ମୋହନଙ୍କୁ ଜଗନ୍ନାଥ, କେଭିଙ୍କୁ ବଳଭଦ୍ର, ପ୍ରଭାତୀଙ୍କୁ ସୁଭଦ୍ରା କହିଲେ ଧର୍ମେନ୍ଦ୍ର || Dharmendra Pradhan

ମୋହନଙ୍କୁ ଜଗନ୍ନାଥ, କେଭିଙ୍କୁ ବଳଭଦ୍ର, ପ୍ରଭାତୀଙ୍କୁ ସୁଭଦ୍ରା କହିଲେ ଧର୍ମେନ୍ଦ୍ର || Dharmendra Pradhan
#satyapatha #dharmendrapradhan #mohanmajhi #kvsinghdeo #prabhatiparida #bjpodisha #odishapolitics #odishakhabar #bhubaneswar
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha.com/
KZread: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive

Пікірлер: 200

  • @Hariharpatra109
    @Hariharpatra1094 күн бұрын

    ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ମନ୍ତ୍ରୀ ଉପ ମୁଖ୍ୟ ମନ୍ତ୍ରୀ ଙ୍କୁ ଭଗବାନ୍ ଜଗନ୍ନାଥ,ବଳଭଦ୍ର, ସୁଭଦ୍ରା ଙ୍କ ସହିତ ତୁଳନା କଲେଣି।ଏମାନଙ୍କର ଗର୍ବ ହୋଇଗଲାଣି।କି ବାଳ ଭାଷଣ ଦେଉଛନ୍ତି କେଜାଣି।bjp ବାଲା ଭାରି ଖୁସି।ଦଳରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଙ୍କ ପରି ଠାକୁର ପାଇକି।

  • @ranjankumarbarad6574

    @ranjankumarbarad6574

    4 күн бұрын

    Ati Garbe Hata Lanka

  • @suryakantadash7232

    @suryakantadash7232

    3 күн бұрын

    ଆରେ ଭାଇ ଓଡ଼ିଶା ରେ ଘରେ ଯଦି ଦୁଇ ଭାଇ ଆଉ ଗୋଟେ ଭଉଣୀ ଅଛି ତାଙ୍କ ନାଁ ବି ବାପା ମା ଜଗା ବଳିଆ ସୁଭଦ୍ରା ନାଁ ଦେଉଛନ୍ତି। ତା ବୋଲି ଆମେ କଣ କହିବା ସେ ବାପା ମା ଙ୍କ ଗର୍ବ ବଢ଼ି ଗଲାଣି

  • @azadmohammed1911

    @azadmohammed1911

    Күн бұрын

    ଧରମ ବାବୁ ,ଭାରି କୁହାଳିଆ । ଏ ତିନି ଜଣ କୁ ଏଥର ରଥ ରେ ବସେଇ ଦିଅ ।

  • @user-dj1lo4fp1g
    @user-dj1lo4fp1g4 күн бұрын

    ଏ ଶଳା ଆମ ଓଡ଼ିଆ ମୌଡମଣି ଙ୍କୁ କଣ ଭାବୁଛନ୍ତି ଦେଖ ଶୁଣ ଓଡ଼ିଆ ଭାଇ ଭଉଣି ମାନେ ଜବାବ୍ ଦିଅ ଏ ଶଳା ବିଜେପି ଚୋର ମାନଙ୍କୁ ଜବାବ୍ ଦିଅ

  • @BibhutiDalei-hz7xs
    @BibhutiDalei-hz7xs4 күн бұрын

    ଆସନ୍ତା ପୁରୀ ରଥଯାତ୍ରା ରେ ତିନି ରଥରେ ମୋହନ ମାଝି , କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଙ୍କୁ ବସେଇଦିଅ ।

  • @siddhesahu8462

    @siddhesahu8462

    4 күн бұрын

    Right

  • @Pandu_Premi

    @Pandu_Premi

    4 күн бұрын

    Aau ratha taniba daitwa BJD Bala ku dei jau😂

  • @Pandu_Premi

    @Pandu_Premi

    4 күн бұрын

    ଆଉ ନବୀନ କୁ ଢ଼ାହୁକୋ ବନେଇ ଦିଅ😂 ରଥ ଟଣା କାର୍ଯ୍ୟ bjd ୱର୍କର କୁ ଦିଆ ଯାଉ 😂😂

  • @haribandhurout7181

    @haribandhurout7181

    4 күн бұрын

    🎉🎉🎉🎉right👌👌👌👌👌👌👌👌👌👌👌👌👌🎉🎉🎉🎉❤

  • @sumitrakhuntiasumina5294

    @sumitrakhuntiasumina5294

    4 күн бұрын

    😅😅😅

  • @pralayaofficial1060
    @pralayaofficial10604 күн бұрын

    ଇଏ ପୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସାଧାରଣ ଜ୍ଞାନ ନାହିଁ ଏ ମୂର୍ଖ ର ଖାଲି ୟାର ନୁହେଁ ପୁରା ଦଳର

  • @pralayaofficial1060

    @pralayaofficial1060

    4 күн бұрын

    @@Kalingatraveller636 tuma mananku kahinki murkha kuha jauchi dekha tuma mane bhabineicha je odisha re jie BJP ku birodh kala se BJD dala ra heithiba pratham Katha mu kou dala ra nuhe jie bhul Kariba mu kahibi bhagaban nka ratha photo rakhichu dp re au e Katha ku kemiti grahana karuchu to pain kn Jagannath nka tharu party bada heigala tama mananku Murkha kuhajibani ta au kn kuhajiba...

