BJD Questions State Cabinet Decision, Says Minimum Wage Increase Was Done In March

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.com/store/apps/de...
iOS App: apple.co/2M2KhQA
Watch Live: kalingatv.com/live
KZread: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews

Пікірлер: 296

  • @user-jg5ui7qm3u
    @user-jg5ui7qm3u17 күн бұрын

    ଦୁଇଟା ଚୋର ଆସିଲେ ଲଗା ତାଳି, ଅଖା ନାହିଁ କି ବିରି ନାହିଁ

  • @ashutoshpanda_45

    @ashutoshpanda_45

    17 күн бұрын

    Di ta nka choro Tu bhala ta

  • @bijaykumarrout4161

    @bijaykumarrout4161

    17 күн бұрын

    Shameless after defeat

  • @hrudayaranjan8217
    @hrudayaranjan821717 күн бұрын

    ଲେଲିନ କଣ ଏକୁଟିଆ ତମ ଲୁଙ୍ଗି ପିନ୍ଧା ଭକୁଆ ନେତା କୁଆଡ଼େ ଗଲେ😂😂

  • @bapisadangi3373

    @bapisadangi3373

    17 күн бұрын

    Right

  • @mrutyunjayarout1107

    @mrutyunjayarout1107

    17 күн бұрын

    You a gerua, take your team 😮

  • @ranjankumarpradhan9556
    @ranjankumarpradhan955617 күн бұрын

    ସବୁ ଠାରୁ ଡିହ ଗlଲୁଆ କଟକ ମେୟର।

  • @ashokkumarpal596
    @ashokkumarpal59617 күн бұрын

    ଆରେ ବେହିଆ ,ନିସ୍ପତି ଯଦି ନେଇଥିଲ ତେଣେ କାର୍ଯ୍ୟ କାରି କାହିଁକି ନ ଥିଲ.

  • @chandanswain6556
    @chandanswain655617 күн бұрын

    ଆଉ ଅଧିକ ଛୋଡି ହୁଉନି , ଆଗରୁ ଶୋଇଥିଲେ କୋଉଠି😅

  • @arunchandrabarik1011
    @arunchandrabarik101117 күн бұрын

    ସବୁ ତମ କାଗଜ ରେ ରହିଗଲା ଶ୍ରମିକ ମନେ ପାଉଛନ୍ତି କି ନାହିଁ ତାହା ତଦାରଖ କରାଯାଉ

  • @ramaojha1074
    @ramaojha107417 күн бұрын

    ସବୁ ମିଡିଆ ବନ୍ଦୁ ଙ୍କୁ ଅନୁରୋଧ , ସେମାନଙ୍କୁ ପଚାରନ୍ତୁ ଯେ ଲୋକ ସଭା ଭବନକୁ ମିଡିଆ ବାରଣ କେଉଁ ‌କାୟବିନେଟ ର ପାରିତ କରାଯାଇଥିଲା

  • @user-tm1kk4sd3q
    @user-tm1kk4sd3q17 күн бұрын

    ତୁମେ ଦୁଇଜଣ କୁହାଳିଆ ନେତା। ତୁମ ସରକାର ହାରି ଗଲା କାହିଁକି ।

  • @dileswarmahanta-mg4ov
    @dileswarmahanta-mg4ov17 күн бұрын

    ମାଗିହା ଗୁଡାଗ କୈଣସି ଡିବେଟ୍ ରେ ଉତ୍ତର ଦେବାର ତମର ଯୋଗ୍ଯ ତା ନାହିଁ ଆସିଲେ press confres🤮

  • @chaturbhujabag5095
    @chaturbhujabag509517 күн бұрын

    ତୁମର ଦୁକାନ ବନ୍ଦ ହୋଇଯିବ ପାଣ୍ଡିଏନଙ୍କୁ ଡାକନ୍ତୁ ବୁଦ୍ଧି ଦେବେ ନହେଲେ ଗଲା

  • @alokchandrabehera5906
    @alokchandrabehera590617 күн бұрын

    ,ଦି ଜଣଜାକ ପରମ ଗାଲୁଆ

  • @lachhamanbadajena4966
    @lachhamanbadajena496617 күн бұрын

    ତୁମେ ହଉଚ ପରମ ଗଲୁଆ

  • @mindfreshdilkhush8575
    @mindfreshdilkhush857517 күн бұрын

    ତୁମେ ତ ରଙ୍ଗ ମାରି 5T School 🏫 କରିଦେଲ 😂😂😂😂😂😂 ହବନି କାହିଁକି..... ଆମ ଗ୍ରାମପଞ୍ଚାୟତ ରେ ଦୁଇଟା ସ୍କୁଲ ରଙ୍ଗ ମାରିକି ଦୁଇ କୋଟି ବିଲ କରି ନେଲ ହବନି କାହିଁକି ହୋ😂😂😂😂😂

