'5 Major proposals get Odisha cabinet approval' | Nandighosha TV

#cmmohancharanmajhi #odishacabinet #approval #nandighoshatv
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZread: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 372

  • @avayjena9238
    @avayjena923816 күн бұрын

    ସର୍ବ ନିମ୍ନ ମଜୁରୀ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ଘୋଷଣା କରି ସାରିଥିଲେ,

  • @shreedharsahu9774

    @shreedharsahu9774

    16 күн бұрын

    Exactly 😂

  • @bapinadas1010

    @bapinadas1010

    16 күн бұрын

    ହେଲେ ଭାଇ କିଏ ଲାଗୁ କରିନଥିଲେ

  • @user-jg4hx7qg8s

    @user-jg4hx7qg8s

    16 күн бұрын

    Lagu heithila

  • @manojkumarsingh6285

    @manojkumarsingh6285

    16 күн бұрын

    Mahon kameile 2tanka

  • @ALONEBOY-qo3bi

    @ALONEBOY-qo3bi

    16 күн бұрын

    ​@@manojkumarsingh6285😂😂

  • @soumyaranjanbehera1520
    @soumyaranjanbehera152016 күн бұрын

    ମାଙ୍କଡ ହାତରେ ସାଳ ଗ୍ରାମ

  • @tiku-dani
    @tiku-dani16 күн бұрын

    300 unit free bill

  • @dcnayak1062

    @dcnayak1062

    16 күн бұрын

    Mirage only Not get 300 unit free electricity

  • @kunujanikunujani8347
    @kunujanikunujani834716 күн бұрын

    ଯେଉଁମାନେ ମଜୁରୀ କରୁଛନ୍ତି ସେ ମାନେ ହି ଗରିବ,ଆପଣ କହୁଛନ୍ତି,450,ସରକାରୀ କାମ ଦେଇପାରିବେ କିନ୍ତୁ,80%କାମ ପ୍ରାଇଭେଟ୍ ଚାଲୁଛି,ମାଲିକମାନେ 200,250ରେ 100 ଟଙ୍କାରେ ହି ଦେଉଛନ୍ତି ସେମାନେ କେମିତି ଘର ଚଲିବେ

  • @uttamdalei320

    @uttamdalei320

    16 күн бұрын

    Bhai sabu heigale dhani kama kariba kiye....

  • @Shanvika106

    @Shanvika106

    16 күн бұрын

    Labour ajika date re 500-600 ru kehi Kam naunahanti

  • @sagarsangam2465
    @sagarsangam246516 күн бұрын

    Ba ba re odia bhasana 😂😂😂

  • @kunapradhan2932
    @kunapradhan293216 күн бұрын

    Tm nabin nku kn kahuthila nijeta dekhiki odiare kahipauna

  • @simanchalsabara9082
    @simanchalsabara908216 күн бұрын

    ଓଡିଆ ଅସ୍ମିତା 200 କୋଟି କର କି କେତେ ମୂଖ୍ୟ ଶାସନ ସଚିବ ତ ଅଣ ଓଡ଼ିଆ

  • @status4u267

    @status4u267

    16 күн бұрын

    ସୁଭଦ୍ରା ଯୋଜନ କାଇ

  • @pabitradas9296

    @pabitradas9296

    16 күн бұрын

    P hu hu bu CT​@@status4u267

  • @sudhansubhusandash8764
    @sudhansubhusandash876416 күн бұрын

    Please restore old pension

  • @abinashdas2878
    @abinashdas287816 күн бұрын

    ସରକାରରେ କଣ ସୂଚନା ଏବଂ ଜନସମ୍ପର୍କ ମନ୍ତ୍ରୀ ନାହାନ୍ତି? ମୁଖ୍ୟମନ୍ତ୍ରୀଙ୍କୁ ଆସିକି କାଗଜ ପଢିବାକୁ ପଡୁଛି

