Jibana Do Chhakire Ashara Alok Ep 335| Ghara Bhangidela para bhauja

Jibana Do Chhakire Ashara Alok Ep 335| Ghara Bhangidela para bhauja
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 230

  • @harishnayak8993
    @harishnayak8993 Жыл бұрын

    ଗୋଟେ ମାଆ ଯେତେ ବି ଅସୁବିଧା ଆସୁନା କାହିଁକି ତା ଛୁଆଙ୍କୁ କେବେବି ଛାଡ଼ିବନି, ସ୍ୱାମୀକୁ ଛାଡ଼ି ଦେବ ପଛେ ଛୁଆକୁ ଛାଡ଼ିବନି, ମାଆ ପଛେ ପାଗେଲି ହେଇଯିବ, ତାର ହାତ କଟି ଯିବ କି ଗୋଡ କଟି ଯିବ ଭିିକ ମାଗିକି ଛୁଆଙ୍କୁ ଜୀବନ ସାରା ପୋଷିବ ପଛେ ହେଲେ କେବେ ତା ଛୁଆଙ୍କୁ ଛାଡିକି କୁଆଡେ ଜୀବନୀ, ଯୋଉ ସ୍ତ୍ରୀ ଲୋକ ତାର ଛୁଆକୁ ଛାଡ଼ିକି ପଳାଏ ସେ କି ମାଆ, ଏ ସ୍ତ୍ରୀ ଲୋକ ତ ତା ଛୁଆଙ୍କୁ ଛାଡିକି ବାରମ୍ବାର ପଳଉଚି ଏ କି ମାଆ,ଏ ମାଆ ନୁହଁ ମା ଜାତି ପାଇଁ କଳଙ୍କ

  • @dkmgagu6973

    @dkmgagu6973

    Жыл бұрын

    Right sir

  • @Jullysethi

    @Jullysethi

    Жыл бұрын

    Se striloka ra chahani ku dekhantu.... Aakhire hani Deu6i.....

  • @romanchagandha8132

    @romanchagandha8132

    Жыл бұрын

    Tara Swami varithibe bhai

  • @sujalpatromusic714

    @sujalpatromusic714

    Жыл бұрын

    Bapa chhua nku maind chenj koru chhi

  • @jyotiranjansenapati569

    @jyotiranjansenapati569

    Жыл бұрын

    3 ta chhua ko kn maaa rakhipariba eka kn pai rakhiba thik karichi vouni

  • @mrutyunjayanath3387
    @mrutyunjayanath3387 Жыл бұрын

    ତୁମେ କେମିତିକା ମାଁ ଯେ ପିଲାଙ୍କୁ ଛାଡି ବାପ ଘରକୁ ଚାଲି ଯାଉଥିଲ

  • @MenuDas

    @MenuDas

    7 ай бұрын

    Sia bhalapaethelata sathepani

  • @deepuexpress
    @deepuexpress Жыл бұрын

    ଡାହାଣୀ ଟେ ଏ ଭଲ ସେ ଦେଖ ସେ ସ୍ତ୍ରୀ ଲୋକକୁ

  • @deepuexpress
    @deepuexpress Жыл бұрын

    ଏ ମାଇକିନା ହାରାମି ଶାଶୁ ନାହିଁ,ଶଶୁର ନାହିଁ, ନଣଦ ନାହିଁ, ଦିଆର ନାହିଁ, ପୁଣି ଚଳିବାରେ ଅସୁବିତା...ଏ ଆଉ ଗୋଟେ ଚାଁହୁଛି

  • @dkmgagu6973

    @dkmgagu6973

    Жыл бұрын

    Hmm bhai

  • @dkmgagu6973

    @dkmgagu6973

    Жыл бұрын

    Satare

  • @rudranarayanpradhan8613

    @rudranarayanpradhan8613

    Жыл бұрын

    Sahamat

  • @bishwarupabansiar2989

    @bishwarupabansiar2989

    Жыл бұрын

    Thik kotha ...

