Mo Bapa | Emotional Odia Song | Aliva Lenka | Sricharan Mohanty | Kalandi Rout | Sanjay
► Create Your Reels Here - / 759005912451026
Suman Creation Media ପ୍ରସ୍ତୁତ କରୁଛି ଏକ ସୁନ୍ଦର ଓଡ଼ିଆ ବାପାଙ୍କ ଗୀତ "ମୋ ବାପା" । ଏହି ଗୀତଟିକୁ ଗାଇଛନ୍ତି କଣ୍ଠଶିଳ୍ପୀ ଅଲିଭା ଲେଙ୍କା ଓ ଶ୍ରୀଚରଣ ମହାନ୍ତି, ଗୀତ ରଚନା କରିଛନ୍ତି କାଳନ୍ଦୀ ରାଉତ ଓ ସଂଗୀତରେ ସଜେଇଛନ୍ତି ସଞ୍ଜୟ ।
ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଭଜନ ଶୁଣିବା ପାଇଁ ଆମ ୟୁ ଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ ।
► Please Like, Share, Comment & Don't Forget To Subscribe Our Channel Suman Creation Media - @sumancreationmedia
► Video Credits
♫ Song Name: Mo Bapa
♫ Singer: Aliva Lenka & Sricharan Mohanty
♫ Lyrics: Kalandi Rout (Ph -7000121696)
♫ Music: Sanjay
♫ Dubbing & Mixing: Studio Pabitra
♫ DOP: Ajit
♫ Produced By: Mohan Bhai (WhatsApp 8018209332)
♫ Banner: Suman Creation Media
► "Mo Bapa" - Now Streaming On -
♫ KZread Music - • Album - Mo Bapa
♫ I Tunes - / mo-bapa-ep
♫ Spotify - open.spotify.com/track/2lnyQH...
♫ Wynk - wynk.in/music/album/mo-bapa/b...
♫ Gaana - gaana.com/song/mo-bapa-9
♫ Jio Saavn - www.jiosaavn.com/album/mo-bap...
♫ Amazon Music - music.amazon.in/albums/B0CVL4...
♫ Artist Page - • Mo Bapa
► Enjoy & stay connected with us!
♦ Facebook: bit.ly/44LgjpZ
♦ Instagram: bit.ly/3LQ5rhX
#SumanCreationMedia #MoBapa #AlivaLenka #SricharanMohanty #KalandiRout #Sanjay #fathersday #BapaMoBapa #Bapa #MoBapaAlivaLenka #Father'sDaySpecialSong #father #AlivaLenkaSong #SricharanMohantySong #BestofAlivaLenka #BestofSricharanMohanty #BapaSong #HataDhariMoraChalisikheila #RagichaKiBapaTame #OdiaSong2023 #fathersdayspecial
► Copyright Disclaimer
Copyright © of The Content Belong To Suman Creation Media. Any Reproduction Or Illegal Distribution Of The Content In Any Form Will Result In Immediate Action Against The Person Concerned.
Пікірлер: 514