  • @PratapchandraParida-li5er

    @PratapchandraParida-li5er

    17 күн бұрын

    ଏ ଶଳା ଚୋର ଦିଟା ଠାକୁର ଘରେ କିଏ, ମୁଁ କଦଳୀ ଖିଆ ନାହିଁ, ଏସବୁ ବିଜେଡି ର ସୁଚିନ୍ତିତ ଷଡ଼ଯନ୍ତ୍ର

  • @arunchandrabarik1011
    @arunchandrabarik101117 күн бұрын

    ପିଲାଙ୍କୁ ମିଳୁନି କଣ ପାଇଁ, march ମାସରୁ ତ ବଢ଼ାଇଲାଣି

  • @dolagobindapradhan3795
    @dolagobindapradhan379517 күн бұрын

    ଲଲିନ ମହାନ୍ତି ଆପଣ ଭାଷଣ ଓଡିଶା ବାସି ଜାଣିଛନ୍ତି ବିଜେଡି ସରକାର 352 ଟଙ୍କା ଦେଉଥିଲା ବିଜେପି ସରକାର ଆସିଲା ଏକା କାଳୀନ 98ଟଙ୍କା ବଢ଼ାଇ 450ଟଙ୍କା ଦେବାପାଇଁ କ୍ୟାବିନେଟରେ ନିଷ୍ପତି କଲା ଏଣୁ ବିଜେଡି 24ବର୍ଷରେ ଯାହା ନକରିଥିଲା ଶ୍ରମିକ ପାଇଁ ତାହା ଆଜି 450ଟଙ୍କା ବିଜେପି ଦେଇ ଶ୍ରମିକ ପେଟ ପୁର୍ଣ କଲା ବିଜେଡି ସରକାରକୁ ଓଡିଶା ବାସି କହୁଛନ୍ତି ଦୁର୍ନୀତି ରେ ଏକ ନମ୍ବର କିନ୍ତୁ ବିକାଶରେ ବିଜେପି ସରକାର ଏକ ନମ୍ବର

  • @PravatKumarBehera-nx7no

    @PravatKumarBehera-nx7no

    17 күн бұрын

    Janina kanhi ki gapu6

  • @ashatutorial6176

    @ashatutorial6176

    17 күн бұрын

    Newa sunuchha na ...mana ichha comment deuchha

  • @brajakishorepadhi4022
    @brajakishorepadhi402217 күн бұрын

    ତୁମ ଘର କେମିତି ଚଳୁ ଚି ବେ ମାଗିହା ବିଜେଡି ର ମାରକା ମରା ଦଲାଲ। ତୁମ ପ୍ରବଚନ ଲୋଡା ନାହିଁ। ତୁମେ ଶଳେ ପରା ଗୋଟେ ଗୋଟେ ଯାଗାରେ ୫ ଥର ଲେଖା ଶିଳାନ୍ୟାସ କରୁଥିଲ। ତୁମ ଘରୁ ଆଣି ଖର୍ଚ୍ଚ କରୁଥିଲ। ତୁମେ ତ ଏକା ଭୂଆଁ ବୁଲେଇ ବ।

  • @samirnayak3768
    @samirnayak376817 күн бұрын

    ଦୋହରାନ୍ତୁ କି ତୋହରାନ୍ତୁ ତୁମ ଦୁଇଜଣଙ୍କର କଣ ହେଉଛି, ନବୀନ ପଟ୍ଟନାୟକ ଙ୍କ ସମୟରେ ଏହା ପ୍ରକାଶ ହୋଇଥିଲା, ନବୀନବାବୁ ଙ୍କ ସମୟରେ ଚାରିଆଡ଼େ ଭ୍ରଷ୍ଟାଚାର, ଜମି ଜବର ଦଖର, ଖଣିଲୁଟ ବି ହୋଇଥିଲା. ଏହା ବିଷୟରେ ଟିକେ କୁହ.

  • @user-hy5po8ps3o
    @user-hy5po8ps3o17 күн бұрын

    BJD ର କିଛି ପ୍ରସଙ୍ଗ ନାଁଇ ଖାଲି କମୁଡ଼ି ଝାମୁଡ଼ି ହବ ଲୋକ ମାନେ ସବୁ ଜାଣନ୍ତି ଆଉ ଓଡ଼ିଶା ରେ BJD ଶାସନ ହବ ନାହିଁ😂

  • @RamuluDora-w9w
    @RamuluDora-w9w17 күн бұрын

    ବିଜେଡି ସରକାରଙ୍କୁ ଲାଜ ଲାଗିଵା ଦରକାର ତମ ସମୟ ରେ କଣ କଲ ଏବେ ଵକାଣୁ ଛ କେଉଁଠି ଶଇଥିଳ ବିଜେଡି ସରକାର କିଛି ହଵ ନାହିଁ