  • @amarendra29

    @amarendra29

    8 ай бұрын

    100%CORRECT

  • @durgaprasadhota
    @durgaprasadhota Жыл бұрын

    ପୁରୁଷ କଥା ଶୁଣି ନାହାଁନ୍ତି ଖାଲି ଲେଡିସ କଥା ଶୁଣୁଛନ୍ତି।। ଏ ପୁର ଭୁଲ କଥା

  • @ajitsethy6790
    @ajitsethy6790 Жыл бұрын

    ମୁ ବହୁତ ଏପିଷୋଡ଼ ଦେଖିଚି ପିଲାମାନେ ଯଦି ମା ପାଖରେ ରହିଲେ ଲେଡିସି ଜଜ ମାନେ ପୁରୁଷ ଉପରେ ଦୋଷ ନଦୀ ଦିଅନ୍ତି,ପିଲାମାନେ ଯଦି ବାପା ପାଖରେ ରହିଲେ ଏଠି ଜଜ ମାନେ କହୁଛନ୍ତି ବାପା ପାଖରେ ରହିଛିତ ଶେଥିପାଇଁ ବାପା ସପଟ ନେଉଛନ୍ତି

  • @hemantswain9061

    @hemantswain9061

    Жыл бұрын

    Pura sata katha

  • @dkmgagu6973

    @dkmgagu6973

    Жыл бұрын

    Sir support karu6nti

  • @prabhakarsenapati1721

    @prabhakarsenapati1721

    Жыл бұрын

    Judge ଙ୍କ କଥା ମୋତେ ମନ ପାଇଲା ନି

  • @prafullabarik7085
    @prafullabarik7085 Жыл бұрын

    ସ୍ତ୍ରୀ ବୋଲି ସବୁବେଳେ ସ୍ବାମୀ ଉପରେ ଗିଡି ଗିଡି‌ ହେବା ଠିକ୍ ନୁହେଁ ।

  • @shrikantkumar1819
    @shrikantkumar1819 Жыл бұрын

    ଏ କାହାଣୀ ରୁ ମୁଁ ଯାହା ବୁଝିଲି...ସେ ଭାଉଜ କୁ ଡକା ଯାଉ ସୁକାନ୍ତ sir ଙ୍କ ସହିତ ବାହାଘର କରି ଦିଆ ଯାଉ.....ନା ରହିବ ଭାଉଜ...ନା ମୋ ଭାଇ ର ବଢିବ କରଜ

  • @sibanikhuntia5455
    @sibanikhuntia5455 Жыл бұрын

    So sweet episode

  • @sajookhan6160
    @sajookhan6160 Жыл бұрын

    This episode one side support

  • @deepuexpress
    @deepuexpress Жыл бұрын

    ଏ ଟୋକା ର ଵି ପର ମିକିନା ମିଠା ଲାଗୁଚି

  • @rameshmahalik4740
    @rameshmahalik4740 Жыл бұрын

    ସ୍ତୀ ଲୋକଟାର ଭୁଲଟା ଦେଖନା,ପୁରୁଷ ସହିତ ଏ ମିତି କହୁଛ

  • @mochashamohasa6398
    @mochashamohasa6398 Жыл бұрын

    Good bless you Jay jagannath

  • @Rajesh222
    @Rajesh222 Жыл бұрын

    ଭାଉଜଙ୍କ ନଜର ଭାରି ଡେଜଁର ଜଣା ଯାଉଛି......

  • @jaysanatan6012
    @jaysanatan60123 ай бұрын

    ସ୍ତ୍ରୀ ଭଲ ନୁହେଁ। ଛୁଆ କୁ ଛାଡି ମା ରହିପରିବନି ,ମା ଛୁଆ କୁ ଆଣି ପାଖରେ ରଖିବା କଥା, ମା ତାହା କରି ପାରିନାହିଁ।

  • @digitalpipul
    @digitalpipul Жыл бұрын

    ପୁଅର କୌଣସି ଭୁଲ ନାହିଁ. 6 ମାସର ପିଲାକୁ ଛାଡି ଯିବ ପୁଣି ସ୍ଵାମୀ ର ରୋଜଗାର ଖୋଜିବ, ବାପ ଘରେ ରହି ତ ବାହା ହେଉଥିଲା କଣ ପାଇଁ, ବାପ ଘରେ ବିବାହ ପୂର୍ବରୁ ଅନ୍ୟ ସମ୍ପର୍କ ଥିଲା ନଚେତ୍ ତା ମା ର କୁ ପ୍ରଭାବ..... ଝିଅ ର ଭୁଲ.....