  • @pralayaofficial1060

    @pralayaofficial1060

    4 күн бұрын

    @@Kalingatraveller636 au tu kete Gyani to bhasa ru jana paduchi..

  • @Kalingatraveller636

    @Kalingatraveller636

    4 күн бұрын

    @@pralayaofficial1060 Han bhasa ru gyana Jana padeni education & qualification ru gyana Jana pade..Jauta bjd loka nka pakhre nahi...

  • @pralayaofficial1060

    @pralayaofficial1060

    4 күн бұрын

    @@Kalingatraveller636 jahara education bhala thiba taha tara byabahar ru jana padijae au jadi tara bhala academic qualification thae kintu byabahar thik nathae se qualification ra mane kichhi nathae..

  • @Kalingatraveller636

    @Kalingatraveller636

    4 күн бұрын

    @@pralayaofficial1060 desa ra sikhyamantri ku jie murkha kahuchi se kete bada murkha au anpadh ethiru Jana paduchi....

  • @chandrakantabehera6550
    @chandrakantabehera65504 күн бұрын

    ଅନ୍ଧ ଭକ୍ତ ମାନେ ସବୁ ବହୁତ୍ ଖୁସି

  • @mainnahibataunga9712
    @mainnahibataunga97124 күн бұрын

    ଠିକ୍ କହିଲେ ଏମାନେ ସବୁ ମୋଦୀଙ୍କ ଭକ୍ତ ଏ କଥା ଆଗରୁ ସମ୍ବିତ ପାତ୍ର କହି ସାରିଛନ୍ତି ଆଉ ନିଜେ ମୋଦି ବି କହିଛନ୍ତି ଯେ ସେ ପ୍ରାକୃତିକ ନିୟମରେ ଜନ୍ମ ହୋଇନାହାନ୍ତି ବରଂ ସେ କୁଆଡେ଼ ପରମାତ୍ମାଙ୍କ ପ୍ରେରିତ ଦୂତ । ଏତେ ଅନ୍ଧଭକ୍ତି ଶେଷରେ ଦେଶର ସର୍ବନାଶ କରିବ

  • @prasantameher4836
    @prasantameher48364 күн бұрын

    ଜଗନ୍ନାଥଙ୍କୁ ପୂଜା ନ କରି ଏ ମାନଙ୍କୁ ପୂଜା କରିବେ ଅନ୍ଧ ଭକ୍ତ ମାନେ..ଏ ବର୍ଷ ପୁରୀ ରଥଜାତ୍ରା ରେ ଏହି ତିନି ଜଣଙ୍କୁ ରଥରେ ବସେଇବା ପାଇଁ ଓଡିଶା ବସିଙ୍କୁ ଅନୁରୋଧ

  • @user-nx7dg4hg3v
    @user-nx7dg4hg3v4 күн бұрын

    ସାଢେ ଚାରିକୋଟି ଓଡ଼ିଆ ଦେଖରେ ଧରମା କଣ କହୁଛି ଏଇଟା ଶିକ୍ଷା ମନ୍ତ୍ରୀ ନା ବାଳ ମନ୍ତ୍ରୀ ଇଏ ପୁଣି ଓଡ଼ିଆ ଅସ୍ମିତା କଥା କହୁଥିଲା ମୋହନ, କେଭି, ପ୍ରଭାତୀ ଙ୍କୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସହ ତୁଳନା କଲଣି ବୋଧେ ଏଥର ରଥ ଯାତ୍ରାରେ ଏଇ ତିନି ଜଣ ରଥା ରୁଢ଼ ହେବେ ଓଡ଼ିଶାର ବଡ଼ ଠାକୁରଙ୍କୁ ହିନ୍ଦୁସମାଜକୁ ସନାତନ ଧର୍ମକୁ କୋଉ ଭଳି ସମୀକ୍ଷା କରୁଛି ସତ କହୁଛି ଏ ମଘୀଆକୁ ଓଡିଶା ବାସୀ ଜୋତମାଳ ଦେଇ ସମ୍ବର୍ଦ୍ଧନା କର ଠିକ ଯଦି ସାଢେ ଚାରିକୋଟି ଓଡ଼ିଆ ବଡ଼ ଠାକୁରଙ୍କୁ ଶ୍ରଦ୍ଧା ସହ ଭକ୍ତି କରୁଥିବ ତାହା ହେଲେ ଏହାର ଉଚିତ ଜବାବ ଦିଅ ଯିଏ ବଡ଼ ଠାକୁରଙ୍କୁ ଅପମାନ କରୁଛି ତାକୁ ଲଙ୍ଗଳା କରି ମୁହଁରେ ଚୂନ କାଳି ବୋଳି ଜୋତା ମାଳ ପିନ୍ଧେଇ ଦିଅ ସାଢେ ଚାରି କୋଟି ଓଡିଶା ବାସୀଙ୍କୁ ବଡ଼ ଠାକୁରଙ୍କ ନିୟମ ରହିଲା ଏହାର ଘୋର ପ୍ରତିବାଦ କର ଜୟ ଜଗନ୍ନାଥ 🙏🙏🙏🙏🙏🙏🙏