  • @anshumanbehera6307
    @anshumanbehera630717 күн бұрын

    ମାର୍ଚ୍ଚ 15 ରୁ ଲାଗୁକରିଥିଲ ଏ ପ୍ରଯ୍ୟନ୍ତ କାହିଁକି ଶ୍ରମିକ ମାନେ ପାଉନାହାନ୍ତି ଜୁଲାଇ ଶେଷ ହେବାକୁ ବସିଲାଣି

  • @santoshkumarsahoo-qy4gb

    @santoshkumarsahoo-qy4gb

    17 күн бұрын

    Right 👍

  • @ranjitmallik6294

    @ranjitmallik6294

    17 күн бұрын

    Already pauchanti

  • @dolagobindapradhan3795
    @dolagobindapradhan379517 күн бұрын

    ବିଜେଡି ଆଉ ଓଡିଶା ବାସୀଙ୍କୁ ଭକୁଆ ବୋଲି ଭାବୁଛି କଣ କହୁଛି ନାଁ ମୁଁ ଜିତିଥିଲେ 450ଟଙ୍କା ମଜୁରୀ ଦେଇଥାନ୍ତି ଲଜ୍ୟା ନାହିଁ ଆଗରୁ କୋଇଠି ଶୋଇଥଲା ବାହାର ରାଜ୍ୟରେ ମିଳୁଥିଲା ବିଜେଡି ନ ଦେବାର କାରଣ ପକେଟ ଓଜନ କମି ଯିବ

  • @satyabrataparida1925
    @satyabrataparida192517 күн бұрын

    ଏଡ଼େ ଅଲଜ୍ୟା ତୁମେ ଦୁଇ ଜଣ ।ଯଦି ନିଷ୍ପତ୍ତି ନେଇଥିଲେ କାର୍ଯ୍ୟ କାରି କଲାନି କାହିଁକି ? ସେତେବେଳେ ତ ତମ ମନ୍ତ୍ରୀମାନେ କିଛି ଜାନୁନଥିଲେ ।ଲୋକ ଜାଣିବେ କେମିତି ?

  • @ParsuramPradhan-mp2ud
    @ParsuramPradhan-mp2ud17 күн бұрын

    ଓଡ଼ିଶା ର କଳଙ୍କ ନେତା

  • @user-lu5jy8cm5k
    @user-lu5jy8cm5k17 күн бұрын

    Tame chora dita ଆଗରୁ କୁଆଡେ ଯାଇଥିଲ

  • @sanjaysethi5426
    @sanjaysethi542617 күн бұрын

    ତମେ ସବୁ କେଉଁଠି ଥିଲ ଆଗରୁ ମିଡିଆ ରେ କାହିଁ କିଛି କହୁଥିଲ

  • @arunmohanty1676
    @arunmohanty167617 күн бұрын

    ଶୁଣନ୍ତୁ ସୁବାଷ ବାବୁ ଓଡ଼ିଶା ଲୋକଙ୍କୁ ଆଉ ଉଲ୍ଲା ଜଡ଼ା କରିବା ପାଇଁ ଚେଷ୍ଟା କରନ୍ତୁନି ଓଡ଼ିଶା ଲୋକ ଚାଲାକ୍ ହୋଇସାରିଲାଣି ଆଉ ଓଡ଼ିଶା ଲୋକ ଠିକ୍ ଜବାବ ଦେଇଛନ୍ତି ଆଉ ପାଣ୍ଡୁ କୁ ଓଡ଼ିଶା ରୁ ହତାଇଛନ୍ତି

