🔴 LIVE: 20 ଦିନର ମୋହନ ସରକାର: ରଙ୍ଗ ବଦଳାଅ, ଦୁର୍ନୀତି ଲୁଚାଅ || Satyapatha

🔴 LIVE: 20 ଦିନର ମୋହନ ସରକାର: ରଙ୍ଗ ବଦଳାଅ, ଦୁର୍ନୀତି ଲୁଚାଅ || Satyapatha
#satyapatha #mohanmajhi #laxmibus #odishapolitics #bjpodisha #odishakhabar

Пікірлер: 404

  • @budhadevpanda467
    @budhadevpanda46722 күн бұрын

    ଓଡ଼ିଶା ରେ ଗୁଜରାଟୀ ରାଜ ର ଏକ ନମୁନା ଆଗକୁ ଆହୁରି ରଙ୍ଗ ବଦଳା କାର୍ଯ୍ୟକ୍ରମ ଜାରି ରହିବ

  • @bijaybehera4395
    @bijaybehera439522 күн бұрын

    ସବୁ ଲେଖା ଛିଡ଼ିଯାଇଛି ସେଇଠି। ଏଠି ଖାଲି ରଙ୍ଗ ବଦଳିବ ଆଉ ନା ବଦଳିବ। ଆଉ କିଛି ମିଡ଼ିଆ ଅଛନ୍ତି ବଦଳିବl ରଙ୍ଗ କୁ କହିବେ bjp ସରକାର ସବୁ କରିଛନ୍ତି କହିବେ।

  • @manasimohanty942

    @manasimohanty942

    22 күн бұрын

    Ahha golat he

  • @AJITSIN-li4xv

    @AJITSIN-li4xv

    19 күн бұрын

    ​ଓଡ଼ିଶା ରେ ଯାଉ ଲକ୍ଷ୍ମୀ ବସ ଚାଲିଥିଲା' ରାଜସ୍ଵର ଅର୍ଥହାନି ନ ହେବାକୁ ବସର ରଙ୍ଗ ବଦଳା ଯାଇଛି

  • @SantoshKumar-xn2gs

    @SantoshKumar-xn2gs

    7 күн бұрын

    ଆପଣ ଠିକ୍ ଅଛନ୍ତି ଆଜ୍ଞା

  • @dsd4230
    @dsd423022 күн бұрын

    ଦୁର୍ନୀତି ନ ଧରିଲେ ଜନସାଧାରଣ ଆରଥରକୁ କଂଗ୍ରେସକୁ ସରକାରକୁ ଆଣିବେ.

  • @abhijitmohanty8284

    @abhijitmohanty8284

    22 күн бұрын

    Pura bhai thik kahile

  • @santoshthatoi8286

    @santoshthatoi8286

    22 күн бұрын

    ​@@abhijitmohanty8284dhana rate 3100 bjd karithila bodhe

  • @satyabratadas3635

    @satyabratadas3635

    21 күн бұрын

    Right

  • @MSSureshCreations70

    @MSSureshCreations70

    17 күн бұрын

    Right

  • @alekhchandrabarik2844
    @alekhchandrabarik284422 күн бұрын

    ଇଏ ନେତା ମାନେ ଗୋରୁ ବେପାରୀ ପରି ବେକରେ ଗାମୁଛା ପକାଇ ବୁଲୁଛନ୍ତି କଣ ପାଇଁ

  • @homundaaarsi9489

    @homundaaarsi9489

    22 күн бұрын

    I salute you for good observation.

  • @choudhurilohar4811

    @choudhurilohar4811

    22 күн бұрын

    😂😂😂

  • @smohanty3507

    @smohanty3507

    22 күн бұрын

    😂😂😂😂😂

  • @skgoud7356

    @skgoud7356

    22 күн бұрын

    Bjd netanka bhali mota suna chain pakei bulibe to katha anusare garibanka sarka ete gandimara Paisa asiba kouthu

  • @debashishjena8127

    @debashishjena8127

    22 күн бұрын

    2029 re ghosoda heiki jibe Odisha re😂

  • @BanditteachingTrick
    @BanditteachingTrick21 күн бұрын

    Bus ରଙ୍ଗ ବଦଳିଲେ କଣ ଲୋକେ ଭୁଲି ଯିବେ କି? ନା ଲୋକେ bjd କୁ ଭୂଳିବେନି ବସ୍ ହିଁ ମାନେ ପକେଇ ଦେବ ନବୀନ ଙ୍କୁ

  • @trinathdash3129
    @trinathdash312922 күн бұрын

    ଆପେକ୍ଷାକର ମଦ ବୋତଲର ରଙ୍ଗମଧ୍ଯ ବଦଳି ଯାଇପାରେ।ମାର୍କେଟରେ କିଛିଦିନ ପରେ ।ସାଧା ମାଛ ସାଧା ଚିକେନ ସାଧା ମଟନ ।ବିନା ନିଶାବାଲାମଦ ଉପଲବ୍ଧିହେବ।।

  • @janardanpanda5378
    @janardanpanda537822 күн бұрын

    ରଙ୍ଗ ବଦଳେଇ ଦେଲେ ଦୁର୍ନୀତି ହଟିଜିବନି ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର

  • @sundargarhsng9463

    @sundargarhsng9463

    22 күн бұрын

    101 percent right.

