Kartik Pandian urges Union Minister to quit politics if BJP Govt will not come to power in Odisha

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.com/store/apps/de...
iOS App: apple.co/2M2KhQA
Watch Live: kalingatv.com/live
KZread: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews

Пікірлер: 323

  • @pareshnayaknayak
    @pareshnayaknayakАй бұрын

    Pura sach bat

  • @patitakumarchoudhury9855
    @patitakumarchoudhury9855Ай бұрын

    ପାଣ୍ଡିଆନ ର ବାଳ ସମାନ ନୁହଁ ଧର୍ମେନ୍ଦ୍ର ପ୍ରଧାନ ଦକ୍ଷ IAS ଶହ ନେତା ମଧ୍ୟ 👍👍

  • @srikantsahoo3504

    @srikantsahoo3504

    Ай бұрын

    ଏବେ ସବୁ ଜଣା ପଡୁଛି😂😂😂

  • @user-ys9kb5gz7v
    @user-ys9kb5gz7v2 ай бұрын

    Right bhai

  • @priya-bc9uy
    @priya-bc9uyАй бұрын

    🙏🙏 ନବୀନ ବାବୁ 🙏🙏

  • @jogendrapatra6177
    @jogendrapatra6177Ай бұрын

    Jay Jagannath ❤

  • @truptimayeedas8436
    @truptimayeedas8436Ай бұрын

    ଧର୍ମେନ୍ଦ୍ର ପ୍ରଧାନ ର ଯୋଗ୍ୟତା ନାହିଁ cm ହେବାର , କି ଶୁଖିଲା ଭାସନ୍ ମାରୁଚି, ବିଜେପି ସରକାର ଗଢିଲେ ଓଡ଼ିଶା କୁ ତଳ କୁ ନେଇଯିବ, ନବୀନ ପଟ୍ଟନାୟକ best cm, ଜୟ ଜଗନ୍ନାଥ

  • @user-xb2ct4vb8o
    @user-xb2ct4vb8oАй бұрын

    ଆମରି ଧନରେ ଖାଉ ପିଇ ଭାଷଣ ଦେଉଛନ୍ତି

  • @Userrr390

    @Userrr390

    Ай бұрын

    Central bi amari Paisa re khauchhanti

  • @pranatinayak9117
    @pranatinayak9117Ай бұрын

    I salute pandian sir you are absolute right

  • @ajoyabehera7707

    @ajoyabehera7707

    Ай бұрын

    Sir your mind is computer 100 present 2024 cm nabinsir

  • @srikantsahoo3504

    @srikantsahoo3504

    Ай бұрын

    ଆଉ ନାହିଁ😂😂😂

  • @banshidharpatra5160
    @banshidharpatra5160Ай бұрын

    ଏବେ ଧୀରେ ଧୀରେ ଲୋକେ ଜlଣିଲେଣି ଯେ ଆଗକୁ ପ୍ରତ୍ୟେକ IAS ଅଫିସର ମାନଙ୍କର ରାଜନୀତି କରିବାର ଯଥେଷ୍ଟ ଦକ୍ଷତା ରହିଛି l ପଣ୍ଡିଆଁନ ବାବୁ ମୋଦି ସହିତେ ସମସ୍ତ କେନ୍ଦ୍ର ନେତା ମାନଙ୍କୁ ଚେଲେଞ୍ଚ ର ସହିତ ମୁକାବିଲା କରି ଇତି ହାସ ସୃଷ୍ଟି କରିଦେଲେ , ବର୍ତ୍ତମାନ୍ ଏ ଖବର ବହୁଳ ଭାବେ ପ୍ରଭାବିତ କରୁଛି ଲୋକଙ୍କୁ

