Don't give wrong information Sambit Babu: Srikant Jena || ONA KHABAR ||

#congress #bjp #bjd #bjpodisha #bjdodisha #onakhabar
Don't give wrong information Sambit Babu: Srikant Jena
About Channel:
Ona Khabar is Odisha's One advanced Odia News channel. Ona Khabar News Channel Covers The Latest News, Breaking News, Politics, Entertainment News, Business News, and Sports News. Stay tuned for all the News in Odia.
ଚ୍ୟାନେଲ୍ ବିଷୟରେ....
ଓଏନ୍‌ଏ ଖବର ହେଉଛି ଓଡ଼ିଶାର ଏକ ପ୍ରମୁଖ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଓଏନ୍‌ଏ ଖବରରେ ସର୍ବଶେଷ ସମ୍ବାଦ, ବ୍ରେକିଂ ନ୍ୟୁଜ୍‌, ରାଜନୀତି, ମନୋରଞ୍ଜନ, ବ୍ୟବସାୟ ଏବଂ କ୍ରୀଡ଼ା ପ୍ରଭୃତି ଖବର ଓଡ଼ିଆରେ ପ୍ରଶାରଣ କରାଯାଇଥାଏ ।
Odisha News Agency is a digital media house, streaming and broadcasting from Bhubaneswar, Odisha.
For the latest Odisha News:
Visit our Website: onakhabar.com
Twitter: / onakhabar
Facebook: / onakhabara

Пікірлер: 169

  • @swagatikabahalia798
    @swagatikabahalia7985 күн бұрын

    ଲୋକସଭାରେ ଏ କଥା ଆଲୋଚନା ନିହାତି ଦରକାର ଓଡ଼ିଶାରେ ଜାତି ପ୍ରଥା ଅଛି

  • @nirmalmallickmallick6210
    @nirmalmallickmallick62106 күн бұрын

    ଅପଣଂକୁ ଅଶେଷ ଧନ୍ୟବାଦ, ସାର ଆପଣଙ୍କ ଶାଣିତ ସ୍ୱର ଏ ସମାଜକୁ ଦିଗଦର୍ଶନ ଦେବ l

  • @ShukruDalabehera
    @ShukruDalabehera4 күн бұрын

    ଓଡିଶାରେ ଜାତିପ୍ରଥା ଅଛି,

  • @pprs58
    @pprs586 күн бұрын

    ପ୍ରାୟତଃ ଅର୍ଦ୍ଧ ଶିକ୍ଷିତଙ୍କ ଦଳ ବିଜେପି। ଏମାନଙ୍କ ଠାରୁ କଣ ଆଉ ଆଶା କରାଯାଇ ପାରିବ। ଏମାନେ ତ ନିଜେ ବିଭ୍ରାନ୍ତ ଦେଶସାରା ମଧ୍ୟ ଏମାନେ ବିଭ୍ରାନ୍ତ କରି ସାରିଲେଣି।

  • @pradeepjena3595

    @pradeepjena3595

    4 күн бұрын

    Absolutely rightly said bro

  • @dilliptripathy8813
    @dilliptripathy88135 күн бұрын

    ମହା ଗାଲୁଆ ପାର୍ଟି ହେଉଛି ବିଜେପି ତଳୁ ଠାରୁ ଉପର ପର୍ୟ୍ଯନ୍ତ ସବୁ...

  • @user-mh4oj9bw7c
    @user-mh4oj9bw7c6 күн бұрын

    All right sir 👍👍👍👍👍👍

  • @saratjena442
    @saratjena4426 күн бұрын

    Thank you sir. Sei mananka pain aaji ei byabastha ra abastha.

  • @renupravamohapatra1036
    @renupravamohapatra10365 күн бұрын

    Explanation is correct.