  • @sipusahoo3085
    @sipusahoo308517 күн бұрын

    କଣ ଦିଜଣ ବାକି ତାମିଲ ପାଣ୍ଡୁ କୁକୁର ସବୁ 😂😂😂😂

  • @quest138

    @quest138

    17 күн бұрын

    ତମେ ଗୋବରା ସଙ୍ଗଠନ (RSS) ର ଅନ୍ଧ ଭକ୍ତ। ମୁଣ୍ଡ ରେ କେବଳ ଗୋବର ଖତ ମିଳିବ।

  • @hirosethi8929

    @hirosethi8929

    17 күн бұрын

    ପାଣ୍ଡିଆନ ନାମ ଛାଡି ମୋହନ ନାମ ଧର ,ଏ ଗେରୁଆ ରଂଗକୁ ଲାଭ ହେବ

  • @bijaykumarrout4161

    @bijaykumarrout4161

    17 күн бұрын

    Pandu bhskta

  • @nabakishorepadhan2419
    @nabakishorepadhan241917 күн бұрын

    ତୁମେ ଦୁଇଟା ଶଳା ପକ୍କା ଗାଲୁଆ ଓ ନାଳୁଆ ।

  • @user-jk9lx9fw7l
    @user-jk9lx9fw7l17 күн бұрын

    25yesrs kn kala bjd .tame sabu chora

  • @satyanarayanpadhy3317

    @satyanarayanpadhy3317

    17 күн бұрын

    Ja tk history padh janibu financial report dekh janibu

  • @sumantakubehera5135
    @sumantakubehera513517 күн бұрын

    ପାଞ୍ଚ ରେ ଦୁଇ ଗୁଣି ଲେ ଦଶ ସମସ୍ତେ ସେଇ ଦଶ କହିବେ ନାଁ ପ୍ରଥମେ ଯିଏ କହିବ ସେ ଦଶ କହିବ ପରେ ଯୋଉ ମାନେ କହିବେ ସେମାନେ କଣ ଏଗାର କହିବେ ନା ବାର ତେର ଇତ୍ୟାଦି କହିବେ ତମେ ୨୫ ବର୍ଷରେ କଣ କରି ଥିଲ ଓଡ଼ିଶା ବାସୀ ଜାଣିଲେ ତେଣୁ ଆଉ ଡହରା କଥା କହନି

  • @user-eg9jg4im2z
    @user-eg9jg4im2z17 күн бұрын

    ବେ ଲେନିନ୍ ଘୁଡାମୁହା ତୁ ପରା କହିଥିଲୁ ବିଜେଡି ୧୦୦ ପାର୍ କଣ୍ ହେଲା ଏବେ ଔଷଧ ନ ପାଇ ତାଟିଆ କାମୁଡ଼ା ନୀତି ଆପଣାଇବା ତର ଆଉ ଉପାୟ ଅଛି କି?

  • @santoshmallick1955
    @santoshmallick195517 күн бұрын

    ସତରେ ଆପଣ ମାନେ ଏଡ଼େ ନିର୍ଲଜ, ତୁମକୁ ଲୋକ ମାନେ ଫିଙ୍ଗିସାରିବା ପରେବି କେମିତି ମୁହଁ ଦେଖାଉଛ ?, ତୁମେ ମାନେ କେଡେ ପାରିବାବାଲା, ଲୋକେ ତୁମକୁ ହାଡ଼େ ହାଡ଼େ ଜାଣିଛନ୍ତି, ଗୋଟିଏ ବେଶ୍ୟାରର ସ୍ୱାଭିମାନ ରହୁଛି, କିନ୍ତୁ ତୁମ ଠାରେ ଦେଖା ଯାଉନି, କି ଅଲଜ୍ୟା, ଛି ଛି ଛି, ତୁମେ ତସବୁ ଉପାଡି ଦେଇଛ, ଆଉ ଉପାଡ ନାହିଁ,

  • @amarpati-zu3zm
    @amarpati-zu3zm17 күн бұрын

    ଏହା ବିରୋଧ ରେ ଆନ୍ଦୋଳନ କରିବା ଉଚିତ୍ ଏ ଚୋର ସରକାର ଙ୍କ ବିରୋଧ ରେ ଛି ଛି ଛି କୁ ଭଳିଆ ମୁଖ୍ୟମନ୍ତ୍ରୀ ଆମର 🤔🤔

  • @maheswarkumarnahak2420
    @maheswarkumarnahak242017 күн бұрын

    ଲାଗୁ କାହିଁକି କଲ ନାହିଁ ମାର୍ଚ୍ଚ ମାସରେ ବଢିଲା ଏବେ ଆସି ଭକୁଆ bonouchha

  • @santoshdash5352
    @santoshdash535217 күн бұрын

    ଏହାକୁ ଡ ବ ଲ୍ ଇଞ୍ଜିନ ସରକାର କୁହାଯାଏ। ହୋଇଥିବା କାର୍ଯ୍ୟକୁ ଆଉଥରେ ଲୋକ ଙ୍କୁ ଶୁଣାଯାଏ 😂😂😂😂😂😂

  • @muralidhartarai6418
    @muralidhartarai641817 күн бұрын

    ହଁ.. ତମେ ତ march ରୁ କରିଲ... March ରୁ july କେତେଦିନ ହେଲା... କଣ ଦେଲା ଭଳିଆ ପଳେଇଆସିଲେ ଭାଷଣ ମାରିବାକୁ....

