News Point: Feasibility Of Alcohol Ban In Odisha | Separating Hype From Reality

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #OdishaNews #IndiaNews

Пікірлер: 1 500

  • @maheswetamohanty8695
    @maheswetamohanty869529 күн бұрын

    ମଦ ଖାଲି ନୁହେଁ ସବୁ ‌ନିଶା ବନ୍ଦ ହେବା ଦରକାର ଓଡ଼ିଶା ରୁ❤

  • @laxmipriyaswain163

    @laxmipriyaswain163

    23 күн бұрын

    Right

  • @reverendkafka4178

    @reverendkafka4178

    23 күн бұрын

    Haba dhire dhire. Wait

  • @SusantaSesa
    @SusantaSesa29 күн бұрын

    ମଦ ବନ୍ଦ ହେବା ଦରକାର କାହିଁକି ନା 1-ମଦ ପିଇକି ବହୁତ ଲୋକ ଖରାପ ହେଉଛନ୍ତି ଆଉ ବହୁତ ଘରେ ଝଗଡା ହେଉଛି 2-ମଦ ପିଇକି ଗାଡି ଧକା ହେଉଛି ଅଧିକ

  • @SoumyaRanjan250

    @SoumyaRanjan250

    29 күн бұрын

    1st point ta sata katha

  • @skshitish

    @skshitish

    29 күн бұрын

    ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ

  • @skshitish

    @skshitish

    29 күн бұрын

    ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ

  • @sscreationtv8711

    @sscreationtv8711

    29 күн бұрын

    ​@@skshitish sie bi bandha haba wait kara... Good decision by cm

  • @keshabnayak5755

    @keshabnayak5755

    25 күн бұрын

    Tu ki bhala kamata karuchiki

  • @Sudhansuhappy06
    @Sudhansuhappy0627 күн бұрын

    ଦୟାକରି, ମଦ, ଭାଙ୍ଗ, ଏ ସବୁ ନିଶା ଦ୍ରବ୍ୟ କୁ ଓଡ଼ିଶା ରୁ ବନ୍ଦ୍ କରିବା ବହୁତ୍ ଜରୁରୀ।।।।।

  • @laxmipriyaswain163

    @laxmipriyaswain163

    23 күн бұрын

    Sarkar kichhei kariparibani amite kahijanichanti

  • @BiswaHena-e9f
    @BiswaHena-e9f23 күн бұрын

    ବହୁତ୍ ଭଲ ଜୋଯନା ଧନ୍ୟବାଦ❤❤

  • @mmnewsodia
    @mmnewsodia29 күн бұрын

    ମ - ମରିବ ଆଉ ମାରିବ ଦ - ଦରିଦ୍ର ହେବ ଏବଂ ଦଙ୍ଗା ସୃଷ୍ଟି କରିବ ୧- ମଦ ବନ୍ଦ ହେଲେ ଦୁର୍ଘଟଣା କମିବ ୨- ମଦ ବନ୍ଦ ହେଲେ ପରିବାର ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା କମିବ ୩-ସ୍ୱାସ୍ଥ୍ୟବି ବହୁତ ଭଲ ରହିବ ୪- ଗରିବ କମିବ ଆମ ଦେଶ ଏବଂ ଆମ ରାଜ୍ୟରେ ଅର୍ଥନୀତି ବଢିବ

  • @user-kg1db9om9j

    @user-kg1db9om9j

    26 күн бұрын

    Right sir

  • @subratsahu8619

    @subratsahu8619

    25 күн бұрын

    Yes

  • @hema4091

    @hema4091

    25 күн бұрын

    Yes

  • @chitrasenbehera7023

    @chitrasenbehera7023

    25 күн бұрын

    मद वंद हेले अनेक महिला विधवा हेबारु वंचिजिवे । बेआईन कारोबार रो मुख्य अपराधी केबल पुलिस। देशरे पुलिस जोदि सचट नियम रे ड्यूटी करे ताहाहेले देशर उन्नति कु केहि रोखि पारिवेनि ।निशा मुक्त आईन लागु हेले देश रे अनेक अपमृतु कमिजिव, अनेक परिवार रे खुशी ओ संपद आसिजिव। लोके सवु क्षेत्र रे आगकु बढिवे, हिंसा कमिजिव देश रे उन्नति आसिजिव ।

  • @TutuBehera-u5h

    @TutuBehera-u5h

    25 күн бұрын

    Yes

  • @ARUNPADHAN-g9c
    @ARUNPADHAN-g9c29 күн бұрын

    ଓଡିଶାରେ ମଦ ବନ୍ଦ ହେବା ଦରକାର

  • @liteshkumar2496
    @liteshkumar249629 күн бұрын

    ଅତିଶୀଘ୍ର ଓଡିଶା ରେ ସବୁ ପ୍ରକାର ନିଶା ଜିନିଷ ବନ୍ଦ ହେଉ 🙏

  • @sailendupanda2027
    @sailendupanda202729 күн бұрын

    ଶୀଘ୍ର ବନ୍ଦ ହଉ ମୋର ଅନୁରୋଧ ସରକାର କୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @tarunkumarsingh675
    @tarunkumarsingh67529 күн бұрын

