He Samaya | Full Video | Mu Aau Tame | Babul Supriyo | Srikant Gautam | Shantiraj Khosla

Музыка

Sun Music Odia ପ୍ରସ୍ତୁତ କରୁଛି ମୁଁ ଆଉ ତୁମେ ଆଲବମର ଏକ ସୁପରହିଟ ସୁନ୍ଦର ଓଡ଼ିଆ ଆଧୁନିକ ଗୀତ "ହେ ସମୟ" । ଏହି ଗୀତଟିକୁ ଗାଇଛନ୍ତି ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ ଏବଂ ସଂଗୀତରେ ସଜେଇଛନ୍ତି ଶାନ୍ତିରାଜ ଖୋସଲା, ଏହାର ନିର୍ଦ୍ଧେଶନା ଦେଇଛନ୍ତି ରବୀନ୍ଦ୍ର ପ୍ରଧାନ ଏବଂ ପ୍ରଯୋଜନା କରିଛନ୍ତି ଶ୍ରୀକାନ୍ତ ଗୌତମ ।
ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଆଧୁନିକ ଗୀତ ଶୁଣିବା ପାଇଁ ଆମ ୟୁ ଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ ।
► Please Like, Share, Comment & Don't Forget To Subscribe Our Channel Sun Music Odia.
► To Subscribe Our Channel Click On: / sunmusicodia
► Video Credits
♫ Album Name: Mu Aau Tame
♫ Song Name: He Samaya
♫ Singer: Babul Supriyo
♫ Lyrics: Srikant Gautam
♫ Music Director: Shantiraj Khosla
♫ Artists: Srikant Gautam
♫ Producer: Srikant Gautam
♫ Director: Rabindra Pradhan
♫ Production House: Sun Music
Listen He Samaya -
Amazon Music: amzn.to/3SIpNMe
Jio Saavn: bit.ly/3edPENd
Gaana: bit.ly/3CaHIEw
Spotify: spoti.fi/3rztI21
Wynk: bit.ly/3Ej2695
KZread Music: bit.ly/3SHayTW
Apple Music: apple.co/3EmuirM
► Enjoy & stay connected with us!
♦ Facebook: / sunmusicodia
♦ Twitter: / sunmusicodia
#SunMusicOdia #HeSamaya #FullVideo #BabulSupriyo #SrikantGautam #ShantirajKhosla #BabulSupriyoSongs #BabulSupriyoHits #RabindraPradhan #MuAauTame #SrikantGautamHits #SunMusicModernHits #OdiaSong #OdiaModernSong #ChildhoodSong #OdiaChildhoodSong
► Copyright Disclaimer
Copyright © of The Content Belong To Sun Music. Any Reproduction Or Illegal Distribution Of The Content In Any Form Will Result In Immediate Action Against The Person Concerned.

Пікірлер: 1 700

  • @swastiranjandash1
    @swastiranjandash16 ай бұрын

    ୨୦୨୪ ରେ କିଏ କିଏ ବିତିଯାଇଥିବା ସେହି ଅମୂଲ୍ୟ ଦିନକୁ ବହୁତ ମନେ ପକାଉଛ...❤❤❤

  • @pratapkumarpradhan8452

    @pratapkumarpradhan8452

    6 ай бұрын

    ମୁଁ 😭😭😭😭😭

  • @AlexJuniper99

    @AlexJuniper99

    5 ай бұрын

    Mu😢😢

  • @trilochand866

    @trilochand866

    5 ай бұрын

    Mu😂😂😂

  • @mynamesantosh4465

    @mynamesantosh4465

    5 ай бұрын

    Mu😢

  • @sudiptaranjan4307

    @sudiptaranjan4307

    5 ай бұрын

    Mu bahut mane paduchi

  • @sub12at
    @sub12at5 ай бұрын

    ଜୀବନ ଠାରୁ ❤ବଡ଼ ବିଦ୍ୟାଳୟ ନାହିଁ.... 😢ଅସୁବିଧା ଠାରୁ ବଡ଼ ପରୀକ୍ଷା❌ ନାହିଁ..... ଆଉ ସମୟ ଠାରୁ ବଡ଼ ଶିକ୍ଷକ 🙄ନାହିଁ.......❤

  • @sipakeditz6766

    @sipakeditz6766

    2 ай бұрын

    😢😢

  • @sanjaytripathy6421

    @sanjaytripathy6421

    Ай бұрын

    😢😢

  • @NiluNaik-kf6st

    @NiluNaik-kf6st

    Ай бұрын

    Thanks

  • @ODIATOKAVLOG12

    @ODIATOKAVLOG12

    Ай бұрын

    ଭଉତ ସୁନ୍ଦର ସତ କାହାଣୀ 🙏🙏❤️

  • @kumarjanmejay
    @kumarjanmejay Жыл бұрын

    ମୋ ପିଲାଦିନେ ଯେବେ ଏହି ଗୀତ ଟିଭିରେ ପ୍ରସାରିତ ହୁଏ, ଶୁଣିବାକୁ ଭଲଲାଗେ। ହେଲେ ଏବେ ବଡ଼ ହେବାପରେ ଏହାର ଅର୍ଥ ବୁଝାପଡୁଛି। ବାସ୍ତବରେ ଏହା ଏକ ଗୀତ ନୁହେଁ ବରଂ ଜୀବନର ଏକ ସୁନ୍ଦର ବର୍ଣ୍ଣନା। ❤️

  • @jitendrakumarnahak7479

    @jitendrakumarnahak7479

    9 ай бұрын

    ₹ lm

  • @SureshranaSureshrana-pf6rr

    @SureshranaSureshrana-pf6rr

    9 ай бұрын

    Right bro

  • @rakeshnayak736

    @rakeshnayak736

    7 ай бұрын

    ❤❤❤❤❤❤❤❤

  • @biswojitdas3869

    @biswojitdas3869

    5 ай бұрын

    Bhai ae ta jiban❤❤❤

  • @pradeepfoods4322

    @pradeepfoods4322

    4 ай бұрын

    ❤❤❤❤❤❤❤

  • @bibhutistar3301
    @bibhutistar3301 Жыл бұрын

    ଭାଇ ଏ ଗୀତ ଲେଖିବାର ନଥିଲା, କାହିଁକି ନା ଆମ ଭଳି ଗାଁ କୁ ଭଲ ପାଉଥିବା ପିଲା କାନ୍ଦୁଚ ନ୍ତି ଏ ଗୀତ ସୁଣି

