🔴Bada Singhara Besha Darshan @ Puri Jagannath Temple | Dr. Ashutosh Prasad Mishra | Odisha365

Badasinghara Besha
Badasrungar Besha
---------------
----------------------
kzread.info?s...
Press the Bell 🔔 Icon & Select All to get Our New video Notification.
---
If you like this Video then give a Like 👍
& share⥇ this video with your family & Friends WhatsApp & Facebook Group.
.........................................................................................................
To watch all the video of Dr. Ashutosh Prasad Mishra Click on the below link
Playlist Dr. Ashutosh Prasad Mishra || Jagannath Mahima ||
tinyurl.com/kacn25y8
Or
www.youtube.com/watch?v=jfher...
..........................................................................................................
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
♪ Enjoy and stay connected with us!! ♪
✽ Mail Id: 2019odisha365@gmail.com
* tinyurl.com/4ea2w4px
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
©ODISHA 365
* ANTI-PIRACY WARNING *
This content is Copyright to Odisha 365. Any unauthorised reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
#jagannathmahima #drashutoshprasadmishra #odisha365 #jagannath #badasingharbesha

Пікірлер: 576

  • @swarnalatasahoo9449
    @swarnalatasahoo9449 Жыл бұрын

    ଡ଼ାକ୍ତର , କିନ୍ତୁ ଜଗନ୍ନାଥ ଙ୍କ ବିଷୟ ରେ କେତେ ସୁନ୍ଦର କଥା ଆମକୁ କହୁଛନ୍ତି ,କେବଳ କାଳିଆ ସାଆନ୍ତ ର ଆଶ୍ରିବାଦ ।

  • @chitralekhadas6673

    @chitralekhadas6673

    4 ай бұрын

    Jaya jaganatha

  • @anirudhabarik5590
    @anirudhabarik55902 ай бұрын

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 🙏🌺🏵️🌸🌷🌷🙏🌺🏵️🌸🌷🌷🙏🌺🏵️🌸🌷🌷

  • @subashmishra5616
    @subashmishra5616 Жыл бұрын

    ପଣ୍ଡିତ ଡ଼ ଆଶୁତୋଷ ମିଶ୍ର ମହୋଦୟ ସୁନ୍ଦର ଚମତ୍କାର ଭାବରେ ମହାପ୍ରଭୁ ଜଗନ୍ନାଥଙ୍କ ବଡ ସିଂହାର ବେଶ ନିବେଦନ କରିଛନ୍ତି ଯାହା ଭକ୍ତ ହୃଦୟକୁ ଛୁଇଁ ଆତ୍ମିକ ଉତ୍ତରଣ ରେ ସହାୟକ । କୋଟି ଦଣ୍ଡବତ ପ୍ରଣାମ ମଣିମା ଅହୋ ଭାଗ୍ୟ ମୋର ଆପଣଙ୍କ ବଡ ସିଂହାର ବେଶ ଶ୍ରବଣ କରି କୃତାର୍ଥ ମହାବାହୁ ଶରଣ ତବ ପାଦ ପଦ୍ମ। ଜୟ ଜଗନ୍ନାଥ।

  • @snehalatanayak9580

    @snehalatanayak9580

    Жыл бұрын

  • @snehalatanayak9580

    @snehalatanayak9580

    Жыл бұрын

    Jay Sri Jagannath💗🙏💗

  • @satyanayak4271
    @satyanayak4271 Жыл бұрын

    ମୁଁ ଦେଖିଛି ଆଶୁତୋଷ ଭାଇ ମଣିମା ଙ୍କ ବଡ଼ସିଂହାର ବେଶ ! କି ଅଜବ ପରିବେଶ ସେତେବେଳେ ଦେଉଳ ଭିତରେ ଯାହା ଅବର୍ଣ୍ଣନୀୟ ! କଳା ସାଆନ୍ତେ ଆପଣ ଙ୍କୁ ଶଙ୍ଖ ରେ ପୁରେଇ ଘଣ୍ଟ ରେ ଘୋଡେ଼ଇ ଚକ୍ର ଆଢୁଆଳରେ ରଖିଥାନ୍ତୁ 😭😭😭😭🙏🙏🙏

  • @subhalaxmi.dezy.5647
    @subhalaxmi.dezy.5647 Жыл бұрын

    ଜୟ ଜଗନ୍ନାଥ ମହାପ୍ରଭୁ 🙏🏻🙏🏻🙏🏻ମତେ ବି ଟିକେ ତୁମ ବଡ ସିହାର ବେଶ ଦେଖିବାକୁ କୃପା କରନ୍ତୁ ମହାବାହୁ 😭😭😭🙏🏻🙏🏻🙏🏻🙏🏻

