ଦିନ ୨ଟାରେ ସ୍କୁଲ ଆସୁଛନ୍ତି ମ୍ୟାଡାମ, ପଚାରିଲାଠୁ ମିଡିଆକୁ କହିଲେ ହୁ ଆର ୟୁ ! | PratidinTv
ଦିନ ୨ଟାରେ ସ୍କୁଲ ଆସୁଛନ୍ତି ମ୍ୟାଡାମ, ପଚାରିଲାଠୁ ମିଡିଆକୁ କହିଲେ ହୁ ଆର ୟୁ ! | PratidinTv #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like Our Facebook Page
: / pratidinodisha
Subscribe To Our KZread Channel: / @pratidintvodisha
Subscribe To Our Hashtag Channel: / @hashtag6187
Пікірлер: 4 000
ଆଜିକାଲି ପିଲାମାନେ teacher ମାନଙ୍କୁ ମାନୁନାହାନ୍ତି l
@Gouri_Shankar_vlogs123
Жыл бұрын
U r right 👍
@kk...139
Жыл бұрын
Write sir
@rabindranaik1363
13 күн бұрын
Correct
ସରକାରଙ୍କୁ ମୋର ଅନୁରୋଧ ପ୍ରତି ସ୍କୁଲ ରେ CCTV ଲଗାନ୍ତୁ ସମାଧାନ ହେଇ ଯିବ ଆଉ। ଭୟ ବି ରହିବ ଶିକ୍ଷକ ଆଉ ଶିକ୍ଷୟତ୍ରୀ ଙ୍କର ଆଉ ଛାତ୍ର ଛାତ୍ରୀ ମାନେ🙏🙏🙏
@Pagli4838
Жыл бұрын
Thik katha bhai cc tv logeba darkar
@rosalinpanda2711
Жыл бұрын
Right
@asishtopno1336
Жыл бұрын
Mu nije gute students heiki kohu chi. Abe jemiti pila Mane dusto heuchonti. Aiya heuchi gurdian mankor dayi
@nilsahu2276
Жыл бұрын
Yes
@officialsatya5997
Жыл бұрын
Right bro
ମିଡ଼ିଆ ଭାଇ ଦୟାକରି ଏପରି ଶିକ୍ଷକ ଓ ଶକ୍ଷୟିତ୍ରୀଙ୍କୁ ବଦନାମ କରନ୍ତୁନାହି 🙏🙏🙏🙏 କାରଣ ସେହି ଶିକ୍ଷକ ମାନଙ୍କ ପାଇଁ ଆମେ ଏତେ ବଡ ହୋଇ ପାରିଛି
@priyaranjanmurmu5335
3 ай бұрын
କାନୁନ୍ ଆଗରେ ସେ କିଏ ?? ଗୁଣ ଯାହା ଜଣା ପଡ଼ୁଛି ।।
@hearthacker6527
3 ай бұрын
Tame kete bada heicha
@AdyashaSatapathyr6c
3 ай бұрын
Right teacher nka pai semane bi reporter heichanti
@bhaktishakti5909
3 ай бұрын
Na amiti teacher ku ami kariba darakar
@playpresents3559
3 ай бұрын
Good teacher
ଆଜି କାଲି ବିଦ୍ୟାଳୟରେ ଦଣ୍ଡହୀନ ଅଭାବରୁ ପିଲାମାନେ ବହୁତ ଉଦ୍ଧଣ୍ଡ ହେଲେଣି । ସରକାର ଏ ଦିଗରେ ନିଦାବିଷ୍ଣୁ । ସ୍କୁଲରେ ଦଣ୍ଡମୁକ୍ତ ଆଇନ କରି ଦେଇ ଆରାମରେ ଖେଳ ଦେଖୁଛନ୍ତି । " କଥାରେ ଅଛି ଛାଟ ନ ହେଲେ ପାଠ ନାହିଁ" ଏହି କଥା ହଟିଲା ଦିନରୁ ସମସ୍ତେ ଢିଲା ।
@user-ev2uk5hd2h
3 ай бұрын
ତୁ ଭୁଲ୍ କହିଲୁ ପିଲାଙ୍କୁ ଭଲ ପାଇବା ଦିଅନ୍ତୁ ସ୍ନେହ କରନ୍ତୁ /ସେମାନେ ଛୋଟ ପିଲାମାନେ ସେମିତି ଶିକ୍ଷା ଦେବ ସମିତି ଜାଣିବେ ////ତୋର ପିଲା ଛୁଆ ନାହିଁ ତୁ ଜାଣିବୁ କ'ଣ /ତୁ ଛୁଆ ଟେ। ତୋ ପାଇଁ ଛାଟ ନୁହେଁ ଠେଙ୍ଗା ଦରକାର //ତୁ କୋଉଠୁ ଲେଖି ଲୁ କହିଲୁ ,ତୋ ଘର କେଉଁଠି
@lucblase
3 ай бұрын
@@user-ev2uk5hd2h ତୋତେ ବୋଧେ ସେହି ସ୍ନେହ ମିଳିନି 😂 ତୋ କଥାରୁ ଜଣା ପଡ଼ୁଛି
@Fiftyshadesoffood
2 ай бұрын
Pila nku Bina danda re bi patha padhei haba kintu ei jau teacher mane mana mukhi sasan chaleichanti esabu jama bi thik nuhein.epate lakhya lakhya highly qualified pila struggle karuchanti job gote paibaku .aau emane sabu chakiri paijaichanti boli gote jatra chaleichanti
@bijayalaxmisahoo7609
24 күн бұрын
@@lucblase😂😂
@abhimanyudas9056
10 күн бұрын
Danda bidhan rahiba katha school re
ଆଜି କାଲି ଛୁଆ ଭାରି ବଦମାସ୍ ସବୁବେଳେ teacher nku ଦୋଷ ଦେବା ଠିକ nuha au jadi teacher pila ଙ୍କୁ punshiment ଦେଲେ so ଭୁଲ kn hela teacher ମାନେ ta punshiment ଦିଅନ୍ତି ଆମେ ବି pauthilu
@bikashbehera4487
Жыл бұрын
Pila mananku apana emiti kahi paribeni😡😡 quality less teacher manankar bishayare kuhantu🙏🙏🙏
@bibhutibhusan4363
Жыл бұрын
Pila mana nku sasti ra abhab
@ranunesha9251
Жыл бұрын
Right
@sanskritalls
Жыл бұрын
@@bikashbehera4487 60% or more teacher quality less
@nibeditanayak3066
Жыл бұрын
Right
ଏମତି ସ୍କୁଲ ଜୀବନରେ ଅଯଥା ହସ୍ତକ୍ଷେପ ଯୋଗୁ ପିଲା ମାନେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଡରୁ ନାହାନ୍ତି | ପାଠ ପଢିବେ ଆଉ କେମିତି
@baikunthabehera3971
Жыл бұрын
Bhitare kichhita gote thiba
@pratimamahanta8114
Жыл бұрын
Yes
@kbm8749
Жыл бұрын
Right 👍
@baikunthabehera3971
Жыл бұрын
@@porsurambhatara8056 Repot kahuchi aame kahune .sikya khetrare aame achhu NO.18 KARANHA AAMA SARKAR NO.1 SE PUNHI BISWASTARIYA ABE AAMA SARKAR TEKA RAKHIBAKU HAKEY KARICHHANTI LAKHYA HASAL RE KHANHIJA PADHARTHA AAU DHINA KEITARE SARIJIBA UPARE .AAME ODIA BHARI BHADHHIA .JUHAR NEBA
@mangaltudu1472
Жыл бұрын
ଏଇଟା ଅଯଥା ହସ୍ତକ୍ଷେପ ନୁହଁ ଏଇଟା ଶିକ୍ଷକ ମାନେ କିଛି ତ ଗଡ଼ ବଡ଼ କରିଥିବେ ମିଡ଼ିଆ କେମିତି ଖବର ପାଇଲେ
ସେ ପିଲା ର କଥା ରୁ ଜଣା ପଡୁଛି ସେ teacher ଙ୍କ ପ୍ରତି କେତେ respect କରୁଛି । ଅତି ଅଭଦ୍ର ପିଲାଟା।
@Faisu07Edits
2 ай бұрын
Wow sata kahiba ta bhul nahi re bhai
@m.d6954
2 ай бұрын
@@Faisu07Edits bhadrami ra saha bi kahihaba, Ama teacher jete kharap thile bi bhadrami thila amara.
