Shyama nagara he...//ଶ୍ୟାମ ନାଗର ହେ...//Odissi Music//ଓଡିଶୀ ସଂଗୀତ(Natyangi style of Odissi Music)
Song - Shyama Nagara He...
Lyrics - Banamali Dasa
Music & Vocal - Batagopal Tripathy
Mardala - Madhab Srinandan
Sitar - Prakash Chandra Mohapatra
Flute - Rudra Prasad Parida
Violin - Debashis Das
Manjira - Soumya Ranjan Nayak
Keyboard - Chittaranjan Panda
Recording - B.K.Studio, Puri
Mixing & Mastering - Satya Swarup Mishra
Videography - Madhab srinandan
Video Collections -Krushna Padhi
Пікірлер: 264
ସଙ୍ଗୀତର ରଚନା ଓ ପରିବେଷଣରୁ ପ୍ରତୀତ ହେଉଛି ଉଭୟ କବି ଓ ସଙ୍ଗୀତଜ୍ଞ ଜଣେ ଜଣେ ଗୋପୀ, ବହୁତ ଭାବପୂର୍ଣ୍ଣ ରଚନା ଓ ପରିବେଷଣ, ଧନ୍ଯବାଦ ।
ବହୁତ୍ ସୁନ୍ଦର୍ ଭାବରେ ଗାଇଲ,କଣ ନଗାଇଲ ମ ।
ମୋର ମନେ ପଡୁଛି ଆଜ୍ଞା ମୁଁ ଯେତେ ବେଳେ ଛୁଆ ଥିଲି ମୋ ବାପା ଏହି ଭଳିଆ ଗୀତ ବୋଲନ୍ତି ।ଆଖିରୁ ଲୁହ ଝରି ପଡୁଛି ଭାଇ ଏ ଗିତ ଶୁଣିଲେ ସବୁ ପୁରୁଣା କଥା ସହିତ ସଙ୍ଗୀତର ଭଙ୍ଗୀ ଜଉଥୀ ପାଇଁ ଲେଖକ ଲେଖିଛନ୍ତି ପୁରା ଆମ ହୃଦୟରେ ଲାଗିଯାଇଛି ।ମୁଁ ପୁଣି ଛୋଟ ପିଲା ହେଇ ଯାଆନ୍ତି କି ମୋ ବାପାଙ୍କ ପାଖରୁ ଗୀତ ଶୁଣିବାକୁ ଭାରି ଇଚ୍ଛା।
ଆହା ଶ୍ରୁତି ପଟଳରେ କିଏ ଯେମିତି ଅମୃତ ଢାଳିଦେଲା ଜୟ ଶ୍ରୀ ରାଧେ
ଅତୀବ ସୁନ୍ଦର ବୋଲିଛନ୍ତି l ବହୁତ୍ ସୁନ୍ଦର ବାଦନ ଏବଂ ଅନ୍ୟ ଶିଳ୍ପୀଗଣ ll
@madhabsrinandan
Жыл бұрын
ଧନ୍ୟବାଦ 🙏 ଆଶୀର୍ବାଦ କରନ୍ତୁ
ଏ ଗୀତ ମୋର ବହୁତ ବହୁତ ପସନ୍ଦ ହେଇଛି ।
ଏହି ଭଳି ଗିତ ମୁଁ ଛୋଟବେଳୁ ଶୁଣି ଆସୁଛି। ଯେତେ ଶୁଣୁଥିଲେ ସେତେ ସଶୁଣିଵା ପାଇଁ ମନ ଵଳୁଛି। ଧନ୍ୟ ସେହି ଲେଖକ ଧନ୍ୟ ସେହି ସର୍ବ ପ୍ରକାରର ବାଦ୍ୟଯନ୍ତ୍ର କାରକ ଏବଂ ପ୍ରଯୋଜକ । ସର୍ବୋପରି ସେହି ଗାୟକ ଏବଂ ଗୁରୁ। ଏମିତି ସବୁ କଳାକାର ଯୁଗେ ଯୁଗେ ଜନ୍ମ ନେଇ ମନୋହର ଗିତ ଓ ସଙ୍ଗୀତ ଜନମାନସ ରେ ପରିବେଷଣ କରନ୍ତୁ। ଜୟ ଜଗନ୍ନାଥ।
ହୃଦୟକୁ ଛୁଇଁ ଯାଉଛି
ପ୍ରଭୁଙ୍କ କୃପା ତୁମ କଣ୍ଠରେ ଏମିତି ବରଷୁ ଥାଉ । ଆତ୍ମତୃପ୍ତ ସଙ୍ଗୀତ ।ରାଧେଗୋବିନ୍ଦ ରାଧେଗୋବିନ୍ଦ 👁️🙏🏻👁️
ସୁନ୍ଦର ଓ ମନ ମୁଗ୍ଧକର ପରିବେଷଣ.... God bless u
ଧନ୍ୟ ତୁମେ କଳାକାର ଧନ୍ୟ ତୁମର କୃତିତ୍ୱ । କି ସୁନ୍ଦର ରଚନା । କି ସୁନ୍ଦର ଗୀତ ଇଏ । ଯେତେବେଳେ ଶୁଣୁଛି ଲୁହ ଆଉ କୋହକୁ ରୋକି ପାରୁନି । ସେଇ ଶ୍ୟମନାଗର ଙ୍କୁ ଦେଖିବାକୁ ଇଛା ହେଉଛି ।
ଅତିଚମତ୍କାର, ହୃଦୟକୁ ଛୁଇଁଲା । ଜୟ ଶ୍ରୀକୃଷ୍ଣ🙏
Baha ba bu re ati sundar agaku badhi jao prabhu sunibe
Ati sundar. Mo Maa nku tamara aei gita ti bahut pasand lage.