    ଯେଉଁ ଲୋକ ମାନେ ଦେଶୀ ମଦ ପ୍ରସ୍ତୁତ କରିବ ସେହି ଲୋକ ମାନଙ୍କୁ । ପୋଲିସ ଧରି ଲେ ସେମାନଙ୍କୁ ପାଞ୍ଚ ଲକ୍ଷ ଜରିମାନା ଏବଂ ତିନି ବର୍ଷ ଜେଲ ଦଣ୍ଡ ଦିଅନ୍ତୁ ସରକାର ।

  • @ramchandragond1891

    @ramchandragond1891

    23 күн бұрын

    First mada bhati banda kara

  • @ashokkumarpal596
    @ashokkumarpal59629 күн бұрын

    ସରକାର ଯଦି ଚୋରା ମଦ କୁ ସମ୍ପୂର୍ଣ ବନ୍ଦ କରିପାରିବେ ତେବେ ମଦ ବନ୍ଦ କରିବା ଉଚିତ .

  • @dhananjaysahoo4579

    @dhananjaysahoo4579

    29 күн бұрын

    BJD ସେତିକି ତ କରୁ ନ ଥିଲା

  • @Yzx.869

    @Yzx.869

    29 күн бұрын

    ​@@dhananjaysahoo4579ଏଠି bjd /bjp ର ପ୍ରଶ୍ନ ଉଠୁନି। ଯଦି bjp ଭଲ ତାହେଲେ ଦେଶରୁ ମଦ ବନ୍ଦ କରି ଦେଇ ନାହାଁନ୍ତି।

  • @skshitish

    @skshitish

    29 күн бұрын

    ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ

  • @user-cd6nc6qw5g

    @user-cd6nc6qw5g

    29 күн бұрын

    Mada ta chora kemiti hela taku ta garment sikruti dela chora kemiti hela tike bujha be maduaa

  • @satyanarayanpanda2461

    @satyanarayanpanda2461

    29 күн бұрын

    @@user-cd6nc6qw5g are bhai tu nije gorment spelling vul lekhuchu aau bjhibaku kahuchu , se chora ,mada bole desi mada katha kahuchi aau jou mada black re bikri hauchi taku kahuchi

  • @BiswaHena-e9f
    @BiswaHena-e9f23 күн бұрын

    ବହୁତ୍ ଭଲ ଜୋଯନା ଧନ୍ୟବାଦ

  • @gkmasteruday
    @gkmasteruday29 күн бұрын

    ନିଶ୍ଚୟ ବନ୍ଦ ହେବା ଦରକାର

  • @tafikmohanty1138
    @tafikmohanty113829 күн бұрын

    ଓଡ଼ିଶା ରେ ମଦ ବନ୍ଦ ହେବ ଦରକାର

  • @priyabratabhol2287

    @priyabratabhol2287

    29 күн бұрын

    Balana 😂😂😂😂

  • @skshitish

    @skshitish

    29 күн бұрын

    ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ

  • @Manojbagsingh
    @Manojbagsingh29 күн бұрын

    ମଦ ଆମ ଓଡିଶା ର ବିକାଶ କରେଇ ଦେବନାହିଁ ହେଲେ ପିଲାମାନେ ଶେଷରେ ମାଫିଆ ଵନିଯିବେ

  • @skshitish

    @skshitish

    29 күн бұрын

    ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ

  • @HappyMajhimo

    @HappyMajhimo

    28 күн бұрын

    Ma geha kn kohucchu be ma geha

  • @tulunayak9351
    @tulunayak935129 күн бұрын

    ଓଡ଼ିଶାରେ ମଦ ବନ୍ଦ କରିବା ଦରକାର

  • @LBARIKLBARIK
    @LBARIKLBARIK29 күн бұрын

    ମଦ ଜଦି ବନ୍ଦ କରାଯାଉଛି. ପୁରା ବନ୍ଦ କରାଯାଉ.. ଓଡିଶା ନିଶା ଦ୍ରବ୍ୟ ରାଜ୍ୟ ହୋଉ ....

  • @u.kgodblessyou742
    @u.kgodblessyou74229 күн бұрын

    ମଦ ବନ୍ଦ କରାଯାଉ Sir.. ବହୁତ ଭଲ ହେବ ଆମ ରାଜ୍ୟ ପାଇଁ..

  • @SoumyaRanjan250
    @SoumyaRanjan25029 күн бұрын

    ଜଲଦୀ ବନ୍ଦ ହେବା ଦରକାର, କାରଣ ବହୁତ ପରିବାରରେ ଝଗଡ଼ା ହେଉଛି ମଦ ପିଏବାରୁ, ମଦ ନିଶାରେ ଏମିତି ଅଭ୍ୟାସ ହୋଇଯାଉଛନ୍ତି ଯା କି ଦେହ ଖରାପ ହେଲା ପରେ ପି ଡକ୍ଟର ମନା କଲା ପରେ ବି ଲୋକ ମେଡ଼ିସିନ୍ ସାଙ୍ଗରେ ମଦ କୁ ପିଉଛନ୍ତି, ଯା ଫଳରେ ବେଶୀ ଅସୁବିଧା ହଉଚି

  • @jogendranayak8164

    @jogendranayak8164

    29 күн бұрын

    @soumyranja babu Aau ganjei @pauder

  • @SoumyaRanjan250

    @SoumyaRanjan250

    29 күн бұрын

    @@jogendranayak8164bhai jete sabu nisa jinisa achi ban hele bhala,bcz gote loka tara parisramika masaku paiba ta ghare he se paisa rahiba,au ete money ra asubidha habani gote family re

