No video

ବଡ଼ ବାବୁଙ୍କ କାରନାମା, ଧରୁ ଧରୁ ସିଧା ଭିତରକୁ || Chief Civil Supplies Officer Caught Taking Bribe || OR

ମତେ ଯେତେ ମାଠିବୁ ମାଠ୍....ମୁଁ ତ ସେଇ ଦରପୋଡ଼ା କାଠ୍.... ଉପମୁଖ୍ୟମନ୍ତ୍ରୀ କହିଲା ପରେ ବି, ବାବୁ ଲାଞ୍ଚ ନିଶାରେ ପୂରା ଚୁର୍ । ଗଳାବାଟର ନିଶା ଏମିତି ମୁଣ୍ଡକୁ ଚଢିଗଲା ଯେ, ଆଗପଛ ବି ମାନିଲେନି । ଆଉ ଏବେ ଅଖା ଧୋଉଛନ୍ତି, ଗୁଣ ଗାଉଛନ୍ତି...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZread: bit.ly/OdishaReporteronKZread
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #balangir #bribe #office #miller #rice #odisha #news #odishareporter

Пікірлер: 312

  • @shreenibashkuanr6598
    @shreenibashkuanr659828 күн бұрын

    ଯଦି ଜଣେ ଗରିବ ଦିନକୁ@୩୦୦/- ଟଙ୍କା ରେ ନିଜକୁ ସନ୍ତୁଷ୍ଟ କରି ପାରୁଛି,ଏମାନେ ଲକ୍ଷେ ଲକ୍ଷେ ଟଙ୍କା ପାଇଲେ ବି ତଥାପି ଏ ମାନଙ୍କ ପେଟ ପୁରୁନି,ଧିକ ତମ ମଣିଷ ପଣିଆ କୁ

  • @sagarkumarpal

    @sagarkumarpal

    4 күн бұрын

    ❤❤😔👍

  • @ashokbehera4968
    @ashokbehera496828 күн бұрын

    ଚାକିରୀ ରୁ ବହିଷ୍କାର କରାଯାଉ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବେ ରେଡ କରାଯାଉ ରେଡ ସମ୍ପତି କୁ ରାଜକୋଷ କୁ ପଠାଯାଉ jaisriram 🙏

  • @sagarkumarpal

    @sagarkumarpal

    4 күн бұрын

    Thik 👍👍

  • @user-cw9gp5ty9f
    @user-cw9gp5ty9f28 күн бұрын

    ତଡ଼ି ତଡ଼ି ସବୁ ଲାଞ୍ଚୁଆଙ୍କୁ ଧରି ଉଦାହରଣଯୋଗ୍ଯ,ଉଦାହରଣ ସୃଷ୍ଟିକାରୀ ପଦକ୍ଷେପ ନେବା ଅତ୍ଯନ୍ତ ଜରୁରୀ ହୋଇଗଲାଣି । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...

  • @errkggift

    @errkggift

    25 күн бұрын

    Odia loka maghiya

  • @abhayakumardas1798
    @abhayakumardas179828 күн бұрын

    ତା ଚାକିରି। କି। ଖାଆ। ସରକାରଙ୍କୁ। ଅନୁରୋଧ❤❤❤❤❤❤❤❤❤❤❤

  • @rabindramajhi4081
    @rabindramajhi408128 күн бұрын

    ନେତା ସ୍ବଚ୍ଛତା ରହିଲେ,,,ଅଫିସର ସିଧା ବାଟକୁ ଆସି ଯିବେ,,,

  • @jchoudhury274
    @jchoudhury27428 күн бұрын

    ଧନ୍ୟବାଦ ପାତ୍ର ବାବୁ ତୁମ ଭଳି 50/ ଲାଞ୍ଚୁଆ କମି ଗଲେ ଓଡ଼ିଶା ବାସୀ ଙ୍କୁ ଟି କେ ଶାନ୍ତି ମିଳିବ