  • @jharanapandajaharana9882

    @jharanapandajaharana9882

    Жыл бұрын

    ମୋତେ ବି🙏🏻🙏🏻🙏🏻 😭😭😭 ଜୟ ଶ୍ରୀଜଗନ୍ନାଥ 🙏🏻🙏🏻🙏🏻

  • @kartikbhuyantapu9031

    @kartikbhuyantapu9031

    Жыл бұрын

    Bhagavan tumar ichha Purna karantu

  • @subhalaxmi.dezy.5647

    @subhalaxmi.dezy.5647

    Жыл бұрын

    @@kartikbhuyantapu9031 Thank you Bhai🙏🏻🙏🏻🙏🏻ଜଗନ୍ନାଥ ଙ୍କ ଆଶୀର୍ବାଦ ସମସ୍ତ ଙ୍କ ଉପରେ ଥାଉ 🙏🏻🙏🏻🙏🏻

  • @susamabalakamila7163

    @susamabalakamila7163

    Жыл бұрын

    L

  • @anirudhabarik5590

    @anirudhabarik5590

    Жыл бұрын

    Jay jagannath 🙏🙏🙏🙏🙏🙏🙏

  • @rajabhisekpanda
    @rajabhisekpanda3 ай бұрын

    ନମସ୍କାର ଆପଣଙ୍କ ଏହି ବଡ଼ସିଂହାର ବେଶରେ ର ଚମତ୍କାର ବର୍ଣ୍ଣନା ଶୁଣିବା ପର ଠାରୁ ସବୁ ଥର ପୁରୀ ଯାଇ ଏହି ବେଶ ହିଁ ଦର୍ଶନ କରେ ଓ ଗୀତଗୋବିନ୍ଦ ପାଠ କରେ। ଆପଣଙ୍କୁ ଶତ ଶତ ନମନ। ଏତେ ସୁନ୍ଦର ଭାବେ ଆମ ଭଳି ଯୁବକ ଙ୍କୁ ଅନୁପ୍ରାଣିତ କରିଥିବା ହେତୁ।

  • @pradeshkumarsahoo1877
    @pradeshkumarsahoo1877 Жыл бұрын

    ଜୟ ଜଗନ୍ନାଥ 🙏🙏🙏🙏ଆଶୁତୋଷ ବାବୁ ଭାଗବାନ ଆପଣଙ୍କୁ ଦୀର୍ଘ ଆୟୁ କରାନ୍ତୁ ଅlଉ ଆମେ ଭାଗବାନ ଙ୍କ ଏମିତି ଅଲୌକିକ ଲୀଳା ଶ୍ରବଣ କରିବାର ସୌଭାଗ୍ୟ ଅର୍ଜନ କରୁଥାଉ l🙏🙏🙏🙏

  • @swarnapravagitu1047

    @swarnapravagitu1047

    11 ай бұрын

    Right 👍

  • @aloksamal9152
    @aloksamal9152 Жыл бұрын

    ହେ ମହା ବାହୁ ତୁମର ଶ୍ରୀ ଚରଣାର ବିନ୍ଦ ରେ ଅନନ୍ତ କୋଟି ପ୍ରଣାମ 🙏🙏🙏🙏🙏🙏 ଜୟ ଜଗନ୍ନାଥ 🙏🙏❤️🙏🙏 ତୁମର ଏହି ସୁନ୍ଦର ଦିବ୍ୟ ବଡ଼ସିଂହାର କଥା ଶୁଣି ବହୁତ ଭଲ ଲାଗିଲା ତୁମେ ଏମିତି ସମସ୍ତଙ୍କୁ ଦର୍ଶନ ଦେଉଥାଅ ମହା ପ୍ରଭୁ ସମସ୍ତଙ୍କୁ ତୁମେ କ୍ରୃପା କରୁଥାଅ ଜୟ ଜଗନ୍ନାଥ 🙏🙏❤️🙏