  • @priyankabiswal8116
    @priyankabiswal81164 күн бұрын

    ଜଣେ କହିଥିଲା ଜଗନ୍ନାଥ ମୋଦିଙ୍କ ଭକ୍ତ... ଏ କହିଲାଣି ଏ ତିନି ଜଣ ତିନି ଠାକୁର l ଶ୍ରୀମନ୍ଦିର ରେ ଏମାନଂକୁ ବସାଇଦିଅ l ଏତେ ଗର୍ବ ଏ ଧର୍ମେନ୍ଦ୍ର ର କାହାକୁ ନେଇ କାହା ସହିତ ତୁଳନା କରୁଛି l ଜଗା ଗାଳି ସହିବ ଗର୍ବ ସହିବନି

  • @saktikantasethy5671
    @saktikantasethy56714 күн бұрын

    ଆଉମୋଦୀ ହେଲେ ଶ୍ରୀମନ୍ଦିର ଅମିତ୍ ଶାହା ଗରୁଡ ଧର୍ମେନ୍ଦ୍ର ବାଇଶି ପାହାଚ

  • @ChandanPatra-gg1dk

    @ChandanPatra-gg1dk

    2 күн бұрын

    Right

  • @pravasranjanchakra-il7qr
    @pravasranjanchakra-il7qr4 күн бұрын

    ଗର୍ବ ଅହଙ୍କାର ବହୁତ ବଢ଼ିଗଲାଣି

  • @user-yb3ez1te7i

    @user-yb3ez1te7i

    4 күн бұрын

    Kete ahonkar badhi galani a manakar

  • @karunakarkisan1143
    @karunakarkisan11433 күн бұрын

    ନିର୍ଲଜ୍ଜ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମହାପ୍ରଭୁ କିପରି ରଖୁଛନ୍ତି l

  • @apartimoharana2763
    @apartimoharana27634 күн бұрын

    ସରିଗଲାଣି ତମର ସରକାର କରିବା ଏହି ଘୋଷ ଯାତ୍ରାରେ ଜଣାଇଦେବେ ଗର୍ବର ଫଳ କଣ ମିଳିବେ

  • @krushanachandrasundaray1783
    @krushanachandrasundaray17834 күн бұрын

    ଧର୍ମେନ୍ଦ୍ର ବାବୁ ଏଇ ଯୋଉବିଜେପି ର ଜଗନ୍ନାଥ ବଳଭଦ୍ର ଆଉ ସୁଭଦ୍ରା କଥା କହିଲେ ଏବେ ଆଉ ପୁରୀ ନଯାଇ ଏଇଠି ଜଗନ୍ନାଥ ଦର୍ଶନ କରିବା ଯେ ଏ ନୂତନ ଶ୍ରୀକ୍ଷେତ୍ର କୋଉଠି ଧର୍ମେନ୍ଦ୍ର ବାବୁ ଟିକେ ରାଜ୍ୟବାସୀଙ୍କୁ କୁହନ୍ତୁ

  • @sumitrakhuntiasumina5294
    @sumitrakhuntiasumina52944 күн бұрын

    କି ଦିନ ଦେଖି ବାକୁ ପଡୁଛି ଏବେ ଆଉ ପୁରୀ ଯିବନି ଓଡ଼ିଶା ବାସି ଜୟ ଜଗନ୍ନାଥ ଧର୍ମ ହେଉ ଜୟ 🙏🙏🙏🙏

  • @karunakarkisan1143
    @karunakarkisan11433 күн бұрын

    ଧର୍ମେନ୍ଦ୍ର ପ୍ରଧାନଙ୍କ କିଛି କlମନlହି କେବଳ ମୋଦୀ , ମୋଦୀ & ଶାହା , ଶାହା ହେଉଛନ୍ତି l କଥା କୁହା କପlଳିଆ l ଓଡ଼ିଶା ପାଇଁ କିଛି ଚିନ୍ତା ନାହିଁ, କେବଳ ନିଜ ସ୍ବାର୍ଥ ପାଇଁ ସବୁକିଛି କରିପାରନ୍ତି l ତାଙ୍କର ସବୁ କଥା ପାଣିର ଗାର l

