News Fuse 02 July 2024 | ବାଉଁଶରେ ପଦ୍ମର ନାଡ଼ି | ଜଗନ୍ନାଥ ବାଟିକାର ପେଡ଼ି | ଫ୍ୟୁଜ୍ Views
ଫ୍ୟୁଜ୍ ବିତର୍କ : ସେଲ୍ଫି ମାନିଆ ମତ | Jajpur, Bhubaneswar ||
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
Пікірлер: 91
କୁନା ତ୍ରିପାଠୀ ଛାଡିଲା ପରେ ଆମେ ଭାବିଥିଲୁ ଏ ନୂଆଁ ବାବୁ କେମିତି କରିବେ କେଜାଣି। କିନ୍ତୁ ଶହେ ଗୁଣ ଭଲ ହେଲା। ଧନ୍ୟବାଦ।
ହେ ପ୍ରଭୁ
ସେଲ୍ଫି ଉପରେ ମଉସାଙ୍କ କଥା ଭଲ ଲାଗିଲା।
Jai jagannath
Jay Jagannath Swami Nayanpatha Game Bhaba Tume 💐🙏
ସେଲ୍ଫି ନିଅନ୍ତୁ କିନ୍ତୁ ନିଜର ସୁରକ୍ଷା ବିଷୟରେ ଆଗ ଯତ୍ନବାନ ହୁଅନ୍ତୁ
ଏ କୁନି ପିଲା ଠାରୁ ଏ ବଡ ବଡ଼ ଭାଲୁ ମାନେ କିଛି ଶିଖିବା ଦରକାର।😂😂😂
Bahut volo laguchi sir news fuse ❤❤❤❤
A ODIA TOKA TA BHALA MAZA DHAUCHI . DHHANYABADHA.
ଆଜି ର ଏପିସୋଡ଼ ରେ କୁନି ଝିଅ ର ଅତି ସୁନ୍ଦର କଥା 👏👏
Thike katha
NO .1 O TV NEWS FUSE OF OUR ODIDSA
ମୋହନ ମାଝି ଯଦି ମଦବନ୍ଦକଲେ ତାହାଲେ ଗୁଟକା କାହିଁକିବନ୍ଦ କରୁନାହ୍ନାନ୍ତି ଗୁଟକା ବି ସ୍ୱାସ୍ଥ୍ୟ ପାଇଁ ହାନି କାରକ 🙏🙏🙏
@rajeshsahoo5601
22 күн бұрын
ଠିକ୍ କଥା କହିଲ ଭାଈ ହେଲେ କଣ ହେବ କମ୍ପାନୀ କେତେ ବର୍ଷ ପାଇଁ ଏଗରୀମେଣ୍ଟ କରିଛନ୍ତି।ତାହା ବି ଦେଖିବାକୁ ପଡ଼ିବ 😊😊😊
Selfie nebaku kahariku mana nahi kintu ,emiti jagare Selfie nia ,jemiti kichhi aghatan na ghatu,
ଆପଣ ସତ୍ୟ ଘଟଣା ଦେଖେଇ ଥିବାରୁ ଆପଣଙ୍କୁ ଧନ୍ୟବାଦ
ଜୟ ଜଗନାଥ
ଭାଇ ଓଟିଭି କୁ ମୁଁ ବହୁତ ଧନ୍ୟବାଦ ଦେଉଛି ଏମିତି ଆଗକୁ ମାଡ଼ି ଚାଲ ଆମେ ତୁମର ସହିତ ଅଛି
Thank you so much Otv for putting up my clip ❤ Grateful 🙏🏻 Jay Jagannath
❤❤❤❤
Jay Jagannath🙏🙏🙏🙏🙏
@AKdra1305
17 күн бұрын
❤😂🎉😢😮😅😊
Best of kuna tripathy
Say about JTS
🎉🎉🎉🎉🎉🎉🎉🎉🎉
😊😊😊😊😊😊😊😊
Selfi Mane 4year janiba paii, 10year pratiksha, 15years thioori 20years pratical 25 years live & 30years life & feichar self time ,, Jay Mahadev
Hrusi bhai nka pain mu sabu episodes dekhe ....auu maja lage .... news fews pain hrusi bhai pura fit❤
Jagannath batika ra jatna nei parunahanti bahut dukha ra bisaya .