@Pbiswal-fm1hi
2 ай бұрын
Pp😮@@Faisu07Edits
@abhuentertain
2 ай бұрын
@@Faisu07Edits hnn bhai😂😂
@sksuman3810
2 ай бұрын
Nija hakk prati boradh Kariba ta bhul nai 😂
Media କଣ ଚାହୁଁଛ ... ଏ ପିଲା ଏତେ ଅଭଦ୍ର ତାଙ୍କୁ କିଛି ତାଙ୍କ family କଣ କିଛି ସଂସ୍କାର ଦେଇ ନାହାନ୍ତି...
ଆଜି ପିଲା ଖରାପ ହେଉଛନ୍ତି ଏଥିପାଇଁ ସରକାର ଦାୟୀ ଦଣ୍ଡ ମୁକ୍ତ କରିଥିବାରୁ ମାନୁ ନାଥନ୍ତି ଶିକ୍ଷକକୁ
@PSYCHO_GAMER009
Ай бұрын
Tote gandi maruthile
@PSYCHO_GAMER009
Ай бұрын
Tu maghia gote teacher heithibu sethipain to gandi pudhchi
Danda Mukta anchala .. Karibaru ehi Samasya heuchi .. So mo kahibi OLD IS GOLD...( Before 2009 )
@akashsahoovlogs2385
Жыл бұрын
Hmm re bhai
@sahubabulifestyles412
Жыл бұрын
Absolutely...2009 Moro matric parathu aji emiti abastha..
@dogsworld2973
Жыл бұрын
@@sahubabulifestyles412 michei teacher
ଏଭଳି ଉଦ୍ଧତ ପିଲା ଉତ୍ତମ ମଧ୍ୟମ ହେବା ପ୍ରଥମତଃ ଦରକାର ଥିଲା ଏବେ ଯେଉଁ ଦଣ୍ଡମୁକ୍ତ ବ୍ୟବସ୍ଥା ହେଲା ଏହି ବ୍ୟବସ୍ଥାର ପିଲା ମାନେ ଫାଇଦା ନେଇଛନ୍ତି ଦ୍ଵିତୀୟତଃ ଏହି ବାଜେ ଗଣମାଧ୍ୟମ ପ୍ରତିନିଧି ଏମାନେ ଯେଉଁଭଳି ବ୍ୟବହାର କରୁଛନ୍ତି ମୁଁଥିଲେ ଏମାନଙ୍କୁ ବାଡ଼େଇ ଥାଆନ୍ତି
Always respect to Teacher 🙏
ମେଡମ ଠିକ୍ କହୁଛନ୍ତି। ଲାଗୁଛି ମିଡିଆ ଆଗରେ ବାଈଟ୍ ଦବା ପିଲା ହିଁ ବଦମାସ ଟା। ମିଡିଆ ଭାଇମାନେ କାହିଁକି Teacher ମାନଂକୁ ସବୁ ଦୋଷ ଲଧୁଛନ୍ତି। ପିଲାମାନଙ୍କ ର ମଧ୍ଯ ଭୂଲ୍ କହୁଛି।
ଏ ବାଷ୍ଟାର୍ଡ ମିଡିଆ ମାନଙ୍କ ପାଇଁ ଶେଷରେ ଶିକ୍ଷକ ମଧ୍ୟ ହାରାସ୍ ହେବେ।
@propertychoice6967
Жыл бұрын
🤣🤣🤣
@radhesketchpainting
Жыл бұрын
Ye mg bhaskar balaku thapad darkara
@babu9302
Жыл бұрын
Right ✅️
@ritupattanayak8140
4 ай бұрын
Media bala bahut adhika, Suna pilankun Mada hauni boli pila teacher kun bahut kharap behave karuchantin… Au media Tamara kichi rights nahin emiti behave kariba
@SabitriNaik143
4 ай бұрын
Midia Bala nku Dhaka Mari dhadao
ଏଇ ଭଳିଆ ଉଦ୍ଧତ ପିଲାଙ୍କୁ ଗୋଛି ଧରି ପିଟିବା ଦରକାର ନିଜେ ବହି ନ ଆଣି ଶିକ୍ଷକ ଙ୍କ ନାମରେ ଅଭିଯୋଗ କରୁଛି ଭଦ୍ରମୀ ଟିକେ ବି ନାହିଁ ତାକୁ ପ୍ରଥରେ କିଛି ପ୍ରଶ୍ନ ପଚାରନ୍ତୁ ମିଡ଼ିଆ ଭାଇମାନେ ତାପରେ ଶିକ୍ଷୟତ୍ରୀ ଙ୍କ ଉପରେ ଅଭିଯୋଗ ଆଣିବେ 🙏 ସରକାର୍ ମାଡ଼ ଉଠେଇ ଦେବାରୁ ଏଭଳି ସମୟ ଦେଖିବାକୁ ମିଳୁଛି
ଏଇ ସାମ୍ବାଦିକ ଗୁଡା journalisim ପାଠ ପଢିନାହାନ୍ତି, କାଙ୍ଗାଳ ଗୁଡ଼ାଏ ଏଇ line କି ପଶି ଆସି ସମାଜ କୁ କଳୁଷିତ କରୁଛନ୍ତି, ବହୁତ tr ସାରା ଜୀବନ ଚାକିରୀ କରି ବିନା ଦରମା ଓ pension ରେ ମରିଯାଉଛନ୍ତି, ଏମାନେ ସେଗୁଡା କ ଦେଖୁ ନାହାନ୍ତି ତ, ଏମାନେ କଣ bed ଟ୍ରେନ କି?, ପାଠ କେମିତି ପଢ଼ା ଯିବ tr ଜାଣିଛି, ତାକୁ ଦେଖିବେ teaching expert, ଏମାନେ ନିର୍ଲଜ ଓ ବିଶୃଙ୍ଖଳିତ, ଆଉ ମୂର୍ଖ ବି,
ପିଲାମାନଙ୍କୁ ସତ୍ ଶିକ୍ଷା ବାପା ମାଆମାନେ ଦିଅନ୍ତୁ. ଶିକ୍ଷୟିତ୍ରୀଙ୍କୁ ପିଲାମାନେ ସମ୍ମାନ ଦିଅନ୍ତୁ.
@ajayakumarchakra3647
Жыл бұрын
Midia miss the madam Govt protect gurukula.
