Jibana O Jagannath || Dr. Ashutosh Prasad Mishra || Ansuman Jena || Bright Diamond Entertainment

Ойын-сауық

This program is for the lord Jagannath, by the lord Jagannath and up the lord Jagannath . There is a beautiful connection between life and lord .let's explore it and be blessed by the lord Jagannath . Jay Jagannath
/ studiobrightdiamond
/ mithurajchhotaray0
Share, Subscribe & Support
Production - Bright Diamond Entertainment
Director - Mithuraj Chhotaray
Anchor - Ansuman Jena
Expert - Dr. Ashutosh Prasad Mishra
Concept - Debasish Jena
Videography - Dev, Anil & Kamal
#jayjagannath #Jagannathmotivationalvideos
#Odiamotivational
#Jibanaojagannath
#Jagannath
#Divotionalvideos
#Jagannathdivotionalvideos
#Brightdiamondentertainment
#Drashutoshprasadmishra
#divotionalbhajan
#divotionalsongs

Пікірлер: 236

  • @jagannathmahima2023
    @jagannathmahima20233 жыл бұрын

    ଆଶୁତୋଷ ଭାଇନା ଙ୍କ ପ୍ରତିଟି ଶବ୍ଦ ରେ ମହା ପ୍ରଭୁ ଜଗନ୍ନାଥ ସ୍ୱୟମ ତାଙ୍କ କଣ୍ଠ ରେ ବସିଲା ପରି ଲାଗୁଛି, ଜଗନ୍ନାଥ ସଂସ୍କୃତି ର ପ୍ରଗାଢ ଜ୍ଞାନ ଦେଖିଲେ ନିଜକୁ ଗର୍ବ ଅନୁଭବ ହେଉଛି, ଏ ହେଉଛି ମୋ ଜଗା ର ମାଟି ଆଉ ଏ ହେଉଛନ୍ତି ମୋ ଜଗା ର ସନ୍ତାନ❤️❤️❤️❤️❤️❤️❤️

  • @kpopworld1700

    @kpopworld1700

    11 ай бұрын

    I’m proud of you as a an Odia

  • @gourishankarmishra929
    @gourishankarmishra9292 жыл бұрын

    ଅଶେଷ କୃତଜ୍ଞତା ଏ ଅଭୁଲା ଓ ବହୁମୂଲ୍ୟ ସାକ୍ଷାତ କାର ପାଈଁ ।ପ୍ରକୃତରେ ସେ ଜଣେ ପ୍ରତିଭାବାନ ପ୍ରବକ୍ତା, ପ୍ରବଚକ ତାଙ୍କ ଭାଷା ରେ ଜଗନ୍ନାଥଙ୍କ ପାଇଁ ଯେଉଁ ଭାବ ଅଛି ମହାପ୍ରଭୁ ତାକୁ ଆହୁରି ବୃଦ୍ଧି କରନ୍ତୁ। ତାଙ୍କୁ ଭାବ , ଭକ୍ତି ଓ ଭାଷା ର ଆଶିଷ ରେ ସଦା ଅଭିଷିକ୍ତ କରନ୍ତୁ। ମୁଁ ତାଙ୍କ ଦ୍ବାରା ବହୁ ମାତ୍ରାରେ ପ୍ରଭାବିତ। ପ୍ରଭୁ ତାଙ୍କୁ ସୁସ୍ଥ ରଖନ୍ତୁ ଓ ତାଙ୍କ ଯାତ୍ରାପଥ ସୁଗମ ହେଉ। ଜୟ ଜଗନ୍ନାଥ।

  • @bharatsahoo9195
    @bharatsahoo9195 Жыл бұрын

    ମୋର ଆରାଧ୍ୟ ଠାକୁର ଜଗନ୍ନାଥ,,, କିନ୍ତୁ ଭାଇ ଦଶ ଦିନ ତଣେ ପୁରୀ ଜାଇଥିଲି ହସହସ ଗଲି ଆସିଲା ବେଳେ ଦୁଃଖରେ ଆସିଲି କେବଳ ପଣ୍ଡା ଏବଂ ଅଭଡା ଯୋଗୁଁ କାହିଁକି ନାଁ ସତ୍ୟକଥା ହେଉଛି ଗୋଟେ ଗରିବ ଲୋକ ମନ ସନ୍ତୋଷ କରି ଖାଇପାରିବ ନାହିଁ ଏହି ଦୁଃଖ ର କଥା ଜୟ ଜଗନ୍ନାଥ

  • @ashagouda4441
    @ashagouda44412 жыл бұрын

    Apanakna kanthore prabhu sri jagannath birajaban achanti Jay jagannath swami Nayana patha gami bhaba tume 🙏🙏🙏