  • @AbhilashNayak-yw1ge

    @AbhilashNayak-yw1ge

    29 күн бұрын

    Right

  • @manisankarofficial3873

    @manisankarofficial3873

    27 күн бұрын

    Morontu

  • @atozkirtanvideo
    @atozkirtanvideo28 күн бұрын

    ମଦ ଓଡିଶାରେ ବନ୍ଦ ହୋଇଗଲେ. ମୁଁ ଯାଇକି ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଭୋଗ କରିବି କାହିଁକିନା ମୋ ଭାଇ ବେକାର ହୋଇଗଲା

  • @ghanashyampatra6914
    @ghanashyampatra691429 күн бұрын

    ଭାଇମାନେ ଆପଣ ମାନେ ବିଶ୍ୱାସ କରିପାରିବେନି ସ୍କୁଲ ଯିବା ପିଲାମାନେ ଓ 18 Age ରୁ କମ ପିଲାମାନେ ମଦ ପିଉଛନ୍ତି ଠିକ କଥା ଜଲ୍ଦି ଆମ ODISHA ରେ ମଦ ବନ୍ଦ ହେବା ଦରକାର Thanku ODISHA Goverment 🙏🙏🙏🙏

  • @binodkumar-px7ld
    @binodkumar-px7ld29 күн бұрын

    ମଦ ବନ୍ଦହେଲେ ବହୁତ୍ ଭଲ ସାର୍

  • @prakash35b
    @prakash35b29 күн бұрын

    ବହୁତ ଭଲ କଥା

  • @Tejaan_simranDehury
    @Tejaan_simranDehury22 күн бұрын

    ସବୁ ବନ୍ଦ କରାଯାଉ ମଦ ଗଞ୍ଜେଇ ସିଗାରେଟ ସଫଲ ତମାଖୁ ବି ବନ୍ଦ କରାଯାଉ ବହୁତ୍ ଭଲ ହେବ❤❤❤❤

  • @gourangaseth8025
    @gourangaseth802527 күн бұрын

    ମଦ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଉ ଏହା ଅଧିକ ସଂଖ୍ୟକ ଲୋକ ତଥା ପରିବାରର ପରିପୋଷଣ କୁ ନଷ୍ଟ କରୁଛି।

  • @yudhistirbabul8491
    @yudhistirbabul849129 күн бұрын

    ମୁଁ ହେଲି ଘୋଡ଼ା ମଦୁଆ ମୋର ଦିନ ଆରମ୍ଭ ମଦ ରେ ଦିନ ଶେଷ ମଦ ରେ କିନ୍ତୁ ମାଡ଼ି ଯଦି ଓଡ଼ିଶାରେ ବନ୍ଦ ହେବ ମୋ ପରିବାର ବହୁତ ଖୁସି ହେବେ ।

  • @REALHEROJEETRAJFITNESS

    @REALHEROJEETRAJFITNESS

    26 күн бұрын

    Marij

  • @pravatdehuri7032

    @pravatdehuri7032

    23 күн бұрын

    ବହୁତ ଭଲ ଭାଇ.....

  • @REALHEROJEETRAJFITNESS

    @REALHEROJEETRAJFITNESS

    23 күн бұрын

    @@yudhistirbabul8491 Abe masgiha ssmnare pad hanakhaibu aji tuwait Karl taghare padok hanibinmasgihata bouki besiata bou ku Mo bopa bhadare gehinthila 2rati

  • @REALHEROJEETRAJFITNESS

    @REALHEROJEETRAJFITNESS

    23 күн бұрын

    @@yudhistirbabul8491 ta bhauniku aji bhadare nebi

  • @REALHEROJEETRAJFITNESS

    @REALHEROJEETRAJFITNESS

    23 күн бұрын

    @@yudhistirbabul8491 ta maiksna petare Mo bandabijara Chhua achhi

  • @merimaasachinrout9733
    @merimaasachinrout973329 күн бұрын

    ଓଡ଼ିଶାରେ ଯଦି ମଦ ବନ୍ଦ ହୁଏ ।ଚୋରା ମଦ ର କାରବାର ହବ ଆଉ ଦେଇ ମଦ କାରବାର ହବ ।। କାରଣ ଗୁଜୁରାଟ ରେ ମଦ ବନ୍ଦ ଅଛି କିନ୍ତୁ ଚୋରା ମଦ ଚାଲୁଛି l ଆଉ ଦେଇସି ମଦ ଖୁଲମ୍ ଖୁଲା ବିକ୍ରି ହଉଚି । ଯଦି ସରକାର ମଦ ବନ୍ଦ କରିବେ ଚୋରା ମଦ ଆଉ ଦେଶୀ ମଦ ବନ୍ଦ କରିପାରିବେ ଭଲ କଥା ନହେଲେ କିଛି ଫାଇଦା ନାହିଁ ଚୋରା ମଦ ଅଧିକ ପଇସାରେ ବିକ୍ରି କରିବେ