  • @prabadhdas7213

    @prabadhdas7213

    Жыл бұрын

    😢😢😢😢😢😢😢😢😢

  • @pratapkumarpradhan8452

    @pratapkumarpradhan8452

    6 ай бұрын

    ନିଶ୍ଚିତ ଭାଇ😭😭😭😭🙏

  • @prithisoren9683

    @prithisoren9683

    5 ай бұрын

    Vai kandilebi loke,Sato katha ta aau

  • @ajayakumarpanda672

    @ajayakumarpanda672

    4 ай бұрын

    ❤Lllllll❤lllll pl l​@@prabadhdas7213

  • @rksamalsamal2158

    @rksamalsamal2158

    4 ай бұрын

    😢😢

  • @neelambargouda705
    @neelambargouda705 Жыл бұрын

    2023 ରେ ବି ଏହି ଗୀତ ଶୁଣୀ ଆମ ପୀଲାଦୀନ କଥା ବୋହୁତ ମନେପଡେ ,ମୋ ଗା ,ମୋ ଭାଷା, ମୋ ଓଡିଶା, ଆମେ ସଭୀକୁଂ ଆମ ଭାଷା କୁ ଭଲ ପାଇବା ଜରୁରୀ

  • @papinaswain2531

    @papinaswain2531

    Жыл бұрын

    😊😊

  • @KhageswarMahananda-hu9pw

    @KhageswarMahananda-hu9pw

    Жыл бұрын

    ❤❤❤❤❤❤❤

  • @AamaGaonAamaMati

    @AamaGaonAamaMati

    Жыл бұрын

    🙏🙏🙏

  • @user-mb4zl8ut5g

    @user-mb4zl8ut5g

    9 ай бұрын

    😢😢 just fill it

  • @SunilKumar-ts3hk

    @SunilKumar-ts3hk

    9 ай бұрын

    😢😢😢😢😢😢😢😢 hnn bhai

  • @ChandanDehury-kg1bj
    @ChandanDehury-kg1bjАй бұрын

    2024 ରେ କିଏ କିଏ ଦେଖୁଛ

  • @user-fo5ii9bl8i

    @user-fo5ii9bl8i

    20 күн бұрын

    Radhe Radhe

  • @SoudagarKalsai-qu7ri

    @SoudagarKalsai-qu7ri

    8 күн бұрын

    Bhout misss😢😢😢😢😢😢😢😢

  • @hi_imbiswaranjan
    @hi_imbiswaranjan8 ай бұрын

    ଏମିତି କିଛି ହୁଅନ୍ତାନି କି ଆମେ ପୁଣି ଥରେ ଆମ ପିଲା ଦିନ କୁ ଆମେ ଫେରି ଆସନ୍ତେ 😢😢😢😢 ବହୁତ୍ ମନେ ପଡୁଛି ସେ ଦିନ ରେ । ହେ ଭଗବାନ୍ ଏତିକି ଅନୁରୋଧ କି ପୁଣି ଥରେ ମଣିଷ ଜନ୍ମ ଦିଅନ୍ତୁ 😢😢😢😢 ପୁଣି ସେଇ ପିଲା ଦିନ ଅବସ୍ଥା କୁ ଆସି ଯାଆନ୍ତି କି 😢

  • @ranjitgaming5805

    @ranjitgaming5805

    18 күн бұрын

    😮😮😢😢😢hmm bhai

  • @ankitavlog757

    @ankitavlog757

    9 күн бұрын

    Abe ra pila Mane kn agabhali Dina bitauchhanti Abe ta khali 2 barsaru patha patha hei jauchhanti

  • @abc.6778
    @abc.67786 ай бұрын

    2024 ରେ ମଧ୍ୟ ଏହି ଗୀତ ଶୁଣିଲେ ସେହି ପିଲାଦିନର ଚିରସ୍ମରଣୀୟ ଦିନ,ଖେଳକୁଦ ମନକୁ ଅତି ଆନନ୍ଦରେ ଭରିଦେଇଥାଏ ❤❤❤

  • @sunitanayak184
    @sunitanayak184 Жыл бұрын

    ଏଇ ଗୀତ ଟା ଯେତେ ଥର ଦେଖୁଚି, ମୋ ଆଖିରୁ ଲୁହ ବାହାରି ଆସୁଚି...😔 🎶 👌👌👌singer babuli sir👍👍

  • @prabadhdas7213

    @prabadhdas7213

    Жыл бұрын

    Same here😔

  • @Swpriyanka

    @Swpriyanka

    Жыл бұрын

    #smile medicine

  • @aloksamantaray2815

    @aloksamantaray2815

    Жыл бұрын

    @@prabadhdas7213 ⁰⁰⁰0⁰0⁰0⁰0⁰

  • @aloksamantaray2815

    @aloksamantaray2815

    Жыл бұрын

    @@prabadhdas7213 000

  • @satyapujhari4984

    @satyapujhari4984

    Жыл бұрын

    bhai se dina pheriasanta ki😔😔😔

  • @ajayakumarrana7084
    @ajayakumarrana7084 Жыл бұрын

    ଓଡ଼ିଆ ଭାଷା ଥିବା ଯାଏ ଏ ଗୀତ ସବୁବଳେ ହୃଦୟସ୍ପର୍ଶୀ ହୋଇ ରହିବା। ସବୁବେଳେ ଆମ ପିଲାଦିନ କଥା ମନେ ପକେଇ ଦବ। ଧନ୍ୟବାଦ୍ ଶ୍ରୀକାନ୍ତ sir।

  • @AmritaJeevanJyoti
    @AmritaJeevanJyoti5 ай бұрын

    ଅତୀତ ଏମିତି ଏକ ସ୍ମୃତିଫୁଲ ଟିଏ ଯେତେ ବାସୀ ହୁଏ ସେତେ ବାସୁଥାଏ.. ✍️ ଜୟ ଜଗନ୍ନାଥ ସ୍ୱାମୀ 🙌

  • @Sunshinetvodia
    @Sunshinetvodia4 ай бұрын

    ଏଇ ଗୀତ ଶୁଣିଲେ 😢 ସତରେ ଆଖି ରୁ ଲୁହ ଝରି ପଡେ ସେ ଖେଳ କୁଦ ସେ ସ୍କୁଲ ଘର ପଡିଆ ସେ ବର କୋଳି ଆଉ ସାଙ୍ଗସାଥି ❤ କବେ ଫେରିବନି

