Govt.is too poor to hire teachers ? | ଶିକ୍ଷକ ନାହାନ୍ତି ଜଗିବ କିଏ ? | The Quiver

ସରକାରୀ ସ୍କୁଲ, ଦଶଟି କ୍ଲାସ କିନ୍ତୁ ଶିକ୍ଷକ ସଂଖ୍ୟା ମାତ୍ର ୫ । କେମିତି ହେବ ପାଠପଢା ? ୨ ଟି ଶ୍ରେଣୀ ପାଇଁ ମାତ୍ର ଜଣେ ଶିକ୍ଷକ । ଅର୍ଥାତ ଏଠି ଅଧା ସମୟ ପିଲା ଖାଲି ବାସୁଛନ୍ତି ଓ ଶିକ୍ଷା ଦାନରୁ ବଞ୍ଚିତ ହେଉଛନ୍ତି । ଯାହାର ଚିତ୍ର ଆଜି ସାମ୍ନାକୁ ଆସିଛି । ଟିକିଏ ଅସାବଧାନତା ଯୋଗୁ ବିଷାକ୍ତ ଲୁଣ ଖାଇ ଅସୁସ୍ଥ ହୋଇଛନ୍ତି ଛାତ୍ର ଛାତ୍ରୀ । ଏଭଳି ଏକ ଘଟଣା ଆଜି ସାମ୍ନାକୁ ଆସିଛି ନୟାଗଡ ଜିଲ୍ଲାର ନୂଆଗାଁ ବ୍ଲକ ଅନ୍ତର୍ଗତ କାପ୍ତାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ । ଖବର ଅନୁସାରେ ଶିକ୍ଷକ ମାନେ ଅଷ୍ଟମ ନବମ ଓ ଦଶମ ଶ୍ରେଣୀରେ ପଢାଇବ ସମୟରେ , ପ୍ରଥମ , ଦ୍ୱିତୀୟ ଓ ତଡତୀୟ ଶ୍ରେଢଣୀର କୁନି ଛାତ୍ର ଛାତ୍ରୀ ମାନେ ଅଜାଣତରେ ଏଜ ଡବାରେ ଥିବା ଲୂନ ଖାଇଦେଇଥିଲେ । ଫଳରେ ଲୁଣ ଖାଇଥିବା ଛାତ୍ର ଛାତ୍ରୀ ମାନେ ଅସୁସ୍ତ ହୋଇଜିବାରୁ , ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକି ନିଆଯାଇଥିଲା । ଏବଂ ମେଡିକାଲରେ ଚିତ୍ସା ପରେ ସମସ୍ତ ଛାତ୍ର ଶାତ୍ରୀ ସୁସ୍ଥ ଥିବା ଜଣା ପଡିଛି । କିନ୍ତୁ ଚିନ୍ତାର ବିଷୟ ଯଦି କୌଣସି କାରଣରୁ କିଛିବି ଅଘଟଣ ଘଟି ଥାନ୍ତା କିମ୍ବା କୌଣସି ପିଲାଙ୍କର କିଛି ବି ହୋଇଥାନ୍ତା ତେବେ ସେଥିପାଇଁ ଦାୟୀ କିଏ ରହିଥାନ୍ତେ , ଶିକ୍ଷା ବିଭାଗ ନା ସ୍କୁଲର ଶିକ୍ଷକ ? ଅନ୍ୟ ପକ୍ଷରେ ଶିକ୍ଷା ବିଭାଗ ନିକଟରେ ଅଭିଭାବକ ମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସମସ୍ତ ଶିକ୍ଷକ ପଦବୀ ପୂରଣ କରିବାରେ ବିଫଳ ବିଭାଗ । ଏବେ ସରକାର ବଦଳିଛନ୍ତି , ନୂଆ ସରକାରଙ୍କ ପାଖରେ ଏହି ସମସ୍ୟା କେବେ ସମାଧାନ ହେଉଛି ତାକୁ ଅପେକ୍ଷା କରିଛନ୍ତି ଅଭିଭାବକ ଓ ଅଞ୍ଚଳ ବାସୀ । ଦେଖାଯାଉ ଶିକ୍ଷା ବିଭାଗ ଓ ଶିକ୍ଷା ମନ୍ତ୍ରୀ ଏନେଇ କଣ ପଦକ୍ଷପ ନେଉଛନ୍ତି ?
#thequiver #latest #updated #latestnewstoday #latestupdatetoday #latestodishanews #school #odisha_school_case #sarba_sikhya_abhijan #odishapolitics #politicalnews #rural #5tschool #mohanmajhi
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZread! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews

Пікірлер

    Келесі