୍ଟି ଦେବା ଦରକାର.....

  • @user-dx2zj5jh7v
    @user-dx2zj5jh7vАй бұрын

    Ratha aghatana pain sankarachary dai

  • @joshnachhura5373
    @joshnachhura5373Ай бұрын

    Yeh sarkar bhangiba kahinki naa tanka kaunsi kama thik re karunahanti samaste dukhre nua sarkar nua kama

  • @sushilkumarkickboxer8569
    @sushilkumarkickboxer8569Ай бұрын

    Population Jothi Sethi Accident Problems ECT Hoba it's 💯 % Garanti

  • @allodisha3021
    @allodisha3021Ай бұрын

    Kamani esabu panda mane kn pani rathare basu chanti jetiki rool setiki basantu

  • @MalayBehera-xn8bx
    @MalayBehera-xn8bxАй бұрын

    Sarakara

  • @chikucreation943
    @chikucreation943Ай бұрын

    ଦିତୀୟ ଦିନରେ ବି ମାଳ ମାଳ ଅବ୍ୟବସ୍ଥା

  • @learnwithbini6060
    @learnwithbini6060Ай бұрын

    Bhagban nku neiki rajneeti karuchnti boli emti houchi...

  • @pradeepbiswal8217
    @pradeepbiswal8217Ай бұрын

    ବାଳ ଖବର

  • @user-qo9nq6ve8b
    @user-qo9nq6ve8bАй бұрын

    Bjp sara kara sampuna bhulu

  • @odishastylecooking3949

    @odishastylecooking3949

    Ай бұрын

    Are bhai tama tanti re ebe bi bjp kanta lagichi ea kebala bhida adhika jogu ama ghara pakha nemala bata nka pakhare bi athara adhika loka jogu bhida asambhla hei jai thila kehi loka bi police nka Katha Manu nathile police Sina 1-2 jana nku roki paribe lakhe lakhe loka nku kemiti ata kaibe ame kebala bjp ku dosha dele habani public nka upare damand

  • @smohanty3507
    @smohanty3507Ай бұрын

    ratha tani baku samastankara iccha...sabu bhaktankara jadi gotie iccha gotie jagare aau gotie samaya re heba..ta hele emiti haba...bheeda re ratha taniba aau dala chakatahele prasasana ra sabu bhul.. ratha daudi tanidele khali papa dura hei jiba..

  • @chandrashekharbehera234
    @chandrashekharbehera234Ай бұрын

    ନାଇଁ ମ ଏଥିପାଇଁ ନିଶ୍ଚିତ ଭାବେ BJD ବାଲା ହିଁ ଦାୟୀ 😅😅

  • @Balasoreexpress123

    @Balasoreexpress123

    Ай бұрын

    Sure 😅😅😅😅😅😅😅😅😅😅

  • @sarupabrek3343
    @sarupabrek3343Ай бұрын

    ମୁ ବି ଥରେ ଦୌଡ଼ି ଥିଲି

  • @BharatiSahoo-lj5fl
    @BharatiSahoo-lj5flАй бұрын

    Nabeen period re emiti hei nathila

  • @mahaktv7760
    @mahaktv7760Ай бұрын

    ହେ ମହା ବାହୁ ତୋ ବଡଦାଣ୍ଡେ ଜୀବନ ଯାଉ କହିବା ପୁଣି ପଚାରିବା କାହିଁକି ଗଳା

  • @babullcreation
    @babullcreationАй бұрын

    Sabu dosaa odisha government au shri Mandira prasasan raa.. Khali bada bada stage upare basigale habani....

  • @UpendraNaik-et6lt
    @UpendraNaik-et6ltАй бұрын

    ❤❤❤❤

  • @user-ik9ef2fc1n
    @user-ik9ef2fc1nАй бұрын

    ସେବାୟତ ପକା ଗଲୁଆ

  • @satyabratatripathy3051
    @satyabratatripathy3051Ай бұрын

    Less Experience

  • @bs5503
    @bs5503Ай бұрын

    ତୁମ bjp sarakar ଙ୍କୁ ପଚାରୁ ନ ଓଟିଭି ବା ଲା

  • @manojjena7608
    @manojjena7608Ай бұрын

    Ratha parichalana thik nathila .....sethi pain amiti ghatila

  • @chittaranjanswain010
    @chittaranjanswain010Ай бұрын

    It's Mohan govt successfully story

  • @DevasishRout
    @DevasishRoutАй бұрын

    Samaste ninja ninja dosa chadauchanti , bhul kehi manibeni , ratha upare kebala tanka adhikar achi semane basibe , loka bhagwan nku dekhiba Ku asichanti ta emanaku..