  • @user-yd7dq7ij6w

    @user-yd7dq7ij6w

    Ай бұрын

    ଦେଖ ଆଗ କୁ. କଣ ହଉ ଛି.,ଇଡି ସିବିଆଇ ସ୍ରଉଛି ଚିଟ. ଫୁଂଡ ଘୋଟଲା ଦିଶୁଚି

  • @manishapattanayak2152
    @manishapattanayak2152Ай бұрын

    Great Pandian Sir ✍️🙏🏻

  • @pradeepjena3595
    @pradeepjena3595Ай бұрын

    ଭୋଟ କେବଳ ଯୋଡି ଶଂଖ ଜିନ୍ଦାବାଦ 🚩

  • @srikantsahoo3504
    @srikantsahoo3504Ай бұрын

    ଆଜି ଜୁନ6 ମୁଁ ଏଠାକୁ କମେଡି ଦେଖିବାକୁ ଆସିଛି😂😂😂ଭାରି ମଜା ଲାଗୁଚି😂😂😂

  • @padmanava1000
    @padmanava1000Ай бұрын

    ବିଜେପିର ପ୍ରଧାମନ୍ତ୍ରୀଙ୍କୁ ଓଡ଼ିଆ ପ୍ରତି ସମ୍ମାନ ଜଣାଇ ଏଥର ସରକାର ଗଢ଼ିବ

  • @SipuMahalik-if1db

    @SipuMahalik-if1db

    Ай бұрын

    Xxx dr

  • @santanujena9833
    @santanujena9833Ай бұрын

    ଧର୍ମେନ୍ଦ୍ର ପ୍ରଧାନଙ୍କର ଅକାତ୍ ନାହିଁ challenge accept କରିବା । କାଲୁଆ, ଡହରା,ବାହାପିଆ କଥା ଗୁଡାଏ ସିଖିଛି ଏହା ବ୍ୟତିତ ଆଉ କିଛି ଜାଣିନି....ବିଚେରା 😅😅😅 ପାଣ୍ଡିଆନ ବାବୁ ତାକୁ ଛାଡିଦିଅ......

  • @tapaskumar9122

    @tapaskumar9122

    Ай бұрын

    Ea pandu kie , MLA,MP, Ya sarapanch,, ea rajaniti kebe kala

  • @user-xn7xz2rx4d
    @user-xn7xz2rx4d2 ай бұрын

    ବାଲ ନା ହାହୁ

  • @banshidharpatra5160
    @banshidharpatra5160Ай бұрын

    ଧର୍ମେନ୍ଦ୍ର ପ୍ରଧାନକୁ ହାରିବା ଭୟ ଘାରି ଥିବାରୁ ତାଙ୍କ ମୁହଁ ଚେହେରା କଳା ପଡ଼ି ଶୁଖି ଗଲାଣି ହାରିଲା ପରେ ଆଉ ସେ ସମ୍ବଲପୁର ଯିବେନି ତା ସହିତ ଢେଙ୍କାନାଳ କୁ ମୋଟେ ଯିବେନି କାରଣ ଓଡ଼ିଶା ତଥା ଓଡ଼ିଆଙ୍କ ଉନ୍ନତି ବନ୍ଦ୍ ପାଇଁ କୋର୍ଟ ରେ କେଶ୍ କରିଥିବାରୁ ଏବଂ କଟକ ମଙ୍ଗୁଳି ଛକ ଠାରୁ ସମ୍ବଲପୁର ଜାତୀୟ ରାଜପଥ ଉନ୍ନତି କାମ ବନ୍ଦ୍ କରି ଥିବାରୁ ଢେଙ୍କାନାଳ ବାସୀଙ୍କ ପ୍ରବଳ ରାଗ ମାଗଣାରେ ବିନା ଏଲେକ୍ଟେଡ ରେ ରାଜନୀତି କରୁଥିଲେ,ଏବେ ଭୋଟ ପାଇଁ ଛିଡ଼ା ହେବlବୁ ପଡିବାରୁ ଘାଇଲା, ପଣ୍ଡିଆଁନ ଯାହା କରିଛି ଆଉ କେତେଦିନ ପର୍ଯ୍ୟନ୍ତ ନିଦ ହେବନି l ପ୍ରଥମେ ଓଡ଼ିଶାରେ ରହି ୱାର୍ଡ ମେମ୍ବର ପାଇଁ ଇଲେକ୍ସନ ଲlଢ଼ିବlର ଥିଲା l

  • @DineshKumar-nj8wr

    @DineshKumar-nj8wr

    Ай бұрын

    Dekhiba kie jituchanti

  • @DineshKumar-nj8wr

    @DineshKumar-nj8wr

    Ай бұрын

    Tamili sasan chaliba nahi Jay Jagannath 🙏🙏

  • @Userrr390

    @Userrr390

    Ай бұрын

    ​@@DineshKumar-nj8wrTamil hele bi se educated. Mun bi ta ku support karuni hele jane educated loka hin power ku asile development karibe

