FIR Lodged Against Singer Humane Sagar & Ruku Suna Over Controversial Song On Lord Jagannath

#odisha #onakhabar
FIR Lodged Against Singer Humane Sagar & Ruku Suna Over Controversial Song On Lord Jagannath
About Channel:
Ona Khabar is Odisha's One advanced Odia News channel. Ona Khabar News Channel Covers The Latest News, Breaking News, Politics, Entertainment News, Business News, and Sports News. Stay tuned for all the News in Odia.
ଚ୍ୟାନେଲ୍ ବିଷୟରେ....
ଓଏନ୍‌ଏ ଖବର ହେଉଛି ଓଡ଼ିଶାର ଏକ ପ୍ରମୁଖ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଓଏନ୍‌ଏ ଖବରରେ ସର୍ବଶେଷ ସମ୍ବାଦ, ବ୍ରେକିଂ ନ୍ୟୁଜ୍‌, ରାଜନୀତି, ମନୋରଞ୍ଜନ, ବ୍ୟବସାୟ ଏବଂ କ୍ରୀଡ଼ା ପ୍ରଭୃତି ଖବର ଓଡ଼ିଆରେ ପ୍ରଶାରଣ କରାଯାଇଥାଏ ।
Odisha News Agency is a digital media house, streaming and broadcasting from Bhubaneswar, Odisha.
For the latest Odisha News:
Visit our Website: onakhabar.com
Twitter: / onakhabar
Facebook: / onakhabara

Пікірлер: 16

  • @manashnayak2794
    @manashnayak279415 күн бұрын

    ହଁ ଶେ ଦୁଇଜଣ ଭୁଲୁ କରିଛତି କିଂତୁ ଶେ ଏକା ଭୁଲୁ କରିନାହାନ୍ତି ମଣିଷ ଜୀବନରେ ଛୋଟ ବଡ ଭୁଲୁ ସମସ୍ତେ କରତି ଏକଥାକୁ ନେଇ ରିପିଟି କରିବା ଠିକି ନୁହେଁ

  • @KumbharElotrinics
    @KumbharElotrinics15 күн бұрын

    ପ୍ରଥମେ ପପୁ କୁ ଜେଲ୍ କରାଯାଉ ତାପରେ ଏମାନଙ୍କୁ ଦିଆଯିବ , ତମ କଟକିଆ ଟୋକି ମାନେ ତାଙ୍କର ସ୍ତନ କୁ ଦେଖାଇ ଛୋଟ ଛୋଟ କପଡା ପିନ୍ଧି ଅପେରାରେ ନାଚିଲେ ତାହା ବହୁତ ମନୋରମ ଆକର୍ଷଣୀୟ ଲାଗୁଛି ତମ କଟକିଆ ମାନଙ୍କୁ ଓ ଏମାନେ କେଉଁ ଖୋଲାସ୍ଥାନ ରେ ତାହା କଲେ ଯେ ସେମାନଙ୍କ ନା ରେ କେସ ଦିଆଯାଇ ଛି କଣ ଜଗନ୍ନାଥଙ୍କୁ ଲଗଂଲା କଲେ ଏମାନେ ଯେଉଁ ମାନେ ଓପନ୍ ଖୁଲମ୍ ଖୁଲା ନଗ୍ନତା ଅବସ୍ଥା ରେ ନାଚୁଛନ୍ତି ସେମାନଙ୍କୁ କିଛି ଦଣ୍ଡ ଦିଆଯାଉ ନାହିଁ ଫିଲ୍ମରେ ହିରୋଇନ ମାନଙ୍କୁ କଣ ଦଣ୍ଡ ଦେବ ନାହିଁ, ୟୁଟୁବ ରେ କେତେକ ଲେଡିଜ୍ ମାନେ ନାଚି ନାଚି ସବୁ ଦେଖାଉଛନ୍ତି । ତାହା ତୁମ ଦଣ୍ଡ ଦେଲା ବାଲାକୁ ଅମ୍ମୁରୁତ ପରି ଲାଗୁଛି । ଯେଉଁ ମାନେ ସମାଜକୁ ଭିଡିଓ ମାଧ୍ଯମ ରେ ଖରାପ ବିଷୟ ଶିଖାଉ ଛନ୍ତି ସେମାନଙ୍କୁ ପ୍ରଥମେ ଦଣ୍ଡ ଦିଆଯାଉ ଦେଖିବା କେତେ ଦମ୍ ଅଛି ଯେଉଁ ପୋଲିସ ଏମାନଙ୍କୁ ଦଣ୍ଡ ଦେବ ତାକୁ ମୁଁ କହିବି ଯେଉଁ ମାନେ ନାଚି ନାଚି ଉଲଗ୍ନ ହୋଇ ଭିଡିଓ କରୁଛନ୍ତି ସେମାନଙ୍କୁ ପ୍ରଥମେ ଦଣ୍ଡ ଦିଆଯାଉ ଫିଲ୍ମର ହିରୋଇନ ମାନଙ୍କୁ ଓ ଅପେରାରେ ଚଡି ପିନ୍ଧି ନାଚୁଥିବା ସେହି ସୁନ୍ଦରୀ ୟୁବତୀ କନ୍ଯା ସେମାନଙ୍କୁ ପ୍ରଥମେ ଦଣ୍ଡ ଦିଆଯାଉ