  • @durgaprasadhota
    @durgaprasadhota Жыл бұрын

    ପୁରା ଭୁଲ ହଉଚି ଶେ ସିତ୍ରି ଲୋକର

  • @jayhindi9876
    @jayhindi9876 Жыл бұрын

    କେହି ନାହାନ୍ତି ସ୍ବାମୀ ସ୍ତ୍ରୀ ଦୁଇ ଜନ ପୁଣି କାହିଁକି ଭାଉଜ କଳି କରୁ ଚନ୍ତି

  • @biswanathsitha5142
    @biswanathsitha51428 ай бұрын

    ଏ "ସୋ " ସେ ମହିଳାଙ୍କର ବେଶୀ ଭୂଲ୍ ଅଛି,, ଯଦ ସ୍ବାମୀ ପର ଘରେ ପଶୁ ଛି, ସେ ମହିଳା କାହିଁକି ବାରମ୍ବାର ସ୍ବାମୀକୁ ଛାଡି ବାପ ଘରକୁ ତାଲିଯାଏ ? ଆଉ ଯେତେବେଳେ ମହିଳା ବାପ ଘରକୁ ଯାଏ, ସେ ଠିକ୍ ରେ ଥାଏ ନା ଅନ୍ଯ ବାଟେ ଯାଏ, ଏଥିରେ ସ୍ବାମି ର ସନ୍ଦେହ ହବ ନା ନାହିଁ ।।।। ସେ ମହିଳା ର ତ କିଛି ପ୍ରେମ ର ଅଭାବ ନ ଥିଲା, ଯେ ହେତୁ ୩ଟା ପିଲା ହେଇଛି,,,, ପର ଉପରେ ଏତେ ସନ୍ଦେହ କାହିଁକି?????

  • @harischandramajhi944
    @harischandramajhi944 Жыл бұрын

    Thank u Sukant sir

  • @PradeepKumarPandaEconomist
    @PradeepKumarPandaEconomist Жыл бұрын

    Best show ever. My favorite show. Salute team for excellent effort. Please continue the show forever. Top class

  • @bulbulr5691

    @bulbulr5691

    Жыл бұрын

    😊😊😊

  • @adaitasenapati

    @adaitasenapati

    Жыл бұрын

    23:25 24:16 24:18

  • @binodininayak5142

    @binodininayak5142

    Жыл бұрын

    ​@@bulbulr5691÷ 😊

  • @alokbehera5697

    @alokbehera5697

    10 ай бұрын

    @@adaitasenapati p

  • @bishnumohannath1309
    @bishnumohannath1309 Жыл бұрын

    Good luck sir

  • @rjcreation9137
    @rjcreation91373 ай бұрын

    ଏ ସ୍ତ୍ରୀ ଲୋକ ମହା ବଦମାସୀ 😡

  • @sanatanmohapatra2148
    @sanatanmohapatra21489 ай бұрын

    ମା,ର ୧୦୦ ଭାଗ ଭୂଲ୍।।

  • @rajureddy2130
    @rajureddy2130 Жыл бұрын

    ଯେଉଁ ମା ପିଲା ଙ୍କୁ ଛାଢି ମା ଘରେ ରହେ ତାଙ୍କ ଠୁ ପାପି କେହି ନାହାନ୍ତି । ଦୁନିଆରେ ଏମିତି ମା ଅଛନ୍ତି ପିଲାଙ୍କୁ ଛାଢି ରହିପାରିଵ ନାହିଁ । ଏହି ମା ଵାପା ଘରେ କି ? ଭଳି ରହୁଥିଲା ଦଶାଓ । ଗୋଟିଏ ମା ନିଜ ସ୍ବାମୀ ଙ୍କୁ ଛାଡି ଅନ୍ୟ ପ୍ରମିକ ସହ ପ୍ରେମ କରିଥିଲେ 3 ବର୍ଷ ପୁଅ ଦେଖିଵାରୁ ବେଈମାନ ମା ନିଜ ପୁଅକୁ ଜିଵନରେ ମାରିଦେଲା । 3 ବର୍ଷର ପୁଅ ଯେମିତି ହନ୍ତ ସନ୍ତ ହୋଇ ମରିଛି । ସେହି ମା ମୟ୍ୟ ହନ୍ତ ସାନ୍ତ ହୋଇ ମରିବ । ପୂର୍ବର କର୍ମର ଫଳ ନିଚ୍ୟୟ ମେଳିଵ । ଜୟ ଜଗନ୍ନାଥ