  • @samsondigal8451
    @samsondigal84515 күн бұрын

    Thank you sir

  • @pratiharpradhan1305
    @pratiharpradhan13056 күн бұрын

    ସମ୍ବିତପାତ୍ର ଜଣେ ପାଗଳ

  • @DrAnshu-uz3gc

    @DrAnshu-uz3gc

    4 күн бұрын

    Ocid pagla

  • @AnjanaBehura
    @AnjanaBehura6 күн бұрын

    Right Sir

  • @gurucharanmohapatra4508
    @gurucharanmohapatra45086 күн бұрын

    Most beautiful analysis and presentation of Sri srikanta jena before the media to the public in a very Very big way 🎉🎉.thanks sir ,for clear and truthful presentation in a systematic way 😊

  • @jitendrasahu-sm6xm
    @jitendrasahu-sm6xm6 күн бұрын

    Right

  • @babinanaik2122
    @babinanaik21226 күн бұрын

    This much authenticity we need as a ppl of Odisha i hope Sambit Patra seeing this interview.

  • @rajaashoksamrat417
    @rajaashoksamrat4174 күн бұрын

    ପ୍ରଥମେ ମନ୍ଦିରରେ ବ୍ରାହ୍ମଣ ଅଛନ୍ତି ଲୋକେ ପୁଜା ପାଠରେ ଜାତି ଖୋଜୁଛନ୍ତି

  • @prasantajena5782
    @prasantajena57825 күн бұрын

    ସମ୍ବିତ ପାତ୍ର କଣ ଜଣେ ଐତିହାସିକ କି ୟୁପି ସ୍କୁଲରେ ପାଠ ପଢାନ୍ତୁ

  • @utkalachintana.5566
    @utkalachintana.5566Күн бұрын

    ଆପଣ please parliamentରେ ଏ କଥା କହିବା ଉଚିତ୍

  • @indumatirath9573
    @indumatirath95736 күн бұрын

    Sambit patra always utters meaningless version n baseless language to come to front himself An egoistic. Person

  • @baishnabcharansahoo9119
    @baishnabcharansahoo91196 күн бұрын

    ଶ୍ରୀକାନ୍ତ ଜେନା ଠିକ କହୁଛନ୍ତି।ଯଦି ଭାରତରେ ଜାତିପ୍ରଥା ନାହିଁ ସମ୍ବିତ ନାମ ଆଗରେ ପାତ୍ର ଲେଖିବା କଣ ଦରକାର?ମନ୍ଦିର ରେ ମଧ୍ୟ ଭୀଷଣ ଜାତିପ୍ରଥା ଥିବାରୁ ପୂର୍ବ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଙ୍କୁ ମଧ୍ୟ ମନ୍ଦିର ଭିତରକୁ ପ୍ରବେଶ ନିଷେଧ ଥିଲା।ରବୀନ୍ଦ୍ରନାଥ ଟାଗୋର ଓ ମୋହନ ଦାସ ଗାନ୍ଧୀ ଏହା ବହୁତ ପୁରୁଣା ବିଷୟ ଅଟେ।ଭାରତରେ ଯଦି ଡାକ୍ତର ବାବା ସାହେବ ଆମ୍ବେଦକର ଜନ୍ମ ଗ୍ରହଣ କରି ନଥାନ୍ତେ,ତାହାହେଲେ ଆଦିବାସୀ,ଦଳିତ,ପଛୁଆବର୍ଗ ବର୍ତ୍ତମାନ ସୁଦ୍ଧା ମୁହଁ ରେ ହାଣ୍ଡି ଓ ପଛରେ ପହଁରା ବାନ୍ଧି ଆଜି ମଧ୍ୟ ଜୀବନ ଯାପନ କରୁ ଥାନ୍ତେ।ଆଉ ଏକ ଆଶ୍ଚର୍ଯ୍ୟ ର କଥା ଆଜି ପୁରା ଭାରତରେ ଯେଉଁ ବର୍ଣ୍ଣ ବ୍ୟବସ୍ଥା ରହିଛି ଯେପରିକି ବ୍ରାହ୍ମଣ,କ୍ଷତ୍ରିୟ, ବୈଶ୍ୟ,ସୁଦ୍ର।ଉକ୍ତ ଚାରି ବର୍ଣ୍ଣ ବ୍ୟବସ୍ଥା ମଧ୍ୟ ରୁ ହିନ୍ଦୁ କେଉଁ ମାନେ? କାରଣ ଉକ୍ତ ଚାରି ବର୍ଣ୍ଣ ଜଗନ୍ନାଥଙ୍କ ମନ୍ଦିରରେ ପ୍ରବେଶ କରନ୍ତି।ତେଣୁ ଯଦି ଚାରି ବର୍ଣ୍ଣ ହିନ୍ଦୁ,ତାହାହେଲେ ଏହି ହିନ୍ଦୁ ମାନଙ୍କ ମଧ୍ୟରେ ସାମାଜିକ ରୂପେ ପୁଅ,ଝିଅ ମାନଙ୍କର ବାହାଘର ପାଇଁ ଅନୁମତି କେବେ ଓ କିଏ ପ୍ରଦାନ କରି ପାରିବେ? ଏବଂ ଦୁଖ ର ବିଷୟ ଯେ ଏ ଜାତିବାଦ ଭାରତରେ ଅନେକ ପୂର୍ବରୁ ପ୍ରଚଳିତ,ଯାହାର ଜ୍ୱଳନ୍ତ ଉଦାହରଣ ଦାସିଆ ବାଉରୀ ଓ ବନ୍ଧୁ ମହାନ୍ତି।କଣ ଏମାନେ ହିନ୍ଦୁ ନ ଥିଲେ?

