Baijyanta Panda's Intolerance..|| ଅସହିଷ୍ଣୁ ବୈଜୟନ୍ତ || PULSE TODAY
The importance of Dharmendra Pradhan in Narendra Modi's government gives a clear indication to other Odisha BJP leaders who weren't included. Intolerance on its way between the Odisha BJP team?
#BaijayantPanda #DharmendraPradhan #OdishaBJP #OdishaPolitics #BJPIndia
ୟୁଟ୍ୟୁବରେ ଓଡ଼ିଶା ଏବଂ ଭାରତର ସର୍ବଶେଷ ଓଡିଆ ଖବର ଅପଡେଟ୍ ଦେଖନ୍ତୁ | Watch the latest Odiya news updates from Odisha and India on KZread.
#NewsAdda #OdiyaNews #WebNews
-----------------------------------------------------------------------------------------------------------
News Adda Web Channel | News Adda | Odiya News | ନ୍ୟୁଜ୍ ଆଡା ଲାଇଭ୍
News Adda Web Channel:
ନ୍ୟୁଜ୍ ଆଡା ହେଉଛି ଓଡିଶାର ସର୍ବୋତ୍ତମ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ଯାହା ଗଭୀର ଭାବରେ ବିଶ୍ଳେଷଣ କରେ ଏବଂ କଣସି ପକ୍ଷପାତ ନକରି ମିନିଟ୍ ସବିଶେଷ ତଥ୍ୟ ସହିତ ବ୍ୟାଖ୍ୟା କରେ | ସର୍ବୋତ୍ତମ ଆନାଲିଟିକାଲ୍ ଏବଂ ଆକର୍ଷଣୀୟ ଭିଡିଓଗୁଡିକ ପାଇଁ ଟ୍ୟୁନ୍ ହୋଇ ରୁହ |
News Adda is Odisha’s best web news channel that analyses deeply and explains issues with minute detail without any biases. Stay tuned for best analytical and interesting videos.
#NewsADDA
Follow us on Facebook: / newsaddaodisha
Пікірлер: 260
ଅତି ନିମ୍ନ ସ୍ତରର ଆଲୋଚନା l ଏଭଳି ଆଲୋଚନା ଗୋଟେ ଶୃଙ୍ଖଳିତ ଦଳର ନେତାଙ୍କ ମଧ୍ୟରେ ବିଭେଦ ସୃଷ୍ଟି ପାଇଁ ଉଦିଷ୍ଟ ହୋଇପାରେ l
ବୈଜୟନ୍ତ ବିଜେଡି ରୁ ଏବେ ଆସିଲେ। ଏହା କଣ ସତକଥା । ପେଟ୍ରୋଲ ଦରଦାମ ବୃଦ୍ଧି ସମୟ ରେ ଡିପାର୍ଟମେଣ୍ଟ ଛାଡିବା ଧର୍ମେନ୍ଦ୍ର ପ୍ରଧାନ କୁଂ ଆଶିର୍ବାଦ।
ତମେତ ଶଳା ନିଜ କାମ କରିବ, ଅନ୍ୟକୁ ଅଙ୍ଗୁଳି ଦେଖେଇବା ତମର ଅଭ୍ୟାସ
ବହୁତ ବହୁତ ବଢିଆ ଭିଡ଼ିଓ ଆପଣଙ୍କ ସବୁ news ସତଥାଏ ସାର
ଓ ଟିଭି ପ୍ରତି ଆପଣ କାହିଁକି ଅସହିଷ୍ଟୁ। ଆପଣଙ୍କର ଉପସ୍ଥାପନା ଅସହ୍ୟ ଲାଗୁଛି
Otv କେବେ ହେଲେ ଦେଖାଉ ନାହାନ୍ତି ବିଜେପିର
ଏବେ ବାଳୁଙ୍ଗା ସାମ୍ବାଦିକ IAS , ଓ ବିଭାଗୀୟ ମୁଖ୍ୟ ମାନେ ଦେଶ ଚଳନ୍ତି , ନେତା ମନ୍ତ୍ରୀ ଶୁଖିଲା ବାହାବା ନିଅନ୍ତି ନେତା ମାନଙ୍କୁ ବାଳ ଜଣା.