  • @avayjena9238
    @avayjena923816 күн бұрын

    କଣ ଲେଖା ଦେଖିକି ବି ପଢ଼ି ପାରୁନାହାନ୍ତି

  • @anandamohakuda4943

    @anandamohakuda4943

    16 күн бұрын

    😅😅

  • @ratikantasahoo4729

    @ratikantasahoo4729

    16 күн бұрын

    Nahi Bhai BJP Loka Murkha Para

  • @SURESHKUMAR-qu5gz
    @SURESHKUMAR-qu5gz16 күн бұрын

    ଓଡ଼ିଶା ରେ ରେମୋଟ କଣ୍ଟ୍ରୋଲ ସରକାର ଚାଲିଛି

  • @Nifty50Trader

    @Nifty50Trader

    16 күн бұрын

    Pandian tamil pare ebe remote control😂😂

  • @ritanjalikumar8756

    @ritanjalikumar8756

    16 күн бұрын

    Kete Dina chali chhi ki apan apekhya kari paru ନାହାନ୍ତି.କାରଣ ସେ st na sei thi pain

  • @avayjena9238
    @avayjena923816 күн бұрын

    ଗୋଟେ ତୃତୀୟ ଶ୍ରେଣୀର ଛାତ୍ର ଆପନଙ୍କଠୁ ଭଲ ପଢ଼ି ପାରିବ

  • @bhagabanmajhi5099

    @bhagabanmajhi5099

    16 күн бұрын

    ତୁ ସଳାଟା ତ, ଆପନ ଲେଖିଛୁ ପରକୁ କହୁଛ, 😅😅ବକା ସଳା,

  • @chinmaycreationcms3201

    @chinmaycreationcms3201

    16 күн бұрын

    are bhai typing re bhul hei jaithiba sethi pa katha barta kemiti kuha jauchhi dekhuchha ta

  • @user-nr1oy1nt4p

    @user-nr1oy1nt4p

    16 күн бұрын

    Parchi cm

  • @pratapchandramahanand1405

    @pratapchandramahanand1405

    16 күн бұрын

    You should know he was a teacher

  • @ratikantasahoo4729

    @ratikantasahoo4729

    16 күн бұрын

    Odia Padhi paronahanti

  • @jagabandumohanta5398
    @jagabandumohanta539816 күн бұрын

    Vecancy sigra fillup karantu

  • @anandcreations2209
    @anandcreations220916 күн бұрын

    ଆମ ଗାଁରେ ବା ବେସରକାରୀ ମଜୁରିଆ ୫୦୦ ନେଉଛନ୍ତି ଆଉ କୌଶଳୀ ଶ୍ରମିକ ୭୦୦ନେଲେଣି

  • @anandamohakuda4943

    @anandamohakuda4943

    16 күн бұрын

    😳

  • @debabratabehera6423
    @debabratabehera642316 күн бұрын

    ଆରେ ଭାଇ କୁଆଡେ ଗଲେ ତମ 300 unit ବିଜୁଳି କୁଆଡେ ଗଲା ତମ ସୁଭଦ୍ରା ଯୋଜନା କୁଆଡେ ଗଲା ତମ ଧାନ 3100 ଟଙ୍କା ଦେଖୁ ଦେକୁ ଦୁଇଟା କ୍ୟାବିନେଟ୍ ଗଲା 😛😛😛😛😛😛😛😛😛😛😛😛

  • @Bijayalaxmi.-_
    @Bijayalaxmi.-_16 күн бұрын

    ସ୍ୱାସ୍ଥ୍ୟ ସେବା ରେ କଣ ନିଷ୍ପତି ନେଲେ। ଦୀର୍ଘ ୧୫ମାସ ହେଲା ପିଲା ମାନଙ୍କୁ ମେଣ୍ଟାଲି ହାରଶ୍ କରୁଛନ୍ତି।mphw f recruitment 2023 April 29 re notice ବାହାରିଥିଲା aji kete date ହେଲାଣି। ୟା ଉପରେ ଆପଣଙ୍କ ର କଣ କିଛି ଦାୟିତ୍ଵ ନାହିଁ। କାହିଁକି ପିଲା ମାନଙ୍କୁ ଏତେ ହଇରାଣ କରୁଛନ୍ତି।

  • @skcraft2857

    @skcraft2857

    16 күн бұрын

    Seita au kahaku dekha galani ......Mukesh mahaling ra kn jauchi sir e bisayare chinta karibe je ....... Ame bhi osssc ofc agare strike karithile ajira meeting re am pain bhi kichi solution huanta .......