@baikunthabehera3971
Жыл бұрын
Kaha katha re biswasa kariba hoigala 23 barsa SIKYA KHETRA RE AAME ACHHU 18 . KARANHA AAME NO.1 SARKARA PUNI AAMAR BISWASTARIYA ....
@santoushmandal7940
Жыл бұрын
Bala na ao
@pratimamahanta8114
Жыл бұрын
Sabu school ra chhatra aibhalia
@baikunthabehera3971
Жыл бұрын
@@pratimamahanta8114 karanha aame achhu SIKYARE 18 REPOT KAHUCHI AAME NO.1PUNHI BISWASTARIYA
ସ୍କୁଲ ରେ ପିଲା ମାନେ, ବହୁତ ଉଦ୍ଧତ ହେଇ ଯାଉଛନ୍ତି. ମାଡାମ ଙ୍କ ର ପଦକ୍ଷେପ ଗ୍ରହଣ ଯୋଗ୍ୟ..... ପିଲା ଙ୍କୁ ସମ୍ଭାଳନ୍ତୁ, ଗାର୍ଡିଆନ ଙ୍କୁ ଅନୁରୋଧ
@jatteditzofficial2930
Жыл бұрын
Pila nka care, teacher nka responsibility
@rajendraprasadbehera5364
Жыл бұрын
Tame jaike sambhaluna tame pati re bada bada katha kahucha
@Pujarani731
Жыл бұрын
Madam asibe 2 ta re pila kahile bhul kn kale 😡 book na anile boli kn madam 2 ta bele asibe
@jatteditzofficial2930
Жыл бұрын
@@rajendraprasadbehera5364 ame b amo school re sambhaluche agyan Aapna Teacher Eligibility syllabus ru Pedagogy dekho, best teacher nka quality and responsibilities lekha jaichi NEP, RTE, NCF au jete b emiti documents achhi sesabu b dekho, janiparibo Teachers kn kn kariba darkar au kn kn kariba darkar nahi Jadi sesabu janino, ethi bekar katha kuhani. Pila mane school re jaha b karibe Teacher hin responsible
@pintubiswal327
Жыл бұрын
Right Bro ....Mu janichhi Sarita Mam kemitika ,,,,Se bahut vala,,,,Mu Tanka Pakhare Padhichhi .,,,,. I Sure,,, Pila michha kahuchhanati....
ଏ teacher ଠିକ କହୁଛନ୍ତି... ଏ media ଵାଲା ମାନେ ନିଜ position ର ଦୁରୁପଯୁଗ କରୁଛନ୍ତି
ଏମାନେ କୁଆଡେ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବ ଛି।
ଅସଭ୍ୟ ଜନ ପ୍ରତିନିଧି ଓ ବିଶୃଙ୍ଖଳିତ ପିଲା ଓ ଅଭିଭାବକ ଶିକ୍ଷା ଓ ଶିକ୍ଷ କ ଙ୍କୁ ସମାନ ଦିଅନ୍ତୁ ସେ ପିଲା ଅଭଦ୍ର
@pinkuparichikuchannel548
Жыл бұрын
Right
@sudarshanpradhan8034
Жыл бұрын
Right
@YTShibaFreefire
Жыл бұрын
U r wrong because teacher jodi patha padhei Boni pila book anibo kemiti actually teacher manankara bhul beacuse mu realise korichhi
@MishraRecords
Жыл бұрын
No u r wrong
@motivation-jr6dr
Жыл бұрын
Are bhai ete batajae katha kainki gala, sei pilamank sei muhurtre gurdian nku daki school ru rusticate karidebar thila. Jou pilati media samnaku asi katha kahuchi ta behaviour ru jana jauchi taku ta parents kete sanskar deichanti, eibhali pilamane samajara, schoolra , au sikhara nama rakhibe, Jai Ho...,emank parents nku. Chi... Chi... Chi....
ସ୍କୁଲ୍ ରେ digital teacher's attendence କରାଯାଉ ବୋଲି ମୋର ଆଶା
@sridharapradhan2758
Жыл бұрын
Ohh vare Elglish geahuchhi tuu ki pathha padhhu thibu tho Kathaa kohuchhi
@santoshmohapatra4357
Жыл бұрын
👍
@shadowoflight1436
Жыл бұрын
@@sridharapradhan2758 kn taku gali dauchu
ମିଡ଼ିଆ ଭାଇମାନଙ୍କୁ ଏତିକି ଅନୁରୋଧ ଦୁଇକୁଲକୁ ଦେଖିବାକୁ ପଡ଼ିବ ଖାଲି ଟିଚର୍ସ ମାନଙ୍କୁ ନିନ୍ଦା ଦେଲେହେବ ନାହିଁ ଆଜିକାର ପିଲାମାନେ ମଧ୍ୟ ବହୁତ ଦୁଷ୍ଟାମି କରୁଛନ୍ତି।ଆଜିକାଲି ମିଡ଼ିଆ ଭାଇମାନେ ଗଡୋଗୋଲିଆ ପରିସ୍ଥିତି ସୃଷ୍ଟି କରି ମଜା ଦେଖୁ ଛନ୍ତି।
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରମବ୍ରହ୍ମ ତତ୍ନେଶ୍ରୀ ଗୁରବେ ନମଃ 👏👏
କେବଳ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଙ୍କୁ ଦୋଷୀ କରିବା ଠିକ୍ କଥା ନୁହେଁ । ଧ୍ୟାନ ଦିଅନ୍ତୁ କି ଏସ୍କୁଲ୍ ର ପିଲାମାନେ କେମିତି ସମସ୍ତ କଥାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
@kumarchinmay1588
Жыл бұрын
Aji se pila amti kahuchi ta ta pai kie doshi
@odishabikugaming2767
Жыл бұрын
@@kumarchinmay1588 se pila ra bapa maa
@silpabehera5236
Жыл бұрын
Chua ku jodi bapa maa guid karibe to teacher kn karibe
@kumarchintu1062
Жыл бұрын
50000 salary nebe pila murkha bekari
ପିଲା ମାନେ ଆଉ ଆଗ ଭଳି ନାହାନ୍ତି ଶିକ୍ଷକ ମାନକୁ ମାନୁ ନାହାଁନ୍ତି
@storywithkanchan5293
Жыл бұрын
Right
@manoranjandeheri2232
Жыл бұрын
Right
@indetail7470
Жыл бұрын
Pila mankanka ra 1% bi bhul nahi...
@igouttampatro6300
Жыл бұрын
@@indetail7470 କେମିତି କାରଣ ଜଣାନ୍ତୁ
@Ayusmanshortvideo
Жыл бұрын
Teacher nahale kou bhalare acchanti
ଆଜି କାଲିକା ପିଲାମାନେ ଯେପରି ହଉଛନ୍ତି ନା : ସେମାନଙ୍କୁ teacher kn ସ୍ଵୟଂ ଭଗବାନ ଆସିଲେ ବି ପାରିପାରିବେନି ଆଉ ଏ ମିଡିଆ କିଛି ନ ବୁଝି ନ ଶୁଝି "ବୋଝ ଉପରେ ଲଳିତା ବିଡା" . ପିଲା ଯେଉଁଭଳି ଭାବେ ହଉଛନ୍ତି teacher jadi ta ଭଳି ନ ହେଲେ ଚାଲିବନି। ଏ ଦୁନିଆ.