  • @pabitramohandalai8348
    @pabitramohandalai83484 күн бұрын

    ଅପେକ୍ଷା କର l ଔକାତ ଦେଖିବ l ତୁମ ଅହଂକାର ତୁମକୁ ଗିଳିଦେବ l

  • @gagankumargiri7293
    @gagankumargiri72934 күн бұрын

    Neet scam eiguda 2029 re uchit sikhya diya jibo

  • @jullysamal6626
    @jullysamal66264 күн бұрын

    ଛି ଛି ଧର୍ମ

  • @babumuduli-dr1pf
    @babumuduli-dr1pf4 күн бұрын

    ଧରମା ହେଲା ସୁଦର୍ଶନ

  • @pintupati8786
    @pintupati87864 күн бұрын

    ମଣିପୁର ରେ ବସ୍ତ୍ରହରଣ ହେଲାବେଳକୁ ବାବୁ ତୁମେ ସବୁ କୁଆଡେ ଯାଇଥିଲ,ଠକ ଗୁଡ଼ା

  • @user-nv1kb7tu8e
    @user-nv1kb7tu8e4 күн бұрын

    E garba rahile hela

  • @OMSAI-sn5be
    @OMSAI-sn5be4 күн бұрын

    What about NEET question paper leak ?Speak about it.

  • @SidharthPrasadDas
    @SidharthPrasadDas4 күн бұрын

    ଆଃହା, ଏ ତାହେଲେ ତିନି ଠାକୁର ଆଙ୍କ ରଥ କେବେ ଟଣା ହେବ, ସେ ଗୁଣ୍ଡିଚା ଦିନ ନା ଆଉ କୋଉଦିନ,ଆଙ୍କ ପାଖରେ କୋଉ ଭୋଗ ଲାଗିବ ଅବଢ଼ା, ଯାତ୍ରା ଚାଲିଛି କେବଳ ଲୋକଙ୍କ ନଜର କୁ ହଟେଇବାକୁ ଯାତ୍ରା, ଯା କହି ଓଡ଼ିଆଙ୍କୁ ଠକି ଭୋଟ ନେଇଚ ସେ କଥା ଆଜି ଯାଏ କିଛି କହୁନା, ଦୁଃଖ ପରୀତାପ ର ବିଷୟ କିଛି ମିଡ଼ିଆ ବିଜେପି ଚଟା ହୋଇଯାଇଛନ୍ତି, ପଚାରୁବି ନାହାନ୍ତି ଏ ଯାତ୍ରା ଚାଲିବ ନା ଓଡିଶା ର କାମ ହେବ ଯା କହି ଆସିଥିଲ

  • @ChandanPatra-gg1dk

    @ChandanPatra-gg1dk

    2 күн бұрын

    Kichhi hebani

  • @jullysamal6626
    @jullysamal66264 күн бұрын

    ଆରେ ଏ କି ରାଜନୀତି କରିବେ ଯାତ୍ରା କରିବେ au vilian hoi ଲୋକଙ୍କୁ ମରିବ ହନିବେ ଜେଲ ରେ ପୁରାଇବେ ଯିଏ କଥା ନା ମାନିଲା,gundaraj

  • @Skgbul470
    @Skgbul4704 күн бұрын

    ଜଗନ୍ନାଥ ହେଲେ ମୋଦୀଙ୍କ ଭକ୍ତ, ମୋହନ ମାଝି ଜଗନ୍ନାଥ କେଭି ସିଂଦେଓ ବଳଭଦ୍ର ପ୍ରଭାତୀ ପରିଡ଼ା ସୁଭଦ୍ରା ଧର୍ମେନ୍ଦ୍ର ପ୍ରଧାନ ବଡ଼ ପଣ୍ଡା ବାକି ଜେତକ ରହିଲେ ସବୁ ତଳିଆ ପଣ୍ଡା,

  • @ChandanPatra-gg1dk

    @ChandanPatra-gg1dk

    2 күн бұрын

    😂

  • @shivasankarsahu86
    @shivasankarsahu864 күн бұрын

    ଧର୍ମା କଣ ସୁଦର୍ଶନ ଧନ୍ୟ ହେଇଗଲୁ ଆମେ ଚତୁ୍ଦ୍ଧାମୂର୍ତ୍ତିଙ୍କ ପାଇଁ

  • @apartimoharana2763

    @apartimoharana2763

    4 күн бұрын

    ଭୂଷଣ୍ଡ କାକ

  • @karunakarkisan1143
    @karunakarkisan11433 күн бұрын

    ପୁରୀ ନ ଯାଇ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷେତ୍ରକୁ ଚାଲନ୍ତୁ l ସେଠାରେ ଜଗନ୍ନାଥ୍, ବଳଭଦ୍ର ସୁଭଦ୍ରାଙ୍କ ଦର୍ଶନ ହି ମିଳିଯିବ l

