Ei Matira Itihas || ବିଶର ମହାନ୍ତି || Bisara Mahanty || Radio Choklate ||

Ойын-сауық

ଶୁଣନ୍ତୁ ଜବନ କବଳରୁ ଜଗନ୍ନାଥଙ୍କୁ ଉଦ୍ଧାର କରିବା ପାଇଁ ବିଶର ମହାନ୍ତିଙ୍କ ଅସୀମ ଦୁଃସାହସର କାହାଣୀ.
ରଚନା - ଆର୍ତତ୍ରାଣ ଶତପଥୀ କଣ୍ଠ-ମୋହନ ମଜିଥୀଆ
Sound Packaging : Saumitri & Srikant
Link to download Radio choklate app : play.google.com/store/apps/de...
ଭାବ ଭକ୍ତି ଭରା ଭଜନ ଦେଖିବା ପାଇଁ ଏବଂ ଅନେକ ଆଧ୍ୟାତ୍ମିକ କଥା ଜାଣିବା ପାଇଁ ଆଜି ହିଁ subscribe କରନ୍ତୁ ନନ୍ଦିଘୋଷ You tube ଚ୍ୟାନେଲ • ପରମ ଭକ୍ତ ଦୀନବନ୍ଧୁ ଦାସ ...
Follow Radio Choklate:
Facebook: / choklate104
Twitter: / radiochoklate
LOVE STORY WITH RJ SANGRAM : • ଦାଦନର ପ୍ରେମକାହାଣୀ II L...
Kathatie with RJ Sangram : • GANTHI II Kathatie wit...
BHAYA : • BHAYA : Enter at your ...
Jibana ra kete Ranga : • Bou : Micro Story
#RadioChoklate

Пікірлер: 123

  • @rabindrakumarmohanty9415
    @rabindrakumarmohanty94152 жыл бұрын

    ତୋତେ ହିଁ ତୁହି ରଯାକର। ମୁଁ ଛାର ମଣିଷ ମାତର। ଯବନ ମାନେ ବାରମ୍ବାର ଜଗନ୍ନାଥ ମନ୍ଦିର ଆକ୍ରମଣ କରିଛନ୍ତି। ହେଲେ ଏ ଧର୍ମ ଏ ଜାତି ଆଜି ବିଜୟ ବାନା ଉଡାଉଛି। ପରବର୍ତ୍ତୀ ସମୟରେ ଯବନ ମାନକଂ ରକ୍ତ ରେ ହୋରି ଖେଳ କରି ଓଡିଶା ର ରାଜା ମାନେ ଗଙ୍ଗା ଠାରୁ ଗୋଦାବରୀ ଯାଏ ରାଜ୍ୟ ବିସ୍ତାର କରିଥିଲେ। ଏହା ହିଁ ଉତ୍କଳର ଗାରିମା ମଯ ଐତିହ୍ୟ।

  • @prakashpradhan4317

    @prakashpradhan4317

    Жыл бұрын

    ମୁକୁନ୍ଦ ଦେବଙ୍କ ପରେ ଓଡ଼ିଶାରେ କୋଉ ରାଜା ଆଉ ଥିଲେ ଯେ ସେ ଗଙ୍ଗାଠୁ ଗୋଜା କରୀ ଜୟକରିଥିଲେ ? ଇତିହାସ ଜ୍ଞାନ ଅଛିଟି ?