  • @siddhshekharbiswal8913
    @siddhshekharbiswal8913 Жыл бұрын

    ବଡ଼ ଠାକୁର ମୋ କାଳିଆ ସୁନା

  • @umasankarsethi5673
    @umasankarsethi5673 Жыл бұрын

    ଜୟ ଜଗନ୍ନାଥ, ଆପଣ ହିଁ ଶ୍ରେଷ୍ଟ ବେକ୍ତି, ଆପଣ ମୁଁହ ରୁ ମହାପ୍ରଭୁ ଙ୍କ କଥା କହିବା ପାଇଁ ସେ ମହାପ୍ରଭୁ ହିଁ ଚୟନ କରିଛନ୍ତି ଆପଣ ବଡ ଠାକୁରଙ୍କ ଅମୃତ୍ କଥା କହୁଛନ୍ତି ମାନେ ଆପଣ ହିଁ ବଡ। ଆପଣଙ୍କୁ ମୋର ଭୂମିଷ୍ଟ ପ୍ରଣାମ🙏🙏🙏🙏

  • @binapanimallik4628
    @binapanimallik4628 Жыл бұрын

    Sir, ଆପଣଙ୍କ ବର୍ଣ୍ଣନା ଅତି ଚମତ୍କାର , କେବେ ପ୍ରଭୁଙ୍କର କୃପା ହେବ ବଡ଼ସିଂହାର ବେଶ ଦର୍ଶନ କରିବା ପାଇଁ, ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏🙏🙏

  • @sujatabehera865
    @sujatabehera865 Жыл бұрын

    ଜୟ ଜଗନ୍ନାଥ ପ୍ରଭୁ ସତରେ ଥରେ ତୁମ ବଡ଼ ସିଂହାର ବେଶ ରେ ଦର୍ଶନ ଦିଅନ୍ତି ନି ତୁମର ଦର୍ଶନ ଅପେକ୍ଷା ରେ ରହିଛି

  • @akshyayakumardas8997
    @akshyayakumardas8997 Жыл бұрын

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।ପ୍ରଭୁ ଆପଣଙ୍କର ଜୟ ହେଉ।ଜଗତର ମଙ୍ଗଳ ହେଉ।

  • @pravakartripathy2957

    @pravakartripathy2957

    Жыл бұрын

    ଆଶୁତୋଷ ବାବୁ ବଢିଆ ଲାଗିଲା ଭାବରେ ମୁଁ ବାଷ୍ପ ରୁଦ୍ଧ ହୋଇ ଯାଉଛି। ଅଶେଷ ଅଶେଷ ଧନ୍ୟବାଦ୍।

  • @kanhubehara5262

    @kanhubehara5262

    Жыл бұрын

    ଆପଣ ଜଗନ୍ନାଥ ଙ୍କର ସ୍ବରପ

  • @saraswatidhal7880
    @saraswatidhal7880 Жыл бұрын

    ଜୟ ଜଗନ୍ନାଥଃ ବହୁତ ଧନ୍ୟବାଦ ଜଗନ୍ନ।ଥ ସଂସ୍କୃତିର ଗବେଷକ ପଣ୍ଡିତ ଆଶୁତୋଷ ମିଶ୍ର ମହୋଦୟ ବଡ଼ ସିଂହାର ବେଶର ଯେତେ ବର୍ଣ୍ଣ ନା ଶୁଣିଲେ ମଧ୍ୟ ସେତେଆଗ୍ରହ ବଢିଯାଏ ଶୋଭା ବଡ଼ ସିଂହାର ବେଶ ହେ ରାଧା ଇସ

  • @gourishankarmishra929
    @gourishankarmishra929 Жыл бұрын

    ଧନ୍ୟବାଦ ସାର, ଆପଣଙ୍କ ଜୀବନ୍ତ ବର୍ଣ୍ଣନା ପାଇଁ। ମହାପ୍ରଭୁ ଆପଣଙ୍କ ଭାଷା ଭଣ୍ଡାର କୁ ଆହୁରି ଧନାଢ୍ୟ , ବର୍ଣାଢ଼୍ୟ ଓ ଭକ୍ତି ପୂର୍ଣ୍ଣ କରନ୍ତୁ। ଜୟ ଜଗନ୍ନାଥ।

  • @rajkishoremahanta5053

    @rajkishoremahanta5053

    Жыл бұрын

    Mahaprabhunka kebe ei besa???