  • @Lipsacreation12
    @Lipsacreation1217 күн бұрын

    ଏହି ପ୍ରେସ ମିଟ ରେ ଥରେ କହିଥିଲେ କି ବୁଝିଥିଲେ ଭଲ ହୋଇଥାନ୍ତା କି ମାର୍ଚ୍ଚ ମାସ 15 ରୁ ଦରମା ବୃଦ୍ଧି କରାଯାଇଥିଲେ ବି ଏ ପର୍ଯ୍ୟନ୍ତ କଣ ପାଇଁ କର୍ମଚାରୀ ଙ୍କ ଆକାଉଣ୍ଟ କୁ ଆସିଲା ନାହିଁ ? କିନ୍ତୁ ଏଠି ଦଳ ବିଷୟରେ ଆଲୋଚନା କରିବାର ଅର୍ଥ କଣ ? କେବଳ ଆଉ କେବଳ ପେଶା ପେଶି 😐

  • @rakeshsahooofficial2402
    @rakeshsahooofficial240217 күн бұрын

    ଆସିଗଲା.. ବିଖ୍ୟାତ ଡହରା 😂😂

  • @Mr.Bijaykumar.23
    @Mr.Bijaykumar.2317 күн бұрын

    ନଳିଆ ମହାନ୍ତି 😂

  • @narendrahembram4495
    @narendrahembram449517 күн бұрын

    B J D Katha Chaliba nahi . B J P Sarkar Jaha Kariba dekhu Thaw . Tuma katha kehi Sunibe nahi .

  • @Bubun-t2s
    @Bubun-t2s17 күн бұрын

    ପରିକ୍ରମା ପ୍ରକଳ୍ପ ର ହଜାର ହଜାର କୋଟି ଟଙ୍କା ର ହିସାବ ଦିଅନ୍ତୁ ପ୍ରଥମେ ଟା ପରେ ଆଶ୍ଚର୍ଯ୍ୟ ହୋବା

  • @nikunjabihariparida1038
    @nikunjabihariparida103817 күн бұрын

    ସେମାନେ ପୁରୁଣା ଯୋଜନାରେ କୋଉଠି ରଙ୍ଗ ବୋଲିବେ.. କିନ୍ତୁ ରାଜ୍ୟର ବଡ଼ ଠାକୁର ମୁହଁମାଡ଼ି ତଳେ ପଡ଼ୁଛନ୍ତି.. ସେ କଥା.. ଓଡିଶା ବାସୀ କଣ ବିଶ୍ୱବାସୀ କ୍ଷମା କରିବେ ନାହିଁ..

  • @ritandhal2238
    @ritandhal223817 күн бұрын

    ବିଜେଡି ସରକାର ଯଦି ମାର୍ଚ୍ଚ ମାସରୁ ବଢ଼େଇଲାଣି ତାହାଲେ ଶ୍ରାମିକ ଆଜି ପର୍ଯ୍ୟନ୍ତ କାହିଁକି ପାଇନାହାନ୍ତି

  • @sudhirkumaracharya1006
    @sudhirkumaracharya100617 күн бұрын

    ଆଜ୍ଞା, ଆପଣଙ୍କ ମେୟର ଯଦି କଟକ ସହର ଭିତରେ ଭୁବନେଶ୍ୱର ଟାଉନ ଭିତର ରାସ୍ତାରେ ଯେତେ ଗାତ ଅଛି ତାକୁ ପୋତି ରୋଡ଼ ସାଙ୍ଗରେ ମିଶେଇ ଥାଆନ୍ତେ, ଦଳ ଜିତିଯିବାର ଚାନ୍ସ ଥିଲା ଅତି କମରେ କଟକ ଗୋଟିଏ ଭୁବନେଶ୍ୱରେ 3 ଟି ଯାକ😢ସିଂ ସାର ବର୍ଷା ଦିନ ଆସିଲାଣି ରାସ୍ତା ଗାତ ପୋତିବାରେ କଟକ କର୍ପୋରେସନ ସମୟ ଦଉ,

  • @KailashBehera-tc5dk
    @KailashBehera-tc5dk17 күн бұрын

    ତମେ ମାନେ ସବୁ ଚୋର ତମେ ମାନେ କ'ଣ ଵାଈଟ ଦଉଛ ତମେ ମାନେ କେତେ କମାଉଛ ସମସ୍ତ କୁ ଜଣା

  • @minatimallick9147
    @minatimallick914717 күн бұрын

    ତୁମେ ହାରିଲା ପରେ ବି ମୁହଁ ଦେଖାଉଛ, ଲାଜ ଲାଗୁନି......

  • @user-zg7nu5mh1h
    @user-zg7nu5mh1h17 күн бұрын

    ବିରୋଧୀ ମାନଙ୍କର ଆଉ କିଛି ବିକଳ୍ପ ନାହିଁ ପୁରୁଣା ପତ୍ୟହାର ନବନିର୍ବାଚିତ ସରକାରଙ୍କ ମନେପକାଇଲେ କିଛି ନୂଆଁ କରନ୍ତୁ ନୂଆଁ ସରକାର ମାର୍ଚ୍ଚ ମାସରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ

  • @quoteoftheday2357
    @quoteoftheday235717 күн бұрын

    Mut faraka ebe dekhadele drunitigrastha BJD Netanka marudipadila Mohana Odianka Man Mohiba🎉🎉

  • @SushilKumar-et6op
    @SushilKumar-et6op17 күн бұрын

    ନନ୍ଦିଘୋଷ news gala kua de B J D bala mane

  • @kanhucharandakua9255
    @kanhucharandakua925517 күн бұрын

    ଗେଣ୍ଡା ଦଳ ର କି ହସଂ 😅😂😂

  • @SarojKumar-yz6gf
    @SarojKumar-yz6gf17 күн бұрын

    24 ବର୍ଷରେ 2400 ମିଛ କ୍ୟାବିନେଟ ମୋହର ମାରୁଥିଲ ତାମିଲ ସରକାର ମନେନାହିକି.