  • @skcraft2857

    @skcraft2857

    16 күн бұрын

    July 16 osssc ofc agare strike Kariba chala result asila jaen .......

  • @pradeepmallick2956
    @pradeepmallick295616 күн бұрын

    ଭୂମି ହୀନ ଚାଷୀଙ୍କୁ କଣ ମିଳିବ

  • @mohanprasad4757

    @mohanprasad4757

    16 күн бұрын

    Surat trip

  • @kunapradhan2932
    @kunapradhan293216 күн бұрын

    Tm odia kahucha na dekhiki gapa kahucha

  • @SURESHKUMAR-qu5gz
    @SURESHKUMAR-qu5gz16 күн бұрын

    ନରେନ୍ଦ୍ର ମୋଦିଙ୍କ ଲେଖା ମୋହନ ମାଝି ପଢିବାକୁ ଟିକେ ଅଡ଼ୁଆ ହେଉଛି

  • @laxmankumarsala9086

    @laxmankumarsala9086

    16 күн бұрын

    ଲଜ୍ୟା

  • @tapaswinisamal3477

    @tapaswinisamal3477

    16 күн бұрын

    Thik katha😂

  • @prasantakumarbehera1188

    @prasantakumarbehera1188

    16 күн бұрын

    😂😂😂

  • @reemamaohapatra9821

    @reemamaohapatra9821

    16 күн бұрын

    Right 👍

  • @anandamohakuda4943

    @anandamohakuda4943

    16 күн бұрын

    😅😅

  • @haraprasadjena590
    @haraprasadjena59016 күн бұрын

    Odia padhi asuni kn tame Odisha chalaib

  • @srikantapradhan7167

    @srikantapradhan7167

    16 күн бұрын

    Kouthi thila 25 barsa agaru

  • @nilamanipatra601

    @nilamanipatra601

    16 күн бұрын

    Naveen bhal ki padhi paru thile

  • @ranjandas9267

    @ranjandas9267

    16 күн бұрын

    😭

  • @patrababunilambar
    @patrababunilambar16 күн бұрын

    ଯେଉଁ ବିଭାଗର ମନ୍ତ୍ରୀ ସେହି ମହାଶୟ MLA କହିଥିଲେ ସୁନ୍ଦର ହୋଇଥାନ୍ତା ବୋଲି ମୁଁ ଭାବୁଛି

  • @ManojPalei-k8b
    @ManojPalei-k8b16 күн бұрын

    Jay Jagannath Mr Mahon Sir Ame Ahi Paribarton Chahu Thilu Sir Jay Shree Ram Jay Jagannath 🎉🎉🎉

  • @swarajkumarbej3768
    @swarajkumarbej376816 күн бұрын

    ଜେ ଟି ଏସ୍ ଆଶାୟୀଙ୍କ କଥା କ'ଣ ହେଲା?

  • @user-kk6iq5zj7z
    @user-kk6iq5zj7z16 күн бұрын

    ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରର ଲୋକପ୍ରିୟ ନେତା ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସଦାସର୍ବଦା ସମାଲୋଚନା କରୁଥିବା ଭାରତୀୟ ଜନତା ପାର୍ଟି ର ନେତାମାନେ ବର୍ତ୍ତମାନ ଚୁପ୍ ରହିଛନ୍ତି , ବର୍ତ୍ତମାନ ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାଗଜ ଦେଖି ପଢ଼ିବା ପରେ ମଧ୍ୟ ଭୁଲ୍ ଭାବରେ ପଢୁଛନ୍ତି