  • @sunilnath3572

    @sunilnath3572

    Жыл бұрын

    @@rajkishoremahanta5053 ❤️🙏❤️ae besha prati dina hue rati re pahada padiba purbaru, rati 9ta pare hoithae

  • @pramilasahoo5604

    @pramilasahoo5604

    Жыл бұрын

    ​@@sunilnath3572

  • @subhammaheswarijena8467

    @subhammaheswarijena8467

    Жыл бұрын

    @@rajkishoremahanta5053 Jay jagannath 🙏🙏🙏🍁🍁🍁🌻🌻🌻🌼🌼🌼🌿🌿🌿🍁🍁🍁

  • @sasmitapanda6165

    @sasmitapanda6165

    Жыл бұрын

    Jay JAGANNATH 🙏🙏❤️

  • @user-nf3mk7yi9n
    @user-nf3mk7yi9n2 ай бұрын

    ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ। ।❤❤❤

  • @prasantabehura9071
    @prasantabehura90712 ай бұрын

    🙏ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କର 🙏

  • @itsme5501
    @itsme55012 ай бұрын

    ଧନ୍ୟ ହୋଇଗଲି, ଧନ୍ୟ ହୋଇଗଲି।ଏ ପାପିନୀ ର ମନ ଭରିଗଲା ❤

  • @MINE-ql3jq
    @MINE-ql3jq Жыл бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ 🌹🙏🙏🙏🙏🙏🙏🙏🙏🌹

  • @sabitaswain5513
    @sabitaswain5513 Жыл бұрын

    ଆଜ୍ଞା ପ୍ରଣାମ ବହୁତ ସୁନ୍ଦର ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ 🙏🙏🙏

  • @snehalatamallick4500

    @snehalatamallick4500

    Жыл бұрын

    Jay Jagannath Prabhu tuma krupaku apekhya

  • @laxmipriyalenka7016
    @laxmipriyalenka70162 ай бұрын

    ଜୟ ଜଗନ୍ନାଥ ସ୍ବାମୀ🙏🙏🙏🙏

  • @shradhanjalipati3031
    @shradhanjalipati303111 ай бұрын

    Prabhu⭕❗⭕...... Mahaprabhu💓🌸🙇‍♀️🙌💛

  • @rinaraniroutaray7596
    @rinaraniroutaray7596 Жыл бұрын

    Thanks for your presentation ମୋ'ର ପ୍ରାଣ ପ୍ରିୟ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କୃପା ହେଉ ମୋତେ ଦୃଲଭ ବଡ଼ସିଂହାର ବେଶ ଦେଖିବା ପାଇଁ

  • @ranjitasenapati6776
    @ranjitasenapati677610 ай бұрын

    ଡାକ୍ତର ବାବୁ ଆପଣ ଜଗନ୍ନାଥଙ୍କ ବିଷୟରେ ଏତେ ସୁନ୍ଦର ବର୍ଣ୍ଣନା କରୁଛନ୍ତି ଆପଣଙ୍କୁ ଜଗନ୍ନାଥ ସଦା ସର୍ବଦା ଆଶିର୍ବାଦ କରୁଥାନ୍ତୃ ଆପଣ ଆମକୁ ଏମିତି ଜଗନ୍ନାଥଙ୍କ ବିଷୟରେ ଏମିତି କଥା ଶୁଣାଉ ଥାନ୍ତୁ । ଜୟ ଜଗନ୍ନାଥ 🙏

  • @skkanhabhaigamer7196
    @skkanhabhaigamer7196 Жыл бұрын

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ 🙏🙏🙏

  • @taraprasadmohaptra8809
    @taraprasadmohaptra8809 Жыл бұрын

    ହେ ମହାବାହୁ ତୁମ୍ବରି କୃପା ସବୁବେଳେ ଥାଉ

  • @pratapnaik-gu4dg
    @pratapnaik-gu4dg3 ай бұрын

    ଜୟ ଜଗନ୍ନାଥ ମହା ପ୍ରଭୁ 🙏🙏🙏

  • @manashdas6292
    @manashdas6292 Жыл бұрын

    Jai jagannath Swami Nayan Patha gami baba tume 🙏🙏🙏🙏🙏🙏🙏🏵️🏵️🏵️🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🌼🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🏵️🙏🙏🙏🙏🙏🙏🙏🙏🙏🙏🙏🙏🙏

  • @ajitkumarpal
    @ajitkumarpal Жыл бұрын

    Jay Jagannath Swami Nayana Patha Gami Bhaba Tume 🙏🌺🌹❤️🙏❤️🌺🙏❤️🌺🙏❤️🌺🌹🌺🌹❤️

  • @debashisguru8101
    @debashisguru810111 ай бұрын

    Jay Sri Sri Jagannatha mahaprabhu nkara jay hau 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sujatalenka1879
    @sujatalenka1879 Жыл бұрын

    ନିଶ୍ଚୟ ଆଜ୍ଞା.... ଆପଣ ଙ୍କ ବର୍ଣନା ରେ ଏତେ ମାଧୁର୍ଯ୍ୟ ଆଉ ଆନ୍ତରିକତା ଅଛି ଯେ ଶୁଣୁ ଶୁଣୁ ମନ ହଜିଯାଉଛି ମଣିମା ଙ୍କ ପାଖକୁ ...... ଯଦି ଭାଗ୍ୟରେ ଥିବ ଦିନେ କାଳିଆ ସାଆନ୍ତ ଙ୍କ ମନୋରମ ବେଶ ଏ ଅଧମ ଚର୍ମ ଚକ୍ଷୁ ରେ ଦେଖିପାରିବି......

