ଯେନ୍ ଜାଗାନେ ୧୪୪ ବର୍ଷ ପାତାଳୀ ହେଇଥିଲେ ଜଗନ୍ନାଥ, ବଳଭଦ୍ର ,ସୁଭଦ୍ରା

ଭାରତର ହିନ୍ଦୁ ଧର୍ମ ଆର୍ ଆଧ୍ୟାତ୍ମିକ୍ ପରମ୍ପରାର ପ୍ରତୀକ୍, କଲିଯୁଗର ଧାମ୍ ପୁରୀ ଧାମର ଆରାଧ୍ୟ, ଭିନ୍ ଭିନ୍ ଧର୍ମ ସଂସ୍କୃତିର ବିଶ୍ୱାସର ସଙ୍ଗମ ଆର କୋଟି କୋଟି ଓଡ଼ିଆ ମାନକଁର୍ ଜୀବନ୍ ଜଗନ୍ନାଥ ମହାପୁରୁ । କିମ୍ବଦନ୍ତୀ ଅନସାରେ ଜଗନ୍ନାଥ ମହାପୁରୁ , ବଳଭଦ୍ର ଆର ସୁଭଦ୍ରାକୁଁ ନେଇକରି ସୋନପୁରର ୧୪୪ ବରଷ ରହିଥିଲେ । ଯେନଟାକି ସୁବର୍ଣ୍ଣପୁର ପାତାଳୀ ଶ୍ରୀକ୍ଷେତ୍ର ନାଁନେ ଜନା । ଶାନ୍ତ ସୁନ୍ଦର ପରିବେଶ , ବହୁତ୍ ସୁନ୍ଦର ଇ ଜାଗା । ଏତକି ଗୁଟେ ଐତିହାସିକ୍ ଆର ଧାର୍ମିକ୍ ଜାଗା ଦେଖବାର୍ ଲାଗି କେନ୍ତା ଦେଖୁନ୍ ଇ ଭିଡିଓ
About Us!
ପହରା, ଆମର ସମିଆଁ ଆର୍ ସମାଜର ଦର୍ପନ୍‌
ଆମର ତିହାର ବାହାରର ଉସନାକି, ଆମର ଘର କୁଟୁମ୍ ଆର ସମ୍ପର୍କର ଗହକି
ପହରା, ଆମର ଉଷତ୍ ଆନନ୍ଦର କଥାନୀ
ଆମର ଭାଷାଥି, ଆମକୁ କହେବେ ଆମର ନନୀ
ଆମର ଗାନା ବାଜନା, ଆମର ତିହାର ବାହାର, ଆମର ଗାଁ ମାଁ ଆରୁ ଭାଇ ବହେନ୍‌କଁର କଥା
ଆମର ଝି’ମାନେ ଆମକୁ ଦେଖାବେ ବାଟ୍ ଆରୁ ଆମକୁ ଶୁନାବେ ଆମର ଭାଷାଥି ଦୁନିଆଁ ଯାକର ଖବର
ପହରା ଆମର ନୂଆଁ ଜୀବନ୍ ଆର ନୂଆଁ ସପନ୍‌ର ପ୍ଲାଟଫର୍ମ
ଆଗକେ ବଢ୍‌ବାର ଲାଗି ପହରା ଆମର ସିଢି
ପହରା, ଆମର କଥା, ତୁମର କଥା, ସମ୍‌କଁର କଥା
ଆମର ସମିଆଁର ସବୁନୁ ସୁନ୍ଦର କଥା
ଆମେ ଠିଆ ହେମୁ ଆପଣକଁର ସୁଖ୍ ଆର ଦୁଖ୍‌ଥି
ଆମର ଭାଷା ଆମର ସଂସ୍କୃତିର ପହରଦାର ହେଇକରି ଠିଆହେମୁ ଆପଣକଁର ସାଙ୍ଗେ
ପହରା, ଆମର ଭାଷା, ଆମର ତୁଲସୀ ଚଅଁରା
ଜୁହାର 🙏
Subscriber If you are watching this video on KZread, Like our page if you are on Facebook and Stay Connected with Awesome Sambalpuri Videos!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର

Пікірлер: 17

  • @reemathapa565
    @reemathapa5653 жыл бұрын

    Jay jagannatha 🙏🏽🙏🏽🙏🏽🙏🏽🙏🏽🙏🏽

  • @anujbehera6075
    @anujbehera60753 жыл бұрын

    jai jagannath..