  • @backbancher6969

    @backbancher6969

    Ай бұрын

    Right

  • @sushantjena5291

    @sushantjena5291

    Ай бұрын

    Smurti ek rupa janha

  • @Kartikasingh-tk4bj

    @Kartikasingh-tk4bj

    Ай бұрын

    😭

  • @prasantapattanaik862
    @prasantapattanaik862 Жыл бұрын

    ଆହା ସେ ପିଲାଦିନ କଥା ମନେ ପଡ଼ିଲେ ଆକିରୁ ଲୁହ ଝରି ଆସେ ବାପା ମା ଭାଇ ଭଉଣୀ ସାଙ୍ଗ ସାଥୀ ଖେଳ କୁଦ ଓ ଗାଁର ପ୍ରାକୃତିକ ଶୋଭା ଆଉ ମିଳିବ ନାହିଁ ଆଜି ତ ଆମେ ସମସ୍ତେ ଟଙ୍କା ଓ ସହରୀ ଜୀବନ ପଛରେ ଧାଇଁ ଧାଇଁ ଅଣ ନିଃଶ୍ୱାସ ନେଇ ବୃଦ୍ଧ ହୋଇଯିବା ହେଲେ ସେ ସମୟ ସ୍ବପ୍ନ ହେଇଯିବ

  • @diliprath9667

    @diliprath9667

    Жыл бұрын

    Hnnn sir

  • @dillip893

    @dillip893

    Жыл бұрын

    😩😩😩😩😩😩😩😩😩😩

  • @dillip893

    @dillip893

    Жыл бұрын

    Satare sir au kana se dina asiba

  • @gangamahapatra8356

    @gangamahapatra8356

    Жыл бұрын

    0

  • @bhabanibabu2613

    @bhabanibabu2613

    Жыл бұрын

    Satare se Dina au asibani

  • @sbrconstruction2012
    @sbrconstruction2012 Жыл бұрын

    ଅଭଳି ଗୀତ ଓଡ଼ିଆ ଆଲବମ ଜଗତ ପାଇଁ ଗର୍ବ ଓ ଗୌରବ 🙏🙏🙏

  • @AamaGaonAamaMati

    @AamaGaonAamaMati

    Жыл бұрын

    🙏🙏🙏

  • @Dhaneshwa2140

    @Dhaneshwa2140

    2 ай бұрын

    ଏ ଗିତ ପିଲା ଦିନ କଥା ମନେ ପକାଏ ସତରେ ବହୁତ ମନ ପଡେ 😢

  • @user-vy1ph6qd7t

    @user-vy1ph6qd7t

    Ай бұрын

    Gunamahaptra

  • @saubhagyaranjansethi2702
    @saubhagyaranjansethi270211 ай бұрын

    ଜୀବନର କେତେ ସୁନ୍ଦର ମୁହୂର୍ତ୍ତ ସବୁ ବିତି ଯାଇଛି ଯାହା ଆଜି ବି ମନେ ପଡିଲେ ବହୁତ୍ କଷ୍ଟ ଅନୁଭବ ହୁଏ ଆଉ ଆନନ୍ଦ ବି ଲାଗେ।

  • @manoranjanbarik2549
    @manoranjanbarik2549 Жыл бұрын

    ବହୁତ୍ ଲୁହ ଝରିଲା ଆଖିରୁ ଗୀତଟି ଶୁଣିଲା ପରେ । ସତରେ ବହୁତ୍ ମନେ ପଡୁଛି ପିଲା ଦିନର କଥା ଓ ସ୍ମୃତି। 😢😢😢

  • @supravabehera9800
    @supravabehera9800 Жыл бұрын

    ସତରେ ଗଲା ଦିନ ସବୁ.. ଏହି ଗୀତ ଶୁଣିଲା ପରେ ମନେ ପଡି ଯାଉଛି.... ସତରେ ଗୌତମ ଭାଇ.... ତୁମକୁ ବହୁତ ବହୁତ ଧନ୍ୟବାଦ..... ତୁମ ସୁଖ ରୁହ

  • @AamaGaonAamaMati

    @AamaGaonAamaMati

    Жыл бұрын

    🙏🙏🙏

  • @susamasethi1679

    @susamasethi1679

    Жыл бұрын

    .

  • @suryakantabehera3140

    @suryakantabehera3140

    10 ай бұрын

    Pura sata ଯେତେବେଳେ ଶୁଣିଲେ ପିଲା ବେଳ ktha Mane ପଡ଼ିଯାଏ ଆଉ kando bi lage

  • @user-vy1ph6qd7t

    @user-vy1ph6qd7t

    Ай бұрын

  • @sudarsanojha5337
    @sudarsanojha5337 Жыл бұрын

    🥺🥺ସତରେ ସେ ପିଲା ଦିନ କେତେ ଭଲ ଥିଲା 😭ହେ ଭଗବାନ ମୋ ପିଲା ଦିନ ମୋତେ ଫେରାଇ ଦିଅ 😭😭

  • @prabadhdas7213

    @prabadhdas7213

    Жыл бұрын

    Na bhai au hoboni😭😭

  • @rakeshsamal4757

    @rakeshsamal4757

    Жыл бұрын

    U r right 👍

  • @shivashivram4972

    @shivashivram4972

    Жыл бұрын

    😊😊😊

  • @r.s2577

    @r.s2577

    11 ай бұрын

    U r right bro

  • @Always_Legend

    @Always_Legend

    10 ай бұрын

    ​@@prabadhdas7213🤣🤣🤣🤣🤣🤣🤣🤣🤣🤣🤣

  • @RanjanSundaray-ty4vf
    @RanjanSundaray-ty4vf9 ай бұрын

    କେତେ ସୁନ୍ଦର୍ ଥିଲା ସେ ପିଲା ଦିନ ।ଭାବିଲେ ଖାଲି ଆଖିରେ ଲୁହ ଛଡ଼ା ଆଉ କିଛି ମିଳିବନି।କିନ୍ତୁ ସେ ଦିନର ସ୍ମୃତି ବହୁତ୍ ମିଠା ।ବୋଉର ଗାଳି ,ବାପାଙ୍କ ମାଡ଼,ଆଉ ସାଙ୍ଗ ମାନଙ୍କ ସହିତ ବିତିଯାଇଥିବ ସେ ମିଠା ମିଠା ଅଭୁଲା ସ୍ମୃତି ଆଉ ଯେତେ ଖୋଜିଲେବି ମିଳିବନି ।ସେ କଥା ମନେ ପଡ଼ିଲେ ଯେତିକି ଦୁଃଖ ଲାଗେ ସେତିକି ଖୁସି ବି ଲାଗେ ।ପିଲା ବୟସ ଭିତରେ ନା ଥିଲା ବାଦ ଛେଡ ନା ଥିଲା କାହାପ୍ରତି ହିଂସା ।