@nalinikantadehury2460
4 күн бұрын
7:30 😅😅😅😅😅😅😊
@nalinikantadehury2460
4 күн бұрын
😊😊😊😊
@nalinikantadehury2460
4 күн бұрын
😊😊😊😊😊😊😊😅😅
@nalinikantadehury2460
4 күн бұрын
😊😊
She is a good teacher
ଛାତ୍ର ମାନଙ୍କର ମୁହଁ ବଢ଼ି ଗଲାଣି ଶିକ୍ଷକ ମାନଙ୍କୁ ମାନୁନାହାନ୍ତି
@mrchandan33
Жыл бұрын
Teacher goda ka sina thick thile students mane teacher ku manibe😅
@ganeshnath8594
Жыл бұрын
@@mrchandan33 tume manuchana kahariki
@mrchandan33
Жыл бұрын
@@ganeshnath8594 hmm mu mane samstanku
ପିଲା ମାନେ ଏ ସବୁ ର ବହୁତ ଫାଇଦା ଉଠାଉଛନ୍ତି
Madam is Right
ଏ ସବୁ ଭୂଲ ନଵିନ ସରକାରଙ୍କର କାହିଁକି ନା ସେ ସମୟରେ ଦଣ୍ଡ ମୁକ୍ତ ଅଂଚଳ କରିଥିଲେ ସେହି ଥି ପାଇଁ ସେହି ଅବସ୍ଥା।🎉🎉🎉
ବହୁତ ଭଲ ମେଡମ୍ ଟେ I am proud of you....!!!😊😊
ଏ ପିଲl ta ଗୋଟେ ଅଭଦ୍ରlମୀ ର ଚରମ ସୀମା ରେ madam ଙ୍କୁ ବ୍ୟବହାର କରୁଚି ଦଣ୍ଡ ମୁକ୍ତ ପାଇଁ amankara ସା ହା ସ ବହୁତ୍ ଆରେ ମିଡିଆ ଭାଇ ମାନେ ତ madam ଙ୍କୁ pacharuchnti ଏ ପିଲା ଉପରେ ପଡ଼ି amti khiba kt ଦୂର ଯୁକ୍ତିଯୁକ୍ତ
@aratidharua7168
Жыл бұрын
Pila jaha karuchhu thik .Emiti heba uchit .kahi ki na Bhala pila Emiti kare...!!!
Pila mane ajikali bahut irresponsible heigaleni Emiti teacher nku expose kariba purbaru pilanka behaviour au charitraku tk padhiba darkar First of all parents nku responsible heba sikhantu then teacher nka pakhaku asantu
Very good super teacher ❤
ଶିକ୍ଷକଙ୍କୁ ନିନ୍ଦା କରିବା ଆଦୌ ଠିକ୍ ନୁହେଁ,,ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିନ୍ଦା କରି କୌଣସି ଛାତ୍ର ସଫଳତା ପାଇ ନାହାଁନ୍ତି !! ଆମ ସମୟରେ ଶିକ୍ଷକଙ୍କ ଠାରୁ ମାଡ଼ ଖାଇ ଦେହ ସାରା ଦାଗ ହୋଇ ଯାଇଥିବ ତଥାପି ଆମେ ଆମ Guardian ଙ୍କୁ କିମ୍ବା ଅନ୍ୟ କାହାକୁ କହି ନଥାଉ ଆଉ ଆଜି କାଲିର ପିଲା ଯେତିକି ତା ଠାରୁ Double ହେଉଛନ୍ତି ତାଙ୍କ Guardian ଟିକେ ଟିକେ କଥାରେ ମିଡିଆ ବାଲାଙ୍କୁ ଡାକି ଆଣୁଛନ୍ତି !!
@SiluMathematics
Жыл бұрын
ଯାହା ବାପା ମା ମିଡିଆ ଡାକୁଛନ୍ତି ତାଙ୍କ ପିଲା ନିଶ୍ଚିତ ଆଇଏଏସ ଆଇପିଏସ ହେବେ ପିଲା ପ୍ରତ୍ୟେକ ଦିନ ବିଦ୍ୟାଳୟ ରେ କଣ କଣ ପଢୁଛି ସେତିକି ଉପରେ ଧ୍ୟାନ ଦେଇପାରୁ ନାହାଁନ୍ତି ଖାଲି ଅଯଥା ପିଲା ମାନଙ୍କ ମୁଁହ ବଢେଇ ଦେଉଛନ୍ତି...
@SiluMathematics
Жыл бұрын
ଶିକ୍ଷକ ଏବଂ ଶିକ୍ଷଯତ୍ରୀ ମାନଙ୍କୁ ଦୋଷ ଦିଅନି ମିଡିଆ ପ୍ରଶ୍ନ ଏମିତି ପଚରୁଚୀ ଯେମିତି ନିଜେ ଉପସ୍ଥିତ ଥିଲେ... ପିଲା ମାନଙ୍କ ଭବିଷ୍ୟତ ନଷ୍ଟ କରୁଛନ୍ତି କେବଳ ସେମାନଙ୍କର ପିତାମାତା...
@bijaykusamal1803
Жыл бұрын
Right brother..the students don't have regards and respect for teachers
@Kostubh_Academy
Жыл бұрын
ନେତାଜୀ ସୁବାଷ ବୋଷ , କେମିତି ଆଜାଦ ହିନ୍ଦ୍ ଫୌଜ ଗଠନ କରି ଥିଲେ
@pramilapradhan2815
Жыл бұрын
100% right mu bahut mada khai khaiki aji bhala job gote paili
ଶିକ୍ଷକ ଙ୍କୁ ପ୍ରଥ ମେ ସମ୍ମାନ ଦୀ ଅ ନ୍ତୃ,
Pila ra confidence ku manibaku padiba God bless you🥰
ମୁର୍ଖ କି ମିଡ଼ିଆ ବାଲା ଜାଣିଛ କି ନାହିଁ ବଟମ୍ ମାରିଲେ ମାଷ୍ଟର ଙ୍କ present ବୋଲି ସରକାର ଘୋଷଣା କରିଛନ୍ତି, ତ ସେ ସେଇଟା କଲା କଣ ଅସୁବିଧା ହେଲା କି ତମର, ପିଲାଙ୍କୁ ସରକାର୍ ମୁର୍ଖ କରିଛି ଆଉ ତମେ ମାଷ୍ଟର୍ ଙ୍କୁ ଅପମାନ କରୁଛ
ଏଇଠୁ ପିଲାମାନେ ଆହୁରି ସାହସ ପାଇବେ ଆଉ ଗୁରୁଙ୍କୁ କେବେ ମାନିବେନି ଆଉ ସେମାନେ ବିଦ୍ୟାଳୟରୁ ହିଁ DON ହେଇକି ବାହାରିବେ
@shishirkumarsahu2138
Жыл бұрын
Don nai kuji Neta hoei baharibe
@anodiaaspirant5675
Жыл бұрын
Thikk
@anuranimahapatra1920
Жыл бұрын
Right
@manojswain9596
Жыл бұрын
