Mu Anatha Tume Jagannatha ||Umakanta Das|| Ratha Yatra Special ||New Jagannatha Bhajan II Rabi Kumar
Музыка
Mu Anatha Tume Jagannatha ||Umakanta Das || Ratha Yatra Special || New Jagannatha Bhajan
♫ CREDITS ♫
♫ Song Name - Mu Anatha Tume Jagannatha
♫ Singer - Umakanta Das
♫ Lyrics - Rabi Kumar
♫ Music - Rabi Kumar
♫ DOP & Edit - Kumar Chandan
♫ Banner - Survibration
♫ Recording & Mixing - Survibration (BBSR)
for recording new song call 7008940396
♫ Lyrics ♫
ମୁ ନେତ୍ର ହୀନ ତୁମେ ପଦ୍ମନେତ୍ର
ମୁ ଅନାଥ ତୁମେ ଜଗନ୍ନାଥ
ମୁ ନେତ୍ର ହୀନ ତୁମେ ପଦ୍ମନେତ୍ର
ମୁ ଅନାଥ ତୁମେ ଜଗନ୍ନାଥ
ଇଛା ହୁଏ ଟାଣିବାକୁ ତୁମ ନନ୍ଦିଘୋଷ
ଇଛା ହୁଏ ଦେଖିବାକୁ ତୁମ ସୁନା ବେଶ
ଦର୍ଶନ ଦିଅ ହେ କଳା ସାଆନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
XXXXXXXXXXXXXXXXXXXXX
କେତେ କେତେ ଭକ୍ତ ପାଇଁ ରଥ ଅଟକାଇ
ଭକ୍ତ ମାନ ରକ୍ଷା କଲ ହେ ଜଗତ ସାଇଁ
କେତେ କେତେ ଭକ୍ତ ପାଇଁ ରଥ ଅଟକାଇ
ଭକ୍ତ ମାନ ରକ୍ଷା କଲ ହେ ଜଗତ ସାଇଁ
ଇଛା ହୁଏ ଗଡିବାକୁ ଶରଧା ବାଲିରେ
ଇଛା ହୁଏ ଖାଇବାକୁ ଅଭଡ଼ା ଡ଼ାଲିରେ
ଦର୍ଶନ ଦିଅ ହେ କଳା ସାଆନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
XXXXXXXXXXXXXXXXXXXXX
ବିଶ୍ୱାସ ର ଅନ୍ୟ ନାମ ତୁମେ ଜଗନ୍ନାଥ
ଭକ୍ତ ପାଇଁକି ପ୍ରଭୁ ତୁମ ରଥ ଜାତ
ବିଶ୍ୱାସ ର ଅନ୍ୟ ନାମ ତୁମେ ଜଗନ୍ନାଥ
ଭକ୍ତ ପାଇଁକି ପ୍ରଭୁ ତୁମ ରଥ ଜାତ
ଇଛା ହୁଏ ନନ୍ଦିଘୋଷେ କରିବି ଦର୍ଶନ
ମୁହୂର୍ତ୍ତକ ପାଇଁ ମତେ ଦିଅ ହେ ନୟନ
ଦର୍ଶନ ଦିଅ ହେ କଳା ସାଆନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
ମୁ ନେତ୍ର ହୀନ ତୁମେ ପଦ୍ମନେତ୍ର
ମୁ ଅନାଥ ତୁମେ ଜଗନ୍ନାଥ
ଇଛା ହୁଏ ଟାଣିବାକୁ ତୁମ ନନ୍ଦିଘୋଷ
ଇଛା ହୁଏ ଦେଖିବାକୁ ତୁମ ସୁନା ବେଶ
ଦର୍ଶନ ଦିଅ ହେ କଳା ସାଆନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ
ରହିଯା ରେ ନନ୍ଦିଘୋଷ ...ଡାକେ ଉମାକାନ୍ତ .........
Hit the LIKE button if you love the song and let us know your feedback in the comment section below. Enjoy & stay connected with us! Give it all your love
#rathayatraspecial
#torathadaudikuchuinlabelaku
#UmakantaDas
#RabiKumar
#Survibration
#NewJagannathBhajan
#NewOdiaBhajan
#JagannathBhajan
#NewRathajatraBhajan
#OdishaViralSinger
Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର KZread Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
!! *ANTI PIRACY WARNING * !!
This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.
***********
✽ Subscribe our Official KZread Channel -
kzread.info/dron/T_S.html....
✽ Like us on Facebook -
h / drjayashreed. .
/ sur-vibratio.. .