  • @bijayasahoo8066
    @bijayasahoo8066 Жыл бұрын

    ସ୍ତ୍ରୀ ଲୋକ ଟିର ବହୁତ ଭୁଲ

  • @dkmgagu6973

    @dkmgagu6973

    Жыл бұрын

    Hmmm sir

  • @lipukhanda2809

    @lipukhanda2809

    8 ай бұрын

    😂😂😂

  • @bhabendrabeherababubehera4543
    @bhabendrabeherababubehera4543 Жыл бұрын

    Nice

  • @prabhakarsenapati1721
    @prabhakarsenapati1721 Жыл бұрын

    ଘର ଭାଙ୍ଗିଲା ପର ଭାଉଜ ସମ୍ପୂର୍ଣ୍ଣ କଳ୍ପିତ ଦୋଷ ଯାହାକୁ ଭିତ୍ତି କରି ଜିଆ ଟା ନିଜ ଦୋଷ କୁ ଲୁଚାଇବାକୁ ଚେଷ୍ଟା କରେ। ଯିଏ ଛୁଆ ଚଡି ବର୍ଷା ବର୍ଷା ଧରି ବାପା ଘରେ ରହେ, ସେ କି ମାଆ। ଦ୍ଵିତୀୟରେ, ମାଡ଼ ତା ଦୋଷ ଦେଖା ଯାଉଚି। ହେଲେ ସ୍ତ୍ରୀ ର କଟୁ ବାକ୍ୟ କଣ କାଟେନି? ବାକ୍ୟ ବାଣ କଣ ମିଠା ଲାଗେ କି କାହାକୁ। ଏମାନେ ମାଡ଼ ହେଲେ ବି ସିଧା ହେବେନି।

  • @jyotirmayeemeher4103

    @jyotirmayeemeher4103

    11 ай бұрын

    Swami kana katu bakya kuheni swami kana stree ku badhila bhali kama kareni??Stree jadi semiti swami ku maribe katha ta badhila boli apana kana kahibe...Apananka stree apanaku marile kana kahibe... Swami stree ku nijara bhabile kebe hele hata utheibani... Jhagada heba galli kariba ee case alaga seita chua tu budha samaste karanti...hele hata utheiba bohut bada jinisa.. Apana kouthi kama karuthile bhi sethi jhagada hei paribe hele hata utheile kathata bhayankara hei jiba....tahele kemiti hata utheikbaku justify karucha... Kana chahucha...katu bakya nakahiki swami ku mariki nija baktyaba rahiba katha

  • @satyanandasahoo240
    @satyanandasahoo240 Жыл бұрын

    ଏଇ ପିଲା ହାରାମି

  • @deepuexpress
    @deepuexpress Жыл бұрын

    ମାଇକିନା କୁ ଚିହିଁବା କଷ୍ଟ

  • @ajitsethy6790
    @ajitsethy6790 Жыл бұрын

    One side suport

  • @tulusamantaray2806
    @tulusamantaray2806 Жыл бұрын

    ଏ କାହାଣୀ ର ଖଳନାୟକ ତା ହେଲେ ଭାଉଜ

  • @odiamovi3319
    @odiamovi3319 Жыл бұрын

    Miss you mihir sirn😭😭😭😭🙏🏾🙏🏾

  • @rathanakarsahoo7998
    @rathanakarsahoo7998 Жыл бұрын

    Many many thanks to video graphene. It is very ashamed for her them,this virat Video saw all ODISHA & all India.

