100 Cr. scam in midday-meal | ଅଫିସର, ନେତା ଲୁଟିଛନ୍ତି | The Quiver News

#ଅଫିସର_ନେତା_ଲୁଟିଛନ୍ତି
ସ୍କୁଲ ପିଲାଙ୍କ ଥାଳିରୁ ୧୦୦କୋଟି ଲୁଟିଛନ୍ତି। ମଧ୍ୟାହ୍ନ ଭୋଜନ ନାମରେ ଆସୁଥିବା ଚାଉଳକୁ ଅଧା ବାଟରୁ ହଡ଼ପ କରିନେଇଛନ୍ତି। ୧୦୦ କିଲୋ ଚାଉଳରୁ ୩୦କିଲୋ ଗାଏବ କରିଦେଉଛନ୍ତି। ୫ବର୍ଷ ଧରି ଏପରି ଲୁଟ ଚାଲିଛି। ଜାଲ କଗଜପତ୍ର ବଦଳରେ ଏହି ଲୁଟ କରାଯାଇଛି। ପୂର୍ବତନ ନବୀନ ସରକାରଙ୍କ ମନ୍ତ୍ରୀ ଠୁ ବିଧାୟକ ଆଉ ଅଫିସର ଠୁ ଠିକାଦାର ସମସ୍ତେ ମିଳିମିଶି ଖାଇ ଦେଇଛନ୍ତି। ଏକଥା ଧରାପଡ଼ିବାରୁ ଏବେ ଧମକ ଦେଉଛନ୍ତି।
#odisha #middaymill #HSE #education_department #education_minister #school_masseducation #nbin_pattnaik #bjd_govt
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZread! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews

Пікірлер: 6

  • @narendranegi3697
    @narendranegi369717 күн бұрын

    Same situation prevails in all most all schools throughout Odisha...its a big scam & requires a high level enquiry

  • @KaluBiswal-sr5fp
    @KaluBiswal-sr5fp17 күн бұрын

    ଏଥିରେ ଯେଉଁ ବକ୍ତିସର୍ପ୍ଣଙ୍କ ଗିରଫ କରାଯାଉ

  • @Vinood900
    @Vinood90017 күн бұрын

    ଧର୍ମେନ୍ଦ୍ର BJD ଦାଗୀ ଙ୍କୁ ଶରଣ ଦେଇଛନ୍ତି। ତେଣୁ action zero।

  • @user-gh5iv6zp4t
    @user-gh5iv6zp4t17 күн бұрын

    Sehi Karan paine BJD sarkar 1 no award paithila

  • @user-zo9bu4wu2e
    @user-zo9bu4wu2e17 күн бұрын

    Badabadeanka hata chotamundare eea pasebanahin tenu asala asamikudhara

  • @nabakishoresahoo5712
    @nabakishoresahoo571217 күн бұрын

    କେବେ dealer supplier ଓ ମନ୍ତ୍ରୀ କୁ jail ହେବ?

Келесі