  • @binapanimallik4628
    @binapanimallik46282 жыл бұрын

    ପ୍ରକୃତରେ ଓଡ଼ିଶା ର ଖାଦ୍ୟ କୌଣସି ଷ୍ଟେଟ ରେ ମିଳିବନି , ଜୟ ଜଗନ୍ନାଥ ,

  • @chirantandash5171
    @chirantandash51717 ай бұрын

    “ ସତ ତୁମେ ଜଗନ୍ନାଥ ” “ ତୁମରି ମହିମା ଜଗତେ ବିଖ୍ୟାତ ଏହା ଅଟେ ଧ୍ରୁବ ସତ୍ୟ , ସବୁକିଛି ମିଛ ହୋଇପାରେ ଏଠି ସତ ତୁମେ ଜଗନ୍ନାଥ " ଭକ୍ତବତ୍ସଳ ଭାବଗ୍ରାହୀ , ଭକତଜନେ ସଦା ସ୍ନେହୀ ।। ଭକତ ହୃଦୟ ରତନ , ଭକତ ଭାବେ ଭଗବାନ ।। ” କାରଣ ସେ ନା ବନ୍ଧା କୌଣସି ଦାନବ ମାନବ ଦେବ ବେଦବନ୍ଦନାରେ ; ବନ୍ଧା ଭକ୍ତର ବିକଳ ବେଦନାରେ , କୋହକାନ୍ଦଣାରେ..... ସେ ନା ବନ୍ଧା ସ୍ତୁତି ସ୍ତବ ସ୍ତୋତ୍ରରେ ; ବନ୍ଧା ଭକ୍ତର ପବିତ୍ର ଭାବରଜ୍ଜୁରେ.......ସେ ନା ବନ୍ଧା ମହିମ୍ନ ମନ୍ତ୍ର ତନ୍ତ୍ର ଯନ୍ତ୍ରରେ ; ବନ୍ଧା ଭକ୍ତର ଆକୁଳ ଅନ୍ତରରେ ........ସେ ନା ବନ୍ଧା ବୈଦିକ ନୀରାଜନାରେ; ବନ୍ଧା ଭକ୍ତର କାତର ଅଥଚ ପରିମଳ ପ୍ରୀତି ପ୍ରାର୍ଥନାରେ...... ସେ ନା ଧରାଦିଅନ୍ତି ଧର୍ମ କର୍ମରେ ; ବରଂ ତାଙ୍କ ଆଧାର ରହିଛି ଭକ୍ତର ନିର୍ମଳ ମନ ମର୍ମରେ ........ସେ ନା ଅଛନ୍ତି ମନ୍ତ୍ରପୂତ ମନ୍ଦିରେ ; ଅଛନ୍ତି ତ ଭକ୍ତର ନିଭୃତ ହୃଦୟ କନ୍ଦରେ......... ସେ ନା ଅଛନ୍ତି ସ୍ବକୃତ ମାୟାମୋହରେ, ଅଛନ୍ତି ଭକ୍ତର ନିରୀହ କୋହରେ , ନିର୍ମଳ ଲୁହରେ ........ସେ ନା ବନ୍ଧା ନୀତି ନିୟମରେ ; ଅପିଚ ବନ୍ଧା ଭକ୍ତର ପୁନୀତ ବିନୀତପଣରେ........ସେ ନା ଅଛନ୍ତି ସ୍ବର୍ଗରେ ଅବା ଧର୍ମାର୍ଥକାମମୋକ୍ଷାଦି ଚତୁର୍ବର୍ଗରେ, ଅପିଚ ଅଛନ୍ତି ଭକ୍ତର ନିବେଦନୀ ଅନ୍ତରର ଅଶ୍ରୁଳ ଅର୍ଘ୍ୟରେ..........ସେ ନା ଅଛନ୍ତି ଐଶ୍ଵର୍ଯ୍ୟରେ ଆଉ ଅଲୌକିକ ଆଶ୍ଚର୍ଯ୍ୟରେ ; ଅଛନ୍ତି ତ ଭକ୍ତର ଭାବସ୍ନିଗ୍ଧ ସୌନ୍ଦର୍ଯ୍ୟରେ........