  • @sephaliacharya9319
    @sephaliacharya9319 Жыл бұрын

    Ek apurva anubhuti.abarnaniya🙏💐🙏JAI JAGANNATH 🙏

  • @jayshrijagannath1627
    @jayshrijagannath1627 Жыл бұрын

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ମୋ କାଲିଆ ସୁନା 💖💞🌼🙏🌼💞💖

  • @sainurseryanamdashchaka8468

    @sainurseryanamdashchaka8468

    Жыл бұрын

    Bhai vary nice au kiche video diantu

  • @sainurseryanamdashchaka8468

    @sainurseryanamdashchaka8468

    Жыл бұрын

    Bhai your great

  • @RKmaa-vd8vc
    @RKmaa-vd8vc6 ай бұрын

    Jay Jagannath 🙏🏻🌹🙏 Jay guru dev ki chara na re koti koti pranam 🙏🙏🙏🏻🙏🙏🙏🙏❤❤❤❤❤❤ Radhey Radhey Krishna Jay siyaram jai ❤❤❤❤❤

  • @saraswatidhal7880
    @saraswatidhal7880 Жыл бұрын

    ନଇଁ ନଇଁ ଆସେ ସଞ୍ଜ ଲୋ ବଉଳ ନଇଁ ନଇଁ ଆସେ ସଞ୍ଜ ଏଣେ ବଡ଼ ପଣ୍ଡା କଲେଣି ମଙ୍ଗଳ ଆଳତି ସଜ ଜୟ ଜୟ ଜଗନ୍ନାଥଃ

  • @ramkar3784
    @ramkar37845 ай бұрын

    Aha se bada singhara besha jaharo bhagya re thibo, jahaku manima saanto nirnay karithibe sea hi se samaya re sethi upasthita rahiparibo, abhula smriti abhula anubhuti manima saanto nko ro, sesho jibana jaye mahaprabhu ashirwaad karantu sabubele mo charma nayana apno ko ae bhavya swarupo ku darshana karuthau, aponko charana dasho dashi heiki ame rahithau mahaprabhu

  • @bapibehera3826
    @bapibehera3826 Жыл бұрын

    Jay Jagannath swami Nayana patta gami bhaba tume 😢😢😢🙏🙏🙏🙏🙏❤️❤️❤️❤️🥰🥰🥰🥰🥰🥰🥰🥰🥰

  • @g.rabisankarreddy2098
    @g.rabisankarreddy20982 ай бұрын

    ଜୟ ଜଗନ୍ନାଥ 🙏🙏🙏

  • @annapurnamuduly122
    @annapurnamuduly122 Жыл бұрын

    Satare apana kete sundara bhabare prabhunkara badasinghara besa barnana kale jahaku suni ae muhurta re ichha hauchi srikhetra jaiki prabhu nku mana prana bhari dekhibaku.

  • @sujatapanda2316
    @sujatapanda2316 Жыл бұрын

    ଜୟ ଜଗନ୍ନାଥ ସ୍ବାମୀ🙏🙏

  • @shrikhetrabhumi5526
    @shrikhetrabhumi55263 ай бұрын

    ଜୟ ଜଗନ୍ନାଥ ମହାବାହୁ ମୋ କାଳିଆ ସାଆନ୍ତ 🥰🙏 ଆପଣଙ୍କର ଆଶ୍ରିବାଦ ଏହି ପରି ରହିଥାଉ ଆମ ଉପରେ 😭

  • @geetanjaliacharya6079
    @geetanjaliacharya6079 Жыл бұрын

    Om Jay shree jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 Very good message sir 🙏🏻 God bless you to your family sir 🙏🏻 And all sir 🙏🏻

  • @manasmantry9610
    @manasmantry9610 Жыл бұрын

    Jai shree jagannath Swami Nayana Patha gami bhaba tume 🙏🙏🙏🙏🙏🙏🙏

  • @anupamanayak7214
    @anupamanayak7214 Жыл бұрын

    ପ୍ରଭୁ ! ମୋତେ ଏ ବଡ଼ ସିଂହାର ବେଶ ଦର୍ଶନ ର ସୌଭାଗ୍ୟ ମିଳୁ

  • @abhimanyubehera2742
    @abhimanyubehera274210 ай бұрын

    ଜୟ ଜଗନ୍ନାଥ 🙏

  • @bhagyalatapradhan4061
    @bhagyalatapradhan40612 ай бұрын

    ବହୁତ ବହୁତ ଅଭିନନ୍ଦନ, ପ୍ରଣାମ!