  • @omprakashbehera6998

    @omprakashbehera6998

    22 күн бұрын

    ହଁ

  • @sadhudas2758
    @sadhudas275822 күн бұрын

    ଅନାବଶ୍ୟକ ରଙ୍ଗ ବଦଳାଇବାର ଖର୍ଚ୍ଚ କିଏ ବହନ କରିବ। ସବୁଜ ରଙ୍ଗ ପରିବେଶ ଅନୁକୂଳ ଥିଲା

  • @nuelbaa8392

    @nuelbaa8392

    16 күн бұрын

    Sir, semanonko ranga pora Gerua !

  • @BanditteachingTrick
    @BanditteachingTrick21 күн бұрын

    ମୁଁ ଶୁଣିଛି ବହୁରୂପୀ ଏଣ୍ଡୁଅ ରଙ୍ଗ ବଦଳାଏ ହେଲେ BJP ଏଣ୍ଡୁଅ ନୁହ ତ

  • @prasannakumarnayak2278
    @prasannakumarnayak227822 күн бұрын

    Bjp କେବଳ ନାଁ ରଙ୍ଗ। ବଡଲେଇବା ଛଡ଼ା କିଛି କରିପାରିବେ ନାହିଁ

  • @santoshthatoi8286

    @santoshthatoi8286

    22 күн бұрын

    Dhana rate kaan bjd 3000 karithila nai? Sudhuribani

  • @dmohanty5003

    @dmohanty5003

    22 күн бұрын

    @@santoshthatoi8286. Modi kari chi? Se katha kahunu? Tu tara andha bhakti bhaba ru bharibuni?

  • @achyutbag4614

    @achyutbag4614

    19 күн бұрын

    ​@@santoshthatoi8286tu hauchhu asali andha bhakta

  • @user-kg3dn4zo7j

    @user-kg3dn4zo7j

    14 күн бұрын

    ତୁମେ ବିଜେଡି ବାଲା ଓଡିଶା କୁ ନିଜର ବାପ ସମ୍ପତି ଭାବିଲ (ସବୁ ସ୍କୁଲ ର ଡ୍ରେସ ରଙ୍ଗ ନେଳିଆ କରିଛ କେବେ ସେହି ସ୍କୁଲ ପିଲା କୁ ପଚାରିଛ ଏହି ରଙ୍ଗ ବଦଳା ରେ ସେମାନେ ଖୁସି କି ନାହିଁ )

  • @Nikhil_edit_king_is_back

    @Nikhil_edit_king_is_back

    11 күн бұрын

    Andha bhakata mane dekha 24 year ra sarkar au gote mas ra sarkar kn kahi thile Kariki dekhauchhanti