  • @SRpradhan8179
    @SRpradhan817927 күн бұрын

    ମଦ ବନ୍ଦ ହେବା ଦରକାର ? ସ୍କୁଲ ପିଲା ବହୁତ ଖରାଫ ରାସ୍ତାରେ ଯାଉଛନ୍ତି 👍👍👍🙏

  • @premanandamallik3546
    @premanandamallik354629 күн бұрын

    ମଦବଦହେଉ କାରଖାନା ଓ କମ୍ପାନୀ ଖୋଲାଜାଉ ବେକାରୀହଟିବ ମଦୁଆ ବଚିବ ଓଡ଼ିଶା ହଶିବ

  • @user-gv4mh8xh2t
    @user-gv4mh8xh2t29 күн бұрын

    ମଦ ବନ୍ଦ ହେବା ଦରକାର

  • @jayramsahoo1032
    @jayramsahoo103229 күн бұрын

    ମଦ ବନ୍ଦ ହେବା ଦରକାର ୧. ମଦ ପିଇ ମୃତ, ବଳାତ୍କାର , ନାରୀ ନିର୍ଯ୍ୟାତନା,ଯୁବ ସମାଜ ନିମ୍ନଗାମୀ ଆଡ଼କୁ ଗତି କରୁଛି। ଏଣୁ ନୂତନ ସରକାରଙ୍କ ପାଖରେ ଆମ ଯୁବ ସମାଜ ଙ୍କର ଅନୁରୋଧ କି ମଦ ବନ୍ଦ କରାଯାଉ ଆଉ ଆମ ଓଡ଼ିଶା କୁ ନୂତନ କରି ଗଢାଯାଉ ।

  • @SKeducation2839
    @SKeducation283929 күн бұрын

    ସମସ୍ତ ପ୍ରକାରର ମଦ ବନ୍ଦ କରିବାର ନିଷ୍ପତି ନେବା ଦରକାର l ଦେଶୀ ହେଉ କି ବିଦେଶୀ l ଓଡ଼ିଶା କୁ ଦେବ ଭୂମି କୁହାଯାଏ l ଏହି ମଦ ଲାଗି ଏହି ପବିତ୍ରୀ ଭୂମି ର ପରିବେଶ ତଥା ପରିବାର ନଷ୍ଟ ହେଉଛନ୍ତି l ମଦ ପାଇଁ ଭାବିବା ଦରକାର ଅଛି l🙏

  • @rajendrareddy7334

    @rajendrareddy7334

    24 күн бұрын

    ❤it is written by the Bible according to your valuable words. Thanks 👍

  • @rajatbadamajhi960
    @rajatbadamajhi96027 күн бұрын

    ଓଡିଶା ରେ ମଦ ବନ୍ଦ କରିପାରିଲେ ସରକାର ଙ୍କୁ ଅଶେଷ ଅଶେଷ ଧନ୍ୟବାଦ

  • @adaityakumarsahu8061
    @adaityakumarsahu806129 күн бұрын

    ବନ୍ଦ୍ ହୋଇଗଲେ ଅତି ସୁନ୍ଦର୍ ହେବ

  • @surajjhodia8247
    @surajjhodia824729 күн бұрын

    ମଦ ସହ ବିଡ଼ି ସିଗାରେଟ୍ ଗୁଟକା ଇତ୍ୟାଦି ସବୁ ନିଶା ଦ୍ରବ୍ୟ ସବୁ ବନ୍ଦ ଦେଲେ ଭଲ ହୋଇଥାନ୍ତା।

  • @kunarout9284
    @kunarout928427 күн бұрын

    ସରକାର ମଦ ପିଛା ଛାଡ଼ି, ଯେଁଉ ମନକୁ ଧରି ଜେଲ ପଠାଇବା କଥା କରନ୍ତୁ, ଯେଁଉ ଥିରୁ କୋଟି କୋଟି ରାଜସ୍ବ ଯାଉଚି, ଜାଉ,କିନ୍ତୁ e ବାବଦରେ କଡ଼ା ସଚେତ କାର୍ଯ୍ୟ କ୍ରମ କରାଯାଉ , ନଚେତ ଏ ସରକାର ବଙ୍ଗୋପ ସାଗର ଗର୍ଭରେ ଲୀନ ହେବ ।

  • @drbishwal5408
    @drbishwal540828 күн бұрын

    Bahut bhala

  • @badalsinghhumble
    @badalsinghhumble29 күн бұрын

    Bahut Bhala

  • @bimalpradhan5623
    @bimalpradhan562329 күн бұрын

    ନିଶା ଦ୍ୱାରା 99ପ୍ରତିଶତ ସଡ଼କ ଦୁର୍ଘଟଣା ଘଟଣା ଘଟୁଛି,,,

  • @geetanjalikishan5517
    @geetanjalikishan551722 күн бұрын

    ମଦ ବନ୍ଦ ହେଲେ ଭଲ ଯେତେ ଶୀଘ୍ର ପାରୁଛନ୍ତି ଆମ ନୂଆଁ ସରକାର ସେତେ ଶୀଘ୍ର ବନ୍ଦ କରି ଦିଅନ୍ତୁ ମଦ ଯୋଗୁଁ କେହି ଖୁସି ରେ ରହି ପାରୁ ନାହିଁ ଯିଏ ପିଉ ଛି ସେ ତ ଖୁସି ରେ ଅଛି ଆଉ ଯିଏ ନ ପିଉଛି ସେ କାନ୍ଦି କାନ୍ଦି ମରୁଛି

