Super actors. .jaha suni thilu ebe disuchhi. Jagannath. Sabu samhalibe. Prabhunk dharana re raho Sabu dokhuchhi kalia. Ta chaka akhi re matra sneha achhi sehi sneharu. Banchit huo ni. . Jai jagannath. Tu eka. .
@tophanbhoi21302 ай бұрын
Save this culture ❤❤❤❤❤
@ganeshyerukula10 ай бұрын
Jai jagnath Jaisriram 🙏 om santhi 🇾🇪 bharat matha ki Jai 👍
@satrughnabehera91112 ай бұрын
Fantastic awareness for saving environment
@sachidanandamoharana21752 жыл бұрын
Kalakar bhai bhauni mananku mor anek anek subhecha janauchhi Au pranam karuchhi
@ranjanmohanty63612 жыл бұрын
Loka Kala dwara agaru loke anek shikhya pauthile present is really praise worthy
Kela nacha bhla achhi Apanaku mora Anurodha mora ghara Ganjam post pitala village pakidi kete tanka kharacha heba mogramaku dakaibi jaganath nka dayari aapana asibeki🙏🌹🙏🕉️🙏
Пікірлер: 450
ବହୁତଦିନ ପରେ ଆଜି ମୋବାଇଲ ୟୁଟୁବରେ କେଳା ନାଟ ଦେଖିଲି ଗାଁ ଠାରୁ ବହୁତ ଦୂରରେ ଥାଇ, ଅଭିନୟ ବହୁତ ଭଲ,ଧନ୍ୟବାଦ,😂😢😮
ଅନେକ ଲୋକଗୀତ ଓ ଲୋକକଳା ଧୀରେ ଧୀରେ ଲୋପ ପାଉଛି ଫ୍ରି ଚାଉଳ , ଭତ୍ତା ପ୍ରଧାନମନ୍ତ୍ରୀ ଆବାସ ପାଇଁ।
ବହୁତ ଭଲ ଲାଗିଲା ଏଇ video ଟା ଆମ ଗାଁ ରେ ମୋ ପିଲା ଦିନେ soothing ହୋଇ ଥିଲା ଏବଂ ଧନ୍ୟବାଦ ମୋ ପିଲା ଦିନର ସୃତି ଓ ଓଡ଼ିଶା ର ପୁରାତନ କଳା କୁ ମନେ ପକାଇ ଦେଲେ ଜୟ ଜଗନ୍ନାଥ
ଅତି ସୁନ୍ଦର ପରିବେଷଣ, ପିଲାଦିନ ମନେପଡ଼େ, ପୁରୁଣା ସଂସ୍କୃତି ବଞ୍ଚାଅ ନିବେଦନ
@ramirautray725
3 ай бұрын
ଐ
Top quality lokgeet sangit wo sansakruti of odia sansar.
ପିଲାଦିନର ସ୍ମୁତି କୁ ଉଜ୍ଜୀବିତ କରିଥିବା ପ୍ରମୁଖ କଳାକାର ମାନେ ଉତ୍ସସିତ ଧନ୍ୟବାଦର ପାତ୍ର, ଓଡ଼ିଶାରଏଲୁପ୍ତ ଲୋକ ନାଟ୍ୟକଳା ରେ ମୁଣ୍ଡପୋତା କେଳା ସମ୍ପ୍ରଦାୟର ଅନେକ ଲୋକ ଏହାକୁ ଜୀବନ,ଜୀବୀକା ର ମାଧ୍ୟମ ଏବଂ ସମାଜ କୁ ନାନାଦି ସଂସ୍କାର ମୂଳକ ସନ୍ଦେଶ ର ଏକ ମାଧ୍ୟମ ଥିଲା ! ଜୟଜଗନ୍ନାଥ !
Mo pakhare Bhasa nahi,kana boli ପ୍ରଶଂସା କରିବି,, ଏତିକି କହୁଛି ଜୟ ଶ୍ରୀ ଜଗନ୍ନାଥ🙏🙏🙏
Bahutabhala kalakudhri. Chalichhanti. Dhanyabad alekha mahima
Super actors. .jaha suni thilu ebe disuchhi. Jagannath. Sabu samhalibe. Prabhunk dharana re raho Sabu dokhuchhi kalia. Ta chaka akhi re matra sneha achhi sehi sneharu. Banchit huo ni. . Jai jagannath. Tu eka. .