ବହୁତ ହୃଦୟ ସ୍ପର୍ଶି , ଗୀତ ଟି ଶୁଣିଲା ପରେ ମୋ ଆଖିରୁ ଲୁହ ଝରିଗଲା, ମୋ ବାପାଙ୍କ କଥା ବହୁତ ମନେ ପଡିଲା, ମହାପ୍ରଭୁ ମୋତେ ପ୍ରତିଟି ଜନ୍ମ ତାଙ୍କ କୋଳରେ ଦିଅନ୍ତୁ 🙏🙏👌
@AdhiBahara
9 ай бұрын
🎉
@user-vp3fx5rz9f
5 ай бұрын
😂😂
@sudambariha3821
2 ай бұрын
@@user-vp3fx5rz9fni ni❤
ହୃଦୟସ୍ପର୍ଶୀ ଗୀତ ।ବାପାଙ୍କୁ କୋଟି କୋଟି ପ୍ରଣାମ 🙏🙏❤️❤️🌹🌹
ବୋଉ ଗୀତ ପରେ ବାପା ଗୀତ ବି ସୁନ୍ଦର ହିଟ୍ ହୋଇଛି. ୨ ଜଣ ଗାୟକ ଗାୟିକା ଲେଖକ ବଂଧୁ କୁ ବହୁତ ବହୁତ ଧନ୍ଯବାଦ🤝 ଜୟ ଜଗନ୍ନାଥ🙏
@puspalatadash5512
Жыл бұрын
🙏 ଜୟ ଜଗନ୍ନାଥ 🙏 ବୋଉ ଗୀତ ପରି ବାପା ଗୀତ ଟି ମଧ୍ୟ ବହୁତ ସୁନ୍ଦର ହେଇଛି। ଲେଖକ ଗାୟକ ଗାୟିକା ଙ୍କୁ ବହୁତ ବହୁତ ଧନ୍ୟବାଦ।
@bhagabanbehera9394
3 ай бұрын
ବହୁତ ସୁନ୍ଦର ହେଇଛି କବିତା ସଂକଳନ ରଚନା ଭଲ ଭାବରେ ସୁନ୍ଦର ଶ୍ବର ଦେଇଛନ୍ତି , ଧନ୍ୟବାଦ 🙏🙏
ଅତ୍ୟନ୍ତ ହୃଦୟ ସ୍ପର୍ଶୀ ବାପା ସତରେ ଯେତେ ଉପମା ଦେଲେ ବାପାଙ୍କ ସଙ୍ଗେ ତୁଳନୀୟ ଠାରୁ କମ ଜଣା ପଡୁଛି l ଧନ୍ୟବାଦ ସମସ୍ତଙ୍କୁ
ଲେଖକ, ପ୍ରଯୋଜକ, ଗାୟକ ଓ ନିର୍ଦ୍ଦେଶକ ସମସ୍ତଙ୍କୁ କୋଟି ପ୍ରଣାମ l ବାଃ ଚମତ୍କାର......
ଭାବନାକୁ ଶବ୍ଦରେ ଅତି ସୁନ୍ଦର ଭାବରେ ସଜାଇଅଛନ୍ତି Lyricist.. Beautiful brother❤ ଅତି ସୁନ୍ଦର ଲେଖା।
ବୋଉ ଗୀତ ପରେ ଏବେ ବାପା ଗୀତ ଖୁବ୍ ସୁନ୍ଦର, ଆପଣ ଦୁଇ ଜଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍। ଜୟ ଜଗନ୍ନାଥ
@geetanjailidevi8839
Жыл бұрын
Bapa bou tharu aou kia bada nanhi 🙏🙏🙏🙏🙏🌹🌹🌹🌹🌹
ଖୁବ୍ ସୁନ୍ଦର ପରିପ୍ରକାଶ..... 👌👌ଆଖି ଛଳଛଳ ହୋଇଗଲା। ସତରେ ବାପା ମାଆ ଥିଲେ ସବୁକିଛି ଅଛି ।🙏🏻🙏🏻🙏🏻
ଅତି ସୁନ୍ଦର ଲାଗିଲା ଆଜ୍ଞା । Hara krishna 🙏
ଖୁବ୍ ସୁନ୍ଦର ଉପସ୍ଥାପନା ଏବଂ ରଚନା ତଥା ସ୍ବର ସଂଯୋଜନା। ସମସ୍ତଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା।
ବହୁତ ସୁନ୍ଦର ହେଇଛି ଗୀତଟି ହୃଦୟ ସ୍ପର୍ଶୀ , I love you Bapa
Mo Bapa Mo pain Jagannath Mo bou Mo pain mahalaxmi ❤❤
ସତରେ ପୁରା ହୃଦୟ ସ୍ପଶି ଗୀତଟିଏ ହୃଦୟ କୁ ଛୁଇଁଲା ଲଭ ୟୁ ବାପା
ଅତିସୁନ୍ଦର ବଢିଆ ଲାଗିଲା ଗିତଟିର ପୁରାଟିମ୍ କୁ ଅଶେଷ ଅଶେଷ ଧନ୍ୟବାଦ୍ ।।ଏହିପରି ସୁନ୍ଦର ସୁନ୍ଦର ଗୀତ ସୁମନ କ୍ରିଏସନ କରନ୍ତୁ ।
@sumancreationmedia
Жыл бұрын
🙏
ପୁଣି ଥରେ ଏହି ଗୀତ ଟିକୁ ବହୁତ୍ ସୁନ୍ଦର ଭାବରେ ଲେଖିଥିବାରୁ ମୁଁ ମୋ ସାଙ୍ଗ କାଳିନ୍ଦୀ କୁ ବେଶି ଧନ୍ୟବାଦ୍ ଦିଏ
Nice heart touching song. Bapa tuma padatale more koti koti Pranam. I love you Bapa.