  • @sanjibkanhar7164
    @sanjibkanhar716422 күн бұрын

    ଏଣ୍ଡୁଅ ସଦାବେଳେ ରଙ୍ଗୋବଦଳାଇ ଦେବ ମୋହନ ମାଝୀ ସରକାର

  • @sadhudas2758
    @sadhudas275822 күн бұрын

    ଏଗୁଡିକ ଖାଲି ଭାରତମାତାକୀ ଜୟ, ଜୟ ଶ୍ରୀରାମ, କହି 5 ବର୍ଷ କଟାଇ ଦେବେ

  • @Funny_odiahub32

    @Funny_odiahub32

    22 күн бұрын

    Right

  • @sudhansusekharjena1396

    @sudhansusekharjena1396

    13 күн бұрын

    ଏବେ ସେ କଥା କହୁ ନାହାଁନ୍ତି ଜୟ ଜଗନ୍ନାଥ କହିବା ଆରମ୍ଭ କଲେଣି

  • @anneray1980

    @anneray1980

    2 күн бұрын

    Whatever sells...​@@sudhansusekharjena1396

  • @user-he5yx1xq1s
    @user-he5yx1xq1s16 күн бұрын

    ସବୁଜ ରଙ୍ଗ ପରିବେଶ ର

  • @krushnaprasadmohanty3831
    @krushnaprasadmohanty383122 күн бұрын

    ଅନେକ ଅନେକ ଧନ୍ୟବାଦ - ସତ୍ୟ ବାବୁ ।

  • @u.knatasha5727
    @u.knatasha572722 күн бұрын

    ଏଣ୍ଡୁଅ ସରକାର

  • @manoranjanpradhan1507

    @manoranjanpradhan1507

    22 күн бұрын

    Bhai manaku paela ate dina pare

  • @JhiliJena-vd8fl
    @JhiliJena-vd8fl19 күн бұрын

    ପାଞ୍ଚ ବର୍ଷ କେବଳ ରଙ୍ଗ ଲିଭାଇବେ

  • @khirodhota1440
    @khirodhota144022 күн бұрын

    ଏଥୁରୁ ଯାହା ଜଣା ପଡୁଛି ମୋହନ ଭିଡକୁ ନୁହେଁ l

  • @sukumarrana9091
    @sukumarrana909122 күн бұрын

    Laxmi bus ଘୋଟାଲା, JT recruitment ରେ normalisation ଆଳରେ ଯେଉଁ ଦୁର୍ନୀତି, ତାହା ର ପର୍ଦ୍ଦାଫାଶ ପାଇଁ ସରକାର ଙ୍କ ର ଆନ୍ତରିକତା ନଥିବା ପରି ଜଣାପଡ଼ୁଛି ।

  • @KoilashKoilash-bv1dv
    @KoilashKoilash-bv1dv22 күн бұрын

    ରଗଂବଦଳଇ ଦେଲେ ସବୁସମାଧାନହବ ଭୁଲୁ

  • @satyanarayanprasadnayak4505
    @satyanarayanprasadnayak450522 күн бұрын

    ଯଦି ଦୁର୍ନୀତିର ପର୍ଦାଫାଶ ନ ହେବ, ତେବେ ଏମିତି ରଙ୍ଗ ଆଉ ନାଁ ବଦଳେଇବାରେ କି ବାହାଦୁରୀ ?

  • @SusantKumar083-fz8wc
    @SusantKumar083-fz8wc20 күн бұрын

    Satya sr aapanaka katha 100% right

  • @bighnarajjena7215
    @bighnarajjena721521 күн бұрын

    ଲୋକେ BJD କୁ ହରେଇ ନାହାନ୍ତି, ସୁଭଦ୍ରା ଯୋଜନା BJD କୁ ହରେଇ ଦେଲା ।

  • @antaryamimishra449

    @antaryamimishra449

    16 күн бұрын

    Good

  • @user-kg3dn4zo7j

    @user-kg3dn4zo7j

    14 күн бұрын

    ସମ୍ପୂର୍ଣ ଭୁଲ ଓଡିଶା ରେ ଅଧିକ ଦାଦା ଗିରି ହେଉଥିଲା ବିଜେଡି ବାଲାଙ୍କର

  • @bijayakumarchoudhury959
    @bijayakumarchoudhury95922 күн бұрын

    ମୋହନ ୬ମାସ, ବେଶି ଦିନ ନୁହେଁ

  • @antaryamimishra449

    @antaryamimishra449

    16 күн бұрын

    ସତ୍ ଆଏ କେଁ

  • @satishchandrabehera7291
    @satishchandrabehera729122 күн бұрын

    ରଙ୍ଗ ବଦଳାଅ, କାହାରି ଆପତ୍ତି ନାହିଁ। କର୍ମଧାରା ବଦଳିବା ଆମେ ଆଗେ ଚାହି।।

  • @deepakkumarnayak7831
    @deepakkumarnayak783122 күн бұрын

    ସମ୍ପୂର୍ଣ୍ଣ ସଠିକ କଥା 👌👍🙏

  • @villagesinger6788
    @villagesinger678822 күн бұрын

    ଲୋକେ ଠିକ୍ କହୁଛନ୍ତି,ମୋଦି ପାଣ୍ଡିଆ କୁ ଲଗେଇ ନବୀନ କୁ out କଲା,ଏବେ ଦୁର୍ନୀତି ବି ଲୁଚିଯିବ 😊

  • @Foodrecipes054
    @Foodrecipes05422 күн бұрын

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @diptisatpathy2799
    @diptisatpathy279922 күн бұрын

    Nabin Pattnaik no 1 cm thile rahibe

  • @mr.sunilsethi829
    @mr.sunilsethi82922 күн бұрын

    ତୁ ଜଣେ ଗଣମାଧ୍ୟମର ପ୍ରତିନିଧି ହେଇ ଦିନେ ବିଜେଡି ର ଚାମ୍ଚା ସାଜିଗଲୁ ଏଇଟା କଣ.... ତୋର ବେକ୍ତିଗତ ରଙ୍ଗ ବଦଳାଇବା ନୁହଁ କି

  • @HemantKumar-jk2hs
    @HemantKumar-jk2hs22 күн бұрын

    ଲାଗୁଛି ଯେମିତି ସବୁ ଚୋର....