  • @sasanksekharaswain9208
    @sasanksekharaswain920827 күн бұрын

    ଯୋଗାଣ ବିଭାଗ ର ପିଅନ ବି କୋଟିପତି , ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହେଲେ ବହୁ ଧରା ପଡ଼ିବେ

  • @hrudanandakanhar262
    @hrudanandakanhar26228 күн бұрын

    ଏପରି officer ମାନଙ୍କୁ ଚାକିରୀ ରୁ ବାହାର କରି ନୂଆ ନିଯୁକ୍ତି କରିଲେ officer ବାବୁ ମାନେ ସୁଧାରି ଯାନ୍ତି ଆଉ ଏପରି ହୁଅନ୍ତାନି

  • @gurucharanbarik7817

    @gurucharanbarik7817

    25 күн бұрын

    100%👍👍👌👌

  • @manju450

    @manju450

    24 күн бұрын

    Fashi

  • @Bubun-t2s
    @Bubun-t2s28 күн бұрын

    ପୁରା ଭଲ ହେଇଚି। ଓଡ଼ିଶା ରେ extortion ବଢ଼ି ଗଲାନି yi ବିଷୟରେ ଭି ସରକାର step law ଅନୁସାରେ ନିଅନ୍ତୁ।

  • @ajitkumarpanda6388
    @ajitkumarpanda638828 күн бұрын

    ଏ ଭଳି ଲାଂଚୁଆ officer ଚାକିରୀ ରୁ ବିଦା ହେବେ ତ ହେବେ,,,,ଏ ମାନଙ୍କୁ non bail କରିବା ଦରକାର,,ତେବେ ଯାଇ ଲାଞ୍ଚ ନେଉଥିବା କର୍ମଚାରୀ କିଛି ଶିଖିବେ,,,,,

  • @sps7770

    @sps7770

    28 күн бұрын

    Chaakiri jiba nahi. Kebala nilambana. Seta puni temporary.

  • @dilliptulsiyan6245

    @dilliptulsiyan6245

    25 күн бұрын

    Mora Angul Odisha Forest department 6treep sige permit timber nyegly and 1ochaka Truck namaste 🙏