  • @kumarprasantanayak5327
    @kumarprasantanayak532729 күн бұрын

    ଭଲ ହେବ

  • @rjsoy4432
    @rjsoy443229 күн бұрын

    ଯଥା ଶିଘ୍ର ବନ୍ଦ ହେବା ଜରୁରୀ❌🍹❌🚫 ମଦ ବନ୍ଦ ହେଲେ ରାଜ ନେତା ମାନେ Vote ସମୟ ରେ voter ମାନଙ୍କୁ ହିଁଶ୍ର କରି ପରିବେ ନି ଏହା ସମାଜ ଓ ଗଣତନ୍ତ୍ର ପାଇଁ ହିତ କାରକ ✅ 👍🙏🙏

  • @deepakkumarnaik885
    @deepakkumarnaik88529 күн бұрын

    Very nice 👍 decision govt of odisha.

  • @prafulladash748
    @prafulladash74827 күн бұрын

    ମଦ ଵନ୍ଦ ପାଇଁ ଅନେକ ବର୍ଷ ରୁ ଆନ୍ଦୋଳନ ଲୋକେ କରି ଆସୁଛନ୍ତି କିନ୍ତୁ ପ୍ରଶାସନ ନିରବ ଦ୍ରଷ୍ଟା ସାଜି ନିଜ ରାଜ କୋଷ ବୃଦ୍ଧି କରି ଚାଲିଥିଲେ ଆଉ ହଜାର ଲୋକ କଲ୍ୟାଣ ଯୋଜନା କରି ଲୋକ ଙ୍କ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଇ ଥିଲେ. ଲୋକେ ଯେବେଳେ ବୁଝିଗଲେ ଯେ ନିଁଶା ଯଦି ଓଡିଶାରୁ ବନ୍ଦ ନ ହେବ ତେବେ ହଜାର ଯୋଜନା ର ଫଳ ଶୂନ ଘର. କେବଳ ଭୋଟ ସମୟ କୁ ଅପେକ୍ଷା ଥିଲା.. ଯାହା ଘରେ ସାପ ପଶିବ ନିଁଶା ଖୋର ପାଇଁ ଭୁକ୍ଷେପ ନାହିଁ ବାକି ପରିବାର ଲୋକ ଙ୍କ ପାଇଁ କାଳ ରାତ୍ରି. ଦେଶ ମଧ୍ୟ ଏକାଦଶା ଆପଣ ମଦ ସପକ୍ଷ ରେ ଯାହା କହିଲେ ମୁ ଅନ୍ତର ସହ ଅସମ୍ମତି ପ୍ରକାଶ କରି ଛି ତେଣୁ ତାର ଅନିଷ୍ଟ କାରି ତାକୁ ପ୍ରାଧାନ୍ୟ ଦିଏ

  • @arunakumarkata6903
    @arunakumarkata690329 күн бұрын

    ମଦ ବନ୍ଦ ହେବା ଦରକାର ମଦ ଦ୍ୱାରା

  • @mahendratoppo311
    @mahendratoppo31129 күн бұрын

    ମଦ ବନ୍ଦ କରା ଯାଉ ଓଡ଼ିଶାରେ ଲୋକ ମାନେ ଖରାପ ହେଉଛନ୍ତି

  • @sarojkumarbehera6697
    @sarojkumarbehera669729 күн бұрын

    ମଦ ମୁକ୍ତ ଓଡ଼ିଶା👍👍👍👍

  • @banilkumar2156
    @banilkumar215629 күн бұрын

    ଭଲ (👌👍👍👍👍👍👍👏👏👏👏👌👍

  • @prasantamohanty1948
    @prasantamohanty194829 күн бұрын

    Bohut bhala

  • @Shree_910
    @Shree_91029 күн бұрын

    ମଦ ନମିଲେ ତ ବହୁତ ଭଲ ହବ😊

  • @khusirajalaxmidiptiexpress5041
    @khusirajalaxmidiptiexpress504129 күн бұрын

    ମଦୁଆରେ ଓଡିଶା ଏକ ନମ୍ବର ରହିବ ହେବ, sir ଯେମିତି ବାଖ୍ୟା ଆପଣ କରୁଛନ୍ତି ଲାଗୁଚି ରାଜ୍ୟରେ ମଦ ବନ୍ଦ ଶବ୍ଦ କହିବା ଭୁଲ....

  • @ODISHA-VOLG
    @ODISHA-VOLG29 күн бұрын

    ଭଲ.. ହୋବ

  • @learnwithfunb.k6091
    @learnwithfunb.k609129 күн бұрын

    Essey ଲେଖିଛ କୈ ହୋ ଆଜ୍ଞା।।

  • @bhagabandora1734
    @bhagabandora173429 күн бұрын

    Yes sir ମଦ ବନ୍ଦକରିବା ଧରକାର

  • @AmusedJapaneseMaples-rl1sv
    @AmusedJapaneseMaples-rl1sv29 күн бұрын

    ମଦ ବନ୍ଦ ହେଲେ ପରିବେଶ ଶୃଙ୍ଖଳିତ ରହିବ 😊😊

  • @prasantakumarsinging9124
    @prasantakumarsinging912426 күн бұрын

    ମଦ ସହିତ ସମସ୍ତ ନିଶା ଦ୍ରବ୍ୟ ବନ୍ଦ ହେବା ଦରକାର 👍

  • @sukantjena1984
    @sukantjena198428 күн бұрын

    ମଦ ବେପାର ବନ୍ଦ ହେବା ଦରକାର. ଗୁଟକା ବନ୍ଦ ହେବା ଦରକାର. କିନ୍ତୁ ଖିଲି ପାନ ବେପାର ବନ୍ଦ ନ ହେବା ଦରକାର...