ଯେତେବେଳେ ଶୁଣୁଛି ମୂଁ ଆତ୍ମ ହରା ହୋଇଯାଉଛି ରେ ଧନ, ତୋତେ ନଦେଖିଲେ ବି ପାଖରେ ଅନୁଭବ କରୁଚି, ଆଉ ତା ତ୍ରିଭଂଗିମା ଠାଣି ଆଖିରେ ନାଚି ଯାଉଚି, ଜୟ ଶ୍ରୀକୃଷ୍ଣ 🙏
@Chittaranjan-tc5hp
2 ай бұрын
ଧନ୍ୟ ଗୀତିକାର, ଧନ୍ୟ ତୁମେ
ଶ୍ୟାମ କହୁଛନ୍ତି, ଏ ବେଶ ଆଉ କାହା ପାଇଁ ନୁହେଁ। ଏ ତୁମରି ପାଇଁ ରାଧା । ବହୁତ୍ ସୁନ୍ଦର ରଚନା 🙏
ପ୍ରିୟ କଣ୍ଠ ଶିଳ୍ପୀଭାଇ ଆନନ୍ଦରେ ଆଖି ଛଳ ଛଳ ହୋଇ ଉଠିଲା ! 😊 ଶ୍ୟାମରଙ୍ଗ ଏକ ଏମିତି ରଙ୍ଗ ସବୁ ରଙ୍ଗ ଫିକା ଲାଗେ ଲୋ ସଜନୀ 🙏 ଅତି ସୁନ୍ଦର 💐😊
Bahut khusi heli batagopala .. khub sundar gaicha . ... Prabhu jagannath tuma upare Krupa druti rakhithantu
@sangeetajagannatha5089
2 жыл бұрын
🙏
କୁଳ ଉଜ୍ବଳ ବେଳେ ଏମିତି ପୁତ୍ର ପ୍ରଭୁ ଦିଅନ୍ତି, ଆଶୀର୍ବାଦ 👌, ଜୟ ଜଗନ୍ନାଥ 🙏
🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏
ଅତି ସୁନ୍ଦର କଣ୍ଠସ୍ୱର । ମଙ୍ଗଳମୟ ମହାବାହୁ ଶ୍ରୀଜଗନ୍ନାଥ ଙ୍କ ଆଶୀର୍ବାଦ ଆପଣଙ୍କୁ ମିଳୁ । ଏତିକି କାମନା । ଜୟ ଜଗନ୍ନାଥ 🙏🙏🙏🙏🙏
ହେ ଶ୍ୟାମ ସୁନ୍ଦର ❤
ପ୍ରଶଂସନୀୟ । ଅନନ୍ୟ ସେ ଭାଵ ।ରାଧେଗୋବିନ୍ଦ 👁️🙏🏻👁️
ଆଃ ..... ଚମତ୍କାର !
ୟେ ଭାବର ସଙ୍ଗୀତ ଆତ୍ମା କୁ ........
ଅତି ସୁନ୍ଦର ❤️❤️❤️❤️
Excellent I listen regularly.