  • @ranajitjena4668
    @ranajitjena466822 күн бұрын

    ଯୋଉ ଦଳ ପାଇଁ ଓକିଲାତି କରୁଛ ତାଙ୍କର ଔକାତ ନାହିଁ କିଛି କରିବା ପାଇଁ କେବେଳ ଅନ୍ୟର କାମକୁ ନିଜର କରି ପ୍ରଚାର କରିବା ଜାଣିଛନ୍ତି

  • @abhijitmohanty8284

    @abhijitmohanty8284

    22 күн бұрын

    Satya babu thik kahuchanti bjp jaha kahithila ta aji jae kichi karini,sabuthire chup basichi,mu bi bjp support karuchi but bjp kichi na kale taku andha bhali support karibini

  • @dmohanty5003

    @dmohanty5003

    22 күн бұрын

    ⁠@@abhijitmohanty8284. BJD 24 barsha re per capita income re Odisha ku 12 position uparaku nei chanti. UP re double engine Sarkar thai bi gote position uparaku nei paarini BJP Sarkar. Dekhiba Odisha re double engine Sarkar Kan kari pariba!!

  • @panchanansahu2908

    @panchanansahu2908

    21 күн бұрын

    ତାମିଲନାଡୁ ଲକ୍ଷ୍ମୀ ବସ ଗଲା କେମିତି

  • @pragyanparamitabiswal4432

    @pragyanparamitabiswal4432

    21 күн бұрын

    Bhai tme dekhithila bodhe...Auu ta kichhi janina ae sabu kuha... andhabhakt manku kahiki kichhi lava nai...​@@panchanansahu2908

  • @ranajitjena4668

    @ranajitjena4668

    21 күн бұрын

    @@panchanansahu2908 ତାମିଲିନାଡୁ ବସ ସବୁ ଯାଇଛି ବୋଲି ଯୋଉ ମିଛ ଗୁଜବ ଖବର ARGUS ଏବଂ OTV ପ୍ରଚାର କରୁଥିଲେ ଏବେ ସେହି ମିଛ ଗୁଜବ ଖବର ପ୍ରସାରଣ କରୁଥିବା ସଂସ୍ଥାର ଅସଲ ଚେହେରା ଧରାପଡ଼ିଗଲା ଏବଂ ଏବେ ସବୁ ବସ ସବୁଜ ରଙ୍ଗ ବଦଳରେ ନାରଙ୍ଗୀ କାର୍ଯ୍ୟ ଓଡିଶାର ବିଭିନ୍ନ ଜାଗାରେ ହଉଛି

  • @krushnasahu7514
    @krushnasahu751422 күн бұрын

    ବିଭାଘର ମାସେ ହେଇନି, କଥା ଉଠିଲାଣି ଛୁଆ କାହିଁ ହେଉନି.ବହୁତ ଓଡ଼ିଆ ଙ୍କୁ କୋଉ ନଂପୁସଙ୍କ ଦଳ ଆଜି ନିକମା କରିଚି ସେ କଥା କୁହ .

  • @pallimadhuriodiafolksong2771
    @pallimadhuriodiafolksong27719 күн бұрын

    ଦୁର୍ନୀତି ବିଷାରଦ ଦୁର୍ନୀତି କୁ ଜଗିବେ।

  • @rameswar3765
    @rameswar376522 күн бұрын

    Old wine in new bottle. All are green color change to Orange. What's a beautiful idea.

  • @binayakumarpatnaik1463
    @binayakumarpatnaik146322 күн бұрын

    Pakistan colour change Kara

  • @learntogether8344
    @learntogether834422 күн бұрын

    ନାଇ ଠିକ କଥା.... ପୁରା 10000% crct ନିଜ ଉପରେ ଲଜ୍ୟା ଲାଗିଲାଣି ଦେଖିବା କଣ ହଉଛି

  • @RanjanBehera-ge1kf
    @RanjanBehera-ge1kf22 күн бұрын

    Sir, best analysis...right ❤🎉❤

  • @manassamantaray8264
    @manassamantaray826422 күн бұрын

    Colour change paini paisa keun fund ru asuchi

  • @FudanHandah
    @FudanHandah22 күн бұрын

    Durniti,hataibanei,Bjp,ku,Boot,diyajaithila,Jadi,Durnitiku,Luchaiba,Aubelaku,Bjp,v,luchiba❤

