Ei Matira Itihas || ସେବକ ଚାଖି ଖୁଣ୍ଟିଆ || Sebaka Chakhi Khuntia || Radio Choklate ||
Ойын-сауық
ପ୍ରଭୁ ଜଗନ୍ନାଥଙ୍କ ଅଙ୍ଗଲାଗି ସେବକ ଚାଖି ଖୁଣ୍ଟିଆଙ୍କ କାହାଣୀ .
ରଚନା - ଆର୍ତତ୍ରାଣ ଶତପଥୀ କଣ୍ଠ-ମୋହନ ମଜିଥୀଆ
Sound Packaging : Saumitri & Srikant
Link to download Radio choklate app : play.google.com/store/apps/de...
ଭାବ ଭକ୍ତି ଭରା ଭଜନ ଦେଖିବା ପାଇଁ ଏବଂ ଅନେକ ଆଧ୍ୟାତ୍ମିକ କଥା ଜାଣିବା ପାଇଁ ଆଜି ହିଁ subscribe କରନ୍ତୁ ନନ୍ଦିଘୋଷ You tube ଚ୍ୟାନେଲ • ପରମ ଭକ୍ତ ଦୀନବନ୍ଧୁ ଦାସ ...
Follow Radio Choklate:
Facebook: / choklate104
Twitter: / radiochoklate
LOVE STORY WITH RJ SANGRAM : • ଦାଦନର ପ୍ରେମକାହାଣୀ II L...
Kathatie with RJ Sangram : • GANTHI II Kathatie wit...
BHAYA : • BHAYA : Enter at your ...
Jibana ra kete Ranga : • Bou : Micro Story
#RadioChoklate
Пікірлер: 31
ଚନ୍ଦନ ହଜୁରୀ ଅଦ୍ୟମ ସାହସ ର ପରାକାଷ୍ଠା ଦେଖାଇ ଥିଲେ।ଓଡିଶା ରୁ ଝାନ୍ସୀ ରେ ଯାଇ ସେ ଇଂରେଜ ମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଥିଲେ। ଓଡିଶା ର ଏ ବୀର ସିଂହ କୁ ଓଡିଶା ବାସୀ କେବେ ବି ଭୁଲି ପାରିବେନାହି। ଜଗନ୍ନାଥ କଂ ପାଖରେ ତାକଂର ଅସୀମ ଭକ୍ତି ଥିଲା ତାକଂ ଲିଖିତ ଜଣାଣ ଚକାନଯନ କୁ ପତିତ କେହି। ଥକାଇ ଖର ନିଶ୍ବାସ ପକାଇ। ଆଜି ଜନମାନସ ରେ ଉନ୍ମାଦନା ସୃଷ୍ଟି କରୁଛି।
Shahasra pranam 🙏🙏🙏
ଦେଶ୍ ପ୍ରେମୀ ଚାଖି ଖୁଣ୍ଟିଆ ଅମର୍ ରହେ ।ଅଲେଖ ମହିମା ଧ୍ବନିରେ କମ୍ପି ଯାଉ
Great effort. May Lord Jaganath bless ur effort to regain the Glory of our Odia we Who are in Comma now....Odia.....a great , glorious race are now afraid of a Passing Cat. Let Our Pansakha Reborn. Let Fakir Mohan , Gopabandhu take Rebirth to the Lion again.....
ବନ୍ଦେ ଉତ୍କଳ ଜନନୀ ❤
ଚମତ୍କାର ଅଲେଖ ମହିମା ଶରଣ
Koti koti pranam 🙏🙏🙏🙏🙏🙏🙏❤️❤️❤️❤️
ଆମ ଓଡ଼ିଶା ମହାନ୍
Jay Jagannath 🙏🇮🇳🙏👍👍👍
ରାଣୀ ଲକ୍ଷ୍ମୀବାଇଙ୍କ ଉପରେ ଅଧିକ ଆଲୋଚନା କରିଛନ୍ତି . ଚାଖି ଖୁଣ୍ଟିଆଙ୍କ ସମ୍ପର୍କରେ ଖୁବ କମ ତଥ୍ୟ ପ୍ରଦାନ କରିଛନ୍ତି......
I Love you history very nice Video Jay bharat
Great effort by radio chocolate. I request this channel to restart all the programmes .. detective Arjun ..horror story etc
Super
Jay jagannath Jay jagannath Jay jagannath 🙏🙏🙏🙏🙏🙏♥️♥️😭😭😭😭😭😭
Odisha r etihasa episode karantu
ମହାଶୟ ଆପଣଙ୍କୁ ମୋର ପ୍ରଣାମ ଋଖି ଖୁଟିଆ କୌ ଉ ରାଜ୍ୟର କୋଉ ରାଜାଙ୍କର କର୍ମଚାରି କିଛି ନାହିଁ ଯାତ୍ରା ଡlଇଲଗ ପରି କହୁ ଛନ୍ତି
ଜୟ ଜଗନ୍ନାଥ ସ୍ଵାମୀ ମହାପ୍ରଭୁ 🔴‼️🔴
Opening very nice song, jabardast "Jay jagannath" 🙏🙏
ଜୟ ଖଣ୍ଡାୟତ
Jay.Jaganatha
Thanks for this presentation
Detective Arjun Banantu Sir Plese
Brilliant voice
Ate sena anile kouthu angrej mane kichi desa drohi hi thile je Akhanda bharata ku bhangu thile 🙏
Sir please kalapad story upload karantu
Jay.jagannath
Jaga odia jaga..kick out outsider like England and Afghanistan people
@bibhuranjanbiswal6575
Жыл бұрын
Now love jehad
Ke bhasa eita hidia naa odia
ଭାଇ ଆପଣଙ୍କ କଣ୍ଠ ସ୍ବର ବହୁତ ଭଲ ଆପଣ ଉତ୍କଳ ର ଅତୀତ ଇତହାସ ଆହୁରି ସୁଣାନ୍ତୁ
ବନ୍ଦେ ଉତ୍କଳ ଜନନୀ ❤