  • @AniruddhaSahoo-qd5zd
    @AniruddhaSahoo-qd5zd28 күн бұрын

    ପ୍ରଥମେ ଚାକିରି ରୁ ବାହାର କର ପରେ ଜେଲ ।

  • @subashchandradas1638
    @subashchandradas163828 күн бұрын

    ସିଏ ଯେମିତି କହୁଥିଲା ରେଡ କରିବାକୁ ତାର ଘରକୁ ରେଡ୍ କରାଯାଉ। ମନ୍ତ୍ରୀ ଙ୍କୁ ଅନୁରୋଧ।

  • @gobindachandraswain3060
    @gobindachandraswain306028 күн бұрын

    ଧନ୍ୟବାଦ ପାତ୍ର।ଲୋଭ ସମ୍ବରଣ କରିପାରିଲାନି।

  • @subratkumarbarik7644
    @subratkumarbarik764427 күн бұрын

    ଲାଞ୍ଚୁଆ ଙ୍କୁ ସସ୍ପେଣ୍ଡ ନାଇଁ, ଡାଇରେକ୍ଟ ଚାକିରୀ ରୁ ବାହାର କର. ତା ସହ ଜେଲ ଜୋରିମାନା

  • @manju450

    @manju450

    24 күн бұрын

    Right

  • @KedarJena-ki9el
    @KedarJena-ki9el28 күн бұрын

    ଏମାନଙ୍କୁ heavy punshiment ଦରକାର

  • @BapujiMLT
    @BapujiMLT28 күн бұрын

    ଏଥର ନାମ ସଙ୍କୀର୍ତ୍ତନ କରିବୁ

  • @tapannayak4187
    @tapannayak418727 күн бұрын

    ପାତ୍ର ବାପାଙ୍କୁ ପଚାର ଏତାଙ୍କ ପୁଅ ଟି, ସଳା ପାତ୍ର ପୁଅ ଝିଅ ବୋପା ଉପୁରି ପଇସାରେ ରଙ୍ଗିଲା ହେଉଥିବେ ଆଉ ସ୍ତ୍ରୀ ସାଢି ଛାଡି ଚୁଡିଦାର ଗଜରା ରେ ରଙ୍ଗିଲା ଘୋର ଲଜ୍ଜା,ଜୋଉ ମାନେ ଲାଞ୍ଚ ନେଉଛନ୍ତି ତାଙ୍କ ବାପା ଠିକ୍ ନାହିଁ

  • @srimayeemansingh6197
    @srimayeemansingh619728 күн бұрын

    ମା ଘିଆ କୁ ଚାକିରି ରୁ ବାହାର କରାଯାଊ

  • @krushnachandrabehera1039
    @krushnachandrabehera103927 күн бұрын

    ସାର୍ କିଶାନନଗର ତହସିଲଦାର ବହୁତ ଲାଞ୍ଚ ନେଉଛନ୍ତି ଆପଣ ଟିକିଏ ଧ୍ୟାନ ଦିଅନ୍ତୁ 🙏🙏

  • @Rkd6122
    @Rkd612228 күн бұрын

    ଲାଞ୍ଚ ନେବା ଏକ addiction ରେ ପରିଣତ ହେଇଯାଇଛି, ସେ କଣ କରିବେ 😮 ଏମାନଂକୁ service ରୁ ବିଦା ଓ jail 😮

  • @manju450

    @manju450

    24 күн бұрын

    TRUE

  • @niharpalai3774
    @niharpalai377428 күн бұрын

    BJD ସରକାର ଥବା ସମୟରୁ ଅଭ୍ୟାସ ରହିଛି , ସେ ଶଳା କୁ ବହେ ଛେଚା ଦିଅ ଜେଲ୍ ରେ

  • @himansudash9149
    @himansudash914927 күн бұрын

    ଯୋଗାଣ ବିଭାଗ ସରକାର ଂକୁ ମାଲ୍ ଯୋଗାନ୍ତି। ସେଥିରେ mla , ମନ୍ତ୍ରୀ ଚଳନ୍ତି।

  • @padmanava1000
    @padmanava100028 күн бұрын

    ବିନାଶ କାଳେ ବିପରୀତ ବୁଦ୍ଧି

  • @tapannayak4187
    @tapannayak418727 күн бұрын

    ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ବହୁତ ଭଲ କଥା କହିଛନ୍ତି ଓ ଭଲ କାମ କରୁଛନ୍ତି ପିସି ବନ୍ଦ କଲେ ଇତିହାସ ହେବ

  • @OpOp-uo7uc
    @OpOp-uo7uc28 күн бұрын

    Very good 👌news

  • @nalinimohapatra4033
    @nalinimohapatra403326 күн бұрын

    ସିଧା ଏ ଲୋକକୁ ଚ଼ାକିରୀ ରୁ ବିଦା କର।ଓ ଜେଲ ରେ ପୁରାଅ ।ଏହିଭଳି ଲୋକ ଦେଶ ପାଇଁ ବିପଦ।ଜୟ ଜଗନ୍ନାଥ ।

  • @santoshnanda7811
    @santoshnanda781128 күн бұрын

    System transparent n time bound ହେଲେ PC ବନ୍ଦ ହେଇପାରିବ. ନ ହେଲେ ଏମିତି କହୁଥିବେ କିନ୍ତୁ PC ଚାଲିଥିବ.