  • @subhashreecreation1978
    @subhashreecreation1978 Жыл бұрын

    Maa ବିଲକୁଲ ଭଲ ନୂହେଁ, ନିଜେ ଯାହା ଅନ୍ୟ କୁ ସେଭଳି ଭାବୁଛି, ତା ଚାହାଣି କହୁଚି ଦୋଷ ପ୍ରବଳ

  • @agninews-mu3bp
    @agninews-mu3bp Жыл бұрын

  • @mrp.kcolourful1359
    @mrp.kcolourful135911 ай бұрын

    ମିଠା ଆଉ ଫୁଲମାଳ କଣ ହେଲା 😢😢😢😢

  • @Lulujena-xt1if
    @Lulujena-xt1if10 ай бұрын

    Final

  • @sarojkumarbehera4509
    @sarojkumarbehera4509 Жыл бұрын

    ଏ ଜଷ୍ଟିସ ଠିକ୍ ଲାଗୁନି ସ୍ତ୍ରୀ କୁ ସପୋର୍ଟ କରୁଛନ୍ତି

  • @jyotiranjansingh65

    @jyotiranjansingh65

    10 ай бұрын

    Right

  • @sauravmohanta1326
    @sauravmohanta1326 Жыл бұрын

    Bhauja Prema mitha 😀

  • @chitrasenasamal1116
    @chitrasenasamal1116 Жыл бұрын

    sukant babu one side kathaa kahuchhanti..jhia ra bhul bahut achhi..sabu misiki puatiku dabaibaku chesta karuchhanti.....bhul pura bhul

  • @chaitanyabehera9237
    @chaitanyabehera9237 Жыл бұрын

    How to attend asara Alok chanel for solve family problem?

  • @mahendramurmu8655
    @mahendramurmu8655 Жыл бұрын

    Oh no!!!!!

  • @rajanikantaswain6367
    @rajanikantaswain6367 Жыл бұрын

    A stree loka gote harami and selfish

  • @satyadurga1267
    @satyadurga1267 Жыл бұрын

    Jayjagannathsaha🙏🙏🙏

  • @proudhinduodia
    @proudhinduodia11 ай бұрын

    ଏ ମାଇକିନା ପୁରା ସାଧୁ ଆଉ ଘଇତା ପୁରା ଧର୍ମାତ୍ମା

  • @pandarakesh7382
    @pandarakesh7382 Жыл бұрын

    Emiti maa maa nuhe.

  • @user-gw5vv5us3r
    @user-gw5vv5us3r Жыл бұрын

    ଭାଈ ଜେତେ ଜାହା ହେଲେଭି ଘର ର ମାଈକୀନା ହୋଉଛି ମା ମହା ଲଖିମୀ ସେଥୀପାଈ ମାଈକୀନା ଉପରକୁ ହାତ ଉଠେଈବା କଥା ନୂହ ମୋ ମତରେ

  • @dkmgagu6973

    @dkmgagu6973

    Жыл бұрын

    Tik katha sir

  • @prabhakarsenapati1721

    @prabhakarsenapati1721

    Жыл бұрын

    ହାତ ଉଠେଇ ଭଲ କରିଛି। ସେମିତି ସ୍ତ୍ରୀ ଙ୍କ ପାଇ ଘରେ ଜାଗା ନାହିଁ।

  • @smrutirekhajena9359
    @smrutirekhajena9359 Жыл бұрын

    Kemiti anouchi ta stri ku ragiki

  • @odishagallery8973
    @odishagallery8973 Жыл бұрын

    Bhauja nka kouthi lafda chalichi, ta chahani ku dekha

  • @rajanikantaswain6367
    @rajanikantaswain6367 Жыл бұрын

    IN this case namrata man role is very partiality

  • @rbikashkumar5509
    @rbikashkumar5509 Жыл бұрын

    Pilamane maa nka pakhare ruhanti sunithili but athi amiti maa jane jie nija Pila mananku durei rakhuchi.. Hey bhagwan family ku puni purba bhali sukha santi re ruhantu atiki krupa kara..Jay jagannath 🙏

  • @anantabehera3370
    @anantabehera3370 Жыл бұрын

    Pua ati prabala ragi so look

  • @rosnisahoo7693
    @rosnisahoo76938 ай бұрын

    Jauta madam kahile thik katha gote bapa chhuanku nijara vabidianti hele Janna deithiba sei chhua ra maa ku ijat diantini

  • @starksuman
    @starksuman Жыл бұрын

    bhagaban namilu pache emiti na milu.

