Dake Dukhe Jodi Hata//Batagopal Tripathy//Odissi Music
Dake dukhe jodi hata he...
Lyrics - Traditional
Composition - Desaraja Pt singhari shyama sundara kara
Vocal & Music Direction - Batagopal Tripathy
Music Arrangements - Anjan kumar
Mardala accompany by Madhab Srinanadan Sahoo
Violin accompany by Jagabandhu Nayak
Flute accompany by Shyama Rao
Videography - Madhab Srinandan
Visual Location - Jagannrusinha Temple, Prabhukrupa Batika, Baliapanda, Puri
ଡାକେ ଦୁଃଖେ ଯୋଡ଼ି ହାତ ହେ...
ରଚନା - ପାରମ୍ପରିକ
ସ୍ୱର ସଂଯୋଜନା - ଦେଶରଜା ପଣ୍ଡିତ ସିଂହାରୀ ଶ୍ୟାମସୁନ୍ଦର କର
କଣ୍ଠ ଓ ସଂଗୀତ ନିର୍ଦ୍ଦେଶନା - ବଟ ଗୋପାଳ ତ୍ରିପାଠୀ
ସଙ୍ଗୀତ ପରିଚାଳନା - ଅଞ୍ଜନ କୁମାର
ମର୍ଦ୍ଦଳ - ମାଧବ ଶ୍ରୀନନ୍ଦନ ସାହୁ
ବେହେଲା - ଜଗବନ୍ଧୁ ନାୟକ
ବଂଶୀ - ଶ୍ୟାମ ରାଓ
#Odissimusic#Odissidance#Odiabhajan#Janana#Chhanda#Champu#Odishaculture#Madhabsrinandan#BatagopalTripathy#Puri#Puriculture#Jagannathtemple
Пікірлер: 74
ଜୟ ଜଗନ୍ନାଥ।ବଟ ବାବୁ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ।ଆଜିର ରଙ୍ଗୀନ ପାପୀଳ ପଙ୍କିଳ ଦୁନିଆରେ ଆଧୁନିକ ନାଁ ରେ କିଛି ଅସଭ୍ୟ ଅଭଦ୍ର ନିଜକୁ ସଙ୍ଗୀତଜ୍ଞ ବୋଲାଉଥିବା ମୂର୍ଖମାନେ ଯେଉଁମାନେ ଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ଶସ୍ତା ସଙ୍ଗୀତ ଗାଉଛନ୍ତି ଓ ତିଆରି କରୁଛନ୍ତି ସେମାନେ ତୁମ ଗାୟନ ଓ ଆମ ପୁରାତନ ଭଜନ ଶୁଣିବା ଦରକାର।
ଆମେ ଦୁହେଁ ପ୍ରତିଦିନ ଏ ଭଜନ ଶୁଣି ଆତ୍ମବିଭୋର ହୋଇ ଯାଉ l
ଏବେ ଶୁଣିଲି ଭଜନ ଟିକୁ। ତ୍ରିପାଠୀ ବାବୁ ବହୁତ୍ ସୁନ୍ଦର୍ ଗାଇଛନ୍ତି। ଆଜିକାଲି ସଙ୍ଗୀତ ର ଭାବାତ୍ମକ ଅବକ୍ଷୟ ହେଉଥିବା ସମୟ ରେ ଏପରି ହୃଦୟ ଛୁଆଁ ଭଜନ ର ଆବଶ୍ୟକତା ନିଶ୍ଚିତ ଭାବରେ ବହୁତ୍ ଅଭିନନ୍ଦନ ଯୋଗ୍ୟ। ତ୍ରିପାଠୀ ବାବୁ ଙ୍କୁ ବହୁତ୍ ଧନ୍ୟବାଦ୍। ସଂଯୋଜକ ଙ୍କୁ ମଧ୍ୟ ବହୁତ୍ ଧନ୍ୟବାଦ୍।
ବହୁତ ସୁନ୍ଦର ଗାଇଛନ୍ତି। ଭାବ ପୂର୍ଣ୍ଣ 🙏
ଖୁବ ବଢିଆ ଗୀତ ଟିଏ ♥️ଏବଂ ତା ସହ ପ୍ରତେକ ଟି ଶଦ୍ଧ ର ଉପସ୍ଥାପନା ଉଚ୍ଚ କୋଟିର.. ଏବଂ voice just woww woww
ମହାପ୍ରଭୁ ମଙ୍ଗଳ କରନ୍ତୁ ସର୍ବଦା ଉନ୍ନତି କରେ।
ପ୍ରଭୁଙ୍କ କୃପାଦୃଷ୍ଟି ତୁମ କଣ୍ଠରେ ବରଷୁ ଥାଉ ।ସମସ୍ତ ସଂଗୀତପ୍ରେମୀ ମନ୍ତ୍ରମୁଗ୍ଧ ହୋଇ ଉଠନ୍ତୁ ।କୋଟି ପରମାୟୁ ଲାଭକର ବାବୁ ।🙌🏼🙌🏼 👁️🙏🏻👁️
He prabhu a bhaba ra bhkt a ku sarvada bahu tale rakha.