  • @bhupeshkarmi513
    @bhupeshkarmi51327 күн бұрын

    ଭଗବାନ ଅଛନ୍ତି ନ। ,,,,,ଠିକ୍ ହୋଇଛି ଏ ସଲ ପାତ୍ର କୁ। ।।

  • @basudevprusty9741
    @basudevprusty974128 күн бұрын

    Jai shreeram

  • @sasanksekharaswain9208
    @sasanksekharaswain920827 күн бұрын

    ରାମ ରାଜ୍ୟ ପ୍ରତିଷ୍ଠା ହେବ

  • @AswiniMoharana
    @AswiniMoharana28 күн бұрын

    Very good step

  • @bhabanibhoina2404
    @bhabanibhoina240428 күн бұрын

    Excellent work done by U sir.keep continue.

  • @liveforever6998
    @liveforever699826 күн бұрын

    ସବୁ ଜିଲ୍ଲା ଅଧିକାରୀ ଅଫିସ ରେ ସିସିଟିଭି କାମେରା ଲାଗୁନି କାହିଁକି....

  • @pradeepkumarsinha803
    @pradeepkumarsinha80328 күн бұрын

    ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଦୁଃଖିତ। ଦୁଃଖିତ। ଦୁଃଖିତ। ସ୍ଥାନାନ୍ତରିତ ନୁହେଁ । ନିଲମ୍ବିତ ନୁହେଁ ।ଏହା ଦଣ୍ଡ ନୁହେଁ। ଏହା ସ୍ପଷ୍ଟ ଭାବରେ ଅଧିକରୁ ଅଧିକ ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରେ ଏବଂ କରୁଛି ମଧ୍ଯ। ସେମାନଙ୍କୁ ଚାକିରିରୁ ତୁରନ୍ତ ବହିଷ୍କାର ଭଳି ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ଚାହୁଁଛୁ ଏବଂ ସରକାରଙ୍କ ଠାରୁ ପାଇବାକୁଥିବା ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ଉଚିତ୍ । ସେମାନଙ୍କଠାରୁ ପାଉଥିବା ମାସିକ ଦରମାର ୧000 ଗୁଣା ଜରିମାନା ସହ ଆଦାୟ କରାଯିବା ଉଚିତ ଏବଂ ସେମାନଙ୍କୁ ତୁରନ୍ତ ଜେଲ୍ ପଠାଯିବା ଉଚିତ। ନଚେତ୍ ଆମେ ଭାବିବୁ ଯେ ଆମେ ଆମର ମୂଲ୍ୟବାନ ଭୋଟର ଅପବ୍ୟବହାର କରିଛୁ। BJP GOVERNMENT ଯେଉଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଭାବିଥିଲୁ ତାହାର 1 ପ୍ରତିଶତ ଦୃଶ୍ୟମାନ ହେଉନାହିଁ। ଦୁଃଖିତ। ଦୁଃଖିତ। ଦୁଃଖିତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।

  • @sarbeswarpallai4051
    @sarbeswarpallai405128 күн бұрын

    Sir lancha nauthiba lokanku direct chakiri ru dismis karantu suspend nuhe RI office re prabala lancha nauchanti seitaku tike dekhantu

  • @mahimavastuseva
    @mahimavastuseva26 күн бұрын

    ଆପଣ ଖୁବ୍ ଶୀଘ୍ର cm ହୁଅନ୍ତୁ

  • @LusiSwain-ry8nw
    @LusiSwain-ry8nw28 күн бұрын

    Thanksupaministersir

  • @pramodpradhan8792
    @pramodpradhan879228 күн бұрын

    Jai ho odisha reporter ur working hard to root out corruption in our soil God bless you

  • @ramakantabehera2791
    @ramakantabehera279128 күн бұрын

    Very good effort.All public should follow this path.God will bless such public.

  • @rabimohanty112
    @rabimohanty11226 күн бұрын

    ହାରାମିକୁ ଡ କାୟତ ପରି ସମସ୍ତ ସମ୍ପୟୀ ବାଜ୍ଞପ୍ତି କରି ଜେଲରେ ଠୁଙ୍କି ଦିଆ ଯାଉ.