  • @srikantsahoo3504

    @srikantsahoo3504

    Ай бұрын

    ଏବେ ସବୁ ସତ କଥା ଜଣାପଡ଼ିଗଲା😂😂😂ଶୀଘ୍ର ସନ୍ୟାସୀ ନେଉ

  • @SUBHAMROUT444
    @SUBHAMROUT444Ай бұрын

    ଇଲେକ୍ସନ ସମୟରେ ବିଜେପି ର ନେତାମାନେ ଚା ର ସୋ କରିବାକୁ ଆସୁଛନ୍ତି

  • @bhupenkumardas9427
    @bhupenkumardas9427Ай бұрын

    ପୁଣି ସରକାର ଗଢିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶ୍ଚିତ।

  • @bhupenkumardas9427
    @bhupenkumardas9427Ай бұрын

    ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମାନ୍ୟବର କର୍ତ୍ତିକିୟମ ପାଣ୍ଡେ ଆମ ଓଡ଼ିଶା ପାଇଁ ସ୍ବର୍ଣ୍ଣ ପଦକ

  • @swarupadas9075
    @swarupadas90752 ай бұрын

    We want Mr Naveen Pattanaik

  • @bikashrout2253
    @bikashrout2253Ай бұрын

    Great Pandian sir🙏🙏

  • @DJDADDYOFFICIAL143
    @DJDADDYOFFICIAL143Ай бұрын

    ଭାଇ ଗୁମାସ୍ତା challange କଲା ❤ ବିଜେପି ଛି ଛି 😂😂😂

  • @prakashpradhan4317
    @prakashpradhan4317Ай бұрын

    ଷଣ୍ଢ କୁ ନେଇ ଟିଙ୍କ ର ଅସ୍ତିତ୍ୱ କଳନା କରାଯାଏ |❤ନବୀନ ହାରିଗଲେ ପାଣ୍ଡିଆନ ଙ୍କର ସନ୍ୟାସ ନବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ। ❤ଧର୍ମେନ୍ଦ୍ର ଙ୍କ ପରି ପାଣ୍ଡିଆନ ଙ୍କର ରାଜନିତୀ ରେ ଅସ୍ତିତ୍ୱ ନାହିଁ। ❤.ଧର୍ମେନ୍ଦ୍ର ଓ ପାଣ୍ଡିଆନ କ୍ ମଧ୍ୟରେ ଏହ' ହିଁ ଭିନ୍ନତ୍ୱ❤❤❤❤

  • @neetquestionpractice
    @neetquestionpracticeАй бұрын

    ଓଡ଼ିଶା ଲୋକଙ୍କ ପାଖରେ leadership କ୍ଷମତା ନାହିଁ ବୋଧେ ସେଥିପାଇଁ ଅନ୍ୟ ରାଜ୍ୟ ରୁ ଲିଡର ମାନଙ୍କୁ ଅଣା ଯାଉଛି ଏଇଥିରୁ ଅନୁମାନ କରିହେଉଛି ଓଡ଼ିଶା ବହୁତ୍ ଉନ୍ନତ ହେଇଛି ଓଡ଼ିଶା ରେ talent ତ ପୁରା ଭର୍ତ୍ତି ଆଉ

  • @basantapradhan523
    @basantapradhan523Ай бұрын

    Right sar

  • @pradippadhan8300
    @pradippadhan8300Ай бұрын

    ନବୀନ ପରି ଅପାରଗ ରାଜାମାନଙ୍କ ଯୋଗୁଁ ଭାରତରେ ଇଂରେଜ ଶାସନ ମାଡିଆସିଥିଲା। ସେହିପରି ଓଡ଼ିଶାକୁ ଅନ୍ୟ ରାଜ୍ୟରୁ ଶାସକ ମାନେ ମାଡ଼ି ଆସୁଛନ୍ତି।

