Bijoy Mohapatra Reaction On Opening Of Puri Srimandir Ratna Bhandar
Watch Bijoy Mohapatra's reaction to the highly anticipated opening of the Puri Srimandir Ratna Bhandar. Hear his thoughts and insights on this significant event, which holds immense spiritual and cultural importance for devotees and the people of Odisha.
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #BijoyMohapatra #PuriSrimandir #RatnaBhandar #OdishaCulture #SpiritualSignificance #TempleTreasures #DevoteeReactions #HolyEvent #IndianHeritage #LordJagannath #OdishaNews #IndiaNews
Пікірлер: 160
ବିଜୟ ବାବୁଙ୍କୁ ବିଜେଡି ଦଳରୁ ବହିଷ୍କାର କରିବା ଠିକ କି ଭୁଲ ଏକଥା ବିଜୟ ବାବୁ କେବେ ସ୍ପଷ୍ଟୀକରଣ ଦେଉନାହାନ୍ତି l ଭାରି ଚତୁର ଲୋକ ଏ ବିଜୟ ବାବୁ!
@susantanayak9728
15 күн бұрын
@@subhasishmallick6183ସ୍ପଷ୍ଟୀକରଣ ଦେବା ର କୌଣସି ଆବଶ୍ୟକତା ନାହିଁ,,, ବିଜେଡି ଠିକ କରିଥିଲା... ଯାହା ଏବେ ଆମେ ଜାଣିପାରୁଛୁ... ଜୀବନରେ ତ ବିଧାନ ସଭା କୁ ପଶିପାରିଲେନି ଆଉ ରାଜନୀତି କରିକି କିଛି ଲାଭ ନାହିଁ....
ଏ ଲୋକଟା ପାଖକୁ ମିଡିଆବାଲା କାହିଁକି ଯାଉଛ । ତୁମମାନଙ୍କୁ ଟିକିଏ ବି ଲାଜ ନାହିଁ ।
@gurukrupa4151
17 күн бұрын
Tu kou gaee ra gobara ki
@subhasishmallick6183
17 күн бұрын
ଏ ଲୋକ ଭାରି ଚତୁର l ବେଶୀ ଚତୁର ରୁ ବିଜେଡି ରୁ 24 ବର୍ଷ ହେଲା ତଡା ଖାଇ ଚୂପ ବସିଛି l
25 ବର୍ଷ ମଧ୍ୟରେ କାହିଁକି ଖୋଲା ହେଲା ନହିଁ।
ଜଗତେ କେବଳ ଜନେ ହସିବେ
Mai nuha ki gai nuha this gentleman 😅
Talent leader in odish eligible for cm
1982 ru 14.07.1985 bhitare 2 thara open karagala & update hoithila..pare apana 2000yr paryanta little biju thile. kahinki update deleni......& Kahinki kholileni....
Nija ku swabhimani kahuthiba alajya Bijoy Mohaptra..Putra moha re andha
Right
Bijay sir jaldi bjd ku asantu
pua bjd re achita bopa khali kana kana
Mohapatra bite definitely help to the govt
Yes yes sir
Nabin Pattnaik should appointed Bijay Mohapatra as his own advisior, most experienced leaders and old Janata Dal leader( santrupta Mishra is not experienced politician)
@prabinaswain4224
17 күн бұрын
Right
You Are Absolutely Right Said Sir 🙏🏻
ବର୍ତ୍ତମାନ କମିଟି ଭିତରେ ବହୁତ ଜ୍ଞାନୀ ଗୁଣୀ ଲୋକ ଅଛନ୍ତି। ସେମାନେ ବୁଦ୍ଧି ଖଟେଇ ନିର୍ଦ୍ଧାରଣ କରନ୍ତୁ।
ବିଜୟ ବାବୁ ଆପଣ କାହିଁକି ଏତେ ଆତୁର ? ଆପଣଙ୍କ ଦୀର୍ଘ ଅନୁଭୂତି ରହିଛି ,ନିଜର ଅନୁଭୂତିରୁ କିଛି ଦିଅନ୍ତୁ ,ଆପଣ ଙ୍କ ବିବୃତି ରେ ରାଜନୀତି ଥିବା ଭଳି ପରିଲକ୍ଷିତ ହେଉଛି ।
Sir Sarakar nije kichhi janinahanti se kana karibe
Jay jaganath sir ❤❤❤❤❤❤❤
ତୁମେ ସରକାର ଥିଲା ବେଳେ କାହିଁକି ଖୋଲିଲ ନାହିଁ, ଏହିଭଳି ଉପଦେଶ ହାସ୍ୟାସ୍ପଦ
@kabirsingh5555
17 күн бұрын
Kia sarakar re thila bhalase dekha kou party re join karinahanti bijay babu
This person is shameless😊😊😊, he has lost his dignity / respect in front of odisha general public.