  • @ABHISHEKHASWAIN
    @ABHISHEKHASWAIN22 күн бұрын

    Gujurati sasan

  • @lilianaik5756
    @lilianaik57568 күн бұрын

    ଠିକ ଠିକ ଖଲି ରଙ୍ଗ ମାରି ମାରି 5 ବର୍ଷ ଚାଲି ଯିବକି

  • @prakashdash9209
    @prakashdash920922 күн бұрын

    Mohan Majhi ଦରକାର ପଞ୍ଚାୟତ election re ଭୋଗିବେ

  • @manasimohanty942
    @manasimohanty94222 күн бұрын

    Manyabar nabin pattanik 🙏 odishabasi nkapani bahut kichi development work kari jaaichanti, se kone Adarsh swavhiman kratyba porayen humanbl

  • @user-sh1cq3wl2z
    @user-sh1cq3wl2z14 күн бұрын

    ଏ ବିଜେପି ସରକାର ହେଉଛି ବହୁରୂପୀ ଏଣ୍ଡୁଅ।

  • @lilianaik5756
    @lilianaik57568 күн бұрын

    ଏଠି ରଙ୍ଗ ବଦଳିବ ଢଙ୍ଗ ବଦଳିବନି

  • @sarojbehera1361
    @sarojbehera136122 күн бұрын

    Bilkul theek Satya bhai....aji jain gote single arrest nahi ...

  • @ABHISHEKHASWAIN
    @ABHISHEKHASWAIN22 күн бұрын

    Nabin babu jetik karichanti bjp ranga change karu karu 5 year paleiba

  • @user-wj3lf4xi7n
    @user-wj3lf4xi7n22 күн бұрын

    This was grate thank you sir

  • @pkmishra6256
    @pkmishra625622 күн бұрын

    Have patience. What action is going to be taken by Present Govt. , at appropriate time pl watch. 👍🏾

  • @dibyaranjanmohapatra8113
    @dibyaranjanmohapatra811322 күн бұрын

    Bus colour change will be better for safety.. Orange colour will be very visible at evening to night time and accident will be decrease. We are thinking politically wrong but that's better for human society... this is my opinion.

  • @Ashu234-

    @Ashu234-

    22 күн бұрын

    😂😂

  • @bhagirathitarai9981
    @bhagirathitarai998122 күн бұрын

    Thank you Bhai

  • @Rbs233
    @Rbs23322 күн бұрын

    Right🎉🎉

  • @jagnyapradhan4611
    @jagnyapradhan461122 күн бұрын

    You mg janichu Naveen sir nka sarkar durniti boli.. Tu dekhi thilu mg.. 😂😂

  • @umeshchandraswain8578
    @umeshchandraswain857819 күн бұрын

    ବିଜେପି ସରକାର ପୁରୁଣା ଅଫିସର ମାନଙ୍କୁ ନ କାଢିଲେ ଆର ଥରକୁ କଂଗ୍ରେସ ଆଶିବ

  • @bishnuprakashsuna
    @bishnuprakashsuna22 күн бұрын

    What about previous years ASO scams ????

  • @lilianaik5756
    @lilianaik57568 күн бұрын

    ତମେ ନିୟୁଜ ଵାଲା କଣ କହୁଛ ନିଜେ ଭି ବୁଝିପାରୁନଥିବ ନିଜ ନାମ ଦେବା ପାଇଁ ବିଜେପି ରଙ୍ଗ ବାଡ଼ଉଛି

  • @parameswarbehera6502
    @parameswarbehera650222 күн бұрын

    Salute you sir for your impartial voice for our corruptions in the state.

  • @bapikumar4920
    @bapikumar49209 күн бұрын

    100% correct✔✔✔

  • @Padmachrout
    @Padmachrout17 күн бұрын

    Very clear presentation.

  • @kalandipradhan1559
    @kalandipradhan155922 күн бұрын

    ବିଜେଡି ରଙ୍ଗ ରହିଲେ ଆପଣକୁ ଭଲ ଲାଗୁଚି

  • @dmohanty5003

    @dmohanty5003

    22 күн бұрын

    Ranga re kan achi? 24 barsha re per capita re BJD Odisha ku 12 position uparaku neichi. UP re double engine Sarkar thai bi gote position change helani UP ra. Dekhiba Odisha re double engine kan kari paruchi

  • @user-kg3dn4zo7j

    @user-kg3dn4zo7j

    14 күн бұрын

    ଏ ପାଇଁ ସବୁଠୁ ବଡ଼ ଦାଈ ନବୀନ ପଟ୍ଟନାୟକ

  • @dmohanty5003

    @dmohanty5003

    14 күн бұрын

    @@user-kg3dn4zo7j. Right se hi sabu scheme karithile. Per capita re odisha ku 12 position upar uthae the. Yogi double engine Sarkar hoi bi 1/2 position upara ku uthei pari Lani

  • @kmunababu
    @kmunababu22 күн бұрын

    Bjp ra nija akat nahi bus nua aniki chaibaa paii jaha bjd karichii taku ranga change kale kn heba odisha basi samstee janichatii seita bjd ra jojanaa bjp kichii nua karibaa paii kichi plan nahii khalii gandagola aou hinsaa khalii .,..... Bjd taa kichii bi vala kama karuthilaa but abikaa bjp sarkara mainua ki gai nuha nije cm pari bi feel lagunii 🤣🤣