ସେ ନା ଅଛନ୍ତି ପାପପୁଣ୍ୟରେ , ନା ମହାଶୂନ୍ୟରେ, ଅଛନ୍ତି ତ ଭକ୍ତର କାରୁଣ୍ୟରେ , ଦୈନ୍ୟରେ .......... ସେ ନା ବେଢ଼ିଛନ୍ତି ଯାଗରେ, ଯୋଗରେ ; ଅଛନ୍ତି ଭକ୍ତର ଅଭିମାନୀ ଅନୁରାଗରେ.......... ସେ ନା ଅଛନ୍ତି ଜଟିଳ ଜପରେ, ତାତ୍ତ୍ବିକ ତପରେ; ଅଛନ୍ତି ଭକ୍ତର ମନମତାଣିଆ ଗପରେ.......... ସେ ନା ଅଛନ୍ତି ପୁରାଣରେ, ପାରାୟଣରେ ; ଅଛନ୍ତି ତ ଭକ୍ତର ମନଫୁଲାଣିଆ ପ୍ରାଣରେ.......... ସେ ନା ଅଛନ୍ତି ସକଳ ସିଦ୍ଧିରେ, ପ୍ରସିଦ୍ଧିରେ, ବିଧିରେ , ଶାସ୍ତ୍ରୀୟ ଶୁଦ୍ଧିରେ; ଅଛନ୍ତି ଭକ୍ତର ବ୍ୟାକୁଳ ଛଳଛଳ ବିନମ୍ର ବୁଦ୍ଧିରେ .........ସେ ନା ଅଛନ୍ତି ଭବ୍ୟ ବୈକୁଣ୍ଠରେ ; ଅଛନ୍ତି ଭକ୍ତର ଆକୁଳ ଛଳଛଳ ଉତ୍କଣ୍ଠାରେ.......... ସେ ନା ଅଛନ୍ତି ରୁଚିଦୀପ୍ତ ଶିକ୍ଷାରେ , ଦୀକ୍ଷାରେ ; ବରଂ ସେ ଜଗିବସିଛନ୍ତି ଦେବାକୁ ଭକ୍ତର ପ୍ରତି ପ୍ରେମଭକ୍ତିଭାବର ଭିକ୍ଷାକୁ ଆଉ ଅପେକ୍ଷା ପୁଣି ତାଙ୍କର ଭକ୍ତର ପ୍ରତିକ୍ଷଣର ପ୍ରତୀକ୍ଷାକୁ..... ପ୍ରାତ୍ୟହିକ ପରୀକ୍ଷାକୁ .........! ସର୍ବରହସ୍ୟମୟ ହେଲେ ସୁଦ୍ଧା ସେ ଭକ୍ତମୁଖମଣ୍ଡିତ ହସରେ ଭାସମାନ, ନା ତାଙ୍କୁ ପ୍ରିୟ ସେ ହବିହୋମ, ଅଧିକନ୍ତୁ ପ୍ରିୟ ରାଧା ଓ ମୀରାସୁଲଭ ପ୍ରେମ ......... ନା ସେ ଅଛନ୍ତି ସ୍ତବ୍ଧଚକିତ ଚମତ୍କାରରେ ; ଅଛନ୍ତି ବି ଭକ୍ତର ଆକୁଳ ଆର୍ତ୍ତ ଚିତ୍କାରରେ ........., ନା ସେ ଅଛନ୍ତି ଦାରବୀୟ , ଧାତବ ଏବଂ ମୃଣ୍ମୟ ମୂର୍ତ୍ତିରେ, ବରଂ ଫୁଟିଉଠନ୍ତି ଭକ୍ତର ପ୍ରେମମୟୀ ପ୍ରଫୁଲ୍ଲ ଫୁର୍ତ୍ତିରେ ...,........ନା ସେ କେବଳ ଅଛନ୍ତି କେଳିକୁଞ୍ଜରେ ; ଅପିଚ ଅଛନ୍ତି ଭକ୍ତର ଭାବପୁଞ୍ଜରେ...........ନା ସେ କେବଳ ଅଛନ୍ତି ଜନଜୀବନର ବିଶ୍ଵାସରେ , ଆହୁରି ମଧ୍ୟ ଅଛନ୍ତି ଭକ୍ତର ପ୍ରତିଟି ନିଃଶ୍ଵାସରେ, ପ୍ରତିଟି ପ୍ରଶ୍ଵାସରେ ଆଉ ଉକୁଟି ଆସୁଥିବା ଅନ୍ତରଙ୍ଗ ଉଶ୍ଵାସରେ.........!.....ସେ ଭକ୍ତର ପ୍ରତିଟି ଭାବରେ ,ଅଭାବରେ , ପ୍ରଭାବରେ , ସ୍ବଭାବରେ, ଅନୁଭବରେ , ଅନୁଭୂତିରେ , ଭଙ୍ଗୀରେ , ସଙ୍ଗରେ , ରଙ୍ଗରେ, ଠାଣିରେ , ବାଣୀରେ , ପଲକରେ , ପୁଲକରେ, ଆଲୋକରେ, ଅଲୌକିକତାରେ, ଚିନ୍ତାରେ, ଚେତନାରେ,ସୃଜନରେ , ସମର୍ପଣରେ , ଶୟନରେ, ସ୍ବପନରେ, ଜାଗରଣରେ, ଭଜନରେ, ଭୋଜନରେ, ଗୀତରେ, ସଂଗୀତରେ, କୀର୍ତ୍ତନରେ, ନର୍ତ୍ତନରେ, ଚିତ୍ତରେ, ବିତ୍ତରେ, ଧନରେ, ଜୀବନରେ , ବେଦନାରେ , ସମ୍ଵେଦନାରେ , ସ୍ଥିତିରେ , ଗତିରେ , ପ୍ରଗତିରେ ତିଳ ତିଳ ହୋଇ ଯେ ରହିଛନ୍ତି - ଏକଥା ଭଗବଦ୍ କୃପାପାତ୍ର ଜଣେ ଭକ୍ତ ଛଡ଼ା ଆଉ କିଏ ବା ଜାଣିପାରେ ? ସେ କେତେବେଳେ ବିଦୁରର କୁଡ଼ିଆରେ ତ କେତେବେଳେ ଦାସିଆର ନଡ଼ିଆରେ .........ସେ କେତେବେଳେ ବନ୍ଧୁ ମହାନ୍ତିର ସୁନା ଥାଳିରେ ତ କେତେବେଳେ ମତ୍ତ ବଳରାମ ଦାସର ଅଭିମାନଭରା ଗାଳିରେ ବନ୍ଧାହୋଇ ବିଜେ ପୁଣି ବାଲି ରଥରେ , ପୁଣି କେବେ ମଣିଦାସର ଉନ୍ମତ୍ତ କରତାଳିରେ............ ସେ କେତେବେଳେ କରମାର ସୁପକ୍ବ ଖେଚୁଡ଼ିରେ ତ କେତେବେଳେ ବିଷ୍ଣୁପ୍ରିୟାର ରୂପାଚୁଡ଼ିରେ.......... ସେ କେତେବେଳେ ମାଣିକର ଦହିକଳସୀରେ ତ କେତେବେଳେ କେଳିକୁଞ୍ଜର କଳାତୁଳସୀରେ............ସେ କେତେବେଳେ ସାଲବେଗର ଭକ୍ତିଭରା ଭଜନରେ ତ କେତେବେଳେ ରାଜମଣୋହିର ଷାଠିଏ ପ‌ଉଟି ଭୋଜନରେ .......... ସେ କେତେବେଳେ କବି ଜୟଦେବଙ୍କ ସାରସ୍ବତ ମସିମୁନରେ ତ କେତେବେଳେ ଗଜପତି ପୁରୁଷୋତ୍ତମଦେବଙ୍କ ତୀକ୍ଷ୍ଣ ଅସିମୁନରେ...........ସେ କେତେବେଳେ ଗୀତାପଣ୍ଡାର ଦ୍ବାରଦେଶରେ ତ ଆଉ କେତେବଳେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ମାନ ରକ୍ଷା ପାଇଁ ରାଜକାରଗାରରେ ଦାରାବେଶରେ......... ସେ କେତେବେଳେ ଶ୍ରୀରାଧାଙ୍କ ମଧୁର ଆରାଧନାରେ ତ କେତେବେଳେ ମୀରାର ମନୋରମା ମନର ମାଳତୀରେ......... ସେ କେତେବେଳେ ସକାଳର ଶୁଭ ଶଙ୍ଖନାଦରେ ତ କେତେବେଳେ ଗୀତଗୋବିନ୍ଦଶୁଣା ରମଣୀୟ ନିଦରେ ...…...... ସେ କେତେବଳେ ଦେବଦାସୀର ନୃତ୍ୟରେ ବିହ୍ୱଳ ତ କେତେବେଳେ ଭୃତ୍ୟର ଭକ୍ତିରେ ପାଗଳ...........ସେ କେତେବେଳେ କବିର କଳାକଳ୍ପନାରେ ତ ଆଉ କେତେବେଳେ ଅନୁଭବୀର ଭକ୍ତି ଭାବନାରେ...... ସେ କେତେବେଳେ ଏ କିମ୍ଭୂତକିମାକାର ବିଚିତ୍ର ସୃଷ୍ଟିରେ ତ ଆଉ କେତେବଳେ ସେ ମଜ୍ଜିଥାନ୍ତି ଛାର ଚିରନ୍ତନର ଚିତ୍ରକୃତିରେ । ସେ ପରା ଭକତ ଭାବରେ ବନ୍ଧା , ଭକତ ଜୀବନ ଧନ।