  • @BasantaNayak-ki5wd

    @BasantaNayak-ki5wd

    6 күн бұрын

    @@baishnabcharansahoo9119 Semananka jukti anujae, Katha godika thik O khub khatiba ni ki ?

  • @BasantaNayak-ki5wd

    @BasantaNayak-ki5wd

    6 күн бұрын

    @@baishnabcharansahoo9119 se prakrutare Vedanta dharma kuhajiba

  • @suryakantarath2537

    @suryakantarath2537

    4 күн бұрын

    Sri Mandir is open to all Hindus. Former President, Ramanath Kovinda is a Hindu. It is clearly a misleading comment.

  • @baishnabcharansahoo9119

    @baishnabcharansahoo9119

    4 күн бұрын

    @@suryakantarath2537 Sir what about Dasia Bauri?He was not Hindu?

  • @ranjankumarmalla8406
    @ranjankumarmalla84065 күн бұрын

    ଅଯଥା ପ୍ରବଚନ। ଦଲିତ୍ ନୁହେଁ ଦଳିତ।

  • @pratimamallick1837
    @pratimamallick18373 күн бұрын

    Thanks sir exposing the reality

  • @user-gk2uo1pb5e
    @user-gk2uo1pb5eКүн бұрын

    Sir you are absolutely right 👍👍👍👍

  • @Abhimanyu-nu6vq
    @Abhimanyu-nu6vq2 күн бұрын

    Sreekant babu is a great🎉

  • @dillipkumarmallick6269
    @dillipkumarmallick62695 күн бұрын

    ସବୁ କଂଗ୍ରେସ ସମୟ ର କଥା କହୁଛନ୍ତି

  • @mahendrabagh3042
    @mahendrabagh30426 күн бұрын

    Very nice

  • @nandakishorepatra6260
    @nandakishorepatra62606 күн бұрын

    Thank you for this video, please share it properly

  • @goutamdhal3160
    @goutamdhal31606 күн бұрын

    କଥାରେ ଅଛି ପୁରୀ ରେ ଜାତି ନାହିଁ କଲି କତା ରେ ରାତି ନାହିଁ

  • @abhijitswain8381
    @abhijitswain83815 күн бұрын

    Ryt

  • @JanardhanMandal-n4f
    @JanardhanMandal-n4f6 күн бұрын

    ଯିଏ ଜାତି ପ୍ରଥା ପାଳନ କରନ୍ତି ସେମାନଙ୍କ ପାଖରେ ମାନବିକତା ନାହିଁ. ସେମାନେ ସବୁ ସ୍ୱାର୍ଥପର ମନଭାବ ଅଟନ୍ତି

  • @debadatabiswaranjanmishra
    @debadatabiswaranjanmishra6 күн бұрын

    Very good analysis.