  • @royalsantoshvg
    @royalsantoshvg7 ай бұрын

    Balugan Banpur ki

  • @dkmgagu6973
    @dkmgagu6973 Жыл бұрын

    No saikoloji ea madam support karu6nti

  • @prabhakarsenapati1721
    @prabhakarsenapati1721 Жыл бұрын

    ଯେତେବେଳେ ଝିଅ ଭାଷା ପ୍ରୟୋଗ କରୁଛି, ମାଡ଼ ମାରିବା ଛଡ଼ା ଆଉ କିଛି ନୁହେଁ। ଅଲଗା ହେବା ଟା ଠିକ୍ ହେବ।

  • @jyotirmayeemeher4103

    @jyotirmayeemeher4103

    11 ай бұрын

    Bhauja sahita kharap samparka rahile bhasa prayog karibani toh kana kariba?? Se jhua bhul kala swami ku katu katha na kahi badeiki sidha karibara thila

  • @kailashdash2067
    @kailashdash2067 Жыл бұрын

    Mother or devil ?mother is always lived with her kids,it is the nature of humanbeings. Miss u Mihir Das.

  • @nilamaninayak4265

    @nilamaninayak4265

    Жыл бұрын

    Right

  • @alokbarik3886

    @alokbarik3886

    Жыл бұрын

    @@findingikigai8659 ..: III.. II men and women: you have a:.......what time are we going

  • @shatrughanapradhan4719

    @shatrughanapradhan4719

    9 ай бұрын

    ​@@nilamaninayak4265😊😊

  • @Biswaranjan-qr2sq

    @Biswaranjan-qr2sq

    6 ай бұрын

    ​@@alokbarik3886 🎉 1:37

  • @ashishnaik6471
    @ashishnaik6471 Жыл бұрын

    ଉପକୂଳ ଓଡ଼ିଶାରେ କାହିଁକି ସ୍ତ୍ରୀ କୁ ପଶୁଭଳି ବ୍ୟବହାର କରାଯାଏ ଆମ ପଶ୍ଚିମ ଓଡ଼ିଶାରେ ସ୍ତ୍ରୀ କୁ Laxmi boli ଭାବୁ

  • @easyforexam9779

    @easyforexam9779

    Жыл бұрын

    Murkha hele amiti heba, se upakula odisha hau,ki paschima odisha

  • @Rajesh222

    @Rajesh222

    Жыл бұрын

    Don't Blame all eastern Odisha.i know what western girls doing in bhubaneswar , so don't judge a book by its cover bro.

  • @paniarabinda

    @paniarabinda

    Жыл бұрын

    ପଶ୍ଚିମ ଓଡ଼ିଶା ରେ ପୂଜା କରନ୍ତି? କିଛି case asuni ପଶ୍ଚିମ ଓଡ଼ିଶା ରୁ?

  • @muktapanigrahi5054

    @muktapanigrahi5054

    Жыл бұрын

    Paschim odisha re jhia mane sahuchhanti,pua mane 80/ parsent rakhyasa swabhabara

  • @muktapanigrahi5054

    @muktapanigrahi5054

    Жыл бұрын

    Mu b paschim odisha ra sambalpur akhanda jilla ra

  • @surajbhoi6289
    @surajbhoi62899 ай бұрын

    Madam stree ra sampurna bhul,pilaa pai taa darad nahi

  • @anitanath9509
    @anitanath95096 ай бұрын

    Sukanta bhai and mihir Das perfect but abe recently jea karuchanti ate khas nuha

  • @lingarajkumarrajhans2919
    @lingarajkumarrajhans29196 ай бұрын

    A judge ra supprtng nature rahuchhi.jetebele pila kahila je chua school gala pare se gharu bahariki.tanka gharaku bahari jaye.kintu tanka ghare pahanchiba rati 8tare.kain se Katha descus kaleni.khali sabu pila ra bhul nuha.