  • @aganiswain4789
    @aganiswain478926 күн бұрын

    ଧନ୍ୟବାଦ sir 🙏

  • @amitakar948
    @amitakar94828 күн бұрын

    ଲୋଭ ବୋହୁତ ଆମ ଅଫିସର ଙ୍କର

  • @Ttyilojg
    @Ttyilojg28 күн бұрын

    ଆମ ଓଡ଼ିଶା ମୋହନ ଓଡ଼ିଶା 😊❤

  • @subashchandradas1638
    @subashchandradas163828 күн бұрын

    G pravakar patra, ପୁରା ଲାଞ୍ଚୂଆ ଅଧିକାରୀ, ତାକୁ ଚାକିରୀ ରୁ ଅବିଳମ୍ବେ ଛୁଟି ଦିଆଯାଉ, ନହେଲେ ଏପରିଆଫିସର୍ ରାଜ୍ୟ କୁ ଖାଇଦେବେ। ତା ଘରକୁ ବୁଲ୍ଡୋଜର ରେ ଭଙ୍ଗା ଯାଉ।

  • @abhayagachhayat9237
    @abhayagachhayat923726 күн бұрын

    ବହୁତ ଯୋଗ୍ୟ ବେକାରୀ ଅଛନ୍ତି ।ସେ ଚୋର କୁ ବହିସ୍କାର କରାଯାଉ।

  • @nibedanamusic7718
    @nibedanamusic771827 күн бұрын

    ଲାଂଚ ଦଉଥିବା ଲୋକ କୁ ମଧ୍ୟ ଧରା ଯାଉ

  • @swarupdas275
    @swarupdas27528 күн бұрын

    badhiya hoichhi

  • @kumarkaliakhordha5950
    @kumarkaliakhordha595028 күн бұрын

    6mas rakhidia pura saigi heijib

  • @SidharthaMunda-t6k
    @SidharthaMunda-t6k25 күн бұрын

    ଜେଲ୍‌ରେଫୁରାଇଘାଟିଦିଅ ସତବାରିବ❤❤❤

  • @mukeshbehera1355
    @mukeshbehera135528 күн бұрын

    ଲଜ୍ୟା

  • @raghumaninayak9593
    @raghumaninayak959326 күн бұрын

    🙏ଜୟ ଶ୍ରୀ ରାମ🙏🕉️🇮🇳🚩

  • @chittaranjansatapathy1589
    @chittaranjansatapathy158928 күн бұрын

    Se eka CSO. nuhanti, Odisha re jete CSO. achhanti kehibi baad jibeni. Dhanyavaad.

  • @arunkumarmishra9212
    @arunkumarmishra921224 күн бұрын

    ଏ ହେଉଛି ଛୋଟ ମୂଷା, ଆହୁରି ବଡ ବଡ ମୂଷା ଅଛନ୍ତି, ତାଙ୍କୁ ଧରାଯାଉ, ଓଡ଼ିଶାର ଲୋକଙ୍କ ସମ୍ପତ୍ତି, ଲୋକ ଖୁସି ହେବେ,

  • @kamallochannayak9660
    @kamallochannayak966026 күн бұрын

    Good Govt Go up

  • @bgr6730
    @bgr673026 күн бұрын

    ସରକାରୀ ଅିସରମାନେ ବିଜେଡ଼ି ଶାସନ ରେ କେତେ ଟଙ୍କା ଲାଞ୍ଚ ଖାଇ ଥିବେ ଚିନ୍ତା କରନ୍ତୁ।

  • @SidharthaMunda-t6k
    @SidharthaMunda-t6k25 күн бұрын

    ଚାକିରିରୁବାରକର❤❤❤❤

  • @jogendrabhoi2503
    @jogendrabhoi250328 күн бұрын

    Very good action

  • @bikrampiroi4588
    @bikrampiroi458828 күн бұрын

    Jay jagannath chinhata karajai karyanusthan habadarkar jay sriram🎉🎉🎉

  • @user-wk3kk8lj1b
    @user-wk3kk8lj1b28 күн бұрын

    ଶଳା ଲଜ୍ୟା ଲାଗୁନି

  • @mr.sanjayinformationdiscov3282
    @mr.sanjayinformationdiscov328224 күн бұрын