  • @archananayak5258

    @archananayak5258

    16 күн бұрын

    Ama janata hin bachichanti murkha manri nku

  • @indiagamerz7246

    @indiagamerz7246

    16 күн бұрын

    ପୂର୍ବ ତନ ମୁଖ୍ୟ ମନ୍ତ୍ରୀ ଓଡ଼ିଆ ରେ କେମିତି ଭାଷଣ ଦେଉଥିଲେ ଶୁଣି ଥିବା। ବାସିପାଡ 😅😅😅

  • @chinmaycreationcms3201

    @chinmaycreationcms3201

    16 күн бұрын

    ​@@indiagamerz7246 odia pua ta padhi parunahanti kn kahuchha bhai

  • @parsuramsahoo7509

    @parsuramsahoo7509

    16 күн бұрын

    ଠିଆ ହେଇକ ଇ ପଡ଼ ଶୁଣିବା😂😂😂😂😂​@@indiagamerz7246

  • @khireswarkheti7169
    @khireswarkheti716916 күн бұрын

    300 unit electric bill kebe chhad heba

  • @hussyjena6746
    @hussyjena674616 күн бұрын

    ବହୁତ ବଢିଆ,

  • @sandeshdas1690
    @sandeshdas169016 күн бұрын

    ସାନ୍ତାଳୀ ଭାଷା ହେଲେ ଠିକ ହେବ ବୋଧେ

  • @sandeshdas1690
    @sandeshdas169016 күн бұрын

    ଲେଖା ଦେଲେ ଵି ଭୁଲ ହେଉଛି

  • @user-kk6iq5zj7z
    @user-kk6iq5zj7z16 күн бұрын

    ଆପଣଙ୍କ ସରକାର ଶିକ୍ଷା ବିଭାଗ ପ୍ରତି ଅସହିଷ୍ଣୁ ମନୋଭାବ ପୋଷଣ କରୁଥିବା ନଜିର ରହିଛି , ଯାହାକି ଓଟିଇଟି ପରୀକ୍ଷା ଫି ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ୫୦୦ଟଙ୍କା ଦେବାକୁ ଥିବା ବେଳେ ବର୍ତ୍ତମାନ ଏହା ୯୦୦ଟଙ୍କା କୁ ବୃଦ୍ଧି ପାଇଛି

  • @chinmaycreationcms3201

    @chinmaycreationcms3201

    16 күн бұрын

    Kn kariba bhai gote gariba pila kemiti afford kariba😢

  • @santoshkumarswain6547
    @santoshkumarswain654716 күн бұрын

    Dari Dari padhuchi

  • @sadasivswain6451
    @sadasivswain645116 күн бұрын

    300 unit electric kan hela

  • @Subhendhu_ff
    @Subhendhu_ff16 күн бұрын

    Apannkan odia kahiparu nahati

  • @niharparida9053
    @niharparida905316 күн бұрын

    Mohana sir nku padhibare tk asubidha heuchi ki?

  • @user-if7zz5ot2w
    @user-if7zz5ot2w16 күн бұрын

    Ehi kama re odisha no1 state Kariba ki

  • @tapankumarmoharana517
    @tapankumarmoharana51716 күн бұрын

    Pl. Implementation of Old Pension Scheme for the welfare of poor people in old age.

  • @tulusirdaspattanayak5671
    @tulusirdaspattanayak567116 күн бұрын

    ଆମେ କୋଶଳୀ ରେ ଗଲୁ ଆମେ ଅଣ କୁଶଳୀ ରେ ଗଲୁ ହାଇରେ ମୋହନ କୁ ଏକି କଲୁ ଦିନରେ ଡାକନ୍ତି ଶିକ୍ଷକ ବୋଲି ରାତିରେ ଆମେ ସ୍କିମାଟିକ ଅଟୁ ହାଇରେ ମୋହନ ଏକି କଲୁ ନା ଆମକୁ ରେଗୁଲାର କଲୁ ନା ଭତ୍ତା କିଛି ଦେଲୁ ସେହି ନବୀନ ସରକାର ପରି ଝୁଲେଇ ଦେଲୁ। ହାଇରେ ମହୋନା କଣ କଲୁ 😅😅😅😅😅

  • @jogeshsir890
    @jogeshsir89016 күн бұрын

    300 ୟୁନିଟbill free dia

  • @dibyapattnaik6640

    @dibyapattnaik6640

    16 күн бұрын

    Bhuli gale sir....