ଖାଲି ତ ବାଳ ଇଂରାଜୀ ଉଡାଉଛନ୍ତି କହିକି 🤣🤣🤣😁😁😁😁ଇଂରେଜ ଆସିଲେନି ଯେ ଏମିତି ମଞ୍ଜି ପୋତି ଦେଇଗଲେ ଝିଅ ମାନଙ୍କ ପାଇଁ attitude ଦେଖେଇ ଆକଚୁଲି, ବଟ୍, ଏଇ ଦୁଇ ଶବ୍ଦ ବିନା ବାକ୍ୟ ଗଠନ ହେଉନି 🤣🤣😁😁😁
Hnn hau santha chalu
Group with self....
Selpi gote pawarfull chumbaka selpi nebakatha sunile neta mantri Madhya ataki jauchanti mukhyamantri pradhanmantri ataku chanti ame kie
Jadi baunsh nadi re Padma. Taha hele August 15 re kou nadi re jatiya pataka udiba
Mphill in sefie department 4:45
ସେଲ୍ଫି କ୍ୟାମେରା ରେ peace beauty ଅଛି ନା ସେଥି ପାହି ସବେ ନିଅନ୍ତି 🤣🤣🤣
Selfi mania means take photo shoot none to be exclude....
Because of selfie there is no need of camera man😅
ଜଗନ୍ନାଥ ବାଟିକା କଥା ଜଗନ୍ନାଥ ଠାକୁର ବୁଝିବେନା କାରଣ ସେଥିରେ ଥିବା ଗଛଗୁଡିକ କେବଳ ଜଗନ୍ନାଥଙ୍କର କାର୍ଯ୍ୟରେ ଲାଗେ ସରକାର ପରା କହୁଥିଲେ ଏ ସମ୍ପତି ଆପଣଙ୍କର
ମଜାକ ନିୟଜ ସଜାକ
Amari ethi Sabu jagare Sabu lekha 15:14 Hua kichi lekha aka thae au kichi nahi
Mahalmba
ଭଉଣୀଙ୍କର ଟିକେ ଅସୁଭିଧା ରହୁଛି ମୋବାଇଲରେ ସେଥିପାଇଁ ଏଠି ଏମିତିକା କହୁଛନ୍ତି ସେ କୋମ୍ପୁଟର science student ସେଥିପାଇଁ ଅଧିକ ଈସୁ କାଢୁଛନ୍ତି
ଆରେ ଭାଇ ସବୁ ଲେଖା ହେଇଛି ଏବେ ମଞ୍ଜି ପୋତା ହେଇଛି ଆଗକୁ ଫଳିବ ତାପରେ ତମେ ଯାଇଥାନ୍ତ ତମେ ଆଗରୁ କଣ ପାଇଁ ଗଲକି 🤣😂🤣😂
Dharmendra pradhaan katha kuha se neet paisa kaichi ta besayre kuha
Mate v selfie ichha nahi
Selfi ta kulfi valia lageta😂😂😂
ପୋଖରୀ ଭିତରେ ପଂକ ଉପରେ ପଦ୍ମ ଏଠିତ ସବୁ ସରକାରୀ ବାବୁ ଅଦ୍ଧ
I love news fews ..auu hrusi bhai nka katha bahut badhia laguchi ....pura maja asijauchi .... lots of love bhai ...❤❤❤😊
Pura holodi pani re nuho pura kodhae re ghanti hae gola 😅😅😂😂
ବୁଝିଲୁ ନାରଣ ଆମ ଓଡିଶା ରେ ବିକାଶ ନାହିଁ ରେ ନାରଣ ବିକାଶ ତାମିଲନାଡୁ ରେ ଚାକିରୀ ନାହିଁ ହେଲେ 5, d ସ୍କୁଲ ହଉଚି ପାଠ ପଢ ତାମିଲ ନାଡୁରେ ଦାଦନ କର ବାହା ରେ ସରକାର
Nimba gacha
Baunasa patra rea kani phutiba Usuna dhana gaja bi heba samaya kahiba kana heba.