  • @anitamohanty4276
    @anitamohanty4276 Жыл бұрын

    ଯେବେ ବି ଏଇ ଗୀତ ଶୁଣେ ପିଲାଦିନ କୁ ମନେ ପକେଇ ଢେର କନ୍ଦେ ମୁଁ 🙏

  • @nitunmoharana2427

    @nitunmoharana2427

    11 ай бұрын

    ସତରେ କେତେ କଥା ମନେ ପଡ଼ିଯାଏ ❤️🙏🙏

  • @touropediahindi2805

    @touropediahindi2805

    6 ай бұрын

    Hii

  • @Tv-mg9yk

    @Tv-mg9yk

    5 ай бұрын

    ମୁଁ ମଧ୍ୟ ଏହି ଗୀତ ଶୁଣିଲେ ମୋର ପିଲା ଦିନ ବହୁତ ମନେ ପଡ଼େ। ସେଥିପାଇଁ ମୁଁ ମୋର ପିଲା ଦିନ ଫେରିପାଇବା ପାଇଁ ମୁଁ ହିନ୍ଦୀ ଶିକ୍ଷକ ହେବାକୁ ଯାଉଛି।

  • @SambhuBarik-fl5lk

    @SambhuBarik-fl5lk

    4 ай бұрын

    ସତ 😢

  • @gamingboys7031

    @gamingboys7031

    3 ай бұрын

    Really untold story of childhood..

  • @neelambargouda705
    @neelambargouda705 Жыл бұрын

    ପିଲା ଦୀନ ହଉଛୀ ଜୀବନ ର ସବୁଠୂ ଖୁସୀ ଜୀବନ, ନା ଭୁଲ୍ କରୀବାର ଡରଥାଏ,ନା ପିଲାବେଳ ର ସେ ଭୁଲ୍ କୁ ଧରାଯାଏ, ବୋହୁତ୍ ସୁଦଂର ମୋ ପୀଲା ଦୀନ,କାସ୍ ପୁଣୀ ଫେରୀ ଯାଆତୀ କୀ ସେଇ ଅଭୁଲା ଦୀନ କୁ❤❤❤❤

  • @dibyalochanbagh9531

    @dibyalochanbagh9531

    Жыл бұрын

    😭😭😭😭😭😭😭

  • @bikashbehera5380

    @bikashbehera5380

    Жыл бұрын

    😭😭😭

  • @ranjitbehera4241

    @ranjitbehera4241

    11 ай бұрын

    Very sad and heart touching ❤.moo janini tume kiye kintu abhali comment bahut dukha au luha dauchhi😢

  • @arunsahu8312

    @arunsahu8312

    Ай бұрын

    ଆଉ ହେବ ନି ଭାଇ😭😭

  • @lalulalu-ko6fg
    @lalulalu-ko6fg Жыл бұрын

    ପିଲା ଦିନକଥା ଭାରି ମନେପଡୁଛି ଗୀତ ଶୁଣିଲେ ଆଖିରୁ ଲୁହ ଆସିଯାଉଛି, ଏହି ଗୀତ ମଧ୍ୟରେ ସ୍କୁଲ ବେଳର କଥା ଭାରି ମାନେ ପଢୁଛି,,,ଧନ୍ୟବାଦ ଶ୍ରୀକାନ୍ତ ଗୌତମ ଭାଈଙ୍କୁ ସୁନ୍ଦର ଲେଖିଥିବାରୁ,,ସତରେ ମୋ ଆଖିରୁ ଲୁହ ଆସିଗଲା... 😭😭😭😭

  • @sureshkumarpatra4957
    @sureshkumarpatra495711 ай бұрын

    ସତରେ ସାଙ୍ଗ ମାନେ ପିଲା ବେଳ ର କଥା ବହୁତ୍ ମନେ ପଡୁଛି ଏ ଗୀତ ଶୁଣି ଆହୁରି ମନେ ପଡୁଛି ଆଉ ଫେରି ଯିବାକୁ ଇଛା ହୋଉଛି I REALLY MISS YOU 😭😭😭😭😭😭😭😭

  • @lifeisagame3491

    @lifeisagame3491

    6 ай бұрын

    Really miss you 😭😭😭😭😭😭

  • @rksamalsamal2158

    @rksamalsamal2158

    4 ай бұрын

    🥺😢😢😭😭

  • @asishkumarparida4308
    @asishkumarparida4308 Жыл бұрын

    ଏବେ ସମୟ ବହୁତ୍ ପରିବର୍ତ୍ତନ ହେଇ ଯାଇଚି ଆମ ସମୟ ଆଉ ଏବେ ଭିତରେ ବହୁତ୍ ଫରକ୍ ହେଲ ଏତିକି ଜାଣି ମନ୍ କୁ ବୁଝେଇ ଦବା କି - ସେ ସମୟ ଆଊ ଆସିବନୀ 😢that's called ସମୟ

  • @jasobantarana2709
    @jasobantarana2709 Жыл бұрын

    ଏହି ବିଡ଼ିଓ ଯେତେଥର ଦେଖି ପିଲାଦିନ କଥା ବହୁତ ମନେ ପଡେ I Love This Video Song

  • @sweetgirlpinkul2612
    @sweetgirlpinkul2612 Жыл бұрын

    ସମୟ ଡୋରି ରେ ବୟସ କୁ ରଖି ହୁଅନ୍ତା କି ବାନ୍ଧି। ପିଲାଦିନ ସ୍ମୃତି ମନେପଡିଗଲେ ଆଖି ଭିଜୁଥାଏ କାନ୍ଦି