ସତ କହିଲେ ସମସ୍ତଙ୍କୁ ବାଧେ। ପିଲା କହିବ କାରଣ ତା ଭବିଷ୍ୟତ ଅନ୍ଧାର ହେବାକୁ ଯାଉଛି
@supriyamallick8031
Жыл бұрын
Pila ku dekhile jana paduchi se kete bahadur chhua emiti pila nka katha re madam mananku emiti hairana kariba thik nai alaga chhua nku pacharantu gote pila katha 100 jana pila nka bhabisyata kharap kariba ta thik nai emiti gote pila pain aji 100 jana pila gadha hei jauchhanti 10th padhu thile bi nija name lekhi asu nahi
ଆଜ୍ଞା ଛାତ୍ର ମାନଙ୍କ କଥା ରେ ଏତେ ହୋ ହାଲ୍ଲା କାହିଁକି ମାନୁଛି ଶିକ୍ଷକ ମାନଙ୍କ କିଛି ଭୁଲ ଥାଇ ପାରେ କିନ୍ତୁ ବର୍ତମାନ ପରିସ୍ଥିତିରେ ଛାତ୍ର ମାନେ ବହୁତ ଉଦ୍ଧତ ହେଲେଣି ମୁଁ ଗଞ୍ଜାମ ଜିଲ୍ଲା ରୁ କହୁଛି ମୁଁ ସ୍କୁଲ କୁ ଯାଉଛି ଯେହେତୁ ମୁଁ ଭି ଜଣେ ଯୋଗ ପ୍ରଶିକ୍ଷକ ଛାତ୍ର ମାନଙ୍କ ପାଖରେ ଭାଦ୍ରାମି ନାହିଁ ଶିଷ୍ଟାଚାର ନାହିଁ ଯଦି କେହି ଗୁରୁ ଛାତ୍ର ଙ୍କୁ ଦଣ୍ଡ ଦେଲେ ତାର ଘରେ ଅଭିଯୋଗ ଆସୁଛି ଟୂଲ ଫ୍ରି ନମ୍ବର କାନ୍ଥ ରେ ଲେଖା ଯାଇଛି ଆଜ୍ଞା ଚାକିରୀ ରହିଲେ ଯାହା କିଛି ହେବ କେ କାହିଁକି କିଛି କହିବ ଯାକୁ ଚାକିରୀ ପିତା ସେ ଏପରି କରିବ ସବୁ ଓଡିଶା ସରକାର ଓ ପ୍ରଶାସନ ର ଅବହେଳା. ଦୟାକରି ଏପରି ଭିଡ଼ିଓ ଛାଡ଼ନ୍ତୁ ନାହିଁ ଶିକ୍ଷକ ଏହି ସମାଜ ର ମେରୁଦଣ୍ଡ ତାକୁ ଆଡୁ ସାଡ଼ୁ ପଚାରନ୍ତୁ ନାହିଁ ତାଙ୍କର ମର୍ଯ୍ୟାଦା ଅଛି ଯଦି ପଚାରିବ ଦୁଷ୍ଟ ଲୋକ ରାଜନେତା ମାନଙ୍କୁ ପଚାର ତମର ପତ୍ର କାରିତା ଛାଡ଼ିଯିବ
@sambitsethi682
Жыл бұрын
You are right
@moodchanger6379
Жыл бұрын
Right
@jagyandattakar3658
Жыл бұрын
So awful situation... just observe the body language of the student.. you will understand what the situation may be... School is not only a no punishment zone but it is a life spoil zone.. all school..
@deepakdas5380
Жыл бұрын
Bilkul se chua ra behaviour jemiti laguci chada
@sipunsahoo1663
Жыл бұрын
Bekar mada
ଏ ପିଲା ଦିନେ ପ୍ରଧାନ ମନ୍ତ୍ରୀ ହବ 😂 ବଢିଆ ପିଲା ଟିଏ ବାପା ମା ଭଲ ସଂସ୍କାର ଦେଇଛନ୍ତି
ଆଜ୍ଞା ସାମ୍ବାଦିକ ଭାଇ ମାନେ ଆଜି ର ପିଲା ବହୁତ ମିଛ କହୁଛନ୍ତି
ଏତିକି ବକଟେ ଛୁଆ କେତେ କଥା କହୁଚି, ଜୀବନରେ କେବେ ମଣିଷ ହବନି ବେ, ଗୁରୁଙ୍କୁ ସମ୍ମାନ ଦିଅ
@nareshcreation2326
Жыл бұрын
Thik kahicha
@mkpradhan647
Жыл бұрын
Chup chutiya, se sata katha kahichi
@pinumajhi7811
Жыл бұрын
Guru bramha guru Vishnu guru dev maheswar...
@rajibkumarnayak166
Жыл бұрын
Tame janina aji kalika teacher mana nku govt ru 80-90 hazar salary nauchanti aau patha satha padhau nahanti...Sei chua ta atleast kahichi sahas kariki...
@Gouri_Shankar_vlogs123
Жыл бұрын
Bhai jaha kahela sata kahela
Teachers ଙ୍କୁ ଭୁଲ ଦେଲେ ହବନି କିନ୍ତୁ ପିଲା ମାନଙ୍କର ବି ଭୁଲ
Aji କା ପିଲା ଙ୍କୁ ସମ୍ଭାଳି ହବନି ଆଉ ବାକି ରହିଲେ ଏଇ ମିଡ଼ିଆ bala 😡
ସବୁଠାରୁ ବଦମାସ୍ ମିଡିଆ
ଦିଦି ଙ୍କୁ ପିଲାମାନେ ଏମିତି ବ୍ୟବହାର କଲେ ପିଲାମାନଙକ ଭବିଷ୍ୟତ ଅନ୍ଧାର ହୋଇଯିବ ! ୨ ଟଙ୍କିକିଆ ରିପୋର୍ଟର ମାନେ ପ୍ରଥମେ ଆଇନ୍ ପଢନ୍ତୁ ତାପରେ ମାଡାମ୍ ଙ୍କୁ ପ୍ରଶ୍ନ ପଚାରନ୍ତୁ ।
@cocomamacreation3922
Жыл бұрын
Right
Media ବାଲା ବେଶୀ ହଉଛନ୍ତି।। ଆଜି କାଲି ମିଡିଆ ନିଜ କର୍ତ୍ତବ୍ୟ ବୁଲିଯାଉଛନ୍ତି ।।। ଅନ୍ୟ କୁ ପଚାରିବେ।।।
ଯାହାର ଅଭିଯୋଗ ଅଛି କତୃପକ୍ଷଙ୍କୁ କହିପାରିବେ କିନ୍ତୁ କ୍ଲାସ room ରେ ନୁହେଁ ବୋଲି ଚର୍ଚ୍ଚା ଚାଲିଛି।
Pila ra bapa maa ku dhanyabad
ଛାତ୍ର ମାନେ ବହୁତ ଉଧତ ହେଇଗଲେଣୀ, ଗୁରୁ ସବୁଠାରୁ ବଡ଼ ପର୍ବ କାଳରେ ଅଭିଭାବକ ମାନେ ପିଲା ମାନଙ୍କୁ ଗୁରୁ କୃଳରେ ଛାଡ଼ିଦେଇ ଆସୁଥିଲେ ସେ ପିଲା ସେଠି ପାଠପଢା ସହିତ ଯିଵନରେ ଭଲ ମଣିଷ ଭାବରେ ଉଚୀତ ଶିକ୍ଷା ଲାଭ କରୁଥିଲେ,, ଗୁରୁ କୁ ନ ମଣିଷ ନର ଗୁରୁ ସାକ୍ଷାତ ଈଶ୍ୱର,,