  • @munapani7478

    @munapani7478

    3 ай бұрын

    🙏🙏🙏ଧନ୍ୟ ବନ୍ଧୁ ଧନ୍ୟ 🙏🙏🙏

  • @bibhunabehera7329

    @bibhunabehera7329

    3 ай бұрын

    ହେ ବନ୍ଧୁ ତୁମ ଭାବ ଭରା କବିତା କୁ ପଠୟନ କରି ସେହି କାଳିଆ ସାଆନ୍ତ ଙ୍କ ପଦରବିନ୍ଦ ରେ ଆହୁରି ଅଧିକ ବାନ୍ଧି ହୋଇଯାଉଛି। ଧନ୍ୟବାଦ୍ ବନ୍ଧୁ

  • @Airmensubrat

    @Airmensubrat

    25 күн бұрын

  • @Airmensubrat

    @Airmensubrat

    25 күн бұрын

  • @sachidanandapaikaray8080
    @sachidanandapaikaray80802 жыл бұрын

    Satare sir apana Jagannath nku kete bhala pauchanti. Jagannath mahaprabhu tuma ku mora ananta koti pranam. Jay Jagannath mahaprabhu.

  • @sabitaswain5513
    @sabitaswain55132 жыл бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ 🕉️🙏🙏🙏🕉️

  • @anjaliparhi4160
    @anjaliparhi4160 Жыл бұрын

    Jagannath tumaku Sabu bele emiti kahibaku sakhma rakhantu… Jai Jagannath Swami….

  • @rabindranathpradhan4378
    @rabindranathpradhan43782 жыл бұрын

    Jay Sri Jagannath Swami Nayana Patha gami bhaba tume prabhu 🙏🙏🙏🙏

  • @sachidanandapaikaray8080
    @sachidanandapaikaray8080 Жыл бұрын

    Mahaprabhu nku bhala pauthiba samasta byakti mo pai swan Jagannath mahaprabhu ❤️

  • @binapanimallik4628
    @binapanimallik46282 жыл бұрын

    Sir, ଆପଣଙ୍କ ଉପରେ ପ୍ରଭୁଙ୍କର କୃପା ରହିଛି, ସେଥିପାଇଁ ଜଣେ ଡକ୍ଟର ହେଲେ ମଧ୍ୟ ଜଗନ୍ନାଥଙ୍କ ବିଷୟରେ ବହୁତ ସୁନ୍ଦର କଥା କହି ପାରୁଛନ୍ତି,

  • @subashmishra5616
    @subashmishra56163 ай бұрын

    ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ମହାପ୍ରଭୁ ଶରଣ ତବ ପାଦ ପଦ୍ମ ଜୟ ଜୟ ମଣିମା ଶରଣ ମହାବାହୁ ଜୟ ଜୟ ଜଗନ୍ନାଥ

  • @annapurnamuduly122
    @annapurnamuduly1222 жыл бұрын

    Ashutosh sir apananku bahut bahut dhanyabad

  • @sandhyamohanty6688
    @sandhyamohanty6688 Жыл бұрын

    Jay Jagannath Swami Nayan Patha Gammi Bhaba Tume .

  • @soumyashreeacharya
    @soumyashreeacharya Жыл бұрын

    Thank u so much Ashutosh Sir. Mahabahu ka krupa sabubele apanaka upare thau au apana emiti amaku Prabhu ka mahima kahuthantu...

  • @parbatijena4578
    @parbatijena45782 жыл бұрын

    Jay Jagannath maha prabhu 🙏❤️🙏

  • @jyotsnaranibehera6813
    @jyotsnaranibehera6813 Жыл бұрын

    🙏 Jay shree Jagannath Mahaprabhu 🙏

  • @matruduttapatra9766
    @matruduttapatra9766 Жыл бұрын

    Jai Jagannath. Kichhi kahibaku chahunthile b kahiparuni. Jagannathe sehipari sada aapanka kanthare thaantu. Kete j ananda lagila, eka Se janichhi. 🙏