  • @kubernayak5737

    @kubernayak5737

    7 ай бұрын

    ଜୟ ଜଗନ୍ନାଥ 🙏🙏

  • @srijogendraacharya8356

    @srijogendraacharya8356

    Ай бұрын

    ଜୟ ଜଗନ୍ନାଥ

  • @pabitramohanta8964

    @pabitramohanta8964

    4 күн бұрын

    Joy jagnnath ❤🙏🙏🙏

  • @satyabratadash1586
    @satyabratadash15863 күн бұрын

    Jay Jagannath Swami 🌺🙏🌺

  • @Shri_krishna1818
    @Shri_krishna18189 күн бұрын

    ଧନ୍ୟ ପ୍ରଭୁ ତୁମେ ଧନ୍ୟ ତୁମ ଭକ୍ତ 🙏🏻 ଜୟ ଜଗନ୍ନାଥ ସ୍ୱାମୀ 🙏🏻🌹🙌🏻🙌🏻

  • @DAKOTA1940s
    @DAKOTA1940s2 жыл бұрын

    ଜୟ ଜଗନ୍ନାଥ🙏🏻🙂💚.....ହୃଦୟସ୍ପର୍ଶୀ ,ଶୁଣିବା ସମୟ ରେ ଲୋମ ଟାଙ୍କୁରି ଉଠିଲା ଓ ଆଖିରେ ଲୁହ ଆସିଗଲା 🙏🏻😥💚...ଧନ୍ୟ ସେ ଭକ୍ତ ଧନ୍ୟ ତା ଭାବ🙏🏻💚🙂...

  • @user-bl7pv5se7x
    @user-bl7pv5se7x11 сағат бұрын

    Jay jagannath 🙏🙏🙏🌺🌺🌹

  • @bipinamallik2803
    @bipinamallik28037 күн бұрын

    Jaya Sree Jagannatha Jaya Jara Mayare Deba Agochara, Kalapahahada Ketekamatara

  • @dhrutinayak
    @dhrutinayak Жыл бұрын

    Jai jagannath prabhu tume kete kasta paichha prabhu, tume hi saha bharassa 🙏🙏🙏

  • @rakeshdash6725
    @rakeshdash67252 жыл бұрын

    ହରେ କୃଷ୍ଣ ଭିଡିଓ ପ୍ରସ୍ତୁତ କରିଥିବା ସମସ୍ତ ଭାଇମାନଙ୍କୁ ଶତକୋଟି ପ୍ରଣାମ,ଜୟ ଜଗନ୍ନାଥ

  • @narayanmohanty4947
    @narayanmohanty49472 жыл бұрын

    ରାମ ଧନୁ କିଏ ଭାଙ୍ଗିଲା ଭଳି ଉପାଖ୍ୟାନ ବ୍ୟାଖ୍ୟା କରୁଛ ମୋ ଭାଇ ତମକୁ ଜୁହାର।

  • @beupdate7733
    @beupdate77332 жыл бұрын

    ଏହି ଭିଡିଓ ରେ ମିଲିୟନ view କାହିଁକି ନାହିଁ..? It deserves... ବୋଧହୁଏ ବିଶର ମହାନ୍ତି ଙ୍କ ଭଳି ଧର୍ଯ୍ୟ ଏଠି କାହାର ନାହିଁ...😘👍

  • @naturegamer3815
    @naturegamer38154 жыл бұрын

    jai jagannath

  • @Aadarsh_Vidyarthi

    @Aadarsh_Vidyarthi

    3 жыл бұрын

    ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️

  • @mantuphotography4080
    @mantuphotography40802 жыл бұрын

    Apankau ashes ashes Dhanyabada 🙏🙏🙏 Mo nija janama mati ra ithsha ku apna pani mu aji janiparilii

  • @kumudinidash1481
    @kumudinidash14812 жыл бұрын

    🚩जय महाप्रभु श्रीजगन्नाथ स्वामी🚩🌺🙏

  • @jeebanbarik5819
    @jeebanbarik5819 Жыл бұрын

    Jai Jagatsinghpur,Jai Jagannath

  • @pt.abhayakumartripathyshar3496
    @pt.abhayakumartripathyshar3496 Жыл бұрын

    ନବକଳେବର ହେଲାବେଳେ ବ୍ରହ୍ମଙ୍କୁ ଯେଉଁ ବ୍ୟକ୍ତି ନୂତନ ବିଗ୍ରହରେ ପ୍ରତିଷ୍ଠା କରିବେ ସେ ମହାପ୍ରଭୁଙ୍କ ଦ୍ୱାରା ଚୟନ ହୁଅନ୍ତି, ବୋଲି ଆମେ ଶୁଣିଛୁ l ବ୍ରହ୍ମଙ୍କୁ ଯେ ସ୍ପର୍ଶ କରିବେ ତାପରେ ତାଙ୍କର ମୃତ୍ୟୁ ହୁଏ l ଉପରୋକ୍ତ କଥାରୁ ଯାହା ଜଣାପଡିଲା ତାହା ସମ୍ପୂର୍ଣ୍ଣ ମିଥ୍ୟା....... ଜୟ ଜଗନ୍ନାଥ...... 🙏🏻🕉️