Hi, galu madhab , you have no common scence to become a journalist,
ଜଳା ପୋଡ଼ା ହଉଛି
What Dharmendra Pradhan did for Odisha? He ruined the oil price
@petlover8195
3 жыл бұрын
35000 iocl jagatsinghpur ethanol plant bargad 10 passport office in odisha nhai road 1000 petrolpump distribute for odia 600 gas agency for odia octane oil grade 4 oil sabu dp nka abadan
ଧର୍ମେନ୍ଦ୍ର ଓ ବୈଜୟନ୍ତ ଙ୍କ ମଧ୍ୟରେ ଧର୍ମେନ୍ଦ୍ର ଜଣେ ଦକ୍ଷ ସଂଗଠକ ଏବଂ ରାଜନୀତିଜ୍ଞ ତେଣୁ ସ୍ୱଭାବର ପରିବର୍ତ୍ତନ ଜଣେ ମାନବର ପ୍ରକୃତ ଉପଢୌକନ।
ପ୍ରଧାନ ତେଲ ବିକି ଭଲ ରୋଜଗାର କଲେ ବୋଲି ଡେଣା କଟଗଲା, ଏ ତେଲ ମରା ଚାନେଲ ହେଉଛି
@sibanarayanpattanaik6574
3 жыл бұрын
888793333z4P5Ip9959595995995585959555999999995959Uppppppp9u538588
Otv and odisha reporter target Dharmendra Pradhan
ଅଚ୍ୟୁତ ସାମନ୍ତ ଅଉ କଳିଙ୍ଗ ଚ୍ୟାନେଲ ଅସହିଷ୍ଣୁ ନାହିଁ କି?????
Otv is good news channel
Tamara 2 din hela bahut poduchi bj panda pachare lagupadicha jahara luna khaicha ta plate re hagucha
୨୦୨୪ରେ ଓଡିଶାରେ ବିଜେପି ସରକାର ଗଢୁ ଏହା କେନ୍ଦ୍ର ବିଜେପି ଚାହୁଁନି । ଓଡିଶାରେ ମଧ୍ୟ ଗୋଟିଏ ଗୋଷ୍ଠୀ କାହାକୁ ଉପରକୁ ଉଠିବା ଚାହୁଁନି । କିନ୍ତୁ ଏହା ମହଙ୍ଗା ପଡିପାରେ ୨୦୨୪ ସାଧାରଣ ନିର୍ବାଚନରେ ।
ନନ୍ଦିଘୋଷ ଟିବି ଖାଲି ବିଜେଡ଼ିର ଶପୋଟ ରେ କହୁଛି। କାଇଁ ବିଜେପି ଶପକ୍ଷ ରେ କାଇଁ କହୁନି କନକ ଟିଭି କଳିଙ୍ଗ ଟିଭି
@lifeisalove3936
2 жыл бұрын
Otv ta kebala bjp ku support karuchi, why
ପେଟ୍ରୋଲିୟମ ପରି ଲାଭବାନ ବିଭାଗ ନୁହେଁ ଶିକ୍ଷା ବିଭାଗ ।
@petlover8195
3 жыл бұрын
prsetige
Dharmendra ji Jane vala minister au jaypanda b jane vala politician
@sanjaysamal9806
4 ай бұрын
Kamala sambadik. Donot open such useless channel.
କଥାର ଦମ୍ ନାହିଁ.....ଖାଲି ବିକଳ ଯାହା ବିଜେଡି ପାଇଁ...କିଛିବି ଲାଭ ନାହିଁ...!!!
Absolutely Right
It seems this gala madhaba got his payment
ହାରାମୀ.....bjp
Thanks you aditor Sahab,
You are right
ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦା ବାଦ
Dhanyabad .
ପେଟ୍ରୋଲ ଲିଟର ପିଛା ସତକ ମାରିଲେଣି, ସେଠି ଚିଣ୍ଡାଉଥିଲା,ଶିକ୍ଷାରେ ବେକାର କମିଗଲେନି ଆଉ ଟିକେ ବଢେଇବ,
Many times I found Dharmendra pradhan also was jealous to Aparajita madam Dharmendra pradhan always triied to fade the image of Aparajita madam It is obivious in politics
One minister is not efficient so long as fareness in NEET & IIT entrance exams. Malpractice & question leak out is common in Indian entrance tests.
Khub badhia upastapana.
Ur analysis are outstanding....