  • @piyushrajkumar15
    @piyushrajkumar1516 күн бұрын

    ଏ ଦିଟା ବହୁତ ଉଦ୍ଧତ ହେଲେଣି ଏଦିଟା କୁ କେହି ପୋଗ୍ରାମ କୁ ଡାକ ନାହିଁ କି କେହି ଗୀତ ରେକର୍ଡ କର ନାହିଁ ଆପେ ଆପେ ରଙ୍ଗ ଛାଡ଼ିଯିବ. ବେଶୀ ବାହାଦୁରି ଦେଖାଇଲେ ଛେଚା

  • @SamirKumar-r5w

    @SamirKumar-r5w

    16 күн бұрын

    Tamke badhuche ki

  • @Oppp-yd5hd
    @Oppp-yd5hd12 күн бұрын

    Very nice 💯

  • @user-de2rm5qq3f
    @user-de2rm5qq3f16 күн бұрын

    ଏ ମାନ କୁ, ନା ଜ, ଲା ଗୁଣି,, ସନ୍ଦେହରେ ଗୋଟିଏ, ବି ଶ,ଦେଇଦିଅ😂😅😢

  • @RdCo-ub3ul
    @RdCo-ub3ul16 күн бұрын

    ପପୁ ପମ୍ ପମ୍ କଣ ଗାଇନି କି ସେମିତି ପଚିମ ଓଡ଼ିଶା ର ଜଣେ ର ଜଣେ ଗାଇଲା ବୋଲି ତାକୁ ବାଇକୋର୍ଟ କରିବ ଆଉ ପପୁ ପାମ୍ ପମ୍ କରିବ ନାହିଁ ଆଗେ ପପୁ ପମ୍ ପମ୍ କୁ ବାଇ କୋର୍ଟ କର

  • @santoshsenapati1447
    @santoshsenapati144715 күн бұрын

    Jagannath bujhibe sabu

  • @wonderfulpost7890
    @wonderfulpost789015 күн бұрын

    Ruku da is a good human

  • @anilBarik-oy2gw
    @anilBarik-oy2gw15 күн бұрын

    Mariki to pati bonka koridebi

  • @situofficalfunnychennal
    @situofficalfunnychennal13 күн бұрын

    Jay koshal

  • @narayanasshu5215
    @narayanasshu521515 күн бұрын

    Non sense

  • @user-ms9gv8ry8b
    @user-ms9gv8ry8b16 күн бұрын

    NYC song 😂😂😂😂

Келесі