  • @muku2484
    @muku24844 күн бұрын

    What about the neet exam?? Sabu corruption 😢😢😢😢 Bakwaas Katha

  • @user-zs1dw5io1w
    @user-zs1dw5io1w4 күн бұрын

    ବା ରେ.ବିଜେପି ନେତା ବା.....ରାଜନୀତି ପାଇଁ କଣ ନ କୋଉଚ

  • @karunakarkisan1143
    @karunakarkisan11432 күн бұрын

    ପାଗଳ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଗଳ ଖାନlକୁ ପଠାଯlଉ l

  • @bindasguy33
    @bindasguy334 күн бұрын

    The most shameless...trying to divert attention from NEET scam that ruined 24 lakhs students future...but again advising ppl to consider BJP leaders as prabhu jagannath...shameless

  • @karunakarkisan1143
    @karunakarkisan11433 күн бұрын

    ଭୋଟ ଦେବା ପରେ ଜନତା ଙ୍କ ସରକାର ମଧ୍ୟରେ ବିଶେଷ କରିବାର ନାହିଁ l

  • @muku2484
    @muku24844 күн бұрын

    😂😂😂😂😂 Oh ki tulana... bah bah re ... neta nkara ki buddhhi... 😢😢😢😢 Muhan re jaha asila taha kahi deuchhanti...😢😢

  • @user-sw1ko4oo1y
    @user-sw1ko4oo1y4 күн бұрын

    Tama bhumika kn tike kahibaki Pradhan babu,Neet ghotala re

  • @debendraswain3780
    @debendraswain37804 күн бұрын

    Panjabi manoja Ahuja odisha asamita

  • @prafuldas4568
    @prafuldas45684 күн бұрын

    Dharmendra babu apan Kan kahuchhanti janiparuchhanti yeah?

  • @SanjayDas-kp2uj
    @SanjayDas-kp2uj4 күн бұрын

    ତମେ ପୁରା ବେକାରୀ bjp ଦଳ ପ୍ରଭୁ ଙ୍କ ନରେ ରାଜନୀତି କରନି ଜୟ ଜଗନ୍ନାଥ

  • @debendraswain3780
    @debendraswain37804 күн бұрын

    Rajasthan Aswani vhaisnwa odisha asamita

  • @subasjena1252
    @subasjena12524 күн бұрын

    Jay Jagannath ❤❤❤❤❤

  • @prahaladasatpathy4146
    @prahaladasatpathy41464 күн бұрын

    TRUE.

  • @dhirenburma8143
    @dhirenburma81434 күн бұрын

    300 unit bijuli free karantu.3000/- vata diantu... Gujurat dadan band karantu

  • @KanhuDash-on1ri
    @KanhuDash-on1ri4 күн бұрын

    ମନ୍ତ୍ରୀ ହେଉଛନ୍ତି ବିଷ଼଼଼଼଼ ଲାଜରେ ଓଡ଼ିଆ

  • @pintupati8786
    @pintupati87864 күн бұрын

    ଧର୍ମେନ୍ଦ୍ର ପ୍ରଧାନ ବ୍ରହ୍ମା

  • @DolamaniBagarty-dc3bw
    @DolamaniBagarty-dc3bw4 күн бұрын

    ଭଗବାନ୍ ଶ୍ରୀ ଶ୍ରୀ ଶ୍ରୀଜଗନ୍ନାଥ ସହିତ ତୁଳନା କର୍ବା ଲୋକ ମାଟିରେ ମିଶିଗଲେନ ତୁମେ ଭି ମାଟିରେ ମିସ୍ ଗର୍ବହେଲା ନ ତ ଆର୍ ଦୁଇମାସ ଅପେକ୍ଷାକର