  • @manaspradhan4168
    @manaspradhan41682 жыл бұрын

    କେତେ ସୁଂଦର। ସାର୍ ଆପଣ ଜଣେ ମହାନ୍ ବ୍ଯକ୍ତି। ଜୟ ଜଗନ୍ନାଥ 🌹🌹👏👏❤

  • @Mahadevbhakt169
    @Mahadevbhakt169 Жыл бұрын

    Jay jagannaath🙏🙏🙏

  • @snehalatanayak9580
    @snehalatanayak9580 Жыл бұрын

    Jay Jagannath🙏🙏🙏

  • @ashalatamishra1931
    @ashalatamishra1931 Жыл бұрын

    Jay Jay jagannatha

  • @nabaghanakarjee6014
    @nabaghanakarjee60142 жыл бұрын

    Jay Jagannath good delicious spiritual speech

  • @rasmiranjanmohapatra397
    @rasmiranjanmohapatra397 Жыл бұрын

    Dr . Ashutosh sir. U r our inspiration 🥰🥰🥰🥰🥰 jay Jagannath🙏🙏

  • @jkpkmishra
    @jkpkmishra2 жыл бұрын

    ଜୟ ଜଗନ୍ନାଥ ଶରଣ

  • @sasmitajena1637
    @sasmitajena1637 Жыл бұрын

    Koti koti dandabata

  • @pramilapani9960
    @pramilapani99602 жыл бұрын

    JAY JAGANNATH🙏🙏❤

  • @purnachandrabisoyi9713
    @purnachandrabisoyi97132 жыл бұрын

    Jay Jagannath Swami 🙏🙏🙏🙏

  • @prasadpradhan2463
    @prasadpradhan24632 жыл бұрын

    ଜୟ ଜଗନ୍ନାଥ 🌼🙏🌼🌺🙏🌺

  • @snehalatanayak9580
    @snehalatanayak9580 Жыл бұрын

    Jay jay Jagannath 🙏

  • @subratsahoo6419
    @subratsahoo64192 жыл бұрын

    Jay Jagannath 🙏🙏🙏🙏🌹🌹🌹🌹

  • @govindatripathy3049
    @govindatripathy30492 жыл бұрын

    Jay Sri Jagannath 🙏

  • @ranjitamahapatra6995
    @ranjitamahapatra69952 жыл бұрын

    Jay jaganntha🙏🙏

  • @jyotirmayeeacharya2398
    @jyotirmayeeacharya23982 жыл бұрын

    Jay jagannath mahaprabhu Mo jaga

  • @kailashchandraswain6433
    @kailashchandraswain64333 жыл бұрын

    Dr. Ashutosh sir....🙏🙏🙏🙏🙏❤️❤️❤️

  • @jagannathbaba4035
    @jagannathbaba40352 жыл бұрын

    Satare moha prabhu jagannatha tuma katha kebe saribani.tume anadi

  • @nirmalakara8423
    @nirmalakara84232 жыл бұрын

    Jay Jàgannàth.

  • @BenudharDash-mc4hh
    @BenudharDash-mc4hh2 ай бұрын

    Daktarbabu Dhanya tuma gabesana Aha mo kajiar asirbada O dhanya Tuma bapa ma

  • @asitrout7659
    @asitrout76592 жыл бұрын

    🙏ପ୍ରଣାମ. ଜୟ ଜଗନ୍ନାଥ ସ୍ୱାମୀ 🙏

  • @raikishorimohanty212
    @raikishorimohanty212 Жыл бұрын

    Jay sri Jagannath 🙏🙏 very heart touching prabachan 🙏🙏sir thanks

  • @matruashishpatra3550
    @matruashishpatra35502 жыл бұрын

    🙏🙏🙏 Jay Jagannath Mahaprabhu..

  • @rashmijena1176
    @rashmijena11762 жыл бұрын

    Jay Jagannath Prabhu🙏🙏🙏🙏🙏

  • @drpandapk
    @drpandapk2 жыл бұрын

    Jai jagannath swami 🙏🙏🙏

  • @kalpanakhilar5699
    @kalpanakhilar5699 Жыл бұрын

    ଜୟ ଜଗନ୍ନାଥ

  • @sanjoymisra18
    @sanjoymisra182 жыл бұрын

    ଭଲା ନାଗରକୁ ଅନାଲୋ, ଏ ବଡଦାଣ୍ଡଟାରେ ଭାରିଯାକୁ ଡରେ; ଡ଼ରୁଆ ପଡ଼ିଲା ଚିହ୍ନାଲୋ, ଭଲା ନାଗରକୁ ଅନାଲୋ । ମାନବୀୟ ଲୀଳାର ଏକ ଅନ୍ୟନ ପରିଭାଷା ଅତି ମର୍ମସ୍ପର୍ଶ ଉପସ୍ଥାପନା, ଜୟ ଜଗନ୍ନାଥ 🙏

