Youth’s Body Found in Bargarh, Murder Suspected

#ଯୁବକଙ୍କ_ମୃତଦେହ_ଉଦ୍ଧାର
ବରଗଡ଼ ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ମଣ୍ଡୋସିଲ ଗାଁ ରାସ୍ତାରୁ ମୃତଦେହ ଉଦ୍ଧାର । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ପିଙ୍କୁ ସାହୁ । ବିଳମ୍ବିତ ରାତିରେ ଯୁବକଙ୍କୁ କେହି ହତ୍ୟାକରି ଫିଙ୍ଗିଥିବା ସନ୍ଦେହ କରାଯାଉଛି।
#Padmapur #Bargarh #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZread: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 1

  • @acupressurepoints1
    @acupressurepoints115 күн бұрын

    ବହୁତ ଦିନ କଣ ବହୁତ ବର୍ଷ ହେବ ପାଇକମାଳ ମାଣ୍ଡୋସିଲ ଅଂଚଳ ରେ ଗଂଜେଇ ମାଫିଆ ମାନେ ସକ୍ରିୟ ଅଛନ୍ତି || ଚେରାଙ୍ଗାଝାଞ୍ଜ, ମାଣ୍ଡୋସିଲ, ବରଂତୁଣ୍ଡା, ଜମାସେଠ, ଛୀନ୍ଦେଇକେଳା ଆଦି... ଆଖ ପାଖ ଗ୍ରାମର ମାଫିଆ ମାନେ ମିଶି ଏହି ଅସାଧୁ ବେପାର କରି ଆସୁଛନ୍ତି || ତତ୍ ସହିତ ସୁରକ୍ଷାବଳ ସହିତ ଶଳା ସୁତୁରା ଯୋଗୁଁ ଏହି ଅପରାଧୀ ମାନେ ଖୁଲ୍ଲମ୍ ଖୁଲା ବୁଲି ଅନେକ ପ୍ରକାର ଅପରାଧ ଘଟାଉଛନ୍ତି || ଏହାର ଜ୍ୱଳନ୍ତ ଉଦାହରଣ ହଉଛି ଏହି ହତ୍ୟାକାଣ୍ଡ || ଏହା ନିଶା କାରାବାର ସହ ସମ୍ପୃକ୍ତ ବୋଲି ଜଣା ପଡିଛି || ଏହା ଗୋଟିଏ ଗ୍ୟାଙ୍ଗୱାର୍ ବୋଲି ଏରିଆ ରେ ଜୋର୍ ରେ ଚର୍ଚ୍ଚାର ବିଷୟ ହୋଇଛି || ପୋଲିସ ପ୍ରଶାସନ କୁ ଅନୁରୋଧ ତ୍ୱରିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ସମ୍ପୃକ୍ତ ଅପରାଧୀ ମାନଙ୍କୁ ଗିରଫ କରନ୍ତୁ ଓ ନିଶା କାରାବାର ଏହି ଅଞ୍ଚଳରୁ ମୂଳପୋଛ କରନ୍ତୁ ||

Келесі