  • @sunomama2096
    @sunomama2096 Жыл бұрын

    Aama thakura ❤aama kanha aama jagganath 🎉

  • @asishkumardas2598
    @asishkumardas25984 ай бұрын

    ପୋଲସରା ବ୍ଲକ୍ ମଥୁରା ସ୍ଥିତ ହାତିବାରି ପାହାଡ ମାରଦା ମନ୍ଦିର ରେ ଶ୍ରୀ ଜୀଉ ମାନଙ୍କୁ ରଖା ଯାଇଥିଲା। ଏବେ ବି ଶୂନ୍ୟ ପିଣ୍ଡି ଓ ମନ୍ଦିର ଅକ୍ଷୁର୍ଣ୍ଣ ରହିଛି। ଏହି ସ୍ଥାନ ଶରଣ ଶ୍ରୀକ୍ଷେତ୍ର ନାମରେ ପରିଚତ

  • @Reenabehera0
    @Reenabehera0 Жыл бұрын

    Jay jagannath Jay jagannath Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏♥️♥️😭😭😭😭😭😭😭

  • @amazingarya193
    @amazingarya193 Жыл бұрын

    ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ। ବହୁତ କିଛି ଜାଣିଲି । ଜୟ ଜଗନ୍ନାଥ

  • @ranjankumarpatra2284
    @ranjankumarpatra228411 ай бұрын

    ପ୍ରଥମେ ବିଶରମାହାନ୍ତି ବ୍ରହ୍ମ ଙ୍କୁ ଆଣି କୁଜଙ୍ଗ ଗଡ଼ ରାଜାଙ୍କୁ ବ୍ରହ୍ମ ଦେଇଥିଲେ , କୁଜଙ୍ଗରେ ପ୍ରଭୁ ବହୁ ବର୍ଷ ରହି ପୂଜା ପାଇଲେ , ଏହାର ଖୋଜଖବର କାହାକୁ ଜଣା ନଥିଲା, ପ୍ରଭୁ ଗୁପ୍ତରେ ରହି ପୂଜା ପାଉଥିଲେ, ପରେ ପୁରୀକୁ ଅଣାଯାଇ ନବକଳେବର କରାଯାଇ ବିଗ୍ରହ ସ୍ଥାପନ ହୋଇ ରତ୍ନ ରତ୍ନ ସିଂହାସନ ରେ ପୂଜା ପାଇଲେ ଏହାହିଁ ସତ୍ୟ , ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁମେ 🙏

  • @charulata6741
    @charulata6741 Жыл бұрын

    Jay Jagannath Swami

  • @dibyaranjanpatra2994
    @dibyaranjanpatra2994 Жыл бұрын

    ସିଏ ମୋ ଜଗନ୍ନାଥ 😭😭❤️❤️

  • @prasannabehera7221
    @prasannabehera72212 жыл бұрын

    Jay Jagannath

  • @tapanbehera9006
    @tapanbehera90067 ай бұрын

    Srijukata Bisara mohanty ku koti koti pranam 🙏🙏🙏

  • @rakeshmahapatra7646
    @rakeshmahapatra76462 жыл бұрын

    Odisha has its own great history but it has no valuation in front of other states history because other state peoples try to make remember their history every one at any point but we Odisha people always try to show themselves in front of other as non odia and always talk on others history not on self Odisha history any way Praise to Great Soul Bisara Mohanty and Jai Jagannath