Save this culture ❤❤❤❤❤
Jai jagnath Jaisriram 🙏 om santhi 🇾🇪 bharat matha ki Jai 👍
Fantastic awareness for saving environment
Kalakar bhai bhauni mananku mor anek anek subhecha janauchhi Au pranam karuchhi
Loka Kala dwara agaru loke anek shikhya pauthile present is really praise worthy
ଏ କେଳା ଜାତି ର ଉନ୍ନତି ନିହାତି ଦରକାର । ସରକାର ଏଥି ପ୍ରତି ବିଶେଷ ଦେବା ଉଚିତ
ଆମେ ସବୁ ମାଟି ର ମଣିଷ beautiful song
ଭଉତ ବଡ଼ିଆ କେଳା ନାଛ ଭାଇ ଧନ୍ୟବାଦ 👌
ଜୟ ଶ୍ରୀ ରାମ, ମଣିଷ ର ପାଇଁ ସୁନ୍ଦର ବାଟ
Kela nacha bhla achhi Apanaku mora Anurodha mora ghara Ganjam post pitala village pakidi kete tanka kharacha heba mogramaku dakaibi jaganath nka dayari aapana asibeki🙏🌹🙏🕉️🙏
ବହୁତ ଭଲ ଲାଗିଲା । ଜଗଦୀଶ ପ୍ରସାଦ ଶର୍ମା, ବୀକାନେର, ରାଜସ୍ଥାନ
ମନକୁ ଛୁଇଁଲା ।
Bahut badhia message....good motivated
Ja jaganath 🙏🙏🙏🙏👌👌👌👌👌👌
ଧନ୍ୟବାଦ ଆମ ସଂସ୍କୃତି ଏବେବି ବଞ୍ଚିକି ଅଛି ଆମେ ଏହି ମାଟିର ମଣିଷ
@uttam_tarini3737
2 жыл бұрын
₩₩₩₩
@sridharibiswal4931
2 жыл бұрын
@@uttam_tarini3737 p
Vy excellent nice video, And many many TNX
ମୁଣ୍ଡ ପୋତ୍ତା କେଳା ଭାଇ ର ପ୍ରଭୁ ମଙ୍ଗଳ କରନ୍ତୁ ।
ବହୁତ ସୁନ୍ଦର ପୁରୁଣା ସଂସ୍କୃତି ରମାର୍ଜୀତ
ଓଂ ମା ଗୁରୁ ଦେବ ଅନ ଗୋଲ ଅନ ଅଛି ❤
ବହୁତ ଶି କ୍ଷ ନୀୟ ବିଷୟ ଧ ନ୍ୟ ବା ଦ
ଚମତ୍କାର ଉପସ୍ଥାପନା । ଜନଜୀବନ ସହିତ ଜଡ଼ିତ ଏଇ ମୁଣ୍ଡପୋତା କେଳାକେଲୁଣୀ ପରିବେଷଣ କଳାକୌଶଳ କେବଳ ମନୋରଞ୍ଜନରେ ମଣିଷର ମନ ଜିଣୁନଥିଲା ଆମ ସାଂସ୍କୃତିକ ଜୀବନର ଧାରାକୁ ପରିପୁଷ୍ଟ କରିବାର ଏକ ମାଧ୍ୟମ ଥିଲା । ଏହି କଳାକାରମାନଙ୍କର କଳାକାରିତାର କୌଣସି ଉପମା ନାହିଁ । ଏହି ଉନ୍ନତ ସଙ୍ଗୀତ ଓ ନୃତ୍ୟକଳା ଓଡ଼ିଶା ମାଟିରୁ କେବେବି ଲୋପ ନପାଉ ଏହା ମୋର ଉତ୍କଳର ଆରାଧ୍ୟଦେବତା ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ କୋଟିକୋଟି ପ୍ରଣାମ ପୂର୍ବକ ବିନମ୍ର ପ୍ରାର୍ଥନା । ଏଇ କଳାକାର ଓ ଆୟୋଜକ ମାନଙ୍କୁ ମୋର ବିଶେଷ ଭାବରେ ଅଭିନନ୍ଦନ । ଗୀତଟିର ରଚୟିତାଙ୍କୁ ଏଇ ଗୀତ ମାଧ୍ୟମରେ ମଣିଷ ସମାଜକୁ ଦେଇଥିବା ତାଙ୍କର ମହତ ଭାବଧାରା ସମ୍ପନ୍ନ ଉପଦେଶପାଇଁ ମୁଁ ନମସ୍କାର ଜଣାଉଛି । ନିଚ୍ଛକ ସତ କଥା କହିଛନ୍ତି ଗୀତିକାର ଗୀତ ମାଧ୍ୟମରେ । ଏଇ କାର୍ଯ୍ୟକ୍ରମଟି ମୋର ମନ ଓ ହୃଦୟକୁ ଆନନ୍ଦବିଭୋର କରିବା ସଙ୍ଗେସଙ୍ଗେ ଉଦବେଳିତ କରିଦେଲା । ଅନେକ ବର୍ଷ ପରେ ଏ କାର୍ଯ୍ୟକ୍ରମଟି ଦେଖିବାର ସୁଯୋଗ ପାଇଲି । ଓଁ ଶାନ୍ତି ଓଁ !