ମାଆ ମାନେ ଯଦି ସେଲ୍ଫି ନେବେ ଆମ କୁନି ପିଲା ମାନେ କେମିତି ବଳିବେ ସିଏବି ନେବେ ନାଁ 😂🤣😂🤣
JAYBJP
❤❤❤
Jay shree ram
Selfie Mane anyara Bina sahayatare nijara photo uthaiba
ସଙ୍ଖପୁରର ପଙ୍କପୋଖରିରେ ପଦ୍ମ ଫୁଟିଲା ହେଲେ ଗୋଟେ କଥା ବୁଝାପଡୁନି ପଦ୍ମଫୁଲର ନାଡ କାଇଁ ବାଉଁଶ କାଠିରୁ ବାହାରିଚି
ଭଉଣୀ ଆମର ଠିକ କହିଛନ୍ତି ଭଉଣୀ ଟିକେ ପୁରୁଣା କଥା ମନେ ପଡ଼ିଲାତ ସେଥିପାଇଁ ଯୋଡି ମାନଙ୍କ କଥା କହିଲେ 🤣😂🤣😂 ଭଉଣୀ ଆଗରୁ ଯୋଡି ସେଲ୍ଫି ନେଉଥିଲେ
Jajapura Babu das Kan kalase
News କର କିନ୍ତୁ କାହାର କଥାକୁ..ଧରିକି fuse କରିଲେ ବଡ଼ ହେଇଜିବନି...ତୁ ଠିକସେ କଥା କହିପାରିନୁ 11 ଥର ପରେ final fuse ହଉଚି
Pokhari achi panka bi achi au sankha bi achi baki thila padma seita bi lagi gala au 😂😂😂
😂😂😊
🥺🥺😁😁😀😀🤩🤩🤔🤔👍🤗
ଏଇ ପୋଖରୀରେ ଏମିତିକା ପଦ୍ମ ଫୁଲ ଦେଖି ମତେ ଆଶଯ୍ୟ ଲାଗୁଛି ପଦ୍ମ ନାଡାରୁ ନ ବାହାରି ବାଉଁଶ ଖଡ଼ିକା ରେ କେମିତି କା ଫୁଟିଲା 🤣😂🤣😂🤣
😂😂😂😂
❤❤😂😂😂😂😮😮😮😮😅😅😅😅😊😊😅😅😅 super 😍❤️ very nice 👍🏽
ସବୁ ଟଙ୍କା ତ ଖର୍ଚ୍ଚ ହେଲା ବବି ଦାସ ର କ୍ୱାର୍ଟର ରେ ଆଉ ବାଲେ ବଳେ ଢ଼ାବା ରେ । ଗାର୍ଡେନ କଥା ପଚା ରେ କିଏ ?
Haira narana jannina ki odisha cm Navin patnayak nua jojona mada piya dadan khata shurat Tamil Nadu Kerala jibana janniparuna 25 .yaer odisha cm number=1 odisha rajya dadan number=1 bjd ku vot Diya aml mp number=1 coroda Pati government office number=1 pc PC nahi job nahi Bjp government bjd aml mp manaku Ed Reed karajau
ଜୋଉ ଝିଅ ହେଉ କି ପୁଅ ଅଧିକ ଷ୍ଟାଇଲ ରେ ସେଲ୍ଫି ନିଏ ସେ ପରମ ବେଧ ଟା ହୋଇଥିବ
ବିଜେପି ପାଣିରେ ପଦ୍ମ ଫୁଟେଇଲା କିନ୍ତୁ ବିଜେଡି ପରା ପିଚୁ ରେ ଫୁଟ ଉ ଥିଲା
Are narana tu bujhunu, gadhia re panka hela boli sina padma phutila, jadi safa kari deithante padma phuti pari thanta ki 🤣😂😂😂
This is the Power of bjp government 😅😅😅😅😅
ପୋଖରୀ ରେ ତ..ର ଡେସ ଫୁଟିବ ଏବେ
ଭଉଣୀ ଆମର ପୁରା ଖାଣ୍ଟି ଓଡ଼ିଆଣୀ ଆଉ ସବୁ ଫରେନର 🤣😂🤣😂 ଜୟ ଭଉଣୀ
Are mg neet katha kahunu
OK. Bjp
ତୁମ ପାଳି ଆସୁଛି ରେ..ବେଶୀ ମୁଡି ମାଡି ହଉଛ news fuse ରେ...
Mg bjp media
To valia mg kete thi be otv ku gandi debe mg otv B panda
Tu mg jaunu pani dabu
Bikram arukha ta chura randua aao DFO ku help lala aao jungle Kati khaila
❤❤❤❤
Dharmendra pradhaan katha kuha se neet paisa kaichi ta besayre kuha