  • @mycutydaughter7865
    @mycutydaughter786524 күн бұрын

    Jay Jagannath 🙏❤️❤️

  • @sabitapattanaik6274
    @sabitapattanaik6274 Жыл бұрын

    Jay Jagannath swami nayana pathagami bhabatume Prabhu 🌹🙏🌹 Sir aapana nku bi koti namaskar

  • @biswajitmoharana1465
    @biswajitmoharana1465 Жыл бұрын

    🙏🙏ଜୟ ଶ୍ରୀ ଜଗନ୍ନାଥ 🙏🙏

  • @sabitritripathy9709
    @sabitritripathy9709 Жыл бұрын

    Jay Jagannath Swami Nayan Patha Gami Bhaba Tume 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @ranendradash1258
    @ranendradash1258 Жыл бұрын

    ସୁନ୍ଦର ଅତି ସୁନ୍ଦର ଏମିତି ସାଆନ୍ତ ଙ୍କ କଥା ଶୁଣାନ୍ତୁ ଆଜ୍ଞା 🙏🏻🌹🧎

  • @prasant289
    @prasant28910 ай бұрын

    ଜୟ ଜଗନ୍ନାଥ 🙏🙏🙏ସ୍ୱାମୀ 🙏🙏🙏

  • @gitanjalipanigrahi6062
    @gitanjalipanigrahi6062 Жыл бұрын

    Jay Jagannath saranm Mahaprabhu Dinabandhu kaliasanta krupasindhu dayamayahari tumehi sahaya huaa. 🙏🙏🌹🌹🙏🙏🌹🌹🙏🙏🌹🌹🙏🙏

  • @tunipradhan3390
    @tunipradhan33908 ай бұрын

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ

  • @bishnupriyasatpathi5072
    @bishnupriyasatpathi5072Ай бұрын

    ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏

  • @anupambehera9987
    @anupambehera9987 Жыл бұрын

    ସତରେ ମଣିମା ତୁମ ଲୀଳା ଅପାର।।। ❤❤❤🙏⚫‼️⚫🙏🙏🙏🙌🙌

  • @abhulakabita2773
    @abhulakabita2773 Жыл бұрын

    ଜୟ ଜଗନ୍ନାଥ। ବହୁତ ଭାବପୂର୍ଣ୍ଣ ବକ୍ତବ୍ଯ।

  • @meenakshibehera6787
    @meenakshibehera6787 Жыл бұрын

    ଜୟ ଜଗନ୍ନାଥ 🙏🙏 ଡାକ୍ତର ବାବୁ ମଣିମା ଆପଣ କହୁ ଭଲରେ ରଖନ୍ତୁ 🙏

  • @suchitradhal5736
    @suchitradhal5736 Жыл бұрын

    Jay jagannatha swami nayan patha gami bhaba tume🌷🌷🌷🌷🌷🙏🙏🙏🙏 🌺🌺🌺🌺

  • @niamadhabapanda3625
    @niamadhabapanda3625 Жыл бұрын

    ଜୟ ଜଗନ୍ନାଥ ଭାଇ ନା

  • @krupasindhubehera184
    @krupasindhubehera184 Жыл бұрын

    ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏

  • @sephalikarana9573
    @sephalikarana957310 ай бұрын

    Jai jagannath 🙏❤️🙏 Maha Prabhu n Krupa ru CHATURDA MURTI n k BADASINGARA Besa re Darsana ae nikata re amae Darsana pai thiba ru MAHAPRABHU N ka nikatare asesa asesa Dhanyawad KALIA SHANTA.Praying for ur BADASINGARA Darsana n ur Darsana again n again. Bless us .Dori lagau thi bu re KALIA SHAN'T 🙏tuma Darsana lagi.JAI JAGANNATH 🙏❤️🙏