  • @jbjmotivetion123
    @jbjmotivetion12316 күн бұрын

    (1)ଯଉ କାମକଥା କହୁଛ, ସେ ସରକାର କାମ ଲୋକ କରିପାରିବେନି, ତାକୁ ମେସିନ ଦ୍ୱରା କରି, ମଜୁରୀରେ ହିସାବ କରାଯାଏ, ଲୋକ ପାଇବେନାହିଁ (2) ତା ଠାରୁ ଲୋକ ଅଧିକ ରୋଜଗାର କରୁଛନ୍ତି,ବିଭିର୍ଣ୍ଣ ଦର ବୃଦ୍ଧି ଦ୍ୱରା ସାଧାରଣ ଲୋକଙ୍କ ପାଖରେ ପଇସା ରଉନାହିଁ, ଦର ବୃଦ୍ଧି ଦ୍ୱାରା କେତେ ନେଲେଣି, ତାହା ହିସାବ କର (3)ସାଧାରଣ ଲୋକେ 450କାହିଁଙ୍କି 600 ଟ କେହି କେହିବି ରୋଜଗାର କରୁଛନ୍ତି,ରାସନ ସଉଦା 2ଟି ଆଣିଲା ପରେ ପାଖରେ ପଇସା ସରିଯାଉଛି, (4)କେମିତି ଜଣେ ଗରିବ ଲୋକ ଚଳିବ ସେ କାମ କର, ଏପଟେ ତଣ୍ଟି ଚିପି, ପରେ ମଲମ ମାରିବା ବାଟ କରନି, (5)କହିବା ମାତ୍ର ନୁହଁ, କରିକି ଦେଖାଅ

  • @SriHariRadhaKrishna
    @SriHariRadhaKrishna16 күн бұрын

    କି ବାହାଦୁରି ଦେଖ ହୋ.. ସେ 20000 JT ନବୀନ ବାବୁ ବାହାର କରିଥିଲେ, ତୁମେ କଣ ନୂଆ ବାହାର କରିବ କୁହ କୁହାଳିଆ ବିଜେପି ନେତା ଖାଲି ବଡ଼ବଡ଼ କଥା.. ଯୋଉ ବିଜେପି ସରକାର 10 ବର୍ଷ ହେଲା central govt ରେ କିଛି ନିଯୁକ୍ତି ଦେଇନି ପିଲା ବେକାରୀ ହେଇ ବୁଲୁଛନ୍ତି ସିଏ ଓଡିଶା ରେ ସରକାର କଲେ କଣ ଦେବ!! ଆମର ନବୀନ ବାବୁ ପାଣ୍ଡିଆନ sir ଠିକ ଥିଲେ,, ଓଡିଶା ବାସୀ ଏବେ ନାମ ନିଅ ହେଃ ପ୍ରଭୁ ଏ ବିଜେପି ସରକାରକୁ ଭାଙ୍ଗି ଦିଅ ଆମର ନବୀନ ବାବୁ ପୁଣିଥରେ ଦରକାର

  • @SasankashekharDas-cz5vf
    @SasankashekharDas-cz5vf16 күн бұрын

    Kagaj dekhi 25pratisata padhiparunahanti..... Dhanya bjp...Dhanya tume mukhyamantri...

  • @narendrakumardas3214
    @narendrakumardas321416 күн бұрын

    Adhinimna odia asmitara udaharana. Thanks sir apabhransa odia kahuthibaru.

  • @gyangaming3300
    @gyangaming330016 күн бұрын

    ସଚଳ ସରକାର କୁ ଅଚଳ ସରକାର ଆସି,ସଚଳ କାମ କୁ ଅଚଳ କରିବାରେ ଅଚଳ ସରକାର ର ପ୍ରୟାସ.....ଧନ୍ୟବାଦ ହୋ ତୁମ ଅଚଳ ସରକାର......#ଚଳ ମଳ ସଚଳ ମଚଳ😜😜😀😁

  • @pratapchandramahanand1405

    @pratapchandramahanand1405

    16 күн бұрын

    Jete chala mala comment dele b tame hi vote deicha.

  • @ratikantasahoo4729
    @ratikantasahoo472916 күн бұрын

    Aage Aage vala Khani Bisayare Pati Kariki kahuthila Ebe Pati Fitoni CM sir

  • @amarpati-zu3zm
    @amarpati-zu3zm16 күн бұрын

    Ae kn paper dekhi ki padhu chanti kichhi Jani nahantiki😮😮

  • @suvashreepattanaik9322
    @suvashreepattanaik932216 күн бұрын

    Dekhi dekhi bi padhi parunahanti ama mukhya mantri ....chi chi lajya

  • @chikoodas9524
    @chikoodas952416 күн бұрын

    Looks like all those have done by others .. he is just reading the paper ..