  • @TXZM.ANU.
    @TXZM.ANU.29 күн бұрын

    ମଦ ବନ୍ଦ ହେଉ ଜଲଦି ଓଡିଶା ରେ

  • @skshitish

    @skshitish

    29 күн бұрын

    ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ

  • @sp.education1006
    @sp.education100629 күн бұрын

    ମଦ ଯଦି ସଂପୂର୍ଣ୍ଣ ରୂପେ ବନ୍ଦ ହେବ ତେବେ ଭଲ ହେବ, ନଚେତ୍ କୌଣସି ମୂଲ୍ୟ ନାହିଁ

  • @krushnamuduli3564
    @krushnamuduli356424 күн бұрын

    ପ୍ରତି ମାସକୁ ଥରେ ମଦ ମିଳିବା ଦରକାର ଆଉ ଜଣଙ୍କୁ କେବଳ ଦୁଇଟି ହିଁ ମିଳିବା ଦରକାର ସାର୍ ।

  • @ManojKumar-jf5rq
    @ManojKumar-jf5rq28 күн бұрын

    ମଦ ନିହାତି ବନ୍ଦ ହେବା କଥା

  • @nayak.creation1991
    @nayak.creation199129 күн бұрын

    ମଦ ବନ୍ଦ ହେବା ଉଚିତ୍ ତା ସାଙ୍ଗେ ସାଙ୍ଗେ ଦେଶୀ ଭାଟି ବି ବନ୍ଦ ହେବା ଦରକାର ତାପରେ ବି ଯେତେକ ନିଶା ଦ୍ରବ୍ୟ ସାମଗ୍ରୀ ଅଛି ଯଥା ଗଞ୍ଜାଇ ଚରସ ଡ୍ରଗ୍ସ ବ୍ରାଉନ ସୁଗାର ଏମିତି କି ଗୁଟଖା ସିଗାରେଟ ବି ବନ୍ଦ ହେବା ଦରକାର ଜୟ ଜଗନ୍ନାଥ 🙏🏻

  • @balakrishnamahapatra7211

    @balakrishnamahapatra7211

    29 күн бұрын

    Mu ekamata

  • @gyanaranjanbehera6401

    @gyanaranjanbehera6401

    29 күн бұрын

    Right 👍

  • @jayantimuduli4920

    @jayantimuduli4920

    29 күн бұрын

    Right 👍👍

  • @er.chaitanyaprasadmurmu6619

    @er.chaitanyaprasadmurmu6619

    29 күн бұрын

    Jagannath nkor erhire roll nahin porn and modo bond hue but again kichi din pore khola hue sabu rajyo ro record dekho bond kola pore mafia raaj bodhe tanku business dekha jaye underground re modo tiari hebo drugs khaibo bodhibo laka nkor mu kohuni olga state re record dekhuchi.

  • @chandramajhi8049

    @chandramajhi8049

    27 күн бұрын

    Right

  • @Jiten9382
    @Jiten938229 күн бұрын

    ବହୁତ ଭଲ ହେବ, ଓଡ଼ିଶାରେ ମଦ ବନ୍ଦ୍ ହେଲେ, very good decision of liquor 🥃 banned 🚫 take it to very seriously govt..of Odisha.. .....

  • @user-or3td6kx9x
    @user-or3td6kx9x23 күн бұрын

    ମଦ ବନ୍ଦ ହେଲେ କେତେ ଘରେ କଳି ଝଗଡ଼ା ବନ୍ଦ ହେବ ଏ ମଦ ପାଇ କେତେ ଲୋକଙ୍କ ଜୀବନ ଯାଉଚି ମୋ ପରିବାର ରେ ବି ଏମିତି କିଛି ହେଇଚି ଆଉ ମୁ ନିଜେ ଅନୁଭବ କରିଛି 😭ଦୟା କରି ମଦ ଆଉ ସବୁ ନିଶା ଜିନିଷ ବନ୍ଦ କରିଦିଅନ୍ତୁ 🙏🙏🙏🙏

  • @user-bb1ws8cz8x
    @user-bb1ws8cz8x28 күн бұрын

    बंद होना जरूरी है बंद होना जरूरी है दारू बंद होना जरूरी है

  • @abhimanyumohanta-dx9on
    @abhimanyumohanta-dx9on29 күн бұрын

    ମଦ ବନ୍ଦ ହେବା ନିହାତି ଦରକାର ମୋ family re mu nije ଭଗୁଛି mo tharu kehi adhika jani nathibe nihati ବନ୍ଦ ହେଉ