  • @kalyanpanda5885
    @kalyanpanda588517 күн бұрын

    ଦୁଇଜଣ ବନ୍ଧୁ ଟିକେ ବଲ୍ଲେ ବଲ୍ଲେ ଢ଼ାବା ଉପରେ ଦି ପଦ କୁହନ୍ତୁ

  • @nareshpattnaik2454
    @nareshpattnaik245417 күн бұрын

    କାହାକୁ ବହାଦୁରି ଦେଖାଉଚ୍ ନବୀନ ୨୪ ବର୍ଷରେ ଏପରି ଓଡିଆରେ ଡ୍ରିଘ ସମୟ ପ୍ରତିଟଲୋକ ଭଲ ଭାବେ ବୁଝିଲା ପରି ପ୍ରକାଶ କଲେ ତୁମ ମୌଡ ମଣି ୩ ମାସ ଆଗରୁ ଯଦି କରି ପକାଇ ଗାଞ୍ଜିଆ ରେ ସାଇତି ରଖିଥିଲେ କି ଡହରା କୁଦେଇ ଥିଲେ ଯେତିକି ଦିନ ମୋଡ଼ି ରଗଡ଼ି ଓଡ଼ିଶାକୁ ଝୁଣୀ ନାରୀଙ୍କୁ ଝୂଣି ବିରୋଧ ଙ୍କୁ ହତ୍ୟା କରି ଖଣି ପାଣି ସରକାରୀ ଜାଗା ଲୁଟି ଯାହା କେବଳ ବିଜେଡ଼ି ଦଳର ନୁହେଁ ସରକାରୀ କଳଙ୍କୁ କାମରେ ଲଗାଇ ସଲ୍ଏ ଖାଲି ଲୁଟିଲ ଓଡ଼ିଶା ଲୋକ ପ୍ରତିଦିନ ତମ ଦଳର କୁଜି ପଣ୍ଡା ଙ୍କ କାର ନାମକୁ ଦେଖୁ ଛନ୍ତି ଆଉ ତୁମେ ଦିଟା ଯାକ ହେଲ୍ ଡମ୍ଫା ଡହରା ଟ୍ଟାଉ ଟ ର ଆଉ ଘିଅ ପକା ପକ୍ଷାଲ ଆଶା ଛାଡ କୋଉଠି ମାରାଉ ଥିଲ? ସବୁ ଖମ୍ମତା ପାଣ୍ଡୁ ନେଇ ବୁଲିଲା ନବୀନଙ୍କୁ ଭେଟି ବାକୁ ସୁଯୋଗ ଶଳା ତମ ପାଖରେ ଥିଲା? ତମେ ସବୁ କ୍ରୀତ ଦାସ ହୋଇ ଯାଇ ଥିଲା ତେଣୁ କ୍ରୀତଦାସ କୃତ ଦାସ ପରି ରୁହ କୋରଡ କୋରଡ ଗାଣ୍ଡୀ ମାରି ଓଡ଼ିଶା ମାଆକୁ ଭାଷାକୁ ଯେପରି ଲୁଟିଚ ଅପେକ୍ଷା କର

  • @kirankumarsahu8824
    @kirankumarsahu882417 күн бұрын

    Bjd ସରକାର କ'ଣ ଲାଗୁ କରିଥିଲି କି ଚର ଦିଟା 😂

  • @kaushalbhoi3180
    @kaushalbhoi318017 күн бұрын

    ଆମେ ତୁମକୁ ସୁଯୋଗ କାରୁ ନାହାଁନ୍ତି

  • @pritampolei7087
    @pritampolei708717 күн бұрын

    Bahudina pare lelin Christian tamilian pada chata kukura ra aji darshan hela

  • @himanshusekharpattanayak8455
    @himanshusekharpattanayak845517 күн бұрын

    ଗାଲୁଆକଉଠେ ଥିଲ

  • @user-fv5ci8nx8v
    @user-fv5ci8nx8v17 күн бұрын

    Lenlin Mohanty election result parathu kuade jaithile

  • @reshmaswain2436
    @reshmaswain243617 күн бұрын

    If your decision is historical why not people of Odisha appreciate in last election.