  • @Mithi03278
    @Mithi032782 ай бұрын

    ଜୟ ଜଗନ୍ନାଥ 🙏କେବଳ ନବୀନ ବାବୁ❤️ଏବଂ BJD✌️✌️ | ଗତ 25 ବର୍ଷରେ ଓଡ଼ିଶା ବହୁ ପ୍ରାକୃତିକ ବିପର୍ଯ୍ୟୟକୁ ସାମନା କରିଥିଲେ ମଧ୍ୟ ଆମର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପାଇଁ ଆଜି ସବୁ କ୍ଷେତ୍ରରେ ଉନ୍ନତି କରିପାରିଛି| 1999 ସୁପର ସାଇକ୍ଲୋନ୍, ଫାଇଲିନ୍, ହୁଡ୍ ହୁଡ୍, ଫନି, ତିତଲି ଇତ୍ୟାଦିରୁ ଓଡ଼ିଶାର ପୁନରୁଦ୍ଧାର ହୋଇଥିବା ସହ ଆମର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ଶକ୍ତିଶାଳୀ ବିପର୍ଯ୍ୟୟ ପରିଚାଳନା ମଡେଲ ଜାତିସଂଘ ଦ୍ୱାରା ଏକାଧିକ ଥର ପ୍ରଶଂସିତ ହୋଇପାରିଛି। ଆଜି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଏହାର ଅନନ୍ୟ ସ୍ଥିତିକୁ ପ୍ରମାଣ କରିଛି । ଆଇଟି କମ୍ପାନୀ Accenture, Dellotte, IBM,Cognizant, Pwc, EY, Capgemini, Mindtree,Wipro,LTI, Concentrics, Infosys2 ଠାରୁ Core କମ୍ପାନୀ ଯେମିତିକି JSPL,JSW, Bhusan, AM/NS,Vedant etc ହେଉ କିମ୍ବା ପର୍ଯ୍ୟଟନ ହେଉ କି ମନ୍ଦିର, ତୀର୍ଥସ୍ଥଳ ରୁପନ୍ତରିକରଣ ହେଉ କି ଆଇଆଇଟି, ଆଇଆଇଏମ ଭଳି ବିଶ୍ଵସ୍ତରୀୟ ଅନୁଷ୍ଠାନ ହେଉ କି ବିମାନବନ୍ଦର, ସ୍ୱାସ୍ଥ୍ୟ କ୍ଷେତ୍ର, କ୍ରୀଡା, ନିରାପତ୍ତା ହେଉ କି ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ହେଉ କି ସଫଳ ମିଲେଟ ମିଶନ୍, ସବୁଥିରେ ଆମ ରାଜ୍ୟ ଓଡ଼ିଶା ର ସଫଳତା ପ୍ରତିପାଦିତ ହୋଇଛି ।ସଫଳ ମିଲେଟ ମିଶନ କୁ ବିଲ୍ ଗେଟ୍ସ ମଧ୍ୟ ବହୁତ୍ ପ୍ରଶଂସା କରିଥିଲେ।

  • @pradeepjena3595
    @pradeepjena3595Ай бұрын

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩ଜୟ ହେଉ ବିଜେଡି ଜିନ୍ଦାବାଦ ନବୀନ ପଟ୍ଟନାୟକ ଜିନ୍ଦାବାଦ ଯୋଡି ଶଂଖ ଜିନ୍ଦାବାଦ 🙏🚩