  • @oldisgold1379
    @oldisgold137929 күн бұрын

    👉ମଦ ବନ୍ଦ ହେବା ଦରକାର,, ରାଜସ୍ବ କମିଲେ କମୁ,,ମଦ ପାଇଁ ଲୋକଙ୍କୁ ମାରିବେ ନା କଣ । 👉ଆଉ ନା ହେଲେ ମଦ କେସ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

  • @dharitrirout2875
    @dharitrirout287524 күн бұрын

    ସବୁ ପ୍ରକାର ମଦ ବନ୍ଦ ହେବା ନିହାତି ଦରକାର , ବୋହୁତ ପରିବାର ନଷ୍ଟ ହେଇ ଯାଉଛି , କେହି ବି ଶାନ୍ତି ରେ ରହି ପାରୁ ନାହାଁନ୍ତି , plzzzz

  • @user-dt7lw1ni3y
    @user-dt7lw1ni3y28 күн бұрын

    ବହୁତ ଭଲ ❤❤❤

  • @subalkumarswain1457
    @subalkumarswain145729 күн бұрын

    ମଦ ବନ୍ଦ ହେଲେ ଓଡିଶା ରାମ ରାଜ୍ୟ ହୋଇଯିବ

  • @dukedibya
    @dukedibya29 күн бұрын

    Banned Liquor 🥃 All Over Odisha 💔

  • @deepakpingua2
    @deepakpingua223 күн бұрын

    ନିଆତି ବଦ ହେବା ଦରକାର ମଦ ଜୟ ଭାରତ

  • @confirmthechoice8149
    @confirmthechoice814929 күн бұрын

    ମଦ ବନ୍ଦ୍ ହେବ ନିଶ୍ଚିନ୍ତ

  • @khusirajalaxmidiptiexpress5041
    @khusirajalaxmidiptiexpress504129 күн бұрын

    ବହୁତ ବହୁତ ଭଲ ହେବ ଏତିକି ହେଲେ ଦରକାର

  • @lakhindrabhoi1244
    @lakhindrabhoi124429 күн бұрын

    ମଦ ବନ୍ଦହେଉ ସାର

  • @user-fo1fl9ub9e
    @user-fo1fl9ub9e29 күн бұрын

    It will not be possible to ban empty wineries, but it will be better if you also ban the wine of small-scale consumers.

  • @JituSamal-mb1ur
    @JituSamal-mb1ur24 күн бұрын

    Ok ❤

  • @RahulModi_
    @RahulModi_29 күн бұрын

    Into ଟା ଟିକେ casual ଥିଲା 😂😂😂

  • @purusottamdas2401
    @purusottamdas240129 күн бұрын

    ମଦ ବନ୍ଦ୍ ହେଲାପରେ drugs ଭଲ ବେପାର ହେବ। ସବୁ ଦୋକାନୀ ଗଞ୍ଜେଇ ରଖିବେ

  • @hemantasukri9117

    @hemantasukri9117

    29 күн бұрын

    Right

  • @Digitalromeovlogs
    @Digitalromeovlogs29 күн бұрын

    ଖାଲି କହିଦେଲେ ହବନି, କରିକି ଦେଖେଇବାକୁ ପଡ଼ିବ

  • @user-xi6ln5hc4q
    @user-xi6ln5hc4q24 күн бұрын

    Thank you sir mada badkar sir

  • @bimalpradhan5623
    @bimalpradhan562329 күн бұрын

    ମଦ, ଗଂଜେଇ, ପାଉଡର ସବୁ ବନ୍ଦ ହେଲେ ଭଲ ହେବ

  • @ganeshchalan5441
    @ganeshchalan544129 күн бұрын

    ମଦ ବନ୍ଦ ହେବା ଦରକାର,, ଅନେକ କାରଣ ଅଛି,,,

  • @niracreation
    @niracreation29 күн бұрын

    ଓଡ଼ିଶା ରେ ମଦ ମୁକ୍ତ ଅଞ୍ଚଳ ହେବା ଦରକାର

  • @ShreeKrishna276
    @ShreeKrishna27629 күн бұрын

    ମୁଁ ଏ news ରେ ଉତ୍ତର ରଖୁଛି ଯେ ମଦ ବନ୍ଦ ହେବା ଦରକାର କଣ ପାଇଁ। ୧- ଲୋକ ମାନେ ମଦ ପିଇ ସ୍ତ୍ରୀ ଙ୍କୁ ମାରପିଟ୍ କରନ୍ତି କିଛି ଲୋକ ୨- ବହୁତ୍ ଘର ଉଜୁଡ଼ି ଯାଉଚି ୩- ମଦ ବନ୍ଦ ହେଲେ ଏଲେଷ୍କନ୍ ରେ ବି କାହାରିକୁ ମଦ ଦେଇ ପାରିବେନି ୪- ଯୁବକ ମାନେ ମଦ ପାଇଁ ବେକାରୀ ହେଉଛନ୍ତି

  • @hemanthdhir6835

    @hemanthdhir6835

    29 күн бұрын

    Modo pi gadi chalai baru acdent heuchi

  • @skshitish

    @skshitish

    29 күн бұрын

    ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ

  • @PapuKisan-oq7gj
    @PapuKisan-oq7gj28 күн бұрын

    ଆରେ ସଭିଏ ଜାନୁଛନ ମଦ ଖରାପ କିନ୍ତୁ ପିଉଛନ କାଏ କରମା ଭଗବାନ ସମସ୍ତଙ୍କୁ ସତ୍ ବୁଦ୍ଧି ଦିଅନ୍ତୁ❤❤

