Odia Danda Nacha - HADI HADIANI ଦଣ୍ଡନାଚ - ହାଡି ହାଡିଆଣୀ | Sidharth Bhakti
Музыка
ଦଣ୍ଡନାଚ - ହାଡି ହାଡିଆଣୀ Danda Nacha - HAADI HAADIANI
ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ଏହି ପର୍ବରେ ମିଶିଥିବା ଭକ୍ତଙ୍କୁ ଦଣ୍ଡୁଆ ବା ଭୋକ୍ତା କୁହାଯାଏ । ଭୋକ୍ତାମାନେ ବହୁ କଷ୍ଟ କରି ଶରୀରକୁ ଦଣ୍ଡ ଦେଉଥିବାରୁ ଏହାକୁ ଦଣ୍ଡନାଚ କୁହାଯାଏ । ଦଣ୍ଡ ନାଟରେ ମିଶିବାଦ୍ୱାରା ମା'କାଳୀଙ୍କ କୃପାରୁ ପାପ ଓ ଦୁଖ ଦୂର ହୋଇ ମାନବ ଶାନ୍ତି ଓ ଧନ ପ୍ରାପ୍ତ ହୁଏ ବୋଲି ବିଶ୍ୱାସକରି ଓଡ଼ିଶାବାସୀ ଏହି ପର୍ବକୁ ପାଳନ କରନ୍ତି ।
ଥରେ ଦକ୍ଷ ପ୍ରଜାପତି ଯଜ୍ଞର ଆୟୋଜନ କରି ନିଜ କନ୍ୟା ସତୀ ଓ ଜାମାତା ଶିବଙ୍କ ବ୍ୟତୀତ ସବୁ ଦେବତାମାନଙ୍କୁ ଆମନ୍ତ୍ରିତ କରିଥିଲେ। ଅନିମନ୍ତ୍ରିତ ଭାବରେ ସତୀ ଯଜ୍ଞସ୍ଥଳକୁ ଯିବାରୁ ଦକ୍ଷ ତାଙ୍କୁ ଭର୍ତ୍ସନା କରିବା ସହିତ ଶିବଙ୍କୁ ଅପମାନ ଦେଇ ଅନେକ କଥା କହିଲେ। ଏହା ସହି ନ ପାରି ସତୀ ଯଜ୍ଞକୁଣ୍ଡରେ ଝାସଦେଇ ପ୍ରାଣତ୍ୟାଗ କଲେ। ଏହି ସମ୍ବାଦ ପାଇ ଶିବ କ୍ରୋଧାନ୍ୱିତ ହୋଇ ଦକ୍ଷଙ୍କର ଶିରଚ୍ଛେଦନ କରିଥିଲେ। ତାଙ୍କର ଉଗ୍ରରୂପକୁ ଶାନ୍ତ କରିବାପାଇଁ ଦକ୍ଷ ପତ୍ନୀ ପ୍ରସୂତୀ ଅର୍ଘ୍ୟ ଦେଇ ବନ୍ଦା କରିବାକୁ ଆସନ୍ତେ ଶିବଙ୍କର ଦିଗମ୍ବର ରୂପକୁ ଦେଖି ତାଙ୍କୁ ଲିଙ୍ଗରୂପରେ ପୂଜା ପାଇବାକୁ ଅଭିଶାପ ପ୍ରଦାନ କଲେ। ଅଭିଶାପ ହେତୁ ଶିବଲିଙ୍ଗ ଭୂପତିତ ହେଲା ଏବଂ ଆଦିଶକ୍ତି ଉଭା ହୋଇ ଏହି ଲିଙ୍ଗକୁ ଧାରଣ କଲେ। ସେହିଦିନଠାରୁ ଶିବଶକ୍ତି ଦଣ୍ଡ ଓ ଘଡ଼ି ରୂପରେ ପୂଜା ପାଇଥାନ୍ତି। ବ୍ରହ୍ମା ଏହି ଦଣ୍ଡ-ଘଡ଼ି ପୂଜା କରିବାକୁ ଚଢ଼େଇଆକୁ ଦେଲେ। ସେହି ଦିନଠାରୁ ଦଣ୍ଡଯାତ୍ରାର ଆରମ୍ଭ ହେଲା।
#SidharthBhakti #SidharthTV #NamitaAgrawal #SidharthMusic #OdiaAgana #SitaramAgrawal #odiabhajan #odiasong #jayjagannathtv
Пікірлер: 1 400
ବହୁତ୍ ଭଲ ଦଣ୍ଡ ନାଚ
ଏ ସବୁ ସୀତାରାମ ଅଗ୍ରୱାଲ ଙ୍କ ପାଇଁ ସମ୍ଭବ ହେଇପାରିଛି,❤ thank you Sidharth music
ଅତିସୁନ୍ଦର ଆମ ପରମ୍ପୋରା ଆମ ସଂସ୍କୃତି ଏମିତି ବଜାଈ ରଖିବା...... ଯୋଉଥିରେ ଓଡିଶା ର ପରିଚୟ ସେଇଜିନଷ କୁ ବଜାଇରଖିବାକୁ ମୋର ଅନୁରୋଧ..। 🙏
Bahuta Sundar Hoichhi Danda Nacha
ଅତି ସୁନ୍ଦର ଅଭିନୟ ❤❤❤❤
Proud to be an a odisha's Girl because our culture nd our festivals also are heart❤ touched nd very peace full nd evergreen Jay maa kali🙏🙏❤❤❤❤❤❤
Bahut sundar hei chhi
Mo angul aji ae danda pain sara odisha re prasidho 😀😀😀😀🖐️🖐️🖐️
Ama kala ama Sanskrunti ❤❤❤
Mind blowing
Bahut badhiya ❤❤❤
ଅତୀବ ସୁନ୍ଦର, ସୁଲଳିତ ଓ ଆମୋଦ ଦାୟକ।
ଆମର ସଂସ୍କୃତି ଆମ ପରମ୍ପରା କେତେ ନିଆରା ❤❤❤
mind blowing yaar
Jabardast post ❤❤❤
Bahut Sundar laguche Tamar danda
ଦଣ୍ଡନାଚରେ ରାମଢୋଲ କୁଆଡେ଼ ଗଲା। ହାରିମୋନିଅମ ଶବ୍ଦର ଅଭାବ। ଚଢ଼େଇଆ ନାଚ କାହିଁ। ଦଣ୍ଡନାଚର ସାଉଣ୍ଡ ବଦଳ ରେ ସଂସ୍କୃତି ହୀନ ଭଳି ଲାଗୁଛି।
@user-ev6lg8le9y
2 ай бұрын
😊😊
Very nice
Super
Jhakash heichi
Manachhuan o jibant lokanrutya . Thanks .