Puruna parmpara ku banchai rakhithhiba kalakaranku mor an tarik pranam
Jaya jagannath 🙏🌹❤️
Sidhartha TV ra utam prayas. Very good👍
@SidharthBhakti
2 жыл бұрын
ଧନ୍ୟବାଦ , 🙏 ଆପଣ ମାନଙ୍କ ଏହି ଭଲ ପାଇବା ଆମକୁ ଆହୁରି ଭଲ କରିବା ପାଇଁ ପ୍ରେରଣା ଯୋଗାଇବ..!! 🙏 🙏
Beautiful, Wonderful
God bless you Shrchara sir Adhyatmik Shikshya pain
Sri charan bhai God bless you social work
Bahut bhal laguchhi bahut dhanyabad
ବହୁତ ସୁନ୍ଦର ।🙏🙏🙏👌👌👌
Sabu darshan shastra ra rasa to ehi geet re achhi au kahibar kana. Jio aur jine do eha hi jiban ra mulamantra. Om.
Super Sanskrutik song 👌👌
Besi khusi lagla vdo dekhi kari maa maninkeswari nka asrivad sabubele thau tama uparee agaku au amiti vdo baneba
Great our culture...
ସ୍ବାଧିନତା ପ୍ରାପ୍ତି ର ୭୩ ବର୍ଷ ଅତିକ୍ରାନ୍ତ ପରେ ମଧ୍ଯ ଏଭଳି ଏକ ଜାତିର ଜାତକ ଜୀବନ ଜୀଇଁବାର ରାସ୍ତାକୁ ଆପଣେଇ ନେଇଛନ୍ତି । ଦୁଖଦ ସୂଚନା ।
@ankitamaharana9928
3 жыл бұрын
Super 👌👌👌👌👌👌👌👌
ଆମେ ମାଟିର ମଣିଷ 👌
କଳାକାରକୁ ଧନ୍ୟବାଦ
A ta bhauta maza laguchi....
Thank you very much.
Badhia lagila
Thanks.so.much.nice....video.odisha
Good
UUUAAN...UAAAN...UAANNN..EPIC
ଏ ସବୁ ଧିରେ ଧିରେ ବୁଡିଯାଉଛି ।ଆଉ ଆଗ ଭଳି ମୁଣ୍ଡ ପୋତା କେଳାଗାଁ କୁ ଆସୁ ନାହାନ୍ତି ।ସେ ଜାତି ବୋଧେ ବୁଡି ଗଲାଣି ଆଉ ଦେଖିବାକୁ ମିଳୁନାହିଁ ।
@mamatadas6879
Жыл бұрын
Ku
Excellent Performance 🙏🙏🙏 Great Culture of Odisha
So niceee
ଆମର ପ୍ରାଚୀନ କଳାକୁ ବଞ୍ଚାଇ ରଖିଛନ୍ତି ସେଥିପାଇଁ ସମସ୍ତ କଳାକାର ଆୟୋଜକଙ୍କୁ ବହୁତ ବହୁତ ଧନ୍ୟବାଦ। କଳାର ପ୍ରଚାର ଏବଂ ପ୍ରସାର ଦିଗରେ ବହୁତ ବଡ଼ ପଦକ୍ଷେପ।
@pitabaspradhan3210
4 жыл бұрын
RakeSh
@birkishorkarmi5487
4 жыл бұрын
Sata katha
@prashantsahu3545
3 жыл бұрын
@@pitabaspradhan3210 re
@tanmayakantisahoo2772
3 жыл бұрын
@@pitabaspradhan3210 fghhhjkllllkkjjjjjjjjjkjjj
@anandatechnology7277
3 жыл бұрын
@@pitabaspradhan3210 0
Culture is future
Very nice,may God bless,keep on the spirit to save the culture,tradition our Odia.