  • @ramachandrajayasingh1277

    @ramachandrajayasingh1277

    2 жыл бұрын

    L

  • @uttameducation7466

    @uttameducation7466

    Жыл бұрын

    Thik kahile

  • @jscreations3363
    @jscreations33633 жыл бұрын

    ଜୟ ଜଗନ୍ନାଥ

  • @Aadarsh_Vidyarthi

    @Aadarsh_Vidyarthi

    3 жыл бұрын

    ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️

  • @Srj117
    @Srj1172 жыл бұрын

    ଜୟ ଜଗନ୍ନାଥ 🙏🙏🙏🙏

  • @mahabirpadhi7629
    @mahabirpadhi7629 Жыл бұрын

    Se bisara Mahanti hi Jagannath kun Rupa. Taku o Prabhu Jagannath Nath kun mora koti koti pranam

  • @pritimusic3690
    @pritimusic36902 жыл бұрын

    Jaga pain jibana chaligale v chinta nahi......jai jagannath swamy 🙏😭😭😭

  • @panchananbehera6434
    @panchananbehera64342 жыл бұрын

    miraculous achievement of Bisara Mohanty. Everyone has no idea about this . Now who are their offsprings in Odisha .

  • @jitendrapallai8085
    @jitendrapallai8085 Жыл бұрын

    Jay jaganath swaami nayana patha gaami bhaba tume 🙏🙏🙏🙏🙏

  • @kabudas8617
    @kabudas86174 жыл бұрын

    ଖୁବ୍ ସୁନ୍ଦର

  • @Aadarsh_Vidyarthi

    @Aadarsh_Vidyarthi

    3 жыл бұрын

    ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️

  • @gopabandhubariha9783
    @gopabandhubariha97832 жыл бұрын

    ଜୟ ଜଗନ୍ନାଥ ସ୍ୱାମୀ

  • @Aadarsh_Vidyarthi
    @Aadarsh_Vidyarthi3 жыл бұрын

    ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️

  • @Lina-Lisacreation
    @Lina-Lisacreation Жыл бұрын

    Jay jagannath 🙏🏻🙏🏻🙏🏻⭕❗⭕mo kalia

  • @gyanendrabiswal2169
    @gyanendrabiswal2169 Жыл бұрын

    Jay Jagannath swami,nayana pathagami vaba tume vaba tume...

  • @basantabhaibms3913
    @basantabhaibms391321 күн бұрын

    ଧନ୍ୟବାଦ

  • @debasishmohanty1226
    @debasishmohanty1226 Жыл бұрын

    Bisara mohanty prabhu nkra bhakta

  • @Bharat-INDIA29
    @Bharat-INDIA29 Жыл бұрын

    ଏହି channel ଗୋଟେ podcast channel ଖୋଲିବା କଥା, ବହୁତ୍ ସୁନ୍ଦର୍ ଲାଗୁଛି

  • @prabhatprankforodisha9733
    @prabhatprankforodisha97334 жыл бұрын

    ଲକ୍ ଡାଉନ୍ ରେ ଗୋଟେ କାହାଣୀ ଟି କହିପାରିଵି

  • @Aadarsh_Vidyarthi

    @Aadarsh_Vidyarthi

    3 жыл бұрын

    ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️

  • @whatisthis1900
    @whatisthis19003 жыл бұрын

    chamatkar

  • @subashmishra5616
    @subashmishra56162 жыл бұрын

    ବିଶର ମହାନ୍ତି ବିଶ୍ୱସୂନ୍ଦର୍ ମହାପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଅଲୌକିକ ଶକ୍ତି ବ୍ରହ୍ମ କୌଶଳରେ ଜୀବନ ପାଣି ଛଡ଼ାଇ ଆଣିପାରିଥିଲେ ବ୍ରହ୍ମ ସତ୍ତା କୁ ଧରା ଧାମ ଉତ୍କଳର ପ୍ରଣପ୍ରୀୟ ସ୍ପନ୍ଦନ ଇତିହାସ ନୀରବ କାହିଁକି । ଓଡ଼ିଆ ଜାତିର ଗର୍ବ ଗୌରବ ଇତିହାସ ରଚିଲେ ଜଗନ୍ନାଥ ପ୍ରେମୀ ଅମର ଆତ୍ମା ବିଶର୍ ମହାନ୍ତି ଯବନ ହସ୍ତରୁ ମୁକୁଲାଇଲେ ପରମ ବ୍ରହ୍ମ ପରମାତ୍ମା ଜଗନ୍ନାଥ । ବିଶର ମହାନ୍ତି ଅଦ୍ଭୁତ ଆଜ୍ଞତ ସାଧାରଣ ମଣିଷ ଟିଏ ଉତ୍କଳ ଜାତୀୟ ଜୀବନର ରହସ୍ୟ ବ୍ରହ୍ମ ଦାରୁ ଉଦ୍ଧାର କରି ଅମର ଚୀର ଶାଶ୍ଵତ। ଜୟ ଜଗନ୍ନାଥ