  • @amittudu5501
    @amittudu550120 күн бұрын

    Bahut important topic sir,

  • @DayasagarChhacria
    @DayasagarChhacria22 күн бұрын

    Kanadarkar thila tanka kharcha Kari bus ra ranga badleibar

  • @u.knatasha5727
    @u.knatasha572722 күн бұрын

    ସତ୍ୟ ବାବୁ ଦୟାକରି କହିବେ ନାଁ ରେ କଣ ବଦମାସୀ ଅଛି।

  • @user-wj1sf7uw9n
    @user-wj1sf7uw9n22 күн бұрын

    💯 persent Satya Satya Babu

  • @bibhutipati6455
    @bibhutipati645522 күн бұрын

    ଛୋଟ ନେତା କହିବା ଉଚିତ ଶବ୍ଦ ନୁହେଁ। ତୃଣମୂଳ ସ୍ତରର ନେତା

  • @smrutirekhanayak2361
    @smrutirekhanayak236122 күн бұрын

    bjd bjp hata mileichhanti .odisha loko nku bhuan bulouchhanti

  • @the__steve
    @the__steve6 күн бұрын

    Mahana majhi sir amara naya sarkar apana jete dini srakar padare achhanti desara urnti karichalntu apananijara na rkhantu mahan sarakar jane niswathya parasarkar

  • @manassamantaray8264
    @manassamantaray826422 күн бұрын

    Bhai time tike bahara kari aponku dekhuchu.aji paryanta kebe feel heini apon kichi bhul khabar dekhai nahanti ki limit cross kari nahanti. Esabu ku emiti maintain karantu Argus ki focus bhali bilapa karantu nahin. All d best

  • @swarnamohanty3121
    @swarnamohanty312117 күн бұрын

    Mogan Majhi sarkar khub bhala sarkar .

  • @user-wk5pc6qr7r
    @user-wk5pc6qr7r22 күн бұрын

    Gujurati and Punjabi chalaibaku jojana chalichi

  • @user-kg3dn4zo7j

    @user-kg3dn4zo7j

    14 күн бұрын

    ଆଉ କଣ ପାକିସ୍ତାନୀ ଚଲାନ୍ତେ

  • @liliptamohanty8405
    @liliptamohanty840522 күн бұрын

    Bhai naveen pattnaik sabu kama karichanti ....bjp lokanku bhakua banai vote paila ...besi Dina nuha

  • @user-kg3dn4zo7j

    @user-kg3dn4zo7j

    14 күн бұрын

    ସ୍ବପ୍ନ ଦେଖୁଥାଅ ବିଜେଡି ଆଉ ଅବସ୍ଥାରେ ରହିବ ନାହିଁ କଂଗ୍ରେସ ଆଗରୁ ଯେତେ ବେଳେ ଥିଲା ବହୁତ ଗଣ୍ଡଗୋଳ ହେଉଥିଲା ବିଜେଡି ଭଳିଆ😭 ବିଜେପି ଏବେ ଅତିକମରେ 15 ବର୍ଷ ରହିବ ଓଡ଼ିଶାରେ

  • @mohansenapti3526
    @mohansenapti352622 күн бұрын

    A bjp sarkar nkara ranga badalaiba kama .a sabu kendra sarkar tharu sikhichhanti

  • @user-kg3dn4zo7j

    @user-kg3dn4zo7j

    14 күн бұрын

    ଆଉ କଣ ବିଜେଡି ଓଡିଶା କୁ ମୋର ମୋର କହି ସବୁ ଲୁଟିବ ନା kan

  • @Tarini_series
    @Tarini_series19 күн бұрын

    Right 👍

  • @anandnayak7549
    @anandnayak75493 күн бұрын

    Nice. 👍👍

  • @KartikJena-we5oj
    @KartikJena-we5oj18 күн бұрын

    ଓ ଭାଇ ଦୁର୍ନୀତି ଅଭିଯୋଗ ଆଣିଲେ କଣ ହେବ ନୋଟ ବନ୍ଦୀ ହେଲେ ପ୍ରତି ପରିବାର 15 ଲାଖ ପାଇବେ ସେଇ ଟଙ୍କାରୁ 60 ହଜାର ନେଇ ଆସୁନ

  • @Mishkasgarden
    @Mishkasgarden22 күн бұрын

    BJP KU VOTE DEI MU AJI PASCHATAP KARUCHI, BHARATIYA JATRA PARTY SARKAR (BJP)