@luxuryspasalon5489
Жыл бұрын
thik
@pratapmaity2499
Жыл бұрын
ଚାମାର୍ ର ଭୁମିକା
ମିଡ଼ିଆ ମାନଙ୍କ ପାଇଁ ସାହସ ବଢୁଛି ପିଲାମାନଙ୍କ ତମ channel ପାଇଁ ଯାତ୍ରା କରୁଛ ଏଠି 🙏🙏🙏
@dishatrishalifestyle9395
Жыл бұрын
Thik katha👍👍
@mrutyunjayabahinipati5454
Жыл бұрын
Block bhaskar and pratin tv sasta media.. amanka lagi aaji pila mane patha padhu nahanti.. media kan jaiki ddnews and hindu paper padhiki reference niya... Murka mane report hele aeya huye.. Jay jagannath 🙏
@sushanttentdj7506
3 ай бұрын
ଠିକ୍ କଥା
ମିଡିଆ ଭାଇ ମାନଙ୍କୁ ଆଜି କିଛି ମିଲି ନି ତ ସେଇଥି ପାଇଁ କାହା ନେତୃତ୍ୱରେ ଧନ୍ଦା ଲଗାଉ ଚନ୍ତି।
ପିଲା ଟି ର ସୁଅଭାବ ଟା ବହୁତ୍ ଖରାପ ଅଛି।
ପିଲାମାନଙ୍କ ଚରିତ୍ର ଗଠନ ଏବଂ ନୈତିକ ଚେତନାର ଅଭିବୃଦ୍ଧି ହେବ ତାହା ଦେଖନ୍ତୁ ।ଖାଲି ଶିକ୍ଷକ ମାନଙ୍କୁ ଏପରି ହଟ ହଟା ନକରି ପିଲାମାନଙ୍କ ଦୋଷ ଦୁର୍ବଳତା ଓ ଚଗଲାମି କୁ ଅଣଦେଖା କରନ୍ତୁ ନାହିଁ ।
ଏ ଶଳା ମିଡ଼ିଆ ବାଲାଙ୍କୁ କିଏ ଡାକିଚି ଆମେ ଏବେ ବି ଆମ ସାର ମାନଙ୍କୁ ଦେଖିଲେ ସାଇକେଲ ରୁ ଓଲେହି ପଡୁଚୁ ନମସ୍କାର କରୁଚୁ ଆଉ ଆଜି କାଲି ର ପିଲାମାନେ ଏମିତି 🧡💚
@securityguard5099
Жыл бұрын
Madarchod media
@Futurejobodisha
Жыл бұрын
Thik katha bhai kahile
@asakichhisikhiba
11 ай бұрын
Right.. ଏ ମିଡ଼ିଆ ଵାଲା ମାନେ ବିନା ଗୁରୁ ରେ ଚାକିରୀ କରିଛନ୍ତି ପରା.. ସେ କଣ ଜାଣିବେ ଗୁରୁ ଶିଷ୍ୟ ର ପରମ୍ପରା
କୁଳାଙ୍ଗାର ପିଲାଟା ଦାଦାଗିରି କଲାଭଳି ଜଣାପଡୁଛି (ଭାବିଶ୍ୱତରେ)। 🔥🔥🔥🔥ନିଆଁ ଲଗା ପିଲାଟା ।
Always respect teacher 🙏🙏
ପ୍ରଥମ କଥା ଏଠି ଯୋଉ news reporter ଭାଇ ମନେ ଯାଇଛନ୍ତି ତାଙ୍କ news chhanel ଅଭଦ୍ର news ଛାଡ଼ୁଛି ଯଦି ବିଶ୍ୱାସ ନହେଉଛି ପ୍ରଥେମେ ଦେଖ ଏବଂ ପିଲା ମନେ ଶିକ୍ଷକ ମାନଙ୍କ ସହ ଏମିତି ବ୍ୟବହାର କରିବା କଥା ନୁହ, ଯଦି କିଛି ହେଇଛି ତାକୁ ସମାଧାନ କରାଯାଉ ନା କି ମେଡ଼ିଆ ଡାକିକି ପିଲାଙ୍କ support ରେ କହି ପିଲାଙ୍କୁ ନଷ୍ଟ କରନାହିଁ 🤦🤦🤦🤦🤦🤦
ମୁଁ ଜଣେ ଶିକ୍ଷକ ହିସାବରେ ମୋର ଗୋଟେ doubt ଅଛି। ଯଦି ପିଲାମାନେ କ୍ଲାସ ରେ disturbance କରିବେ। ତାହାଲେ ଆମେ କିପରି ଆକ୍ସନ ନବୁ। ଏଇଟା ତ ଦଣ୍ଡ ମୁକ୍ତ ଅଞ୍ଚଳ ସେମାନଙ୍କୁ ତ teacher kichhi b punishment ଦେଇ ପାରିବେ ନାହିଁ। ତା ଭିତରେ ସେଇ ଜଣେ ପିଲା ପାଇଁ total class ର ପଢା disturb ହଉଛି। Syllabus,LRP, Utkarsh ଭଳି ଆମ ସରକାର ଙ୍କ ବହୁତ ଯୋଜନା କୁ ମଧ୍ୟ ଫଳପ୍ରଦ କରିବାକୁ ପଡିବ। ତା ଭିତରେ ଜଣେ ଶିକ୍ଷକ କେମିତି ସେ ପିଲା ସହ deal କରିବ କୁହନ୍ତୁ ?
@Sarojinidei_minivlog63
Жыл бұрын
Right
@drvicky1729
Жыл бұрын
exactly. aei chua nku guardian control Kariba darkar
@Dailymessageofhope
Жыл бұрын
Right sir👍
@healer278
Жыл бұрын
Sir ame para nirupaya atha ama mundare action kana neba kichinai
@kalingasendha
4 ай бұрын
ମହାଶୟ ଆଜିର ଦିନରେ ସବୁ ଜିନିଷରେ ରାଜନିତୀକୁ ପୁରେଇ ସବୁ ପରିବେଶ ଖରାପ କରି ସାରିଲେଣି ନେତମାନେ । ନିଜେ କୁତ୍ତା ହେଇ ଅଛନ୍ତି ତେଣୁ ଅନ୍ୟ ମାନଙ୍କୁ ମଧ୍ୟ ସେପରି କରିବାକୁ ପ୍ରୟାସ କରୁଚନ୍ତି । ପିଲାଙ୍କୁ ରାଜନୈତିକ ସଭାରେ ଯୋଗ ଦେବାକୁ କହି କଣ ପାଉଛନ୍ତି । ବିଚରା ଶିକ୍ଷକ ମାନେ ମଧ୍ୟ ଭୟରେ ପିଲାଙ୍କୁ ନେଇ ଯାଉଛନ୍ତି ।
Teacher is always correct
No respect is given to teacher. ସେ ଏତେ ସମୟ ଯାଏଁ ତମ questions ସବୁ ର ଉତ୍ତର ଦେଲେ, ସଳେଇ ଆଉ କିଏ ହେଲେ ତମକୁ କିଛିବି ଉତ୍ତର ଦେଇନଥନ୍ତା 😁
ମିଡ଼ିଆ ମାନେ ହିଁ ହାରାମି *No-1 👊👊
@sipunswain5235
Жыл бұрын
Au
@sipunswain5235
Жыл бұрын
Kela laghichi au
@suryamanitadingi2758
4 ай бұрын
Bdmas media correct resion no janunu michha prachara koranti barambar questions.