  • @jagannathkrupa9310

    @jagannathkrupa9310

    2 жыл бұрын

    setebele kn sabu utkal basi chahinthile se kalapahada ku roki parinathante

  • @niranjansahoo8288
    @niranjansahoo82887 ай бұрын

    Great story of bisara mohanty

  • @manaswinidas8260
    @manaswinidas8260 Жыл бұрын

    Om Shri Jagannathaya namoh🙏🌹

  • @rakeshjena2776
    @rakeshjena2776 Жыл бұрын

    Jaya jagannth

  • @maa__ki__parry__manusi9867
    @maa__ki__parry__manusi9867 Жыл бұрын

    🙏🙏🙏🙏🙏🙏jay jagannatha

  • @sujatapanda9240
    @sujatapanda92402 жыл бұрын

    Nice video jayajagarnathswami Naynapath game bhaba tume

  • @user-mc7hj4up4k
    @user-mc7hj4up4k17 күн бұрын

    Ekatha suni bahut kasta laguchhi Jay Jagannath

  • @birabhadraparidaparida3270
    @birabhadraparidaparida3270 Жыл бұрын

    Jay jaganath 🙏🙏🙏

  • @pradipkumardasdas7184
    @pradipkumardasdas7184 Жыл бұрын

    Jay shree Jagannath 🙏

  • @pratimajena1167
    @pratimajena1167 Жыл бұрын

    Jay Jagannath ❤❤

  • @user-lb4bj8yc6f
    @user-lb4bj8yc6f Жыл бұрын

    ଜୟ ଜଗନ୍ନାଥ 🙏

  • @Manoj.1989
    @Manoj.19892 жыл бұрын

    Jai jagannath swami 🙏🙏🙏🙏🚩🚩🚩🚩🚩

  • @jaynayak2011
    @jaynayak20112 жыл бұрын

    Jay jagannath Jay jagannath Jay jagannath

  • @manashpalai5238
    @manashpalai5238 Жыл бұрын

    Jay shree Jagannath mahaprabhu 😭🙏

  • @pradhan3056
    @pradhan3056 Жыл бұрын

    Very nice. Ganga ra srota Odisha re ?

  • @khandayat1Ruler
    @khandayat1Ruler2 жыл бұрын

    Jay khandayath jay jaganath🚩🚩🚩

  • @ajitkumarpatra8483
    @ajitkumarpatra84832 жыл бұрын

    Jay jagannatha 🙏

  • @chitaranjansahoo9939
    @chitaranjansahoo99393 жыл бұрын

    Mahaprabhu dhanya tumar lila Prati janmre moar mati dande nchhadu tumbh bhakti🙏🙏🙏

  • @Aadarsh_Vidyarthi

    @Aadarsh_Vidyarthi

    3 жыл бұрын

    ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️

  • @manineemishra9694
    @manineemishra9694 Жыл бұрын

    Ahi story ku syllabus re include kariba katha.. Kala pahada ra story au b bht kichi .. Future generations bht kichi jnibaku paibe..

  • @Bhairavism808
    @Bhairavism8082 жыл бұрын

    🙏jai jagannath 🙏

  • @manasamuduli5017
    @manasamuduli50173 жыл бұрын

    jai jagannatha....