  • @user-wh4kq1qk8o
    @user-wh4kq1qk8o16 күн бұрын

    ସତ୍ୟ ବାବୁ, ମରୁ ଭୂମି ରେ ମରୀଚିକା ରୁ ଶୋଷ ମେଣ୍ଟେନି। ଟିକେ ହଲୁ ହୂଳୁ ହେଉଛ। ବୟସ ୬୮ରେ ମୁଁ ୭ମୁଖ୍ୟମନ୍ତ୍ରୀ ଓ ଉପେନ୍ଦ୍ର କୁମାର ପାହାଡ ସିଂ, ଗୌରାଙ୍ଗ ଚରଣ ରଥ ଙ୍କ ଖବର ଓ ଯତୀନ ଦାସ ଙ୍କୁ ପ୍ରଶଂସା କରେ। ଆଉ ତୁମକୁ ମୁଁ ଭଲ ପାଏ କିନ୍ତୁ ଏ ଲକ୍ଷ୍ମୀ ବସ ବିଷୟ ରେ ତୁମେ ବାଳକ ବୁଦ୍ଧି ର

  • @imjyotipanda5262
    @imjyotipanda526222 күн бұрын

    Absolutely right 👍

  • @SPSNGaming-gp4pu
    @SPSNGaming-gp4pu16 күн бұрын

    ଏମାନେ କହିଲେ pandian ଦୁର୍ନୀତି କରିଛନ୍ତି,ଯଦି କରିଛନ୍ତି,ତେବେ pandian ଙ୍କୁ କାହିଁକି CBI ରେ ଗିରଫ କରୁ ନାହାନ୍ତି।BJD ସରକାରକୁ ଭଙ୍ଗିବା ପାଇଁ ତାଙ୍କ ବାପା deal କରି ଥିଲେ।ଯାହା,ଏମାନେ କରି ପାରିବେ ନାହିଁ।

  • @amiyabhusanmohanty9737
    @amiyabhusanmohanty973721 күн бұрын

    ଚମତ୍କାର ଉପସ୍ଥାପନା । କେବଳ ବିରୋଧ ରାଜନୀତି କରିଛି ଗେରୁଆ ଦଳ । ଅପେକ୍ଷା କର, ତ୍ରୀରଙ୍ଗାର ରଙ୍ଗ ବଦଳିବା ପର୍ଯ୍ୟନ୍ତ ।

  • @RajanDas-dd5lt
    @RajanDas-dd5lt13 күн бұрын

    Good cm

  • @baidyabiharigiri9439
    @baidyabiharigiri943922 күн бұрын

    Only wast of govt money First full fill demand

  • @khirodhota1440
    @khirodhota144022 күн бұрын

    Bjp means bahapia janata party.

  • @godgift4711
    @godgift471116 күн бұрын

    Change party change cm..

  • @SudhirchandraJena-qs8em
    @SudhirchandraJena-qs8em17 күн бұрын

    ବସରେ କଲରମାରି ଟଙ୍କା ଖର୍ଚ୍ଚ କରି କି ଲାଭ ତା ବଦଳରେ ଆଉ କିଛି ବସ କିଣିଥିଲ ହୁଏତ ବିଜେପିର ଲାଭ ହୁଅନ୍ତା ,

  • @user-kg3dn4zo7j

    @user-kg3dn4zo7j

    14 күн бұрын

    ତେଲ ଟଙ୍କା କିଏ ଦେବ ତୁମେ ଦେବକୀ

  • @goutamkumarnayak2158
    @goutamkumarnayak215810 күн бұрын

    ବିଜେପି ଯୋଉବାଟେ ଖାଏ ସେଇବାଟେ ଦୁଇ କରେ.. ନୀତି ଆଦର୍ଶ ସଂସ୍କାର ବୋଲି ସେ ଦଳରେ କିଛି ନାହିଁ.. ଲୋକଙ୍କୁ ଠକିବା ମିଛ କହିବା ତାଙ୍କର ମୂଳ ଲକ୍ଷ୍ୟ..

  • @bidyadharmandal-rv5bn
    @bidyadharmandal-rv5bn16 күн бұрын

    ମୁଖ୍ୟ ମନ୍ତ୍ରୀ ଘର ରୁ ବସ ଆଣିଲେ ବଧେ ସେଇ ପାଇଁ ରଙ୍ଗ ବଦଳୁଛି।ଓ ସେଇ ପାଇଁ ମୁଖ୍ୟ ମନ୍ତ୍ରୀ ଲେଖା ହେଉଛି । ମୁଖ୍ୟ ମନ୍ତ୍ରୀ କିଏ ଜାଣି ନାହାନ୍ତି

  • @nalajipradhan-rk3gb
    @nalajipradhan-rk3gb22 күн бұрын

    Right

  • @sundargarhsng9463
    @sundargarhsng946322 күн бұрын

    So nice & valuable information ...