ରାଧେ ଶ୍ୟାମ🙏🏻🙂💚
Chamatkar paribesan... atyanta hrudya
ଅତି ସୁନ୍ଦର୍ ହୋଇଛି
ମୁଁ ପ୍ରାୟ ସମୟ ଶୁଣେ 😊😊🙏🏽🙏🏽
ବହୁତ ସୁନ୍ଦର ବାଣୀ
Ki sundor lekha saili, Bahut sundar gaichanti
ସୁନ୍ଦର ପ୍ରବିଣ ଚମତ୍କାର
ମାଧବଶ୍ରୀନନ୍ଦନବଗିଚାର ଏହି ସୁମିଷ୍ଟଫଳକୁ ମହାପ୍ରଭୁଙ୍କୁ ଅର୍ପଣ ପୂର୍ବକ ସେବନ କରନ୍ତେ ଆନନ୍ଦିତ ହୋଇ ବଗିଚାରସମସ୍ତ ସେବକ ମାନଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଜଣାଉଛି।।ଜୟଜଗନ୍ନାଥ।।
@Abhijit349
2 жыл бұрын
tnx
@madhusudankundu5764
Жыл бұрын
Dear Madhab, your future is vary bright. Go running.
ଵହୂତ ବଢିଆ ଜୟଜଗନ୍ନାଥ
ଭାଇ କି ସୁନ୍ଦର ବହୁତ ଭଲ ଲାଗିଲା
Jay Jagannath 🙏🏻🌹🙏🏻🌹🙏🏻🌹🙏🏻🌹🙏🏻🌹🙏🏻 khub suder.....
How splendid this devotional song is! Teears come spontaneously from my eyes. God bless you as your song touches my heart.
God bless u Bata Awesome Madhab Bhaina
ଜୟ ଶ୍ରୀ ରାଧା କୃଷ୍ଣ.
Beautiful presentation very Very nice best voice best lyrics best music thanks from RUKMINI PRODUCTION BijayaKumarMishra GITIKARA puri jai jagannath jai 🙏 srikrishna 🙏
Jai radha Krishna
ଶିଳ୍ପୀ ଅତିବ ସୁଲଳିତ ତୁମ କଣ୍ଠସ୍ୱର । ସାଧନା ବଜାୟ ରଖ ।ଶ୍ରୀଜଗନ୍ନାଥ ତୁମର ଭବିଷ୍ୟତ ଉଜ୍ଜ୍ବଳ କରନ୍ତୁ ।
Beautiful singing Lord Krishna bless you
Bahut sundar hrudaya chhuan ahhhhhh🙏🏻🙏🏻🙏🏻🙏🏻🙏🏻🙏🏻
ଅତି ଭାବପୂର୍ଣ୍ଣ ଭାବେ ଗାଇଛନ୍ତି ଶ୍ରୀ ତ୍ରିପାଠୀ। ଅଶେଷ ଧନ୍ୟବାଦ।
Jaya jaganatha bhaut Sundar odissi sangita bhabara sangita sadasarbada banchi rahu❤
Aapn. Gitagai. Chhanti. Bahutabhal. Hoichhi. Jaya. Jagannatha
🙏🔱🚩🌹ଜୟ ଜୟ ଜଗନ୍ନାଥ 🌺🌹🔱🚩🙏🙏
I like the Mardala style so much...pura natyangi style....
@madhabsrinandan
2 жыл бұрын
Thank you so much bhai🙏
Dhanybad radha premare bibhor karithibaru harekrusna
O. Wonderful. Song. God. Bless. All. Odisha. Basi
Bahut sunder hoichi, dhanyawad Bhai nku..❤
ଅତି ଉଚ୍ଚକୋଟୀର ସ୍ଵର ଏବଂ ପରିବେଷଣ ଧନ୍ୟ ତୁମେ କଣ୍ଡଶିଳ୍ପୀ।। ଖୁବ୍ ସୁନ୍ଦର। ଜୟ ଜଗନ୍ନାଥ
Bohut sundar. Jay shree krishna
Bahut sundar hayechi
ବହୁତ୍ ବଢଆ। ଧନ୍ୟବାଦ 🙏
Heart touching bhajan Jay jagannath
ମୁଁ ଭାବରେ ହଜିଗଲି ମହାଶୟଙ୍କ ସ୍ୱର ଶୁଣି।ସତେ ଲାଗିଲା ଯେମିତି ଏକ ଅତୀନ୍ଦ୍ରିୟ ଶକ୍ତିର ଅଧିକାରୀ କଣ୍ଠଶିଳ୍ପୀ ବନ୍ଧୁ।ରାଧା ଶ୍ୟାମଙ୍କର ଅପୂର୍ବ ଅପ୍ରାକୃତ ପ୍ରେମର ପରାକାଷ୍ଠାକୁ ବନମାଳୀ ଦାସ ଯେଉଁ ଭଳି ଉପସ୍ଥାପିତ କରିଛନ୍ତି,ବୋଧହୁଏ ଏତେ କୋମଳ ରଚନା ବିରଳ।ଶୁଣିଲାବେଳେ ମୋତେ ଲାଗିଲା ସତେକି ଠାକୁରେ ଆପଣଙ୍କୁ ଏତେ ସୁନ୍ଦର କଣ୍ଠ ଦେଇଛନ୍ତି।ଧନ୍ୟ ହୋଇଗଲୁ ଆମେ।
@sangeetajagannatha5089
2 жыл бұрын
Sabu mahaprabhu nka krupa🙏 (Batagopal)
So beutyfull odishi sangeeta so amazing all SONGs cast members omm klim Krishnaya namah jai Jagannath🌼🙏
ଧନ୍ୟ ଯେ ରଚନା କଲେ ପଦକୁ ସଜାଇ ଧନ୍ୟ ତ ଗାଇଲ ତୁମେ ଏତେ ଭାବ ଦେଇ । ବହୁତ ବହୁତ ଧନ୍ୟବାଦ !