  • @janakimistri1146
    @janakimistri11469 ай бұрын

    Jay jagannath jay jagannath. Prabhunkar jete sabu alaukika lila kahani achhi jete sunile au sunibaku echha heuchhi

  • @susmitabehera9298
    @susmitabehera9298 Жыл бұрын

    Jagannath nka ra anokhi niti Kanti suni mana anandita hoijauchi , pravu kete Rasika ଠାକୁର, Jay Jagannath 🙏🙏🌸🙏🌸🙏

  • @wenoti947
    @wenoti9472 ай бұрын

    ଜୟ ମହାପ୍ରଭୁ

  • @tarinisenmohapatra1293
    @tarinisenmohapatra12938 ай бұрын

    Jay Jagannath Mo Mahaprabhu Nkara Jay Hau Mo Kalia Samanta

  • @bijayalaxmidas3181
    @bijayalaxmidas3181 Жыл бұрын

    Jay Jagannath Swami Nayana Pathagami Bhaba Tume. 🙏🙏

  • @sasmitamohapatra4348
    @sasmitamohapatra4348 Жыл бұрын

    Jay Jagannath swami nayana patha gami bhaba tume🙏🙏🙏🙏🙏🙏🙏

  • @saiSai-fd7xk
    @saiSai-fd7xk Жыл бұрын

    Jay jagannath swami nayan patha gami vabatu me🙏🌹🌹🙏🙏🌹🌹🌹🌹

  • @maabrahmadevi7357
    @maabrahmadevi7357 Жыл бұрын

    ଜୟ ଶ୍ରୀ ଜଗନ୍ନାଥ

  • @milanmaharana683
    @milanmaharana683 Жыл бұрын

    Jay Jagannath 🙏😥prabhu mote tikedakatni Apnkar darsan pain🙏😭😭😭😭

  • @niranjanbehera1533
    @niranjanbehera1533 Жыл бұрын

    🙏🙏 Jay Jagannath 🙏🙏. Prabhu Daya Karantu Prabhu 🙏🙏🙏

  • @user-gk5sr9dn5n
    @user-gk5sr9dn5n11 ай бұрын

    Jay Jagannath Dr saheb Mahaprabhu Apnkra Mangal Karantu au ammiti Mahaprabhu nka apurba katha Jana samajaku piin deuthantu....

  • @pinkvelvetcupcakes
    @pinkvelvetcupcakesАй бұрын

    Jai jagannath Jai jagannath Jai jagannath 🙏

  • @MilanMilan-xu2rg
    @MilanMilan-xu2rgАй бұрын

    Joy jaganatha bharadha Thank you sir ji

  • @baikunthanathacreationsnay1414
    @baikunthanathacreationsnay1414 Жыл бұрын

    ଜୟ ଜଗନ୍ନାଥ !

  • @prashantakumardas7107
    @prashantakumardas7107 Жыл бұрын

    ଜୟ ଜଗନ୍ନାଥ।

  • @ranendradash1258
    @ranendradash1258 Жыл бұрын

    ରାଧେ ରାଧେ 🙏🏻

  • @bijayalaxmipati8540
    @bijayalaxmipati8540 Жыл бұрын

    ଜୟ ଜୟ ଜଗନ୍ନାଥ ମହାପ୍ରଭୁ 🙏🙏 ମୋର ବହୁତ ଇଚ୍ଛା ହେଉଛି ବଡ଼ସିଂହାର ବେଶ ଦେଖିବାକୁ। ପ୍ରଭୁ କୃପା କରନ୍ତୁ।🙏🙏

  • @pitabasbadia3854
    @pitabasbadia38549 ай бұрын

    Jai shree jagannath Swami Nayana pathagami bhaba tume

  • @haraballavidash7124
    @haraballavidash7124 Жыл бұрын

    Mora gotie bada asa Purana heijau mahabahu🙏🙏🙏🙏🙏🙏 bas au kichi magunahi thare hau pache apananka ahi sundara besa dekhibaku krupa heu mahabahu 🙏🙏🙏🙏🙏