  • @arukpatra7232
    @arukpatra72327 ай бұрын

    Bapa ta kartabya karichi

  • @pravasmohanty7206
    @pravasmohanty7206 Жыл бұрын

    Bapa pakharu pila setiki bhala paiba paichanti

  • @jhilisahu4136
    @jhilisahu4136 Жыл бұрын

    Miss you mihir bhai

  • @mstylishlybabu1896
    @mstylishlybabu18968 ай бұрын

    ମାଇକିନିଆ ଟା ବଡ଼ ବଦ୍ମାସ୍ ଅଛି ଯାହା ଲାଗୁଛି!! ତିନି ଟା ପିଲା କୁ ଛାଡ଼ି ବାପା ଘରେ ରହି ଅଲଗା ଆଡେ ଖେଳ କରୁଛି ସ୍ବାମୀ ନା ରେ ମିଛ ଆରୋପ ଲଗାଉଛି!! ଆଉ ଏହି ବାଳ show ରେ ସବୁ ବେଳେ ଝିଅ କୁ support ଦିଆ ଯାଉଛି ପୁଅ ଙ୍କୁ ଚାପ ପକା ଯାଉଛି ଡରା ବି ଯାଉଛି!! Lady କାଉନସିଲର ମାନେ ବେଶି ଝିଅ ଙ୍କୁ support ଦେଉ ଛନ୍ତି!!

  • @jaysanatan6012

    @jaysanatan6012

    3 ай бұрын

    କାଉନସିଲର ମାନେ ଝିଅ କୁ suport କରୁଛନ୍ତି। E ମା ଭଲ ନୁହେଁ।

  • @prasantpradhan7520
    @prasantpradhan7520 Жыл бұрын

    Bhauja ra dosa prabala re narana

  • @livingmantraabyprakash694
    @livingmantraabyprakash694 Жыл бұрын

    Apana mane one sided decission sabubele nianti...stri loka for re....ethi jadi stri barambara Swami ku chhadiki jiba tahele Swami Anya stri rakhile kichhi bhul nai

  • @odiajhiarasmi46
    @odiajhiarasmi46 Жыл бұрын

    Ashara Alok ra joga joga kemiti kariba

  • @srpower3341
    @srpower3341 Жыл бұрын

    Real , this is a naguni

  • @sajookhan6160
    @sajookhan6160 Жыл бұрын

    Jete bhi kasta hau maa ku .hele pila mannku chadi jiba uchit nuha mo matare

  • @shonasl3313

    @shonasl3313

    Жыл бұрын

    Aou kn mariba mada khai tm baba ki tm ghre semty kn kebe dekhina j swami stree ku kemty maranty🤣😂 ea vl jhia ta boli ghrku paleila jadi ta jagare aou kou jhia thanta mada khaila pare ragiki bisa dei marideiki jail jaithanta

  • @PromiseAKD
    @PromiseAKD9 ай бұрын

    Sir a jhio sabu micha kahuchi A jhio bahut khiladi

  • @BuluPradhan-ou3lk
    @BuluPradhan-ou3lk6 ай бұрын

    Brother rati

  • @santoshkbisoyee6679
    @santoshkbisoyee6679 Жыл бұрын

    Jhea ra adhika bhul Achi it's really?

  • @satyasatya6134
    @satyasatya61346 ай бұрын

    Yea street lokara bahut dosa

  • @santoshlenka134
    @santoshlenka134 Жыл бұрын

    Toka pakha ki jai

  • @dipakpani5642
    @dipakpani56425 ай бұрын

    Stree Kemit anauchi kanei kanei 😅😅😅

  • @aabbccq
    @aabbccq Жыл бұрын

    I believe this lady has a problem

  • @tusharlenka213
    @tusharlenka213 Жыл бұрын

    Tame sabu

  • @prabhakarsenapati1721
    @prabhakarsenapati1721 Жыл бұрын

    Domestic violence katha କହୁଛନ୍ତି। ଭାଷା ପ୍ରୟୋଗ କଲେ କିଏ ଦୋଷୀ ହେବ। ଭାଉଜ issue ଟା ଆଖିକୁ ଠାର। ସତ୍ୟ ସତ୍ୟ ନୁହେ। ଝିଅ ଟ୍ରୁ କରୁଛି issue srushti ହେଉଚି