    ଏ ଜେଲ ରୁ ଆସିଲେ ବି ଲାଞ୍ଚ ନେବ ପୁରା ଚାକିରିରୁ ବିଦା ହେଉ😂😅😂😂😂

  • @user-kl9vp2gy4w
    @user-kl9vp2gy4w28 күн бұрын

    Good 🎉

  • @sabitaprusty8035
    @sabitaprusty803524 күн бұрын

    ଗୋଟିଏ ଲାଞ୍ଚୁଆ, ଗୋଟିଏ ମିଛୁଆ, ଗୋଟିଏ ମାଡୁ ଆ ଆଉ ଜଣେ ତା ମନ ଯାହା ହେବ କାହାର ସତ୍ ଉପଦେଶ ନ ମାନି ଅପକର୍ମ କରି ଚାଲିଥିବ। କଥାରେ ଅଛି ମୋତେ ଯେତେ ମାଠିବୁ ମାଠେ, ମୁଁ ତ, ସେ ଇ ଦରପୋଡା କାଠେ । ଜୟ ଜଗନ୍ନାଥ। ନୂଆ ବଜାର, ନୂଆ ପଡା କଟକ।

  • @MinaketanMinaketan-kt8wy
    @MinaketanMinaketan-kt8wy28 күн бұрын

    Patra babu mor power tiler chaliba j paisa sabu firima karan tumar bagil officers manku salary paisa kam hauchha sir

  • @JSamal-cw3tn
    @JSamal-cw3tn28 күн бұрын

    Maximum punishment Diya jaye

  • @numerologistsannjoy5996
    @numerologistsannjoy59963 күн бұрын

    ଯଦି କୌଣସି ଲୋକ ଙ୍କ ସହିବା ଶକ୍ତି ପାର ହେଲା ପରେ ସେ ବାଧ୍ୟ ହୋଇ ଶେଷରେ ଏମିତି ଭିଜିଲାନ୍ସ ବିଭାଗ କୁ ଦେବାକୁ ବାଧ୍ୟ ହୋଇଥାନ୍ତି

  • @padmanavaseth9872
    @padmanavaseth987227 күн бұрын

    Puni join Kariba kichi dina pare.

  • @user-vb5tz8kb8f
    @user-vb5tz8kb8f24 күн бұрын

    ଜୟା ଜଗନ୍ନାଥ 🕉🚩🇮🇳🙏

  • @manoranjsahoo9197
    @manoranjsahoo919728 күн бұрын

    Saab kuch japt hoga Uskey bad buldjor action

  • @anantanaik549
    @anantanaik54928 күн бұрын

    Jail

  • @Sudhir2288
    @Sudhir228823 күн бұрын

    Thanks 👍 Sir

  • @prabhudattasahani6225
    @prabhudattasahani622524 күн бұрын

    Very Very nice Work

  • @chanchalchalan8467
    @chanchalchalan846724 күн бұрын

    Very good sir

  • @nibedanamusic7718
    @nibedanamusic771827 күн бұрын

    ଏ ଶଳା ଙ୍କ ମୁହଁରେ ହଗିଲେ ବି ଲାଜ ନାହିଁ

  • @kumudchandrabisoyee2105
    @kumudchandrabisoyee210524 күн бұрын

    U r right sir......