  • @GadiBehera-sr5mv
    @GadiBehera-sr5mv16 күн бұрын

    Julai 4 kebe heba

  • @rajeshkumarsahu4436
    @rajeshkumarsahu443616 күн бұрын

    Paper dekhiki bi cm sir padhiparunahnti

  • @rabinarayanmohapatra4733
    @rabinarayanmohapatra473316 күн бұрын

    Dhanyare......!

  • @RajeevMinz-BR
    @RajeevMinz-BR16 күн бұрын

    ଯାହା ହେଉ ଓଡ଼ିଆ ଲୋକ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ହେଲେ ଯେ କି ଓଡ଼ିଆ ଭାଷା କହି ପାରୁଛି ❤❤❤❤❤❤❤❤❤

  • @santoshkumarmishra2620
    @santoshkumarmishra262016 күн бұрын

    ମୋଦୀଙ୍କ ଦରବାର ରେ ଓଡିଆ ଲୋକ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଛନ୍ତି. କିନ୍ତୁ ଆମ ଓଡିଶା ରେ ଅଣ ଓଡିଆ ପୁନଶ୍ଚ ଉଚ୍ଚପଦବୀ ରେ ଅଧିଷ୍ଠିଚ ହେଲେ. ଏ କଣ ଓଡିଆ ଅସ୍ମିତା ର ପ୍ରମାଣ କି ?

  • @sonalinayak5630
    @sonalinayak563016 күн бұрын

    Sir outsourcing lt nku regular karantu

  • @sagarjena6943
    @sagarjena694316 күн бұрын

    What about new NAC

  • @jitendradas8805
    @jitendradas880516 күн бұрын

    Old wine in new bottle

  • @anilsenapati7317
    @anilsenapati731716 күн бұрын

    352 କିଏ ପାଉଥିଲା ବା

  • @user-vz1db9ub7g

    @user-vz1db9ub7g

    16 күн бұрын

    ମୁବି Daut

  • @ratikantasahoo4729
    @ratikantasahoo472916 күн бұрын

    Odisha CM B Perar Dekhiki Kahuchanti Super

  • @gopalmahakud1264
    @gopalmahakud126416 күн бұрын

    Sir request Private schools teacher salary bhi bhal bhabare increse heba katha

  • @kunapradhan2932
    @kunapradhan293216 күн бұрын

    Tmku kie sie mukhymantri kala kijani

  • @OMMPRAKASH-fr3bb

    @OMMPRAKASH-fr3bb

    16 күн бұрын

    Gujarati remota

  • @debendra7723

    @debendra7723

    16 күн бұрын

    Tmk mank speed darkar jenta ki bujhi nei para... Kana bujhi nei parbar k

  • @debendra7723

    @debendra7723

    16 күн бұрын

    Tui bhl se sikh au kahebu Remote

  • @gurucharanmohapatra4508
    @gurucharanmohapatra450816 күн бұрын

    Belajya mukhya Mantri

  • @tunasahu876
    @tunasahu8769 күн бұрын

    TuNa. ❤. ...❤Sahu

  • @stitirout5038
    @stitirout503816 күн бұрын

    Junior teacher nka na regular hela na sallary badhila sr???eta ki nyayaa??

  • @mohitkumarmallick347
    @mohitkumarmallick34716 күн бұрын

    Where is your 300 unit electricity bill? You carry out your agenda you proclaimed during election.

  • @majhi923
    @majhi92316 күн бұрын

    Manyabar Majhi sir ei majuri brudhi ta vote purba ru declaration hoithila. ପୂର୍ବ ସରକାର ଘୋଷଣା କରିସାରିଥିଲେ .

  • @realtruthoflife5524
    @realtruthoflife552416 күн бұрын

    mora gote request sir next speech re bhala kari practice kari ashibe.....