  • @sujatakhusi3463
    @sujatakhusi3463Ай бұрын

    Kebala educated loka hi pandian sir nku support karibe love you sir

  • @krushnachandrabehera4655

    @krushnachandrabehera4655

    Ай бұрын

    Mo bhai lo

  • @user-ii5up3sy3h
    @user-ii5up3sy3hАй бұрын

    ଭଲ କହିଲେ 🙏🙏👍👍👍👌👌👌

  • @user-ts4sz5iq2c
    @user-ts4sz5iq2c2 ай бұрын

    Pandian sir ku education pila hi bhuji paribe

  • @rabindranayak9643
    @rabindranayak9643Ай бұрын

    You right tak pandian sir💗💗💗💗💗🇮🇳🇮🇳🇮🇳🇮🇳🇮🇳🌹👍

  • @SukaluGond-rl8mq
    @SukaluGond-rl8mq2 ай бұрын

    ❤❤❤❤❤❤❤❤❤❤

  • @Biswajitray-tj8yp
    @Biswajitray-tj8ypАй бұрын

    Right sir

  • @deepaksahoo4956
    @deepaksahoo4956Ай бұрын

    Absoluty right

  • @SandhyaRaniPatra-vd5qm
    @SandhyaRaniPatra-vd5qmАй бұрын

    Pandian sir is great

  • @talktoshrikumar
    @talktoshrikumarАй бұрын

    These type of administrators who often prioritize achieving victories and avoiding defeats, sometimes at the expense of acknowledging or understanding the emotions of others. Consequently, their egos tend to be more susceptible to injury than their capacity for empathy. Aare kite dina, politics karucha loka ku kahuna??? Loka mane janantu service karu thila na politics.

  • @BirendraDas-xr1sk
    @BirendraDas-xr1skАй бұрын

    Well done.Kartik Bhai.

  • @SandhyaRaniPatra-vd5qm
    @SandhyaRaniPatra-vd5qmАй бұрын

    We want nabin patnaik as cm

  • @dr.rameshchandranayak8014
    @dr.rameshchandranayak80142 ай бұрын

    As the perception goes, the people of Odisha, hailing from lower middle class or below stick to their concsience. Their support to good governance may not preferably be enslaved by them.

  • @user-sd3rp4cp9u
    @user-sd3rp4cp9uАй бұрын

    Paadini ଧନ୍ୟବାଦ ନବିନି, salami

  • @bibhutibhusannayak6445
    @bibhutibhusannayak6445Ай бұрын

    ପାଣ୍ଡିଆନ ସନ୍ଯାସୀ ହେଲେ ଓଡ଼ିଶା ବାସି ତାମିଲନାଡୁ ରେ ପହଞ୍ଚିବେ ।

  • @sanketkanhei7903
    @sanketkanhei7903Ай бұрын

    B J D ASIBO BHAI

  • @subrataku.mohanty386
    @subrataku.mohanty386Ай бұрын

    Pandian Sir ଓ ଅନ୍ୟ ମାନଙ୍କୁ କ୍ରୀତଦାସ ,ଗୁମସ୍ତା ବୋଲି ଧର୍ମେନ୍ଦ୍ର ପ୍ରଧାନ ଆକ୍ଷେପ କରିଆସୁଛନ୍ତି। ନବୀନ ପଟ୍ଟନାୟକ ଙ୍କୁ ଅସମ୍ମାନ ସୂଚକ କଥା କହୁଛନ୍ତି। ଯେତେ ହେଲେବି ନବୀନ ପଟ୍ଟନାୟକ ଜଣେ ବୟୋଜ୍ୟେଷ୍ଠ, ଏବଂ ସାଢେ଼ ଚାରି କୋଟି ଓଡ଼ିଆ ଲୋକଙ୍କ ମୁଖ୍ୟ ମନ୍ତ୍ରୀ। ଧର୍ମେନ୍ଦ୍ର ପ୍ରଧାନ ଏଭଳି ବ୍ୟବହାର କରନ୍ତି ସେ ଯେମିତି ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ। ଓଡ଼ିଶା ପାଇଁ ନାଁ BJP କି ଧର୍ମେନ୍ଦ୍ର ପ୍ରଧାନ ଦଶ ବର୍ଷ ମଧ୍ୟ ରେ କୌଣସି ଗୋଟିଏ ନିଯୁକ୍ତି ଭିତ୍ତିକ ବଡ କାରଖାନା ଟିଏ ଦେଇ ପାରିନାହାନ୍ତି। ଏଥର Pandian sir kahila ଭଳି ସମ୍ବଲପୁର ଭୋଟର ଉଚିତ୍ ଜବାବ ଦେଇ ଓଡ଼ିଶା ର ମାନ ରଖିବେ।

  • @binayakofficial123

    @binayakofficial123

    Ай бұрын

    Bjd ku karakhana deichi kuho Bag re kete kharcha heichi janicha ki bhai 13saha kati kichi kama ku nuho bekar re gala paesa

  • @santanumalik1269
    @santanumalik1269Ай бұрын

    Naveen taking oath soon

  • @jagatsinghpuria_18
    @jagatsinghpuria_18Ай бұрын

    ସରକାର ତ ଗାଁ ରେ ପାଣିର ସୁବିଧା ଦେଇ ପାରୁନାହାନ୍ତି,ସେ କଣ କରିବେ,ସରକାରଙ୍କ ଅଧିକାରୀଙ୍କୁ ତ କହି କହି ସେ ଶୁଣି ନାହାନ୍ତି 🫵🫵🫵🫵