  • @judhistirdas1763
    @judhistirdas17636 күн бұрын

    We have faith on Lord Jagannath but not on brahmanbad. Thanks.

  • @kishorebarik1079
    @kishorebarik10794 күн бұрын

    Informative

  • @banchhadash2344
    @banchhadash23445 күн бұрын

    ଆପଣା ଆଜିର କଥା କୁହନ୍ତୁ,ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥାରେ ଆଜି କିନ୍ତୁ ପ୍ରାୟ ଜାତି ପ୍ରଥା ପୁରୀ ରେ ନାହିଁ,ପଥର ରେ ଖୋଡା ହୋଇଥିଲା କେବେ? ସେତେବେଳେ ଯାହା ପ୍ରଥା ଥିଲା ସେତେବେଳେ ତାହା ଲେଖା ଯାଇ ଥାଇ ପାରେ,ଆପଣଙ୍କ ଭଳି କିଛି ଲୋକଙ୍କ ପାଇଁ ପ୍ରତ୍ୟେକ ବିଷୟ କୁ ଜିରା ରୁ ଶିରା କାଢି ସମାଜକୁ ବିଭ୍ରାନ୍ତ କରନ୍ତି,ଆଜିର ଜଗତୀକରଣ କଥା କୁହନ୍ତୁ,ଜଗନ୍ନାଥ ଙ୍କୁ ବିବାଦୀୟ କରନ୍ତୁ ନାହିଁ ଦୟା କରି

  • @vladimirputin6530
    @vladimirputin65304 күн бұрын

    ଜାତି ପ୍ରଥା ରହିବା ଆବଶ୍ୟକ ନହେଲେ ବର୍ଣ୍ଣସଂକର କଣ ରାସ୍ତାରେ ବୁଲିବେ ??

  • @odiashorts7873
    @odiashorts78734 күн бұрын

    Next cm ଶ୍ରୀକାନ୍ତ ଜେନା

  • @pradeepjena3595
    @pradeepjena35954 күн бұрын

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩ଶ୍ରୀକାନ୍ତ ଜେନା ଜଣେ ଉଚ୍ଚ ଶିକ୍ଷିତ ସଠିକ୍ ଭାବେ ସତ୍ୟ ବୁଝେଇଦେଲେ ବିଜେପି ସାଧାରଣତଃ 80% ମନ୍ତ୍ରୀ ଆଉ ଏମପି MLA ଅଶିକ୍ଷିତ ତେଣୁ ସେମାନେ ମହାପ୍ରଭୁ ଙ୍କୁ ନେଇ ଭୁଲ୍ ରାଜନିତୀ କରୁଛନ୍ତି

  • @dr.niranjanbehera3453
    @dr.niranjanbehera34536 күн бұрын

    Srikant sir correctly explaining

  • @PinkuBarik-ut2mr
    @PinkuBarik-ut2mr5 күн бұрын

    ❤❤❤

  • @HarishKumar-yh5sk
    @HarishKumar-yh5sk4 күн бұрын

    सर मैं आपको नमन करता हूं ए विषय पर मैं भी सोचा था

  • @sagarprasad7195
    @sagarprasad71952 күн бұрын

    ଗୋବର ପାତ୍ର ଗୋଟେ ପାଗଳ

  • @udayalima9094
    @udayalima90946 күн бұрын

    Thanks sir🙏🏻

  • @sitikanthabhabasagar7216
    @sitikanthabhabasagar72164 күн бұрын

    Odisha re jati pratha ghor bhabare achi

  • @RudraSamal-lv1cp
    @RudraSamal-lv1cp2 күн бұрын

    ଯେତେ ତଥ୍ୟ ପଥ୍ଯ ଦେଲେ କ'ଣ ହେବ ।ସେ ଯା ବୁଝିଛନ୍ତି ତା ଚୁଡାନ୍ତ। ତଥାପି ସାମାଜିକ ନ୍ୟାୟ ପାଇଁ ବଳବତ୍ତର ରହୁ ଉଚ୍ଚାରଣ।5:57