Satare kete sundar a Gita jie lekhichanti tanku dhanyabad Love u so much BAPA MAMI❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Bapa is bapa. Can't be compared with any one of the world. The sacrifice of a father is known after his departure. He takes the risk, faces the challenge, for the family up to his last breath. Father is great,
@sumancreationmedia
7 ай бұрын
Thank u
ବାପା ଓ ମା ଆମ ଜୀବନ କିନ୍ତୁ ବାପା ହେଉଛନ୍ତି ପରିବାରର ମୂଖ୍ୟ
ବାପା ବୋଉଙ୍କର ଗୀତ କରିଥିବା ସମସ୍ତ କଳାକାର ଙ୍କୁ ହୃଦୟରୁ ପ୍ରଣାମ ❤
@kadambini-cm4is
Жыл бұрын
Mo tarngatv hu nmbnbyarnhatbt. Mo by hu ni Mo Mo Mo😅😅
Papa ଙ୍କୁ କୋଟି କୋଟି ପ୍ରଣାମ,🙏🏻🙏🏻🙏🏻❤️❤️❤️
Bahut sunder song payeen Dhanyabad.Singer jodi superhit......Thanks to your all team for this beautiful song....
ଲେଖକ ଓ ଗାୟକ ଗାଇକା ମୋ ହୃଦୟରୁ 🙏🙏🙏🙏🙏 ଏ ଗୀତ ଶୁଣି 😭😭😭😭
Bhaari mane pade mo bapanka katha miss u baapa heart touching song
ବୋଉ ପରେ ବାପା ଗୀତ.. ବହୁତ ସୁନ୍ଦର ଲାଗୁଚି.... ହୂରଦ୍ୱୟ କୁ ଛୁଇଁ ଗଲା...😢
@ranjanswain7524
Жыл бұрын
Everybody has to praise the theme of the song. Really heart touching ♥️
ବାପା ବିନା କଣ ହୁଏ ଏବେ ଆମେ ବୁଝିପାରୁଛି,କାରଣ ବାପା ଏବେ ଚାଲି ଯାଇଛନ୍ତି । ବାପାକୁ ଭୁଲିବା ଏତେ ସହଜ ନୁହେଁ । Always miss Papa
ବହୁତ୍ ଭଲ ଲାଗିଲା ଜୟ ଜଗନ୍ନାଥ 🙏
Beautiful composition , lyrics & beautiful singing by Shricharan Mohanty ❤❤❤
ହେଲାଯେ,ବୋଉ ପରି ହୃଦୟସ୍ପର୍ଶୀ ହେଲାନି ।
Mo baba mo super hero.... Love you baba 😍😍.... thank you Aliva miss and shreecharan sir 🙏😍🙏
@sumancreationmedia
Жыл бұрын
Hau lo mo sundari
@bijayalaxmiray9180
Жыл бұрын
So nice beautiful song
@bijayalaxmiray9180
Жыл бұрын
Mo bound mobapaso excellent
ହୃଦୟ ଛୁଇଁଲା ଭଳି ସଂଗୀତ 🙏💐
ଅତି ସୁନ୍ଦର ଓ ପ୍ରେରଣା ଦାୟୀ ପ୍ରକୃତ ରେ ବାପା ସହିତ କାହାକୁ ତୁଳନା ଅସମ୍ଭବ
ବହୁତ୍ ଭଲ ଲାଗିଲା ଗୀତ ଟି ଶୁଣି... ବହୁତ୍ ବହୁତ୍ ଧନ୍ୟବାଦ୍ ଚରଣ ଭାଇ , ଅଲିଭା ଅପା 🙏🙏👍👍🤝🤝🤝🤝
ଗୀତ ଟି ଏତେ ହୃଦୟସ୍ପର୍ଶୀ ଯେ ମୋ ଆଖିର ଲୁହ ଆସିଗଲା। ମାତ୍ର ୧୨ମି ଶୁଣିଲି।ଆଉ ଶୁଣିବାକୁ ଧୈର୍ଯ୍ୟ ରହିଲାନି।
@mohankumarsena2953
7 ай бұрын
bou gita sunantu
Bapa tumanku koti koti pranam 🙏🙏 tuma atma sadgati prapti hou 🙏 🙏