  • @user-tc3su2xf2z
    @user-tc3su2xf2z4 күн бұрын

    ଏ ମା ଗିହା ପାଗଳ ହେଇ ଗଲାଣି ଧର୍ମେନ୍ଦ୍ର ପ୍ରଧାନ

  • @Chasipua
    @Chasipua4 күн бұрын

    Tumar binas aga hou mahaprabhu sabu jananti ethar to pali😂 😂😂hi

  • @akmjklc5540
    @akmjklc55403 күн бұрын

    ରାବଣ ର ତ ଗର୍ବ ରହିଲାନି ତମର କଣ ରହିବ

  • @pintupati8786
    @pintupati87864 күн бұрын

    ଆମ ଠାକୁର ଙ୍କୁ ଏମାନଙ୍କ ସହିତ ତୁଳନା କରୁଛ ଲାଜ ଲାଗୁନି

  • @dillipkumardillipkumar3669
    @dillipkumardillipkumar36694 күн бұрын

    ଶଳାଧରମା ତତେ ଧର୍ମ ସହିବ ନାହିଁ

  • @soumyaranjanmohanty4746
    @soumyaranjanmohanty47464 күн бұрын

    ଆଉ ତୁ ସାଲବେଗ 😂😂😂

  • @user-lm3bb5yc1v
    @user-lm3bb5yc1v4 күн бұрын

    ମୁଖ୍ୟ ମନ୍ତ୍ରୀ ଏବଂ ଦୁଇ ଉପ ମୁଖ୍ୟ ମନ୍ତ୍ରୀ ଙ୍କ ପାଇଁ ଧରମା ପଧାନ ମନ୍ଦିର ରେ ବସାଇବ ଓଡ଼ିଶାବାସୀ ପୂଜା କରିବେ ଶଳା କହିଲା କଣ ନା ଏ ଶଳାକୁ ଲଜଲାଗୁନାହିଁକି ଏ ତ ଅନ୍ଧ ମୋଦି ଭକ୍ତ ଦେଖ ଦେଖ ଓଡିଶା ବାସି ଧରମା ଭାଷଣ କୁ

  • @Lipun761
    @Lipun7613 күн бұрын

    Tume Sabu bhagaban hoi ja ma..

  • @AshokPanda-qt4qn
    @AshokPanda-qt4qn4 күн бұрын

    Ati Manamugdha Bhasan Bahut Bhala Laguchhi Sat Sanga Bhali laguchhi Jai Jagannaatha JaiMaa Samleiswari Jai Bandey Utkal Janani Amaku Sujog diantu Ame Mana Prana Sarira re Bharata ra Seba karibu 🙏🙏🙏🙏

  • @biswambharmanahira966
    @biswambharmanahira9662 күн бұрын

    ପାଗଳ ହେଲେ ବିପ୍ରବର

  • @pgayatrirout2326
    @pgayatrirout23264 күн бұрын

    Ati uttam feelings.... 🙏🏻

  • @sudhansusekharjena1396
    @sudhansusekharjena13963 күн бұрын

    ଆଉ କେତେ ଦିନ ପରେ ନିଜେ ସାରଥୀ ବନି ଯିବ

  • @friend9449
    @friend94494 күн бұрын

    ତୋତେ ଆଉ ଓଡ଼ିଶାରେ ଦେଖିବାକୁ ମିଳିବନି ପଞ୍ଚାୟତ ନିର୍ବାଚନ ପାଖେଇ ଆସିଲା ବେଳକୁ ଆସିବୁ ।

  • @mahendrabagh3042
    @mahendrabagh30423 күн бұрын

    This is not good for our nation. lord jagannath.balabhadra.subadra sohito tulona koriba poritaporo bisoyo.

  • @dillipkumarsatapathy2574
    @dillipkumarsatapathy25743 күн бұрын

    ଧନ୍ୟ ତୁମ ମୁଣ୍ଡରେ ନେତାମାନେ😃😃😃😃

  • @Chasipua
    @Chasipua4 күн бұрын

    Nta ru 😂😂😂chanda khaibabala😂😂😂😂 thaka tu to pain bjp down heba thaya😂😂😂😂😂😂bhasan dioni lajya laguchi

  • @yeskumar6982
    @yeskumar69824 күн бұрын

    ମୋଦୀ ଜି ପ୍ରଭୁ ରାମ,😂 ଆଉ ଏମାନେ ତିନି ଠାକୁର 😂 ଗୋଟେ BJP ରଥ କରିଦିଅ, ଧର୍ମେନ୍ଦ୍ର ପ୍ରଧାନ ଅସିକି ଛେରା ପହଁରା କରିବେ ଆଉ ଅନ୍ଧଭକ୍ତ ମାନେ ରଥ ଟାଣିବ 😅😂😂😂😂

  • @kishorchandra2531
    @kishorchandra25314 күн бұрын

    ଧର୍ମେନ୍ଦ୍ର ଟିକିଏ ଧର୍ମ କୁ ମାନ।

  • @kids_learning-2023
    @kids_learning-20234 күн бұрын

    Tuma Ratha re basei deiki e tini janaku bbsr re rathajatra dina bulei dia, loka dekhibaku jibe tu jatara