  • @imtheonlyone
    @imtheonlyone8 ай бұрын

    ଏହି ଗୀତ ଶୁଣିଲେ ହୃଦୟ ରେ ଏକ ଅଲଗା ପ୍ରକାର ଶିହରଣ ସୃଷ୍ଟି ହୁଏ । ପିଲା ଦିନର ପ୍ରତିଟି ମୁହୂର୍ତ୍ତ ମନେ ପଡ଼ିଯାଏ।

  • @lijupradhan3037
    @lijupradhan303710 ай бұрын

    ସତରେ କେତେ ସୁନ୍ଦର ଥିଲା ଆମର ସେ ଅତୀତ ତଥା ଆମ ପିଲା ଦିନ ମନେ ପଡ଼ିଲେ ହୃଦୟ କାନ୍ଦି ଉଠୁଚି

  • @gourab_bhai_4u
    @gourab_bhai_4u Жыл бұрын

    ଏହି ଗୀତ ଶୁଣିଲେ ପିଲା ଦିନ କଥା ମନେ ପଡେ ଓ ଛାତିଫଟା କଷ୍ଟ ହୁଏ l ମନେ ପଡେ ବହୁତ୍ ଅଭୁଲା ସ୍ମୁତି l 💔💔💔💔😭😭😭😭😭😭😭😭😭😭

  • @kiransamal87

    @kiransamal87

    Жыл бұрын

    Best song of my life. I love this song very very very much,,, really i miss those days.

  • @junupradhan7417
    @junupradhan7417 Жыл бұрын

    I love to this song 💞💕 ପିଲା ଦିନ ମନେ ପଡୁଚି 🙏

  • @kalingafishing2777
    @kalingafishing2777 Жыл бұрын

    ହୃଦୟ ସ୍ପର୍ଷୀ ଓ ଚିରନ୍ତନ ସତ୍ୟ ,,,,ସର୍ବଦା ଭଲ ଲାଗିବା ଗୀତ,,,,ଲେଖକ ଙ୍କୁ ଧନ୍ୟବାଦ୍।

  • @technicalnews580
    @technicalnews580 Жыл бұрын

    ଆଖିରେ ଲୁହ ଆସିଗଲା ଭାଇ, ସତରେ ପିଲା ଦିନ ର ସମୟ କେତେ ସୁନ୍ଦର,

  • @leepa2008
    @leepa2008 Жыл бұрын

    After Sachi Routray Sir's "Chotta mora gaon ti", this song pen by Srikant Gautam Bhai should be declared odia national anthem.

  • @erkumaralok

    @erkumaralok

    Жыл бұрын

    Right

  • @AamaGaonAamaMati

    @AamaGaonAamaMati

    Жыл бұрын

    👍👍👍

  • @mrutyunjayasahoo9757

    @mrutyunjayasahoo9757

    Жыл бұрын

    Right 👍👍👍👍👍

  • @LUCKY_95427

    @LUCKY_95427

    10 ай бұрын

    Han bhai😢

  • @madhusmitarout6753

    @madhusmitarout6753

    7 ай бұрын

    True ❤❤

  • @lotanbiswal5872
    @lotanbiswal5872 Жыл бұрын

    କି ଜୀବନ ଥିଲା ସେ ସମୟ ସାଙ୍ଗରେ ସବୁକିଛି ବଦଳି ଗଲା ଏବେ ଭାବିଲେ ବାସ ଆଖିରେ ଚଳ ଚଳ ଲୁହ

  • @vaijyantoroy8303
    @vaijyantoroy8303 Жыл бұрын

    Rest in peace Shantiraj Khosla. You created golden songs. Miss you. Beautiful song.

  • @TapajMalik-ui7lv
    @TapajMalik-ui7lv Жыл бұрын

    ପିଲାବେଳ ସାଙ୍ଗ, ସେହି ସମୟର ଅନୁଭୂତି ମନେ ପଡିଲେ ବହୁତ ଦୁଃଖ ଲାଗେ😟😟😭😞😞😞😞😞😟😢😢😢😢

  • @Nckcreativezone
    @Nckcreativezone Жыл бұрын

    ଏହି ଗୀତ ଶୁଣିଲେ ବୋହୁତ ଦୁଃଖ ଲାଗେ ସେଥି ପାଇଁ ଜାଣି ଶୁଣି ଶୁଣେନି 😭😭😭😭

  • @shriramnayak950

    @shriramnayak950

    Жыл бұрын

    ମୁ ବି ଶୁଣେନି. ଜାଣି ଶୁଣି ସତରେ ଭାଇ ପିଲା ଦିନ କଥା ଶୁଣିଲା ବେଳକୁ ଆଖିରେ ଲୁହ ଆସିଯାଉଛି ରେ ଭାଇ😭

  • @sudhirnaik4095

    @sudhirnaik4095

    Жыл бұрын

    I really miss u my childhood memories

  • @satyapujhari4984

    @satyapujhari4984

    Жыл бұрын

    rigjt bro

  • @SunilKumar-ts3hk

    @SunilKumar-ts3hk

    Жыл бұрын

    😢😢😢😢😢😢😢😢

  • @amaridietfamily

    @amaridietfamily

    10 ай бұрын

    Bohut mane paduchi

  • @pradeepshub4076
    @pradeepshub4076 Жыл бұрын

    ପିଲା ବେଳ ସମୟ କୁ ମନେ ପଡ଼ିଲିଲେ ବହୁତ ଦୁଃଖ ଲାଗେ.. I really miss my chilihood

  • @sudarshanbehera9654

    @sudarshanbehera9654

    Жыл бұрын

    Hare bhai bahuta dukha laguchhi bhari mane paduchhi.