Пікірлер: 138
ଜଗନ୍ନାଥ ସିନା ତୁମକୁ ଦୃଷ୍ଟିଶକ୍ତି ଦେଇ ନାହାନ୍ତି କିନ୍ତୁ ତୁମ କଣ୍ଠରେ ବିଜେ ହୋଇଛନ୍ତି ସ୍ବୟଂ ମହାପ୍ରଭୁ ମୁଁ ପ୍ରଭୁଙ୍କୁ ପ୍ରାର୍ଥନା କରୁଛି ଯଦି ପୁନର୍ଜନ୍ମ ହୁଏ ତା ହେଲେ ତୁମେ ତୁମର ଦୃଷ୍ଟିଶକ୍ତି ନିଶ୍ଚୟ ଫେରି ପାଇବ ଆଉ ସର୍ବ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇବ 🙏🙏🙏
@kailashnayak7643
29 күн бұрын
Right
@sarojsahu966
24 күн бұрын
❤❤❤
@jituprad7908
23 күн бұрын
Right ❤❤
@Thanasundar143
21 күн бұрын
youtube.com/@thanasundarkahani?si=xI24kdnc_xcoa0yo
@ItsP.K.Pandas
21 күн бұрын
❤❤❤❤
ବହୁତ୍ ସୁନ୍ଦର ହେଇଚି ଭିଡିଓ ଆଉ ଗୀତ ବହୁତ ବହୁତ ଧନ୍ୟବାଦ ତୁମକୁ ତୁମ ସୁନ୍ଦର୍ କଣ୍ଠ ରୁ ସୁନ୍ଦର ଭଜନ
ବହୁତ୍ ଭାବପୂର୍ଣ୍ଣ ଭଜନ ସହ ଭାବପୂର୍ଣ୍ଣ ସମର୍ପିତ କଣ୍ଠ ଦାନ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ
@Thanasundar143
21 күн бұрын
youtube.com/@thanasundarkahani?si=xI24kdnc_xcoa0yo
ଏମିତି ଲାଗୁଛି ତୁମ ହୃଦୟ ରୁ ଗୀତଟି ବାହାରି ଆସୁଛି, ଜଗନ୍ନାଥଙ୍କ ପାଇଁ .ତୁମର ଜୀବନ ସଫଳ ହେଇଗଲା. ଜୟ ଜଗନ୍ନାଥ.
ଅତି ସୁନ୍ଦର👍 ଜୟ ଜଗନ୍ନାଥ🙏🙏🙏
ଜୟ ଜଗନ୍ନାଥ। ବହୁତ ସୁନ୍ଦର ଭାବଭକ୍ତି ପୂର୍ଣ୍ଣ ଭଜନ ତୁମକୁ କୋଟିଏ ପରମ୍ ଆୟୁ ଦୀୟନ୍ତୁ ତୁମ ଭଜନ ଶୁଣି ମୋ ଆଖିର ଲୁହ ଆସିଯାହୁଛି ଉମାକାନ୍ତ ତୁମର କଣ୍ଠ କୋଇଲିର କଣ୍ଠ 🙏🏻🙏🏻🙏🏻⭕‼️⭕😭 ବହୁତ୍ ବହୁତ୍ ଧନ୍ୟବାଦ୍ ଲେଖକ ଶ୍ରୀ ସାର 🙏🏻🙏🏻
Prabhu umakant ra aakhi phereidia🙏
Jay Jaganath 🙏🙏🙏
ॐ जय जय श्री जगन्नाथ प्रभु🪔🌺🚩🇮🇳 जय श्री राम, जय श्री बागेश्वर बालाजी सरकार 🪔🚩🌺
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ
ସତରେ ଉମାକାନ୍ତ ଭାଇ ଏହି ଗୀତ ଟି ବହୁତ ସୁନ୍ଦର ହେଇଛି। ହୃଦୟ ଛୁଆଁ ଗୀତ ଶୁଣି କି ମୋ ଆଖି ରୁ ଲୁହ ଝରି ଆସୁଛି। ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ତୁମର ସବୁ ଇଛା ପୂରଣ ହେଉ ।
JAY JAGANNATH
ବହୁତ ସୁନ୍ଦର ହେଇଛି ଉମାକାନ୍ତ କିନ୍ତୁ ତୁମକୁ ଉପଯୁକ୍ତ ପରିସରୀମିକ ମିଳୁ KZread ମାଧ୍ୟମ ରେ ମୋର ଏତିକି ନିବେଦନ
Real devotion of a dedicated devotee. May Lord Jagannath shower all His heavenly blessings on him. Jay Jagannath.
JAY JAGANNATH JAGANNATH SWAMI NAYANA PATHAGAMI VABA TUME 🙏😭🙏😭🙏😭🙏
Jay Jagannath... bahut sundar gauchhu re babu . God bless you
😢jay Jagannath 🙏 ati sunder bhajan 👌💐
🙏 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏⭕‼️⭕🙏
ଶବ୍ଦ ହିନ କିଛି କହିବାର ନାହିଁ ଅତି ସୁନ୍ଦର
Bahut badiya. Jay Jagannath 🙏💖
Jay Jagannath Jay Umakant bhai tume hin prabhu amr
Bahut badhia Jaya Jagannath
Best lyrics and music also heart touching bhajan but only for Umakant.