  • @niranjanrout5025
    @niranjanrout5025 Жыл бұрын

    ସେ କଳାପାହାଡ଼ ର ଭାଗ୍ୟ ଭଲ ଥିଲା କି ମୁଁ ସେତେ ବେଳେ ଜନ୍ମ ହୋଇ ନଥିଲି ...... ତାର ଜୀବନ ନେଇ ଯାଇଥାନ୍ତି 🙏🙏🙏🙏 JAY JAGANNATH 🙏 🙏🙏

  • @user-sq1lw2eo1y
    @user-sq1lw2eo1y4 ай бұрын

    Jaí,jagannath

  • @susantain
    @susantain2 жыл бұрын

    Jai jagannath 🙏🙏🙏

  • @pramilapani9960
    @pramilapani99602 жыл бұрын

    JAY JAGANNATH🙏❤🙏❤

  • @hareshkumarpatel4586
    @hareshkumarpatel45862 жыл бұрын

    ସତରେ ଇତିହାସ ନା କିମ୍ବଦନ୍ତୀ

  • @Daibishakti

    @Daibishakti

    Жыл бұрын

    ଇତିହାସ । କିମ୍ବଦନ୍ତୀ ନୁହେଁ

  • @rudradetyarudra5818
    @rudradetyarudra58183 жыл бұрын

    Jay Jagannath 🙏 🙏🙏

  • @debasishmohanty1226
    @debasishmohanty1226 Жыл бұрын

    Se ta hauchi tar icha sethipain se brahamanda thakura sabu icha tankara

  • @prakashpradhan4317
    @prakashpradhan4317 Жыл бұрын

    ଗୋଟିଏ ଶବ୍ଦରେ କହିଲେ ,ଏହା ଅନ୍ଧତ୍ୱ ଛଡ଼ା ଆଉ କିଛି ନୁହେଁ।

  • @mousumimaharana6909

    @mousumimaharana6909

    Жыл бұрын

    Tu ethiku b paleiasilu negative comment deba pain

  • @prakashpradhan4317

    @prakashpradhan4317

    Жыл бұрын

    @@mousumimaharana6909 ନେଗେଟିଭ ଖବରକୁ କଣ ପଜିଟିଭ୍ କହିହେବ ଭାଇ ? ଖାଲି ଭାଣ୍ଡା ମି ।

  • @GirishParida-pq3ws

    @GirishParida-pq3ws

    Ай бұрын

    Right 🤣​@@mousumimaharana6909

  • @tanmaytapas1768
    @tanmaytapas1768 Жыл бұрын

    Speed 1.25 kar ke suno.

  • @ajitpanda27
    @ajitpanda2712 күн бұрын

    The meaning of word Asmita was not known to our forefathers n kalachand fulked them like anything. Now, after centuries in circa 2024 odia pelei pua's understanding it.

  • @susantamahunta5286
    @susantamahunta52862 жыл бұрын

    Bhai bisara mohanti vdo Banantu

  • @niranjanmohanty6543
    @niranjanmohanty65433 жыл бұрын

    Jay Jagannath 🙏🙏🙏🌺 ଆହୁରି ଅଲଗା ଅଲଗା ଇତିହାସ ଭିଡିଓ ପୋଷ୍ଟ କରନ୍ତୁ

  • @Aadarsh_Vidyarthi

    @Aadarsh_Vidyarthi

    3 жыл бұрын

    ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️

  • @nirajanadas1565
    @nirajanadas15657 ай бұрын

    Jay Jagannath ,ati sundar film tie ama thakura nka upare asu..gote odiya rea seyi guhari

  • @rasmitasamal1810
    @rasmitasamal18102 жыл бұрын

    Odia nku kana nija veera itihasa ra gouraba gatha bhala laguni? marta 478 likes!!!!!