ଏ ବ୍ୟକ୍ତି କାହିଁକି ରତ୍ନଭଣ୍ଡାର ବିଷୟରେ କହୁଛି , ତାର ଲାଜ ସରମ ନାହିଁ ।
@susantanayak9728
16 күн бұрын
ଦୋମୁହାଁ ଲୋକ ଟି
@anshucool4
15 күн бұрын
Au ତୁ ମଘିୟ ତୋ ବାପା ମା ଠିକ୍ ନାହିଁ। ଶାଳ ବେଦ୍ଧ ଚୁଆ
@humanity431
14 күн бұрын
Ta bapara nahi ta bapa ta bou Kati daichi panikire
Status report will be published after inventoried
ଲୋଭି ଲୋକ
ବିଜୟ ବାବୁ ଜିନ୍ଦାବାଦ BJD ku ଆସି bjd ku strong କରାନ୍ତୁ sir plz
Right thinking
Good question bijay sir advocate general nka appointment pain 👌👌
Vijaya babu jane swavimani neta .janata,bjd,ogp,ncp,bjp,bjd ,ehipari 5ta dala parivartan karithiba byakti mantabya deba kete bhala odisha basi bichara kariba .
👍
ଏଇଟା ଗୋଟେ ବଦ୍ଧ ପାଗଳ
Mr Bijoy Babu Ex-Minister ,Odisha knows better than Ex--Chief minister,Odisha.
Magia ତୋର ଇଯତ ଅଛିନା ତୁ କହୁଛୁ
@AjayakumarGochhi
17 күн бұрын
😂😂😂
Tu kn karuthilu biju nka time re?? Tautar ta pura ,khali power darkar aei choro ku
Bjd ku ଆସନ୍ତୁ sir please,bijay ବାବୁ
@golakbiharimalikgolak654
12 күн бұрын
Aau kn Bala achhi j Bijoy babu setha ku Jai sunu pampudi khaibe.
Correct
🙏🏼🙏🏼🙏🏼🙏🏼🙏🏼🙏🏼
In 1990 Bijoy Babu was minister in Biju govt. why he did not open Ratna Bhandar during his ministry?
Old is gold Bijay sir jindabad
ସାର ଜାହାକହୁଛତି ପୂରା ଠିକ୍ ଆଗକୁ ଭଲ ହବ
Kichi nahn..sabu khai deichanti mandir comite aau govt and Puri panda
Sir BJD Ku Tike Strong Karantu, Please come to bjd, You are fir for BJD
Mu sunicchi anek dina tale Ratna bhandar ra anek rupa coins ku currency notes re convert kara jaicchi
He is great leader..
ଅପାରଗତା ଦୁର୍ବଳ ନେତୃତ୍ୱ ସରକାର
ହଇ ରେ ମା ଗୀହା କେନ୍ ସୁଇ ଥିଲୁ ଏତକି ଦିନ।bjd ସରକାର ବେଳେ କେନ୍ ଶୁଇ ଥିଲୁ। ମାଗିହା ଦେଖେଇ ହଉଛେ
Bijay Pattnaik a veteran politician has lost face value after handed over his son to BJD for his political will ..... To the same party who spoiled his career ...... Now giving so much of gyan in media ..... Not acceptable in any form ....
Great Leader
ବିଜୟ ମହାପାତ୍ର ଜଣେ ପୁରୁଣା ଏବଂ ବୟସ୍କ ଅଭିଜ୍ଞତା ଥିବା ନେତାଙ୍କୁ ଆମେ ଆମର ମତାମତରେ ଭାଷା ଖରାପ କରି ଲେଖିଲେ ସେ ଦେଖୁନାହାନ୍ତି କିନ୍ତୁ ଯେଉଁମାନେ ଅଶ୍ଳୀଳ ମନ୍ତବ୍ୟ ଦେଉଛନ୍ତି ତାଙ୍କ ପରିବାରର ଚରିତ୍ର କିପରି ଅନ୍ୟ ମାନଙ୍କୁ ଜଣାଉଛନ୍ତି
@tanmayananda1960
17 күн бұрын
Right he isa great politician of odisha
@raghumaninayak9593
17 күн бұрын
ବରିଷ୍ଠ ରାଜନେତା ହିସାବରେ ତାଙ୍କୁ ସମ୍ମାନ ଦେବା କଥା କିନ୍ତୁ ଅନେକ ୟୁଜାରଙ୍କ ବିଭ୍ରାନ୍ତିକର ଟିକା tipani ଦେବା ଭଲ ନୁହେଁ ଏହା ମୋ ବ୍ୟକ୍ତି ମତ ଯଦି କାହାରି ମନକୁ ଆଘାତ ଦିଏ କ୍ଷମା କରିବେ ଜୟ ଜଗନ୍ନାଥ ସ୍ଵାମୀ...🙏🙏🙏🚩🕉️🇮🇳
@santoshpani987
17 күн бұрын
Ok.sir
@nagendrapattnaik2860
17 күн бұрын
Before addressing senior citizen in filthy language we should analyse our character
@nagendrapattnaik2860
17 күн бұрын
Filthy language is not appreciable in a civilized society
ଗସ୍ତିଷ ପଶୟତ ଭି କଲା ଧନ ର ନିୟନ୍ତ୍ରଣ କରିବା ର କେନ୍ଦ୍ର କମିଟି ରେ ଥାଇ ଭି କିପରି ଓଡିଶା ରେ ଏତେ କୋଟି କୋଟି ଟଙ୍କା ଏ ବିଜେଡି ଦଳର ନେତା ଓ କର୍ମୀ ତଥା ପାଣ୍ଡିଆନ ଲୁଟିବାରେ ରେକର୍ଡ ଭାଙ୍ଗିଲେ. ଏନ୍ନ, ମୋହନ ସରକାର ଏ ପୁରୁଣା କମିଟି କୁ ଭାଙ୍ଗି ଜଷ୍ଟିସ ବିଶ୍ୱନାଥ ରଥ ଙ୍କୁ ଚୟନ କାରି ଅତି ସୁନ୍ଦର ପଦକ୍ଷେପ ନେଇଛନ୍ତି. ସେ ଜଣେ ଦକ୍ଷ ଓ ନିର୍ଭିକ ନିରପେକ୍ଷ ବିଚାରପତି. ତାଙ୍କର ସୁନାମ ଅନେକ ଅଛି.