  • @pranayinimishra7389
    @pranayinimishra738910 ай бұрын

    8

  • @biswanathroul1200
    @biswanathroul120010 ай бұрын

    Sir sandehi mananku bujhai ba bada kasta mu sir Bhauja mananka sathi re bhat khauchhi tankari panata re muha pochhe pakhare base kintu mo stree sandeh karanti nahi karana Bhauja ghara ku Prathame asichhanti hata re khoi chhanti Abe kana tanku bhuli heba se para maa bada bahuni sabu role re achhanti

  • @odiatokaJaga
    @odiatokaJaga7 ай бұрын

    Sir more gote coaching Jadi gote maa 6 masara chhua ku chhadi ghara pala a tahale sia maa habara jogiya nuhe Jadibi jhagada hela 6 masara chhua ku ta neiki Jai pari thanta naa 😡😡

  • @Banshidhar.Swain199
    @Banshidhar.Swain1998 ай бұрын

    ଏ ସ୍ତ୍ରୀ ଲୋକ ର ପ୍ରବଳ ଦୋଷ ଅଛି।

  • @Santoshsahu-hv3ro
    @Santoshsahu-hv3ro Жыл бұрын

    Wife tk adhika ragi...pua clerty deiparuni..bhauja saha relationship ta kete thik

  • @rosnisahoo7693
    @rosnisahoo76938 ай бұрын

    Achhanti gote gote stree loko Swami mananka upare chadhiki katha kuhanti gali debe katha kathare

  • @niharkantabehera9776
    @niharkantabehera9776 Жыл бұрын

    Bhauja ra chahani ta tike dekha.. Swami ku kanei kanei 🤣🤣🤣

  • @jayjackson2070
    @jayjackson20706 ай бұрын

    Sir Aapan mane kan samadhan karu chhan thi juadu bi mada au mada dekhuchan thi au kiche dekajau ne ki pelachua pai to rahe bari thhanta naa😅😅

  • @Rose-rl1qq
    @Rose-rl1qq Жыл бұрын

    Praye swamy bahare jadi ko para stree saange relation re thaye tahale siye sabu problem stree upare deba to pai mu baharku gali jadi same dinsa stree mane karibe swamy upare ragi para pua pakhaku jibe tahsle kahiba characterless boli yeh sabu hauchi nija bahana au khichi nahi para relation rakiba pai

  • @pintumahanty2656
    @pintumahanty2656 Жыл бұрын

    ସବୁ ମାଇକିନା ର ଭୁଲ୍ ଖରାପ ଅଛି

  • @crzrakesh5174
    @crzrakesh51749 ай бұрын

    je parjyanta tanka daba se jaen bhala paisa khatam bhala paiba khatam 😭

  • @pravasmohanty7206
    @pravasmohanty7206 Жыл бұрын

    Kahniki bartaman pila maa ku khoju nahanti

  • @minatisahoo5374
    @minatisahoo5374 Жыл бұрын

    Mihir bhai ra darkar thila athi

  • @livedforother
    @livedforother Жыл бұрын

    Stree loka jane gala loka nunhe

  • @susamasahu4914
    @susamasahu4914 Жыл бұрын

    Mitha mitha vauja prem mitha

  • @anantabehera3370
    @anantabehera3370 Жыл бұрын

    Soon rang talk

  • @chinkureddy7141
    @chinkureddy71419 ай бұрын

    Se stri ro bhul achi

  • @soujanyanayak419
    @soujanyanayak419 Жыл бұрын

    Aji ro trend ebe....Devar Bhabi ka rishta

  • @BipinKumar-ll3xe
    @BipinKumar-ll3xe Жыл бұрын

    Sri kite se jhia ku pachar

Келесі