  • @sanjitpattnaik2032
    @sanjitpattnaik203217 күн бұрын

    Are Lenin kuhalia babu Sambalpur seat kn hela

  • @Indianarmy143
    @Indianarmy14317 күн бұрын

    ଏ ଦୁଇ ଜଣ ଗୋଟେ ଗୋଟେ କୁକୁର ଏ ମାନଙ୍କୁ କିଛି ଜଣା ନାହିଁ ପୁଅ ଜନ୍ମ କରିବା ବଡ କଥା ନୁହେଁ ପୁଅକୁ ପାଳନ କରି ବଡ଼ ଲୋକ କରିବା ବଡ କଥା ସେମିତି ଖାଲି ଭୋକୁଛ

  • @dipakkumar-kd9fq
    @dipakkumar-kd9fq17 күн бұрын

    ଲେଲିନି ବାବୁ ତମେ ଏତେ ଦିନ ହେଲା କୁଆଡେ ଲୁଚିଥିଲ. ତମ ଦଳ ମାଟି କମ୍ବୁଡ଼ିଲା. କୁଆଡେ ଗଲା ତମ ଫୁଟାଣି.

  • @sudhakardas8412
    @sudhakardas841217 күн бұрын

    Bjd ra kou Dina cabinet meeting hue ki

  • @user-pd7uo3fk1s
    @user-pd7uo3fk1s17 күн бұрын

    A magia lelin kauthi tu thilu

  • @dinabandhumuduli73
    @dinabandhumuduli7317 күн бұрын

    ଶଳା ଯାତ୍ରା ପାଟି ପଳା ଭଲ ପଇସା କମେଇବ ଟାଉଟର 2ଟା ଯାକ

  • @Mr24811
    @Mr2481117 күн бұрын

    ଆଗାମୀ ୫ ବର୍ଷ ମଧ୍ୟ ରେ ବିଜେପି ଓଡ଼ିଶା ପାଇଁ କିଛି କରିପାରିବେ ନାହଁ କିନ୍ତୁ ଓଡ଼ିଶା ର ଖଣି ପାଣି ଜଙ୍ଗଲ ଜମି ୟରପୋଟ ସବୁ ପ୍ରାଇଭେଟ୍ କରିବା ଫାଇନାଲ ତାପରେ 😂😂😂😂😂😂😂😂😂😂

  • @jadabapatra6306
    @jadabapatra630617 күн бұрын

    Sethipain harla bjd

  • @sulubhuyanbhaisilu5111
    @sulubhuyanbhaisilu511117 күн бұрын

    Tama ku laja Laguni drakar Agaku subas hariba

  • @ramnathpatra9241
    @ramnathpatra924117 күн бұрын

    Tell Ex CM.

  • @kalyanpanda5885
    @kalyanpanda588517 күн бұрын

    ନିଜେ ଯାହା କରୁଥିଲେ ସମସ୍ତଙ୍କୁ ସେମିତି ଭାବୁଛନ୍ତି

  • @smrutiranjanparida9941
    @smrutiranjanparida994117 күн бұрын

    Wait 5 years

  • @buddhimantapan1482
    @buddhimantapan148217 күн бұрын

    Right 👍

  • @jagadisbiswal1766
    @jagadisbiswal176617 күн бұрын

    Jadi tame badhei thila tahele Pila Pau nathile kan pani seita thila Tamar nirbachana thopa

  • @samxiksha26
    @samxiksha2617 күн бұрын

    Tama pandi kana karini kahuna

  • @rajeshpadhihari5153
    @rajeshpadhihari515317 күн бұрын

    March lagu halani july month halani milini au miliba boli jana paduni

  • @kalyanpanda5885
    @kalyanpanda588517 күн бұрын

    ରଙ୍ଗଶାଳା ଉପରେ ପ୍ରେସ ମିଟ କେବେ କରିବେ

  • @buluhati6471
    @buluhati647117 күн бұрын

    ତମ ମାନଙ୍କର କିଛି କାମ ନାହିଁ କିରେ dely press conference କରୁଚ

  • @bibachhachandrasahoo8595
    @bibachhachandrasahoo859517 күн бұрын

    If your Government has already done the wage hike please make the notification public.

  • @RudraPrasad-bh5uy
    @RudraPrasad-bh5uy17 күн бұрын

    3 masa talu karithila aji paryant milini kn pain

  • @arunakumarpradhan2524
    @arunakumarpradhan252417 күн бұрын

    ଆରେ ଗାଲୁଆ ୨୪ବର୍ଷ ଲାଗିଲା

  • @minakhiparida6434
    @minakhiparida643417 күн бұрын

    TAME KAUTHI SOITHILA

  • @santoshrout6327
    @santoshrout632717 күн бұрын

    Labour salary increase karithila milu nathila kahni ki

  • @kabisuryabehera8572
    @kabisuryabehera857217 күн бұрын

    ଇଏ ଲେଲିନ କୁକୁର...... ପୁଣି ମୁହଁ ଦେଖେଇଲାଣି ରେ.......