Bjd bijaya Mohapatra nku pheri anu
ନବୀନ ବାବୁ ବିଜୟଙ୍କୁ ଦଳରୁ ବହିଷ୍କାରକରି ଥିଲେ ତାହା ଠିକ ଥିଲା. ନବୀନ ବାବୁଙ୍କୁ ଆ ଣି ନିଜେ ଭୁଲ କରି ଥିଲେ
Surrendered to pandian
ବିଜୟ ବାବୁ ଜଣେ ପୁରୁଖା ନେତା ତାଙ୍କୁ ବହୁତ କଥା ଜଣା ସେ ଯାହା କହୁଛନ୍ତି ତାକୁ ମାନିବାକୁ ପଡିବ
ଇଏ ଗୋଟିଏ ଭଙ୍ଗୁରା ଲୋକ, ସବୁଭଲକାମରେ କେଁ ପୁରାଇବା ଏମାନଙ୍କ ଅଭ୍ୟାସ, କାମ ହେଇଯାଉ ଚୁପ୍ ହୋଇ ରୁହ
@ramanayak3052
17 күн бұрын
Rty
ବିଜେପି ରେ ରହି ବିଜେଡି ର କାମ କରୁଥିଲେ,,,, ଯେତେବେଳେ ବିଜେପି ବହିଷ୍କାର କଲା,,,, ସେ କହିଲେ ମୁଁ କଣ ବିଜେପି ରେ ଥିଲି ଯେ,, ଏବେ ମୋତେ ବହିଷ୍କାର କଲେ.... ଏଇଟା ଗୋଟେ ହାସ୍ୟାସ୍ପଦ କଥା.... ତେଣୁ ଏଭଳି ନେତା କୁ ବିଶ୍ୱାସ କରିବା ଭୁଲ,,, ସେଥିପାଇଁ ବୋଧ ହୁଏ ବିଜେଡି ଆଗରୁ ଜାଣିଥିଲା , ଯୋଉଥି ପାଇଁ ଦଳରୁ ବାହାର କରିଦେଇଥିଲା..... ଏବେ ଆମେ ମାନେ ଜାଣିଲୁ ଯେ ଇଏ କାହାର ନୁହନ୍ତି...
Your advice is not required Right decission will be taken by the.comittee.
Yankara sabubele domunha katha
Nice clarification by senior most leader Bijay Mohapatra sir.🙏
ବିଜୟ ବାବୁ ଆପଣ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଛନ୍ତି। କନ୍ତୁ ପୂର୍ବରୁ ଯେଉଁ କମିଟି ଗଠନ କରାଯାଇ ଥିଲା ତାକୁ ଭଙ୍ଗ କରି ବା କଥା କୁ ବର୍ତ୍ତମାନ ସରକାର ଭାଙ୍ଗି ଠିକ୍ କରିଛନ୍ତି ।କଥା କଣ କି କମିଟି କୁ ସେ ସରକାର କାମରେ ନିୟୋଜିତ କଲେନି କାହିଁକି।
@bhabanisankarnayak3537
17 күн бұрын
ନ ଜାଣି ବେଶୀ ଗପ କରନ୍ତୁ ନାହିଁ ।
True leader Bijya babu🎉🎉
Hi is no more in public domen
ଆଇଡିଆଲ ନେତା
Valueless leader BJP came to power, he has no face
Good 👍
ସବୁ ହେବ ଚିନ୍ତା କର ନାହିଁ କାହିଁକି ଖୋଲା ଯାଇନଥିଲା କୁହନ୍ତୁ
କିଛି ଡୁପ୍ଲିକେଟ ରତ୍ନ କୁ ରଖି,ଅରଜିନାଲ ରତ୍ନ କୁ ହଡ଼ପ କରାଯାଇଛି
Best politician
ବିଜୟ ବାବୁ ! ବର୍ତ୍ତମାନ ପରିସ୍ଥିତିରେ ଆପଣ ନୀରବ ରହିବା ଶ୍ରେୟସ୍କର କାରଣ ଲୋକେ ଆପଣଙ୍କୁ ଭୁଲିଗଲେଣି । ନୂଆ ସରକାର ରତ୍ନ ଭଣ୍ଡାର କିପରି ପରିଚାଳନା କରୁଛନ୍ତି ଆଗେ ଲକ୍ଷ୍ୟ କରନ୍ତୁ,ତାପରେ କହିଲେ ଠିକ୍ ହେବ ।
ଏ ବାବୁ କିଏ? ଇଏ କଣ ଗୋଟେ ମତାମତ ଦେବେ?