  • @AshokPanda-qt4qn
    @AshokPanda-qt4qn3 күн бұрын

    Jadi Tathya Janinahanti Chup Rahile Bhala Sambit babu Bharat ra Unnati karjyare Lagantu Abisayare Bidesa charcha nakaribaku Anurodha Srikanta Sir Dhanyabada Jai Jagannatha 🙏

  • @user-fs5ko8yb7i
    @user-fs5ko8yb7i3 күн бұрын

    Guruswami ❣️❣️❣️. Jatipratha 100,% Balabata rahiachhi. Ramakant AP.

  • @user-ft1wf2ep2p
    @user-ft1wf2ep2p6 күн бұрын

    Sambit patra tauter every time pagala ta Jagannath name re politics karuchi MODI .

  • @laxmannaik3583
    @laxmannaik35833 күн бұрын

    🙏🙏🙏🙏🙏

  • @ashokkumarnayak7765
    @ashokkumarnayak77652 күн бұрын

    ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଙ୍କ ସିଂହାସନ ସ୍ଥାନ କୂ ଆର୍ଯ୍ୟ ଙ୍କ ସହ sc st obc ଯାଇ ପାରିଲେ ଜାତି ପ୍ରଥା ଉଠିଲା ବୋଲି ଜାଣିବା

  • @swapnilraja1409
    @swapnilraja14092 күн бұрын

    😂😂😂TA JANMA RU SE MICHA KUHE😂😂SAMBIT MICHUA❤❤❤

  • @harekrushnarana6546
    @harekrushnarana654613 сағат бұрын

    Thanks alot ONA khabar.. Many many thanks toSrikanta jena. Opposed sambit patra who don't knows how many zeros in a trillion. a brute liar

  • @manishapattanayak2152
    @manishapattanayak21525 күн бұрын

    Perfect Said Sir 🙏🏻

  • @surathachandrajena9514
    @surathachandrajena95146 күн бұрын

    ""ଜାତି ଖୋଜିଲେ ମୁକ୍ତି ନାହିଁ ମୁକ୍ତି ଖୋଜିଲେ ଜାତି ନାହିଁ ।।""❤

  • @BasantaNayak-ki5wd

    @BasantaNayak-ki5wd

    6 күн бұрын

    @@surathachandrajena9514 prachalita O Vedanta alaga alaga

  • @user-qu5jg7qb1j
    @user-qu5jg7qb1j5 күн бұрын

    Very good jena sir,for your strong and correct voice

  • @shadananmeher
    @shadananmeher6 күн бұрын

    ରାହୁଲ ଗାନ୍ଧିଜୀଙ୍କ ପାଗଳାମି ବିଷୟରେ କିଛି କୁହନ୍ତୁ ଆଜ୍ଞା

  • @amagiha1046

    @amagiha1046

    6 күн бұрын

    To bouku gehuchi modi

  • @singhuramhansdah7363

    @singhuramhansdah7363

    6 күн бұрын

    Rahul Gandhi pagalami nuhen Tu Nije pagala.....

  • @sjstar____007x

    @sjstar____007x

    5 күн бұрын

    The teaching of Modi will make your children uneducated

  • @Gramyajiwan

    @Gramyajiwan

    5 күн бұрын

    Jhoot bolo bar bar Jhoot bolo ରାହୁଲ ଗାନ୍ଧି bhali jane educated person ku pagal boli prachar kar.

  • @kedarbiswal4575
    @kedarbiswal45755 күн бұрын

    I may request all intellectuals to raise their voice for the state.