Very heart touching. Beautiful composition. Hats off to the entire team for giving justice to the song written by talented friend Kalandi sir.❤❤❤❤
@kunabarik5029
Жыл бұрын
Bapa maa. Hele duniyara sabutharu bada hele. Sei santan taaknu. Chinhi paruni
ହୃଦୟ ପର୍ଶୀ ଗୀତଟିଏ ବାପା ଙ୍କୁ କୋଟି କୋଟି ପ୍ରଣାମ 🙏🏻🙏🏻😭😭 i miss you Bapa😭🙏🏻
ATI Sundar lekha .heart touching words written by lyricist.🙏🙏🙏🙏
ହୃଦୟସ୍ପର୍ଶୀ ହୋଇପାରିଛି ଏହି ଗୀତ, nice
Really very heart touching... ❤❤❤miss you Bapa😭😭😭
Miss u my hero mo bapa😢
My hero mo baba❤love u baba
Heart touching song.beautiful voice God bless both of you 🎉😢
Really heart touching ❤ song thanks to entire team 😢 love you bapa
ଏ ଗୀତ ଦ୍ଵାରା ବାପା ଆମ ପାଇଁ କଣ ତାହା ଜନେଇଲେ ସେଥିପାଇଁ ଧନ୍ୟବାଦ୍
Special thanks to Mr Kalandi Rout for writing such a beautiful song
@kalandirout4858
6 ай бұрын
Thank you
Very beautiful song ,thank you so much kalandi sir for your lyrics and srichanran sir for singing this song , again thank you to all the team members.
ମୋ ବାପା ହେଉଛନ୍ତି ଦୁନିଆର ସବୁଠୁ ଭଲ ବାପା।ତାଙ୍କ ପାଦତଳେ କଟି ଜାଉ ବର୍ଷ ପରେ ବର୍ଷ ଅନେକ ବରଷ।
Bahut sundar laguchi gita bapa ka pai akhiru luha Asijauchi
ଭାଇଭଲଲାଗିଲା🙏🙏🙏👍
Miss you Bapa in every moment of my life. Puni feri asantaki😢
ବାପା ପା ମୁଣ୍ଡକୁ ଛାତ. ଭଗବାନଙ୍କ ଶ୍ରେଷ୍ଠ ସୄଷ୍ଟି ବାପା ଆଉ ମାଆ. ସବୁଦିନ ସମୟରେ ମୋ ହୃଦୟରେ ଅଛନ୍ତି ସେମାନେ. ସବୁ ମନେ ପଡୁଛି ଗୀତଟି ଶୁଣି.❤
Simply heart touching! Thank you the team
ପିଲାମାନଙ୍କ ପାଇଁ ସକଳ ତୀର୍ଥ ହେଉଛି ବାପା ବୋଉ, ବହୁତ ହୃଦୟ ସ୍ପର୍ଶି ଗୀତ ଟି
Fabulous sir heart touching love your song...
Sundar prachestha, both singer are excellent with all musical teem, thanks
My heartfelt thanks to all artists as well as Lyricist of Bou and Bapa really heart touching
FATHER IS A GREAT WORD. WHEN I LOST HIM' THEN I UNDERSTAND THE MEANGING AT THE AGE OF 50.. JOY JAGANNATH.
Heart touching song....😢😢mo bapanku bahut miss karuchi
This song is real heart touching.. Very beautiful.
I love you Bapa.
Heart touching song....❤
❤❤❤❤Ever green song. Proud of to Singer , writer and maker .