  • @rajeshdwarirajeshdwari3184
    @rajeshdwarirajeshdwari31843 жыл бұрын

    Jay Jagannath🙏🙏🙏🙏🙏🙏🙏

  • @kapilasmahakur8371
    @kapilasmahakur83713 жыл бұрын

    Jay jagannath 🙏🙏🙏

  • @rsmeshbagh7899
    @rsmeshbagh78993 жыл бұрын

    Jay jagannath 🙏🙏🙏

  • @sumansahu6534
    @sumansahu65343 жыл бұрын

    Jay Jagannath

  • @Jitendra-hu5uw
    @Jitendra-hu5uw3 жыл бұрын

    Jay jagannath

  • @arjunsarangi629
    @arjunsarangi6293 жыл бұрын

    Well done pahara all the best

  • @satyapsbhoi2812
    @satyapsbhoi28123 жыл бұрын

    ପହରା ପରିବାର କେ ମୋର ବହୁତ୍ ଟେ ଶୁଭେଚ୍ଛା ବଢିଆ କାମ କରୂଛନ ଆପଣ ମାନେ

  • @krupasindhumahakur1655
    @krupasindhumahakur16553 жыл бұрын

    ଧନ୍ୟବାଦ ପହରା ଟିମ୍‌କେ ଆମର୍‌ ସୋନ୍‌ପୁରର୍‌ ପାତାଳି ଶ୍ରୀକ୍ଷେତ୍ର ର ଭିଡିଓ କରିଥିବାର୍‌ ଲାଗି।

  • @badalsethi3463

    @badalsethi3463

    3 жыл бұрын

    Hn

  • @biswanathpadhan5043
    @biswanathpadhan50432 жыл бұрын

    Kotsamalai patali srikhetra nuhe arjinala ta heuche baghapali patali jagannath prabhu 144 barsa dari rihithile jay jagannath

  • @jagson2514
    @jagson25143 жыл бұрын

    Happy new year🎆🎊🎁..... Ee channel re sambalpuri news dekhato bele au bhal heta..... Jai Maa Samelei🙏🙏🙏🙏 Jai koshal🙏🙏🙏

  • @durgatoppo4770

    @durgatoppo4770

    3 жыл бұрын

    Jay jagannath

  • @sumadhurdas9968
    @sumadhurdas99682 жыл бұрын

    ଗୋପଲ୍ଲୀ ବାଘପାଲି ଗାଁ କୁ କୁହାଯାଏ, କୋଟସମଳାଇ କୁ ନୁହେଁ ,ଜଗନ୍ନାଥକୁ ଆଣି ପ୍ରଥମେ ଗୋପଲ୍ଲୀ ବା ବାଘପାଲି ଗ୍ରାମରେ ରଖା ଯାଇଥିଲା ତାର ଅନେକ ପ୍ରମାଣ ଅଛି।କୋଟସମାଲ ହେଉଛି ବାଘପାଳିର ଗ୍ରାମପଂଚାୟତ ହେଇଥିବାରୁ ତାର ନାମ ପ୍ରଥମେ ନିଆ ଯାଇଥାଏ।ଭଗବାନ ଜଗନ୍ନାଥଙ୍କର ପ୍ରାମାଣିକ ସବୁ ଲୀଳା ଓ ଚମତ୍କାର ବାଘପାଲି ଗ୍ରାମ ଏବଂ ତାର ପାଖାପଖି ଅଂଚଳରେ ଦେଖିବାକୁ ମିଳେ। ଜୟ ଜଗନ୍ନାଥ🙏🙏🙏🙏

  • @biswanathpadhan5043

    @biswanathpadhan5043

    2 жыл бұрын

    Thik katha dada🙏🙏🙏

  • @humdevdutt2801
    @humdevdutt28013 жыл бұрын

    Patali sriksyetra subarnapur k parjataka stali kara jai👍👍

Келесі