I use to listin Prateek Patnaik and so glad to hear you. May Jagannath bless you both . you are the future of our beautiful Odissi Music...
ଜୟ ଜଗନ୍ନାଥ 🙏🏻 ବହୁତ ସୁନ୍ଦର ପରିବେଷଣ 🌹🌹🌹
Jay anath Nath shrinath Jagannath Dakanti dukhi Jodi goda teki haatha
Bahut sundar bata God bless you
Sundar
ଜୟ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ମଙ୍ଗଳ କରନ୍ତୁ। ଅତି ସୁନ୍ଦର ଭାବରେ ପରିବେଷଣ ପାଇଁ ଧନ୍ୟବାଦ।🙏
Jay jagannath🙏🏻
ହୃଦୟସ୍ପର୍ଶୀ ❤
Jay Jagannath 🙏🙏🙏
❤oh! Hei jagganath I like this song and good singing God bless,heart touching
Very nice, jay jagannath 🕉💗🕉
Sarangali.hey.prabhu
Jay Jagannath 🙏🏻
ଅତି ସୁନ୍ଦର, ଅତି ମଧୁର 🙏
Very very nice
Excellent .....JAI JAGANNATH
wow
ପ୍ରସ୍ତୁତି ଏକକୁ ଆରେକ ବଳି। ମନ ଶ୍ରୀମନ୍ଦିର ଯାଉଛି ଚାଲି।।
🙏
ଖୁବ୍ ସୁନ୍ଦର, ଧନ୍ୟବାଦ ବଟ ଗୋପାଳ ଭାଇ ଓ ମାଧବ ଭାଇ, ଏ ସୁନ୍ଦର ପ୍ରସ୍ତୁତି ପାଇଁ।
Very heart touching and sweet tone. God bless you.
Excellent...rendition ... seeped in devotion ....
ଅତି ସୁନ୍ଦର ଗାୟନ ଶୈଳୀ, ଭଲ ଲାଗିଲା।
ସାନଭାଇ ଅତି ସୁନ୍ଦର 🙏🙏🙏ଜୟ ଜଗନ୍ନାଥ
Sundar odissi baba sadhu pranita
Bahut sundar 👌
Bahut sundar bata
Bahut sundar ❤️
Jay jagannath
Excellent singing jay jagannath
Good job BATTA 👏👏👏👏
Madhab & Gopal both r talented boy ,God bless u.