@user-iw1ms4ei7j
4 ай бұрын
1 namber friends thanks midia harami
@user-iw1ms4ei7j
4 ай бұрын
1 namber friends thanks midia harami
Didi is right ans
ଦିଦି ଠିକ୍ କଥା କହିଛନ୍ତି ।ସମସ୍ତେ ଟିକିଏ ଚିନ୍ତା କରିବା ଉଚିତ୍, ପିଲା ମାନଙ୍କ ପାଇଁ "ଆନନ୍ଦ ମୟ" ଟିଚର୍ ମାନଙ୍କ ପାଇଁ "ଦୁଃଖ ମୟ" ଏହିଭଳି ମିଡିଆ ପାଇଁ ତ ଛାତ୍ରଛାତ୍ରୀ ବିଶ୍ରୁଖଳା । ପିଲା ଡେଇଁବା ପାଇଁ ଏମାନେ ହିଁ ଦାୟୀ। ୟାକଠୁ ଶକ୍ତି ମିଳେ।
ପିଲାଙ୍କର ବହୁତ ସାହସ । ନମ୍ରନ୍ତି ଫଳିନ ବୃକ୍ଷା ।
@SweetDevilSuv
Жыл бұрын
ଉତ୍ତମ ବିଚାର
ଏହିପରି case dekhi Baki teacher ba school re ପିଲାଙ୍କ ପ୍ରଶ୍ନ ପଚାରିବା ପାଇ ଡରିବେ କହିବେ ବାପା ତୋତେ ମୁଁ exam re ୧୦୦/୧୦୦ no debi
@anuranimahapatra1920
Жыл бұрын
Right
ମାଡ଼ ହେଉ ପାଠ ହେବ
This is the difference between government odia medium school and private icse, cbse school in odisha. Shame shame to the teacher😔
ବହୁତ ଲଜ୍ଜିତ ଏଇ ପିଲା ପାଇଁ
ସେଥିପାଇଁ ଏହି ମିଡ଼ିଆ ମାନଙ୍କୁ ବିଦ୍ୟାଳୟ ମନାକରା ହେଇଛି । Respect teachers । ସେଇ ପିଲାଟା ପୁରା ଉଦ୍ଧତ ଭଳି ଲାଗୁଛି । ସେ ଭବିଷ୍ୟତରେ ଜଣେ କୁଜି ନେତା ନହେଲେ କୁଜି media ହେବେ ।
@anantarout3519
Жыл бұрын
ଠିକ୍ କଥା ତମେ କେମିତି ଜାଣିଲ ଭାଇ
@jitendrasahoo4757
Жыл бұрын
ଭାଇ ତା ମାନେ teacher ମନ ଇଛା ଯେତେବେଳେ ଆସିବେ ସେଟା ଠିକ୍
Respect to teachers and give freedom to teach calmly ...Noone should interfere in their teaching even guardian or any other media...then teaching will b attractive
ମିଡ଼ିଆ ଵାଲା କିନ୍ତୁ ନିଜ TRP ପାଇଁ ଅନେଇକି ବସିଛନ୍ତି ଏ ଭଳି NEWS ପାଇଁ
ଛୁଆ ମାନେ ବହୁତ ବଦମାସ ହେଲେଣି
ଆମ ସମୟ ରେ ଶିକ୍ଷକ ଙ୍କୁ ଦେଖିଲେ ଡରୁ ଥିଲୁ , ଆଜିର ପିଲା ମୁହଁ ରେ ଜବାବ୍ ଦେଉ ଚନ୍ତି , ଇ ଏ କିଭଳିଆ ସଂସ୍କାର , ସବୁ ଭୁଲ୍ ଗାର୍ଡିଆନ୍ ମାନଙ୍କର .....
@mamaratha4502
Жыл бұрын
Sir mane thik nuha pila mananku kahucha sanskar sikhaucha
@mamaratha4502
Жыл бұрын
Bhul maa bapa nkara nuha school phone re gapile kn haba sir nkara bhul
@RinkiBisoyi143
Жыл бұрын
Sabu teacher nka bhul
@beautysweety4591
Жыл бұрын
Ta maa biya maghiya daripila tu
@khitish63706
Жыл бұрын
ତମେ କଣ observed କଲ କି ଭାଇ a video ରୁ। ପିଲାକୁ ଦୋଷ ଦଉଚ ତା ଗର୍ଡିଆନ କୁ ଦୋଷ ଦଉଚ, ଏଥି ତ teacher ଠିକ୍ ନାହାନ୍ତି। ପିଲାଟିକୁ ମାନିବାକୁ ପଡ଼ିବ ଦରୁନି ସବୁ ସତ କହୁଚି।
Satya ra jay he u. Jai Jagannath.Jay hind.
ଏ ପିଲାଟା ରାଜନିତି କରିବ।
ଏ ମିଡ଼ିଆ ଙ୍କ ପାଇଁ ପିଲା ମାନଙ୍କର ସାହସ ବଢୁଛି ଆଗେ ମିଡ଼ିଆ ମାନଙ୍କ ପ୍ରତି ପଦକ୍ଷେପ ନିଆଯାଉ
@pklearningpoints1963
10 ай бұрын
ଏମାନେ full ଗାଣ୍ଡିମରା
ବିଦ୍ୟାଳୟରେ ମିଡ଼ିଆ ପ୍ରବେଶ ଉପରେ ଅଙ୍କୁଶ ଲଗାଯାଉ କାରଣ ଏମାନେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମଧ୍ୟରେ ନିଜ TRP ପାଇଁ ଯୁଦ୍ଧ ଲଗେଇ ଦେଉଛନ୍ତି...... ଦୋଷୀ ଦଣ୍ଡ ପାଇବା ଦରକାର କିନ୍ତୁ ପିଲାଙ୍କୁ ଭିତରକୁ ଟାଣି ତାଙ୍କ ଆଗରେ ଏସବୁ ପାଲା କଲେ ଭବିଷ୍ୟତରେ ସେମାନଙ୍କ ମଧ୍ୟରେ ସମ୍ପର୍କ କିପରି ରହିବ ସେତେବେଳେ ମିଡ଼ିଆ ଦାୟୀ ରହିବତ ?
@malayabiswal3391
Жыл бұрын
ସେ teacher ସେ ମାନଙ୍କ ନିଜ ଲୋକ ବଳି ମିଡିଆ ବାଲାଙ୍କୁ ମାନଙ୍କୁ ମନା କରୁଛି
@bijoydas-qx3qg
Жыл бұрын
No comments for media
@dbdas9171
Жыл бұрын
@@bijoydas-qx3qg Media is not the Court
@pradiptadas5728
Жыл бұрын
@@bijoydas-qx3qg bala na
Looks like media is more interested in TRP.. This has been clearly visible the way they harass a teacher. Such things will deeply impact teacher - student relationship.. This is unfortunate.