  • @bhabanikumar9048

    @bhabanikumar9048

    Жыл бұрын

    Right bro very much very nice video very nice song

  • @bapunuswainofficial

    @bapunuswainofficial

    Жыл бұрын

    Miss my childhood days and memories 😢😢😢😢

  • @hischoolstudy4323

    @hischoolstudy4323

    Жыл бұрын

    Hn re bhai

  • @sanjubablicreation7654

    @sanjubablicreation7654

    Жыл бұрын

    Puni fheri asu se dina 😭😭

  • @sanatcreation9351
    @sanatcreation9351 Жыл бұрын

    ସମସ୍ତେ ସମସ୍ତଙ୍କ ଜୀବନରେ ବହୁତ କଷ୍ଟ ପାଇଥାନ୍ତି କିନ୍ତୁ ଏହି ଗୀତ ଶୁଣିଲେ ମନ ଭଲ ଲାଗେ👍🙏🙏

  • @sjsubhrajit8170
    @sjsubhrajit81709 ай бұрын

    Today's kids never understand this feeling 😔😢😢😢

  • @biswajitjena5742
    @biswajitjena5742 Жыл бұрын

    ସତରେ ଏ ଗୀତ ରେ ମୋ ପିଲା ବେଳର ସବୁ କଥାଚିତ୍ର ରହିଛି🙏

  • @shortvideoforsipun9136
    @shortvideoforsipun9136 Жыл бұрын

    ଯେତେ ବେଳ ପିଲା ଦିନ କଥା ମନେ ପଡେ ଭାରି ମନ ଦୁଃଖ ହୁଏ🥺😢😓😭i miss you chilld

  • @BuluBehera-rq6cp
    @BuluBehera-rq6cp Жыл бұрын

    ମୋ ଜୀବନରେ ଯେତେବେଳେ କିଛି ଭୁଲ କାମ କରିଥିଲେ ଆଜି ସେ ଦିନ ମନେ ପଡୁଛି ତେବେ 😢😢

  • @prabadhdas7213

    @prabadhdas7213

    Жыл бұрын

    😢😢

  • @sanjeebpadhan6755

    @sanjeebpadhan6755

    5 ай бұрын

    ସତରେ ଆମେ ପିଲାଦିନେ ବହୁତ ଭୁଲ୍ କରିଛେ , ଆଜି ଗୋଟିଏ ଗୋଟିଏ ହେଇ ମନେ ପଡିଯାଉଛି , ଲେଖିଲା ବେଳେ ଆଖିରୁ ଲୁହ ଝରି ପଡୁଛି

  • @santoshkumarpattnaik1736
    @santoshkumarpattnaik173610 ай бұрын

    ପ୍ରକୃତରେ ସେ ପିଲା ଦିନର ସ୍ମୃତି କୁ କେବେ ବି ଭୁଲି ହେବନି ।। ମୁଁ ଯେବେ ଏ ଗୀତ ଶୁଣେ ଆତ୍ମ ବିଭୋର ହୋଇପଡେ ।। ଏ ଗୀତର ଲେଖକ ଙ୍କୁ ମୁଁ ଅନ୍ତରର ସହିତ ଧନ୍ୟବାଦ୍ ଦେଉଛି ।।।

  • @SweetMemoryfilms
    @SweetMemoryfilms Жыл бұрын

    I love you sir ଯେତେ ଥର ଏ ଗୀତ ଶୁନେ ସେତେ ଭଲଲାଗେ ତା ସହିତ ଆଖିରୁ ଦୁଇଟୋପା ଲୁହ ଜରିଯାଏ କଣ ପାଇଁ ଜନିପରେନି ସତରେ ଗୌତମ sir you are great person really I love you sir

  • @balarammallik8766
    @balarammallik8766 Жыл бұрын

    ଆଜି କାର ସଙ୍ଗୀତ ନିର୍ଦ୍ଦେଶକ ଗୀତିକାର କଣ୍ଠଶିଳ୍ପୀ ଟିକେ ଏଭଳି ଗୀତ ରଚନା କରନ୍ତୁ,,, ଜୟ ଜଗନ୍ନାଥ

  • @smarjitmohapatra7022

    @smarjitmohapatra7022

    4 ай бұрын

    Good

  • @papunchakrabarty9087
    @papunchakrabarty9087 Жыл бұрын

    ଆଜି ବି ଏହି ଗୀତ ଶୁଣିଲେ ଅନେକ ଲୁହ ଆସି ଯାଏ ଆଖିରେ.. ସତରେ ପିଲା ଦିନ ଗୋଟେ ଅଭୁଲା କାହାଣୀ ଆମ ଜୀବନର... 😔😔

  • @rajendradas4271
    @rajendradas4271 Жыл бұрын

    See pila Dina Katha Mane padile bahuta dukha lage😢😢😢😢😢

  • @bhaktialok8243
    @bhaktialok8243 Жыл бұрын

    ଏହି ଗୀତକୁ ଶୁଣି ମୋତେ ବେଳେ ବେଳେ କାନ୍ଦ ଆସେ

  • @SpiritofwellnessSYoga

    @SpiritofwellnessSYoga

    Жыл бұрын

    ସ୍ୱାଭାବିକ

  • @somanathsahoo5858

    @somanathsahoo5858

    Жыл бұрын

    Sata re bhai

  • @EntertenmentTapan

    @EntertenmentTapan

    Жыл бұрын

    Mate b 😭

  • @shantilatajagadala6088

    @shantilatajagadala6088

    Жыл бұрын

    Satare seedina se e juga nahi.

  • @motivation......702

    @motivation......702

    Жыл бұрын

    ମୋତେ ବି ବୋହୁତ ଲାଗେ ହେଲେ ଏବେ ବଡ ହେଇଗୋଲୁ ଆଉ କେବେ ସେଦିନ ଆସିବନି

  • @prasantakumarsahoo797
    @prasantakumarsahoo797 Жыл бұрын

    ଏ ଗୀତ ଶୁଣିଲା ପରେ ରାଜଧାନୀ ରେ ରହିବାକୁ ଇଛା ଲାଗୁନାହିଁ୤

  • @kumarpapu3225

    @kumarpapu3225

    5 ай бұрын

    Rajdhani re kauthi rahucha

  • @OdiaKabyaKabita
    @OdiaKabyaKabita Жыл бұрын

    ଆଜି ବି ଏ ଗୀତ କିଏ କିଏ ଶୁଣୁଛନ୍ତି...

  • @mpanda81
    @mpanda81 Жыл бұрын

    All your creations touches heart of every one.....I feel so lucky to have opportunity to meet you in your office.....Lord Jagannath bless you always Sir....now I live in Puri with my wife Prajna (daughter of Sailabala Mishra, Nimapara) and my two daughters. Thank you (Medical Chhak, Badadanda, Puri).

  • @sagramsoren4342
    @sagramsoren4342 Жыл бұрын

    ଅଭୁଲା ସ୍ମୃତି ମୋନେ ପଡ଼ିଲେ ଆଖିରୁ ଲୁହ ଝରେ

  • @surayamanibarik3329
    @surayamanibarik3329 Жыл бұрын

    ସତରେ ପିଲା ବେଳ କେତେ ଭଲ ଥିଲା 💞

  • @RameshRoutray
    @RameshRoutray11 ай бұрын

    ବହୁତ ସୁନ୍ଦର ହୃଦୟସ୍ପର୍ଶୀ ଗୀତଟିଏ। ସଙ୍ଗୀତ, ଗୀତ ଲେଖା, ଗାୟନ, ସବୁ କିଛି ଅତି ଉତ୍ତମ। Evergreen..