  • @Pandu_Premi

    @Pandu_Premi

    4 күн бұрын

    ନବୀନ କୁ ଢାହୁକୋ ବନେଇ ଦିଅ 😂

  • @snehalatamishra7092
    @snehalatamishra70924 күн бұрын

    Jagannath nku kaha saha tulana karanahi

  • @baidyanathmallick9985
    @baidyanathmallick99854 күн бұрын

  • @debarajbag6338
    @debarajbag63384 күн бұрын

    🎉🎉🎉🎉🎉🎉

  • @user-qs8qp5uk4j
    @user-qs8qp5uk4j4 күн бұрын

    ଭାଇ ଏମାନେ ବାଇଆ ହେଇ ଗଲେଣି ଏ ବିଜେପି ବାଲା

  • @PritamNayak-oj7tl
    @PritamNayak-oj7tlКүн бұрын

    Tamesaburathu . 1:53 1:55

  • @debabratamohanty3321
    @debabratamohanty33214 күн бұрын

    Remote control CM

  • @sangrampatrapatra9004
    @sangrampatrapatra90042 күн бұрын

    କନ କହୁଚ ମ,, ମୋହନ ଭାଇ ଜଗନ୍ନାଥ କେଭି ବଳଭଦ୍ର ଆଉ ସୁଭଦ୍ରା ଙ୍କ ନା ନେବିନି,, ସମ୍ବିତପାତ୍ର କହୁଚି,ଜଗନ୍ନାଥ ମୋଦୀଙ୍କ ଭକ୍ତ. ସେଠୁ କହିବ ତୁମେ ନାରାୟଣ ଅମିତ ଶାହା ରାମ ତା ସ୍ତ୍ରୀ ସୀତା ମା ରାଜନାଥ ଲକ୍ଷ୍ମଣ.. ଆଛା ଭାଇମାନେ,,,,, ଲକ୍ଷ୍ମଣ ବାଗ୍ ତାହାଲେ କଣ??????

  • @tapasranjanjena4294
    @tapasranjanjena42944 күн бұрын

    Jagnaatha sahi le hela

  • @rabinarayanmishra2036
    @rabinarayanmishra20364 күн бұрын

    Very good comparison of Dharmendra Pradhan.Dharmendraji,please remove outsourcing for teachers in engineering colleges.

  • @kishorkumar3809
    @kishorkumar38094 күн бұрын

    ମରିବା ସମୟ ଆସିଲାଣି

  • @manaspriyapanda1909
    @manaspriyapanda19094 күн бұрын

    Modi and company in odisha are elected by chance not by choice of the people of odisha.so they compare with Lord Jagannath, Balabhadra and Subhadra.mr.Pradhan will tell tomorrow that World famous Lord Jagannath temple is near Ram mandir,BBSR.Too much ego of mr.pradhan.

  • @madhusudanparida4161
    @madhusudanparida41614 күн бұрын

    What about you and NEET paper leak?

  • @studytime1718
    @studytime17184 күн бұрын

    Sir plz tike bhabi chinti kuhantu

  • @RajendraPatra-lw8dk
    @RajendraPatra-lw8dk4 күн бұрын

    ଭଗବାନ ସହିତ ତୁଳନା କରୁଛ, ତୁମକୁ ଧର୍ମ ସହି ବ ନାହିଁ ଧର୍ମେନ୍ଦ୍ର ବାବୁ ଅହଂକାର, ଗର୍ବ ତିଷ୍ଟି ରହିବ ନାହିଁ!

  • @pravatkumarnayak6578

    @pravatkumarnayak6578

    4 күн бұрын

    Kn kharap kahile ki .tulana Kariba alaga katha au janaku jagannath kahiba alaga katha .jetebele bhauni bhai ku rakhi bandhuchi setebele ta bhauni ku subhadra saha au bhai ku jagannath saha tulana kara jauchi setebele kain kahunu ta .

  • @sumantsahoo6559
    @sumantsahoo65593 күн бұрын

    Time hanuman

  • @dukhendranayak8927
    @dukhendranayak89274 күн бұрын

    Jay nabin

  • @dhirendraparida-hv1go
    @dhirendraparida-hv1go4 күн бұрын

    Dharmendra kahila para jagannath, Balbhadra aau subhadra Puri re nanhanti se Abe Bidhansava re achhanti hela Abe Bhubaneswar re Rathajatra heba odisha sara loka jibe dekhibe.

  • @pradeepsahoo1469
    @pradeepsahoo14694 күн бұрын

    300 unit kebe kama heba...sir

  • @mihirkumarbarik6867
    @mihirkumarbarik68674 күн бұрын

    Odiya asmita. Jadi. Thick september 17. Re modi. Ra. Janma. Dinare. Subhadra. Yojana lagu na. Kari. Ratha. Yatra. Re subharambha. Heu ama ku. Lagiba. Odiya ashmita. Lazzya

  • @YashRajMohapatra-nj9uy
    @YashRajMohapatra-nj9uy2 күн бұрын

    Se jane manisa ..tanku bhagaban nka Saha same karanhi

  • @amasangathanakakarudrapurj9664
    @amasangathanakakarudrapurj96644 күн бұрын

    Eita nua etihasha lekhiba ,desa ra sikhya mantri

  • @AkhyayaMohanty
    @AkhyayaMohanty4 күн бұрын

    Mu aau dhadire thia hoi prabhunka darshana nakri cm o deputycm nku dekha karibi

  • @user-fi4dj1dx3u
    @user-fi4dj1dx3u4 күн бұрын

    Nonsense

  • @akhayrath451
    @akhayrath4514 күн бұрын

    Electro bill chada keba Neet exeam katha kuha

  • @mrodisha9410
    @mrodisha94103 күн бұрын

    Laxmi kuade gale

  • @amulyapradhan3476
    @amulyapradhan34764 күн бұрын

    Tame chinta dhara alaga bhai vouni jie 3 jana sie kuhanti ame jaga balia subhadraa 3 jana emiti sabu kuhanti

  • @dhirendraparida-hv1go
    @dhirendraparida-hv1go4 күн бұрын

    Loka mane aau Puri jibani Abe bidhansava re Rathajatra heba July month re hela biswoprasidha ratha jatra heba hela.