  • @rajeshmajhi2218
    @rajeshmajhi221829 күн бұрын

    ମଦ ବିକ୍ରି ବନ୍ଦ କରିବା ଦରକାର

  • @SarojVlogsIndia
    @SarojVlogsIndia29 күн бұрын

    ମଦ ବନ୍ଦ କରନ୍ତୁ ଓଡ଼ିଶାରେ

  • @REALHEROJEETRAJFITNESS

    @REALHEROJEETRAJFITNESS

    26 күн бұрын

    Bastd

  • @arpitabiswal7487
    @arpitabiswal748724 күн бұрын

    ମଦ ସଂପୂର୍ଣ୍ଣ ବନ୍ଦ ହେବା ଦରକାର

  • @jayaprakashsamantray8674
    @jayaprakashsamantray867429 күн бұрын

    Good to ban Alcohol from the LORD JAGANNATH STATE OF ODISHA. IT WILL SAVE THOUSANDS OF LIFE AND FAMILIES UNNECESSARY DISTRUBANCE. ALL PEOPLE WILL HAPPY TO LIVE. JAYAPRAKASH SAMANTARAY Puri. ODISHA

  • @GadiBehera-sr5mv
    @GadiBehera-sr5mv29 күн бұрын

    Bjp ra Gandhi phati jiba

  • @radhanathbehera8468
    @radhanathbehera846824 күн бұрын

    Yes sir

  • @KumkumNaik-fc8gl
    @KumkumNaik-fc8gl8 күн бұрын

    ଯାଜପୁର ଦଳା ଛଖ ରେ ମିଳୁଛି ମଦ ବନ୍ଦ କର 🙏🙏🙏

  • @premanandamallik3546
    @premanandamallik354629 күн бұрын

    ମଦ ବଦହେଲେ ବଦୁଆ ମରିଜିବେକି ନାହିଁ କିନ୍ତୁ ମଦୁଆ ପରିବାର ବଚିଜିବ ଉଜୁଡିଜିବା ପରିବାର ବଚିଜିବ ଜଦିମଦଟିଆ୍ସ ଅର୍ଥନୈତିକୁ ସବଳକରୁଛି ତାହେଲେ ଓଡ଼ିଶା ରେ କାରଖାନା ଓ ଶୁତାମିଲ କପଡାମିଲଖୋଲାଜାଉ ଓ ବେକାରିହଟିବ ଡବଲଫାଇଦାମିଳିବ ଘରଚରିବ ବେକାରୀ ହଟିବ

  • @ranjansamal6157
    @ranjansamal615729 күн бұрын

    ଭୁଲୁ ନିସପ୍ତି

  • @rabindrakumarpanigrahi7168

    @rabindrakumarpanigrahi7168

    29 күн бұрын

    Bhala nispatti

  • @Humanity299

    @Humanity299

    21 күн бұрын

    ଭାବିବାକୁ ପଡ଼ିବ। ଠିକ୍ ବ୍ୟବସ୍ଥା ରେ ମଦ ବନ୍ଦ୍ ନ ହେଲେ ନକଲି ମଦ ପିଇ ମୃତ୍ୟୁ ହେଇପାରେ, ଅପରାଧ ବଢିପାରେ, ଗଞ୍ଜେଇ ପିଇବେ

  • @snayak763
    @snayak76322 күн бұрын

    ହଁ

  • @Suneheripuja
    @Suneheripuja24 күн бұрын

    ଆରେ ଭାଇ ମଦ ବନ୍ଦ ହେଲେ କିଛି ଲାଭ ନାହିଁ କାହିଁକି ଚୋରା ବେପାର କୁ କିଏ ଅଟକେଇପରିବେନି ଏଇଟା ମୋ ଗ୍ୟାରେଣ୍ଟି

  • @user-yr2dd3ki9q
    @user-yr2dd3ki9q29 күн бұрын

    Right dicision of Cm Mohan Majhi sir Salute for your good word. ❤

  • @skshitish

    @skshitish

    29 күн бұрын

    ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ

  • @sashidharnaik5180
    @sashidharnaik518029 күн бұрын

    ସରକାରୀ ଚାକରିଆ କୁ ମଦ ମିଳିବ ଦରକାର

  • @AshishNanda1034
    @AshishNanda103427 күн бұрын

    Ok sir

  • @user-jg1ud9sv9h
    @user-jg1ud9sv9h25 күн бұрын

    ଦୁନିଆରେ ସବୁ ପ୍ରକାର ଆଇନ୍ କୁ ଲୋକ ମାନିବାକୁ ବାଧ୍ୟ ହେଉଛନ୍ତି ଠିକ୍ ସେହିପରି ଏହି ମଦ ବନ୍ଦ କରିବା ଆଇନ୍ ମଧ୍ୟ ମାନିବା ଉଚିତ୍ ଏହି ଆଇନ୍ କୁ ସରକାର ମାନିବାକୁ ବାଧ୍ୟ ତେବେ ସମସ୍ତେ ମାନିବାକୁ ବାଧ୍ୟ 🙏🙏 ହଁ ମଦ ବନ୍ଦ କରାଯାଉ,

Келесі