  • @biswakantibehera3098
    @biswakantibehera3098Ай бұрын

    ଶୁଭ ଶଙ୍ଖ ନଵୀନ ବାବୁ

  • @santoshkumarpanda5860
    @santoshkumarpanda5860Ай бұрын

    Actually right some changes party those r no results so those persons not believe hin

  • @GatikrushnaBehera-nm7di
    @GatikrushnaBehera-nm7diАй бұрын

    ଆଉ ଗୁଟିଏ କମେଣ୍ଟ ଦେଉଛି ଏଟା କେବଳ ଓଡିଶା ବାସୀଙ୍କ ପାଇଁ ଆରେ ମୃଖ ଓଡିଶା ବାସୀ 24ବର୍ଷ ରେ ବିଜେଡି ସରକାର କଣ କରିଛି ମ ଗାଁ ରେ ମୁଟ 120ଘର 24ବର୍ଷ ରେ ଦେଇଛି 18ଟା ଘର ତେବେ ଆଉ 102ଇନ୍ଦୀରା ଆବାସ କେବେ ଦେବେ ଏ 5ବର୍ଷ ରେ ଆଉ ଯେଉଁ ମାନେ କହିବେ ଯୋଡ଼ି ସଂଖ ତାଙ୍କ ଗୋଷ୍ଟି ଆଦି ସମସ୍ତ ଙ୍କୁ ଭଲ ଗିହାଣିଆ କମେଣ୍ଟ ଦେବି

  • @umapatra1958
    @umapatra1958Ай бұрын

    Very good i. As sir super ♥♥🇧🇴🇧🇴🇧🇴🇧🇴🇧🇴😍💙💞

  • @user-np8eb6ne8h
    @user-np8eb6ne8hАй бұрын

    Jaya sriram

  • @user-dk4hb5vr3w
    @user-dk4hb5vr3w2 ай бұрын

    ମାର ଶଳାକୁ

  • @debasisnayak7408

    @debasisnayak7408

    Ай бұрын

    Dam achi mariba pain

  • @odiacomedyforu2896
    @odiacomedyforu2896Ай бұрын

    ଏଇଟା କିଏ, କୋଉଠୁ ଆସିଲା ? ବାଡିଟା ଦେଏ ତ !

  • @nihardas4958
    @nihardas4958Ай бұрын

    Are 10 helani modi jitichi odishare bjp mananka pain company karidelani😂

  • @jagannathdas9959
    @jagannathdas99592 ай бұрын

    Vk pandian right said

  • @lagenchandramohanta4655
    @lagenchandramohanta4655Ай бұрын

    THE FATHER OF ODISHA NAVEEN PATNAIK ❤❤❤

  • @user-hr8yv4tp5c
    @user-hr8yv4tp5cАй бұрын

    Angul

  • @rabindrapradhan4154
    @rabindrapradhan41542 ай бұрын

    Dharmendra Pradhan maf do he is not proper for politics

  • @rahul3955r
    @rahul3955rАй бұрын

    Kan hela?

  • @user-ts4sz5iq2c
    @user-ts4sz5iq2c2 ай бұрын

    Raj niti re pandian No 1 education neta

  • @sanjivkumarsanjivkumar2037
    @sanjivkumarsanjivkumar2037Ай бұрын

    Bjp party ra dharmendra pradhan upara bharsa nahi

  • @Tripatimuduli-jr8rd
    @Tripatimuduli-jr8rdАй бұрын

    Rajanite koribo to ameti koro ❤you pandin

  • @rahulsonu24
    @rahulsonu242 ай бұрын

    Hahaaa 😂

  • @user-sw6dv8om6v
    @user-sw6dv8om6vАй бұрын

    Jitbar asa karucha

  • @gbirganthia9994
    @gbirganthia9994Ай бұрын

    Ama Odisha re kehi kana jogya neta nahanti, intelligent loka nahanti, dynamic loka nahanti j ama priya mukhyamantri jane TAMIL ku sabu power dei chhanti.... eha kana ODIA BHAI mananku grahaniya ?????