  • @user-kk6iq5zj7z
    @user-kk6iq5zj7z16 күн бұрын

    କୋଡ଼ିଏ ହଜାର କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ଆପଣଙ୍କ ସରକାର ବିଜ୍ଞପ୍ତି ପ୍ରକାଶ କରିନାହାଁନ୍ତି , ଏହା ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ବିଜ୍ଞପ୍ତି ପ୍ରକାଶ ହୋଇଥିଲା ଏବଂ ପରୀକ୍ଷା ମଧ୍ୟ ହୋଇଥିଲା ଏଥିରେ ଆପଣଙ୍କର କିଛି ବାହାଦୁରି ନାହିଁ

  • @jeebanpradhan1938

    @jeebanpradhan1938

    16 күн бұрын

    Kete yr pare baharila JT au kete bhala bhabare karichhanti samastanku Jana agyan.So tk bhujhi ki kuhantu

  • @ratikantasahoo4729

    @ratikantasahoo4729

    16 күн бұрын

    Bala Achi Remote CM Kariba Kana

  • @MNMP2024
    @MNMP202416 күн бұрын

    ଏତେ ସପନକୁ ରାତି କାହିଁ ?!!

  • @kingdibyamusical
    @kingdibyamusical16 күн бұрын

    450 tanka alredy heichi

  • @chakradharpurty3280
    @chakradharpurty328016 күн бұрын

    Shramikanka prati badhithiba majuri grahaniya kintu majuri khatuthiba shramikanku 80%contractor mane shramikanku upayukta time re tanku dau nahanti or totally deu nahanti falare jane shramikati nija family pratiposana karibare nhi no thibara samukhina hua tenu apari asamajik thaka contractor ku turant upayukta punishment deba pain gote majbhut kanun godha jau

  • @HiiShandh
    @HiiShandh16 күн бұрын

    Vishkarm jojan logu keba heba sir

  • @tuleswarimeher3062
    @tuleswarimeher306216 күн бұрын

    Sir DV correction pain jau 7 dina time deithile sethire certificate dela Parara result asiba na nai

  • @zahiruddin1502
    @zahiruddin150216 күн бұрын

    300unt Electeer bill fee when

  • @user-zf2rb7ox2o
    @user-zf2rb7ox2o16 күн бұрын

    Majuri Badiba Pare Contractor Janiparuni Kahila Pare Dauni

  • @munakiskumuna1321
    @munakiskumuna132116 күн бұрын

    Aesabu hei sarichi

  • @santoshkumarswain6547
    @santoshkumarswain654716 күн бұрын

    Kan a padhuchi

  • @user-uu6fc5kw5r
    @user-uu6fc5kw5r16 күн бұрын

    Baha baha re bjp jhumla bala tama vali cm paee ame odisa loka dhaniya

  • @pintubohidar9585
    @pintubohidar958516 күн бұрын

    Electrc bill july ru debate padiba ki

  • @titurout4229
    @titurout422916 күн бұрын

    300 unit electric 💡 kan😢😢😢😢hela😮😮😮

  • @gopalbarik9088
    @gopalbarik908816 күн бұрын

    300 unit free karantu bhuligale ki ?.

  • @premanandabag1266
    @premanandabag126616 күн бұрын

    Thank you sir 🙏🙏

  • @shivarampradhan8049
    @shivarampradhan804916 күн бұрын

    Next time remort contole rahibani 😅😅

  • @ratikantasahoo4729
    @ratikantasahoo472916 күн бұрын

    CM Chenge Karajo jaldi Pepar Padhiki kahile Habani Odisha Loka Heiki Emiti Vasana Darkar nahi

  • @Bargarh11
    @Bargarh1116 күн бұрын

    ଆଛା ମୋହନ ଆଗିଆଁ ଓଡିଶା ପୋଲିସ ର ସିପାହୀ ହାବିଲଦାର ମାନଙ୍କ SD allowance ଖାଦ୍ୟ ଭତ୍ତା ଟା କାଇଁ କେତେ ଦିନରୁ ସେଇ 1400 ଅଛି,ତାକୁ 3000 କୁ ବୃଦ୍ଧି କଲେ ଓଡ଼ିଶାର ସମସ୍ତ ସିପାହୀ ହାବିଲଦାର ମାନେ ଉପକୃତ ହୁଅନ୍ତେ ?