  • @techconcepts4you850
    @techconcepts4you8502 жыл бұрын

    Who is the singer of initial song. Excellent

  • @ashismohapatra9159
    @ashismohapatra9159 Жыл бұрын

    ବିସର ମହାନ୍ତି ଓଡିଶାରୁ ଗଙ୍ଗା ନଦୀ କୂଳକୁ କିପରି ଯାଇଥିଲା???ଉତ୍ତର ଦେବେ

  • @prabhatprankforodisha9733
    @prabhatprankforodisha97334 жыл бұрын

    ପୁଅ ଯାଇଛି ବାହାରି ଦେଶ କୋରନା ଭୟରେ ଆସି ପାରୁନି ମାଁ ଦୁଃଖ ରେ କାନ୍ଦୁଛନ୍ତି ମାଁ କୁ କହୁଛନ୍ତି ପୁଅ ମାଁ ମୁଁ ଜଲ୍ଦୀ ଆସି ବି। ପୁଅ କହୁନି ମୋତେ କୋରନା ହୋଇଛି। ବୋଲି ପୁଅ ଯଦି କହିଦବ ମାଁ ବହୁତ୍ କାନ୍ଦିବ

  • @tularampradhani2633
    @tularampradhani2633 Жыл бұрын

    Bujhi hau ni kana kahucha

  • @mohapatraful
    @mohapatraful Жыл бұрын

    Had our ancestors able to protect hindukush so there might be no Muslim invasion and all would be hindu this things would have not written in history of India

  • @ajitpanda27
    @ajitpanda2712 күн бұрын

    Odia Asmita perhaps a forgone folklore at that time. Few Gujaratis came and inculcated that word in our mind. We stupids.....lol. can any intellectual translate the exact meaning of Asmita into English.

  • @rudradetyarudra5818
    @rudradetyarudra58183 жыл бұрын

    Kaheki bi story kahe padelani kichi Katha huata apana janinatheba

  • @Aadarsh_Vidyarthi

    @Aadarsh_Vidyarthi

    3 жыл бұрын

    ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️

  • @rudradetyarudra5818
    @rudradetyarudra58183 жыл бұрын

    Kathare bahuthu bhul rahechi

  • @rudradetyarudra5818
    @rudradetyarudra58183 жыл бұрын

    Pura Rong story

  • @srijogendraacharya8356
    @srijogendraacharya8356Ай бұрын

    ଜୟ ଜଗନ୍ନାଥ

  • @anilkumarbehera4950
    @anilkumarbehera495011 ай бұрын

    ଜୟ ଜଗନ୍ନାଥ 🙏🙏🙏🙏

  • @pranatimallik3835
    @pranatimallik3835 Жыл бұрын

    Jay Jagannath

  • @rajendrrana2838
    @rajendrrana28382 жыл бұрын

    Jai jagannath

  • @rabinarayan8882
    @rabinarayan88823 жыл бұрын

    Jaya Jagannath, 🙏🚩

  • @Aadarsh_Vidyarthi

    @Aadarsh_Vidyarthi

    3 жыл бұрын

    ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️

  • @manojsahoo4755
    @manojsahoo47554 жыл бұрын

    ଜୟ ଜଗନ୍ନାଥ

  • @Aadarsh_Vidyarthi

    @Aadarsh_Vidyarthi

    3 жыл бұрын

    ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️

  • @balaramsamal3392
    @balaramsamal3392 Жыл бұрын

    Jay jagannath

  • @latakanhar7358
    @latakanhar7358 Жыл бұрын

    Jay jagannath

  • @pratapchhotaray7984
    @pratapchhotaray79844 жыл бұрын

    Jay jagannath

  • @nirmalsahoo5052
    @nirmalsahoo50522 жыл бұрын

    Jay jagannath

  • @satyachintan5804
    @satyachintan58043 жыл бұрын

    ଜୟ ଜଗନ୍ନାଥ

  • @Aadarsh_Vidyarthi

    @Aadarsh_Vidyarthi

    3 жыл бұрын

    ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️

  • @pratimapaikaray7112
    @pratimapaikaray71122 жыл бұрын

    Jay jagannath

  • @kamaldibyajyotibiswal5254
    @kamaldibyajyotibiswal52542 жыл бұрын

    Jay jagannath

  • @sanjaysahoo2060
    @sanjaysahoo20604 жыл бұрын

    Jay Jagannath

  • @blackheart5350
    @blackheart53502 жыл бұрын

    Jay Jagannath

Келесі