Teacher should be respect every where
ଏଇ ହାରାମି ମିଡ଼ିଆ ବାଲା ଶଳା ଯୋଉଠି ଟିକେ ଖବର ପାଇ ଯାଉଛନ୍ତି, କୁକୁର ଭଳିଆ ଶୁଙ୍ଘି ଶୁଙ୍ଘି ଆସି ପହଂଚି ଯାଉଛନ୍ତି। ଆରେ ମା ଗିହେ ପ୍ରଥମେ ଶାନ୍ତି ରେ ବସି ବୁଝା ବୁଝି ହୁଅନ୍ତୁ , ପ୍ରକୃତ ସତ୍ୟ କଣ । ତା ପରେ ଯାଇ ଯାହା କରିବ । ଆଉ ତାହା ନ କରି ମା ଗିହେ .. ଜଣକୁ ସୋସିଆଲ ମିଡ଼ିଆ ରେ ପ୍ରଥମେ ବଦନାମ୍ କରି ଦେଉଛନ୍ତି । ସେ ପିଲା କେତେ ଦୂର ଠିକ୍, ସେ କଥା ତୁମେ ଜାଣିଚ ହଇରେ ପେଳ ଖିଆ ମିଡ଼ିଆ ବାଲା ।
@biswaranjanpatra3937
Жыл бұрын
ଠିକ୍ କହିଛ ଭାଇ
ସେକ୍ରେଟାରୀ ଯଦି କିଛି କରିଛି ଆପଣମାନେ ସେକ୍ରେଟାରୀ ଙ୍କୁ ଡାକି ପଚାରନ୍ତୁ, ଶିକ୍ଷୟତ୍ରୀ ଙ୍କୁ କାହିଁକି ପ୍ରଶ୍ନ ପଚାରୁଛନ୍ତି
@baikunthabehera3971
Жыл бұрын
Mu kahuni repota kahuchi SIKHYA RE AAME 18 . KARANHA AAME NIJEKU NIJE KAHUCHE NO.1 PUNHI BISWASTARIYA .......MULLARU BHUL ACHHI KI ? 23 BARSA CHALILA . SETHIRE PUNHI DHINA KEITA PARE.KHANHIJA PADHARTHA ( MANHANIJ KROMAIT BOXSID ETC ) SARIJIBA MANE CHORI HOIJIBA AAMAR ABASTA KANHA HABA .HE ODISA JOY ... JUHAR FULBANHI
ଯେଉ ପୁଅ ଝିଅ ବାପା ମା ଶିକ୍ଷକ ଙ୍କୁ ବଦନାମ କରେ କେବେବି ଭଲ ମଣିଷ ହୋଇପାରିବ ନାହିଁ
ଏ media ମାନଙ୍କୁ ଚପଲ୍ ରେ ସେକିବା କଥା
ପ୍ରଥମ କଥା ହଉଛି କିପରି ଭାବେ ସଂସ୍କାର ପାଇବେ ଛୁଆମାନେ ସେଥିପ୍ରତି ବାପା ମାଁ ମାନେ ଧ୍ଯାନ ଦେବା ଦରକାର। ଗୁରୁଜନଙ୍କୁ କିପରି ବ୍ୟବହାର ଦିଆଯିବ ସେଥିପ୍ରତି ଧ୍ଯାନ ଦେବା ଦରକାର
@sumanbanchhor81
Жыл бұрын
Sir jadi bapa maa jadi besi sikhadeuchhanti tebe school jibar kana darkar
@sasmitakhamari6007
11 ай бұрын
ya muha ta banda khaila bhali katha kahuchhi patha kana padheiba ya ku banda dekha aa tama guru maa ghuda gehi
ଏସବୁ ଭୁଲ ସବୁ ସରକାର ଙ୍କର କାରଣ ସ୍କୁଲରୁ ମାଡ ଉଠେଇବାଟା ଠିକ ନୁହେଁ ତେଣୁ ପିଲା ଉଦ୍ଧତ ହଉଛନ୍ତି ପିଲାମାନେ ବାପ, ମା ଙ୍କୁ ମାନୁନାହାନ୍ତି ଏବେ କଣ କରୁଛ କର
Yes always respect to teachers 🙏 ll. This Genz are very neglected
ସେହି ଗାଁର ଲକମାନଙ୍କ ଠାରୁ ପ୍ରତିକ୍ରିୟା ନିୟା ଯାଉ ଏହି ଦିଦିଙ୍କ ବିଷୟରେ,,,,
ମାଡାମ ଠିକ କହୁଛନ୍ତି 🙏
ଶିକ୍ଷୟତ୍ରୀ ମାଆ ସମାନ ସେ ଯଦି ପିଲାଙ୍କୁ ଶାସନ କଲେ କିଛି ଅସୁବିଧା ନାହିଁ.... ପିଲାଙ୍କ ଭୁଲ୍ ରହୁଛି ..
@malayabiswal3391
Жыл бұрын
ଯଦି sekhyatri ମା ସମାନ ତା ହେଲେ 2ta ରେ ଆସିବ ଠିକ୍ କଥା ସେକ୍ରେଟାରୀ ସ୍କୁଲ ରୁ ବାହାର କରିବା ଅଧିକାର କି ଏ ଦେଲା
@PATTANAIK_GAMER
Жыл бұрын
@@malayabiswal3391 tama pakhare kn pramana achhi
Madam କର୍ଣ୍ଣ ମୂଳିକୁ ଚପଲ ରେ ସେକ ଏକା ଥରେ ମାଇକି ଧରି ପଳେଇବେ
ପିଲେ ପାଠ ପଢ ଆଉ ମଜା କର ଆଉ ଏହି ସମୟ କେବେବି ଆସିବନି ସ୍ୱପ୍ନ ଛଡା ।ପିଲା ଙ୍କୁ ମାଡ଼ ବନ୍ଦ କରିବା ପରେ କଣ ସବୁ ସଫଳତା ମିଳିଛି ଆପଣଙ୍କ ପିଲା ମାନଙ୍କ Result ରୁ ଜାଣିପାରୁଥିବ ସବୁ । ଏମିତି ପିଲାଙ୍କ ପାଇଁ ସରକାର ପୁଣି ମାଡ଼ ମାରିବା ଲାଗି ଅନୁମତୀ ପ୍ରଦାନ ଶିକ୍ଷକ ଙ୍କୁ କରିଦିଅ ନ୍ତି ତ ପିଲା ମାନେ ଦେଖିବା କିଏ ବହି ଆଣି ବେନି ? ଶିକ୍ଷକ ମାନଙ୍କୁ ଅନୁରୋଧ ଆପଣ ପିଲା ମାନଙ୍କୁ ଠିକ ଶିକ୍ଷା ଦିଅନ୍ତୁ । ଅଭଦ୍ର କଥା କୁହନ୍ତୁନି । ଶିକ୍ଷକ ବହି ନ ଦେଖିଲେ କ'ଣ ପାଠ ପଢେଇ ପାରିବେନି 😂 😅😅😅
Always Respect Teacher🙏🙏🙏🙏
@namitasambalapurivlog77
Жыл бұрын
Amiti chua mane kebe manisha hebeni j ki Guru nku Respect deba jani nahanti 😡
Media bhai mane bahut kharap bhaba re question karuchanti teacher madam nku... Shameless media
ଏ ପିଲାକୁ କିଏ ମନ୍ତ୍ର ଫୁଙ୍କି ଦେଇଛି 😂😂😅
Eeeseee .... Didi nkara bahuta hit😊
A madam bahut bhala bcz mu tanka pakhare 3yrs padhichi.. Setevele one of my favorite teacher thile... Sabu bele teacher ra bhul thiba ata nuha.. Pila mananku punishment nahabara a hauchi phala.. Teacher agare amiti kathabarta karuchanti.... Teacher mane kaha under re nuhanti jemiti paibe semiti question karibe aau jemiti paibe semiti behave karibe .. Pilanku punishment utheibara phala a sabu...