Outstanding
Badhia nacha
Bahut mojà heichi 😅😅😅
Super dance
Jay.. Jagannath🚩🚩🚩🚩🚩🚩🚩🚩🚩🚩🚩
Bahut sunder heichi beautiful
Nice ❤❤❤
Voice is mind blowing
Bohut Boriya danda nacha ammo are bhi ame koru Chu Love from Assam
Madhaba Bhai ra voash bhari bhalo lagila thanks 👍😊👍👍👍
ବହୁତ୍ ଭଲ ଲୋକ କଳା ..
Love from assam odia
ଓଡିଆ ସଂସ୍କୃତି ପରଂପରା ର ଅନ୍ୟ ଏକ ବିଭାଗ ଲୋକ ନାଟକ .... great
I love Dada puja 🙏🙏
Bahut sundar
Bahut sunder voice ❤️
@ashoksethy6083
9 ай бұрын
😅
Beautiful
ଅତି ସୁନ୍ଦର ❤❤❤
bhala heichi
Bahut sundar swara
Bahut sundar osm jete kahile bi kam heba
Gita bahut sundar. Good acter
Nice supar...👌👌👌👌
Very niece❤❤💚💚💛💛🧡🧡
Supar
ସୁନ୍ଦର ଉପସ୍ଥାପନା
❤ଧନ୍ଯରେ ବାଦ୍ୟ କାର ଭାଇ😍😍😍😍😍😍🤑
so nice
Super hadi song
Bhai.vala.laguchi
Jai Jagannath
@darpadalanasahoodarpadal-ll6iu
3 ай бұрын
x
ସୁପର
odisha Ra No1nacha
Really good job
VERY NICE ❤
Very nice. It's odisha saskruti
Bahut sundar Heichhe 👌👌👌
Super,excellent 🙏🙏🙏🙏
Ama Odia song 😍😍😘😘🙏🙏🙏🙏🙏🙏🙏🙏🙏🙏
@nirodmohanti7471
3 жыл бұрын
,
@kanhanayak2200
Жыл бұрын
@@nirodmohanti7471 ro te
So beautiful bhai
ବଢିଆ
Good
Vere. Nice
Odisa best danda nacha super
Very good
Good song
This is fantastic danda nacha
Bohut Sundar abhinay
Super so beautiful
*Proud Be Odia Culture* ♥✅
🌹🙏👍 ak dam jhakas
Wow super nice 👌👌👌👌👌👌👌👌
@puspanjalipati6450
3 жыл бұрын
.nice
@user-vz5tm8ky2l
9 ай бұрын
@@puspanjalipati6450😂
@RangaliMeher
9 ай бұрын
@@puspanjalipati645011
@BiswajitpatraBiswajit-zv2ks
2 ай бұрын
😮
ଅତି ସୁନ୍ଦର ଭାବରେ ଗୀତ ଓ ଅଭିନୟ କରିଥିବା ରୁ ଧନ୍ୟବାଦ ଅର୍ପଣ କରୁଛି ।
@kashalabarik6183
Жыл бұрын
🤔
@bapigamerz94
Жыл бұрын
@@kashalabarik6183 ûh7 us in
@lalitmohandandasena6125
Жыл бұрын
L
@hiteshbagha3943
Жыл бұрын
See
@user-cn6cc9ij2i
7 ай бұрын
Sa@@kashalabarik6183
Jay maa kali 🙏🙏🙏🙏
Nice 👍 video
Nice
Ooo super
@tunajena7623
4 жыл бұрын
Hello
I love danda
Supar danda nacha
Wow😲 Amazing. Aur culture
I love danda puja
Nice 👍👍
Excellent
Jai maa dandakali
dęāŗ dāddy ❤
Super👍
😊😊
❤❤❤
Very nice video
Love from ANGUL odisha India
Ati sundar voice 3:53
nice nrutya nd thanks
bahut bhala
@shankarshansahu4594
7 жыл бұрын
Dinabadh u Munda Temple Run
@hemantabehera7611
5 жыл бұрын
Shankarshan Sahu 的 的!?吧伤不s tp起999999996G😮示ojjhjkidjp5
Supur
Osm osm osm
Super danda yatra
@dasarathsamal6357
Жыл бұрын
Shall cmf😂💔💔💔
Nice nice video mast 2 good 👌👍
Jay shree Ram Jai ❤❤❤❤❤❤
Super acting nice program