Right
ଯଦି ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ରେ ଭାଗ ନେଲେ ପରାଜୟର ସ୍ୱାଦ ନିହାତି ଚାଖିବେ
Right sir important information
Tama kalinga tv kuade gala ?. Eta kan tama chanel.
ଏକଥା ସତ ଯେ ଓଟିଭି ଅନ୍ୟାନ୍ୟ ଘରୋଇ ଟିଭି ଚ୍ୟାନେଲ ପରି ଉପଯୁକ୍ତ ମାନର ନୁହେଁ,ଏହା ଅଧିକାଂଶ ଓଡ଼ିଆ ଉପଲବ୍ଧି କରିଚନ୍ତି।କେତେକ ମୁଷ୍ଟିମେୟ ସାମ୍ବାଦିକଙ୍କଦ୍ଵାରା ଏହା କବଳିତ।
Jaya Jagannatha Jaya Baijayanta Panda Jane Asahisnu Neta
Odisha Ru Kabe. Sarpanch re No Jeeti Aji .... Education Minister D Pradhan
@kishorkumarsahoo6705
3 жыл бұрын
Cha bikali kan janiba education kan. Dabar thila aparajita ku delani
Dharmendra kebe bi odisha re grahaniya nuhon
Thanks journalist. Thanks your analysis
Dharmendra Odisha MLA heiki dekhantu. Janapadiba kete popular leader.
@kishorkumarsahoo6705
3 жыл бұрын
Thik kahila bhai
@kaliasahu3009
3 жыл бұрын
He don't need MLA Odisha loka nk vote no need
@kishorkumarsahoo6705
3 жыл бұрын
Campaign kahniki karuchanti election re
@kaliasahu3009
3 жыл бұрын
Today,talcher NTPC expari closed hebaku jauchhi,,sethi Taku kehi vote deleni, Tara kichhi ashubidha heb nahi
@kaliasahu3009
3 жыл бұрын
@@kishorkumarsahoo6705 Odisha re D Pradhan ku vote na dele Tara kichhi ashubidha heba nahi.
Purba episode re kahuthila dharmendra Bhala nuha aji puni Bhala kahucha. Baijayanta great
He has been promoted to a cabinet minister.but he can't do anything as a minister of education for Odisha.
Baijayanta Babu left BJD means Laxmi maa left him.
Bai janta panda seems goodman but as in 2nd class citizen in BJP what is his position in party?
ଠିକ୍
ତେଲ ବଢୁଛି ତମ କୁ ଦେଖା ଯାଉନି otv right
Otv does not broadcast rumour news about the possibility .otv is the TV of the faith ,of the people of odisha ,so do not try to dis credit it .there is no need for cheap journalists like you in odisha. Thank you...voice of the student
ଗୁରୁତ୍ୱ ପୂର୍ଣ୍ଣ ବିଭାଗ ପାଇଲେ କଣ ହେବ petolium ବିଭାଗ ଭଳି କାମ କରିବେ।
ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ର ସଂସ୍କାର କରନ୍ତୁ,
ଯା ହେଉ ଅଚ୍ୟୁତ ସାମନ୍ତ ଯେ ବିଜେପି ମୁହାଁ ହେଉଛନ୍ତି ବୋଲି ଜାତୀୟ ସ୍ତରରେ ଆଲୋଚନା ହେଉଥିଲା ଆଜି ଦୁର୍ଗା ମାଧବ ଙ୍କ ଦ୍ଵାରା ଏହା ପ୍ରମାଣିତ ହୋଇଛି। ବେଳେ ବେଳେ ସତ କଥା ସାମ୍ନା କୁ ଆସୁଛି ଯେ ଏହି ଟିଭି ଚ୍ୟାନେଲ ଟି ଓଡ଼ିଶାର ସ୍ବାର୍ଥ କିମ୍ବା ଓଡ଼ିଆ ଜାତି ଅପେକ୍ଷା ଅଚ୍ୟୁତ ଙ୍କ ସାମ୍ରାଜ୍ୟ କୁ ଆଗକୁ ନେବାକୁ ଏହି ଚ୍ୟାନେଲ ଟି ବଞ୍ଚିଛି। ହୁଏତ ନବୀନ କିମ୍ବା ବିଜେଡ଼ି ଦଳ ଏହି ଚ୍ୟାନେଲ କଥାକୁ ଗୁରୁତ୍ବ ଦେଉନାହିଁ। ଏହି ବ୍ୟକ୍ତି କୈନ୍ଦ୍ରିକ ସମ୍ବାଦ ବିଶ୍ଳେଷଣ ହିଁ ପ୍ରମାଣିତ କରୁଛି ଦୁର୍ଗା ମାଧବ କିପରି ନିଜର ସ୍ବାଭିମାନ ଓ ନିଜ ପେଶା ଅପେକ୍ଷା ପେଟ ପୋଷିବା ପାଇଁ କିପରି ଚାଟୁକାରୀ କରୁଛନ୍ତି।
D,pradhan odishaku kichhi deichhanti,kintu odisharu ki pàinhanti
Good analysis
ଓ ଟିଭି ତମକୁ ପ ଇ ସା ଦେଲାନି କି? ତମର ଏତେ କଥା କାହିଁକି ।
😊
ପଣ୍ଡା ବ୍ରାହ୍ମଣ ମାନେ ଅହଙ୍କାରୀ ସବୁ ଜାଗାରେ
Dharmendrajweelofodisha ,hope hewiillgo ahead
Post changed will not improve India ,incapability to manage petrol rate he changed his post baijayanta is a good person
Bijayanta Panda may live BJP party . He may live politics because he lost lobby to do politics .