ଜୟ ଜଗନ୍ନାଥ 🙏🏼 ଖୁବ୍ ସୁନ୍ଦର ଭକ୍ତିଭାବପୂର୍ଣ୍ଣ ଏହି ପ୍ରଭୁ ଙ୍କର ପାଖରେ ତୁମ ଅର୍ପଣ ।🙏
Such wonderful song 💖 💖 Just fallen in love with this vdo♥️
Darard bhara Janana ti bhabapurna hoichi
ଅତି ସୁନ୍ଦର 🙏🏻
Mitha lagila
Excellent ❤🙏🙏🙏
ଅତି ସୁନ୍ଦରଭାବରେ ଗାଇଛ👏👏❤️ହୃଦୟସ୍ପର୍ଶୀ ଗାୟନଶୈଳୀ।ବାଦ୍ୟ ବି ଅତି ଚାମତ୍କାର👏👏🥰ତୁମ ଦୁଇଜଣଙ୍କ ଯୋଡି ସମସ୍ତଙ୍କର ଆଦର୍ଶ ହେଉ ମହାପ୍ରଭୁଙ୍କ ଅଶୀର୍ବାଦ ସଦାବେଳେ ତୁମମୁ ମିଳୁଥାଉ🙏🏼🌷🌷🌷
Badhia heichi ❤️❤️
ବହୁତ ବହୁତ ସୁନ୍ଦର ❤️
New talent of high standard. Heart touching melody. Looks a horse of long race.
👌A Beautiful bhajana 👍....
👍👍👍
Absolutely beautiful song n singer also 😊😊 love it ❤️
ମୋ ଧନ ରେ କେଡେ ସୁନ୍ଦର ଗାଉଚୁ, ମୁଁ ମରି ଯାଉଥାଏ କି ରେ, ଜୟ ଜଗନ୍ନାଥ 🙏
@sangeetajagannatha5089
Жыл бұрын
ଧନ୍ୟବାଦ ଆପଣଙ୍କ ପରିଚୟ ଦେବେ କି
@MishraRecords
Жыл бұрын
ମୁଁ kanha ମିଶ୍ର ଓ ସୁକନ୍ୟା ମିଶ୍ର ଯିଏ ଦିଜଣ ପ୍ରାର୍ଥନା ଓ ସିଦ୍ଧାର୍ଥ tv ର ଭଜନ ଗାୟକ ତାଙ୍କ ଦିଜଣ ଙ୍କ ବାପା, ଜୟ ଜଗନ୍ନାଥ 🙏
@sangeetajagannatha5089
Жыл бұрын
@@MishraRecords ଧନ୍ୟବାଦ ଜୟ ଜଗନ୍ନାଥ
@n.infomatica
Жыл бұрын
@@MishraRecords nisandeha apana jane bhala pita heithibe, jie anya santana manaku madhya dhana boli karipare, aau jane mo pita jahara tike sneha paain mu chataka pari chahithae, mo upare ete abhiman je khali chup rahuchanti
Bahut sundar music and singing
Jagannathtoragitasunantu
@pradeepkumardas2824
Жыл бұрын
Dear, your lyric differs from that of Sj. Bhikari Bal sir. Which one is correct? Who is the poet of this bhajan? Pl write his name.
Beautiful
Bata satare very heart touching 🙏
Bahut sundar dear ☺️👌👌keep it up dear prabhu nka asirbad rahi thhau sabubele ☺️☺️☺️☺️
@sangeetajagannatha5089
Жыл бұрын
Thanks u so much🥰
Dear! to tell the truth, you sing so nice. but one thing I would like to warn you that good comments and cheap popularity may bring pride in you. keeping away from that try to increase your standard of singing by more practice and try to know more about Bhagabat Tatwa, the lila of lord Jagannath which will develop Bhakti and Samarpana Bhaba in your heart which will make your singing more beautiful and heart touching. Thanks,love you so much.
Ehipari bhabe ama parampara ku jibita rakhiba pae chesta kara bhai
Kaha Jagannath kahinki Tu chhanda Charan Kaha andhakasur bhaye ki tekinu kebe to karana
Bala aagya nkar geet ra apman Kara na.
@sangeetajagannatha5089
11 ай бұрын
ଅପମାନ କିଏ କରୁଛି ଏଇଟା ଭିକାରି ବଳ ଙ୍କ ଗୀତ ନୁହେଁ ସିଂହାରୀ sir ଙ୍କ ଗୀତ who are u say about this ?
Jay Jagannath 🙏🙏🙏
Jay jagannath 🙏
Jay jagannath