  • @prataprath3632
    @prataprath3632 Жыл бұрын

    ହୃଦୟ କୁ ଛୁଇଁଲା ଭଳି ସଙ୍ଗୀତ

  • @kumarranjit8272
    @kumarranjit8272 Жыл бұрын

    ପିଲା ଦିନ କଥା ଭାରି ମନେ ପଡୁଚି ଆଉ ସେଦିନ ଆଶୀବନି i mis you

  • @B_S_R_7
    @B_S_R_7 Жыл бұрын

    Childhood days are golden days 😔

  • @subhasbk4301
    @subhasbk430120 сағат бұрын

    Now i am 30 yrs old. Seeing back, i am really missing those days.. When ever i listen this song i really want to go back to my childhood days

  • @susanta3616
    @susanta3616 Жыл бұрын

    ସତରେ ଏଇ ଗୀତ ଶୁଣିଲେ ମନଟା ତରଳି ଯାଏ

  • @PRAMESH_MEHER
    @PRAMESH_MEHER Жыл бұрын

    Ae gita sunile mo pila dina ra katha mane paduchi sanga sathi mananku mane paduchi bahut 😔😔😔😔😭😭😭 i miss childhood day😭....

  • @SudambB
    @SudambBАй бұрын

    ଆଉ ଯେତେ ଚେଷ୍ଟା କଲେ କି ଯେତେ କାଦିଲେ ବି ସେ ପିଲା ଦିନ ପେରି ଆସିବ ନି କିନ୍ତୁ ଏ ଗୀତ ଶୁଣି ମୁ ବହୁତୁ କାଦିଲି 😢😭 tq srikant sir ❤️...I miss you😭😭

  • @bibhutistar3301
    @bibhutistar3301 Жыл бұрын

    ଭାଇ ଏ ଗୀତ ବୋବାଲ୍

  • @shankarsahu2985
    @shankarsahu2985 Жыл бұрын

    ଏ ଗିତ ମେ ପିଲାଦିନର ମତେ ଭାରି ଭଲଲାଗେ Excellent beautiful

  • @sushilamishra1768
    @sushilamishra1768 Жыл бұрын

    Very nice song ❤️🥰 ପିଲା ବେଳ। ମନେ ପଡୁଛି😭😭

  • @ananda_creationforyou123
    @ananda_creationforyou1239 ай бұрын

    ଏ ଗୀତ ଶୁଣିଲା ପରେ ମନର ଥିବା କୋହୋ ଆଖିର ଲୁହ ହୋଇ ବାହାରି ଆସୁଛି😢ମନେ ପଡେ ମୋ ପିଲା ଦିନ ଆଉ ମୋ ବାପା ମାଙ୍କ କଥା😭😭😭😭😭😭😭😭😭

  • @rolex8142
    @rolex8142Ай бұрын

    Real life song every villagers can feel this ❤❤❤❤ what a golden time we missed 😢😢😢😢 😢😢😢😢

  • @nabinnabin6984
    @nabinnabin6984 Жыл бұрын

    Great voice babul supriyo sir

  • @papunipradhan6667
    @papunipradhan6667 Жыл бұрын

    ସତରେ ସେ ପିଲାଦିନ କେତେ ଭଲ ଥିଲା..

  • @ghanashyammaharana5179
    @ghanashyammaharana51795 ай бұрын

    ପିଲା ବେଳ କଥା ବିତି ଯଇଥିବା କଥା ମନେ ପଡିଲେ ବହୁତ କାନ୍ଦ ଲାଗେ 😢😢😢...i really miss my childhood life

  • @suryanialOfficial
    @suryanialOfficial Жыл бұрын

    😭😭😭😭😭😭😭😭😭😭😭 raati 11,49 re sunili besi Kanda laguchhi yrr really miss my childhood 😢😢😢😢😢😢😢😢😢😢😢😢😢

  • @dharmyog3479
    @dharmyog3479 Жыл бұрын

    କାହିଁ ଗଲା ସେଦିନ ସାଙ୍ଗ ସାଥି ଭାଇ ଭଉଣୀ, ମାମୁଁଘର ଗାଁ, ବିଲ ବଣ ନଦୀ, ଘର ଠୁ ବହୁଦୂରେ 😭😭😭

  • @urmilasahoo6123

    @urmilasahoo6123

    7 ай бұрын

    😢😢😢

  • @niteshnaik9203
    @niteshnaik9203 Жыл бұрын

    ପୁରୁଣା ଦିନ ବହୁତ୍ ଭଲ ଥିଲା ଆଜି ବି ମନେ ପଡେ ସେଇ ବିତୀ ଯାଇ ଥିବା କିଛି ଦିନ ମୋର ଛୋଟ୍ ବେଳ ର ବଦମାସୀ ଆଜି ବି ବହୁତ୍ ମନେ ହୁଏ ଏଇ ଗୀତ ଶୁଣି i miss you childhood dina ke

  • @jhuminaik8636
    @jhuminaik86369 ай бұрын

    ମୋ ଗାଁ ମୋ ଆମ୍ବତୋଟା ମୋ କାଗଜ ଡ଼ଙ୍ଗା ମୋ ମାଟି ଘର ମୋ ନଦୀ କୂଳ ମୋ ବେତ ମାଡ଼ ମୋ ମାମୁଁଘର ଖରା ଛୁଟି ମୋ ଦୁଷ୍ଟାମୀ ମୋ ଗାଁ ବିଦ୍ୟାଳୟ ମୋ ସାଙ୍ଗ ମାନଙ୍କୁ ଫେରାଇ ଦେ ସମୟ 😢😢😢😢😢😢😢

  • @tapasmaharana1619
    @tapasmaharana1619 Жыл бұрын

    😔😔😘😘❤❤

  • @sanjaynayak2720
    @sanjaynayak2720 Жыл бұрын

    ମୋ ପିଲା ଦିନର ୟେ song ❤️😍😭

  • @swadhinsamal519
    @swadhinsamal519 Жыл бұрын

    କିଏ ଆଣିଦେବେ ମୋ ପିଲାଦିନ ମନେପଡେ ବହୁତ କଷ୍ଟହୁଏ 🙏🙏🙏🙏🙏🌹🌹🌹👍

  • @king3rgammerindia614
    @king3rgammerindia6143 күн бұрын

    Ye Bhai Gita nuhe jeeban ra darpan jaha aama past life ku aakhisamna ku aanidauchi

  • @ajitpatra1543
    @ajitpatra1543 Жыл бұрын

    Bahut Hrudayasparsi hoichhi gitati.