ସିଏ କଣ ଦେଖାଇବେ ତାହା ନିଷ୍ପତ୍ତି କଣ ତମେମାନେ ନେବ
DHARMENDRA PRADHAN TUM HAMARA DESH KA AOR ODISA KA GARB.TUM SACHIN TENDULKAR KA WORLD RECORD TOD. DIA.
Baijayanta beimani ta Dharmendra Pradhan next CM of Odisha. He is best perfect man.
DHAMENDRA BABU APANA BABIN
ଧର୍ମେନ୍ଦ୍ର ବାବୁ ଯେମିତି ତୈଳ ଦରକୁ ବୃଦ୍ଧି କରି 100 ପାର କରିଦେଲେ !ସେମିତି ଶିକ୍ଷା କୁ ବୃଦ୍ଧି କରନ୍ତୁ !
@aswinikumarsahoo3419
3 жыл бұрын
Durga Babu petrol diesel Katha kahiki kahuna
What Pradhan has done for Odisha and the common people excepting hiking petroleum price.All the promises given by BJP are priced to be Jumla.It is rightly said that BJP is Bharatiya Jumla party,Bharatiya jhuta party, Bharat jalao party, etc.It is futile to expect any thing from central govt.
Because is Dharmendra fit for Education Dept. ?
Today If BJP has got power it is because of OTV Channel only.You the reporter should not forget this And Baijayanti Panda is not an Ordinary Leader from Ordinary family.His father established Biju Patnaik as a leader in Odisha.Jay Lord Srikrishna.
Tume nijaku Bhari Pandit sambadika bhajucha
Is Dharmendra important for Petrol rate hike or any reason ?
Helo sir b j p vs u p a Amala re indian economy upare gote video banajau plise sir🙏🙏🙏🙏🙏🙏
See your own organisation, don't compare others.
Deasel and petrol is increased in 100 . now increase also school fines watching now🤣🤣😀😀😀😫😫😫😫
ଓଡିଶାର ଅସ୍ମିତା ପାଇକ ବିଦ୍ରୋହ କୁଇତିହାସରେ ସ୍ଥାନ ପାଇବ ତ ।ଓଡିଶୀ ସଂଗୀତ କୁ ଶାସ୍ତ୍ରୀୟ ସଂଗୀତର ମାନ୍ୟତା ମିଳିବ ତ ତାହା ହିଁ ଦେଖିବାକୁ ଅପେକ୍ଷ୍ୟାରେ ରହିଲୁ
Perhaps this media has taken some financial support from Dharmendra Pradhan
Baijayanta and Aprajita sarangi ku jaha haeche thik haiche
Chtrusta ସ୍ତମ୍ଭ ଗଣମାଧ୍ୟମ ର ସମ୍ମାନ ରକ୍ଷା କରନ୍ତୁ।ଶସ୍ତା ପ୍ରଶଂସା କରନ୍ତୁ ନାହିଁ। ଯେଉ ପ୍ରଧାନଙ୍କୁ ଏତେ ପ୍ରଶଂସା କରୁଛନ୍ତି,ତେଲ ଦର କେତେ ହୋଇଥିଲେ ଜନ ମଙ୍ଗଳ କରି ହୋଇଥାନ୍ତେ।
MR B.PANDA MAY GO TO JOIN CON GRESS OR RETURN TO BJD.