  • @user-vn3rm5mu6o
    @user-vn3rm5mu6o4 күн бұрын

    Tuma Rajaniti Sarigala

  • @sanjayswain1211
    @sanjayswain12112 күн бұрын

    Bala bhasana

  • @santoshkumarswain8753
    @santoshkumarswain87534 күн бұрын

    Nijara hole hisaab kara

  • @smrutiranjanboitai8725
    @smrutiranjanboitai87254 күн бұрын

    Dharama hauchi sakhuni

  • @babumuduli-dr1pf
    @babumuduli-dr1pf4 күн бұрын

    Dharama tu ete garba kariba bhala nuha

  • @amasangathanakakarudrapurj9664
    @amasangathanakakarudrapurj96644 күн бұрын

    Jagannatha jenuthi modi bhakta ,sethare chora sabu jaganath balavadra Subhadra ,

  • @kasibehera8006
    @kasibehera80064 күн бұрын

    ତୁ ଗୋଟେ ବଡ ମଗିହା ଜଗନ୍ନାଥ ଙ୍କୁ ୟାଙ୍କ ସହ ତୁଳନା କରୁଛୁ ମୁଁ ଘୋର ବିରୋଧ କରୁଛି। ଛି ଛି ଏମିତିକା ରାଜନୀତିକୁ Bjp ସଫା ହବ ରହ। ଜଗନ୍ନାଥ ହେଉଛନ୍ତି ଅନନ୍ତ ଅସୀମ। ଏ 3 ଜଣ କୁ ସେଇଭଳି ଦେଖାଯାଉଛନ୍ତି ଲାଜ ନାହିଁ। କୁକୁର ଭଳି ଲାଗୁଛି ମୋତେ ଗୋଟେ ମାଇ 2ଟା ଅଣ୍ଡିଆ କୁକୁର ର ଯୋଡ଼ି time ବର୍ତ୍ତମାନ ହେଲା

  • @haribandhurout7181

    @haribandhurout7181

    4 күн бұрын

    Magihaku pita

  • @karunakarkisan1143

    @karunakarkisan1143

    3 күн бұрын

    ଗର୍ବ ଅହଙ୍କାର ରେ ବୁଡି ଯାଇ ଅନ୍ଧ ଭକ୍ତ ଇନ୍ଦ୍ର, ଚନ୍ଦ୍ର ମାନୁ ନାହାନ୍ତି l ଧରାକୁ ସରl ମନେକରୁଛି l

  • @SmilingForest-wq7te
    @SmilingForest-wq7te3 күн бұрын

    Odisha ku khaijibe odisha ku bikri karidebe

  • @Kalingatraveller636
    @Kalingatraveller6364 күн бұрын

    ନବୀନ କେବେ ବିଜେଡ଼ି ର ନେତା ହିଁ ନଥିଲେ.. ଖାଲି ବିଜେଡ଼ି କୁକୁର କର୍ମୀ ମାନେ ତାକୁ ମୁଖ୍ୟମନ୍ତ୍ରୀ ଆସନ ରେ ବସେଇ ଥିଲେ...👈 ନବୀନ କେବେ ବିଜେଡ଼ି ର କୌଣସି ଶଙ୍ଖ ପତାକା, ସବୁଜ ଗାମୁଛା ପରିଧାନ କରି ନାହାନ୍ତି...😂 ସେ କେବଳ କ୍ଷମତା ପାଇଁ ଓଡିଶା ଆସିଥିଲେ ମାଗଣା ଯୋଜନା ବାଣ୍ଟି ଲୋକ ଙ୍କୁ କୁକୁର କରି ରଖିଥିଲେ...👈 ଏବେ ସ୍ୱଚ୍ଛ ନିର୍ମଳ ଗର୍ବ ଅହଙ୍କାର ର ସମାପ୍ତି ଘଟିଲା.. ନବୀନ ଆଉଥରେ ମୂର୍ତ୍ତି ରୂପ ଧାରଣ କଲେ..👈😂 ଆଗକୁ ୨୦୨୯ ରେ ପିଲା ବହିରେ ପଢ଼ିବେ "ଜଣେ ଥିଲେ ସୁବିଧାବାଦୀ ନବୀନ" ...👈✅🙏😂😂

Келесі