  • @WolfRaider999
    @WolfRaider9992 ай бұрын

    Kartik Pandian is a good leader.

  • @amentertainment6998
    @amentertainment6998Ай бұрын

    Bjd ହଟାଓ ଓଡ଼ିଶା ବଞ୍ଚାଅ 🙏

  • @himanasupoint5437
    @himanasupoint5437Ай бұрын

    Jay jagannath Jay BJD

  • @maktapanda406
    @maktapanda406Ай бұрын

    କେହି ନୁହନ୍ତି କାହାର ଗାଣ୍ଡିମାରା ସରକାର. ଗରିବଦୁଃଖ କଥାକିଏବୁଝିବ. ଟଙ୍କାପଇସା ଆଣି ଘରେ ଭରିବ. ପେଟ ପୁରାକରି ଖାଇସୁଇବ. ଗରିବ ଚାଷୀ ଭାଇ ଠୁ ଗାଣ୍ଡିମାରିବ. ଜୁହାର କରି ଭୋଟ ମାଗିବ. ଭୋଟ ପାଇଗଲେ ଲାତମାରିବ. ମନେରଖ ଲଙ୍କାକୁ ଜେବି ଗଲେ ବ୍ରହ୍ମରାକ୍ଷସ. ଜୟ ଜଗନ୍ନାଥ 🌹

  • @RahulKhan-en3ps
    @RahulKhan-en3ps2 ай бұрын

    I love BK Pandian thank you so much for Naveen sir six time mukhymantri

  • @meinhunnaa8277

    @meinhunnaa8277

    2 ай бұрын

    Thank u mo odisha ra sir mane sidha kholi deichaluchhanti ama asiba pidhi b dadan pain prastuta karuchhi option nai aau dadan saha paribar nei jibi sir

  • @user-tt1st3ev7v
    @user-tt1st3ev7vАй бұрын

    All Odisha Mp 20 cet Bjp

  • @GouriDas-qg1tw
    @GouriDas-qg1tw2 ай бұрын

    ବିଜେପି

  • @manaskumarpatra4771
    @manaskumarpatra4771Ай бұрын

    Pandian Abe haribu

  • @mihirranjan5004
    @mihirranjan50042 ай бұрын

    କେନ୍ଦ୍ର ସରକାର ପରିବର୍ତ୍ତନ ହେବା ନିହାତି ଆବଶ୍ଯକ ।

  • @sushamadash8383
    @sushamadash83832 ай бұрын

    What does Pandian know about our Odisha people? Jay shree Ram ji 🌷💯 percent.Best leader Dharmendra Pradhan.In 25 years What did BJD do?

  • @user-qo3xk4bg2v
    @user-qo3xk4bg2v2 ай бұрын

    Jay ନବୀନ ପଟ୍ଟନାୟକ

  • @Enjoymentlife522
    @Enjoymentlife522Ай бұрын

    Tu aga DMF return kara, G...... Mari Baku aau kou fund pailu nhi, 5T formula re apply kari kuha

  • @pradeepbarik9862
    @pradeepbarik9862Ай бұрын

    Jay jagannath jay bjd

  • @BJPodishaa
    @BJPodishaa2 ай бұрын

    Who this fellow? Why from him? Why are u discussing about him? Why why why???

  • @premanandasahoo3561
    @premanandasahoo3561Ай бұрын

    😳

  • @chintubhai669
    @chintubhai6692 ай бұрын

    ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ କୁ ମୋର 1% ଇଚ୍ଛା ନାହିଁ ତାଙ୍କ ଭାଷା ଏବଂ ବିଜେପି ଆସିଲା ପରେ ପୁଣି ଦର ଦାମ ବଡିବ ଗ୍ୟାସ ର 1500 ହେବ, ଏବଂ ପେଟ୍ରୋଲ ର ଦାମ 150 ହେବ 😂😂😂😂

  • @purnachandrananda8568
    @purnachandrananda8568Ай бұрын

    Dam achi ta bina notere dekha bhot

  • @harprasadsenapati3945
    @harprasadsenapati3945Ай бұрын

    Yethara kebala Jodi Padma.pandia ku Modi bhaya gharilani ta chhada au kichhi nuhe