  • @bijayakumarchoudhury959
    @bijayakumarchoudhury95922 күн бұрын

    Bjp, bjd ଗୋଟିଏ ଲାଉର ମଂଜି

  • @badaltheway
    @badaltheway22 күн бұрын

    Thik question pacharicha 👍

  • @Lat4688
    @Lat468822 күн бұрын

    ହେଲେ ଆପଣଙ୍କ କହିବା କଥା କଣକି, ନୁଆ ସରକାର ରାଜ୍ୟର ଉନ୍ନତିକରଣ କଥା ପାଖରେ ରଖି ପୁରଣା ସରକାରଙ୍କ ଭୁଲ ବାଛନ୍ତୁ ।

  • @pranayakumarjena1
    @pranayakumarjena120 күн бұрын

    ଆଜ୍ଞା ମୋ ବସ, ଲକ୍ଷ୍ମୀ ବସ,osrtc ଗ୍ରୀନ ବସ କେଓଁଝର ମାଇନିଙ୍ଗ ରେ ମଧ୍ୟ ଯେତେ ଗାଡ଼ି ଚାଲୁଛି ସବୁ ଚାଲିବ କାରଣ ଅମିତ୍ ସାହା ଆଉ ପଣ୍ଡିଆଁ ଯେଉଁ ଭିତିରି ଆଲୋଚନା ହୋଇଥିଲା ମୋହନ ବାବୁ ରବର୍ ଷ୍ଟାମ୍ପ

  • @user-kg3dn4zo7j

    @user-kg3dn4zo7j

    14 күн бұрын

    ଆଗକୁ ଦେଖ ସେହି ରବର ଷ୍ଟାମ୍ପ ପାଖକୁ ଯିବ କାଗଜ ପତ୍ର ରେ ଷ୍ଟାମ୍ପ ବାଡେଇବା ପାଇ🤣ହା ହା ହା😂

  • @rameshmohanty1211
    @rameshmohanty121122 күн бұрын

    ପୁରା ମଞ୍ଜ କଥା

  • @ranjansamal4782
    @ranjansamal478222 күн бұрын

    Satya babu mohan babu a ranga badalae baku midia badhya kala kete bele kahile ahar yojana b ky s kalia laxmi bus bandha kari debe tahele aga kouta karibe

  • @AshokBehuria-ou6tu
    @AshokBehuria-ou6tu20 күн бұрын

    ସତ୍ୟବାବୂ ଯେକୌଣସି ବିଭାଗରେ ଘୋଟଲା ହୁଏ ଟାର ତଦନ୍ତ ହୁଏ ତଦନ୍ତର ରିପୋର୍ଟ କୋୖର୍ଟ ରେ ଅନୁସନ୍ଧାନ ହେବାପରେ ଦୋଷୀ ଦଣ୍ଡ ପାଏ, ତାପରେ ଲାଞ୍ଚ ଖୋର ମିଡ଼ିଆ ମାନେ ବଡ ପାଟି କରି ନାଳ ଗଡେଇଲେ ଚଳିବ, ତ ଆଗରୁ ଯୋଉ ମିଡ଼ିଆ ଭାଇ ଆଗତୁରା ନାଳ ଗଡ଼ାଇବା କେତେଧୁର ଠିକ, କୋୖର୍ଟ ଟା କଣ ତୁମ ବୋପରା ତୁମେ ଯାହା ଚାହିଁବ ତାହା ତୁମେ କହିବ, ଏମିତି ମିଡ଼ିଆକୁ ଗୋଡେଇ ଗୋଡେଇ ମେଡ଼ିଦେବା ଦରକାର 🌹

  • @sibasamudra
    @sibasamudra22 күн бұрын

    Emiti kama kale ...odia loka ula nuhe puni history heijiba ....

  • @adityaprasadmuduli
    @adityaprasadmuduli22 күн бұрын

    Laxmi chhada heijiba

  • @sanjeebpanigrahi747
    @sanjeebpanigrahi74722 күн бұрын

    ଜିରୋ ଟଲରେନ୍ସ ନା କୁ ମାତ୍ର ମୋହନ ସରକାର୍, କାରଣ ଧର୍ମ ଶାଲା ର ବଳେ ବଳେ ଢ଼ାବା ର ଦୁର୍ନୀତି ଆଉ କୁସୁମା ର ଦୁର୍ନୀତି କଥା କଣ ମୋହନ ସରକାରଙ୍କୁ ଦେଖାଯାଉନାହିଁ କି ? ବିଜେପି ବିଜେଡ଼ି ଦୁଇଜଣ ଏକ ହେଇକି ଅଛନ୍ତି, ଲୋକଙ୍କୁ ବୋକା ଭାବୁଛନ୍ତି

Келесі