ମୁଁ ଓଡ଼ିଆ, ମୋ ସଂସ୍କୃତି ମୋ ପରମ୍ପରା କେତେ ବଢିଆ | Odisha | Odia

Музыка

ଆମ ଓଡ଼ିଶାର ସଂସ୍କୃତି ପରମ୍ପରା ସାରା ବିଶ୍ୱରେ ନିଆରା ଉଦାହରଣ ସୃଷ୍ଟି କରିଛି। ବାର ମାସ ତେର ପର୍ବକୁ ନେଇ ଓଡ଼ିଆ ଜାତି ଆଜି ଗର୍ବିତ ହେଇ ଏକ ଦୃଢ ସମାଜରେ ଆଗକୁ ଆଗକୁ ବଢି ଚାଲିଛି। ଆମ ସଂସ୍କୃତି ଆଉ ପରମ୍ପରାକୁ ନେଇ ଏହି ସୁନ୍ଦର ଗୀତଟି ଉପଭୋଗ କରନ୍ତୁ ।

Пікірлер

    Келесі