atisundra song radhakrusna
Beautiful attractive voice thanks So much sir GOOD MORNING. Jay jagannath
ଯେତେ ଶୁଣିଲେ ବି ମନ ଭରୁନି। ଉଚ୍ଚ ସ୍ୱର ରେ ଆହୁରି ମଧୁର ଲାଗୁଛି। ଭାବ ର ଧାରା ଜାରୀ ରହୁ.... ମହାପ୍ରଭୁ ଜଗନ୍ନାଥଙ୍କ ଆଶର୍ବାଦ ସଦା ସର୍ବଦା ଆଉ!!!
@bimalasahoo6580
2 жыл бұрын
O -
@parmanadbarik1396
Жыл бұрын
Hmm bro 🙏🙏🙏
@kulamanikhamari6354
Жыл бұрын
Very sweet song really to heard.
@DhhDgh-xl8hw
Жыл бұрын
@@bimalasahoo6580 😊tum nu. N. jjjm
@sunilkumarsunil9937
Жыл бұрын
@@bimalasahoo6580 6Fq😊
ହୃଦୟ ଭରି ଗଲା
Excellent rendition . God bless you
Bahut madhura kantha swara 👍👍👍💐
Voice is very very sweet.evergreen song.Heart touching voice.Many Many thanks to singer.
Heart touching voice,may God bless you. Keep it up.
Jay jagannath
ଅତି ସୁନ୍ଦର ହେଇଛି ଓ ମନ, ହୢଦୟ ଶ୍ରଦ୍ଧା ଓ ଶାନ୍ତି ରେ ଭରି ଯାଉଛି ।ଭଗବାନ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ।ଜୟ ଜଗନ୍ନାଥ
ବହୁତ ସୁନ୍ଦର ଓଡ଼ିଶୀ ସଙ୍ଗୀତ ପରିବେଷଣ 👍🎉
@sanatanapani8565
2 жыл бұрын
Hear touching
Sundar God Bless You.
Bahut sndar paribesana❤
ଆଜ୍ଞା ରଚନା କାର କିଏ 🙏🙏
@sangeetajagannatha5089
Жыл бұрын
Banamali dasa
Jay jagannath swami🙏🌹❤good👍 voice and music🎶❤
👏💐 ATI Sundar
ଜୟ ଜଗନ୍ନାଥ
Bahut sundar 🙏🙏🙏
Jai Sri Krishna
Lot of thanks. Your gya ki style is heart touching. May God bless you
Very good, and heart touching odisi song with good tone. Thankyou.
Bahut badhia lagila
ସୁନ୍ଦର କଣ୍ଠ ଓ ପରିବେଷଣ । ବହୁତ ଭଲଲାଗିଲା ।ଜୟ୍ ଶ୍ରୀ କୃଷ୍ଣ
❤️❤️ati chamatkar ❤️❤️
I could feel the pure love for almighty by this music composition , ancient odisha culture , really great
Jay Sri Krishna Jay Jagannath swami
Jai Sri Radhe ।
Wow super se v upar hai 👌👌👌👌
. . . ଜୟ ଜଗନ୍ନାଥ . . .
ବହୁତ ସୁନ୍ଦର...🙏🙏🙏
Outstanding your voice is very sweet
By the grace of God you got a gifted voice especially for Odishi song . Lord Krishna bless you for singing still better.
Super
ବହୁତ ଉଚ୍ଚକୋଟୀର ହୋଇଛି ❤️🙏
Gayak mahasaya nku koti koti pranam
Bahut sundar song nice voice
ati sundar !!!
Fantastic, mind blowing