Babi is in big trouble | କାରନାମାରେ କଳଙ୍କିତ ନବୀନ | The Quiver News

#କାରନାମାରେ_କଳଙ୍କିତ_ନବୀନ
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୪ବର୍ଷର ସ୍ୱଚ୍ଛ ପାଇଜାମାରେ କଳଙ୍କ ବୋଳିଛନ୍ତି ନବୀନଙ୍କ ପ୍ରିୟ ନେତା ବବି ଓରଫ ପ୍ରଣବ ପ୍ରକାଶ ଦାସ। ଦଳର ସଂଗଠନ ସମ୍ପାଦକ ଭାବେ ପୂରା ରାଜ୍ୟର ସଂଗଠନକୁ ହାତେଇବା ଯୋଜନାରେ ଥିବା ବବି ଏବେ ଦଲଦଲରେ ଫସି ଚାଲିଛନ୍ତି। ବ୍ଲାକ ରୋଜ ବିବାଦ ମୁଣ୍ଡ ଉପରେ ଝୁଲୁଛି। ଏଥିରେ କେବଳ ବବି ନୁହନ୍ତି, କାଳେ ଆଉ କିଛି ନେତା ବି ରହିଛନ୍ତି। ବ୍ଲାକ ରୋଜ ପରେ ଏବେ ସରକାରୀ ସମ୍ପତ୍ତି ନଷ୍ଟ ଅଭିଯୋଗ ଯୋଡ଼ି ହୋଇଛି। ଏହି ବିବାଦ ମଧ୍ୟରେ ଏବେ ଶହଶହ କୋଟିର ସରକାରୀ ପାଣ୍ଠି ଅପବ୍ୟୟର ଅଭିଯୋଗ ତାଙ୍କ ମୁଣ୍ଡରେ ବୋଳି ହେଲାଣି।
#odisha #nabin_pattnaik #babi_das #pranab_prakash_das #mines_mafia #mafia
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZread! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews

Пікірлер: 19

  • @brajakishorepadhi4022
    @brajakishorepadhi402224 күн бұрын

    ନବୀନ ସବୁ ନାଟର ମାଷ୍ଟର ମାଇଣ୍ଡି।

  • @dillipmajhi2189
    @dillipmajhi218924 күн бұрын

    Bhrastachar BJD neta.

  • @dhananjaymishra5370
    @dhananjaymishra537024 күн бұрын

    Pandian and Bobby and jitu property seize kari poor people ku banta jau.

  • @harischandrapadhi2402
    @harischandrapadhi240224 күн бұрын

    We demand Jaldi ED CBI engage kora jau ... For justice to odia people ..

  • @hariharpandapanda4798
    @hariharpandapanda479824 күн бұрын

    ତାର ଯେତିକି ସମ୍ପତି ଅଛି ସରକାର ହାତକୁ ନିଅନ୍ତୁ

  • @ommshree444
    @ommshree44422 күн бұрын

    ଏମାନେ ସବୁ ସ୍ୱାଦ ଚାଖିଛନ୍ତି, jail ଯିବା ସ୍ୱାଦ ଚାଖନ୍ତୁ

  • @khirodhota1440
    @khirodhota144024 күн бұрын

    ନବୀନ ଦୁର୍ନୀତି ର ରିଙ୍ଗ ମାଷ୍ଟର l

  • @amulyabarik6743
    @amulyabarik674324 күн бұрын

    For every corruption CM is responsible as he was the person to make decission and break decission. Being a CM how he couldn't know such illigal construction s In odisha in many places.

  • @fakiradikhit848
    @fakiradikhit84824 күн бұрын

    vk pandian nabeen ku guli kara.

  • @dibyajyotiray4263
    @dibyajyotiray426324 күн бұрын

    Good

  • @tarunmahakul304
    @tarunmahakul30411 күн бұрын

    Jardpal a

Келесі