  • @bijaykumardas3013
    @bijaykumardas3013 Жыл бұрын

    କି ସୁନ୍ଦର ବର୍ଣ୍ଣନା 🙏

  • @bharatsahoo9195
    @bharatsahoo91959 ай бұрын

    ଜୟ ଜଗନ୍ନାଥ

  • @bhagyalatapanda2910
    @bhagyalatapanda2910 Жыл бұрын

    Jay jagannath swami nayana patha gami vaba tuma 🙏 🙏 🙏 🙏 🙏

  • @papunswain574
    @papunswain574 Жыл бұрын

    🙏🙏🌺🌺🌸🌸ଜୟ ମହାପ୍ରଭୁ ଜୟ କାଳିଆ ସାଆନ୍ତ 🌺🌺🌸🌸🙏🙏 sir ବହୁତ ସୁନ୍ଦର ଲାଗିଲା ଏହି ଅମୃତ ବାଣୀ sir ଆପଣଙ୍କୁ 🙏🙏ଆଉ ଅଶେଷ ଅଶେଷ ଧନ୍ୟବାଦ ଜୟ ଜଗନ୍ନାଥ

  • @madhurimishra8314

    @madhurimishra8314

    Жыл бұрын

    ହେ ପରମ ଭକ୍ତ ପ୍ରଭୁଙ୍କର ପରମ ଭକ୍ତି ବିତରଣ କରି ଆମ ମନକୁ ପ୍ରଭୁଙ୍କ ନିକଟରେ ପହଞ୍ଚାଉ ଥିବାରୁ ଆପଣଙ୍କୁ। ଏ ଅକିଞ୍ଚନ ଭକ୍ତର କୋଟି କୋଟି ଧନ୍ୟବାଦ

  • @madhurimishra469
    @madhurimishra469 Жыл бұрын

    Jay Jagannath saranam.apana mahaprabhunkar jeun niti Kanti barnana ATI uchha kotir.

  • @saritaranipradhan1523
    @saritaranipradhan1523 Жыл бұрын

    Jay jagannath swami nayan patha gami bhaba tume 🙏🙏

  • @rashmipradhan2508
    @rashmipradhan2508 Жыл бұрын

    Radhe Radhe 🙏 Jay Jagannath 🙏 Jay Gopal 🙏 Jay RadhaRani 🙏 Jay shree Ram 🙏🙏🙏🙏👍👍

  • @saidibyanshi3875
    @saidibyanshi3875 Жыл бұрын

    ଜୟ ଜଗନ୍ନାଥ ନମଃ

  • @chandrasekharsingh9424
    @chandrasekharsingh9424 Жыл бұрын

    #drashutoshprasadmisha aganya apananka ra ye upastapana ye ama paika gote paraba (festival) apekya thae ki kemti asiba ja janeiki ta purba dina gote nua khusi viatare thae ki kali dr babu nka video asiba pagala pry manisa thae ki ketebele 10 45 heba ❤ dhanya #drasutoshprasadmishra babu au dhanya se jagannath ❤🙏

  • @sameerranjankandi9167
    @sameerranjankandi9167 Жыл бұрын

    Nilanchal Nibashaya Nityae paramatmena Balabhadra subhadrabham Shree Jagannathaya ete Namah.

  • @soubhagyalaxmipattanaik7512
    @soubhagyalaxmipattanaik7512 Жыл бұрын

    Jay jagannath swami nayana patha gami bhaba tume

  • @manjulatasahoo2093
    @manjulatasahoo2093 Жыл бұрын

    Jay Jagannath Swami Mayan pathagami bhabatume 🙏🙏 sir.Apannku 🙏🙏

  • @truptimanjarisahoo4180
    @truptimanjarisahoo418011 ай бұрын

    Jay Jagannath swami nayan patha gami vaba tume

  • @BabuliSahoo-yq7ei
    @BabuliSahoo-yq7ei Жыл бұрын

    He nath narayan vasudeva ki jay 🪔🚩🌿🌿🌿🌿🌿🌿🌿🙏🙏🙏⭕‼️⭕🪔🪔🪔🪔

  • @sudhakarmohanty1918
    @sudhakarmohanty19182 ай бұрын

    Jai shree jagannath Swami ki jay

  • @milansahu8713
    @milansahu8713Ай бұрын

    Maya hridyani puspani pujartha prati gritam Jai jagannath 🪷🪷🪷🪷🪷🪷🌹🌹🌹🌹🌹🌹🌹🌹🎉🎉🎉🎉🎉😢

  • @jayantibarik357
    @jayantibarik35711 ай бұрын

    Ashu dhana ati sundar barnnana ❤❤❤🙏🙏🙏🙏

  • @omprakashnayak9191
    @omprakashnayak9191 Жыл бұрын

    Jay shree Jaganath 🙏🙏🙏🙏 sir Apannku mor koti koti pranam

  • @prabhatswain8864
    @prabhatswain8864 Жыл бұрын

    I am anxiously waiting for darshan of Mahaprabhu on Badasringhara.. 😭🙏

Келесі