  • @jitu..mamuni7530
    @jitu..mamuni7530Ай бұрын

    ନବୀନ ସରକାର ହେଇଛନ୍ତି କି

  • @user-ob2ui6tc6k
    @user-ob2ui6tc6kАй бұрын

    50 noho 500 sebayat

  • @DyydSheh
    @DyydShehАй бұрын

    Nua...Prasasana...SabuNua😂😂😂

  • @dibyendunayak8072
    @dibyendunayak8072Ай бұрын

    ଏବେ bjd ଥିଲେ otv ଖାଲି ସରକାରଙ୍କୁ ଦୋଷ ଦେଇଥାନ୍ତା 😂😂😂

  • @aswinisamantaray1271
    @aswinisamantaray1271Ай бұрын

    Shame

  • @sandeepdas2692
    @sandeepdas2692Ай бұрын

    Modi ki gara ti new govt 😢odisha 😂😂 So sad😢😢 ❤❤Only navain babu❤

  • @abhishekjena5201
    @abhishekjena5201Ай бұрын

    Majhi babu is inefficient

  • @anilpaital6790
    @anilpaital6790Ай бұрын

    Otv godi media Setebele Bjd government kudai karuthila Abe overcrowded hela 😂😂😂😂

  • @kirn4297
    @kirn4297Ай бұрын

    Ye paanda maanon kara paap bhadi laani

  • @rmvideos.
    @rmvideos.Ай бұрын

    କେତେ ଜଣଙ୍କ ମୁଣ୍ଡ ଗଲେ ଚେତିବ ତୁମେମାନେ

  • @cdvlogs533
    @cdvlogs533Ай бұрын

    Nua sarkar nua niyama 😂sambhala

  • @mukeshpradhan5063
    @mukeshpradhan5063Ай бұрын

    Otv bala tike Tama sarkarnku kuha

  • @kumargourab1504
    @kumargourab1504Ай бұрын

    Sabu niama gala kuade

  • @shaktiprasad5897
    @shaktiprasad5897Ай бұрын

    Sabu pandian ra bhul 😂

  • @user-rw8sn5lk6j
    @user-rw8sn5lk6jАй бұрын

    Common people are unable to get the chance to see the lord Jagannath,even though they are coming from long away and facing a lot of problems but our VIPs take full fun of it they don't know only for them how many actual devotees get sided by the police or by some other forces.... If you really come to see the lord then , came like a common people...

  • @amazingodisha420
    @amazingodisha420Ай бұрын

    Mohan majhi ebe kuade gala

  • @user-iz8ok7ms9j
    @user-iz8ok7ms9jАй бұрын

    Chhi chhi lajya ,news TV re asiba pain muhan dekheiba pain ,dura dura ru asuthiba bhakta tini thakuranku na dekhi kandi kandi pheru chhanti gharaku

  • @dillipkumarsahoo4823
    @dillipkumarsahoo4823Ай бұрын

    BJP GOVT pain. Ebhali .

  • @simplehuman7127
    @simplehuman7127Ай бұрын

    Sabu kichi bekar kama hauchi puri re

  • @JharnaBhoi
    @JharnaBhoiАй бұрын

    Sabu bhul panda manker

  • @DeepakkumarBehera-zl7vt
    @DeepakkumarBehera-zl7vtАй бұрын

    Jay bjd

  • @rupeshpatel4768
    @rupeshpatel4768Ай бұрын

    Double engine sarakar jai modi😂

  • @swarupmishra5318
    @swarupmishra5318Ай бұрын

    Chi chii bjp govt

  • @nayakspprnayak3940
    @nayakspprnayak3940Ай бұрын

    Bjd govt

  • @sarojdas3297
    @sarojdas3297Ай бұрын

    Bjp sarkar achhi,kichi bi huipare...

  • @onlyforlove967
    @onlyforlove967Ай бұрын

    Bjp sarakara dai bjp hatao odisha bachao

  • @abhirampatnaik530
    @abhirampatnaik530Ай бұрын

    Bangali loka pai nata

  • @krishnasethy8533
    @krishnasethy8533Ай бұрын

    Au 4 barsha vhogiba BJP thiba jay

  • @rajeshofficialnk4709
    @rajeshofficialnk4709Ай бұрын

    Welcome to new BJP government 😂😂😂😂😂😂😂

  • @Badalkumardas-kc1qw
    @Badalkumardas-kc1qwАй бұрын

    Bjd ra chal

  • @mukeshpradhan5063
    @mukeshpradhan5063Ай бұрын

    Bjp sarkar 😂😂😂

Келесі