Jagataranath jaganath samastakara thakurka sampatira hisaba re birodhi basibadarkar nahele gafalati heba
Se atedina kan karuthile
Pua jitila pare Magiha tike gora disuchhi
ମନ୍ଦିର ଭିତରେ ରହୁ ବାହାରକୁ ଗରେ ଚୋରି କରିନେବେ କାହାକୁ ଭରସା ନାହିଁ
2nd ସୁର,valuless,power lover
Sar namaskar
Bijay Mohapatra has lost his credibility earlier
Ghor bipada madu assuchi...dharma nahi kebal loka dekha bhakti...sansar re daya Dana dharma ra abhab ghatich ... bhagwan puri chhadi chhatia asiba ku sanket dele ❤
ତତେ କିଏ ପଚାରୁଛି
Parichalana kamiti ea babadare Twarita padekhapa niantu
ଖାଲି ଅଲଗା ଲୋକ କୁ ସମାଲୋଚନା କଲେ ଠିକ୍ ନାଇ ହୁଏ।ତୁମର ମାନ ଙ୍କର ଆଖିରେ ଭଲ କିଛି ନି ଦିଶବା ।ଖାଲି ଲୋକ ଙ୍କୁ ଖରାପ କଥା କହିବା ଟା ଜାଣିଛି।
@kabirsingh5555
17 күн бұрын
Opposition bina country ra develop nahin ok bhala se democracy ku dekha
@chandraDahita
17 күн бұрын
@@kabirsingh5555 ହଁ ଠିକ୍ କଥା ଯେ ଭାଇ ଏ ବିଜୟ ମହାପାତ୍ର ଆଗରୁ BJP ରେ ଥିଲା।କିନ୍ତୁ ତାକୁ ଏବେ ଆଉ କେହି ପଚାରୁ ନାହାନ୍ତି।ତେଣୁ ଏ କଣ କରେ news ରେ ରହିବ ପାଇଁ ମଝିରେ ମଝିରେ ଏମିତି ନାଟକ ବାଜି କରେ
2 nabea pada rakhiba katha.
ଏଇଟା ଟାଉଟର ଟା ।
Bijaya mohapatra bjd ra lead neantu
ବିଜୟ ମହାପାତ୍ର ବାବୁ, ବୟସ ଅଧିକ ହେତୁ ରାଜନୀତି ରୁ ନିବୃତ ହେବା ଭଲ, ଆଉ ଦାମ ରାଉତ୍ ଭଳି ପରିବାର ବାଦ ନାଁ କୁ ଅସ୍ମିତା ତୁମେ ବି କଲ, କିଏ ଶୁଣେ ତୁମ କଥା? ଆମେ ପୁରୁଣା ଲୋକ ବୋଲି ତୁମ ପ୍ରତି ସମବେଦନା ଅଛି, ଆଉ ତୁଣ୍ଡ ଖୋଲନି
ତୁମେ କିଏ ଅଯୋଗ୍ୟ ଲୋକ
Nabin pakhare sarana pasila sabu gala
Just think about ur life .don't be shouted
ଏ କୁଳ ନାହିଁ କି ସେ କୁଳ ନାହିଁ 😂
Alajuka neta
A.ta.odissara.prakanda.dahara.galua.a.kathare.koounasi.value.nathae
Bahuta chalag loka..bekara katha sabu
ଆପଣ ଏ ଥର ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ବେଳ ଖରାପ ଦଳରେ ନାହାନ୍ତି Bjp ରୁ stand କରି ନାହାନ୍ତି
Bala loka ta ku ,Bala channel.
Nije bana
Dagalbajia Chorata
Rihht
Mulya hina neta😮
Galua ta Behia ta
Are ଇଏ କଣ କହିବ ଇଏ ବା bjd loka
ଭାଡୁଆ ବିଜୟ, ମୁଲ୍ୟହୀନ ମତ ଦେଇ ଶସ୍ତା ରାଜନୀତି କରୁଛନ୍ତି ବିଜୟ ବାବୁ। ମରାମତି ପାଇଁ 5t ସରକାର କୁ କହିଥିଲାକି ଯେ😅