  • @anusayamohanty1775
    @anusayamohanty1775 Жыл бұрын

    Jay jaganath

  • @drpandapk
    @drpandapk2 жыл бұрын

    Jai shree jagannath mahaprabhu 🙏🙏🙏

  • @shreyanroutray1895
    @shreyanroutray18952 жыл бұрын

    jay jagannath🙏🙏🙏🙏😢😢😢

  • @biswanathparidaparida2086
    @biswanathparidaparida20862 жыл бұрын

    ଜୟ ଜଗନ୍ନାଥ ଶୂମି ନୟନପଥଗାମି

  • @user-sz6jq6io3v
    @user-sz6jq6io3v18 күн бұрын

    Jay jagannath Swami Jay jagannath Jay jagannath Jay jagannath He kalia sahanta

  • @sarojkuparida4694
    @sarojkuparida46942 жыл бұрын

    Jay jagannath 🙏

  • @prasantabehura9071
    @prasantabehura90712 ай бұрын

    🙏ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କର 🙏

  • @labarath9071
    @labarath90712 жыл бұрын

    Jay jagannath

  • @chitaranjanranasingh2583
    @chitaranjanranasingh25834 жыл бұрын

    କୋଟି କୋଟି ଓଡିଆଙ୍କ କୈବଲ୍ୟ ଠାକୁର ହେ ମୋହାଵାହୁ ଆପଣ ହିଁ ବୁଝିପାରିଵେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସୁଲୀଳ ସମ୍ପର୍କ🙏🙏🙏🙏🙏

  • @santoshsenapati3579
    @santoshsenapati35794 жыл бұрын

    ATI sundara 👌👌🙏🙏🙏. Dr Asutosha apnanku mor 🙏🙏. Jay Jagannath swami 🙏🙏🙏🙏 Nayana patha gami bhava tume 🙏🙏🙏🙏🙏🌹 🌹🌹🌹🌹

  • @subasdutta7302
    @subasdutta73022 жыл бұрын

    ଅତି ଚମତ୍କାର ବର୍ଣ୍ଣନା ସାର୍

  • @StudioBrightDiamond

    @StudioBrightDiamond

    2 жыл бұрын

    Bhala paiba Deba pain dhanyabad Agnya ..🙏🏻

  • @bipinamallik2803
    @bipinamallik280322 күн бұрын

    Jaya Sree Jagannatha Swami Jaya Pratiti Odiara Hrudayara, Odia Sanskrutira Mahaprabhu Jagannatha Achati, Rahithibe

  • @mr.odiapua1166
    @mr.odiapua11664 жыл бұрын

    ହୃଦୟସ୍ପର୍ଶୀ ଭିଡିଓ

  • @govindadas7095
    @govindadas70952 жыл бұрын

    khub sundara upasthapana..Jai Jagannath

  • @swamianjaneyanandagiri3952
    @swamianjaneyanandagiri39522 жыл бұрын

    Jai Jagannath. Thanks for the inspiring as well as spiritual touch in this talk about SriJagannth.

  • @minatisahoo2909
    @minatisahoo29092 жыл бұрын

    Jay jagannatha 🙏🙏

  • @satyapriyabarik6466
    @satyapriyabarik64662 жыл бұрын

    Jay jagannath swami

  • @bipinamallik2803
    @bipinamallik280322 күн бұрын

    Asutosh Babu Appananka Pratitikathare Bhasare, Hrudayare Jagannatha Mahaprabhunka Karuna Achi

  • @ajaykumardas4218
    @ajaykumardas42182 жыл бұрын

    Ashutosh nona you are great ❤️

  • @manashpalai5238
    @manashpalai52386 ай бұрын

    Jay shree jagannath mahaprabhu 🙏

  • @user-fo5pq5rx3h
    @user-fo5pq5rx3hКүн бұрын

    Jay Jagannath 🙏🙏

  • @sabitapanigrahi6035
    @sabitapanigrahi60352 жыл бұрын

    Bhaba r bhaba ku koti koti Pranam 🙏🙏

  • @mrghum521
    @mrghum5212 жыл бұрын

    Rafel bhai ati sundara

  • @madhusmitamohanty536
    @madhusmitamohanty5362 жыл бұрын

    Jay Jagannath🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @jagannathbaba4035
    @jagannathbaba40352 жыл бұрын

    Ame kete bhagyaban baba achhanti Puri Odisha re .jia jouthi thau pacharile ,where you from Ans I am in puri jagannath ta pore ,,,,,,,,

  • @pramilabarik3626
    @pramilabarik3626 Жыл бұрын

    Very nice sir thànks jay Jagannath swami

  • @bijaykumardas3013
    @bijaykumardas30132 жыл бұрын

    Jay Jagannath

  • @agneyasahoo8697
    @agneyasahoo8697 Жыл бұрын

    ମୋ ମହାପ୍ରଭୁ ଶ୍ରୀଜଗନ୍ନାଥ

  • @arupanandasundarray1901
    @arupanandasundarray19012 жыл бұрын

    Jay Jagannath swami ki jay

  • @capitalsolutionsfinancials294
    @capitalsolutionsfinancials2942 жыл бұрын

    Jai Jagannth.....