  • @akshayakumarbehera3502
    @akshayakumarbehera35023 күн бұрын

    ମୁଁ ଆଉ ଥରେ କହୁଛେ. ବିଜେପି ଧର୍ମ ନା ରେ ନିର୍ବାଚନ ଜିତିଛି. ଦଳିତ ଲୋକ ଜଗନ୍ନାଥ ମନ୍ଦିର ରେ ପଶିବା ର କାରଣ. ( ଟଙ୍କା ଆଦାୟ କରୁଛିନ୍ତି.) ଜାତି ପ୍ରଥା କଥା କହିଲେ ଅନେକ କଥା ଅଛି.ସମ୍ବିତ ପାତ୍ର ବାଳ ଟା ଜାଣିଛି.

  • @TBC0.1
    @TBC0.13 күн бұрын

    Sir କୋଉଠି ପୁରୀ ମନ୍ଦିର ରେ ଜାତି କଥା ଲେଖା ଅଛି... କୋଉଠି ପଥର ରେ ଲେଖା ଅଛି?? ପୁରାଣ ରେ ଥାଇପାରେ... କାଇଁ ଜଗନ୍ନାଥ ଙ୍କୁ ପୁଣି ଟାଣୁଛନ୍ତି.. ସମ୍ବିଡ ବାବୁ କଣ କହିଲେ ଆପଣ କଣ ତାକୁ ବିଶ୍ଳେଷଣ କରୁଛନ୍ତି... କୋଉ କଥା କୂ ନେଇ କୋଉଠି ଥୋଉଛନ୍ତି... ଏମିତି କରି କରି ସବୁ ସାରିଲ ଆଉ ଯେତିକି ଅଛି ସେତକ ବି ଯିବ.. ଏବେ ବି ସମୟ ଅଛି ସୁଧୁରି ଯା ଅ... ଷଡ଼ଯନ୍ତ୍ର କିଏ କରୁଛି ଲୋକେ ସବୁ ବୁଝୁଛନ୍ତି..

  • @dillipkumarmallick6269
    @dillipkumarmallick62695 күн бұрын

    କେବେ ଥିଲା ଏବେ ନାହିଁ

  • @asitkumarmallick4030
    @asitkumarmallick40306 күн бұрын

    Gapa kahibare bjp ekk number 😂😂

  • @bhubananandajena2243
    @bhubananandajena22435 күн бұрын

    Apana thik kahichanti srikanta jena babu

  • @suryakantarath2537
    @suryakantarath25374 күн бұрын

    Some politicians exploit Caste and Religion for their political gain, which is not accepted by the people of Odisha. They are frustrated now.

  • @lilamayasahu6669
    @lilamayasahu66695 күн бұрын

    Tame jadi ହିନ୍ଦୁ ତମେ ହିଂଶକ ପପୁ ଲହିଛନ

  • @pitambrarout8724
    @pitambrarout87244 күн бұрын

    ଜାତି ପ୍ରଥା ଥିଲେ କୋଠ ଭୋଗ ହୋଇଥାନ୍ତା କି ମାନନୀୟ ଶ୍ରୀକାନ୍ତ ବାବୁ ।

  • @pitambrarout8724

    @pitambrarout8724

    4 күн бұрын

    ହିନ୍ଦୁ କୁ ଧର୍ମ ହିସାବରେ ନିଆଯାଏ କିନ୍ତୁ ଜାତି ଅଲଗା ଜଗନ୍ନାଥ ମନ୍ଦିରରେ ଧର୍ମ ଭିତ୍ତିରେ ଭେଦ ଅଛି କିନ୍ତୁ ଜାତି ଭିତ୍ତିରେ ନୁହେଁ ।ଆମ୍ବେଦକର ବୌଦ୍ଧ ଥିଲେ ତ ସେଇଥି ପାଇଁ ବୋଧେ ।

