Chandan Yatra // ଚନ୍ଦନ ଯାତ୍ରା // Odishi Music // ଓଡିଶୀ ସଂଗୀତ
ଜୟ ଜଗନ୍ନାଥ
ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ଉପରେ ଆଧାରିତ କବି ଶ୍ରୀ ବନମାଳୀ ଦାସ ଙ୍କ ରଚିତ ଏହି ଓଡିଶୀ ସଂଗୀତ ପରମ୍ପାରିକ ସ୍ବରରେ ପରିବେଷଣ କରିବାକୁ ଚେଷ୍ଟା କରିଛୁ।
ପ୍ରଥମେ #ମଣି_ବିମାନେ ଗୋବିନ୍ଦ...
ଦ୍ବିତୀୟ ରେ #ଦେଖଗୋ ରାଧାମାଧବ ଚାଲି...
ଓ ତୃତୀୟ ରେ #ସାରି_ବାରି_ବିହାର...
ଶ୍ରୀଜୀଉ ମାନେ ଶ୍ରୀମନ୍ଦିର ରୁ ବାହାରି ନରେନ୍ଦ୍ରରେ ଜଳକ୍ରୀଡା ସାରି ପୁନଃ ଶ୍ରୀମନ୍ଦିର କୁ ଫେରୁଥିବାର ନିଚ୍ଛକ ଦୃଶ୍ୟ କବିଙ୍କ ରଚିତ ପ୍ରବନ୍ଧ ଗୁଡିକରେ ଦେଖିବାକୁ ମିଳିଛି।
ଏହାକୁ ସଂଗୀତରେ ସଜାଇଛନ୍ତି ଗୁରୁଶ୍ରୀ ହରିଶ୍ଚନ୍ଦ୍ର ଦାସ
ବେହେଲା ରେ ଦେବାଶିଷ ଦାସ
ମର୍ଦ୍ଦଳ ରେ ମାଧବ ଶ୍ରୀନନ୍ଦନ
Jay Jagannath
We have tried our best to perform this Odishi traditional music in traditional way which is based on the Chandan Yatra of Lord Shri Jagannath and is originally arranged by one of the great poet of odisha Shri banamali das.
Firstly Mani Bimane Govind...
Next Dekhago Radhamadhaba Chali...
And last but not the least Saribari bihara...
The poet has briefly decribed the whole scenario starting with how Shri Jeeu coming out from the temple to Narendra and finishing the Jala Krida their and again returning back to the temple.
Music Arranged by Guru Harishchandra Das
Violin - Debashis das
Mardala - Madhab Srinandan
Please use headphones for better sound Effects
Пікірлер: 51
Jay ho pravu Jay jagannath 🙏🏼🙏🏼🙏🏼
ଅତି ସୁନ୍ଦର ମାଧବ 💕💕💕💕💕💕💕💕💕💕💕💞💞💞💞💞💓
ମର୍ଦଳର ତାଳ ଵେହେଲାରସ୍ବର କଲାମୋତେ ଆନମନା ।
Mana mugdhakara atyanta sunder... Samasta nku asesh Dhanyabad...🙏
Bahut Sundar Madhav Bhai nd Debashis
Bahut sundar
ପୌରାଣିକ କିମ୍ବଦନ୍ତୀ , ପଶ୍ଚ୍ୟାତ ପରମ୍ପରା ପାଇଁ କ୍ରମେ ଲୁପ୍ତ ହୋଇଯାଉଛି । କଦା କୁଛିତ୍ ଦେଖିବାକୁ ମିଳେ କିଛି ପୁରାତନ ସୌନ୍ଦର୍ଯ୍ୟ, କିନ୍ତୁ ଘରେ ବସି ଏଇ ଘଡି ସନ୍ଧି ମୁହୂର୍ତ୍ତରେ ସେସବୁ ର ଆନନ୍ଦ ଖୁବ୍ ରମଣୀୟ।
👌👌👌❤️❤️❤️❤️ ଚିତ୍ତାକର୍ଷକ ହେଇଛି ଭାଇ
Truly wonderful ! Congratulations!! Jay Shree Jagannath Annabrahma Mahapravu !
Jay Jagannath 🙏🙏🙏🙏
Jay Jagannatha
Bahut sundar ...aee tune sunile mana varijaee
Bahut badhia🥰
Wow madhab badhia heichi
ଅତି ସୁନ୍ଦର, ମନମୁଗ୍ଧକର ପରିବେଷଣ !
ଆପଣଙ୍କ ପରିବେଷଣ ଅତି ଉଚ୍ଚକୋଟୀର, ସଙ୍ଗୀତ ମନ୍ତ୍ରମୁଗ୍ଧ କରିଥିଲା ❤️❤️
nice
🙏🙏🙏🙏👌👌👌👌
ଚମତ୍କାର.....
Super 🥰😍