  • @namitakhuntia8220
    @namitakhuntia82202 жыл бұрын

    🙏 jay Jagannath 🙏 pravu 🙏

  • @iswarmohanty2332
    @iswarmohanty2332Ай бұрын

    Jai jai shree jagarnath mahaprabhu 🙏

  • @chintuswain3535
    @chintuswain35354 жыл бұрын

    Jay Jagannath unique program

  • @jagannathbaba4035
    @jagannathbaba40352 жыл бұрын

    Mo baba jagannath

  • @anupamabehera5565
    @anupamabehera55652 жыл бұрын

    Jay jagannatha

  • @bandanabehera637
    @bandanabehera6374 жыл бұрын

    Jay jagannatha swami 🙏bahut sundar kathaa..... Aapan nku bahut bahut dhanyabad sir.....

  • @lambodardas3671
    @lambodardas36712 жыл бұрын

    🙏🙏🙏jai Sri Jagannath 🙏🙏🙏

  • @unpluggedakash321
    @unpluggedakash3214 жыл бұрын

    Wow really amazing......🙏🙏🙏🙏

  • @gajendrakumarnayak446
    @gajendrakumarnayak44617 күн бұрын

    Jay JAGANNATH JAY JAGANNATH JAY JAGANNATH

  • @dattaharimoharana5224
    @dattaharimoharana52242 жыл бұрын

    Jay Jagannath Swami

  • @umabharati8768
    @umabharati87682 жыл бұрын

    Jay Jagannath. Ati sundar❤

  • @hiraklatadash2550
    @hiraklatadash25502 жыл бұрын

    Dhanyavaad ashu

  • @jagannathmahima2023
    @jagannathmahima20233 жыл бұрын

    Jay Jagannath ❤️🙏❤️

  • @santoshmishra2189
    @santoshmishra2189 Жыл бұрын

    ବହୁତ ସାକ୍ଷାତକାର ଦେଖିଚି,କିନ୍ତୁ ଏତେ ଭାବ ବିହ୍ବଳ କୋଉଠି ମୁ ନିଜକୁ ଦେଖିନି, 🇳🇵🇳🇵🇳🇵🇳🇵ଜୟ ଜଗନ୍ନାଥ 🙏🙏🙏🙏🙏

  • @kanhucharanparida4768
    @kanhucharanparida47683 ай бұрын

    Kalia santa asisha dhali diantu apanka upare,mo pilamane apanka adarsha re anupranit huantu🙏🙏🙏🙏🙏🙏🙏

  • @madhusmitamohanty536
    @madhusmitamohanty5362 жыл бұрын

    Thanks a lot to Anshuman & Dr. Mishra for a devotional presentation, really we r proud for our Lord ShriJagannath🙏🙏🙏🙏🙏

  • @mousumipriyadarshinijena6856
    @mousumipriyadarshinijena68564 жыл бұрын

    Nice step...go ahead

  • @premanandaswain8553
    @premanandaswain85532 жыл бұрын

    Jai jaganath

  • @trillochanbeura8383
    @trillochanbeura83833 жыл бұрын

    really bhai...bahut bahut dhamyabad apana nka. katha. bahut powerfull and true..u. proves that. you ate the real odia hero..jay mahaprabhu.

  • @MonikaCrafts
    @MonikaCrafts4 жыл бұрын

    all d best.....keep doing ur best

  • @govindatripathy3049
    @govindatripathy30492 жыл бұрын

    Standing kingdom Jagannath mahapravu 🙏

  • @aurobindapatra5125
    @aurobindapatra5125Ай бұрын

    Jay shree Jagannath Swami 🙏🏻🙏🏻🌹🌹🌹🙏🏻

  • @susantkumarbehera6969
    @susantkumarbehera69692 жыл бұрын

    Jay Jagannath Jay Jagannath Jay Jagannath Jay Jagannath 🙏🌹🙏🌹🙏

  • @ashismohapatra9159
    @ashismohapatra9159 Жыл бұрын

    ଆଶୁତୋଷ ସାର ! ହେତୁବାଦୀ ମାନଙ୍କ ହିନ୍ଦୁଧର୍ମ ଉପରେ ଯେଉଁ କୁଠାରଘାତ କରିଛନ୍ତି,ଏଇ ଭଳି ସନ୍ଧିକ୍ଷଣରେ ଆପଣଙ୍କର ମତାମତ ରହୁ ଆଜ୍ଞା।

Келесі