  • @surathachandrajena9514
    @surathachandrajena95146 күн бұрын

    ଶ୍ରୀ କାନ୍ତ ଜେନା ଙ୍କର ବକ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।ଜାତିପ୍ରଥା,ଯୈ।ତୁକ ପ୍ରଥା ,ସମାଜର କଳଙ୍କ କହିଲେ ଅତ୍ୟୁକ୍ତି ହେବ ନାହିଁ ।। ସମ୍ବିଧାନର ବ୍ୟବସ୍ଥା ମଧ୍ୟ ଜାତିପ୍ରଥା ଉଲ୍ଲେଖ ଅଛି । ଧାର୍ମିକ ସଙ୍ଗଠନରେ ଏହା ଭୀଷଣାକୃତି ରୂପ ଧାରଣ କରିଛି।କେବଳ ବ୍ୟବସାୟିକ ସସ୍ଥାନ,ଯାତାୟତ, ହୋଟେଲ ଆଦି ଏହାର ଥଳକୂଳ ପାଏନା ।ଏହା ଏକ ବ୍ୟାଧି ଅଟେ ।ଏହାର ରିମେଡି ଅସମ୍ଭବ ଲାଗୁଛି ।କାରଣ ଏହାର ଭୟଙ୍କର ବ୍ୟାପକତା ସୀମା ପାର କରିଛି ।😢

  • @gurucharanmohapatra4508
    @gurucharanmohapatra45086 күн бұрын

    Useless and wrong statements of Dharmendra Pradhan and Sambit Patra always before the media

  • @chisac1
    @chisac13 күн бұрын

    Sethipain name ta ............... Patra😂😂😂

  • @chandanlalbehera8962
    @chandanlalbehera896215 сағат бұрын

    Sambit patra mp.parliament re jahakahile taha bhul thila

  • @KartikeswarJagadala
    @KartikeswarJagadala6 күн бұрын

    Right, sambit patra jane pagala au on educated

  • @laxmidharanayak3931
    @laxmidharanayak39312 күн бұрын

    BJP= Bharatiya Jatra Party ?

  • @sudhansusekharsahoo2833
    @sudhansusekharsahoo28335 күн бұрын

    Jati nathile prabhu laxmichhada heinathante

  • @jilunayak4988
    @jilunayak49883 күн бұрын

    Sambit Patra 👽

  • @ananitanarayana9504
    @ananitanarayana95045 күн бұрын

    Hindu Hinksaka ..? Yes OR NO Jabab de

  • @gurucharanmohapatra4508
    @gurucharanmohapatra45086 күн бұрын

    Dr Sambit Patra and Sri Dharmendra Pradhan always give their statements in very confusing and demotivating way..

  • @DushmonthNayak
    @DushmonthNayak6 күн бұрын

    Courageous man Srikant you are dare enough to reply to Sambit patra. Who is giving absolutely wrong statement about caste feelings. There is a lot of cast feeling in ordisha. There is no allowed to enter into in jagannath temple. How can Sambit patra dare enough to give a wrong statement that tere is no cast feeling. Should be corrected in his saying. Congratulations to Srikanth Jena who dare enough to correct Sambit patra.

  • @bibhudattamishra2471
    @bibhudattamishra24715 күн бұрын

    Imithi kohi kohi 6% general odisha ra cm taru arambha Kari Sabu Post re sabu madi basi chanti odisha general lok mane.

  • @pramilajena8722
    @pramilajena87226 күн бұрын

    Jati ganana odishare need.

  • @budhibamannayak6652
    @budhibamannayak66524 күн бұрын

    Bhul mata diantu nahi

  • @manaswinisatapathy6176
    @manaswinisatapathy61766 күн бұрын

    You cannot be Congress president,sir

  • @goutamdhal3160
    @goutamdhal31606 күн бұрын

    ସ ର ଆପଣତ ଶି ଖିତ ହିନ୍ଦୁଙ୍କୁ ଦୁ ଇ ଭାଗରେ ଅଛି ବୋଲି କହୁଛନ୍ତି କାହିଁ କି

  • @siteshnayak8604

    @siteshnayak8604

    6 күн бұрын

    Difference between hindu and andhbhakt hindu bhitare farak boli kahichhanti

  • @mragrncy9144
    @mragrncy91446 күн бұрын

    Excited Sambit speaks simply to cover his mistake for telling Jagannath is the devote of Modiji.