  • @Sipunvlogs497
    @Sipunvlogs49716 күн бұрын

    Hindi Nayak movie mukhymantri darkar

  • @Hemrajsahu
    @Hemrajsahu16 күн бұрын

    Higher education lagi kana kara jaichhi

  • @nayanakandi4776
    @nayanakandi477616 күн бұрын

    ପୂର୍ବ ସରକାର ର ଘୋଷଣା ତମେ କଣ କଲ ତୁମେ ରଙ୍ଗ ମାରୁଛ ରଙ୍ଗ ମରା ସରକାର ତାଛଡା ତୁମେତ ଓଡ଼ିଆ ଲୋକ ଦେଖିକି କଣ କହୁଛ

  • @status4u267
    @status4u26716 күн бұрын

    ସୁଭଦ୍ରା ଯୋଜନ କାଇ

  • @SanuKumar-fm7bl
    @SanuKumar-fm7bl16 күн бұрын

    Bhai tame script dekhiki b kahiparuna🤦🏻‍♂️

  • @SanuKumar-fm7bl
    @SanuKumar-fm7bl16 күн бұрын

    Ye hauchi rubber stamp wala🤣🤣🤣

  • @padmanavamaharana4350
    @padmanavamaharana435016 күн бұрын

    13 march re BJD badhei sarichhi tame kete badheile.seita kuhantu

  • @user-wr4oz9co1r
    @user-wr4oz9co1r7 күн бұрын

    Sir ଅନେକ କର୍ମଚାରୀ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (WALMI )ରେ ଅନେକ ଦିନ କାମ କରି ଶେଷରେ ସେମାନଙ୍କ ଜୀବନ ବର୍ବାଦ ହେଲା କିନ୍ତୁ ସେଥିପ୍ରତି ସରକାର ଙ୍କ ଦୃଷ୍ଟି ନାହିଁ କିନ୍ତୁ ଚାଷୀ ଉର୍ନତି କରିବେ ବୋଲି କେମିତି କହୁଛନ୍ତି

  • @ambarishdey4218
    @ambarishdey421816 күн бұрын

    ଯାହା ଯାହା କହିକି ଜିତିଚ ତାହା ଆଗେ ପୂରଣ କର

  • @user-ku7dj3sq1f
    @user-ku7dj3sq1f16 күн бұрын

    Aaga tame odiaa asmita ku bujha

  • @subhakantdas1488
    @subhakantdas148816 күн бұрын

    This is the 1st and last BJP govt in odisha because of in election time what you manifest when implement, 1-msp 3100 2-old age bhata 3000 When.....

  • @jojo2026
    @jojo202616 күн бұрын

    Labour wage rate Nabin Korisarithile e kan prahasana chalichhi

  • @SatyabanSutar
    @SatyabanSutar16 күн бұрын

    Agaru jaha thila seia rahila badhila Kan .

  • @himanshuparida7011
    @himanshuparida701116 күн бұрын

    ଓଡ଼ିଶାରେ ତ SKIL Devlopment ମାନେ ବାହାରକୁ ଯାଇ dadan ଖଟିବା ଓଡ଼ିଶାରେ କାମ ହିଁ ନାହିଁ..

  • @santoshkumarswain6547
    @santoshkumarswain654716 күн бұрын

    3 ghanta lagila padhiba paine

  • @prabinkumarrout3577
    @prabinkumarrout357716 күн бұрын

    Old age pension rs3000 kebe miliba?

  • @abinashnayak365

    @abinashnayak365

    16 күн бұрын

    Right jnuta darkar seaita 1st deba khatha

  • @dev54094

    @dev54094

    16 күн бұрын

    Right 👍

  • @rasmibiswal8268
    @rasmibiswal826816 күн бұрын

    Odia thik re kahi paruni

  • @rasmitachowdhury9777
    @rasmitachowdhury977716 күн бұрын

    Lakanku kahateile office re 30 barsa32barsa khateiki old pension lagu karibar prastab ta ta kyabinet pass karunahant kete marigaleni jagi jagi sarakarnkara nida bhanguni

Келесі