Kalinga TV ରେ ଏହି ଚର୍ଚା ଏକ ନୀଚ ମାନସିକତା । ଏତେ ନିମ୍ନ ମାନର anchor !ଛି ଛି ।
ଦୁର୍ଗା ମାଧବ ବାବୁ ଆପଣ ଯେତେ ଚେଷ୍ଟା କଲେବି ସେ ଦୁଇ ଜଣଙ୍କ ମଧ୍ୟରେ ଫାଟ ସୃଷ୍ଟି କରି ପାରିବେ ନାହିଁ ,କାହିଁକି ଜେ ଆପଣ ବିଜେପି ଉପରେ ଏତେ ଆଶୈଶ୍ନୁ ତାହା ଜଣା ପଡୁ ନାହିଁ ମୁଁ ଭାବୁଛି କାହାକୁ ଖୁସି କରିବା ପାଇଁ ଏ ପ୍ରୟାସ ।
Otv jaha dharmenera paradhen matter re lakhichhi 100% correct.demand badithela dharmenera paradhen hi railway minister haithanta.tapara education re bada hela b petroleum pare popular nuha.aau education re khali deba katha.kichhi b paibara nuha.last re abe odissa re figure Ashwini babu.aau dharmenera paradhen nuha .
ଏ ମାନେ ଅପାରଗ୍ ।କେବଳ ମୋଦି ଙ୍କ ପଡ ଚାଟିବା ଜଣନ୍ତି
Baijayant Panda ashahishnu hoichhanti e katha thik kintu Dharmendra Pradhan education minister paine unfit.Petroleum ministryru jou mal miluthila athi se mal milibo nahin
Ooa
ଧର୍ମେନ୍ଦ୍ର ପ୍ରଧାନ ଯଦି ଏତେ କାଢୁଆ ଭୂବନେଶ୍ବର ରେ ଠିଆ ହୋଇ ଜିତିଥିବା ହେଲା କାଢ
ତୁ ବି ଜେ ଡି ର ଚାପି ଚାପି ତିଷ୍ଟି ରହିଥିବା ସାମ୍ବାଦିକ ବୋଲି କିଏ ନ ଜାଣେ?
Ethi baijayanta saurav ganguly bhalia dekha jauchhi
Mr. Panda is the next C.M in Odisha.
OTV is good news channel for odisha.
@sibareddy7201
3 жыл бұрын
O tv ତମ ଘରେ ଗେଉଚି
@sukantakumar5601
3 жыл бұрын
@@sibareddy7201 mind your language.
@gurukalyanmohapatra9078
Ай бұрын
No OTV is not a standard channel.
ଓଡ଼ିଶାର ସବୁ elotronic ମିଡିଆ ନିରପେକ୍ଷ ନୁହନ୍ତି ସମସ୍ତେ ମୁଣ୍ଡ ବିକା channel ଓ ସମସ୍ତ ସାମ୍ବାଦିକ ମଧ୍ୟ ମୁଣ୍ଡ ବିକା chatukar.
Sidhant jane avineta. Baijanta jane rajneta jodi vala rajneta hoiethante tebe sidhant nikataru harina bahut nimna manrakotha.
Due toDharmendra out of orissa leader
I thank to NEWS ADDA.How acceptable the analysis is! Intolerance of that Helicopter Man is shameful.
ଏଇମାନଙ୍କ ଆନ୍ତର୍କନ୍ଦଳ ହିଁ ବିଜେପିର ଓଡ଼ିଶାରେ ଅବନତି ପାଇଁ ଦାୟୀ !
@ranjeetmohanty135
3 жыл бұрын
000
Dhili sabal hoipare kintu tanka Pai Odisha durbal Kendra mukhya janiba katha
Definitely Baijaynt has to welcome Pradhan because he is a secretary of the party on centre. 2. State leadership will also be given to Baijaynt. 3. Many have raised against oil price hike , if so how poor person a class IV . Govt. Servant purchasing a motorcycle & also riding it. So oil price hike is no problem. But also if both state ,& Central Govt. May try to reduce it's price.
Odisha ra no1 chenel OTV baki sabu fake
It is not a big issue why did you get big controversy
All are best .. in Bjp