  • @surjitlenka8382
    @surjitlenka83825 күн бұрын

    ତୁମେ କିଛି କହିପାରିବ ନାହିଁ,ଏତେ ଗପୁଛ କାହିଁକି?ଗାଲୁଆ ନେତା,ତୋ ଦଳ କ୍ଷମତାରେ ଥିଲାବେଳେ ଗଣିଲନି😂

  • @budhibamannayak6652
    @budhibamannayak66524 күн бұрын

    Apna thik janinahanti

  • @prafullakumarpradhan8129
    @prafullakumarpradhan81296 күн бұрын

    ସିରକାଣ୍ଟ ଥୀକ କଉଚେ l

  • @abhayakumarmohanty3992
    @abhayakumarmohanty39923 күн бұрын

    Patra Puri bhanga khai kahuchanti

  • @manoranjantripathy1969
    @manoranjantripathy19696 күн бұрын

    ୫୦ ବର୍ଷ ରେ ଦେଶ ଲୁଟିବା ଓ ଘରେ ଘରେ ଉତ୍ତମ ସେବା ଦେଇଥିବା କଥା ଲୋକେ ଭୂଲି ନାହାନ୍ତି

  • @kalumohant4006

    @kalumohant4006

    6 күн бұрын

    ସେଇ କଥା କହୁଥା ସତ କଣ ଜଣନି

  • @ParabirPanda-to3rh
    @ParabirPanda-to3rh6 күн бұрын

    Not in the interest of Odisha.A grab..

  • @dpnayak19
    @dpnayak196 күн бұрын

    Ratha Jatra re Kou Jaati thaye... Senior leader should tell about it.

  • @pradeepkuanrbabu8949
    @pradeepkuanrbabu89496 күн бұрын

    Jati & dharma is separet

  • @swapnapati2590
    @swapnapati2590Күн бұрын

    Mr Jena in his endeavours to present Odisha & Jagannath culture poorly is sounding hyper political castiest himself.

  • @jitsingh5768
    @jitsingh57685 күн бұрын

    Indira begum khan ku bhi sri mandir k nahi jaike dai thile

  • @digambarbehera7278
    @digambarbehera72786 күн бұрын

    Castiesm is in full form here

  • @abhayakumarmohanty3992
    @abhayakumarmohanty39923 күн бұрын

    Amadani neta sasmit Patra odia asmita. M p

  • @sadanandasahoo3707
    @sadanandasahoo37076 күн бұрын

    ସମ୍ବିତ ପାତ୍ର କିଛି ନ ଜାଣି କହିଦିଅନ୍ତି

  • @lilamayasahu6669

    @lilamayasahu6669

    5 күн бұрын

    Tame hinsak

  • @user-vx4fd5ob6q
    @user-vx4fd5ob6q6 күн бұрын

    କଗ୍ରେସ ବାଉଳେଇ ହେଉଛି

  • @DrAnshu-uz3gc
    @DrAnshu-uz3gc4 күн бұрын

    Dukhad katha Dr patra kya sunte he

  • @LipsitamunnaLmlmlove
    @LipsitamunnaLmlmloveКүн бұрын

    Pratyok loka jeunmane modi birodhi semananka pachha jaluchi . After 24 year's what are you doing.

  • @NarayanPatra-vp6km
    @NarayanPatra-vp6km5 күн бұрын

    Stop speach

  • @pradeepkuanrbabu8949
    @pradeepkuanrbabu89496 күн бұрын

    Sir apana minister thila bele kahithile bhala huanta

  • @sushantabhadra1371
    @sushantabhadra13713 күн бұрын

    Besi.gapuchu

  • @AnitaSingh-bt2jp
    @AnitaSingh-bt2jp6 күн бұрын

    Tume chup ruha.kichi janina

Келесі