Heart touching song God bless you Umakanta
ହରେ ଗୋବିନ୍ଦ ପ୍ରଭୁ ... ଜୟ ଜଗନ୍ନାଥ ପ୍ରଭୁ
🌻🙏ଜୟ ପ୍ରଭୁ ଜଗନ୍ନାଥ🙏🌻
He prabhu jagantha ଖୋଲିଦିଏ ଉମାକାନ୍ତ ନେତ୍ର 🙏🙏🙏😭😭😭
@santoshsubudhi8749
21 күн бұрын
Jay Jagannath 🙏😭😭😭😭🙏
He prabhu ki sundar Gita🙏🙏
ବହୁତ ହୃଦୟ ସ୍ପର୍ଶୀ ।ଜୟ ଜଗନ୍ନାଥ
Bahuta sundara gita o gayakee,taha sahita badya , hrudayasparshi
God bless you umakant bhai..
Jay shree Jagannath Swami ki Jay 🙏🙏🙏🙏
Bahut sundara
Jay jagannath 👏👏👏👏👏👏👏👏👏👏👏👏👏👏
ବଢ଼ିଆ ଭଜନ ଟିଏ 🙏🙏🙏 ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ
Jay shree Jagannath maha prabhu 🙏🙏🙏🙏🙏
Jai jagannath swami ji ki jay ho
Jai jagannath Swami ki jai
ଜୟ ଜଗନ୍ନାଥ
Mind blowing bro superb
Heart Touching ❤️
Wow nice song 👍👍👍👍🙏🙏🙏🙏🙌🙌🙌🙌👌👌👌
Prabhu apnanku Krupa karuchhanti Jay Jagannath
Jay Jaganath Swami 🌺🙏🌺
Jay jagannath swami 🙏🙏🙏
Jay Shree Jagannath🙏🙏🙏🙏🙏
Jay Jagannath Swami 🙏🙏🙏
Jai jagannath 🙏🙏🙏🙏🙏
Jay Jagannath 👏
🎉🎉🎉🎉Jay Jagannath 🎉🎉🎉🎉
Jay Jagannath Jay Jagannath Jay Jagannath
❤❤❤❤❤jay jaganath
Jay jagannath ❤❤❤❤❤
Jai shree Jagannath
Jay Jagannath 🙏🚩
Jay jaganath 🙏🙏🙏
Jay jagnnath 🥺🙏🏻🥺🙏🏻
Jay jagannath swami nayan path gami Vabatume🙏🙏🙏🙏🙏
ଜୟ ଜଗନ୍ନାଥ ମହାପ୍ରଭୁ ⭕‼️⭕🪔🪔🪔🙏🙏🙏
Beautiful bhajan
Jay jagannath 🙏
Jay jagganath 🙏🙏
Jay Jagannath 🙏🙏🙏
Jay Jagannath
Jaye jagannath🙏🙏🙏🙏
Jay Jagannath 🙏
Jaya jagannath
ହେ ପରମ ପିତା 🙏🏼
Jaya jaganntha mahaprabhu
Jay Jagannath❤
❤ ଜୟ ଜଗନ୍ନାଥ ସ୍ଵାମୀ ❤
jay jagannatha
ଜୟ ଜୟ ଜଗନ୍ନାଥ 🙏🙏🙏🙏
He prbhu
ଜଗନ୍ନାଥ ❤❤❤❤
Jay jagannath 💞 🙏 😢😢😢
Jya Jaganatha. Vaba
God bless to you bro
God bless you
ଜୟ ଜଗନ୍ନାଥ 🙏🙏🙏
Jay Jagannath 🙏😭🙏😭🙏
Bahaut Sundar umakanta
👌
God bless you🙏
🙏ବହୁତ ଭଲ ଗୀତ 🙏🙏🙏🙏🙏
Very nice song
❤❤❤❤❤
Jay, jaganath
❤
Jay.jaganndh🎉🎉🎉🎉
🙏Jay jay shree Jagannath 🙏
❤❤❤❤❤❤❤❤
Jagannath bless you 🙏🙏🙏
ପ୍ରଭୂ ତୁମ ଇଛା ପୂର୍ଣ୍ଣ କରନ୍ତୁ ।
🙏🙏🙏🙏🙏🙏
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ very nice imosnal song
Jay Jagannath 🙏🙏🙏🙏🙏🙏🙏
ଜୟ ଜଗନ୍ନାଥ ⭕‼️⭕🙏🙏🙏🙏
Exilent voice
Jay jagganath