Thanks ALLSTAP VIDEO UPTODATA LODGE
Fantastic .. i listen ro this 1at time it is mind blowing ❤️
Tuhie♥
Brather.srichran.godbless.you.that.song.very.very.nice.i cannot.forget.bat.may.till.deat thanks
Beautiful very Very nice duets super thanks from RUKMINI PRODUCTION BijayaKumarMishra GITIKARA senapatibagicha puri jai jagannath jai 🙏
Culture and tradition of Odisha and gives us a lesson what we were and and at present what we are.Excellent and marvelous. Ind Army.
@GangaNayak-yv9zm
2 жыл бұрын
From by
Very interesting Wonderful Heroine so beautiful with good anchoring
Bahut sundar video
RAM RAMG I love you
Aam sanskruti , kala ama gourab dhanyabad apanku
ବହୁତ ସୁନ୍ଦର ଲାଗିଲା ଗୀତ
Mu chotabele dekhithili.Lalitagiri, Cuttack, Odisha
Traditional Rural area entert ainment programme .
ମାଟି ମା ମା ମା
ଏ ଓଡିଶା ର ଏକ ପାରମ୍ପାରିକ କଲା ଏହା ଧିରେ ଧିରେ ଲୋପ ପାଇବାକୁ ବସିଲାଣି। ଏହାକୁ ଆଧୁନିକ ଢଙ୍ଗରେ ପରିବେଷଣ କରିଥିବାରୁ ଧନ୍ୟବାଦ।
@gopalsahu-kr7hp
5 ай бұрын
22:47
@MausaKhatakhura
4 ай бұрын
@@gopalsahu-kr7hp vu
@sridharrout3221
4 ай бұрын
oo
@bishnudas3690
4 ай бұрын
@@gopalsahu-kr7hpl
@user-lk7zc9ek7c
4 ай бұрын
Ok
Verygooddence
Many many thank the Dancer are veri startle his life thanks People just help him god help Alan blash lohar jay hind
Fantastic song presentation
NARAYAN 👌💘🥀✨🌻
Puruna katha pakei dela 🙏🙏🙏🙏🙏😭😭😄
Super
Thank you very nice song
2020 re kia kia a video dekhuchi pila dina katha mane padeijiba
Beautiful 🌹🌹🌹so nice story
Good information for society
Nice msg for public n odisha culture.
Excellent 👌👌👌🙏🙏
Bahut dina pare dekhibaku milila, khusi lagila.thanku very much
To top up
ଭଲ ପ୍ରଦର୍ଶନ। ଲୋକ ଗୀତ ଓ କଳା କୁ ଜୀବିତ ରଖିବା ପାଇଁ ଧନ୍ୟବାଦ।
@arunkubehera4540
2 жыл бұрын
Looks thump lookin ī
@ranjubalasethi9030
2 жыл бұрын
@@arunkubehera4540 mp
@prabasisahu9919
2 жыл бұрын
@@ranjubalasethi9030 for to
@taptapanda7137
2 жыл бұрын
Pp0ppp
@bichitranandapatra8452
Жыл бұрын
Tx ji
Old traditional song is very good
କୁଆଡେ ଗଲା ସେ ପିଲାଦିନେ ଦେଖିଥିବା ଖେଳ । ଆଜି ପୁଣି ମନେପଡ଼ିଯାଏ ।ଧନ୍ୟବାଦ
@kondalrao6002
3 жыл бұрын
Mi mi mi
Nic natka
ବଢିଆ ଲାଗିଲା
@pradyumnakumarsahoo1279
5 жыл бұрын
8658707161
@sanatanaroula2402
5 жыл бұрын
Un
Ati sundar gita.
Very nice and excellent
A kala kemoti karuchha pila dinara dekhi thiba kala dekhibaku Mila bahut dhanyabat
Verry Beautiful song and vidio
Very nice folk dance
Good amusement a
I m proud to be born in odisha
I likrit
bahut khusi lagla