  • @ranajitjena4668
    @ranajitjena466817 күн бұрын

    ନୂଆ ସରକାରଙ୍କ ପାଖରେ କୌଣସି ନୂଆ ଯୋଜନା ନାହିଁ ସବୁ ଜନହିତକର ଯୋଜନା ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ କରିଯାଇଛନ୍ତି ଓଡିଶାର ଜନସାଧାରଣଙ୍କ ପାଇଁ

  • @atishkumarpanda7755

    @atishkumarpanda7755

    17 күн бұрын

    Kiye kou yojana karichi seita bada katha nuhe, jou yojana heu na kahi taha kete ground re implement heuchi seita dekhiba katha. Semiti ta manyabar center Scheme ku bi nijara thapa lageiki nija yojana boli japu thile.

  • @ranajitjena4668

    @ranajitjena4668

    17 күн бұрын

    @@atishkumarpanda7755 ଯୋଉ ଯୋଜନା ଏବେ ଓଡିଶାରେ କାର୍ଯ୍ୟକାରୀ ହଉଛି ତାକୁ ଗଣମାଧ୍ୟମ ଆଗରେ ପୁନର୍ବାର କହିବା ମୂର୍ଖାମୀର ପରିଚୟ. ଖାଲି ଗାଲୁଆମୀ କଲେ କଣ ହେବ ଓଡିଶା ଜନସାଧାରଣ ସବୁ ଜାଣିସାରିଲେଣି

  • @motilalmunda2816
    @motilalmunda281617 күн бұрын

    ବହୁତ ହେଲା ଏତିକି ଥାଉ ବିଜେଡିବାଲା

  • @rajurohit778
    @rajurohit77817 күн бұрын

    Bjd agaru soeithila

  • @sarojkumardas1812
    @sarojkumardas181217 күн бұрын

    ସାମ୍ବାଦିକ ମାନଙ୍କୁ ଲୋକସଭା ଭବନ କିଏ ବନ୍ଦ କରିଥିଲା

  • @tapankumarsatapathy5203
    @tapankumarsatapathy520317 күн бұрын

    are tu para cuttack ku Paris karithantu karunu

  • @dhananjaypadihari5280
    @dhananjaypadihari528017 күн бұрын

    କିଛି ଜଣା ଅଛି ନା ଖାଲି ଆସି ଗପ କହୁଛ !!! ପାଣ୍ଡୁ ପଲେଇଚି ବୋଲି ତୁମ ମାନଙ୍କ ମନ ବହୁତ୍ ଦୁଃଖ 😂

  • @odfactduniya
    @odfactduniya17 күн бұрын

    ତୁମେ କହିବା କଥା ଯେ ତୁମ ନୂଆ ବୋତଲ ରେ ନୂଆ ମଦ ପୁରେଇ ଥିଲ ଏବେ ଏମାନେ ନୂଆ ବୋତଲରେ ପୁରୁଣା ମଦ ପୁରେଇ ଛନ୍ତି।

  • @user-lu5jy8cm5k
    @user-lu5jy8cm5k17 күн бұрын

    Lelin tu emeti kahi kahi bjd ku harei delu

  • @user-ud1lp4oh5t
    @user-ud1lp4oh5t17 күн бұрын

    ଲାଜ ନାହିଁ BJD କୁ କଥା କହୁଥିଲ କାମ ନଥିଲା ତମର

  • @gopalgopinath4269
    @gopalgopinath426917 күн бұрын

    bjd pagela heigoni😅😅

  • @sankardas2148
    @sankardas214817 күн бұрын

    ବାଳ ହବ

  • @jitusahu2058
    @jitusahu205817 күн бұрын

    Right BJP sarkar lok ku bhua bulau chi Modi bichara kale odisha ra lagu haba

  • @pramoddash1435
    @pramoddash143517 күн бұрын

    March 13 re jen notification hei thila seta aaji paryanta karyakaari heini bujhila? Au jadi present cm taaku karyakaari karuchhanti tumar kana jauchhi?

  • @entertainmentrupali4367
    @entertainmentrupali436717 күн бұрын

    ବିଜେଡି ରେ କ୍ୟାବିନେଟ ମୀଟିଙ୍ଗ ହଉଥିଲା

  • @user-xt5pp3ez6d
    @user-xt5pp3ez6d17 күн бұрын

    ଦୁଇ ମାଘୀଆଙ୍କୁ ଲଙ୍ଗଳା କରି ପିଟିବା ଦରକାର

  • @kalyanpanda5885
    @kalyanpanda588517 күн бұрын

    ଲେନିନ ବାବୁ ବିଜେଡି କେତେ ପାଇଲା

  • @bimbadharsaw5711
    @bimbadharsaw571117 күн бұрын

    2 touter

Келесі