  • @PrinceCovidSinku
    @PrinceCovidSinku22 күн бұрын

    ନମସ୍କାର ସାର୍

  • @ullashchandraparida2252
    @ullashchandraparida225228 күн бұрын

    Good news

  • @debadattadash580
    @debadattadash58024 күн бұрын

    ଠିକ୍ ହୋଇଛି।

  • @SarojSwain-js2pv
    @SarojSwain-js2pv22 күн бұрын

    Very nice

  • @rajeswarmahanta6953
    @rajeswarmahanta69539 күн бұрын

    ଯେଉଁ ମାନେ ଧରା ପଡ଼ୁଛନ୍ତି,ସେମାନଙ୍କୁ ମାଡ ହୁଏ କି ନାହିଁ।

  • @fagulakra520
    @fagulakra52024 күн бұрын

    Jay jagannath jay odisha jay CM mohan❤🎉

  • @swarajkumarbej3768
    @swarajkumarbej376823 күн бұрын

    ଚାକିରିରୁ ବହିଷ୍କୃତ ନକଲା ପର୍ଯ୍ୟନ୍ତ ଏମିତି ଏ ଭିକାରୀଙ୍କର ଏମିତିଆ ଲୀଳା ଚାଲିଥିବ।

  • @legendchannal3179
    @legendchannal317921 күн бұрын

    Right

  • @sarojmandal503
    @sarojmandal50328 күн бұрын

    Bahot bhala educational pila achnti amnku kn pai service re rakhichnti

  • @durgaprasadnayaknayak299
    @durgaprasadnayaknayak29923 күн бұрын

    ଗଞ୍ଜାମ ର ବୋଧେ ପାତ୍ର ବାବୁ 👍

  • @kirtansahu8840
    @kirtansahu884025 күн бұрын

    Nice

  • @kalandinayak463
    @kalandinayak46328 күн бұрын

    Nabin Babu nka amalare vikash namare Khali lutt.

  • @kanjiaranjitkumar3824
    @kanjiaranjitkumar382428 күн бұрын

    Thanks 🙏🙏👍. Bhai

  • @amitaacharya9342
    @amitaacharya934225 күн бұрын

    👍👍

  • @user-lt8ni6kr7u
    @user-lt8ni6kr7u28 күн бұрын

    Very good 👍👍 news odisa

  • @YBS55
    @YBS5528 күн бұрын

    ❤❤❤😂😂eha tho small fish bhai😂😂prathyek block nuho pratyek village re achanti ❤❤big fish 🐠 ku kebe dharibe❤❤odisha Andhra exact border re crore crore crore rupees re jua ..illigal activity houchi Kia dhoruchanti ki....❤❤❤

  • @suvendukumardash1976
    @suvendukumardash197628 күн бұрын

    Thanks Vigilance

  • @pratapkumarkhelsing8154
    @pratapkumarkhelsing815428 күн бұрын

    Very good

  • @MirabaiNayak-bj5ff
    @MirabaiNayak-bj5ff24 күн бұрын

    ❤❤❤👍

  • @satyapriyaswain8110
    @satyapriyaswain811028 күн бұрын

    Very good dission

  • @kalyanisoubhaginidas7423
    @kalyanisoubhaginidas742324 күн бұрын

    Jay shree ram 🙏🙏👌

  • @KarunakarDhani-eo2sl
    @KarunakarDhani-eo2sl24 күн бұрын

    ସସପେଣ୍ଢ ନୁହେଁ ବହିଷ୍କାର କରାଯିବା ଆବଶ୍ୟକ।

  • @user-xy1ib8qr1g
    @user-xy1ib8qr1g25 күн бұрын

    ଏନ୍ତା ଅଫିସର୍ କେ ଜଲଦି ଡିସମିସ୍ କରନ୍ତୁ ସରକାର,

  • @sganeshbehera3886
    @sganeshbehera388627 күн бұрын

    Ye 25 Varsha experience ra Jeeva lala, kana Kariba sahajare chhadi heuni 😂😂😂

  • @skaifoundation8120
    @skaifoundation812028 күн бұрын

    My mother used to say the same " mate jete mathibu mathe, mu sei darapoda kath" thank you. ❤🙏

  • @sanjauakumar8999
    @sanjauakumar899928 күн бұрын

    ପରମ MG ଯାକ ଅଭଦ୍ର

Келесі