  • @user-sw6dv8om6v
    @user-sw6dv8om6vАй бұрын

    Bolese koi paruno

  • @jayjagatgroups9775
    @jayjagatgroups9775Ай бұрын

    ହଁ ଯେହେତୁ ତୁ ନବୀନ ନାମରେ ସବୁ ପାଓ୍ବାର୍ ଭୋଗ କରୁଛୁ;ତେଣୁ ପାଣ୍ଡୁ ପାଇଁ ନବୀନ ପୃଥିବୀର ଶ୍ରେଷ୍ଠ ଲୋକ ବୋଲି ଲାଗୁଛି ! ହଁ ତୁ ଏଇଥର ତେଲେଇ କରି ଭୋଟ୍ ନେଇଗଲେ; ତାପରେ ସବୁ ଦିନ ପାଇଁ କବଜା କରିକି ରହିବୁ ! ଶଳା ଗଳିକନ୍ଦିରେ ମଦ ଦୋକାନ ଓ ମଦ ଭାଟି ଖୋଲି କରି ମଦ ବେପାରୀ ମାନଙ୍କ ଭିତରେ ପ୍ରତିଯୋଗିତା କରାଉଛୁ ଯେ ? ପକା ମିଛୁଆ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୫-୧୦ଟଙ୍କା ଲେଖାଏଁ ଅଧିକ ନେଇକରି ପିଠା ଓ ଗେଣ୍ଠା ଯୋଜନା କରି ....!!

  • @keshabadharua8603
    @keshabadharua86032 ай бұрын

    only bjd

  • @talktoshrikumar
    @talktoshrikumarАй бұрын

    Ete strong candidate ta, gote seat ru tiya helani...

  • @trilochantrinathbaral1830
    @trilochantrinathbaral18302 ай бұрын

    Bala na

  • @amentertainment6998
    @amentertainment6998Ай бұрын

    ପାଣ୍ଡିଆନ ତାମିଲ୍ ଲୁଟେରା କୁ ଓଡ଼ିଶା ମାଟିରେ କବର୍ ଦିଅ

  • @bibekapadhan797
    @bibekapadhan797Ай бұрын

    K pandian ଗୋଟେ ଚୋର ଆଉ ନବୀନ କଥା ନ କହିବା ଭଲ Only BJP

  • @Crazyreaction6738
    @Crazyreaction6738Ай бұрын

    Pandian dhoi dela Dharmendra ku.. Modi ra garba re BJP ra garba badhuchi..are elections ladhiba ta ladha au janaku tale pakei ta chhati re mada dele jai jitiba..are nije kn karipakeicha kahuna tapare pachariba Navin kan karichi..nija list aga dia kemiti sabu rate badheiki amaku marucha seita kuha aga Ab ki baar,, Toogega BJP ka ahankar... A big no for BJP ❌🚫 in odisha

  • @SusantkumarMajhi
    @SusantkumarMajhi2 ай бұрын

    Pandian kia

  • @kskmusic8387
    @kskmusic83872 ай бұрын

    ସତ କଥା କହେଲ ହୋ ଇଟା ହି ହେବା ଓଡ଼ିଶାରେ ।

  • @rockyvlogs5890
    @rockyvlogs58902 ай бұрын

    Jay bjd

  • @user-pd1zd7ji8r
    @user-pd1zd7ji8rАй бұрын

    ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଜୁରି,ବଳାନ, କାହିଁ କି

  • @sanjayapradhan4877
    @sanjayapradhan48772 ай бұрын

    ନିଜ ମନଙ୍କୁ ବୁଝେଇ ଦିଅ ତମ ଗଣମାଧ୍ୟମ ଵାଲା

  • @debabratamohanty3321
    @debabratamohanty33212 ай бұрын

    BJD re Electricity discount, BSKY re Middle class family v involve hebe

  • @AmreshBhoi-mb1tq
    @AmreshBhoi-mb1tq2 ай бұрын

    Bjd JINDABAD

  • @arunakumardalei3271
    @arunakumardalei32712 ай бұрын

    Pandian kie

  • @binayakofficial123
    @binayakofficial123Ай бұрын

    Odisha janata sabu misi pandian ku khediba katha odisha ra mantri na kn odisha money use karuchi

Келесі