Mo bapa maa duniara sabutharu bhala l love you maa bapa
Love you Bapa.Miss you very much. I feel your fragrance every where. 🙏
Love u bapa I really miss you 😭😘😘😘
You have given a moral and fundamental message to the society,we hope everybody should realise it, the word mummy,mom, daddy and,d is too difference from bapa and bou,
@sheelamishra3889
5 ай бұрын
The songs are emotional,
ଏ ଗୀତ କୁ ମୁ କେଉଁ ଶବ୍ଦର ଧାଡିରେ ପ୍ରଶଂସା କରିବି, କେଉଁଠୁ ଆରମ୍ଭ କରିବି କେଉଁଠୁ ଶେଷ କରିବି. ଯାହା ବି ଲେଖିଲେ କମ ହେବ...... ଅତ୍ୟନ୍ତ ଉଚ୍ଚ କୋଟିର ବନ୍ଦନା 🙏🙏🙏 ଏହାକୁ ଆମେ ସଂଗୀତ କହିବା ଭୁଲ ହେବ ଏହା ବାପାଙ୍କ ବନ୍ଦନା 🙏🙏🙏🙏🙏
Heart touching song, love u bapa
Beautiful singing Sricharan & Aliva ❤🎉
@kunabarik5029
Жыл бұрын
Sanju lata Barik
@bijoyapriyadarsinidash922
Жыл бұрын
କୋଟି କୋଟି ପ୍ରଣାମ ବାପା।।।। I am missing my sweet ବାପା।।।
ବାପା, ମା ଙ୍କ ଗାଥା ସବୁଠି ଓ ସବୁଠାରେ ମାଇକି ମାଧ୍ୟମ ରେ ପୂଜା ପରବ ରେ ବାଜୁ ଏହା ମୋର କାମନା।
Mind-blowing sir your voice is amazing
Heart touching song,very nice 😊
Heart touching n emotional song.
@LaxmikantaMallick-mz4tp
Жыл бұрын
MOBAAPAMOJIVAN
ହୃଦୟ ସ୍ପର୍ଷି ସୁନ୍ଦର ଗୀତ ଟିଏ
Thank amiti gote song pai 🙏🙏🙏🙏🙏🙏
ସମସ୍ତଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ 🙏🙏
Very attractive lyrics and music with voice of the team.. many thanks..
ଧନ୍ୟବାଦ ଆପଣମାଙ୍କୁ ଅତିସୁନ୍ଦର 🙏🌹
❤🎉❤ I. Love you Bapa
Suniki luha 😢😢Ashigala.... Bahut sunder Gita.....❤❤❤🎉🎉🎉🎉🎉🎉🎉
Namaskar, very heart ❤💕 touching song, Bapa(Father) is Bapa, No ultimate than Bapa, he is our Backbone, he bears all difficulties in life to maintain the family showing good path for us, That's why... Pita swarga, pita Dharma pita hi paramo taapah..... ......
Really heart touching 😢😢 imiss u nana
Thank you so much amiti gote song pai god bless you
Veryvnice song ବାପା ❤
Bahut bhala lagila gita ti heart touching ❤❤❤❤
Beautiful song thanks sanjay for your music composition
Khub sundar .JAY JAGANNATH 🙏🏻❤️
😭😭😭😭😭😭Bapa feri asa tme 😢😢😢😢kichhi sabda nai a Gita pain rhruday ku chhuila vali gitati heichi.....bhuuuut Mane paducha baa😢😢😢ichha thila tume thiba vitare tuma pain Gitatie gaibi 😢😢😢kichhi kriparilini 😢😢😢
Really heart touching song,thanks to entire team @ lyricist ,composer n singer
Bahut sundar lekha ❤❤❤❤awesome voice mam,, 🥰🥰🥰🥰
Great writer and singer all cast .bapa and maa nka upare best song and message.thanks to all🙏🙏.love u bapa bou
Beautiful very Very nice presentation super best hearttouching thanks from RUKMINI PRODUCTION BijayaKumarMishra GITIKARA puri jai jagannath jai 🙏
Thanks Suman creation for this amazing song that touches every human being.Role of a father can’t be replaced by any body.God bless u entire team.
@sumancreationmedia
7 ай бұрын
Thank u 🙏
❤❤❤ବାପା ମାଆ ❤❤❤
Mo Bapa (Nana) nka katha mora bahut manepade sabu bele, Nana tumara sthana kehi purana kariparibeni. Tume amaku asirbada karuthantu .🙏🙏🙏
Thank you so much for singing
Bahut sundr laguchi gita duit akhi chala chala hoijauchi
Love you....papa mu mo papa ku bohut bhalo pa..A.....mo papa mo best friend ❤ kintu aji kali Lako Mane papa au maa ku kn karuchati dekhatu ......au gote kotha puo jhio Mane Bodo hela belaku bugparuna hati je duniya Bodo khi nahati papa maa chada.....I lov u papa and maaa😊❤❤❤❤
@mohankumarsena2953
7 ай бұрын
mo bou gita sunantu
ଗୀତଟି ଭଲ ହୃଦୟସ୍ପର୍ଶୀ । ଆଇ ଲଭ ଇୟୁ ବାପା ।