  • @proffrahan9585
    @proffrahan9585 Жыл бұрын

    Bobul supriyo bhai nka pai like tike hou gays 🥰😘

  • @OdishaGovernmentjobs
    @OdishaGovernmentjobs Жыл бұрын

    ବର୍ତମାନ ର ବ୍ୟସ୍ତ ବହୁଳ ଜିବନ ଠାରୁ ଆମ ପିଲା ଦିନ ବହୁତ ଭଲ ଥିଲା । ଲୋଭ ମୋହ ଠାରୁ ବହୁତ ଦୂରରେ ଥିଲା । Really Missing that Moment 😔

  • @prasantakumarsahoo797

    @prasantakumarsahoo797

    Жыл бұрын

    Correct

  • @aseelbrandinodisha9773

    @aseelbrandinodisha9773

    Жыл бұрын

    Right

  • @bibhutibhusan7023
    @bibhutibhusan70233 ай бұрын

    Aau se pila din kahi aashib. Smuti bhara mana chhuan gita ❤❤❤

  • @pkonthespotlive5597
    @pkonthespotlive55972 ай бұрын

    ଏ ଗୀତ ଶୁଣି ମୁଁ ଗର୍ବିତ ଯେ ମୁଁ ସହରରେ ନୁହେଁ ଗାଁ ରେ ରହୁଛି

  • @shibramkumbhar6606
    @shibramkumbhar6606 Жыл бұрын

    😭😭😭😭💔💔💔bahuta mane paduchhe mo pila dina i really missing

  • @sudarsandash8042
    @sudarsandash8042 Жыл бұрын

    ପ୍ରକୃତରେ ପ୍ରକୃତିର ସମୟ ମନେ ପଡିଲେ ମନ ବିଚିତ୍ର।

  • @rinkupradhan7
    @rinkupradhan711 ай бұрын

    ଅଭୁଲା ସ୍ମୃତି, ଛୋଟ ଦିନ କଥା । ଭାବିକି ଆଖିରୁ ଲୁହ ଆସିଗଲା ।

  • @kbcsatapathy5885
    @kbcsatapathy58852 ай бұрын

    Satre aeta eko heart touching song babul bhainko aau srikant bhainko acting pura jibant karuchi

  • @sunilkumarmallik547
    @sunilkumarmallik547 Жыл бұрын

    Old album song sunile bhari dukha laguchi.au se Samaya song asile bhala heithanta

  • @Ranjitbarik-yt3mk
    @Ranjitbarik-yt3mk22 күн бұрын

    ସତରେ ପିଲାଦିନ ଆଉ କେବେ ଫେରିବ ନାହିଁ ❤

  • @saradaprasannananda1204
    @saradaprasannananda1204 Жыл бұрын

    Miss my childhood...he bhagaban puni mote sei chota pil karidia aau mo pila Dina pherei dia..😢😢😢

  • @mastertrack3995
    @mastertrack3995 Жыл бұрын

    ମନର ଭାବନାକୁ ବୁଝିଲା ଭଳି ଗୀତ ଟିଏ ,ସୁନ୍ଦର ଗୀତ

  • @bikashofficial...4906
    @bikashofficial...4906 Жыл бұрын

    Most Beautiful Song.....Evergreen Memory ❤️

  • @rakeshmallick1443
    @rakeshmallick144311 ай бұрын

    Though it's created back then but it surely reflects the childhood of 90s Kid's....as we looking back this song really helps to revive those unforgettable and wonderful memories.... Can I go back 😢😢

  • @lokanathjena286
    @lokanathjena28610 ай бұрын

    Ae Gita suni akhiru khali luha asuchi....Miss u all my memory 😢😢😢😢😢

  • @puspanjalirout7012
    @puspanjalirout7012 Жыл бұрын

    Listen again and again. Cried repeatedly Can't stop myself ,my emotions and the rolling eye drops. I discover myself in each line and words. Perhaps Goutam Bhai,the poet wrote seeing me and my child hood. I have hope to get back of childhood after my superannuation . Best poem and best lyrics. Had it been sung by any other, it would not be so sweet. As if it is composed to be sung by Babulu Supriya. .

  • @sudhansunayak4972

    @sudhansunayak4972

    Жыл бұрын

    Lccff

  • @NoStopsTowardsExcellence

    @NoStopsTowardsExcellence

    Жыл бұрын

    The Best comment

  • @MsRicky267

    @MsRicky267

    Жыл бұрын

    Bahut english

  • @MsRicky267

    @MsRicky267

    Жыл бұрын

    Bujha paduni kichi bhi

  • @kabitapalei6655

    @kabitapalei6655

    Жыл бұрын

    T

  • @d.n.bhaisal5076
    @d.n.bhaisal5076 Жыл бұрын

    Srikant sir aapanka pakha re judge ra bharpur quality achhi very beautiful judgement 👌👌👌👌 i like it

  • @pravasinibaral6915
    @pravasinibaral6915 Жыл бұрын

    Puni se pila dina asantaki bahut miss karuchhi mu 😭

  • @GaneshGanesh-xp1vq
    @GaneshGanesh-xp1vq Жыл бұрын

    Really mind blowing Lyrics Bhai shingin most satare a seabelo gotea aloga kahani misss you 20000

  • @jyotsnarani2075
    @jyotsnarani2075 Жыл бұрын

    This was the best golden moments of odia album industry, abeta emiti song aau dekhibaku miluni, I just miss that time

  • @marvelcinematicuniverse9104
    @marvelcinematicuniverse9104 Жыл бұрын

    1996__ 2005 Aame Aama Atitaku Bahut Pachhare Chhadi Deichu Je Kebe E Jibana Re Feribani Kebala Mane Pakeiba Chhada Au Kichhi Nahi.

  • @kulusamal5590

    @kulusamal5590

    Жыл бұрын

    Bhai haba